ପୋଟଳର ଡାଳି କଲମୀ ଫୁଲ କଷି ଝଡ଼ିବ ନାହିଁ Pointedgourd seedling
ฝัง
- เผยแพร่เมื่อ 6 ต.ค. 2024
- ପୋଟଳର ଡାଳି କଲମୀ
ଅଣ୍ଡିରା ଚାରା ଓ ମାଈ ଚାରା ଅଲଗା ଅଲଗା
ଫୁଲ କଷି ଝଡ଼ିବ ନାହିଁ
ଉତ୍ପାଦନ ଗ୍ୟାରେଣ୍ଟି
How to grow pointed gourd seedling
Male seedling and Female seedling
9 Female seedling with 1 Male seedling will increas yield
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
#krushisampada #pointedgourd #odia - วิทยาศาสตร์และเทคโนโลยี
ବହୁତ ଭଲ information 🙏
ବହୁତ ସୁନ୍ଦର
Nice information sir
Thank you
very good information sir, very very thanks
Welcome
Sir ଚାରା ପାଇଁ.. Contact ନମ୍ବର ଦିଅନ୍ତୁ
Very good
Thank you
Sir ପୋଟଳ ଚାଷ ରେ ଅଧିକ ଫୁଲ ଫଳ ପାଇଁ କେଉଁ ଓଷଧ ସ୍ପ୍ରେ କରିବି।
ପୋଟଳ ଫସଲରେ ଅଧିକ ଫୁଲ ଫଳ ପାଇଁ 9ଟି ମାଈ ଗଛ ରେ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus Lit ପ୍ରତି 0.5ml ବା Tata Bahar lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
excellent sir
Thank you
Bahut Sundar prayasa
Thank you
ଭାଇ ପୋଟଲ ଚାରା ଅଡର କରି ତିଲୁ ହେଲେ ଗରକୁ ପହଞ୍ଚୀଳା ସବୁ ନଷ୍ଠ ହେଇଥିଲା
Good impermation
Thank you
ସାର ଅତି ଉତ୍ତମ,
Thank you
Sir
Namaskar
Sir bhadrak rea kauthi miliba chara
ମହଙ୍ଗା ପଞ୍ଚାୟତ ର କେଉଠି ଫୋନ୍ ନଂ ଦିଅନ୍ତୁ
Sir mote mote potal chara darkar keuthi miliba
Bhadrak ra kauti miliba
ମୁଁ ସୁନିଲ କୁମାର ସାମାଡ୍ କେନ୍ଦୁଝର ଜିଲ୍ଲା ରୁ କହୁଛି ଚାଷୀର ନମ୍ବର ଦରକାର ଅଛି ଦେଲେ ଭଲ ହୋଇଥାନ୍ତା
9668487794
Sir potol chara kenuthare mile
Khara garam tapamatra tharu pan fashalku thanda rakhi bar kitanashak ba sara kuha ntu plich
କଳାହାଣ୍ଡି ଜିଲ୍ଲାରେ କେଉଁଠି ଚାରା ମିଳିଥାଏ
Hay
Sir harman daba dekhantu
Rootex ବା Fast root
Sir. Root culture haroman ti kouthi mili ba
Rootex ବା Fast root କୀଟନାଶକ ଦୋକାନ ରୁ ମିଳି ପାରିବ
Sir swarna alokik plant kouthi miliba
କେନ୍ଦ୍ରୀୟ ଉଦ୍ୟାନ ଗବେଷଣା କେନ୍ଦ୍ର,ବରମୁଣ୍ଡା, ଭୁବନେଶ୍ଵର ରେ ମିଳି ପାରିବ
Mu nua re pitala chasa karibaku chanhichi
କାଉ ଭେରାଇଟି କୁହନ୍ତୁ....
Local variety
ଭାଡ଼ାରେ ନା ତଳେ ମାଡ଼ିବ ଓ ଭେରାଇଟି ଦେଶୀ ନା ସ୍ୱର୍ଣ ଅଲୌକକି...?
Potalare mula pacha ruga bahuta hauchi ta ra karan kuhantu
Ridomil gold lit ପ୍ରତି 2.5gm ବା Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Sir mor chara dorakar
Potala ra medicine
ସାର ପୋଟଳ କେଉଁ ଭେରାଈଟି ର
Local variety
Chara keunthu miliba
Video ଶେଷ ରେ contact No ରହିଛି
Sir dhana bahariba let hauchi kan kariba
Hormone ସ୍ପ୍ରେ କରନ୍ତୁ।Gibberllic acid lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Proper address diantu please
Keondujhar ra keun block re mile
Contact number
Miliba wait karantu
ama ade chara Rs. 5
Adress au contact number diantu,apanka anchalare kenuthi miluchi, more darkar achhi charaa
ଚାଷୀ ଙ୍କର ଫୋନ ନଂବର ଦିଅନ୍ତୁ
9668487794
ପୁ ଟ ଲ ଚା ରା କବ କ ଲେ ଭ ଲ ହବ
Sir. Mobali. Daya
Amar na 5 rupis
Sir ମୋର ପୋଟଳ ଚାରା ଦରକାର no ଦିଅନ୍ତୁ
Video ଶେଷ ଭାଗରେ mobile number ରହିଛି
Sir contact
Details of adress?with mob no.?
var name?
Number
Sir Chasi Bhai nka Mobile number debe ki
Video ଶେଷ ଭାଗରେ ଦିଆଯାଇଛି
Number do
Very good
Thank you
Sir mote patala chara darakar kauthi miliba
ମହଙ୍ଗା ପଞ୍ଚାୟତ ର କେଉଠି ଫୋନ୍ ନଂ ଦିଅନ୍ତୁ
Video ଶେଷ ଭାଗରେ mobile number ରହିଛି