Hi Dear RV Nature Farms, You may please mention your mobile number so that we can contact you. It is not our business, but business of a farmer nearby Bhubaneswar. You can talk to him directly. His contact: Mr. Sudarshan Behera- 9778890803. Parwal/ Pointed gourd varieties grown by Mr. Sudarshan is Swarna Alaukik and Bardhaman.
Great initiative Jibana sir. Much appreciated. More power to you.
Thanks a lot. Keep watching. Share, if possible. God bless you.
ୟାର କଥା ବେଶୀ କାମ କମ
ଭାଇ ପୋଟଳ ଗଛ ବା ଚାରା କେମିତି ପାଇବି ।
santanuorissa@gmail.com ରେ ମେଲ କରନ୍ତୁ । ଆପଣଙ୍କର ଫୋନ ନମ୍ବର ଦେଇ ପାରିଲେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ । ଜୟ ଜଗନ୍ନାଥ ।
Sudarshan bhai potal charara price kete
ଏ ମହାଶୟ ଭଲରେ କଥା ହୁଅନ୍ତି ନାହିଁ ଫୋନ୍ କଲେ। ଭାବୁଛନ୍ତି ସର୍ଵ ଶ୍ରେଷ୍ଠ ଚାରା ଉତ୍ପାଦନ କାରି। ଆମେ କିପରି ପୋଟଳ ଚାଷ କରିଛୁ ଦେଖିବ ଆସ। ବୁନ୍ଦା ଜଳସେଚନ ପଦ୍ଧତିରେ।ଏ ଵ୍ଯକ୍ତି ଚାଷି ନୁହେଁ।ଅନ୍ଯ ମାନଙ୍କ ବିଲରୁ ପୋଟଳ ଲତା ଆଣି ଚାରା କରି ଵିକେ। ତାଙ୍କ ଘରକୁ ଗଲେ ଏ ମହାଶୟ ରୁହନ୍ତି ନାହିଁ।କହିବେ ମିଟିଂ ରେ ଅଛନ୍ତି।କାଢୁଆ ଲୋକଟି।ଏ ଚ୍ଯାନେଲ ଵାଲା ପୁରା ଡହରା, ଟଙ୍କା ରୋଜଗାର ପାଇଁ ଖାଲି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି।
Ebe plant miliba
Khali micha gapucha gacha lageila bele gacha marijiba
ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ । ମୁଁ କଥା ହେବି । ନେଚେତ ମୋ ନମ୍ବର ରେ ଫୋନ କରନ୍ତୁ । 9078083408 - ଶାନ୍ତନୁ ପାତ୍ର । ସୁଦର୍ଶନ ବାବୁଙ୍କୁ complain କରନ୍ତୁ ।
Jiban sir plz mention in which month is suitable for this process
କଣ ଜାଣିବାକୁ ଚାହୁଁଛନ୍ତି ଠିକ ଭାବରେ ବୁଝି ହେଲା ନ।ହିଁ । ଆପଣ ଚାରା ପ୍ରସ୍ତୁତି ସମୟ ବିଷୟରେ କିମ୍ବା କାଙ୍କଡ ଲଗାଇବା ସମୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ଦୟାକରି ଜଣାନ୍ତୁ । ଇତି । ଶାନ୍ତନୁ କୁମାର ପାତ୍ର
@@jibanapatha7253 kou month chara prastuta kariba pain upajukta samaya. Au kou month re main fileld re lagiba tk sir plz kahibe
@@pradyumnamishra2428 ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ରେ ଗଛ ଡାଳରୁ ଚାର। ପ୍ରସ୍ତୁତ କରାଯାଏ । ଏହି ଚାରାକୁ ନଭେମ୍ବର ରୁ ଜାନୁଆରୀ ଯାଏଁ ମୁଖ୍ୟ ଜମିରେ ଲଗାଯାଏ । ମୋ ମତରେ ଚେର ଲଗାଇବା ଅଧିକ ଉପଯୋଗୀ ଏବଂ ଚେରକୁ ଜାନୁଆରୀ ରୁ ମାର୍ଚ୍ଚ ଭିତରେ ଲଗାନ୍ତୁ ।
Excellent.....I need some seedlings of Swarna Aloukik...can you give any link...?
Contact number of the farmer is mentioned both as subtitle & in description.
Need plant or seed
Call 9078083408
@@jibanapatha7253 sir minimum cost for delivery
ଚାରା କେତେ କଣ ପଡୁଛି
Andira or Mae ghachha kemiti lagaja a sir
ପ୍ରତି ୯ ଟି ମାଇ ଗଛରେ ୧ ଟି ଅଣ୍ଡିରା ଗଛ ଲାଗିବ । ଅଧିକ ଜାଣିବା ପାଇଁ ଆମର ଅନ୍ୟ ପୋଟଳ ଓ କାଙ୍କଡ ସମ୍ବନ୍ଧୀୟ ଭିଡିଓ ଦେଖନ୍ତୁ ।
@@jibanapatha7253 to sir 9t bhitre kentakari lagae Parma andira gachh
Kenta lainre lagaba katha
th-cam.com/video/CI_R0hQC1HA/w-d-xo.html
th-cam.com/video/CI_R0hQC1HA/w-d-xo.html
କାଲି ଗଛ ଆଣିଥିଲି 4 ଦିନ ପରେ ମରିଗଲା 😢😢😢😢😢😢😢😢😢😢😢 3000 ଲୋଷ
ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ । ମୁଁ କଥା ହେବି । ନେଚେତ ମୋ ନମ୍ବର ରେ ଫୋନ କରନ୍ତୁ । 9078083408 - ଶାନ୍ତନୁ ପାତ୍ର । ସୁଦର୍ଶନ ବାବୁଙ୍କୁ complain କରନ୍ତୁ ।
Sir apana jeun chara debe sethire mai o andira chara ra percentage kete rahiba
ନମସ୍କାର, Ashrumochan ବାବୁ । ପ୍ରଥମତଃ ମୁଁ ଚାରା ଦେବି ନାହିଁ । ଏହା ଜଣେ ଚାଷୀ ସୁଦର୍ଶନ ବାବୁ ପ୍ରସ୍ତୁତ କରୁଛନ୍ତି । ତାଙ୍କ ସହ ଯୋଗାଯୋଗ କରନ୍ତୁ । ନମ୍ବର - ୯୭୭୮୮୯୦୮୦୩ କିମ୍ବା ୯୭୭୬୫୩୪୩୪୯ । ଉତ୍ତମ ଅମଳ ନିମନ୍ତେ ପ୍ରତି ୯ ଟି ମାଇ ଗଛରେ ୧ ଟି ଅଣ୍ଡିରା ଗଛର ଆବଶ୍ୟକତା ହୋଇଥାଏ । ଇତି । ଶାନ୍ତନୁ କୁମାର ପାତ୍ର
@@jibanapatha7253 Dhanyabad sir🙏
@@Mr.Diligent-z4f ଆପଣଙ୍କୁ ମଧ୍ୟ ଧନ୍ୟବାଦ । Channel ଟିକୁ subscribe କରିବାକୁ ଅନୁରୋଧ । ଭିଡିଓ ଗୁଡିକ ଭଲ ଲାଗିଲେ ଲାଇକ ଓ ସେଆର କରିବାକୁ ମଧ୍ୟ ଅନୁରୋଧ ।
Bhai potol chara apana amaku send kari pariba ki
Sir, I want nursary plant for one acre. I need Price details. What is your variety of parwal? Yield per harvest? Kindly reply. Thank you.
Hi Dear RV Nature Farms, You may please mention your mobile number so that we can contact you. It is not our business, but business of a farmer nearby Bhubaneswar. You can talk to him directly. His contact: Mr. Sudarshan Behera- 9778890803. Parwal/ Pointed gourd varieties grown by Mr. Sudarshan is Swarna Alaukik and Bardhaman.
Tamilnadu delivery available
How many plants do you need?
Nursery location and address
It is near Balipatna. Talk to him at 9778890803 (Mr. Sudarshan Behera).
Kouthimiliba
Call 9078083408
Address please.
Bhaina tama ph no dabaki
ସୁଦର୍ଶନ ବାବୁଙ୍କୁ ୯୭୭୮୮୯୦୮୦୩ ରେ ଯୋଗାଯୋଗ କରନ୍ତୁ ।
Hay
Sare phone number diya
9078083408
Tike Bata an
WhatsApp him but no response,
You can call him directly.
Sir phone number
9078083408 ରେ କଥା ହୁଅନ୍ତୁ ।