ଅସଲି ଚାବି କୁଆଡେ ଗଲା? | 9 PM Prime Time Discussion | PrameyaNews7

แชร์
ฝัง
  • เผยแพร่เมื่อ 21 ส.ค. 2024
  • Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
    For Latest News Follow us on:
    Website: www.prameyanews...
    TH-cam: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha:
    • Nua Jibana Nua Asha
    ଶୁଣ...ଶୁଣ...ଶୁଣ:
    • Suna...Suna...Suna
    Explore Odisha:
    • Explore Odisha
    Breakfast Odisha:
    • Breakfast Odisha News7
    Maganna Oligi:
    • Maganna Oligi
    Biswas Abiswas Andhabiswas:
    • Biswas Abiswas Andhabi...
    Digital Special Stories:
    • Digital Special Stories
    Daffa | Crime Stories:
    • Daffa
    Jollywood Jalwa:
    • Jollywood Jalwa
    Face To Face:
    • Face To Face
    #PrameyaNews7 #News7 #OdishaNews

ความคิดเห็น • 354

  • @pugulusutar3569
    @pugulusutar3569 หลายเดือนก่อน +32

    ଓଡ଼ିଶାର ସବୁଠୁ ବଡ଼ ଗାଲୁଆ,ଟାଉଟର,ଚୋର ଲେଲିନି୍ ମହାନ୍ତି ।

  • @raghumaninayak9593
    @raghumaninayak9593 หลายเดือนก่อน +56

    ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ ବିଷୟରେ ଆଲୋଚନା ହେଉଥିବା ସମୟରେ ଲେଲିନ ମହାନ୍ତି ଅନ୍ୟ ପ୍ରସଙ୍ଗରେ ଉପରେ ତଥ୍ୟ ଉପସ୍ଥାପନ କରୁଛନ୍ତି ତାହା ଯୁକ୍ତିଯୁକ୍ତ କି, ମୁଁ ଜାଣିଛି ଲେଲିନ ମହାନ୍ତି ସୁପର ମିଛୁଆ, ଜୟ ଜଗନ୍ନାଥ ⭕❗⭕🙏🙏🙏🕉️🇮🇳🚩

    • @diptiranjan1194
      @diptiranjan1194 หลายเดือนก่อน +1

      😭

    • @Ssae528
      @Ssae528 หลายเดือนก่อน

      Lenin has stolen some.

    • @prasantakumarswain3419
      @prasantakumarswain3419 หลายเดือนก่อน +1

      କଥା ଗୁନ୍ଦେରେଇବା ପାଇଁ ଖାସ୍ ଲେଲିନ ମହାନ୍ତି କୁ ବିଜେଡ଼ି ପଠାଏ କିମ୍ୱା ଷ୍ଟୁଡ଼ିଓ ବାଲା ଡାକନ୍ତି ।

    • @prasantakumarswain3419
      @prasantakumarswain3419 หลายเดือนก่อน

      ରଘୁବୀର ଦାସ କମିଶନ୍ ଙ୍କ ରିପୋର୍ଟ୍ କାହିଁକି ସାର୍ବଜନୀନ କରା ଯାଉ ନାହିଁ ?

    • @prasantapanda1703
      @prasantapanda1703 หลายเดือนก่อน

      ​@@prasantakumarswain3419ଅପେକ୍ଷା କର ରଘୁବୀରଙ୍କ ରିପୋର୍ଟ ସର୍ବଜନିନ କରାଯିବ, 24 ବର୍ଷରେ ନବୀନ ପଟନାୟକ କଲା ନାହିଁ କିନ୍ତୁ ସରକାର ତ ଏବେ ନୂଆ ତେଣୁ କିଛିଦିନ ଅପେକ୍ଷା କର

  • @Odiaclasic
    @Odiaclasic หลายเดือนก่อน +29

    ଟାଉଟର ଲେଲିନ କୁ କାହିଁକି ଡାକିଛ, ପଚାର ତାକୁ ଆଜି କାହିଁକି ଲୁଙ୍ଗି ପିନ୍ଧିକି ଆସିନାହିଁ

  • @sunilbiswal9576
    @sunilbiswal9576 หลายเดือนก่อน +63

    ଲେଲିନ ମହାନ୍ତି ସବୁ ଠାରୁ ବଡ ଟାଉଟର ଆଉ ଚଢା, ଗାଲୁଆ ମଧ୍ୟ

  • @itsbikram24
    @itsbikram24 หลายเดือนก่อน +10

    ଅସଲି ଚାବି କୁଆଡେ ଗଲା ତଦନ୍ତ ହେଉ। ପୂର୍ବ ସରକାର ସମୟ ରେ କିଏ କଣ କରିଥିଲା ସବୁର ତଦନ୍ତ କରାଯାଉ।

  • @gadadharbehera2520
    @gadadharbehera2520 หลายเดือนก่อน +38

    ତମେ ନିଦ୍ରା ରେ ଥିଲେ 24 ବର୍ଷ ଶାସନ ରେ, ଖୋଲି ପାରିଲେ ନାହିଁ ଗାଲୁଆ ଲିଲନ ମାହାନ୍ତି

  • @pkpanda1371
    @pkpanda1371 หลายเดือนก่อน +36

    ବିଜେଡ଼ି ଦଳ ର ଏହି ମୁଖ ପାତ୍ର Lenin mohanty ଙ୍କ ପାଈଁ ବିଜେଡ଼ି ଦଳ ହାରିଛି। ଏହି ଲେନିନ ମହାନ୍ତି ସମ୍ବଲପୁର ଆସି ନିର୍ବାଚନ ବେଳେ ଖାଲି ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଗାଳି କରି ଆରାମ ରେ ଏସ କରୁ ଥିଲେ। ଏହି sir ଙ୍କୁ ଫାଲତୁ ଯୁକ୍ତି ରେ ନୋବେଲ ପୁରସ୍କାର ଦେବା କଥା।

    • @user-ws7jz1bv6g
      @user-ws7jz1bv6g หลายเดือนก่อน +3

      ଇଏ ବି ଗୋଟେ ଛୋଟମୋଟ Pandian

    • @rajud3603
      @rajud3603 หลายเดือนก่อน

      ​@@user-ws7jz1bv6g ହଇରେ ଶଳା ଜଣେ ରାଜ୍ୟ ପାଳ ର ପୁଅ ଆଉ ଝାଡ଼ଖଣ୍ଡରୁ ଆସିଥିବା ଗୁଣ୍ଡା ଙ୍କ ସହ ମିଶି ଆମ ଓଡ଼ିଆ ଅଫିସର କୁ ମାଡ ମାରିଲା ତା ବାବଦରେ କାଇଁ ଚୁପ୍ ଅଛ।।।। ଆସି କହିଲା କଣ ନା ପାଣ୍ଡିୟନ୍।।। ପାଣ୍ଡିୟନ୍ ବାଳ କୁ ସରି ହେବ ଆରେ ଶଳା

    • @basantasahu4553
      @basantasahu4553 หลายเดือนก่อน

      ​@@rajud3603 tu jaiki ta bala gane re sala 🤣😆😅

    • @rajud3603
      @rajud3603 หลายเดือนก่อน

      @@basantasahu4553 ତୁ ଯା ସେ ଝାଡ଼ଖଣ୍ଡୀ ର ପେଳ ଚାଟିବୁ

    • @basantasahu4553
      @basantasahu4553 หลายเดือนก่อน

      @@rajud3603 tu pandian Banda chapibu Jaa re peleipua 🤣😆😅

  • @MeghanandaSwain
    @MeghanandaSwain หลายเดือนก่อน +15

    ଲେଲିନ୍ ମହାନ୍ତି କୁ ପଚରାଗଲା କଣ ସେ ଉତ୍ତର ଦ ଉଚି କଣ ଗାଲୁଆ ମିଛୁଆ ବାହାପିଆ

  • @Odiaclasic
    @Odiaclasic หลายเดือนก่อน +28

    ପାଣ୍ଡୁ ଭୋର ଭୋର ରୁ ଯାଇ କିଛି ସୁନା କାଡି ନେଇଛି, ଆଉ ଚାବି ବି ତା ପାଖରେ

    • @prasnnapatra3519
      @prasnnapatra3519 หลายเดือนก่อน +1

      To ghare sabu ratna pandian rakhichhi are behya beljya Mane ete sabu hela pare puni sehi babi and pandian katha

    • @user-wi8je1li9t
      @user-wi8je1li9t หลายเดือนก่อน

      ​@@prasnnapatra3519Bhai mo matare cabi ki ratna vandara suna ki kichi chori haba sahaj nuhe

  • @FAKIRJENA-du2zs
    @FAKIRJENA-du2zs หลายเดือนก่อน +6

    ଲେନି ମହାନ୍ତି ଏକ ବାଚାଳ ଓ ଟାଉଟର ଭଳି ଲାଗୁଛି

  • @KarunakarDhani-eo2sl
    @KarunakarDhani-eo2sl หลายเดือนก่อน +5

    ମିଛୁଆ ମୁଖପାତ୍ର ବିଜେଡି ର ଲେଲିନ ମହାନ୍ତି। ଏହାର ମୁଖପାତ୍ର ରହି ରହି ଦିଆଗଲା।

  • @shibabehera3702
    @shibabehera3702 หลายเดือนก่อน +6

    ସଲା ଲେଲୀନ ମହାନ୍ତି କିଛି ଜାଣିଛି ତାଙ୍କୁ ପଚାରି ବୁଝ

  • @thirdeye9492
    @thirdeye9492 หลายเดือนก่อน +7

    ଏଇଟା ମେଣ୍ଢା ଜଗିବା ପାଇଁ ଯୋଗ୍ୟ ନୁହଁ....ନିର୍ଲଜ ପବନା ଭାଡୁଆଟା...ପାଦ ଚାଟି ପେଟ ପୋଷିବା ଲୋକ... ଏଇ ଗୁଡ଼ାଙ୍କୁ ଯଦି ଡାକିଦେ.. ଫଳ ଯାହା ହେବା କଥା ହେବ 😢😢😢

  • @manojdash99
    @manojdash99 หลายเดือนก่อน +2

    ଯଦି ପ୍ରଶାସନ ପାଖୁରୁ ଚାବି ହଜିଲା ଆଉ 2ଜଣଙ୍କ ପାଖେ ଥିବ ସେ ଚାବି ଗଲା କୁଆଡେ

  • @panchanangahan1702
    @panchanangahan1702 หลายเดือนก่อน +7

    No 1 super super Touter Lenin....😂😂

  • @basantapradhan3406
    @basantapradhan3406 หลายเดือนก่อน +4

    ଚୋର ଦଳଙ୍କ ଦଲାଲ ବିଳାପ କରୁଛି

  • @kananbiharipattanayak6602
    @kananbiharipattanayak6602 หลายเดือนก่อน +2

    ଲେନିନ୍ ରତ୍ନ ଭଣ୍ଡାର ଚୋରୀ ସହିତ ସାମିଲ ଅଛି।ଏ ଶାଳକୁ ପ୍ରଥମେ ପୋଲିସରେ ଦିଅ।

  • @user-ud1lp4oh5t
    @user-ud1lp4oh5t หลายเดือนก่อน +4

    ତମେ କାହିଁକି କଲ ନାହିଁ କୁହ ଗାଲୁଆ ତତେ ଯାହା ପଚାରଜାଉଛି ସେହିଆ କୁହ ତୁ ଓଡିଆ ଙ୍କୁ ବୋକା ଭାବନା ରେ ଲେଲିନ ତୁ ତାମିଲ ପାଦ ଚଟା

  • @pkpanda1371
    @pkpanda1371 หลายเดือนก่อน +8

    Lenin mohanty ନନ୍ଦିଘୋଷ TV channel ରେ ବସି ଖାଲି ବିଜେପି ଦଳ କୁ ଗାଳି କରୁ ଥିଲେ। ନବୀନ ପଟ୍ଟନାୟକ ଗୁଣ ଗାନ ଏତେ କରୁ ଥିଲେ ଯେ ଶୁଣି ଶୁଣି ଲୋକେ ବିରକ୍ତ ହୋଇ ଯାଉ ଥିଲେ। ନବୀନ ପଟ୍ଟନାୟକ ଙ୍କୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ Lenin mohanty, Lalit Mishra ନନ୍ଦିଘୋଷ TV channel ରେ ବସି ଫାଲତୁ କଥା ପ୍ରଚାର କରୁ ଥିଲେ।

    • @subashsamal3730
      @subashsamal3730 หลายเดือนก่อน

      BJP sarkar micha pratisruti odissa Janata bujhileni BJP hatao odissa bachao

    • @santoshthatoi8286
      @santoshthatoi8286 หลายเดือนก่อน

      25 Dina re bujhi gale au 25 barsha hela bujhileni dhanya​@@subashsamal3730

  • @samraytudu
    @samraytudu หลายเดือนก่อน +4

    ଜଷ୍ଟିସ ରଘୁବୀର ଦାସ ରିପୋର୍ଟ ଥିବନା ଓଡିଶା ଲୋକ ଜାଣିବେ, ଆପଣ ଲେଲିନ ବାବୁଙ୍କ ପରି ଗାଲୁଆ ଲୋକଙ୍କୁ ବସେଇବେ dibet ତ ଗାଲୁଆମୀରେ ଯିବ

  • @ranunayak5735
    @ranunayak5735 หลายเดือนก่อน +3

    ଲେଲିନ ମାହାନ୍ତି କଥା କୁହା କପିଳା

  • @user-xb5js1lj2r
    @user-xb5js1lj2r หลายเดือนก่อน +3

    ଲେନିନ୍‌ ମହାନ୍ତି ଭାଗନେଉଥିବା ସମସ୍ତ ଡିବେଟ୍‌ ଦେଖି ସେ ନିଜକୁ ନିଜେ ଆତ୍ମସମୀକ୍ଷା କରି କଥା କହିବା ଭଲ । କାରଣ ଅଭିମତଦେଉଥିବା ଶ୍ରୋତା କେହିବି ତାକୁ ପସନ୍ଦ କରୁନାହାନ୍ତି , ତଥାପି ସେ ନିର୍ଲଜ |

  • @odfactduniya
    @odfactduniya หลายเดือนก่อน +4

    ଚୋର ମୁହଁ ଟାଣ ପରି ଲେନିନି ବାବୁ ଙ୍କ କଥା ଗୁଡା ରୁ ଲାଗୁଛି।

  • @kalyanpanda5885
    @kalyanpanda5885 หลายเดือนก่อน +14

    ଲେନିନ ବାବୁ ଆଉ ଯାତ୍ରା କରନି

  • @sarojkumarsahoo9268
    @sarojkumarsahoo9268 หลายเดือนก่อน +2

    ଲୁଙ୍ଗି ପିନ୍ଧି ଘୁଷୁରୀ ପତ୍ର ଆଉ ହିୟମ ମହାପାତ୍ର ଆଉ ଛୋଟ ହାଥି କୁଆଡେ ଗଲ ହାରାମି ବିଜେଡି ର😂

  • @KrishnaSahoo-wi2kk
    @KrishnaSahoo-wi2kk หลายเดือนก่อน +9

    Magiha lenin mohanty

  • @nibarranjanbhuyan4568
    @nibarranjanbhuyan4568 หลายเดือนก่อน +2

    ଏ ଶଳା କେବେଠୁ ବିକ୍ରି ହେଇସାରିଛି
    ଏବେ ଭି ବେହିଆ ଭଳି ଗୋଡେଇ ହେଇକି ଅଛି ଆଉ ମିଛ ବାକ୍ୟ ବାଣ କରୁଛି.

  • @pravatkumarmishra9760
    @pravatkumarmishra9760 หลายเดือนก่อน +2

    ଚାବି କେଲେଙ୍କରି b j d ଚାଲ

  • @smrutiranjandas6573
    @smrutiranjandas6573 หลายเดือนก่อน +8

    ଲେଲିନ ମହାନ୍ତି କାହାକୁ କୁହାଇ ଦେବେନି

  • @user-wh4kq1qk8o
    @user-wh4kq1qk8o หลายเดือนก่อน +3

    News 7, ବିଜେଡି ପେଳ ଚଟା ଚ୍ୟାନେଲ, ରତ୍ନ ଭଣ୍ଡାର ଚାବି ନବୀନ ହଡ଼ପ କରିଛି, ଏ କଥା ଲେଲିନି ଓ ସୁଲତାଦେଓ ମିଚି ମିଛି କାମ କରିଛନ୍ତି।

  • @prakashpanigrahi6393
    @prakashpanigrahi6393 หลายเดือนก่อน +3

    ବିଜେଡି 24 ବର୍ଷରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛି ତାର ଆତ୍ମ ସମୀକ୍ଷା ପ୍ରଥମେ କରିବା ଦରକାର

  • @srisaidesignvastu9209
    @srisaidesignvastu9209 หลายเดือนก่อน +1

    ନବୀନ ପଟ୍ଟନାୟକ କେବେ ଭୂଲ ସ୍ବୀକାର କରିବେ ?ବଡ଼ କୁହା ଗଲେ କୁଆଡେ଼ ଯବାବ ଦିଅ !

  • @banambarparida1656
    @banambarparida1656 หลายเดือนก่อน +2

    ଲେନିନ ମହାନ୍ତି ଆଲୋଚନା କୁ ଆସି ପୂର୍ବ ପ୍ରସ୍ତୁତି ସହ ଆସି ପଶ୍ନର ସଠିକ ଉତ୍ତର ଦିଅନ୍ତୁ।ଅଯଥା ସମୟ ଅପଚୟ କରି ପ୍ରଶ୍ନକୁ ଏଡାଇ ନଯାନ୍ତୁ।

  • @tnanda1432
    @tnanda1432 หลายเดือนก่อน +4

    ରତ୍ନ ଭଣ୍ଡାରରୁ ସବୁ ସଫା କରି କଳାକନା ବୁଲେଇ ଦେଲେ, ଚାବି ହଜେଇ ଦେଲେ, କହିଦେଲେ ଭିତରେ ସାପ ଅଛି ହୁସିଆର।

  • @kananbiharipattanayak6602
    @kananbiharipattanayak6602 หลายเดือนก่อน +2

    ଲେନିନ୍ ମହାନ୍ତି ଯଦି ଠିକ୍ ଲୋକ ହୋଇଥିବ, କମେଟଗୁଡିକୁ ପଢ। କେବେ ବି ଡିବେଟକୁ ଆସିବାକୁ ଇଛା କରିବ ନାହିଁ। ଅଜ୍ଞାନର କୋଉଠିକାର।

  • @DinabandhuNaik-yw1xs
    @DinabandhuNaik-yw1xs หลายเดือนก่อน +2

    ରତ୍ନ ବିଜେଡି ଚୋରି କରିଛି

  • @KarunakarDhani-eo2sl
    @KarunakarDhani-eo2sl หลายเดือนก่อน +2

    ଏତେ ଦିନ ଅର୍ଜିତ ପଶାୟତ ଅଧ୍ୟକ୍ଷ ରହି କେତେ ଦରମା ନେଇଛନ୍ତି ଓ କଣ କରିଛନ୍ତି। କିଛି ବି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇନାହାନ୍ତି। ଆମେ ଭାବିଥିଲୁ ଜଣେ ଜଣାଶୁଣା ଭଲ ବିଚାର ପତି ଥିଲେ, କିନ୍ତୁ କାହା ଚାପରେ କାହିଁକି କିଛି କଲେନାହିଁ।

  • @ajaybadjena6799
    @ajaybadjena6799 หลายเดือนก่อน +4

    ଲେଲିନି ମହାନ୍ତି ପ୍ରଥମେ କୁହନ୍ତୁ ରନ୍ତ୍ରଭଣ୍ଡାର ଚାଵି କୁଆଡେ ଗଲା କି,କଣ ପାଇଁଚାବି ଭଙ୍ଗା ଗଲା କି ମ ନବିନ ସରକାର ରଘୁବିର ଦାସଙ୍କ ତଦନ୍ତ ରିପୋର୍ଟକୁ କଣ ପାଇଁ ଚାପି ରଖିଥିଲେ,କି

  • @user-jf6hy3qs2j
    @user-jf6hy3qs2j หลายเดือนก่อน +11

    Lenin babu jani siania .justice raghubir das ka report kuade gala aga kahantu.Khali t.v re muha dekheibaku bhasan maruchanti.

  • @santoshkumarmishra2620
    @santoshkumarmishra2620 หลายเดือนก่อน +1

    ବଡ ଠାକୁର ଙ୍କୁ କିଛି ବିଜେଡି ସେବାୟତ ପକେଇ ଦେଲେ. ଫଳ ଅବଶ୍ଯ ତତ୍ କ୍ଷଣାତ ପାଇଗଲେ.

  • @sanjaytripathy9675
    @sanjaytripathy9675 หลายเดือนก่อน +2

    ବିଜେଡି ଚୋର ନେଇଛନ୍ତି।

  • @trilochanaprusty5631
    @trilochanaprusty5631 หลายเดือนก่อน +2

    ସଳା ଲେଳୀନୀ ମାହାନ୍ତି ବାଳ କହୁଛି

  • @AshokPanda-qt4qn
    @AshokPanda-qt4qn หลายเดือนก่อน +3

    Lenin Babu APANA Jane Sikhit Byakti Separi Byaktabya Debapain Anurodha Jai Jagannaatha 🙏

  • @prasantakumarswain3419
    @prasantakumarswain3419 หลายเดือนก่อน +2

    ଲେଲିନ ମହାନ୍ତି କହୁନାହାନ୍ତି ତାଙ୍କ ସମୟରେ କାହିଁକି ଖୋଲା ଗଲା ନାହିଁ ? ଜୋତା ଚଟେଇବା ପ୍ରସଙ୍ଗ ବହୁତ ପରେ ଆସିଲା, ତା ପୁର୍ବରୁ କଣ କହିଥାଆନ୍ତେ ?

  • @kalyanpanda5885
    @kalyanpanda5885 หลายเดือนก่อน +9

    ବିଜେଡି କମିଟି ପାଣ୍ଡୁ ର

  • @kananbiharipattanayak6602
    @kananbiharipattanayak6602 หลายเดือนก่อน +2

    ତମେ ଶଳା ୨୪ବର୍ଷରେ ଯାହା କରିପାରିଲ ନାହିଁ, କମ୍ ସମୟରେ ବିଜେପି କରି ଦେଖାଇଲା। ସହ୍ୟ କରି ପାରୁନାହଁ ନା! ବିଷ ଖାଇଦିଅ ାନଚେତ୍ ସମୟକୁ ଧୈଯ୍ୟର ସହିତ ଅପେକ୍ଷା କର ା

  • @BimbadharMangaraj
    @BimbadharMangaraj หลายเดือนก่อน +2

    ଏ ସବୁ ବିଲୁଆ ବିଚାର ଭଳି
    ଲାଗୁଛି ଚୋର ସବୁ ବେଳେ ଗାଲୁ
    ଗପ କୁହେ

  • @ChittaranjanDalai-rn6hi
    @ChittaranjanDalai-rn6hi หลายเดือนก่อน

    ସେଇ ଲୀଳା ମୟ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ସମସ୍ତେ ଗୁହାରି କରନ୍ତୁ
    ଚାବିକାଠି କୁଆଡେ଼ ଗଲା ସେ ନିଶ୍ଚୟ କରିଦେବେ ।

  • @sukantatripathy1282
    @sukantatripathy1282 หลายเดือนก่อน +1

    ଏଇଟା ଲୀଳା ନୁହେଁ କୀଳା, ସାର୍ବଜନୀନ ସବୁ ହେବା ଠିକ ନୁହେଁ। କେବଳ ରାଜନୀତି ଚାଲିଛି। ସାଧାରଣ ଲୋକ କେହି ଜଣେ ବି ଚାହୁଁ ନାହାନ୍ତି।

  • @sureshdash8597
    @sureshdash8597 หลายเดือนก่อน +7

    Bjd chora kan kahibe

  • @SumantaKumarPradhan-dm1tk
    @SumantaKumarPradhan-dm1tk หลายเดือนก่อน +2

    ଲୁଙ୍ଗି ମହାନ୍ତି ଟାଉଟର୍ କୁ କାହିଁକି ଡିବେଟ୍ କୁ ଡାକୁଛନ୍ତି.?

  • @sanjaytripathy9675
    @sanjaytripathy9675 หลายเดือนก่อน +2

    ଏ ଲେନିନ ମହାନ୍ତି ବଡ ଡକାୟତ।

  • @jagannathpatnaik8409
    @jagannathpatnaik8409 29 วันที่ผ่านมา

    ନବୀନ ପଟ୍ଟନାୟକ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ ଚେଷ୍ଟା କରିଥଲେ ସେତେବେଳେ ରତ୍ନ ଭଣ୍ଡାର ଖୋଲିବା ଆବଶ୍ୟକତା ଥିଲା ନା ରାଜ୍ୟ ର ଅନ୍ୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଗୂରୁତ୍ବ ଦେବ।

  • @benudharpatra9256
    @benudharpatra9256 หลายเดือนก่อน

    ରଘୁବୀର ଦାସ ନିଜେ କିଛି ଦିନ ତଳେ ଏହି ରିପୋର୍ଟ ର କିଛି ଅଂଶ ଜନ ସାଧାରଣ ଙ୍କୁ ବ୍ୟକ୍ତ କରିସାରିଛନ୍ତି ।
    ସେଥିରେ ସେ ନିଜେ ନିଜର ଅସହାୟ ପ୍ରକାଶ କରିଛନ୍ତି ।

  • @Razmirror
    @Razmirror หลายเดือนก่อน +4

    ଗାଲୁଆ ଲେଲିନି୍ ମହାନ୍ତି

  • @srisaidesignvastu9209
    @srisaidesignvastu9209 หลายเดือนก่อน

    ବାତ୍ୟା ବେଳେ ଚାବି ହଜିଗଲା ନବୀନ ପଟ୍ଟନାୟକ କହୁଛନ୍ତି

  • @rjsoy4432
    @rjsoy4432 หลายเดือนก่อน +1

    ଳେଳିନ୍ ମହାନ୍ତି 😂😂 Lol Mohanty ମହା ନାଡ଼ୁଆ touter 😂😂😂

  • @Ramu-hl2gu
    @Ramu-hl2gu หลายเดือนก่อน

    ଚାବି ହଜିବା ପ୍ରସଙ୍ଗ ନେଇ ବର୍ତମାନ ସରକାର FIR କରୁ ନାହାନ୍ତି, ଏହା ସରକାର ଙ୍କ ର ତୁର୍ଟି

  • @arabindamishra4045
    @arabindamishra4045 หลายเดือนก่อน

    ଶ୍ରୀମନ୍ଦିର ମହାପ୍ରଭୁ ଙ୍କ ଭିତର ରତ୍ନ ଭଣ୍ଡାର ର ଚାବି ନ ମିଳିବାକୁ ନେଇ ଅନେକ ବାଦ ବିସମ୍ବାଦ ହୋଇ ସାରିଲାଣି। ଏହାର ଆଗକୁ ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ମୋର ମତ କାରଣ ଏହା ମଧ୍ୟରେ ନୂତନ ପ୍ରଶାସନ ଓ ତଦାରଖ କମିଟି ଦ୍ୱାରା ତାଲା ଭଙ୍ଗା ଯାଇ ସାରିଲାଣି। ରତ୍ନ ଭଣ୍ଡାର ର ଗହଣା ଓ ରତ୍ନ ଠିକ ଠାକ ଅଛିକି ନାହିଁ ତାହା ଆଗକୁ ରତ୍ନ ଗଣତି ମଣତି ପରେ ସ୍ପଷ୍ଟ ହେବ।

  • @AtulDash-o6r
    @AtulDash-o6r หลายเดือนก่อน +1

    ଚାବି ଚାବି ହଉଚ କାହିଁ ମୁଖିଆକୁ ଧରୁନହଁ

  • @birbalbagh7624
    @birbalbagh7624 หลายเดือนก่อน +1

    Làlin ମହାନ୍ତି ବାଳ ତାକୁ ଲଜ୍ଜ୍ୟା ଲାଗୁନି ତାଉତର

  • @santoshkumarmishra2620
    @santoshkumarmishra2620 หลายเดือนก่อน

    ଚାବି ମହାନ୍ତି ଘରେ ଅଛି

  • @ganeswarsahu7552
    @ganeswarsahu7552 หลายเดือนก่อน +4

    କଣ ହୋଉଛି ଏ ସବୁ ଜୟ ଜଗନ୍ନାଥ 🙏🙏🙏🙏

  • @NilamaniSahu-de9rl
    @NilamaniSahu-de9rl หลายเดือนก่อน

    ଚାବି କୁଆଡେ ଗଲା ଏହି କଥା ବର୍ତ୍ତମାନ ଘାଣ୍ଟିବା ଦରକାର ନାହିଁ। ଗଣତି ହେଲା ପରେ ଯଦି ହେରଫେର ଜଣା ପଡ଼େ ତେବେ ତଦନ୍ତ ଆବଶ୍ୟକ।

  • @ranjanmallick6797
    @ranjanmallick6797 หลายเดือนก่อน

    ରତ୍ନ ଭଣ୍ଡାର ଖୋଲା ଗଲା ସ୍ୱାଗତ କିନ୍ତୁ ଲୁଟ ନହେଉଁ ଜଗନ୍ନାଥ ଙ୍କ ଅଳଙ୍କାର

  • @bhoibiswanath4
    @bhoibiswanath4 หลายเดือนก่อน +1

    ଲଳିନ ସବୁଠାରୁ ଠକ

  • @manojdash99
    @manojdash99 หลายเดือนก่อน

    ଚାବି 3ସେଟ୍ ଗୋଟେ କଲେକ୍ଟର ଆଉ ଗୋଟେ ରାଜା ଆଉ ଗୋଟେ ମେକର

  • @myladlirudrancy3349
    @myladlirudrancy3349 หลายเดือนก่อน

    ଭାଇ ଲେଲିନ ମହାନ୍ତି ଭଗବାନ ଙ୍କୁ ଟିକେ ଡର।

  • @user-tz2yp2gj3u
    @user-tz2yp2gj3u หลายเดือนก่อน +1

    ବିଜେଡି ଓ କଂଗ୍ରେସର ଏବେ ନିଦ ଭାଙ୍ଗିଲା ବିଜେପି ରତ୍ନ ଭଣ୍ଡାର ଖୋଲିଲା ବେଳକୁ ଏମାନଙ୍କ ଗାଣ୍ଡି ଫାଟି ବସିଲାଣି

  • @sadanandasahoo3707
    @sadanandasahoo3707 หลายเดือนก่อน

    ରାଜନୈତିକ ବିଶେଷଜ୍ଞ ରତ୍ନ ଭଣ୍ଡାର ଚାବି ଉପରେ କି ଟିପ୍ପଣୀ ଦେବେ। ରାଜନୈତିକ ଲୋକ ବି କି ଟିପ୍ପଣୀ ଦେବେ ନା ସମାଧାନ।ଚାବି ରଖିବା ଓ ହସ୍ତାନ୍ତର ପ୍ରକ୍ରିୟା ବିଷୟରେ ଜ୍ଞାନଥିବା ବ୍ୟକ୍ତି ବିଶେଷଙ୍କ ଡାକି ଆଲୋଚନା କରିଲେ ଭଲ ହୁଅନ୍ତା । ସବୁ ପାଇଁ ଆଇନ ଅଛି।‌ସେ ଆଇନ ବିଷୟରେ ଧାରଣା ଥିବା ଲୋକଙ୍କୁ ନେଇ ଆଲୋଚନା କର

  • @subhalaxmipothal5314
    @subhalaxmipothal5314 หลายเดือนก่อน

    BJP ସାରା ଦେଶରେ ବାଳ କାମ କରିଛି ଯେ ଲୋକେ ତାଙ୍କ କାମରେ ବିଶ୍ୱାସ କରିବେ।

  • @MuraliParida-nh8ix
    @MuraliParida-nh8ix 26 วันที่ผ่านมา

    ,😊ଶଳା ଲେଲିନ ମହାନ୍ତି ଙ୍କୁ ଗୁଳି
    କରିଦେଲେ ଗୋଟିଏ କଳା ପାହାଡ
    ମରିବ. ଏଇ ଶଳାଟା ସବୁ ଜାଣିଛି

  • @ghasiramdalapati523
    @ghasiramdalapati523 หลายเดือนก่อน +1

    ଲେଲିନ ମହାନ୍ତି କୁ ଖାଲି ଚପଳ ମାଡ ଦରକାର ଅଛି ଶଳା ହାରାମି କୁକୁର

  • @prakashmahapatra2182
    @prakashmahapatra2182 หลายเดือนก่อน

    ବିଜେଡି ର ଲେନିନ ମହାନ୍ତି ବୋଧେ ଜାଣିଛନ୍ତି. କାରଣ ସେ କହିପାରିବେ.

  • @subhalaxmipothal5314
    @subhalaxmipothal5314 หลายเดือนก่อน

    ଆଗ ରଘୁବର ଦାସ କମିଟି ସାର୍ବଜନୀନ ନକରି ରତ୍ନ ଭଣ୍ଡାର କାହିଁକି ଖୋଲାଗଲା? ଗଣତି ମନତି ସରିବା ବେଳକୁ ରଘୁବର ଦାସ କମିଟି ରିପୋର୍ଟ କୁ BJP ବଦଳେଇ ଦେଇ ସାରିକି BJD ମୁଣ୍ଡରେ ଅଠା ବୋଳିବ ନିଶ୍ଚୟ।କାରଣ BJP ବାଲା କେବେବି ବିଶ୍ୱାସ ଯୋଗ୍ୟ ନୁହନ୍ତି।

  • @AtulDash-o6r
    @AtulDash-o6r หลายเดือนก่อน

    କଲେକ୍ଟର୍/. . Cm ଓରିଗିନାଲ ଚାବି ଲୁତ୍ କରିଛନ୍ତି

  • @pitambrarout8724
    @pitambrarout8724 หลายเดือนก่อน

    ତୁମର କାମ କିଛି ନାହିଁ ବୋଧେ !
    ଭଲରେ ମନ୍ଦ ଖୋଜିବା ତୁମର କାମ ।
    ନବୀନ ବାବୁଙ୍କୁ କୁହ,ଉତ୍ତର ଦେବେ

  • @SandhyaBehera-xk6nk
    @SandhyaBehera-xk6nk หลายเดือนก่อน

    ପ୍ରଥମେ ରଘୁବୀର ଦାସ କମିଟି କୁ ସାର୍ବଜନୀନ କରି, ତାପରେ ରତ୍ନ ଭଣ୍ଡାର ଖୋଲିବା ର ଥିଲା।
    ଅନୁରୂପ ଭାବେ ଆଗ ତାଲା ର ରହସ୍ୟ କୁ ମଧ୍ୟ ଉନ୍ମୋଚନ କରିବାର ଥିଲା। ନୂଆ ସରକାର palitical milege ନେବା ପାଇଁ ଆସୁ ଆସୁ ଯେଭଳି ତାଲା କୁ ଭାଙ୍ଗି ଦେଲେ, ତାହା ହୁଏ ତ ନୂଆ ସରକାର ପାଇଁ ବୁମେରାଙ୍ଗ ହୋଇ ପାରେ।

  • @anantakishornayak1073
    @anantakishornayak1073 หลายเดือนก่อน

    ପୁଣି ଲେଲିନ ମହାନ୍ତି ପରି ବାହାପିଆକୁ ଆଣି ବିଜେଡିକୁ ବୁ ଡାଇ ଦିଅ।

  • @jagannathpatnaik8409
    @jagannathpatnaik8409 29 วันที่ผ่านมา

    ଅସଲି ଚାବି ମୋଦୀ ନେଲା।

  • @kedarbiswal4575
    @kedarbiswal4575 หลายเดือนก่อน

    ବେନିନ - ବିଜେପି ଖୋଲିଲା ଗଣତି ମଣତି ପରେ ମେଳକ କରିବେ।
    କିନ୍ତୁ ବିଜେଡି କାହିଁକି ଚାବି ତଦନ୍ତ କରି ନଥିଲେ ?
    ରତ୍ନଭଣ୍ଡାର କାହିଁକି ଖୋଲୁ ନଥିଲେ ?

  • @trilochanpatnaik6321
    @trilochanpatnaik6321 หลายเดือนก่อน

    Justice Raghubir Das ଙ୍କ ରିପୋର୍ଟ ତ BJD ମୁଖିଆ ବା ତାଙ୍କ ନେତା ମାନେ ତ ନିଜ ଘରକୁ ନେଇ ନ ଥିବେ, ତାହା ଲୋକସେବା ଭବନ ରେ ଥିବ। ମୋହନ ସରକାର ତାହାକୁ ଯଥା ଶୀଘ୍ର ଲୋକ ଲୋଚନ କୁ ଆଣୁ ନାହାଁନ୍ତି କାହିଁକି।

  • @sanjaytripathy9675
    @sanjaytripathy9675 หลายเดือนก่อน

    ବଡ ଠାକୁର ପଡି ନାହାନ୍ତି ତାଙ୍କୁ ପକାଇ ଦିଆଯାଇଛି। ଏହା ମଣିଷ କୃତ୍ୟ। ରତ୍ନ ଭଣ୍ଡାର ଖୋଲିବ ବୋଲି ଏହାକୁ କରି ଦିଆ ଯାଇଛି।

  • @kananbiharipattanayak6602
    @kananbiharipattanayak6602 หลายเดือนก่อน +1

    ଲେନିନ୍ ଗାଲୁ ମାରୁଛି।

  • @DinabandhuNaik-yw1xs
    @DinabandhuNaik-yw1xs หลายเดือนก่อน

    ଶୁଭଲଷ୍ମୀ ପୋଥାଳ ବିଜେଡି ର ଗିହା ଦିଆ ମିଶନ ଶକ୍ତି ନାରୀ ସେ ବିଜେଡି ର ଟଙ୍କା ଖିଆ

  • @MaheswarJena-ed6db
    @MaheswarJena-ed6db 23 วันที่ผ่านมา

    ଲେଲିନ ମହିନ୍ତି ଖାଲିମିଛୁଆ ନୁ୰ହ ସେ ସୁପର ସୁପର ମ

  • @user-bk4qq7sj8j
    @user-bk4qq7sj8j หลายเดือนก่อน

    ସେଭେବନ୍ news ଗଲୁଆ B j d ନେତାଙ୍କୁ ବସାଇ ପାଗଳାମି କରୁଛି ।

  • @AshokBehuria-ou6tu
    @AshokBehuria-ou6tu หลายเดือนก่อน +1

    ଆରେ ଗବଗଣ୍ଡୁ ଦଳ ମୁ ଆଗରୁ କମେଟ ରେ ଦେଇଥିଲି ଅଜବି ଦେଉଛି, ଆମର ଉପ ମୁଖ୍ୟ ମନ୍ତ୍ରୀ ଆଉ ଆଇନି ମନ୍ତ୍ରୀ କହିଲେ ଏ ହେଉଛି ପ୍ରଭୁଙ୍କ ଲୀଳା ନିଜର ଅଯୋଗ୍ୟ ପଣକୁ ଲୁଚିବା ପାଇଁ ସବୁ କଥାରେ ପ୍ରଭୁଙ୍କ ଉପରେ ଦୋଷ ଦିଅ ହଉଚି, ଏଠି ଆଉ ଦୋଷ କାହାର ନାହିଁ, ଲାଜନାହିଁ ତୁମ ମୁହଁକୁ, ସେଥିପାଇଁ ଆମକୁ ଡାକ ଠିକ ଜବାବ ପାଇବେ 🌹

  • @gajendranathjena356
    @gajendranathjena356 หลายเดือนก่อน

    ଲେଲିନ୍ ମହାନ୍ତି ବିଜେଡି ପ୍ରବକ୍ତା ବେକାର କଥା କହୁଛି ଚାବି ହଜିଲା ନବୀନ ଶୁଣି ସରକାର ଥାଇ କିଛି ବୁଝିଲାନି କଲେକ୍ଟର କୁ ପଚାରି ଦଣ୍ଡିତ କଲାନି ପୁରା ସାଧା କଥା ନୋଲିନ୍ ମିଛ ଓ ଗଣ୍ଡଗୋଳରେ ଜଡ଼ିତ କଥା ନବୀନ ସରକାର ବିଶ୍ବାସଘାତକତା କରିଛନ୍ତି ବୋଲି ଓଡ଼ିଶାଜାଣୁଛି ଚବିଶ ବର୍ଷ ମଧ୍ୟରେ ଗବୀଖୋଲିଲେନି😂😊😢😂❤❤❤😂😢😮😅😊

  • @user-fb8fb5qc2n
    @user-fb8fb5qc2n หลายเดือนก่อน

    ଉଭୟ ବିଜେଡ଼ି ଓ ବିଜେପି ୨୦୦୦ ରୁ ୨୦୦୯ ଯାଏ ସରକାରରେ ଥିଲେ।ଏଥି ପାଇଁ ସେହିମାନେ ଦାୟୀ।ଓଡ଼ିଶା ବାସୀଙ୍କୁ ମେଣ୍ଢା କରି ଏହି ଦୁଇ ଦଳ ଦୀର୍ଘ ୨୪ବର୍ଷ ହେଲା କରି ରଖି ଛନ୍ତି।ରତ୍ନ ଭଣ୍ଡାର ରେ ଗଚ୍ଛିତ ଥିବ ରତ୍ନ ହେଉଛି ରାଜାର ସମ୍ପତି।ଓଡ଼ିଶାର ଅସଲ ସମ୍ପତି ଅଣଓଡ଼ିଆ ମାନେ ଲୁଟ କରି ଚାଲିଛନ୍ତି ଓ କରିବା ପାଇଁ ଟେକି ବସିଛନ୍ତି।ଏହା ବନ୍ଦ୍ ହେବା କି।ଓଡ଼ିଶାର ନଦୀ,ସମୁଦ୍ର,ଖଣି,ଜଙ୍ଗଲ,ପାହାଡ,ବିମାନବନ୍ଦର ଆଦି ନେବା ପାଇଁ ଆଦାନୀ ଏନେଇ ବସିଛି।ଏହାକୁ ସରକାର ରୋକି ପାରିବେ କି?।ଏହି ରତ୍ନ ଭଣ୍ଡାର ହିଁ ଓଡ଼ିଶା ଲୋକଂକ ତେଲ ଲୁଣ ସଂସାର ପାଇଁ କାମରେ ଲାଗିବ।ପୁରୀ ରତ୍ନ ଭଣ୍ଡାର ଓଡ଼ିଶା ଲୋକଂକ କୌଣସି କାମରେ ଲାଗିବ ନାହିଁ।ଏହା ଗଣତି ହୋଇ ପୂର୍ବ ଭଳି ରହିବା। ପୁରାଣ ଅନୁସାରେ ଯେଁଉ ଠାକୁର ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଥିଲେ,ବନ୍ଧୁ ମହାନ୍ତି କୁ ରତ୍ନ ଥାଳି ରେ ଅନ୍ନ ପରିସି ଥିଲେ,ରଘୁ ଅରକ୍ଷିତ କୁ ବଞ୍ଚାଇଥିଲେ।ଭକ୍ତ ବଳରାମ ର ଇଜ୍ଜତ ରଖି ଥିଲେ।ସେହି ଠାକୁର ତାଙ୍କ ରାଜ୍ୟର ଦୁର୍ଦ୍ଦଶାରେ ଖୁସି ନ ଥିବେ।ଜଗନ୍ନାଥ ଙ୍କୁ କେନ୍ଦ୍ର କରି ଯାହା ସବୁ ଗଡି ଉଠିଛି ତାହା ରାଜକୀୟ ଅହଂକାର ଛଡ଼ା ଆଉ କିଛି ନୁହଁ।ଜଗନ୍ନାଥ ଙ୍କ ଦାସ ରୂପେ ପରିଚୟ ଦେଇ ନିଜେ ଶାସନ କରିବା ଏକ ସହଜ ଉପାୟ।ଠିକ୍ ଆଜିର ସରକାର ମାନେ ଠାକୁରଙ୍କୁ ଆୟୁଧ କରି ଓଡ଼ିଶା ବାସୀ ଙ୍କୁ କାଙ୍ଗଲ କରି ରଖିବା ରେ ଆରେକୁ ଆରେକ ଧୁରନ୍ଧର।ଲୋକଙ୍କର ଆସ୍ଥା ଓ ବିଶ୍ୱାସ କୁ ସଉଦା କରିବାରେ ଏମାନେ ପ୍ରତି ଯୋଗିତ କରୁଛନ୍ତି।ଲୋକଂକ ଠାକୁରଙ୍କ ପ୍ରତି ଭାବପ୍ରବଣ ତାକୁ ଉତ୍ତେଜିତ କରି ନିଜର ରାଜନୀତିକ ରୁଟି ସେକୁଛନ୍ତି।ଆମେ ସାଧାରଣ ଲୋକେ ସମୟର ଆବଶ୍ୟକତା କୁ ବୁଝିବା ଦରକାର।ଜଣା ନାହି ଆମେ ହେଜି ବା କେବେ?

  • @user-wh4kq1qk8o
    @user-wh4kq1qk8o หลายเดือนก่อน

    ଆଲୋ ଘୋଡ଼ା ଗେହୀ ସାମ୍ବାଦିକା, 24ବର୍ଷ ର ନବୀନ ସରକାର ର କର୍ମଚାରୀ ହେଲେ ମାଲିକ ଆଉ ନବୀନ ଓ ତାଙ୍କ ସରକାର ଚାକର ସବୁ, ମାଲିକ କୁ ପ୍ରଚାର 24ବର୍ଷ ରେ ଚାବି ହଡ଼ପ କରିଛି କିଏ? ଲେଳିନୀ ମହାନ୍ତି ଗାଲୁଆ (ମାଓ ବାଦି) ଆଉ କଂଗ୍ରେସ୍ ମୁଖ ପାତ୍ର ଙ୍କୁ ଲଜ୍ଜ୍ୟା ଲାଗୁନି କି ବିଷ ମିଳୁନି?

  • @arjunaswain9771
    @arjunaswain9771 หลายเดือนก่อน

    ସାରା ବିଶ୍ଵର ବଡ ଦାୟିତ୍ଵର ଚାବି ରତ୍ନ ଭଣ୍ଡାର ଚାବି । କିଏ ବା କାହିଁକି ତାହାକୁ ସାଧାରଣ ଭାବିବ !? ଯିବେ କୁଆଡେ ? ଜଗା ଜାଲରେ ନିଶ୍ଚୟ ପଡିବେ ।

  • @srikantsahoo6563
    @srikantsahoo6563 หลายเดือนก่อน

    ଅଯୋଗ୍ୟ bjd ଦଳ ୨୪ବର୍ଷ ଶାସନ ରେ ଥରେ ଖୋଲି ପାରିଲେନି ଆନୁଷ୍ଠାନିକ ଭାବେ।ଲୁଚେଇକି ଯଦି ଖୋଲିକି କଣ ନେଇଥିବେ।ଆଜି ଚାଲି ଆସିଲେ ଭାଷଣ ଦେବାକୁ।

  • @dolagobindasahoo9267
    @dolagobindasahoo9267 29 วันที่ผ่านมา

    ଗାଁ ଗହଳିରେ ଲୋକେ ଗୋଟିଏ ଆପ୍ତ ବଚନ କୁହନ୍ତି " ଚୋର ମୁହଁ ଟାଣ" ।ଆଜି ତାହା ସତ୍ୟ ବୋଲି ପ୍ରମାଣିତ ହେଲା ।

  • @ramprasadpanda1056
    @ramprasadpanda1056 หลายเดือนก่อน +2

    Biswa toutar Lenin mohanty

  • @kshirodripradhan1031
    @kshirodripradhan1031 หลายเดือนก่อน

    ମୋଦି କୁ 1985,86 ଜଣା ନାହିଁ ଚାବି ଏହା ସବୁ ଫାଲତୁ ଆଲୋଚନା ମିଡିଆ Timepass

  • @anantakishornayak1073
    @anantakishornayak1073 หลายเดือนก่อน

    ଲେଲିନ୍ କହୁଥିଲା ୪ ତାରିଖରେ ଆମେ ସରକାରକୁ ଆସିବୁ,ପୁଣି ସେ ଆସି ଡିବେଟ୍ କରିବେ,ଚୋଠା କୋଉଠି କାର।

  • @lunapattanayak3283
    @lunapattanayak3283 หลายเดือนก่อน

    ଓଡିଶା ବାସୀକଂର ଏଥିରେ କିଛି ଦେଣ ନେଣ ନାହିଁ

  • @subhalaxmipothal5314
    @subhalaxmipothal5314 หลายเดือนก่อน

    ୧୯୮୫ ରେ ଶେଷ ଥର ପାଇଁ ରତ୍ନ ଭଣ୍ଡାର ଖୋଲା ଯାଇ ଥିଲା।ସେତେବେଳେ ବିଶ୍ଵ ଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ। ସେ ଚାବି ନେଇ ତା ଘରେ ରଖିକି BJD କୁ ଦୋଷ ଦେବା ପାଇଁ ସେ ଓ ତା ପୁଅ ଷଡ଼ଯନ୍ତ୍ର କରିଛନ୍ତି। ସେହିଁ ଅସଲ ତାଉଟର।

  • @kumarmitanofficial9631
    @kumarmitanofficial9631 หลายเดือนก่อน

    300 ୟୁନିଟ୍ ମାଗଣା ବିଜୁଳି ବିଷୟରେ କଣ ପାଇଁ ଆଲୋଚନା ହେଲା ନାହିଁ. କେବେ ମିଳିବ ସେ କଥା କୁହ