ସେ ମୋ ଉଲଗ୍ନ ଭିଡିଓ ରଖିଛି! ମିଲନ କହଁର ମତେ ଭୁବନେଶ୍ବର ଆଣି ଦେହ ବ୍ୟବସାୟ କରୁଥିଲା।

แชร์
ฝัง
  • เผยแพร่เมื่อ 22 ส.ค. 2024
  • Call On Toll Free Number To Book Ambulance 24x7-- 18002572115
    Download App To Book Online Ambulance--play.google.co...
    Visit Website- moambulance.in
    Toll Free No- 18002572115
    Follow Us On
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - ho...
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

ความคิดเห็น • 1.5K

  • @subratapradhan7823
    @subratapradhan7823 2 ปีที่แล้ว +384

    ଯାହା ହଉ ତମେ ଭଲ ସ୍ୱାମୀ ଗୋଟେ ପାଇଛ... ଦୟାକରି ତମ ସ୍ୱାମୀକୁ ଧୋକା ଦିଅନି 🙏

  • @munnabhaimbbs5989
    @munnabhaimbbs5989 2 ปีที่แล้ว +55

    ଯେତେବେଳେ ଦେହ ବେପାର କରୁଥିଲ ସେତେବେଳେ complain nahi ଏବେ କଣ ଗୋଟେ ଘଟିଲା ଏବେ complain ବାଃ ରେ ଝିଅ ତୋତେ ନମସ୍କାର

  • @simanchalbhai740
    @simanchalbhai740 2 ปีที่แล้ว +90

    ତୋର ସ୍ୱାମୀ ଥାଉ ଥାଉ, ତୋତେ ଆଠ ମାସ ଯାଏଁ ଦେହ ଵ୍ୟଵସାୟ ରେ ରଖିଲା, ଦିନେ ନୁହ କି ଦି ଦିନ ନୁହ, ତୋ ସ୍ୱାମୀକୁ ତ ଧନ୍ୟବାଦ ଦେବା କଥା ସେ ଯୋ ତତେ ରଖିଛି,

  • @kabulinayak7212
    @kabulinayak7212 2 ปีที่แล้ว +83

    ଆଉ ଆଲବମ୍ ହଉଛି,ତୁ ଆସିଥିଲୁ କୁଇନ ହେବାକୁ ।ତୁ ପ୍ରକୃତ ରେ ବେଶ୍ୟା ହେବା କୁ ଆସିଥିଲୁ ।

    • @justicechowdhury2353
      @justicechowdhury2353 2 ปีที่แล้ว

      ସେ କଣ ନାଆଁ ଟା କହିଲା ତାର

    • @bulu466
      @bulu466 2 ปีที่แล้ว

      ଠିକ୍, ସେଇଆ

    • @rajapradhan7189
      @rajapradhan7189 2 ปีที่แล้ว

      😊😊😊 bro kn kahila m. ,😊😊😊😊 hn. Taku pachara se jama manadukha thila pari laguni

  • @prananathpati9976
    @prananathpati9976 2 ปีที่แล้ว +443

    କାହାର ମନ ନଥିଲେ କାହା ପାଖରେ ରହି ପାରିବ ନାହିଁ। ସେ ଲୋକ ତୋତେ ୪ବର୍ଷ ପାଖରେ ରଖିଲା। ୪ଦିନ କି ୪ମାସ ନୁହେଁ। ତେଣୁ ସେ ଲୋକ ଖରାପ ନୁହେଁ। ତୁମେ ଏତେଦିନ ଧରି କରୁଥିଲ କଣ? କୌଣସି କାରଣରୁ ମନାନ୍ତର ହେବାରୁ ସବୁ ଅଭିଯୋଗ ବାହାରିଲା।

    • @raaz143a
      @raaz143a 2 ปีที่แล้ว +13

      Right bro

    • @borunsmi143
      @borunsmi143 2 ปีที่แล้ว +13

      ଯହା କହିଲେ ଭାଇ ଏକ୍ ଦମ୍ ଠିକ୍ କଥା ।

    • @biswajitpradhan5240
      @biswajitpradhan5240 2 ปีที่แล้ว +18

      ପଇସା ଦେଇ ନ ଥିବ ସେ ଲୋକ। ସେଇ ପାଇଁ ଏତେ ଦିନ ପରେ ସେ ବେ* ଆସିଲା ଅଭିଯୋଗ ନେଇକି। ସ୍ବାମୀ ଥାଉ ଥାଉ ଏଭଳି କାମ କେମିତି କଲା କେଜାଣି?

    • @rasmipanda1468
      @rasmipanda1468 2 ปีที่แล้ว +7

      Tu ghuribul

    • @user-vz4eg1sk4u
      @user-vz4eg1sk4u 2 ปีที่แล้ว +16

      @@biswajitpradhan5240 ମିଳନ କହର ତୁମରି କଥାରେ ଠିକ୍ ଲୋକ ନୁହେଁ ଠିକ୍ ଅଛି , ତେବେ ତୋ ଘଇତା ଥାଇ ପର ପୁରୁଷ ସଙ୍ଗେ କାହିଁକି ଆସିଥିଲୁ ,

  • @ajayadehuri6795
    @ajayadehuri6795 2 ปีที่แล้ว +367

    ବିବାହ ପରେ ସ୍ତ୍ରୀଲୋକ ମାନେ ଘର ସମ୍ଭାଳିବା ଦରକାର। ଏଣେ ତେଣେ ମନ ଦେଲେ ଏ ଭଳି ଅସୁବିଧା ହୋଇଥାଏ queen ହୋଇ କଣ ବାଳ ଟା କରି ଥାନ୍ତୁ

    • @Manasteacher
      @Manasteacher 2 ปีที่แล้ว +1

      Thik

    • @topufreefiergaming4960
      @topufreefiergaming4960 2 ปีที่แล้ว

      Right 😆😆😆😆😆

    • @subhalaxmisahoo8549
      @subhalaxmisahoo8549 2 ปีที่แล้ว +8

      Ei jhia pakhare queen hebara kou gote bi quality nahin khali michha prahasana

    • @lokanathchhachhan7061
      @lokanathchhachhan7061 2 ปีที่แล้ว +2

      Actually right katha bhai

    • @sundarmohan9726
      @sundarmohan9726 2 ปีที่แล้ว +3

      @@subhalaxmisahoo8549 to soho emiti hele ame bi emiti kohibaa....mone rokhitha...ebe lokonko upore jete hosuchu hose

  • @SHREE-139k
    @SHREE-139k 2 ปีที่แล้ว +40

    ବିବିହ ପରେ ବି ପିଲାଛୁଆ ଛାଡ଼ି ଆଲବମ କୁଇନ୍‌ ହେବାକୁ ଏତେ ଇଚ୍ଛା । ଏଝିଅ ପଇସା ଲୋଭରେ କଲ ଗାର୍ଲ ହେଇଛି।

    • @ranjitajojo2200
      @ranjitajojo2200 2 ปีที่แล้ว

      ତମେ ଠିକ୍ କହିଛ ପଇସା ପାଇଁ ସବୁ ବାୟା ପିଲା ଚୁଆ ଥାଇ କୁଇନ୍ ହେବାକୁ ଯାଉଛି

  • @KHERWALBAZAR
    @KHERWALBAZAR 2 ปีที่แล้ว +21

    ଏତେ ଦିନ ହେବ ଗିହା ଖାଇ ମଜା ନେଉ ଥିଲୁ ଏବେ ବୋଧେ ଵିଆ ର କଣା ତୋର ବଡ ହେଇ ଯାଇଥିବ ସେଥି ପାଇଁ ଆଉ କେହି ଗରାଖ ଆସୁ ନ ଥିବେ ସେଥି ପାଇଁ ରାଗରେ କେସ କରିବାକୁ ବାହାରିଛୁ

  • @gallery9435
    @gallery9435 2 ปีที่แล้ว +238

    କୁଇନ 😄😄😄😄 ତ ହେଇ ଗଲୁ। କରିବା ସମୟରେ ସ୍ୱାମୀ କଥା ମନେ ପଡ଼ିଲା ନାହିଁ....

    • @supei600
      @supei600 2 ปีที่แล้ว +1

      😁😀😃

    • @deepak7419
      @deepak7419 2 ปีที่แล้ว +1

      Right

    • @Suryanayak_
      @Suryanayak_ 2 ปีที่แล้ว

      Ohhh my Gad 🤭😂😂🤣🤭

    • @ramanpatra7635
      @ramanpatra7635 2 ปีที่แล้ว +1

      To maa bhouni jhio wife jete lady o6nti samastanku tu b pothei de bonijibe album queen

    • @jayantagaming486
      @jayantagaming486 2 ปีที่แล้ว

      right bro

  • @bapi4urnjoy700
    @bapi4urnjoy700 2 ปีที่แล้ว +242

    U r husband is great i salute your husband god bless you both

    • @ankitadalei713
      @ankitadalei713 2 ปีที่แล้ว +4

      Right

    • @bibhumusictv691
      @bibhumusictv691 2 ปีที่แล้ว

      @@ankitadalei713 th-cam.com/video/yJPhUp772F4/w-d-xo.html

    • @muralidharbaral381
      @muralidharbaral381 2 ปีที่แล้ว +2

      Rajya ra CM-no1,gotia Tapsvine ku nyaya dei halani.Pramoda Sahoo & Kapi dr Sumite policeku administration, ku judiciary system ku hata re bandhi rakhi chanti.tume kana bhanni nyaya paiba. Nari Sasaki karana chalichhi

    • @pratimanayak3936
      @pratimanayak3936 2 ปีที่แล้ว +5

      Eita hauchi soubhagya.vala husband bhagyare thile mile.sabu purusha doctor Sumit pari nuha.vala loke achhanti.

    • @parthasahoo8660
      @parthasahoo8660 2 ปีที่แล้ว

      Ryt Brother mahapurusa

  • @sunarammarandi2745
    @sunarammarandi2745 2 ปีที่แล้ว +21

    ଆଠ ମାସ ହେଲା kidnap ହେଇଥିଲ, କେହି ଜଣେ ବି ପୋଲିସକୁ ଜଣାଇଲେ ନାହିଁ କାହିଁକି । ଜଣା ପଡ଼ୁଛି ତମର କିଛି ଭୁଲ ଅଛି ।

    • @skbehera6179
      @skbehera6179 2 ปีที่แล้ว

      Kichhi bhul nuhen bahut bhul.

  • @sarojransingh710
    @sarojransingh710 2 ปีที่แล้ว +49

    ସତ୍ୟକଥା କୁ ପରିପ୍ରକାଶ କରିଥିବାରୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ,....

  • @prasantajena2318
    @prasantajena2318 2 ปีที่แล้ว +158

    ତୁମେ କାହିଁକି କଲ ଗ୍ୟାଲ ହେଲ, ତୁମେ ତାଙ୍କ କଥାରେ ରାଜି ହେଲ କାହିଁକି, ତୁମର ସବୁ ଭୁଲ

  • @rajendramajhi4229
    @rajendramajhi4229 2 ปีที่แล้ว +45

    ଆଗରୁ ଏତେ ମଜା ନେଲୁ ଆଉ ଏବେ ତାଙ୍କୁ Case କରୁଛୁ
    😂😂😂

  • @Chinmaynayak879
    @Chinmaynayak879 2 ปีที่แล้ว +2

    ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ।

  • @powerofslowpoison
    @powerofslowpoison 2 ปีที่แล้ว +8

    ଏ ଝିଅ ସେ ଜାଗାରେ ଟିକେ ସାବୁନ ଲଗେଇ ଭଲସେ ଘସ ସେ ଜାଗା ପବିତ୍ର ହେଇ ଯିବ ।
    ଯଦି ଏହି ଭଦ୍ର ଝିଅର ଗାଁ .... ଯୋଡୁଥାଏ ହଳଦି ଟିକେ ମାରିଲେ ସହର ଆଡ଼ୁ ଯନ୍ତ୍ରଣା କମିଯିବ
    ଘା ଆରମ୍ଭରୁ ଯତ୍ନ ନ ନେଲେ ଏମିତି ଘା ବଢିଯାଏ

  • @kabulinayak7212
    @kabulinayak7212 2 ปีที่แล้ว +126

    ଭଲ ହୋଇଛି,ତୁମେ ହେଲ ମହିୟସଇ ମହିଳା । ତା ପାଖରେ ଶୋଇଲା ବେଳେ ଗଲୁ ହେଉଥିଲା ।

    • @prakashjenaofficial8761
      @prakashjenaofficial8761 2 ปีที่แล้ว +1

      Thik hei6i

    • @studentofkvn.o1golcondahyd889
      @studentofkvn.o1golcondahyd889 2 ปีที่แล้ว

      Ninja bhauni haithile

    • @kabulinayak7212
      @kabulinayak7212 2 ปีที่แล้ว +1

      @@studentofkvn.o1golcondahyd889 , ମୁଁ ତା ତଂଟି ଚିପି ମାରି ଦେଇ ଥାଆନ୍ତି ।

    • @occultdebasis
      @occultdebasis 2 ปีที่แล้ว

      @@studentofkvn.o1golcondahyd889 nije suting set ku jaiki thik thak achhi ki nai dekhanti then suit sariba jayei nia ana rahiba kotha bujhanti.... Nohele ta swaminku kohinti aesabu kore boli....

  • @kanhurout3117
    @kanhurout3117 2 ปีที่แล้ว +40

    ଏ ଝିଅ ର ବି ଭୁଲ ଅଛି, ଏ ବି ରାଣ୍ଡି ଝିଅ

  • @mr.sanjayinformationdiscov3282
    @mr.sanjayinformationdiscov3282 2 ปีที่แล้ว +37

    ଏହି ଭଳି କିଛି ଅସାଧୁ ନାରୀ ଙ୍କ ପାଇଁ, ନିରୀହ ନାରୀ ଟିଏ ନ୍ୟାୟ ପାଇବାକୁ ବଞ୍ଚିତ ହେଉଛି, ଦୀର୍ଘ ଚାରିବର୍ଷ ଧରି ଦେହ ବ୍ୟବସାୟ କଲା ପରେ ଆପୋଷ କଳି ଝଗଡା ରେ ଅତିଷ୍ଠ ହୋଇ ଏହି ନାରୀ ଜଣକ ନ୍ୟାୟ ପାର୍ଥନା କରୁଛନ୍ତି, ନାରୀ ସୁରକ୍ଷା ପାଇଁ ହେଇଥିବ ଆଇନ କୁ ବାଟବଣା କରୁଛନ୍ତି ଏହି ଭଳି ଅସାଧୁ ନାରୀ ମାନେ।।।।

    • @shibukumar225
      @shibukumar225 2 ปีที่แล้ว +3

      You are absolutely right bro 👍👍👍

    • @sushamabhatta6715
      @sushamabhatta6715 2 ปีที่แล้ว +2

      Right 💯%

    • @justicechowdhury2353
      @justicechowdhury2353 2 ปีที่แล้ว

      ଝିଅ ର ନାଆଁ ଟା କଣ କହିଲା ସେ

  • @miss_rout-09
    @miss_rout-09 2 ปีที่แล้ว +15

    ଯେମିତି କର୍ମ କରିବ ସେମିତି ଫଳ ପାଇବ 🙏🙏

  • @babusing1247
    @babusing1247 2 ปีที่แล้ว +43

    ଛିଛି ତମ ମାନଙ୍କୁ ଏମିତି ଦରକାରେ

  • @techguruji7958
    @techguruji7958 2 ปีที่แล้ว +32

    ତୋ ସ୍ୱାମି ତତେ ରଖିଲା ସେ ଭଗବାନ....ଆଉକେହି ହେଇଥିଲେ.. ରଖିବା ଦୁରକଥା ଛି.... ଛି କଣ କହିବି.... ଭିତରେ କିଛି ଅଛି ନହେଲେ ତୁ ଦେହ ବ୍ୟାବ ଶାୟୀ କରିଥାନ୍ତୁ ହେଇଥାନ୍ତୁ.... ବେଶୀ ବାହାଦୁରି ମରୁଥିବୁ ତୋ ସ୍ୱାମୀକୁ, ଭଗବାନ ଫଳ ଦେଲେ.... ପଇସା ପଇସା ହେଉଛୁ କାହିଁକି ଖଟିକି ଖା... କିଛି ବେପାର କର... ସ୍ୱାମୀକୁ ଛାଡି ଯାଇଥିଲୁ ଆଲବମ queen ହେଇଥିଲେ ତୁ କେଡେ style ମରିଥାନ୍ତୁ... ତୋ ଘଇତା ମାନେ ସ୍ୱାମୀ କୁ ଚିନ୍ହହୀ ନଥାନ୍ତୁ..... କହିବାପାଇଁ କିଛି word ନାହିଁ.... ତୋ ଘର ଲୋକ ଖୋଜୁଥିଲେ.... ତୁ କହୁଥିଲୁ... ମୁଁ ଏକଦମ ଭଲରେ ଅଛି ସୁଟିଂ ରେ ଅଛି.... ନାଁ.... 👍👍👍😄😄😄

  • @ramakantagahir4419
    @ramakantagahir4419 2 ปีที่แล้ว +12

    ତୁ ପକ୍କା ବେଧି ଟା ଲୋ ତ ସ୍ୱାମୀ ଥାଇକି ତୁ ପର ପୁରୁଷ ପାଖରେ ଭରସା କରି... ଛି ଛି

  • @baikuntharath115
    @baikuntharath115 2 ปีที่แล้ว +26

    ତୋ ସୂମି କୁ ଧନ୍ୟବାଦ ତୁ ଵେଧେଇଟା ୪ଵରଷ ଗିଆ ଖାଉଥିଲୁ ଏବେ ମନ ଭରିଗଲାଠୁ ସୂମି ପାଖକୁ ଆସିଲୁ

  • @snayak7837
    @snayak7837 2 ปีที่แล้ว +105

    ତୁମେ କାହିଁକି ନୁନି ଦେଖାଉ ଥିଲ ,ତୁମେ କଣ ଜାଣିନ ସେଇ ,ପାଞ୍ଚ ଆଙ୍ଗୁଳି ଜାଗା ପାଞ୍ଚ ମିନିଟ ମଜା ପାଇଁ ସବୁ ଭୁଲି ଯାଆନ୍ତି , ଓ ପରେ 5ବର୍ଷ ସଜା ହୁଏ👍🏾 ନାରୀ ଦେହ ପାଇଁ ପୁରୁଷ ମିଛ ପ୍ରତିଶ୍ରୁତି ଦିଏ , ତା ପରେ ପେଟରେ ଭ୍ରୁଣ ଛାଡ଼ି ଫେରାର 👍🏾

  • @sanjayyoutube3403
    @sanjayyoutube3403 2 ปีที่แล้ว +46

    ନିଜ ସ୍ବାମି‌ କୁ ଛାଡି ଆସିଥିଲା ଆଲବମ କୁଇନ୍ ହବାକୁ

  • @anupradhananupradhan8581
    @anupradhananupradhan8581 2 ปีที่แล้ว +8

    ତୋମେ କଣ କରୁଥିଲ ତାଙ୍କ ପାଖରେ ଏତେ ଦିନ ଧରି. ଏବେ ୪ ଵର୍ଷ ପରେ ଫେରିଲ କହୁଛ କଣ ନା ସେ ମୋ ସହିତ ଶାରୀରିକ ସମ୍ପର୍କ ରଖିୁଥିଲା. ଆରେ ତୋମର ଯଦି ଇଛା ନଥିଲା ତା ସହ ରହିଲ କେମିତି.

  • @sambitsahoo9263
    @sambitsahoo9263 2 ปีที่แล้ว +46

    GOD BLESS YOU AND YOUR FAMILY 🙏🙏🙏

  • @saimotionpictures8342
    @saimotionpictures8342 2 ปีที่แล้ว +72

    1st ଆସୁ ଥିଲ କଣ ପାଇଁ, ଆଉ ଗୋଟେ ହାତ ରେ ତାଲୀ ବାଜେ ନି 😉

  • @am9519
    @am9519 2 ปีที่แล้ว +74

    କୋଉଠୁ ସବୁ ଏଇଭଳି ଲୋକଙ୍କୁ ପାଉଛ କିଓ... ଓଡିଶା ଭାସ୍କର ର କାଢ଼ୁଆ ସାମ୍ବାଦିକ ମାନେ.... 🙄🙄.. ମାନିବାକୁ ପଡିବ ହେ.... ସତରେ... 😷

    • @Iwantpeace-bc1vi
      @Iwantpeace-bc1vi 2 ปีที่แล้ว

      👌🏼👌🏼👌🏼👌🏼👌🏼😆😆😆😆😆😁😁😁😁

    • @satyabratakar515
      @satyabratakar515 2 ปีที่แล้ว +4

      Sabu gali gali re agent available

    • @thegreatkafir3107
      @thegreatkafir3107 2 ปีที่แล้ว +1

      Thik kahila bhai ....emty sabu khabar yanka pakhe hin miliba

  • @dronachandrasabar1825
    @dronachandrasabar1825 2 ปีที่แล้ว +2

    ତୁମଭଳି ସ୍ତ୍ରୀ କୁ କୋଟି କୋଟି ଜୁହାର ତୁମକୁ ଦୀର୍ଘଆଠ ମାସ ଧରି ଅନ୍ୟ ଲୋକ ସହିତ ରହିଲ କିନ୍ତୁ ତୁମ ସ୍ୱାମୀ କଣ କରୁଥିଲା, ତୁମର କୌଣସି ପ୍ରକାର ର ଖରାପ ଗୁଣ ଅଛି

    • @skbehera6179
      @skbehera6179 2 ปีที่แล้ว

      Are ta swami 8 masa heba au kaha sahita lila karuthiba.

  • @mihirprasad9957
    @mihirprasad9957 2 ปีที่แล้ว +1

    ଓଃ ତୋ ସ୍ବାମୀ ତାହେଲେ ଅପେକ୍ଷା କରିଥିଲା ଆଠ ମାସ ଯାଏଁ ଯେ ତୁ ଗଲା ପରେ ମିସିକି ଯିବା ଏତଲା ଦେବାକୁ। ଆଗରୁ ଏତଲା ଦେଇ ପାରୁ ନଥିଲା ଯେ ତୁ ଅପହରଣ ହେଇଛୁ ବୋଲି।
    ସାବାସ

  • @promadamishra1397
    @promadamishra1397 2 ปีที่แล้ว +48

    ପକୁତରେ କଣ କହୁଚ୍ଛ ପ୍ରକୃତରେ କୁହ।ଆଲୋ ଝିଅ ଆସି ଏତେ କାଣ୍ଡ କାରଖାନା କରୁଥିଲୁ କାହିଁକି?ତୁ ଯଦି ଭଲ ଝିଅ ଦେହ ବ୍ୟବସାୟ କରିବା ପୂର୍ବରୁ ପୋଲିସ ରେ fir ତା ନାଁ ରେ ଦେଲୁନି।ତମେ ଲୋଭରେ ପଡ଼ି କି ଅନ୍ୟ କେଉଁ କାରଣରୁ ଖରାପ କାମ କରିବ ଆଉ ପୋଲିସ ତମକୁ ଜାଗିବ।ସେ ପିଲା ସଙ୍ଗେ କାହିଁକି ପଡିଥିଲୁ।

    • @satyaswarupnayak4378
      @satyaswarupnayak4378 2 ปีที่แล้ว +1

      Bhai patha padhile IAS huanti. Tebe samaste hei jaante. Kain hau nahanti..

    • @promadamishra1397
      @promadamishra1397 2 ปีที่แล้ว +1

      @@satyaswarupnayak4378 ପାଠ ପଢିଲେ IAS ହୁଅନ୍ତି। ଏ କଥା ସତ ହେଲେ ଶିକ୍ଷିତ ସଂଖ୍ୟା ଯେତେ ସେତିକି ଆଇଏଏସ ପୋଷ୍ଟ ବଣ୍ଟା ହୁଅନ୍ତା।ଜଣେ ପାଠ ପଢ଼ି ନାହିଁ ଯଦି ପାଠ ନ ପଢା କାମ ମଧ୍ୟ ଯଥେଷ୍ଟ ଅଛି।ସମ୍ମାନ ର ସହ ସେ କାମ କରି ପାରିବ।

    • @Behla_banam_jitendra_baskey
      @Behla_banam_jitendra_baskey 2 ปีที่แล้ว

      Hoi re Babu promod tote kon subha jauni ki kotha kon kohuchi se 8 maso hela taro kobja re ochi he se jhio
      Jemiti police station ku asi bo.

    • @satyaswarupnayak4378
      @satyaswarupnayak4378 2 ปีที่แล้ว +2

      @@promadamishra1397 i didnt get my answer..
      Tebe apna kahinki IAS pau nahanti...

    • @promadamishra1397
      @promadamishra1397 2 ปีที่แล้ว +1

      @@Behla_banam_jitendra_baskey ମତେ ଶୁଭା ଯାଉଛି। ସେ ତାର ହାତ ଗୋଡ ବାନ୍ଧି କରି ଭୁବନେଶ୍ୱର ଆଣିଥିଲା କି?୮ ମାସ ହେଲା କବଜାରେ ରଖି ଥିଲା ଏ କଥା ବିଶ୍ୱାସ ହେଉଛି ତ।ସେ ଯେଉଁ voice ରେ କଥା କହୁଛି ମତେ ଲାଗୁନି ଯେ ସେ ଅନିଚ୍ଛା ସତ୍ତ୍ବେ ଥିଲା।କିଛି ଅନ୍ୟ କାରଣ ମଧ୍ୟ ଥାଇ ପରେ।ଏହାର ଅର୍ଥ ମୁଁ କହୁନି ଯେ ସେ ପୁଅ ଟା ଭଲ ମଣିଷ।ଝିଅଟି ପ୍ରଥମରୁ ଗୋଡ ଖସେଇଲା କାହିଁକି?ଦେହ ବ୍ୟବସାୟ ଅନିଚ୍ଛା ସତ୍ତ୍ବେ ହେଉ ଥିବ ବୋଲି ମୋର ଧାରଣା ନାହିଁ

  • @SAIDARSHAN134
    @SAIDARSHAN134 2 ปีที่แล้ว +59

    Madam ଆପଣଙ୍କର ବି ଭୁଲ ରହିଛି।
    ହେଲେ ସେ ମାଗିହା କୁ encounter କରିବା ଦରକାର। ମାଗିହା ମୁହଁ କୁ ଟିକେ ଦେଖ କେମିତି ଦେଖା ଯାଉଛି 😂😂

    • @aloketecheducation
      @aloketecheducation 2 ปีที่แล้ว

      Omg

    • @pradeepjena411
      @pradeepjena411 2 ปีที่แล้ว

      U r right bro.

    • @thisistapas
      @thisistapas 2 ปีที่แล้ว

      😃😃😃😃

    • @nabamajhi8357
      @nabamajhi8357 2 ปีที่แล้ว +1

      Encounter.....🤣🤣🤣....kaharo jivo re hado ochhi....j....sondho ku encounter koribo....police kn pain ochhi....au nyaa jodi khali jhio manonku milibo....tahale puo manonku nyaa deba pain uporobala ochhi....🌅

    • @pradeepjena411
      @pradeepjena411 2 ปีที่แล้ว +2

      @@nabamajhi8357 are bhai bhul 2janankara so 2jananku danda dia jiba darkar

  • @dusmantanaik605
    @dusmantanaik605 2 ปีที่แล้ว +2

    ଆଗରୁ ସୁଖ ଲାଗୁଥିଲା ଏବେ ପୁରୁଣା ହେଲାତ ପୋଡ଼ିଲା ତମୁଂହ କୁ ଲଜ୍ୟା ନାହିଁ ବେଧୋଇ

  • @lovezone5922
    @lovezone5922 2 ปีที่แล้ว +30

    Salute for her and her husband ❤️❤️❤️❤️❤️

  • @s.k.channel2743
    @s.k.channel2743 2 ปีที่แล้ว +31

    କିଛି ତୋର କଥା ବୁଝା ହେବନି ଜା ମିଛ କହୁଚି ଟାଉଟରି ତୁ ମରିଯା ।

    • @kulamanibehera8856
      @kulamanibehera8856 2 ปีที่แล้ว

      Kana kalasa.puyata kharapa rand sali sabu bhala😇😇😇

  • @prashantakumarpadhee8535
    @prashantakumarpadhee8535 2 ปีที่แล้ว +10

    Please go to High Court, Mahila commission re kichi benefit hebani. Appointed by the Govt

  • @jagadishchandradas4008
    @jagadishchandradas4008 2 ปีที่แล้ว

    ବହୁତ୍ ବଢିଆ ହୋଇଛି ଏବଂ ଏହା ଅଧିକ ଟଙ୍କା ରୋଜଗାର କରିବାର ସୁବିଧା ସୁଯୋଗ ବାଟ। ତେଣୁ ଶୀଘ୍ର ଲାଗିପଡ।

  • @biswamitraray8711
    @biswamitraray8711 2 ปีที่แล้ว +1

    ଜାହା ଜଣା ପଡୁଛି ଝିଅ ର ଏମିତି ବେସ୍ୟା ଭଲ ଲାଗୁଛି
    ଯଦି ତାର ପୁରୁଷ ଅଛି ଅଲଗା ପୁରୁଷ ପାଖକୁ କଣ ପାଇଁ ପାଖକୁ ଯାଉଛି ସେ ମହିଲା

  • @babusing1247
    @babusing1247 2 ปีที่แล้ว +8

    ଘଇତା ଥାଉ ଥାଉ କୁଇନି ହବାକୁ ବିଆ ଦେଖେଇ ଦୋଉଚ

  • @nabindhala6037
    @nabindhala6037 2 ปีที่แล้ว +5

    ସ୍ତ୍ରୀ ଲୋକେ ଟେ ଛାତ ରୁ ଡେଇଁ ପଡିଲା ଅଥଚ କିଛି ହେଲାନି ସବୁ ଗପ ଆଉ ସବୁ ମିଛ

  • @mamithkumar5891
    @mamithkumar5891 2 ปีที่แล้ว +11

    ମୋ ବାଳ କଥା.... ଝିଅ ର ସବୁ ଭୁଲ.... ହେଲେ ଆଇନ ଅନ୍ଧ ନିଶ୍ଚୟ ପୁଅ କୁ ଦୋଷୀ ସାବ୍ୟସ୍ତ କରିବ
    ..... ୟେ ଝିଅ କୁ ନ୍ୟାୟ ନୁହେଁ ବିଛୁଆତି ନେଇ ତା ସୁନା ରେ ଲଗେଇଦିଅ 🤣🤣🤣

  • @user-xb2ct4vb8o
    @user-xb2ct4vb8o 2 ปีที่แล้ว

    ତୁମ୍ଭର ଯେଉଁଉଦ୍ଦେଶ୍ୟଥିଲା ତୁମ୍ଭର ପୂର୍ଣହୋଇଛି ମା।

  • @Abhi-panda
    @Abhi-panda 2 ปีที่แล้ว +80

    ଆଉ କଣ ଦେଖିଲ ସରକାର,, ମିଲନ କହଁର ମାଗିହ। କୁ ଗଣ୍ଡିଫଟା ଫାଶୀ ଟେ ହଉ।।।।

    • @ajaysamalodisha4803
      @ajaysamalodisha4803 2 ปีที่แล้ว +3

      Odisha re kichi habani.

    • @sujitpradhan3580
      @sujitpradhan3580 2 ปีที่แล้ว +1

      Ba**a hau

    • @Abhi-panda
      @Abhi-panda 2 ปีที่แล้ว

      @@ajaysamalodisha4803 ମିଲନ କହଁର ସେ ଭଡୁଆ ଟା, ଏ ଥର ପୁରା ଶହେ ଶହେ ରେ ଜି ମରେଇବ।।

    • @Abhi-panda
      @Abhi-panda 2 ปีที่แล้ว +3

      @@sujitpradhan3580 ହଂମ ବ୍ୟବସ୍ତା କରୁଛି, ଫାଶୀ ନ ହେଲେ ବି କହଁର କୁ ଖାଶୁ କରେଇବା ବ୍ୟବସ୍ତା କରାଯାଉଛି।।

    • @ganeswarbiswal4028
      @ganeswarbiswal4028 2 ปีที่แล้ว

      Kn pe se kn kalaki

  • @techguruji7958
    @techguruji7958 2 ปีที่แล้ว +43

    ବେଶ୍ୟା କହୁଛି ମତେ RAP କରିଛେ.... ପୁଣି ନ୍ୟାୟ, ଭଉଣୀ ତୁମ ସ୍ୱାମୀ ଭାରି ଦୟାଳୁ, ଶାନ୍ତ, ରଖିବାକୁ ରାଜି ଅଛନ୍ତି... ସ୍ୱାମୀର କଥା ନାଁ ଶୁଣି ଯାଇଥିଲ... ପର କଥାରେ... ତୁମକୁ ପାନେ ମିଳିଛି ତୋ ମନ ଭାଙ୍ଗିଗଲା..ଭଲ ଲୋକଙ୍କୁ ନ୍ୟାୟ ମିଳୁନି... ତତେ.... ନ୍ୟାୟ.... 🙏🙏🇮🇳🇮🇳🇮🇳

    • @supei600
      @supei600 2 ปีที่แล้ว

      Thik kahila bhai puni yaku nyaya..😁😁

    • @ipsitarout8568
      @ipsitarout8568 2 ปีที่แล้ว +1

      Crime petrol au sabdhan india dekhantu, bahut swami akarma, ghara chaleibaku paisa darkar hele stree ku emt kamare laganti v. Au bohut jhianku kidnap ya fir jabardasti kari karan ti, au kichi jana nije karanti emt kama, so athi sata kan God knows

    • @chhabibikashexpress1477
      @chhabibikashexpress1477 2 ปีที่แล้ว

      @@ipsitarout8568 angya apana ja kahile seta alaga Katha kintu ethi se ta jairhile Album queen hebaku Are jadi se kidnap karithila se puni ta sahita 4 barsha kemiti rahila Au puni Abe mane padila Police complane pain se kn chota chua taku uthei neigale ae sabu bahana

    • @ipsitarout8568
      @ipsitarout8568 2 ปีที่แล้ว

      @@chhabibikashexpress1477 kidnap nahle v ki sarta re jaichi noone knows, kichi na jani sange sange janaku kharap kahiba kn thik?

    • @skbehera6179
      @skbehera6179 2 ปีที่แล้ว

      Thik katha eibhali asati nariku danda daraka. Naya nuhen. Se ta swami au pua prati anyaaya karichi.

  • @Rajababu-gk6kp
    @Rajababu-gk6kp 2 ปีที่แล้ว +1

    ଦେହ ବ୍ଯବସାୟ କଲ ଭଲ ଟଙ୍କା ରୋଜଗାର କରିଛ
    ସବୁ ମିଛ କିଛି ଗୋଟିଏ ଭୁଲ କାମ କରୁଥିବ ତେଣୁ କରି ଏପରି କଥା ଉଠିଛି ।
    ନାରୀ ନେତ୍ରୀ ହେବୁ ନା ମାଳିସାହି ଯିବୁ

  • @sarojbehera4731
    @sarojbehera4731 2 ปีที่แล้ว +15

    ତୁ ତ ରାଣୀ ହେଇଗଲୁ 🤣🤣🤣ଭଗବାନ ତୋର ଜୀବନ ଖୁସି ରେ ଚାଲୁ 🙏

  • @kailashmallick6794
    @kailashmallick6794 2 ปีที่แล้ว +24

    ସ୍ଂସ୍ଥା ଚାଲୁ

  • @babusing1247
    @babusing1247 2 ปีที่แล้ว +44

    ତୁ ମରିଗଲେ କିଛି ଛୋଡ଼ି ହେଇଜିବନି ଓଡ଼ିଶାର

  • @user-pj8lo7ld2p
    @user-pj8lo7ld2p 2 ปีที่แล้ว +1

    8 ମାସ ହେଲା କଣ କରୁଥିଲୁ
    ମନ ବୁଝିଗଲା ଆଉ ଗଲୁ କମିଗଲା ପରେ ଛାଡି ଚାଲିଗଲୁ ଏବେ କଣ!!!
    ଏସବୁ ପୀଢ଼ି ର ନାରୀ ଆଉ ନାରୀ ହେଇନାହାନ୍ତି ପ୍ରାୟ ସବୁ ମଇଳା(ଡ଼ଷ୍ଟବିନ) , ଝିଅ ଯେବେଠୁ ନିଜକୁ over smart ଆଉ ନିଜେ ପଇସା income କରିବା ଆରମ୍ଭ କଲେଣି ସେବେଠୁ....😊😊😊

  • @kandhamalbarta6715
    @kandhamalbarta6715 2 ปีที่แล้ว +2

    ଯେତେବେଳେ ମିଲନ କହଁର 2020ମସିହା ରେ ତୋତେ କିଡନାପ କଲେ ଆଉ ରଖିଲେ 4ବର୍ଷ ହେଲେ 2024ମସିହା ବର୍ତମାନ ସୁଦ୍ଧା ଆସିନି |ପୁଣି ଏତେ ଦିନ ରହିବା ପରେ ତୋର ଘର ଲୋକ କିମ୍ବା ତୋ ସ୍ୱାମୀ କାହିଁକ ଖୋଜୁନି କି ପୋଲିସ ରେ FIR ଦେଲେ ନି କଣ ପାଇଁ |କରୋନା ସମୟରେ କେଉଁ କଲେଜ ଖୋଲିଥିଲା ଯେ କେଉଁ କଲେଜ ଯାଉଥିଲୁ |ପୁଣି ଅଲଗା ଅଲଗା ନ୍ୟୁଜ ରେ ଅଲଗା ଅଲଗା ମନ୍ତବ୍ୟ ଏହା ସମ୍ପୂର୍ଣ ମିଥ୍ୟା ପ୍ରମାଣିତ ଓ ମିଛ ଚକ୍ରାନ୍ତ

  • @susantkumarrpradhan8635
    @susantkumarrpradhan8635 2 ปีที่แล้ว +5

    ହଇଲୋ ବାୟାଣୀ ଏତେ ଦିନ ଯାଏ କଣ କରୁଥିଲୁ। ସବୁ କିଳା ତ ସାରିଦେଲୁ। ଆଉ ଯାହା ଟିକେ ଇଜ୍ଜତ ଥିଲା ମେଡିଆ ଆଗରେ ସାରୀଦେଲୁ। କି ବାଳ ଇଜ୍ଜତ ରହିଲା ଆଉ ତୋର। ହଉ ତୋ rate ଟା କେତେ କହ ଭବିଷ୍ୟତରେ କାମ ଦବ 😜😜😜😜😜

    • @gajarajbabu6771
      @gajarajbabu6771 2 ปีที่แล้ว

      Rate kete janile mote kahiba, bro !

    • @susantkumarrpradhan8635
      @susantkumarrpradhan8635 2 ปีที่แล้ว

      @@gajarajbabu6771 😜😜😜

    • @bibhumusictv691
      @bibhumusictv691 2 ปีที่แล้ว

      @@susantkumarrpradhan8635 th-cam.com/video/yJPhUp772F4/w-d-xo.html

    • @bibhumusictv691
      @bibhumusictv691 2 ปีที่แล้ว

      @@gajarajbabu6771 th-cam.com/video/yJPhUp772F4/w-d-xo.html

    • @supei600
      @supei600 2 ปีที่แล้ว

      Dedh sau rupaye dega 😀😃😅😅🤣🤣

  • @sriram1094
    @sriram1094 2 ปีที่แล้ว +3

    ଆଲବମ କୁଇନ ନିଶା ଛାଡିଗଲା ଏବେ... ପ୍ରଥମେ ଭୁଲ ଏ ଝିଅର ଆରେ ପ୍ରଥମେ ନିଜକୁ ଦେଖ ତମେ କେତେ ଠିକ

  • @sureshjena5978
    @sureshjena5978 2 ปีที่แล้ว +1

    ମିଲନ ବାବୁ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।ଆଠ ମାସରେ ଟଙ୍କା କ'ଣ କଲୁ?

  • @dineshkumarpattanayak1729
    @dineshkumarpattanayak1729 2 ปีที่แล้ว +28

    ତମର ସାହାସ କୁ ଧନ୍ୟବାଦ, ନିଶ୍ଚୟ ସାହାଯ୍ୟ ପାଇବ

    • @skbehera6179
      @skbehera6179 2 ปีที่แล้ว

      Sahasa nuhen nirlaja pania kuha.

  • @birendramajhi0711
    @birendramajhi0711 2 ปีที่แล้ว +50

    ତୁ ହେରୋଇନ ହେବା ପାଇଁ ଗେହି ହଉଛୁ ରାଣ୍ଡି

  • @subhammohanty263
    @subhammohanty263 2 ปีที่แล้ว +68

    From your voice and way of talking that it seems that how inocent you are😁😁😁😁😁😁!!!!!

    • @rajza_m4339
      @rajza_m4339 2 ปีที่แล้ว +4

      Don't judge by voice

    • @subhammohanty263
      @subhammohanty263 2 ปีที่แล้ว +6

      @@rajza_m4339 I don't judge by voice.this was my personal opinion and I further say that my personal opinion may not be correct to everyone.👍👍👍👍👍👍

    • @uttamrana2568
      @uttamrana2568 2 ปีที่แล้ว

      @@subhammohanty263 sehi pakde hain 😂😂😂

    • @parthasahoo8660
      @parthasahoo8660 2 ปีที่แล้ว

      Absolutely Ryt 👍👍👍

    • @subhammohanty263
      @subhammohanty263 2 ปีที่แล้ว

      @@user-sw8yt9ep9p ha ha ha chal bhag.😁😁😁😁😁

  • @kumarmd1328
    @kumarmd1328 2 ปีที่แล้ว

    ଆଜ୍ଞା ଲମ୍ବଧର କହଁର ହେଉଛନ୍ତି ଆଦିବାସୀ କୁଇ ସମାଜ ର hero
    ତା ର ନାମ ନେଇକି ଏତେ ବଡ଼ କନ୍ଦ ହେଇଛି ସେ କଣ ସୋଇଛି କି ,,( Right hand ,)
    ଆ ଉ କେତେ ହେଉନ ଥିବ ଏମିତି
    ଗୋଟେ ସିନା ଧାରା ପଡ଼ିଛି
    ଆ ଉ କେତେ ବାହାରିବ ଦେଖ

  • @rajendrakumarbehera6116
    @rajendrakumarbehera6116 2 ปีที่แล้ว

    କେବଳ ଝିଅ ପାଖରୁ ଶୁଣି ଦେଲେ ସତ୍ୟ ପର୍ଦ୍ଦାଫାଶ ହେଇ ପାରିବନି, ପୁଅ ପାଖରୁ ମଧ୍ୟ ଶୁଣିବା ଦରକାର, କାରଣ ପୁରୁଷ କମିଶନ ଏ ପର୍ଯ୍ୟନ୍ତ ହେଇନି। ତେଣୁ ମହିଳାମାନେ ପୁରୁଷମାନଙ୍କୁ ବ୍ଲାକମେଲ୍ କରିବା ଖୁବ୍ ସହଜ।

  • @babusing1247
    @babusing1247 2 ปีที่แล้ว +19

    ଏମାନଙ୍କୁ ଏମିତି ଦରକାରେ

  • @jyotiranjannayakvlogs367
    @jyotiranjannayakvlogs367 2 ปีที่แล้ว +10

    ଆଉ ଆଲବମ ହଉଚି ନା କିଏ ଦେଖୁଚି??? 😄😂😄

  • @arunswain3060
    @arunswain3060 2 ปีที่แล้ว +4

    ତର ଆସା କୁଇନ୍ ହେବୁ ଛୁଆ ଛାଡିଲୁ ଘର ଛାଡିଲୁ
    ଫେରାର୍ ହେଲୁ ସୁଖ ମେଣ୍ଟାଇଲୁ ଏବେ ବି
    ତୁ ସତି ସେରାବଣ

  • @sarojbehera4731
    @sarojbehera4731 2 ปีที่แล้ว +5

    ଭାଇ ତମ ଭଳି ଲୋକଙ୍କୁ ମୋର 🙏🙏🙏🙏 କିନ୍ତୁ ସେ ଗେହୀ କୁ ଘରେ ରଖନି 🙏🙏🙏

    • @supei600
      @supei600 2 ปีที่แล้ว

      Thik thik

  • @munanamivlogs
    @munanamivlogs 2 ปีที่แล้ว +8

    ଯାହା ହଉ ତୁମ ସ୍ୱାମୀ ଙ୍କୁ ଭଗବାନ ସାହସ ଦିଅନ୍ତୁ

  • @arabindam
    @arabindam 2 ปีที่แล้ว +21

    ନିଆଁ ନଥିଲେ ଧୂଆଁ ବାହାରେ ନାହିଁ। ତୁ ବି ଝିଅ ପକା ଖେଳାଳି ଖଣ୍ଡେ

  • @prativapatisuperb8222
    @prativapatisuperb8222 2 ปีที่แล้ว +1

    Plz justice the women🙏🙏🙏🙏

  • @jaykjagannath6201
    @jaykjagannath6201 2 ปีที่แล้ว

    ତୁମ ସ୍ବାମୀ ଜଣେ ଭଲ ଲୋକ ପୋଲିସ ହଉଛି ମାଘିଆ

  • @biswambarnathpanda4605
    @biswambarnathpanda4605 2 ปีที่แล้ว +4

    ତର ଇଛା ନଥିଲା, ତତେ ଶିଏ କରୁଥିଲା 4 ବର୍ଷଧରି.... Husbandକୁ ମିଛ କହି ଗିହା ଖାଉଥିଲୁ। ଆଉ ଏବେ Husband ପାଖକୁ ପଳେଇଆଶିଲୁ।

  • @akshayadash8102
    @akshayadash8102 2 ปีที่แล้ว +10

    ତୁ 1 ନମ୍ୱର୍ ବେଧ ପୋଲିସ୍ ତୋ କଥା ବୁଝିବା ଦରକାର ନାହିଁ

  • @sudarshanpadhy8392
    @sudarshanpadhy8392 2 ปีที่แล้ว +1

    A sabu faulth ,vool ra charam sima helae vala n lagilae police Ku kahiba kaan manabikata.
    Sabu sarila parea sati kiea banaiba,vagaban bi haribae.

  • @fglegend2548
    @fglegend2548 2 ปีที่แล้ว +2

    ଆପଣ ହେଲେ ପ୍ରଥମ ଦୋଷୀ ୪ ବର୍ଷ ଧରି ଆପଣ କେମତି ଥିଲେ ୧ ବର୍ଷ ନୁହେଁ ୪ ବର୍ଷ 🤦କଲ GIRL ଆପଣଙ୍କ Nub Share ହେଲା କେମିତି

  • @badrinarayandas1111
    @badrinarayandas1111 2 ปีที่แล้ว +8

    ଆଲ୍ ବମ୍ ରେ ଯିବାକୁ ମନହେଉଥିଲା ଛନ ଛନ
    ସଟ୍ କଟ୍ ରେ ନାଇକା ହୋଵାକୁ ଭାରିକନକନ
    ଏଵେକିଆଁ କୁହ ବିକିଦେଲେମୋର ଵାନ
    ହସନାହିଁ ଭାଇ ହ ନାହିଁ ଇଏହେଲେ ଏଭଳି ନାରୀ
    ଆଙ୍କୁ ଘରଘଇତା ଗେହି ଗାଁ ଗେହିଲେଵି ଵୁଝେନିଆଙ୍କର ମନ

    • @catsvivor7289
      @catsvivor7289 2 ปีที่แล้ว +1

      Bhai bahut bhala sayari talent tama pakhare achhi tume bhala bhala sayari lekha tumara talent achhi

    • @badrinarayandas1111
      @badrinarayandas1111 2 ปีที่แล้ว

      @@catsvivor7289 thanks bhai ଲେଖୁ ଲେଖୁ ଲେଖିଦେଲି
      ଭଲଲାଗିଲା ଆପଣଙ୍କୁ ଵାଧିପାରେ ଆଉକାହାକୁ
      କଳିକାଳ ଇଏ କଳିବାଳ କିଛିନାରୀ ଏଠି ମହାକାଳଫଳ
      କହିଵା କାହାକୁ ସୁଣିଵକିଏ ଆଇନିକାନୁନ୍ ତାଙ୍କର ହୁଏ

    • @catsvivor7289
      @catsvivor7289 2 ปีที่แล้ว +1

      @@badrinarayandas1111 ଭାଇ ଆପଣଙ୍କ skill କୁ ଆପଣ ଭଲ ଭାବରେ ବ୍ୟବହାର କରନ୍ତୁ ଦେଖିବେ ଆପଣ ବହୁତ କିଛି ପାଇବେ ।

    • @badrinarayandas1111
      @badrinarayandas1111 2 ปีที่แล้ว

      @@catsvivor7289 Bhai Nomber debe kathajeba

    • @catsvivor7289
      @catsvivor7289 2 ปีที่แล้ว

      @@badrinarayandas1111 1st msg karidebe

  • @pratikshabhasa3680
    @pratikshabhasa3680 2 ปีที่แล้ว +6

    E stree loko ra kahani bahut kasta laguchi bahut sahiba pare ethi aasi muhan kholichi
    So justice for this women

  • @baikuntharath115
    @baikuntharath115 2 ปีที่แล้ว +1

    ନିରାଟ ସତ କଥା କାହାର ଇଛା ନଥିଲେ କେହି କାହା ପାଖରେ ୪ଵଷ ରୁହନ୍ତି ନାହିଁ

  • @arunsun
    @arunsun 2 ปีที่แล้ว +1

    ମୁଁ ପଚାରିବାକୁ ଚାହେଁ ଯେ ଭଉଣୀ ଆପଣ କେମିତି ଗଲେ କ'ଣ ଆପଣଙ୍କୁ ଉଠାଇ ନେଲାବେଳେ ଆପଣ ଜାଣି ପାରିଲେ ନାହିଁ କି

  • @sushantamahunta714
    @sushantamahunta714 2 ปีที่แล้ว +21

    ତୁ ନିହାତି ବାଜେ ଝିଅ

  • @KP-qn6df
    @KP-qn6df 2 ปีที่แล้ว +4

    ତମେ ଖାଲି କନ୍ଧମାଳ ନୁହେଁ ସାରା ଓଡ଼ିଶାରେ no 1ହିରୋ ଇନ ହବ

    • @supei600
      @supei600 2 ปีที่แล้ว

      😀

  • @TrueSelf
    @TrueSelf 2 ปีที่แล้ว

    ପ୍ରକୃତରେ ଆପଣଙ୍କ ସ୍ୱାମୀ ଜଣେ ଭଲ ମଣିଷ ।

  • @AmaSanskrutiAmaParichaya
    @AmaSanskrutiAmaParichaya 2 ปีที่แล้ว

    ଵାହାଘର ସୁଟିଂତ, ଵରକନ୍ୟା କୁ ଯେମିତି ଠିଆ କରେଇ ଦେଇକି ପାଦରୁ ମୁଣ୍ଡ ଯାଏଁ କ୍ୟାମେରାମାନ ଟି କ୍ଲୋଜଅପ ସଟ ନିଏ ଠିକ ସେହିପରି ସୁଟିଂ ଟିଏ ହେଇଚି, ଭଲ ଲାଗିଲା, ମାଇଣ୍ଡି ଵୋଇଂଗି 💐

  • @odishaboyz5749
    @odishaboyz5749 2 ปีที่แล้ว +7

    ତୁ କୁଇନ ହବୁ, ଟଙ୍କା ପାଇବୁ, ଦେହ ବ୍ୟବସାୟ ଆଠମାସ ବି କଲୁ। ସବୁ ନିଜ ଇଛାରେ। ଏବେ କହୁଛୁ କିଡନାପ। ଭିତିରି କଥା କିଛି ଅଲଗା ଅଛି।

  • @kartikpradhan8954
    @kartikpradhan8954 2 ปีที่แล้ว +4

    This nothing but a real drama by the lady. She can report the incidents after 4 days instead of 4 years. However her husband is great man

  • @ashokpanda7473
    @ashokpanda7473 2 ปีที่แล้ว +1

    Brave Girl This issue should be inquiring properly by the Police and also Govt of orissa. Thanks her Husband for supporting this Lady

  • @cutiemunu2090
    @cutiemunu2090 2 ปีที่แล้ว

    ଭଉଣୀ ପ୍ରଥମ କଥା ତମେ ତମ ସ୍ଵାମୀ ଓ ପିଲା କୁ ଗାଁରେ ଏକା ଛାଡି ମିଲନ୍ କୁଅଁର ସହିତ କାହିଁକି ଆସିଲ ଜଦି ଆସିଲ ସେମାନଙ୍କୁ ସାଥିରେ ଆଣିଲନି।। ଏବଂ ସେ ଟୋକା ସାଙ୍ଗରେ ଦୀର୍ଘ 4 ବର୍ଷ କେମିତି ରହିଲ ।।ସ୍ୱାମୀ ସହିତ ସେଇ 4 ବର୍ଷ ମଧ୍ୟରେ କିଛି ସମ୍ପର୍କ ଥିଲା ନା ନାହିଁ

  • @durgaprasadsingh7496
    @durgaprasadsingh7496 2 ปีที่แล้ว +5

    କଣ ଆଳୁଡମ୍ କୁଇଁନ ହବୁ😆😆😆 ତୋତେ ସେ ତ କୁନ୍ଦ୍ରା କୁଇନ କରିଦେଲା ରାଗୁଚୁ କାଇ

  • @srikantadeepak9698
    @srikantadeepak9698 2 ปีที่แล้ว +6

    ଗୋଟେ ହାତରେ ତାଳି ବଜେନି ଲୋ ସାବିତ୍ରୀ

  • @lopamudrabiswal7913
    @lopamudrabiswal7913 2 ปีที่แล้ว +1

    ଗୋଟେ କଥା ମୁଁ କହିବାକୁ ଚାହେଁ soryy sister 🙏 କ୍ଷମା karibe 🙏 ତୁମ କଥା ରୁ ଜଣା ପଡୁଛି ki tume ତୁମ ଇଜଟ ଚାହୁଁ nathila ଚାହୁଁଥିଲ କେବଳ mony 👍 joutaki ତୁମକୁ miliparini 👍ok tume gote jhia 👍 ତୁମେ bi ete ଛୋଟ ନୁହେଁ ki tuma hata ବାନ୍ଧି ତୁମକୁ ରଖିବେ 👍 ଗୋଟେ ଦିନ ru ହିଁ tume ଜାଣି ପାରିଥାନ୍ତ 👍han ମାନୁଛି ki tume ଜାଣି parina time ନେଇ thanta 4,5 ଭିତରେ 👍 ସବୁ କିଛି ଜଣା ପଡ଼ିବ 👍 ତୁମେ gote ଗପ କୁହନି 👍 ଆରେ ଭାଗ୍ୟ ଭଲ ଅଛି ତୁମର ବୋଲି tuma ସ୍ବାମୀ ତୁମକୁ ଏ ଯାଏଁ କିଛି bi କହି ନାହାଁନ୍ତି 👍

  • @sgnmusic
    @sgnmusic 2 ปีที่แล้ว

    ଏଭଳି କିଛି ନାରୀମାନଙ୍କ ପାଇଁ ନାରୀଜାତି ବଦନାମ ହେଉଛି
    ଗୋଟେ ହାତରେ ତାଳି ବାଜେନି, ତୋର ସବୁ ଭୁଲ ଅଛି,,,,, ଏବେ ପୁଣି କଣ ହେଲା ଶଳା କାମବାସନା ପାଇଁ କଣ ସବୁସୀମା ଟପିଯିବ 🤦‍♂️🤦‍♂️🤦‍♂️
    ସେ ଶର୍ମିଷ୍ଠା ଗୋଟେ ହେଇ........ ଘୋର କଳି ହେ ଭାଇମାନେ 😒😒😒😒😒

  • @rabindranathbarik664
    @rabindranathbarik664 2 ปีที่แล้ว +3

    You are a great because you are donated your chastity after that how your husband accept to you. How many income in your life .something given to polices then they will start their investigation.

  • @jitendrakumarmaharana9687
    @jitendrakumarmaharana9687 2 ปีที่แล้ว +3

    4 ବର୍ଷ ହେଲା କୁଆଡେ ଯାଇଥିଲ ।

  • @satyabhamaacharya152
    @satyabhamaacharya152 2 ปีที่แล้ว

    Really your hb is wide minded many. Many thank

  • @saratranjanbehera6661
    @saratranjanbehera6661 2 ปีที่แล้ว

    Dear ଓଡିଶା ଭାସ୍କର....
    ଏଇ ପୁଅ ର ଫୋଟୋ କାଇଁ ଦେଖାଉଛ, ଯଦି ଝିଅ ହେଇଥାନ୍ତା ତେବେ ମୁହଁରେ କପଡା ପକେଇ ଲୁଚେଇ ଥାନ୍ତ ନୁହେଁ, ଝିଅ ଯେତେ ଦୋଷ କଲେ ବି ତାକୁ ସୁରକ୍ଷା ଦେବାକୁ ମୁହଁ ଲୁଚେଇବ କିନ୍ତୁ ପୁଅ ପିଲା କୁ ଖୁଲମ ଖୁଲା ମେଡ଼ିଆ ଟିଭି ରେ ଦେଖାଉ ଛ ଇଏ କେଉଁ ପ୍ରକାର ମାନସିକତା, ନାରୀ ଆଉ ପୁରୁଷ ସମସ୍ତ ଙ୍କୁ ସମାନ ନ୍ୟାୟ ମିଳୁ

  • @ManojKumar-gt4gh
    @ManojKumar-gt4gh 2 ปีที่แล้ว +8

    ହେଲା ବେଳେ ହେଲ ଏବେ। ମିଡ଼ିଆ ରେ କିଆଁ କହୁଚ ତମର କାମ ଧନ୍ଦା ନାହିଁ ହିରୋଇନ୍ ହବ hahahahahahahaah

    • @bainobehera7321
      @bainobehera7321 2 ปีที่แล้ว

      Bhol lokaku to swadhin miluni tu kou_ mundi

  • @kamallochan8970
    @kamallochan8970 2 ปีที่แล้ว +5

    8month , kan karu thilu,

  • @kumarsanjaya2382
    @kumarsanjaya2382 2 ปีที่แล้ว +1

    you are eligible for a award.....good job..... keep it up....

  • @sitakantapattnaik1200
    @sitakantapattnaik1200 2 ปีที่แล้ว +1

    MADAM - TAMARA PRABALA GALU.
    🎂🎂🎂🎂🎂🎂🎂🎂🎂

  • @pramodjena810
    @pramodjena810 2 ปีที่แล้ว +3

    No problem

  • @kumaranurag7379
    @kumaranurag7379 2 ปีที่แล้ว +4

    ହଇଲୋ ଗେହିଁ ତୋ ବାଳ ଫିରି ଫିରି ମୁହଁଟା ପେଳ ପରି ତୁ ହେରୋଇନ ହେଇଥାନ୍ତୁ.... ଆଃ ଥୁ

  • @itishreesenapati5102
    @itishreesenapati5102 2 ปีที่แล้ว +1

    ya mam ku Justice miliba Darkar...Society ra crime badiba....

    • @skbehera6179
      @skbehera6179 2 ปีที่แล้ว

      E mam ta nije sex criminal.

  • @pyarimohanparida7341
    @pyarimohanparida7341 2 ปีที่แล้ว

    Very good attempt you have taken.Beware to the men who are doing crime in the society.