Kankada chara kebe miliba kenamilba
Kankada miliba ki daily 4/5qintal
Kou jaga ru aapn khuchanti
ଆଜ୍ଞା ଭିଡିଓ ଭଲ ଲାଗିଲା କିନ୍ତୁ ଅଧା ରହିଗଲା ମନେ ହେଉଛି
ନମସ୍କାର ଆଦିତ୍ଯ ବାବୁ । ମତାମତ ପାଇଁ ଧନ୍ୟବାଦ । କାଙ୍କଡ ବିଷୟରେ ଆଉ ୧- ୨ ଟି ଭିଡିଓ ଏହି ଜୀବନ ପଥ ଚ୍ଯାନେଲ ରେ ଆଗରୁ ଦିଆଯାଇଅଛି । ଦେଖିବାକୁ ଅନୁରୋଧ । ଭିଡିଓ ଗୁଡିକୁ ଅନ୍ୟମାନଙ୍କୁ ସେଆର କରିବାକୁ ମଧ୍ୟ ଅନୁରୋଧ ।
Sir Kati putla Chara monjiru hebaki nai kuhoo ntu
କଟି ପୋଟଳ କଣ, ବୁଝି ହେଲା ନ।ହିଁ । ମଞ୍ଜି ଚାରା ଅପେକ୍ଷା, ଡାଳରୁ ପ୍ରସ୍ତୁତ ଚ।ରା ଭଲ । କିନ୍ତୁ ସବୁଠାରୁ ଭଲ ହେଉଛି, ଚେରରୁ ପ୍ରସ୍ତୁତ ଚାରା ।
Bai muje kantola chara mileage ?
Sir chara kemiti miliba
male and female gotay gachare
hela ni ki
କାଙ୍କଡ ଓ ପୋଟଳରେ ମାଈ ଓ ଅଣ୍ଡିରା ଅଲଗା ଗଛ ହୋଇଥାଏ । ୯ ଟି ମାଈ ଗଛରେ ୧ ଟି ଅଣ୍ଡିରା ଗଛର ଆବଶ୍ୟକତା ଥାଏ ।
Kou root Harman dekheibe sar
je kounasi bhala company ra root hormone prayoga kari paribe. Adhika janiba pain 9078083408 re call karantu.
Sir I saw our vdo today(15.7.22),sir can miazaki mango plant available in odisha ? Also plz make a vdo on miazaki mango farming. Thanks
Namaskar. We will try in future. Will you please share your number, Rakesh Babu? We want to talk with you.
Chara mili ba ki bhai
Chara miliba ki
Srinibaspanda
କଦଳୀ ଚାଷ ସହିତ କଆକ୍କଡ ଚାଷ କରାଯାଇ ପାରିବ କି
Bhai ammako kankada chara milibi. Moo andra pradesh , thikka boluchi.
कोंकोड चारा दरकार भाई
Mate chara darakar
No tike diantu
Agyanketedinarrefalahebatikekahibeagyan
Hindi me banav v. D. O.
Phone number screen re diantu na hele video banantuni
ନମସ୍କାର ଚିନ୍ତାମଣି ବାବୁ । ଫୋନ ନମ୍ବର ଦିଆଯାଇଛି । ହୁଏତ ଆପଣଙ୍କୁ ଦୃଶ୍ୟମାନ ହେଉନ।ହିଁ । ଆପଣ 9078083408 ରେ କଥା ହୁଅନ୍ତୁ ।
ଆପଣଙ୍କ ଫୋନ ନଂ ଦିଅନ୍ତୁ
ସାର୍ ନମସ୍କାର, ସାର୍ ମୋର ଚାରା ଦରକାର କେମିତି ପାଇବି, ଯୋଗାଯୋଗ ନମ୍ବର ଟିକିଏ ଦେବେ କି ଦୟାକରି
Sir kankodo chara dorkar contact nomber diontu
ସାର୍ ଆପଣଙ୍କ ପାଖରେ ମେଲ୍ ଫିମେଲ୍ ଉଭୟ ଗଛ ମିଳିବ କି??
@@jibanapatha7253 କେଉଁ ମାସରେ ଖୋର୍ଦ୍ଧା ଗଲେ ମିଳିବ??? ଅର୍ଥାତ୍ ଏବେ ତ ମୋ ପାଖରେ ସମୟର ଅଭାବ ଅଛି କିନ୍ତୁ ବର୍ଷର କେଉଁ ସିଜନ୍ ରେ ଗଲେ ଠିକ୍ ହେବ??ଆଉ ଗୋଟିଏ ଗଛର ଦାମ୍ କେତେ କୁହନ୍ତୁ ।।
Bhai contact number
हिंदी में बोलने हिंदी में
हम ओडिशा में सूट कर रहे हैं। अधिकांश ओडिया लोग धाराप्रवाह हिंदी नहीं बोल सकते हैं। फिर भी, हम भविष्य में कुछ हिन्दी संस्करणों का प्रयास करेंगे। यदि आपके पास कोई प्रश्न है, तो आप पूछ सकते हैं। हम उत्तर हिंदी में लिखेंगे।
ସାର ନମସ୍କାର ମୁଁ ଯୋଗା ଯୋଗ କରିବା ପାଇଁଁ ଚାହୁଛି ଫୋନ ନମ୍ବର ଦିଅନ୍ତୁ l
Contact number plz bhai diantu
Good