ସରକାର ତୁମର ଦମ ଅଛି କରିକି ଦେଖାଅ | ASPN News

แชร์
ฝัง
  • เผยแพร่เมื่อ 15 ก.ย. 2024
  • ସରକାର ତୁମର ଦମ ଅଛି କରିକି ଦେଖାଅ |
    #aspnnews #odishanews #kedarmishra #dharmendrapradhan
    Advance system for public News
    This is an Official Channel of ASPN NEWS Channel.
    Odisha's Most Growing Digital News web Portal...
    This is one of the leading Digital News Platforms of the Odisha & is Coming up with various Objectives and Issues of Human intrests since last 3 year.
    ASPN NEWS delivers reliable information across including Television, Internet, Newspaper
    A news channel for the People.
    Not Owned by any Politician, Businessman or any other's.
    A Digital news Channel of True Journalists..
    Subscribe our Channel / aspn news to get latest news and Updates.
    Please follow up page facebok.com/Aspn news to watch Social issues, Special Story, Political issues with the latest videos added every hour.
    Please visit our website www.aspnnews.in, www.aspnnews.live for latests Opinion and Detailed news coverage.

ความคิดเห็น • 175

  • @pratapchandrasamal2396
    @pratapchandrasamal2396 10 วันที่ผ่านมา +22

    ଲୋକଙ୍କୁ ଭ୍ରମିତ କରିବା କଥା ଜାଣିଛନ୍ତି କେନ୍ଦ୍ର ମନ୍ତ୍ରୀ। 80 କିଲୋ ସୁନା ବିବାଦରୁ ଲୋକଙ୍କ ନଜର ହଟେଇବାକୁ ଉପର ଇଞ୍ଜିନର ନିର୍ଦ୍ଦେଶ। ମନ୍ତ୍ରୀ ସେଇ କାମ କରୁଛନ୍ତି। ଶିକ୍ଷାମନ୍ତ୍ରୀ ନିଜେ ନିଷ୍ପତ୍ତି ନେଇ କରି ଦିଅନ୍ତୁ। ନିଜର ଦମ୍ ଦେଖାନ୍ତୁ।

  • @laxmidharnayak4191
    @laxmidharnayak4191 10 วันที่ผ่านมา +24

    ଅତି ସୁନ୍ଦର ଓ ସଠିକ୍ ଉପସ୍ଥାପନା। ଧନ୍ୟବାଦ। ଅତ୍ୟଧିକ ଆତ୍ମ ଗର୍ବ। ଯେପରି ଅତୀତରେ କେହି କେନ୍ଦ୍ର ମନ୍ତ୍ରୀ ହୋଇନାହାନ୍ତି ଆମ ଓଡ଼ିଶା ରୁ। ନିର୍ବାଚନ ପ୍ରତିଶ୍ରୁତି ସବୁ କୁ ଭୁଲି ଲୋକଙ୍କୁ ଭୂତାଇବା ପାଇଁ ବାଟ । ଓଡ଼ିଶା ର ନୂଆ ଇତିହାସ କୁ ଲୋକେ ଅପେକ୍ଷା କରିବେ। ଧନ୍ୟବାଦ ନମସ୍କାର।

  • @Dhakadrwa9345
    @Dhakadrwa9345 10 วันที่ผ่านมา +7

    101% best analysis.....sir

  • @pratiharpradhan1305
    @pratiharpradhan1305 10 วันที่ผ่านมา +16

    ଆଠମଲ୍ଲିକ ରେ କେନ୍ଦ୍ରୀୟ ବିଦ୍ୟାଳୟ ଟିଏ ଖୋଲି ପାରିବର କ୍ଷମତା ନଥିବା ଲୋକ ରେଭେନ୍ସା ର ନାଁ ବଦଳେଇବା ଅତ୍ୟନ୍ତ ହାସ୍ୟାସ୍ପଦ

  • @pravashmishra1178
    @pravashmishra1178 10 วันที่ผ่านมา +16

    ବିଜେପି ଆ ଙ୍କୁ ଜୋତା ମାଡ ମାରିବା କୁ ଲୋକେ ଉପଲବ୍ଧି କଲେଣି 😅

  • @BasantaBehera-gl3li
    @BasantaBehera-gl3li 10 วันที่ผ่านมา +17

    ବହୁତ୍ ଭଲ କଥା କହିଛନ୍ତି କେଦାର ବାବୁ 🎉🎉🎉

  • @ceekay9911
    @ceekay9911 10 วันที่ผ่านมา +8

    ଧର୍ମେନ୍ଦ୍ର ପ୍ରଧାନ ବଚାଳ ହୋଇଯାଇଛନ୍ତି। ସେ ରେଭେନ୍ସା ଙ୍କ ବିଷୟରେ କିଛି ଜାଣିନାହାନ୍ତି।

  • @ritamohanty7586
    @ritamohanty7586 9 วันที่ผ่านมา +3

    Very good analysis

  • @user-co8kp4tj6c
    @user-co8kp4tj6c 10 วันที่ผ่านมา +4

    ମର୍ଦ ପୁଅ ହୋଇଥିଲେ ଆପଣଙ୍କ ପଚାରିଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେବେ, ନହେଲେ ଲାଙ୍ଗୁଡ଼ ଜାକି ଦିଲ୍ଲୀ ପଳେଇବେ। ସାର ଆପଣଙ୍କ ଆଲୋଚନା ଅତି ସୁନ୍ଦର।

  • @runamohapatra9218
    @runamohapatra9218 10 วันที่ผ่านมา +6

    Correct sir

  • @satyabhamabaral6544
    @satyabhamabaral6544 9 วันที่ผ่านมา +3

    You are right sir👍👍👍

  • @bharatchandrasahoo1583
    @bharatchandrasahoo1583 10 วันที่ผ่านมา +4

    200% correct.

  • @renupravamohapatra1036
    @renupravamohapatra1036 10 วันที่ผ่านมา +13

    Right statement sir.

  • @felixnayak6317
    @felixnayak6317 10 วันที่ผ่านมา +7

    ଯଦ ଦମ ଅଛି, ନାଥୁରାମ ଗଡସେ ନାମରେ ଦଗାଂ ବିଶ୍ବ ବିଦ୍ୟାଳୟ ଗୋଟିଏ କରି ଦେଖାଅ!

  • @rashachakra3332
    @rashachakra3332 10 วันที่ผ่านมา +5

    ହଁ.... ବିତର୍କ ହେଉ... ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ ଗତ ୧୦ ବର୍ଷରେ କଣ କରିଛନ୍ତି.....

  • @durgeshpatra4498
    @durgeshpatra4498 10 วันที่ผ่านมา +6

    ଧମେନ୍ଦ୍ର ପଧାନ ର ନାଁ ବଦଳି କରି କରିବା ପ୍ରଧାନ ଧମେନ୍ଦ୍ର

  • @sanjibkumardash8966
    @sanjibkumardash8966 9 วันที่ผ่านมา +3

    ବିଚେରା ବିଜେପି କିଛି କରିପାରୁନି ତେଣୁ ଏଇ ସବୁ ଧିରେ ଲୋକଙ୍କୁ ବୋକା ବନଉଛି।

  • @kalingaranjan2074
    @kalingaranjan2074 10 วันที่ผ่านมา +4

    ଓଡିଶା ପାଇଁ ଅଭିବୃଦ୍ଧି ତଥା ସମୃଦ୍ଧତା ବା ଏକ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ବିଜେପି କେବଳ ଶସ୍ତା ଏବଂ ନିମ୍ନ ମାନର ରାଜନତିକରେ ଲିପ୍ତ ରହୁଛି। ବିଜେପି ନିଜର ରାଜନତିକ ଅଭିଳାଷର ପୂର୍ବାନୁମାନ କରି ନିଜର ଆତ୍ମ-କେନ୍ଦ୍ରିତ , ଆତ୍ମ ସନ୍ତୋଷ ମାନସିକତା ପ୍ରଦର୍ଶନ କରୁଛି।

    • @kalingaranjan2074
      @kalingaranjan2074 10 วันที่ผ่านมา

      ବର୍ତ୍ତମାନ ଓଡିଶାର ଲୋକମାନେ ବିଶ୍ଳେଷଣ କରିବା ଆବଶ୍ୟକ କରନ୍ତି ଯେ ସେମାନେ କାହିଁକି ବିଜେପି ପାଇଁ ଭୋଟ୍ ଦେଇଛନ୍ତି ଏବଂ ଭବିଷ୍ୟତରେ ଲୋକମାନେ କାହିଁକି ବିଜେପି ପାଇଁ ଭୋଟ୍ ଦେବେ, ଯଦି ଓଡିଶାର ଅଭିବୃଦ୍ଧି ତଥା ସମୃଦ୍ଧତା ପାଇଁ ପ୍ରକୃତ ଆଭିମୁଖ୍ୟ ପରିବର୍ତ୍ତେ ,ବିଜେପିର କେବଳ ଶସ୍ତା ଏବଂ ନିମ୍ନ ମାନର ରାଜନତିକ ଅଭିଳାଷର ଏକମାତ୍ର ଏଜେଣ୍ଡା ଅଛି

  • @jasminebehera4256
    @jasminebehera4256 9 วันที่ผ่านมา +1

    Ekdam thik katha kahichanti Sir. Great Analysis.100% correct 💯

  • @sanjuktamohanty9668
    @sanjuktamohanty9668 10 วันที่ผ่านมา +4

    You are right ✅️ 😌 👌 sir

    • @indumatirath9573
      @indumatirath9573 8 วันที่ผ่านมา +1

      Dhrmendra pradhan s duty is to plz Modiji by adopting unfair means to change a name n to collect Rajya sabha Mp of Bjd to Bjp

  • @dilliprout4072
    @dilliprout4072 10 วันที่ผ่านมา +2

    🙏🙏🙏🙏
    ଅତି ସୁନ୍ଦର ସାର

  • @NarendraNayak-o1j
    @NarendraNayak-o1j 9 วันที่ผ่านมา +1

    Thanks sir

  • @manishapattanayak2152
    @manishapattanayak2152 3 วันที่ผ่านมา

    Perfect Said Sir 🙏🏻
    You Are Absolutely Right Sir 🙏🏻

  • @jrboxi2301
    @jrboxi2301 10 วันที่ผ่านมา +10

    ଧର୍ମେନ୍ଦ୍ର ପ୍ରଧାନଙ୍କ ରେଭେନ୍ସା କଲେଜରେ ପଢ଼ିବା ପାଇଁଁ ଯୋଗ୍ୟତା ନଥିଲା। ଏପରିକି ଢେଙ୍କାନାଳ ବା ଅନୁଗୋଳ କଲେଜରେ ପଢ଼ିବା ପାଇଁଁ ମଧ୍ୟ ଯୋଗ୍ୟତା ନଥିଲା। ତେଣୁ ସେ ତାଳଚେର କଲେଜରେ ପଢିଥିଲେ। ରେଭେନ୍ସା କଲେଜ ର ଅସ୍ମିତା, ଐତିହ୍ୟ ଏବଂ ଗରିମା ବିଷୟରେ ସେ କଣ ଜାଣିବେ।

  • @sumeetsahu1409
    @sumeetsahu1409 10 วันที่ผ่านมา +9

    Right Sir

  • @piyushrajkumar15
    @piyushrajkumar15 10 วันที่ผ่านมา +9

    ଧର୍ମେନ୍ଦ୍ର ପ୍ରଧାନ ଜଣେ ସୁବିଧାବାଦୀ ନେତା. କିଛି ତ କରିପାରିବେ ନାହିଁ. ଏପରି ମୂଲ୍ୟହୀନ ବକ୍ତବ୍ୟ ଦେଇକି ନିଜକୁ ହାଇଲାଇଟ କରିବା ଉଦେଶ୍ୟ.
    ନେତା ଖାଇଦେଲେ ଦେଶକୁ ଏମାନେ ଇଂରେଜ ମାନଙ୍କ ଠାରୁ କେତେ ଗୁଣରେ ଭୟଙ୍କର କହିହବନି

  • @sisirkumardash1113
    @sisirkumardash1113 4 วันที่ผ่านมา

    Excellent question to pradhan

  • @saratchandranayak2512
    @saratchandranayak2512 8 วันที่ผ่านมา

    You are right.

  • @PramodkuBasantara
    @PramodkuBasantara 9 วันที่ผ่านมา +2

    ଠିକ୍ କଥା।

  • @prasantkumarmishra3500
    @prasantkumarmishra3500 9 วันที่ผ่านมา +2

    ଅକାଟ୍ୟ ଯୁକ୍ତି

  • @balarampradhan9961
    @balarampradhan9961 9 วันที่ผ่านมา +1

    Bahut bhala katha bhai . Se bhabuchhanti naa change kariba EVM karsadi bhali .

  • @sbeurik4641
    @sbeurik4641 9 วันที่ผ่านมา +1

    ନିକମା ଙ୍କ କାମ ନାଆଁ ବଦଳାଇବା ଆଉ ରଙ୍ଗ ବଦଳାଇବା।

  • @newstarodia2023
    @newstarodia2023 8 วันที่ผ่านมา

    Fully justified

  • @rajkishoregiri9781
    @rajkishoregiri9781 6 วันที่ผ่านมา

    Very nice 0rguments sir

  • @pitambarnanda1591
    @pitambarnanda1591 10 วันที่ผ่านมา +5

    ଏମାନେ ପାଗଳ

  • @BabruHarpal
    @BabruHarpal 4 วันที่ผ่านมา

    Very good କରେନା ଉପରେ ବିତର୍କ ହେଉ

  • @madhusudanparida4161
    @madhusudanparida4161 10 วันที่ผ่านมา +4

    Very nice & appropriate comments. 🙏

  • @prafullakumarpradhan8129
    @prafullakumarpradhan8129 9 วันที่ผ่านมา

    ବିଷମତାର ସ୍ୱର କୀର୍ତ୍ତନଦାସ ମାନେ ଆଗେଇ ଆସିବା ଦରକାର l

  • @balarammalik9621
    @balarammalik9621 6 วันที่ผ่านมา

    Right

  • @balaihansdah9320
    @balaihansdah9320 10 วันที่ผ่านมา +2

    ମହାଶୟ ,ରମଚନ୍ଦ୍ର ଭଞ୍ଜଦେଓ ନୁହେଁ ସେତେ ବେଳେ ର ମୟୂରଭଞ୍ଜର ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓ...

  • @sudhansusekhardash9010
    @sudhansusekhardash9010 8 วันที่ผ่านมา

    ଆଗାମୀ ଦୁଇଟା ବିଧାନସଭା ନିର୍ବାଚନ ପରେ bjp ଖଣ୍ଡ ଖଣ୍ଡ ହୋଇଯିବ। ସମୟକୁ ଅପେକ୍ଷା କରନ୍ତୁ।

  • @achyutailikekanaknewsdas2299
    @achyutailikekanaknewsdas2299 9 วันที่ผ่านมา +1

    bilkul thik sir tankar kama ki chhi nahi khali rajaniti

  • @ranjankumarbiswal3118
    @ranjankumarbiswal3118 10 วันที่ผ่านมา +8

    ଧନ୍ୟବାଦ ମହାଶୟ। ବିତର୍କର ସୂତ୍ରଧର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶାବାସୀ ଅବଦାନ କିଛି ନାହିଁ, ତୁଛାରେ ତାଙ୍କୁ କାହିଁକି ଗୁରୁତ୍ୱ ଦେଉଛନ୍ତି।

  • @manojkumardash8392
    @manojkumardash8392 10 วันที่ผ่านมา +3

    ସେଟା ବାଳକୁ କେନ୍ଦ୍ର ମନ୍ରୀ..

  • @debasishpatra1366
    @debasishpatra1366 10 วันที่ผ่านมา +1

    Very bold Question to this Union Minister BJP.

  • @PareshRout-ui1oy
    @PareshRout-ui1oy 10 วันที่ผ่านมา +3

    Sir bahut sundar statement. Thank u.

  • @pr.sanatanpradhan8196
    @pr.sanatanpradhan8196 5 วันที่ผ่านมา

    ଠିକ୍ କହିଛନ୍ତି, ମଧ୍ୟ ଭେଜାଲ କୋଭିଡ୍ ଟୀକା ପାଇଁ କିଏ ଦାୟୀ?

  • @KahnucharanPollai
    @KahnucharanPollai 8 วันที่ผ่านมา

    ଶଳା ପାଗଳ ପଞ୍ଜାଏ

  • @ashokbehera4302
    @ashokbehera4302 2 ชั่วโมงที่ผ่านมา

    କହିଁପେ ନିଗାହା। କହିଁପେ ନିଶାନା

  • @minaketanjena4744
    @minaketanjena4744 10 วันที่ผ่านมา +1

    You are right Sir,let there be a debate about his contribution to Odisha during his tenure of 10 years cabinet Minister and his responsibilities on NEET examination.

  • @babajeesamal6821
    @babajeesamal6821 7 วันที่ผ่านมา

    କେଦାର ନନା ସେ ଶଳାକୁ ଯଦି ଅସୁବିଧା ହେଉଛି ତେବେ ତା ବାପା ନାମ ବଦଳାଉ। ସେ ତାହା ବି କରିବ କାରଣ ସେ ଟିକେଟ ପାଇଁ ବାପା କୁ ବନ୍ଦି କରିଦେଇଥିଲା । ତା ପାଇଁ କିଛି ଫରକ ପଡିବନି ।

  • @rajatkumarsahoo3050
    @rajatkumarsahoo3050 4 วันที่ผ่านมา

    ଧର୍ମେନ୍ଦ୍ର ବାବୁ କେନ୍ଦ୍ରରେ ୧୦ ବର୍ଷ ମନ୍ତ୍ରୀ ଥିଲ ।ବାପା ଦେବେନ୍ଦ୍ର ବାବୁ ଙ୍କ ଅମଳରେ ବନ୍ଦ ହୋଇଥିବା ତାଳଚେର ସାର କାରଖାନା କ୍ଲ ଚଲେଇ ପାରିଲେ ନା ହିଁ ।ସେହି କାରଖାନା ଟି ଥିଲା ଏସିହା ମହାଦେଶ ର ପ୍ରଥମ କୋଇଲା ଭିତ୍ତିକ ସାର କାରଖାନା ଓ ଓଡ଼ିଶା ର ଅସ୍ମିତା।
    ବର୍ତମାନ ବଡ ବଡ କଥା କୁହନ୍ତୁ ନାହି।
    କୌଣସି ନାମ ବା ରଙ୍ଗ ପରିବର୍ତ୍ତନ ରୁ ଦୁରେ ରୁହନ୍ତୁ।

  • @ranjannayak6491
    @ranjannayak6491 10 วันที่ผ่านมา +1

    ବ୍ଯାସକବି ଫକିର ମୋହନଙ୍କୁ ଇଂରେଜଙ୍କ ଚାଟୁକାର କହୁଥିବା ବ୍ଯକ୍ତି ନିଜେ କାହାର ଚାଟୁକାର ସାଜିଛନ୍ତି ?ତାଙ୍କର ଶିକ୍ଷାଗତ ଯୋଗ୍ଯତା କେତେ?ଫକିର ମୋହନଙ ଜୀବନୀ,କାବ୍ଯ,କବିତା ଓ ଗ୍ରନ୍ଥାବଳୀ ଆଗ ପଢନ୍ତୁ , ତା ପରେ ମନ୍ତବ୍ଯ ଦେବାକୁ ପ୍ରସ୍ତୁତ ହୁଅନ୍ତୁ..

  • @nidhiramjena2398
    @nidhiramjena2398 10 วันที่ผ่านมา +2

    Odisha ra murabi upare Dharmendra. Semananka tharu pandita heuchhi Dharmendra.

  • @sarojkumarbehera6697
    @sarojkumarbehera6697 10 วันที่ผ่านมา +3

    ବିଜେପି ର ରେଭେନ୍ସା ନାମ ପରିବର୍ତ୍ତନ ଚାହୁଁ ନାହିଁ କେବଳ ସେଦିନ ଥିଲା ଧର୍ମେନ୍ଦ୍ର ପ୍ରଧାନ କଂ ବ୍ଯକ୍ତି ଗତ ବାଚାଳମି ... ଜୟ ଶ୍ରୀରାମ, ଜୟ ରେଭେନ୍ସା, ଜୟ ବିଜେପି, ଜୟ ଓଡ଼ିଶା🙏🙏🙏🙏

  • @sukantadalapati3845
    @sukantadalapati3845 10 วันที่ผ่านมา

    Very good analysis sir ❤❤❤

  • @user-cd1cd8wy4h
    @user-cd1cd8wy4h 6 วันที่ผ่านมา

    ସ୍ବାଧୀନତା ତେଲ ମାଲିଶ୍ ବକ୍ସିସ୍?
    ସାହେବ ଶାସନ ସୁନ୍ଦର?
    ସ୍ବାଧୀନତା ନାଟକ କ'ଣ ପାଇଁ?
    ସାହେବ ପ୍ରେମ?
    ରକ୍ତ ରଞ୍ଚିତ ଈରମ ମାଆ ଓ ଅମର ସହିଦ ବୀର ସ୍ବାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ ପ୍ରଦର୍ଶନ ବା ଅନ୍ତ ଘାତକ ଷଡ଼ଯନ୍ତ୍ର?
    ଇଂରେଜ ୪୦ ଟ୍ରୀଲିଅନ୍ ଲୁଣ୍ଠନ କାରୀ?
    ଇଲଣ୍ଡ ରୁ କେତେ ଟଙ୍କା ଆଣି ବାଣ୍ଟିଲେ?
    କଳିଙ୍ଗ ବୀର ବରପୁତ୍ର ବାଇ ମୁଣ୍ଡି ଙ୍କ ଆଶ୍ରୀବାଦ ବା ଉପହାର ୧୦୪୫ ବର୍ଷର କଟକ ନଗର ଧବଳ ଟଗର ବିଶ୍ବର ପ୍ରଥମ ନଗର କଟକ।
    କଲିକତା ଦିଲ୍ଲୀ ଆମେରିକା ଇଂଲଣ୍ଡ ଭୂମିଷ୍ଠ ବହୃ ପୂର୍ବରୁ ପ୍ରାଚୀନ କାଳରୁ କଟକ ନଗର ର ଜନ୍ମ ଜାତକ।
    କଟକ ବିଦ୍ୟାଳୟ ର ନାମ ପରିବର୍ତ୍ତନ କରି ରେଭେନ୍ସା ମହାବିଦ୍ୟାଳୟ ସଠିକ ସିଦ୍ଧାନ୍ତ?
    ସାହେବ ଦୋଷୀ ନୁହେଁ କି?
    ଆମ ରାଜ୍ୟ ର ବଛା ବଛା ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ କଟକ ବିଦ୍ୟାଳୟ ବା ରେଭେନ୍ସା ମହାବିଦ୍ୟାଳୟ ପଢିବା।
    ଛାତ୍ର ଓ ଛାତ୍ରୀ ମାନଙ୍କର କଠିନ ଅଧ୍ୟବସାୟ ବା ତପସ୍ୟା ସଫଳତାର ପରିଚୟ।
    ସାହେବ ଙ୍କ ଦୟା?
    ଦେଶ ର ଅନ୍ୟ ରାଜ୍ୟ ଗୁଡ଼ିକରେ ରେଭେନ୍ସା ମହାବିଦ୍ୟାଳୟ ନାହିଁ, ଶିକ୍ଷା ଗ୍ରହଣ ଅନଗ୍ରସର କି?

  • @bijaykhuntia868
    @bijaykhuntia868 10 วันที่ผ่านมา

    Name change of Ravenshaw University should not be a priority for new Govt BJP in Odisha... now.

  • @rajanikantapradhan8008
    @rajanikantapradhan8008 10 วันที่ผ่านมา

    ଧର୍ମେନ୍ଦ୍ର ଓଡିଶା ପାଇ ଭଲପାଇ ଵାର ଅଛି,ତା,ହେଲେ କରି,କି, ଦେଖାନ୍ତୁ ଯୋମାନେ କରି ଛନ୍ତୀ ମାନେ କରି ଛନ୍ତୀ , ତୁମକୁ ମୁଣ୍ଡ ବିନ୍ଧା କାହିକି,ଏତେ ହିଂସା। ଧନ୍ୟବାଦ ନିଉଜ,ସାର ଭଲ ଚେଚୀଲ ଧନ୍ୟବାଦ,।🙏🙏💖👍👍:⁠‑⁠X

  • @nareshpanda4485
    @nareshpanda4485 8 วันที่ผ่านมา

    ମିଶ୍ର ବାବୁ ମଞ୍ଜି କଥା କହିଛନ୍ତି.ଓଡ଼ିଆ ଅସ୍ମିତା କଣ ନାମ ବଦଳ.ଯଦି ଦମ ଅଛି ଶିକ୍ଷକ ଅଭାବ ଦୂର କରନ୍ତୁ.ମୋ ମତରେ କେନ୍ଦ୍ର ଶିକ୍ଷା ମନ୍ତୀ 2ଥର ଏଇ ପୋଷ୍ଟ ରେ ରହି ଗର୍ବ ହେଲାଣି

  • @subhenduofficial3608
    @subhenduofficial3608 10 วันที่ผ่านมา +3

    100%right

  • @jaydebmajhi236
    @jaydebmajhi236 10 วันที่ผ่านมา +3

    Like sir 🙏❤️💘🙏❤️💘🙏

  • @sudamcharanprusty
    @sudamcharanprusty 10 วันที่ผ่านมา

    ଏ ସରକାର ମୂର୍ଖ କରିଦେବ।ଆରେ ଭାଇ ଖାଲି ଅସ୍ମିତା ଅସ୍ମିତା ହୋଇ ଓଡ଼ିଆ ଭାଷାରେ ସବୁକର କହୁଛନ୍ତି।
    ଆରେ ଭାଇ ତୁମର ଯଦି ଏତେ ଓଡ଼ିଆ
    ଭାବନା ଆଗେ ମୂଳରୁ ବିଶ୍ୱବିଦ୍ୟାଳୟ ଯାଏ
    ସବୁ ପାଠରେ 100 ଓଡ଼ିଆ ମାର୍କ ରଖନ୍ତୁ।
    ଇଂଜିନିୟରିଂ ମେଡିକାଲ ସବୁ ପାଠରେ।
    ମାତ୍ର ଇଂରାଜୀ ତାବୋଲି ପଢିବା ନାହିଁ
    ଗଧ ହୋଇଯିବା।ଡାକ୍ତରୀ ବ ହି ଇଂଜିନିୟରିଂ
    ବହିକୁ ଓଡ଼ିଆ ରେ ଅନୁବାଦ କରିବା ଏ ଗୁଡା
    ରୁଗଣ ମାନସିକ ତାର ପରିଚୟ।
    କିଏ ମନାକଲା ଓଡ଼ିଆ ନ ଶିଖିବାକୁ।
    ଖାଲି ଓଡ଼ିଆ ଶିଖିଲେ ଏ ଟେକନିକାଲ ଯୁଗରେ ବାହାରକୁ ଗଲେ ଖାଇବାକୁ
    ମିଳିବ ନାହିଁ।
    ଖାଲି ନାଁ ବଦ ଲେଇ ଦେଲେ ଆମେ
    ରୋଜଗାର କ୍ଷମ ହୋଇପାରି ବାକି?
    ଓଡ଼ିଆ ଭାଷା ସହ ଇଂରାଜୀ ଭାଷାକୁ
    ଗୁରୁତ୍ୱ ଦେଲେ ଆମେ ଆଗକୁଯିବା।
    ତୁମ ଅସ୍ମିତା ବି ରହିବ।ପିଲାବି କାମ
    ଚାକିରୀ ପାଇବେ।

  • @Nayanadeipradhan99
    @Nayanadeipradhan99 10 วันที่ผ่านมา +1

    ସତକଥା ଏ ସବୁକଥା କେହି ଜାଣିନାହାନ୍ତି।

  • @kalingaranjan2074
    @kalingaranjan2074 10 วันที่ผ่านมา

    ବଙ୍ଗାଳୀ ବୟୋରୋକ୍ରାଟମାନେ ବା ଅମଲାତନ୍ତ୍ର ମାନେ ଆଞ୍ଚଳିକ ରାଜନୀତି କରିଥିବାରୁ ଓଡିଶାର ନଅଙ୍କ ଦୁର୍ଭିକ୍ଷ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ,ବଙ୍ଗାଳୀମାନେ ସେମାନଙ୍କର ଆଭ୍ୟନ୍ତରୀଣ ନିମ୍ନ ମାନର ରାଜନୀତି କରିଥିଲେ |ବ୍ରିଟିଶମାନଙ୍କ ବ୍ୟତୀତ ଭାରତୀୟଙ୍କ ମଧ୍ୟରେ ପ୍ରାୟ ଶହେ ପ୍ରତିଶତ ଅଧିକାରୀ ପ୍ରଶାସନରେ ବଙ୍ଗାଳୀ ଥିଲେ

    • @kalingaranjan2074
      @kalingaranjan2074 10 วันที่ผ่านมา

      ଓଡିଶା ପାଇଁ ଅଭିବୃଦ୍ଧି ତଥା ସମୃଦ୍ଧତା ବା ଏକ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ବିଜେପି କେବଳ ଶସ୍ତା ଏବଂ ନିମ୍ନ ମାନର ରାଜନତିକରେ ଲିପ୍ତ ରହୁଛି। ବିଜେପି ନିଜର ରାଜନତିକ ଅଭିଳାଷର ପୂର୍ବାନୁମାନ କରି ନିଜର ଆତ୍ମ-କେନ୍ଦ୍ରିତ , ଆତ୍ମ ସନ୍ତୋଷ ମାନସିକତା ପ୍ରଦର୍ଶନ କରୁଛି।

  • @KushaSingh-1234
    @KushaSingh-1234 10 วันที่ผ่านมา

    ନାମବଦଳା,ରଙ୍ଗମରା ବେତୀତ ଆଉ ବା କଣକରି ଅଉକାତ ଭିତରେ ଆଛି😅😅😅😅😅

  • @jitendrasahoo4525
    @jitendrasahoo4525 6 วันที่ผ่านมา

    sir namaskar

  • @deepakdas1073
    @deepakdas1073 10 วันที่ผ่านมา

    Debate should be made about jsw withdraw it's investment from odisha and plan to shift it's ev plant from oisa to Andhrapradesh, by the order of pm Modi.

  • @dusmantajena2743
    @dusmantajena2743 10 วันที่ผ่านมา

    Sir 🙏apan kichi jani nahanti
    Mu apanka video dekhuchi bahut
    Bhala lage ranga badleile, na badaleile tanka mari khai paribe

  • @satyabhamabaral6544
    @satyabhamabaral6544 9 วันที่ผ่านมา

    Debate on name change of Ravenshaw university is waste of time and money
    Rather the govt should spend time and money, mind on other productive development of education

  • @lokanathdas5246
    @lokanathdas5246 6 วันที่ผ่านมา

    Within 10year no development of odisha, only contract labour, third party requirements, no education development in society only private coaching centre for education,

  • @prakassahu8381
    @prakassahu8381 10 วันที่ผ่านมา +1

    ଆରେ ତମେ କେବେ କନକ, otv, ନନ୍ଦିଘୋଷ, କଳିଙ୍ଗnews boom ଧରିବାର ଦେଖିଲୁ ନାହିଁ. ଆଉ କୁ boom ଧରୁଛନ୍ତି ଆମେ ଜାଣିପାରୁନହୁ.

  • @sandipmishra8448
    @sandipmishra8448 10 วันที่ผ่านมา

    People of Odisha should not give entry to Mr Dharmendra Pradhan jee ,really unfortunate
    He is trying to destroy BJP in Odisha so appropriate action need to be taken …
    Dangerous than VK Pandian

  • @surendranathrath504
    @surendranathrath504 5 วันที่ผ่านมา

    ତୁମ ଦମ୍ ଭଳି ଆଉ କାହା ଦମ୍ ଅଛି ? ଓଡ଼ିଶା ବିଧାନସଭା, ଲୋକସଭା ପାଇଁ ଯାହା ସମୀକ୍ଷା କରିଥିଲେ ଗୋଟି ,ଗୋଟି ସତ ହେଇଛି ନା। ସାଧାରଣ ଲୋକ ଟିଏ, ହେଇଥିଲେ, ମୁହଁ ଲୁଚେଇ ଲାଜରେ ଲୁଚି ଥାନ୍ତା। କିନ୍ତୁ ତୁମେ ଲାଜ ନିଲାମ କରି,ପାଣ୍ଡିଆନ୍ ସାର୍ ଙ୍କ ଠାରୁ ପାଞ୍ଚ ଛଅ ଟି ଟି ସାର୍ଟ ଆଣିଥିଲ ପିନ୍ଧି ନାଟକ କରୁଛ।

  • @Odisha_News_Live
    @Odisha_News_Live 9 วันที่ผ่านมา

    Lajya

  • @DebendraDas-n8f
    @DebendraDas-n8f 2 วันที่ผ่านมา

    କ'ଣ ସାର୍ କହିଲେ ମ?ସତ କଥା

  • @satrughnaswain2982
    @satrughnaswain2982 10 วันที่ผ่านมา +2

    Well

  • @satyabhamabaral6544
    @satyabhamabaral6544 9 วันที่ผ่านมา

    We have changed the govt for betterment of odisha but it doesn't mean the changed govt will change the name of institutions, gardens etc

  • @ranajitkumarmohanty9740
    @ranajitkumarmohanty9740 10 วันที่ผ่านมา +4

    Chorankara Chori Mukhya Lakhya.
    Emane Desha Pain Ea parjyanta kichhi Karichhanti na kichhi karibe.
    Anya Mananka Parishramara Falaku Besharma Bhali Nija Kama Kahi Khusi Huanti.

  • @deepakkumarjena5787
    @deepakkumarjena5787 10 วันที่ผ่านมา +3

    Very good sir

  • @rabindramoharana5862
    @rabindramoharana5862 10 วันที่ผ่านมา

    ଅନ୍ଧ ଦେଶେ ଗଲି ଦର୍ପଣ ବିକି, ସେ ଜିତେ ଭୁଲୁ ହେଉ ନା କିନ୍ତୁ କଲେଜ ଖୋଲିଥିଲା

  • @shishirmohanty611
    @shishirmohanty611 10 วันที่ผ่านมา

    🙏🙏

  • @user-ji7nm8rm1b
    @user-ji7nm8rm1b 9 วันที่ผ่านมา

    ରେଭେନ୍ସା ଭଲି ଇନ୍ଷ୍ଟିଟ୍ୟୁସନ ଆଉ ଦଶଟା ଓଡ଼ିଶାରେ ଖୋଲନ୍ତୁ ଆଉ ତାଙ୍କ ଇଛା ଅନୁସାରେ ନାମ ଦିଅନ୍ତୁ. ଆସନ୍ତା ପିଢ଼ି ତାଙ୍କର ଗୁଣ ଗାନ କରିବେ

  • @jyotshnatuni9084
    @jyotshnatuni9084 10 วันที่ผ่านมา +1

    Aha hai Revnadhaw nka bissyare bshuta lkstha janilu

  • @santoshnaik177
    @santoshnaik177 9 วันที่ผ่านมา

    ଏବେ ତୋତେ କଣ daremendra pradhan ପଚାରି କରି କରିବ ତୁ କିଏ ବେ ଗୋଟେ ମନ୍ତ୍ରୀ କୁ ଉପଦେଶ ଦେବା ପାଇଁ dhermendra କଣ କରିଛି ତୋ ଆଖିକୁ ଦେଖା ଯାଉ ନାହିଁ କି ଶଳା bjd ହାରିବା ପରେ ପାଗଳ ହେଇ ଯାଉକରି ଭୋକୁଛି ଆଲଜୁକ ମଣିଷ

  • @binodrath5466
    @binodrath5466 10 วันที่ผ่านมา +1

    Odia swabhiman ra praika Revensha college

  • @BasantiHembram-s2m
    @BasantiHembram-s2m 9 วันที่ผ่านมา

    Congress sarkar karithila Bali bjp sarkar bhaguchhi

  • @jogendrasahoo3709
    @jogendrasahoo3709 8 วันที่ผ่านมา

    A Vala Sambadika Nia re ghia Dhaluchi 1868 re krishna chandra gajapati janma hoi nathile Ravenshaw nka naa ku kemiti prasthab dele

  • @hemantadash6520
    @hemantadash6520 10 วันที่ผ่านมา +1

    Badha pagala Dharama 😅 charcha re rahiba ku dilogue marichi 😂 CM pada mililani ta au kan kariba 😂😂😂

  • @satyabhamabaral6544
    @satyabhamabaral6544 9 วันที่ผ่านมา

    Do new things, develop infrastructures, don't change name, we voted you for not changing the name , sir try to develop the quality of education, develop infrastructure, and try to bring a smooth conduct of examination

  • @subhenduofficial3608
    @subhenduofficial3608 10 วันที่ผ่านมา +1

    Dharmendra Babu nka Munda kharap achhi

  • @girijasankarmohanty6609
    @girijasankarmohanty6609 9 วันที่ผ่านมา

    Has NH 55 been renovated fully for use ?

  • @user-zv3pb1rl3c
    @user-zv3pb1rl3c 10 วันที่ผ่านมา +1

    DP babu nkara a bisayare kichhi gyana nahin

  • @humanquantum2350
    @humanquantum2350 9 วันที่ผ่านมา

    24yrs

  • @jyotiranjandas1436
    @jyotiranjandas1436 10 วันที่ผ่านมา

    ODISHA. ନାଁ ବଦଳାଇ ଦିଅ

  • @sudhansu0507
    @sudhansu0507 9 วันที่ผ่านมา

    Dharmendra Pradhan ra education qualification kan ?

  • @drpanda9462
    @drpanda9462 9 วันที่ผ่านมา

    During his tenure he has hiked petrol to more than 100.

  • @brajasundarsahoo1590
    @brajasundarsahoo1590 10 วันที่ผ่านมา +2

    ମିଛୁଆ ଲୋକଟାର କଥାକୁ ଏତେ ଗୁରୁତ୍ଵ କାହିଁକି ?

  • @MukundaShoo
    @MukundaShoo 9 วันที่ผ่านมา

    ହଇରେ କେଦାର୍, ହେ ବେହୀ ପୁଅ କେଦାର, ଧର୍ମେନ୍ଦ୍ର ର ଦମ୍ ତୋ ବୋଉ କୁ ପ୍ରଚାର୍? ତୋ ବୋହୂ କୁ ପଚାର? ସତରେ କି ମିଛରେ=ଧରମାର ଦମ୍ ପେଲା ରେ ଆପଣ ମାନେ ଖୁସିତ୍? ପଚାରି ବୁଝ? କୋଉ ବାଣ୍ଡ୍ ସା ମ୍ବା ଦିକ (ପାଣ୍ଡିଆ କହୁଥିଲା)

  • @niranjanrout9328
    @niranjanrout9328 6 วันที่ผ่านมา

    Alpabidya bhayankari