Bhartruhari Mahatab is Buttering Dharmendra Pradhan Over Ravenshaw | Political Analyst Kedar Mishra

แชร์
ฝัง
  • เผยแพร่เมื่อ 17 ก.ย. 2024
  • Watch Political Analyst Kedar Mishra Reaction On Ongoing Ravenshaw College Name Change Controversy.
    #politicalanalyst #kedarmishra #ravenshawuniversity #bhartruharimahtab #dharmendrapradhan #bjpgovt #odishabjp #ravenshaw #namechange #bjppolitics #odishapoliticalanalysis #odishapoliticalupdate #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodish...
    ➠TH-cam: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

ความคิดเห็น • 104

  • @SANJAYDAS-lc6bo
    @SANJAYDAS-lc6bo 7 วันที่ผ่านมา +5

    ଠିକ୍ ତଥ୍ୟ ପାଇଁ ଧନ୍ୟବାଦ ।

  • @felixnayak6317
    @felixnayak6317 7 วันที่ผ่านมา +20

    ଅଶକ୍ଷିକ୍ଷା ଶିକ୍ଷା ମନ୍ତ୍ରୂକୁଂ ତେଲ ମାରିବାକୁ, ଉଚ୍ଚ ଶିକ୍ଷିତ ଭର୍ତୃହରି ବାହାରି ଆସିଛନ୍ତି।

  • @MsBiswa007
    @MsBiswa007 7 วันที่ผ่านมา +11

    ଠିକ୍ କହିଛନ୍ତି... ମକୁ ବାବୁଙ୍କ ଗୋଟିରେ ଟେରା ତେଲ ମରୁଛି😂😂😂

  • @arabindadas7960
    @arabindadas7960 7 วันที่ผ่านมา +11

    ଷଢ଼େଇଖଳା ଓ ଖରସୁଆଁ ଏବଂ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ହରେକୃଷ୍ଣ ମହତାବଙ୍କ ପାଇଁ ଆମ ହାତ ରୁ ଚାଲି ଗଲା। ସାଂସଦ ଅନେକ କର୍ମଚାରୀ ଙ୍କ ଦରମା କୁ ଗିଳି ଦେଇଛନ୍ତି।

  • @sadanandasahoo3707
    @sadanandasahoo3707 7 วันที่ผ่านมา +11

    ବାଚସ୍ପତି ପଦ ମିଳିଲା ନାହିଁ, କାଳେ ଆଉ କିଛି ମିଳିଯିବ।

  • @brajasundarsahoo1590
    @brajasundarsahoo1590 7 วันที่ผ่านมา +19

    ଭର୍ତ୍ତୃହରି ମହତାବ ମହାଶୟ BJD ରେ ଥିଲାବେଳେ ଜଣେ ଭଦ୍ର ଲୋକ ଭଳି ଲାଗୁଥିଲେ। କିନ୍ତୁ ଏବେ ତାଙ୍କର ଅସଲ ଚେହେରା ଜଣା ପଡ଼ିଗଲା।

    • @pradeepkumarpanda7626
      @pradeepkumarpanda7626 7 วันที่ผ่านมา

      Kana chehera? Na anka durbhikhya bisayare kahiba? Bhala hela. Golam manka gandi podila.

  • @user-fb8fb5qc2n
    @user-fb8fb5qc2n 7 วันที่ผ่านมา +5

    ହରେକୃଷ୍ଣ ମହତାବ ଙ୍କ ପୋଷ୍ୟ ପୁତ୍ର ।ଫକୀର ମୋହନ ମୋଧୁସୁଧନ ଆଦିଙ୍କ ଠାରୁ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ବହୁତ୍ ଉଚ୍ଚା ବୋଲି ଭର୍ତୂହରି ଭାବୁଛନ୍ତି।ଭର୍ତୁହରୀ ବାବୁ ନିଶ୍ଚୟ ଜାଣିଥିବେ ବିଜେପି ର ପୁର୍ବଜ ମାନକ ର ଉପନିବେଶ ବିରୋଧୀ ଆନ୍ଦୋଳନରେ କେତେ ଭୂମିକା ଥିଲା।କେବଳ ନିଜର ରାଜନୀତିକ ସ୍ବାର୍ଥ ପାଇଁ ସେ ଏପରି କଥା କହୁଛନ୍ତି।ତାଙ୍କ କହିବାନୁଯାୟୀ ଯଦି ଫକୀର ମୋହନ,ମଧୁ ବାବୁ ଭଞ୍ଜଦେଓ ଆଦି ବ୍ରିଟିଶ କୃପା ପ୍ରଥି ହେତୁ କଟକ କଲେଜ କୁ ରେଭେନ୍ସା ଙ୍କ ନାମରେ ନାମିତ କଲେ ତେବେ କଣ ବ୍ରିଟିଶ ଙ୍କ କୃପା ପାଇବା ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ହରେକୃଷ୍ଣ ମହତାବ ସାହେବଙ୍କ ନାମ ବଦଳିବା କାମ କଲେ ନାହି କି?। ଏ କଥା ଶ୍ରୀ ମହତାବ ସପଷ୍ଟ୍ କରିବା ଉଚିତ୍।କାରଣ ଓଡ଼ିଶା ରାଜନୀତି ଓ ଶାସନରେ ହରେକୃଷ୍ଣ ମହତାବଙ୍କ ର ଅଖଣ୍ଡ ପ୍ରଭାବ ଥିଲା।

    • @pravakaracharya4020
      @pravakaracharya4020 7 วันที่ผ่านมา +1

      ଡଃ ହରେକୃଷ୍ଣ ମହତାବ ଙ୍କ ଠାରୁ ଭର୍ତୁହରି ମହତାବ ନିଜ କୁ ବେଶି ଐତିହାସିକ ବୋଲି ଭାବୁଛନ୍ତି। ଖାଲି ମାଠିଆ ବେଶି ଶବ୍ଦ କରେ। ପୁଣି ଏବେ ନୂଆ ନୂଆ ଗେରୁଆ ହୋଇଛନ୍ତି।

  • @indramanipanda3539
    @indramanipanda3539 7 วันที่ผ่านมา +6

    କାହାର ବିଚାର କେତେ କଦର୍ଯ୍ୟ ଗୋଲାମି ର ନମୁନା।

  • @prabirkumardas641
    @prabirkumardas641 7 วันที่ผ่านมา +12

    ବିଜେଡି ରେ ଥିଲା ବେଳେ ଭାରି ଗାମ୍ଭୀର୍ଯ୍ୟ ଦେଖାଉଥିଲେ । ଏବେ କ'ଣ ତେଲ ମାରିଲେଣି ? ନବୀନ ଅସହ୍ୟ ହେଉଥିଲେ । ଏବେ ନିଜ ଇଜ୍ଜତ ହରେଇବାକୁ ପଛଉ ନାହାନ୍ତି 😂😂😂

  • @SanatanchattarChattar
    @SanatanchattarChattar 7 วันที่ผ่านมา +7

    ଧର୍ମେନ୍ଦ୍ର ଗାଣ୍ଡିରେ ତେଲ ମାରି ବାଉଁଶ ଠେଙ୍ଗା ଭର୍ତି କର

  • @KeshabaNayak-gx8ef
    @KeshabaNayak-gx8ef 7 วันที่ผ่านมา +5

    CTC RU OUT VARTUHARI

  • @tusardas3006
    @tusardas3006 7 วันที่ผ่านมา +4

    Mr Mahatab , what about Governor's son case ? What about gold Case ? 😂😂😂.

  • @rnmohanty1052
    @rnmohanty1052 7 วันที่ผ่านมา +5

    Right. Pura Jada tela.

  • @manishapattanayak2152
    @manishapattanayak2152 7 วันที่ผ่านมา +2

    ଭତୃହରି ଜଣେ ଅସଭ୍ୟ ସାଂସଦ
    ଆଉ ନିମକହାରାମ୍ ଲୋକ👍

  • @narayanpadhi23
    @narayanpadhi23 7 วันที่ผ่านมา +7

    ଜୁମ୍ଲା ସରକାର ଦଳରେ ଯୋଗ ଦେବାପରେ ମହତାବ ବାବୁ ତାଙ୍କ ମୂର୍ଖାମି ଦେଖେଇପରିଲେ

  • @kshetrabasidas9682
    @kshetrabasidas9682 7 วันที่ผ่านมา +2

    You are 💯👌👌👍

  • @supritiray2406
    @supritiray2406 7 วันที่ผ่านมา +2

    Right sir

  • @MrSwarajdas
    @MrSwarajdas 7 วันที่ผ่านมา +7

    ସତ କଥା କହିଲେ କେଦାର ବାବୁ

  • @prashantachandrapanda
    @prashantachandrapanda 6 วันที่ผ่านมา +3

    Unnecessary issues raised here by the minister

  • @pradeepjena3595
    @pradeepjena3595 7 วันที่ผ่านมา +1

    Very True said sir ji

  • @sumitrapanigrahi8677
    @sumitrapanigrahi8677 7 วันที่ผ่านมา +2

    ବର୍ଷା ଯୁଆଡେ ଛତା ସିଆଡେ ର କ୍ଷମତା ରାଜନୀତିର ଉର୍ଦ୍ଧ ରେ ରହି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣନ୍ତୁ।

  • @BrundabanSahoo-ty6vq
    @BrundabanSahoo-ty6vq 7 วันที่ผ่านมา +2

    ଭକ୍ତହରି ଆଗରୁ କୁଆଡେ ଜାଇଥିଲେ ଏଵେ ପର ଵୁଧିରେ ଚାଟୁକାରି ପାଗଳ ଟା

  • @susantajena569
    @susantajena569 7 วันที่ผ่านมา +1

    ABSOLUTELY RIGHT

  • @kaliprasannapattnaik5191
    @kaliprasannapattnaik5191 6 วันที่ผ่านมา +1

    ଭୂତ୍ତହରି ବାବୁ ଇତିହାସ କୁ ବିକୃତ କରୁଛନ୍ତି 🙏⭕❗⭕🙏

  • @DurgacharanPradhan-b7j
    @DurgacharanPradhan-b7j 7 วันที่ผ่านมา +3

    Dharmendra kipari chief minister hebe sethipain pasapali

  • @saratlenka-qo6zu
    @saratlenka-qo6zu 7 วันที่ผ่านมา +1

    You Absolutely right sir

  • @rayadvocate7711
    @rayadvocate7711 7 วันที่ผ่านมา +2

    Mahtab has become a begging bowl for Dharmendra. Both of them have not done anything for Cuttack or Ravenshaw or Odisha for the last 25 years. Rascals. Only name change

  • @arunkumarjena399
    @arunkumarjena399 7 วันที่ผ่านมา +1

    Really your thought is appriciate

  • @krushnachandrasahoo565
    @krushnachandrasahoo565 7 วันที่ผ่านมา +1

    Yes yes right 👍

  • @ଗୀତିକବିତାକାର୍ତ୍ତିକଚନ୍ଦ୍ରରାଉଳ

    ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମର୍ଥନ କରୁଥିବା ମହତାବ ବାବୁଙ୍କ ନାଁରେ
    ରେଭେନ୍ସା ବିଶ୍ୱବିଦ୍ୟାଳୟ କୁ ନାମିତ କରିଦେଲେ ଭଲ ହୁଅନ୍ତା
    କାରଣ ସେ ଜଣେ ଶକ୍ତିଶାଳୀ
    ପତ୍ରିକାର ସମ୍ପାଦକ , ଧନ୍ୟବାଦ

  • @sanjuktamohanty9668
    @sanjuktamohanty9668 7 วันที่ผ่านมา

    You are right ✅️ 😌 👌

  • @ajitakumarsahoo9458
    @ajitakumarsahoo9458 3 วันที่ผ่านมา +1

    ଧର୍ମେନ୍ଦ୍ର ର ଇଜତ୍ ନାହିଁ

  • @godabarishkar1427
    @godabarishkar1427 2 วันที่ผ่านมา

    Absolutely correct,sir.

  • @padmolochandwibedi2045
    @padmolochandwibedi2045 3 วันที่ผ่านมา

    Sir Aponku bahut bahut dhanyabad

  • @laxmidharpradhan2091
    @laxmidharpradhan2091 4 วันที่ผ่านมา

    ଭର୍ତ୍ତୃହରି ବାବୁଙ୍କ ଠାରୁ ଯୁବବର୍ଗ ଏ ଶିକ୍ଷା ପାଇଲେ..
    ବେଇମାନି କେମିତି କରାଯାଏ

  • @bipinamallik2803
    @bipinamallik2803 4 วันที่ผ่านมา

    Odishara Sampratika Paristitiku Nei Nirbhika Satya News Prasaranapai Appananku Asesh Asesh Dhanyabad

  • @manishapattanayak2152
    @manishapattanayak2152 7 วันที่ผ่านมา +1

    ଧର୍ମେନ୍ଦ୍ର ପ୍ରଧାନ ଆଉ ତା ବାପ ଓଡ଼ିଶା ପାଇଁ
    କିଛି ଏଭଳି କାମ କରିଛନ୍ତି ନା ଓଡ଼ିଶା ପାଇଁ
    କିଛି ଅବଦାନ ଅଛି ଖାଲି ଓଡ଼ିଶାକୁ ବାପ
    ପୁଅ ମିଶିକି ଲୁଟି ଖାଇଛନ୍ତି ଆଉ ବାହାର
    ନେତାଙ୍କୁ ଲୁଟି ଓଡ଼ିଶାକୁ ପୁରା ଖୋଳ
    କରିବାକୁ ବସିଛନ୍ତି ,ବାପ ଏବେ ପୁଅ
    ଚୋର ପ୍ରଧାନ ପରିବାର ଖାଲି ଅସଭ୍ୟ
    ଆଉ ମୂର୍ଖ ପରି ରାଉ ରାଉ ହେବା ଛଡା
    ତା ମୁଣ୍ଡରେ ହଳଦୀ ଗୁଣ୍ଡା ବି ଟିକେ ପଡିନାହିଁ
    ଛି ଛି ଛି ଛି ଛି ଓଡ଼ିଆ ଆଉ ଓଡ଼ିଶା ବିରୋଧୀ
    ଅଧର୍ମ ପ୍ରଦାନ ଆଉ ଟେରା ବଙ୍କା ମୁହାଁ ଭାତୃହରି ଡକାୟତ ସେ 2 ଜଣ ଙ୍କୁ
    ଓଡ଼ିଶାରୁ ବିଦା କରିବା ଉଚିତ୍👍

  • @straighttalk2022
    @straighttalk2022 6 วันที่ผ่านมา

    Kedar Babu well presented. We are ashamed of Bhartuhari Cuttack must boycott this representative

  • @TapaswiniDas-jh6gf
    @TapaswiniDas-jh6gf 7 วันที่ผ่านมา

    Right said

  • @GopalPradhan-hf9em
    @GopalPradhan-hf9em วันที่ผ่านมา

    Y0u are right sir

  • @manoranjanpanda9454
    @manoranjanpanda9454 7 วันที่ผ่านมา +1

    On the Revensha issue in the 2029 general election Mohatab will defeat in a large number of votes.

  • @straighttalk2022
    @straighttalk2022 6 วันที่ผ่านมา

    Bhartuhari is oiling Dharmendra and Dharmendra is derailing Mohan Majhi

  • @KumarBehera-op4pl
    @KumarBehera-op4pl 6 วันที่ผ่านมา +2

    Telamara, Sansad Bhartuhari Mahatab

  • @kalingaranjan2074
    @kalingaranjan2074 3 วันที่ผ่านมา

    ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତର୍କ ଦେବା ଆବଶ୍ୟକ ଯେ ଓଡିଶା ରାଜ୍ୟରେ କେତେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ଏବଂକେନ୍ଦ୍ରୀୟ ବିଦ୍ୟାଳୟ ଅଛି କିପରି ସଂଖ୍ୟା ବୃଦ୍ଧି ହେବ ଏବଂ କେତେଗୁଡ଼ିଏ ଖାଲି ପଦବୀ କେନ୍ଦ୍ରୀୟ ବିଦ୍ୟାଳୟ, ଆଇଆଇଟି ଏବଂ ଆଇଆଇଏମ୍ ଏବଂ କୋରାପୁଟରେ ଥିବା ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ବିଷୟରେ ଚିନ୍ତା କରିବା ଆବଶ୍ୟକ।ଯାହାକି ଜଣେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କଠାରୁ ସର୍ବନିମ୍ନ ଆଶା |

  • @NabkishorBarik
    @NabkishorBarik 3 วันที่ผ่านมา

    He was gentle and honest person in BJD but in BJP he lost his position

  • @nilamanisethi9211
    @nilamanisethi9211 6 วันที่ผ่านมา +2

    Bhartuhari baeimani

  • @saratbal682
    @saratbal682 7 วันที่ผ่านมา +1

    Bhartruhari ra originality nahin.

  • @uksatapathy1
    @uksatapathy1 7 วันที่ผ่านมา

    Mr Bhartruhari has proved his character, what he is. So please ignore Bhartruhari. Let him live like this. Lord Jagannath will teach him soon in his present life.

  • @SaratKar-rn1bv
    @SaratKar-rn1bv 7 วันที่ผ่านมา +1

    Dharmendra is not educated

  • @pradeepkumardalai3830
    @pradeepkumardalai3830 7 วันที่ผ่านมา +2

    Tu gote dyas loka. To katha ku kehi like karunahanti. Election agaru kie government karib kahithilu ?

    • @manojkumarsahoo5042
      @manojkumarsahoo5042 7 วันที่ผ่านมา +2

      Bhasa thik kar andhabhakta.

    • @Kapilmohanty235
      @Kapilmohanty235 7 วันที่ผ่านมา +1

      ​@@manojkumarsahoo5042 jie BJP ku bhala paila andha bhkta? Etiki sabu janicha naa kn ?? Copy cat

  • @madhusudandass2106
    @madhusudandass2106 5 วันที่ผ่านมา +1

    ଏ ସାମ୍ବାଦିକ ଜଣକ ଚାଟୁକାର

  • @pradiptakumarmishra8297
    @pradiptakumarmishra8297 7 วันที่ผ่านมา

    If any journalist is affiliated to a political party or becomes a member of any political party his journalistic ethics is pledged. Bhratruhari is not greater editor than Arun Shouri or M J Akbar. He inherited his father's property and became editor and owner of the Prajatantra. As long as he was in the BJD , he had no problem with Revenshawa. It clearly proves his opportunistic mind set. He has been elected to parliament from prestigious Cuttack constituency fer sixth consecutive time still Modi didn't include him in his cabinet. He has become frustrated and out of frustration he is writing on Revenshawa issue basing on baseless facts. Now people are not taking him seriously.

  • @janardandas4258
    @janardandas4258 7 วันที่ผ่านมา +1

    Tume କେଦାର ବାବୁ କିନ୍ତୁ ନବୀନ ଆଉ ପାଣ୍ଡିଆନ୍ ଙ୍କୁ ତେଲ ମାରି ମାରି ତେଲ ଶେଷ ହେଇ ସାରିଛି.. Tume କହିଥିଲ... ନବୀନ୍ ହାତ ହଲେଇ ଦେଲେ 90 ସିଟ ଅଛି...

  • @rabinarayanmahapatra4309
    @rabinarayanmahapatra4309 7 วันที่ผ่านมา

    MEET purushan paper leakage had spoiled carier of many more brilliant students. Dharmendra Pradhan is fully responsible. Dharmendra Pradhan is diverting is changing the black spot NEET with with Revenshw College. This is the principle of BJP. Unfortunately Dr. Bhrutu Mahatab is addicted with the the principle of BJP.

  • @kalingaranjan2074
    @kalingaranjan2074 3 วันที่ผ่านมา

    ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରଣାଳୟରେ, ଇସ୍ପାତ ମନ୍ତ୍ରଣାଳୟରେ ଏବଂ ଦଶ ବର୍ଷ ଶିକ୍ଷା ମନ୍ତ୍ରଣାଳୟରେ ଥିବାବେଳେ ସେ ଓଡିଶା ପାଇଁ କେତେ କାର୍ଯ୍ୟ କରିଥିଲେ ସେ ବିଷୟରେ ତର୍କ କରିବା ଆବଶ୍ୟକ .. ଦଶ ବର୍ଷ ମଧ୍ୟରେ ସେ ଦଶଟି ବିଶ୍ୱବିଦ୍ୟାଳୟ ଆଣିଛନ୍ତି କି? ସେ ମେଗା ଷ୍ଟିଲ୍ ପ୍ରୋଜେକ୍ଟ ଆଣିଛନ୍ତି କି ପେଟ୍ରୋକେମିକାଲ୍ ପ୍ରୋଜେକ୍ଟ? ସେ ସାରା ରାଜ୍ୟରେ କେତେ ଦକ୍ଷତା ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠା କରିଛନ୍ତି? ଧର୍ମେନ୍ଦ୍ର ପ୍ରଧାନ ଏ ବିଷୟରେ ତର୍କ ଦେବା ଆବଶ୍ୟକ

    • @kalingaranjan2074
      @kalingaranjan2074 3 วันที่ผ่านมา

      ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତର୍କ ଦେବା ଆବଶ୍ୟକ ଯେ ଓଡିଶା ରାଜ୍ୟରେ କେତେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ଏବଂକେନ୍ଦ୍ରୀୟ ବିଦ୍ୟାଳୟ ଅଛି କିପରି ସଂଖ୍ୟା ବୃଦ୍ଧି ହେବ ଏବଂ କେତେଗୁଡ଼ିଏ ଖାଲି ପଦବୀ କେନ୍ଦ୍ରୀୟ ବିଦ୍ୟାଳୟ, ଆଇଆଇଟି ଏବଂ ଆଇଆଇଏମ୍ ଏବଂ କୋରାପୁଟରେ ଥିବା ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ବିଷୟରେ ଚିନ୍ତା କରିବା ଆବଶ୍ୟକ।ଯାହାକି ଜଣେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କଠାରୁ ସର୍ବନିମ୍ନ ଆଶା |

  • @bhabanisankarsahoo2666
    @bhabanisankarsahoo2666 6 วันที่ผ่านมา +1

    He's the most incapable n incompetent person adopted by a great person by luck got all with everything by adoption legal heir from Dr. Harekrishna Mahatab. He can go to any level for his personal survival.

  • @rayadvocate7711
    @rayadvocate7711 2 วันที่ผ่านมา

    Why the name of Ahmedabad has not yet changed . Has Dharmendra Pradhan raised this issue. Let it be "Aham Modi Puram".

  • @hemantnayak475
    @hemantnayak475 7 วันที่ผ่านมา

    Mr Anil Dhir also some way supporting Dharmendra Pradhan, it was not a private/ personal tour while he commented on change of name !

  • @subhenduofficial3608
    @subhenduofficial3608 6 วันที่ผ่านมา +1

    Tela mariba chhada au tanka pakhare kichhi nahi. Se bhuli jauchhanti je Harekrushna mahatab ama odisha re cm,pm thile.

  • @bipinamallik2803
    @bipinamallik2803 4 วันที่ผ่านมา

    Jaya Sree Jagannatha Jaya Bhartuhari Mahataba Jane Swarthabadi Parama Chora

  • @mayamodi4487
    @mayamodi4487 7 วันที่ผ่านมา

    bhartuhari....sold

  • @sitaramkumarpradhan842
    @sitaramkumarpradhan842 7 วันที่ผ่านมา +1

    Sir ur r8 Bjp leaders Mane Barsa juade chata seade and sabuthu bada Katha jumula bhrast nast party jiye India ku 2lakhs 55hajar koti tanka runa kariki kichi busyness Man Indrustrilyst ku bancheuchanti sara desh ku lutuchanti

  • @Tukunu7248
    @Tukunu7248 7 วันที่ผ่านมา

    Darama is a parasite for Odisha BJP, Vatru gale g. Mareiba. ❤

  • @minakhipriyadarshini2925
    @minakhipriyadarshini2925 6 วันที่ผ่านมา

    Manmohan Samal wanted to give MP ticket to Dr. Purna Mohapatra but Dharmendra Pradhan insisted to give ticket to Bhartuhari Mahatab. That's the reason Bhartuhari supports DP..
    SUNDHI KU MATAL SAKHI

  • @ArabindaJena-dt4qv
    @ArabindaJena-dt4qv 7 วันที่ผ่านมา

    Dharmendra tela mara very same

  • @skmplanet9591
    @skmplanet9591 7 วันที่ผ่านมา

    Aaji laguchi Odishara budhijibi sabu mari jai chanti. Amo Odia jati ra mahapurusha nku gali Loke kemiti sahya karuchanti?

  • @dr.srikantamohanty5189
    @dr.srikantamohanty5189 7 วันที่ผ่านมา +1

    ବଡ଼ ବଡ଼ ନେତାଙ୍କୁ ଏମାନେ ଗାଳିଦେବା ଆଗରୁ ନିଜର ଅସ୍ତିତ୍ବ ବିଷୟରେ ଚିନ୍ତା କରନ୍ତୁ...

  • @ashokchandrapatra5062
    @ashokchandrapatra5062 6 วันที่ผ่านมา +1

    ଇଂରେଜ ମାନେ ଆମକୁ ଲୁଟି ବାକୁ ଆସିଥିଲେ ଆମର ଉନ୍ନତି କରିବା ପାଇଁ ନୁହେଁ

  • @bijaykumarrout4161
    @bijaykumarrout4161 2 วันที่ผ่านมา

    Kedar pandu

  • @BipinbihariSingh-w6t
    @BipinbihariSingh-w6t 7 วันที่ผ่านมา

    Revenswa ra nama odisha ra baraputra dwara hoichi.

  • @durgacharanpradhan5309
    @durgacharanpradhan5309 2 วันที่ผ่านมา +1

    You're talking like a nonsense.

  • @mahabirmahabir4690
    @mahabirmahabir4690 7 วันที่ผ่านมา +1

    Apana nka sambadika re gyan nahi
    Risarja karntu
    Nijaku bada bhabantunhi
    Nahele bahu tale padiba

  • @p.kbarik4443
    @p.kbarik4443 7 วันที่ผ่านมา

    Mahatab tela shortage hela locl paradeep ru niauntu

  • @NayanJena-ge8kd
    @NayanJena-ge8kd 7 วันที่ผ่านมา

    Àdhik katha Kam kam

  • @manaspriyapanda1909
    @manaspriyapanda1909 7 วันที่ผ่านมา

    Pet dog"mahatab" will always "for 5 years"for his master "pradhan"

  • @KunuMishra-vv5gp
    @KunuMishra-vv5gp 6 วันที่ผ่านมา

    Bjd kenta ticket nai dela seta ta nai kahile

  • @drpanda9462
    @drpanda9462 7 วันที่ผ่านมา

    Not KHUSI,BUT TELA MARIBA FOR MINISTER.

  • @ashokchandrapatra5062
    @ashokchandrapatra5062 6 วันที่ผ่านมา

    ଆରେ ବାବା ରେଭେନ୍ସା ଯଦି ଏତେ ମହାନ ତାହେଲେ ତା ନାଁରେ କଟକ ର ନାମ କରିଦିଅ

  • @ashokchandrapatra5062
    @ashokchandrapatra5062 6 วันที่ผ่านมา

    ରେଭେନ୍ସା ଜଣେ ଓଡ଼ିଆ ଙ୍କ ଶୁଭ ଚିନ୍ତକ ଥିଲେ ଏଟା କେବଳ ତେଲ ମାରୁଆ ହିଁ କହିବେ

    • @roshann6835
      @roshann6835 6 วันที่ผ่านมา +1

      ତାହେଲେ ତୁମେ ଫକିରମୋହନ ସେନାପତି ଙ୍କୁ ନିନ୍ଦା କରିବ ! ତୁମର ତ ବହୁତ ସାହସ !

  • @BirajKumarRath
    @BirajKumarRath 7 วันที่ผ่านมา

    ରେଭେନ୍ସା ମହାତ୍ମା ଗାନ୍ଧୀ?
    ମହାତ୍ମା ଗାନ୍ଧୀ,,,,?
    ନାଥୁରାମ ରେଭେନ୍ସା ମହାବିଦ୍ୟାଳୟ ସଠିକ ଛାତ୍ର?

  • @rabindrakumarsahoo4920
    @rabindrakumarsahoo4920 6 วันที่ผ่านมา

    ତୋ କହିବା କଥା, ଯେଉଁ କଥା ଆଗରୁ କେହି ଉଠେଇ ନାହାନ୍ତି,ତାକୁ ଆଉ କେହି ଉଠେଇବେ ନାହିଁ।ଭର୍ତ୍ତୃହରି ବାବୁଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତେଲମରା କଥା କହୁଛୁ,ତେଲମରାରେ ତୋ ବିଜେଡିପ୍ରେମ ଓ ବିଜେଡିର ବବିଦାସର ପାଣ୍ଡିଆକୁ ତେଲମରାରେ କିଏ ଟପି ପାରିବ?ତୁ କହ।ତେଲମରାରେ ବିଜେଡିର ନେତା ଆଉ ତତେ କେହି ଟପିପାରିବେ ନାହିଁ। ଇତିହାସକୁ ତୁ ଏକା ଭଲଭାବେ ଜାଣିଛୁ,ଆଉ କେହି ଜାଣିନାହାନ୍ତି।ତୁ କଉ ଗାଈର ଗୋବର ଯେ ବିଜେପିର ଅନ୍ତଃକନ୍ଦଳ ବିଷୟରେ ମତ ରଖିବୁ।ବିଜେପିର ଉତ୍ଥାନରେ ବିଜେଡିର ଯେତେ ବିନ୍ଧା ବିନ୍ଧୁନି, ତୋର ତାର ଦଶଗୁଣା ବିନ୍ଧା ବିନ୍ଧୁଛି। ବଦ୍ଧପାଗଳଟା। ଛିଃ,ଧିକ୍।

  • @sarbeswarsubudhi223
    @sarbeswarsubudhi223 7 วันที่ผ่านมา

    Tame kahaku tela maruchha

  • @bhanuprakashbehera4419
    @bhanuprakashbehera4419 7 วันที่ผ่านมา

    ଇଏ ଜଣେ ସ୍ୱାର୍ଥାନ୍ଧ, ତୋଷାମଦକାରୀ, କ୍ଷମତାଲୋଭୀ...............!!!!!!!

  • @satyasahu7789
    @satyasahu7789 7 วันที่ผ่านมา

    Tela mara bokcha buha ta bapa Katha kahu 😢😢😢kemiti sadhei kala kharsuan ku chhadile...Sia tanka bapa ku badale debe ki😅😅😅

  • @zinstorm7430
    @zinstorm7430 7 วันที่ผ่านมา

    Right sir