ବାର ମାଲିକଙ୍କୁ ମହିଳା SPଙ୍କ ଶକ୍ତ ଚାପୁଡ଼ା, କାହିଁକି ଏମିତି କଲେ SP? | Rain The Club, Laxmisagar
ฝัง
- เผยแพร่เมื่อ 6 ก.ค. 2024
- ବାର ମାଲିକଙ୍କୁ ମହିଳା SPଙ୍କ ଶକ୍ତ ଚାପୁଡ଼ା, କାହିଁକି ଏମିତି କଲେ SP ? | Rain The Club, Laxmisagar
#raintheclub #laxmisagar #femalesi #bhubaneswar #satyamohanty
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews7.com/
TH-cam: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews
ପୋଲିସ ମିଛ କହୁଛି ସବୁ ତ ରେକର୍ଡ ହେଉଥିଲା କେତେ ବେଲେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି ତାହା ଭିଡ଼ିଓ ରେ ଟିକେ ଦେଖାନ୍ତୁ ସବେ ଜାଣିବେ l ହଁ ଆମେ ମାନୁଛୁ ସେ ନିଶା ଖାଇଛି ହେଲେ ଜଣେ ବାର ମାଲିକ କୁ ଏମିତି ମାରିବା ମୋ ମତରେ ଠିକ୍ ନୁହଁ l
Nai se nisha khaiki bakiba taku police chhadiba,malika taa ghare,
@@anantanahak2718 police gandire charbi besi
@@anantanahak2718 bati na debaru a pari bahana police manananka ra
ଉଠିଲା ବେଳେ ଭାରସାମ୍ୟ ହରାଇ ଆଣ୍ଠୁ କୁ ଧରି ପକାଇଲେ। ଏଇଟା କଣ ଅପରାଧ ହେଇଗଲା ?
ମିଛ ଅଭିଯୋଗ
😢😢😢😢😢🎉😅😅😅😅😅😅😊😊😊😊 2:59
ମାଡ଼ ମାରିବା ଭିଜୁଆଲ ଯେମିତି ଦେଖୋଉଚ୍ଚ ସେମିତି ଜାବୁଡ଼ି ଧରିଥିବା ଭିଜୁଆଲ ଦେଖାଅ।କେତେ ସତ କହୁଚ ଜଣା ପଡ଼ିବ
Toh bhaunni hoithile dekhei paribu?tapare tu kanna banda mundi jannibu,
ବାଳ
ମାଡାମ ଏତେ ମିଛ କୁହନି . ଧର୍ମ କୁ ଡରନ୍ତୁ .
ମଦୁଆ କୁ ସପୋର୍ଟ କରନି ତୁମ ଛାତି ଫାଟିଯିବ
😂😂😂@@CreationOdia1234
Dharma nuhe Karma.
Ajikali dharma fake only Karma❤
@@manojkumarmurmu1260ଧର୍ମ ତତେ ଗେହିଁଲା କି
ରେଡ ନା ମାସିକିଆ ବଟି ??
ଭିଡିଓ ସତ ନା ତମ କଥା ସତ ଚୋର ସଳା ଆସ ଦେଖିବା କେତେ ଫିଟ୍ 2km ଦୋଉଡିବା ଓଡ଼ିଶା ପୋଲିସ କୋଢିଆ ଲାଞ୍ଚୁଆ
Aare salla police re jiejae taku stet govt selection kare, manaku kehi police heijantini, bujhilu bhikari pila,
ମଦ ବନ୍ଦ ହେଉ ଓ ବାର ବି ବନ୍ଦ ହେଉ ।
ଅବକାରୀ ବିଭାଗ ଟଙ୍କା ନପାଇଲେ, ଏମିତି ଚଢ଼ାଉ ହୁଏ.
ଲେଡୀ ପୋଲିସ ପୁରୁଷ ମଦ ବାରକୁ ଯିବା ଦରକାର ନଥୂଲା।
ଗୋଟିଏ ମହିଳାଙ୍କ ଗୋଡ଼ ଧରି ଦେଲେ ବୋଲି ମାଡ଼ ମାରୁଛନ୍ତି ତ କାହିଁକି ମହିଳା ମାନଙ୍କୁ ଚାକିରି ଦେଉଛନ୍ତି। ଏଠାରେ ଗୋଟି ପୁରୁଷ ରହିଥାନ୍ତି ତା ହେଲେ ଏମିତି ମାଡ଼ ହେଇ ନ ଥାନ୍ତା।
ମହିଳା ମାନଙ୍କୁ ଧରିବା ପାଇଁ ତାଙ୍କ ର ଆଗ ପଟେ ଯୋଡେ ବଡ଼ ବଡ଼ ଅଛି।ସେ କଣ ପାଇଁ ସେ ଦୁଇଟାକୁ ନଧରି ଗୋଡ଼ ଧରିଲା,ସେ ଭୁଲ୍ ତାର
ଆପଣ ଚାପୁଡ଼ା ମାରିଲେ ସେ କଥା ବି କୁହନ୍ତୁ...😌
ଏଟା ମିଛ କହୁଛି
କେଇଠି ହାତ ମାରିଲେ କେମେରା ଦେଖାଅ
ଅବକାରୀ ବିଭାଗର ଏବଂ ଥାନା ର ପୋଲିସ ମାନଙ୍କର ମିଲିଭଗତ ରେ ଭୁବନେଶ୍ଵର ରେ ଚୋରା ମଦ ଏବଂ ପାଉଡର ବିକ୍ରି ଚାଲିଛି । ଏମାନେ ମାସିକିଆ ବଟି ନେଉଛନ୍ତି । ଲାଞ୍ଚ ନେଉଛନ୍ତି ମାନେ ମାଡ ଖାଇବେ । ତାଙ୍କ ଛୁଆମାନେ ବି ନିଶା କବଳରେ ଫସିବେ।
Police chori kale semananku dhariba kia
ବହୁତ ସୁନ୍ଦର ମଦ ବନ୍ଦ ହେବାଜରୁରୀ ନହେଲେ ବି ଯେ ପି ବନ୍ଦ ହେବ 100% ଜୟ ହିନ୍ଦ 🇮🇳🇮🇳🇮🇳
ଚାରି ଆଡେ଼ ଖୁଳମ୍ ଖୁଳା ପିଉଛନ୍ତି । ସକାଳେ ରାସ୍ତା କଡ଼ରେ କ୍ଲବ ପାଖରେ ବୁଲି ଦେଖିଲେ excise ଆଉ ପୋଲିସ ଜାଣି ପାରିବେ। ଆନ୍ତରିକତା ନାହିଁ। ବୁଢ଼ା ଟାର୍ଗେଟ ଦେଇଥିଲା।
କଥାରୁ ଜଣା ପଡୁଛି ପୋଲିସ ର ବଟି ନ ମିଳିବାରୁ ଏ ସବୁ ଯୋଜନା
Na Micha kahucha
Suspend kara jau..2 lady officer
Tu bodhe odisha ra CM,
Ei ta michha police kahuchi...jaha video re deykhajauchi
ସବୁ ମିଛ କହୁଛି ପୋଲିସ୍ ଗୋଡ଼ କୁ ପିଚା କୁହାଯାଏ ନି
Police jaha kahuchi michha se jaha kahuchi Sabu sata manibaku padiba tumaku,
Corrupted lady police
ଦୁର୍ବ୍ୟବହାର ର ଭିଡିଓ ଦେଖା
Cancel rain bar licence mohan babu when stop liquor in orissa
Misusing power
Mane police jaha kahiba sata. Ame jaha kahibu micha
Duniya re kan ajana ki police kan kama karuchi. Kemti kama karuchi. Khali dafa lageijanicha.
Binas kale biparit budhi.
Lady police misusing the power.
Madam michha kahuchhanti
Well done, mam.
Arey ଅଧା ରୁ ଅଧିକ ପୋଲିସ ମାନେ ମଦ ପିୟୁଛନ୍ତି ସେମାନେ ମନରେ ଦୁଃଖ ରଖି ଲାଞ୍ଚ ନ ଦେବାରୁ ଦୁକାନ ବନ୍ଦ କରିବାକୁ ଯାଇଥିଲେ
Police action is welcome
Medam ଙ୍କୁ ଆରେଷ୍ଟ୍ କରାଯାଉ,
Micha katha medam kahuchi
License,cancel,kale,bhala,heba,
ସବୁ ମିଛ 😂😂😂😂
ପୋଲିସ ପାୱାର ଦେଖୁଛନ୍ତି।ସେ ଜଣେ କେତେ ପୋଲିସ
ସେ ବାର୍ ମାଲିକ କୁ ଡାଇରେକ୍ଟ ଗୁଳି କରି ଦିୟନ୍ତୁ ପୋଲିସ ଙ୍କୁ request ଆଉ ସେ ବାର୍ କୁ ବନ୍ଦ୍ କରାଯାଉ
ଭଲ ହେଇଛି, ହେବ ଦରକାର,
ଏକ୍ସାଇଜ ଡିପାର୍ଟମେଣ୍ଟ ଖଜୁରୀ ଗଛ। ମୂଳରୁ ପାହାଚ ପାହଚ।
ଅନ୍ଯାନ୍ଯ ସରକାରୀ ଅଫିସ୍ ର " ପି.ସି." ପରି ଏଇଠି " ବଟି" କାରବାର ଅତି ସାଧାରଣ କଥା।
ହୁଏତ କେହି ଆଦାୟ ହେଉଥିବା ବଟି ରୁ ଭାଗୁଆଳି ନଥିବେ ,କିନ୍ତୁ ବଟି ଆଦାୟର ବିରୋଧୀ ନଥିବେ।
ଚଳିପାରିବେନି। ତାଙ୍କୁ ଶାନ୍ତିରେ ରଖେଇଦିଆ ଯିବନି।
ଏ ଧ୍ରୁବ ସତ୍ଯ।
ତେବେ ବଟି ନେବାର ଅଭ୍ଯାସକୁ ବିରୋଧ କରିହେବ।
ଏକତ୍ରିତ ହୁଅନ୍ତୁ।
" ନା,ପଇସାଟିଏ ବଟି ଦେବୁନି ,କୁହନ୍ତୁ।
ଅତି ବାଧ୍ଯତା ପଡିଲେ ଭିଜିଲାନ୍ସ ରେ ଧରେଇ ଦିଅନ୍ତୁ।
ପୋଲିସ ହୁଅନ୍ତୁ ,ଏକ୍ସାଉଜ ହୁଅନ୍ତୁ ବା ସାଧାରଣ ରେ ଯେ କେହି ମହିଳା ହୁଅନ୍ତୁ ,ତାଙ୍କ ସହିତ ଶାଳୀନ ବ୍ଯବହାର କରନ୍ତୁ।
ଆପଣ ଜାଣନ୍ତି,ମିଛରେ ହେଲେ ବି ଜଣେ କ୍ରୋଧୀ ମହିଳା ଆପଣଙ୍କୁ ତଳିତଳାନ୍ତ କରେଇଦେଇପାରେ।
Micha kahuche ae police
Amiti hyly criminal dariby beautiful
Ametika sambadika gaharapati laguchhi.....
Police heiki Daari MAIKINA bhali byabahar kahuchhanti
Micha katha. Masikia na milibaru a pala. Karana a department sabutharu brastha. Janta aahaku grahana kariba nahin.
Satya Mohanty is fortunate that BJD Govt. is gone. At least the present Govt. will not repeat the line that the Law will take its own course.
Badhia heichi ... Sabu mada bala nku amiti badao
ସେ ବାର୍ ମାଲିକ କୁ ଠିକ୍୍ କରା ଯାଇଅଛି କାହିଁକି ଝିଅ ମାନଙ୍କୁ ନଚାଉ ଛି ଵାର ବନ୍ଦ୍ କରାଯାଉ
ବେଶୀ ଚାଲାକି ଓଃ ମନେ ମନେ ହିରୋ ଜଂଘ ଧରିବୁ ଦୁ ଖା ମାଗିହା😅😅😂
Excise department was asking 10lacs as bribe
Arrest that police immediately 🙏
Very good action
Never it happens
ପୋଲିସ ବାଲାଙ୍କର ହାତ ଥିଲା
ଏ ମାନେ ପୋଲିସ ପ୍ରଶାସନ ପାଇଁ କଳଙ୍କ
Govt job motivation video .
Madam tk police power dekhei le
ବାଡେଇ ବାଡେଇ ଗୋଡ଼ ଦୁଇଟାକୁ ଭାଙ୍ଗି ଦେବା କଥା ବାର ମାଲିକର
ବାର ମାଲିକ ମାନଙ୍କ ପାଇଁ ମଦୁଆ, ବେଧୂଆ ବୃଦ୍ଧି ହଉଛି
ସୁପର
A madam tumaku Dharma chadilani
ବାର ନାଆଁ ବାର୍
Video dekha
Chipi daethi ba
Weldone. Madam
Salaku.jailre.pura
ସଲିକୁ ଜେଲ୍ ରେ ପୁରାଅ
Sampurna michha comments
ପୁରା ମିଛ
Pura.mihoa.kahuhi.
Tame sabu chora. Micha katha
Bar malikata nirlaza
ସେ ଲୋକ ଉଠିକି ଛିଡ଼ା ହେବାକୁ ଚେଷ୍ଟା କରୁ ଥିଲେ କାଳେ ପଡ଼ିଯିବି ଭାବି ସେ ତୁମ ଆଣ୍ଠୁ ଉପରେ ହାତଟା ପକେଇ ଦେଲେ କଣଟା ଏମିତି ତୁମର ଇଜ୍ଜତ ଚାଲିଗଲା ଯେ ତୁମେ ଏମିତି ଚାପୁଡ଼ା ମାରିଦେଲ ମୁଁ ଭାବୁଛି ସେ ଲୋକ ତୋର ଦୁଧ ଦିଇଟା କୁ ଧରି ପକେଇ ବାର ଥିଲା ଜାଣିକି ସେମିତି ରେ ତ ଜେଲ୍ ଯିବ ଏମିତି ରେ ଜେଲ୍ ଯାଇଥାନ୍ତା
ମାଗଣା କିଛି ଚାହିଁଥିବ ମିଳିନଥିବ ତମେ ଯାହା କହିବ
ମହିଳା ପୋଲିସ ଅଧିକାରୀ ଙ୍କ ଶକ୍ତ ଚାପୁଡ଼ା ଟି ଅତି ଉଚ୍ଚ କୋଟୀର ପଦକ୍ଷେପ ଗ୍ରହଣ କରିଥିବାରୁ ଅଶେଷ ଧନ୍ୟବାଦ୍ madam ଙ୍କୁ ଏହି ଭଳି ସବୁ ପୋଲିସ ଅଧିକାରୀ ପଦକ୍ଷେପ ନେବା ଉଚିତ୍ 👌👌👌👌👌
Right.
ବାଳ ନା ଆଉ
Tunigotaepolicekukurakira
Sp ku suspend kara jau
Toh kathare saspend kara heba kahinki na tu PM Narendra Modi nka pua,
ଆଗ, ମଦ ବିକ୍ରେତା ଙ୍କର ଲାଇସେନ୍ସ କାନ୍ସଲ କରି ଦେଖନା.
Police.staf.cash.milevagat.lok.
Dhakhania.xig.
Tate karunahenti
ଵାର୍ ଚାଲୁ ନ ଚାଲିଲେ ସମ୍ଭାଳି ହେବ ନାହିଁ
ପୁରା ମିଛ ଏ ମାଡାମ ଜଣଙ୍କ କହୁଛନ୍ତି
Hata utheibaku kie adhikar dela
Chaka akhi sabu dekhuchhi 25barsh excise dpt au mada bepari manka income bhala hoichhi
Police mane ama society pain khatrnak
ବାର୍ ମାଲିକକୁ ଗୁଳି କରିଦେବା ଦରକାର
ବାର ରେ ମଦ ମିଳିବନି ତ କଣ କଦଲି ମିଳବ ସିଏ ପିଟିଲା କେନେ ସେଟା ଆଗେ କହ
ମାସିକିଆ ବଟି ମିଳିଲାନି ସେଥି ପାଇଁ ଏତେ ଡ୍ରାମା
SP has no right to slap a person.She has made a case against him.
BJD. Sasana re. Pandu. Katha re. Odisha police. Sandha. Aji. BJP. Sasan. Odisha. Police. Amana nku. Kahi Baku. Bhasa. Nahi karana. Odisha. Police. Se. Police. Nuha se. Pandu. Bola re. Gote. Gote. Mayobadi. Right. Rakhya hoi. Bhakhyaka ha. Sata.
Police Thakuchi
Take apt action against the culprit.. Where is the voice of female leader ? It is a serious offence, so take immediate action.😊
Video ରେ left କିମ୍ବା right thigh କୁ ଯାବିଦେବା କୌଣସି ଯାଗାରେ ଦେଖାଯାଉ ନାହିଁ। ସତ ଜଣାପଡିବ ଠିକ ସେ ତଦନ୍ତ ହେଲେ।
PO speaks as if he was on the spot. Why further inquiry is necessary?
ମଦ ଦୋକାନ ଦିନ ରାତି ଯେତେ ବେଳେ ପିଇଲେ ନିଶା ହେବ ଅମୃତ ହେବ ନାହିଁ 😢 ଅବକାରୀ ବିଭାଗ କିମ୍ୱା ପୋଲିସ ଉପରେ ଆକ୍ରମଣ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କିନ୍ତୁ ଜନସାଧାରଣ ଉପରେ ଆକ୍ରମଣ ହେଲେ କାହିଁକି ସରକର ଚୁପ୍ ରହନ୍ତି ଉତ୍ତର ରଖିବେ କି ଶାସନ ଓ ପ୍ରଶାସନ
CM nku pachara,
B, j, d,,, madam
ଆପଣ କଣ ଠିକ କଲେ ଅହଙ୍କାରୀ ଅଫିସର ଆପଣଙ୍କ ପାଇଁ ବିଭାଗ ବଦନାମ ଟିକେ କ୍ଷମତା ଦେଖାଉଛ
ଏବେ, କୁହନ୍ତୁ ଯାହା ଚଳୁଛି, ନେତା, ପୋଲିସ, ଭେଣ୍ଡୋର୍, ମିଡିଆ ଯୋଉ ହାଇଲାଇଟ୍ ହେଉଛନ୍ତି କାହିଁକି ?.
Police madam ku arrest kara.
Nare ra sujoge nela ,dhanybad .
ପୋଲିସ ଯାହା କରିଛନ୍ତି ଠିକ୍ କରିଛି
ମହିଲା ପୋଲିସ ର ଦୋସ ସେ ତ ମଦ ପିଇଛି ଉଠିଲା ବେଲେ ମାଡାମ ଙ୍କ ଗୋଡ ଧରିକି ଠିଆହେଲା
ମିଛ କହିବାକୁ ଡାକି ନବ ପୋଲିସ ମାଡାମ କୁ
ମୋ ସହ ଏମିତି ହେଇଛି ପୋଲିସ ମାନେ କେତେ ଯେ ନାଟକ କରନ୍ତି ମୁଁ ଜାଣିଛି
Jabodiba visual ta dekhaile ni ?
Michha emiti be heipare