Bhai tmku tike laguni besi pabandi karucha Laba bhai bahut bhala vloger mu bahut bhala paye but tanku cm pain kahila mote kain alaga lagila Sorry bro mote jaha lagila mu kahili don't mind
Laba bhai odisha ku b tike sikhao semane Russian ra hei choto dress ku chadi saree pindhile hele ama odisha re saree ku chadi jau dresses pindhuchanti apan b dekhu thibe
ଦୟା କରି ଭିଡିଓଟିକୁ ବହୁତ ମାତ୍ରାରେ share କରନ୍ତୁ ଓ ମୋତେ support କରନ୍ତୁ 🙏🙏🙏
Jaganath promotion karucha,😂😂😂😂😂😂 ando viswas Dharma 😂😂😂😂😂😂😂😂😂😂😂😂😂😂😂😂😂😂😂
Bhai mu share karideli tama video love from odisha
@@tumulocreationGet lost 🐖
Proud for Odishian
ISKON
ମୁଁ first time ରୁଷିଆ ରେ ଜଣେ ଓଡ଼ିଆ ବ୍ଲଗର କୁ ଭିଡ଼ିଓ କରିଥିବାର ଦେଖି ଖୁସି ଲାଗିଲା... ଜୟ ମା ତାରିଣୀ, ଜୟ ଜଗନ୍ନାଥ...
ଏମାନେ ବିଦେଶୀ ହେଇକି ବି ଆମ ସଂସ୍କତିକୁ ମାନୁଛନ୍ତି ହେଲେ ଆମ ଲୋକ ମାନଙ୍କୁ ଆମ ସଂସ୍କୃତି ମାନିବାକୁ ଲାଜ ଲାଗୁଚି
Thik b
Katha kahila bhai
Amara indian loka western culture ku follow karuchanti
@@ajit143you8 Hmm para amane tanka thu adhika
ସତ୍ଯ କଥା କହିଲେ
Ek dam thik khota❤❤❤
ମୁଁ ଆଶ୍ଚର୍ଯ୍ୟ ରୁଷିଆ ରେ ଏତେ ଭକ୍ତି ଲୋକଙ୍କର, ଆମେ ଶିଖିବାର ଅଛି ଏମାନଙ୍କ ଠାରୁ, ଜୟ ଜଗନ୍ନାଥ
Right 👍
ଆମ ଜଗନ୍ନାଥଙ୍କୁ ଚୋରିକରି ନେବେ ଋଷିଆ
Bhai Russia ra lokamane hindu culture adopt Kariba mu bahut purbaru dekhichhi
ବହୁତ ପୂର୍ବ ରୁ
😂😂
ମହାପ୍ରଭୁ ଙ୍କ କି ଅପୂର୍ବ ଲୀଳା 🙏🙏🙏🙏ଆଖିରେ ଲୁହ ଆସିଗଲା ପ୍ରଭୁ 🙏🙏🙏
All credit goes to ISKCON ❤
Oooo
@@FoodinCook Prabhu nka ଲୀଳାରୁ ଆକା ISKCON ର ସୃଷ୍ଟି। ତେଣୁ, ISKCON ହେଉଛି କେବଳ ମାଧ୍ୟମ।
ଜୟ ଜଗନ୍ନାଥ 🙏🙏
Majhi tibuta janichu
ବାହାର ଦେଶ ଆମ ପ୍ରଭୂ ଙ୍କୁ ପୂଜା କରୁଛନ୍ତି କିନ୍ତୁ ଭାରତ ର କିଛି ମୂର୍ଖ ଠାକୁର ଙ୍କୁ କାଳ୍ପନିକ କୁହନ୍ତି
You are right vaye
Right
ଆମ ଇଣ୍ଡିଆ ଠାରୁ ଋଷିଆନ୍ ମାନେ ମହା ପ୍ରଭୁ ଜଗନ୍ନାଥଙ୍କୁ କେତେ ଭଲ ପାଉଛନ୍ତି ତାହା ଆମ ଓଡିଶା ଲୋକେ ଶିଖିବା ଦରକାର, ଜୟ ଜଗନ୍ନାଥ 🙏🙏🙏🙏
Hn
Right
Right answer Bhai
Thik kahile apana
Right
ଏ ହେଡଚି ମୋ ପ୍ରଭୁ ଜଗନ୍ନାଥଙ୍କ ଲୀଳା
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ
ବିଦେଶୀ ମାନେ ଆମ ସଂସ୍କୃତିକୁ ଏତେ ମାତ୍ରାରେ ଆପଣେଇ ନେଇଛନ୍ତି ଆମ୍ଭେମାନେ ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି। ବହୁତ ଧନ୍ୟବାଦ ଲବ ଭାଇ ଆଜି ତୁମପାଇଁ ଏସବୁ ଦେଖିବାକୁ ମିଳିପାରୁଛି ବହୁତ ଆଗକୁ ଯାଅ ବହୁତ ନା କମାଅ❤❤❤❤
Bhai ame mane tanka sanskruti ku apanei neichanti para😅
ଲବ ଭାଇ ଭଲ ଜିନିଷ /ଯାଗା ଦେଖାଇ ଥିବାରୁ ଅଶେଷ ଧନ୍ୟବାଦ ।
ବିଶ୍ଵ ଆମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କେତେ କରିଛି ତାର ବିବରଣୀ ପାଇଁ ଅନେକ୍ ଅନେକ୍ ଧନ୍ୟବାଦ ଭାଇ 🙏🙏ଜୟ ଜଗନ୍ନାଥ
ସାଙ୍ଗମାନେ ଆଜିମୋର ଜନ୍ମଦିନ ମତେ ଗୋଟିଏ like କରନ୍ତୁ ଜୟ ଜଗନ୍ନାଥ ❤
Happy birthday day brother
Happy Birthday dear🎉🎉🎉🎉🎉 jagannath tumara mangala karantu
Many many happy returns of the day bhai
Happ birthday ❤
Thanks 🙏
ଆମେମାନେ କେତେ ଭାଗ୍ୟବାନ, ଓଡ଼ିଆ ମୋ ଭାଷା ଓଡିଶା ମୋର ଜନ୍ମ, ଆମ ପ୍ରଥମ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏❤
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ରୁଷିଆ ରେ ହିନ୍ଦୁ ଧର୍ମର ଭାବ ଭକ୍ତି ଦେଖି ଖୁସି ଲାଗିଲା । ଆଜିର ଭିଡିଓ ଟି ଖୁବ୍ ଭଲ ଲାଗିଲା । ଜଯୂ ଜଗନ୍ନାଥ ।
ହରେ କୃଷ୍ଣ
ଆପଣ ଯୋଉ ଜାଇଥିଲେ ଇସ୍କନ ମନ୍ଦିର, ଆଉ ଯୋଉ ଗୋଟେ ମୂର୍ତ୍ତୀ ଦେଖି ଥିବେ ବୃଦ୍ଧ ଲୋକ ସିଏ ହେଉଛନ୍ତି ପ୍ରଭୂପାଦ ତାଙ୍କରି ପାଈଁ ଜଗନ୍ନାଥ ସେଠି ଅଛନ୍ତି। ଖାଲି ରୁଷିଆ ରେ ନୂଁହେ ସବୁ ଦେଶ ରେ ଆମ ଜଗନ୍ନାଥ ଅଛନ୍ତି।
ଆପଣ ଏମିତି ସବୁ ଦେଶ ଜାଆନ୍ତୁ ସବୁ ଦେଶରେ ଇସ୍କନ ମନ୍ଦିର ଅଛି ଆଉ ଜଗନ୍ନାଥ ଅଛନ୍ତି । ଆପଣ ଆମକୁ ସବୁ ଦେଶର ଇସ୍କନ ଜଗନ୍ନାଥ ମନ୍ଦିର ଦେଖନ୍ତୁ। Jay Jagannath 🙏
ଲବ ଭାଇ ଙ୍କ ଗୋଟିଏ like ..🤍👍🏽👍🏽
❤❤❤❤❤❤
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ କାଳିଆ ଠାକୁର ଆପଣଙ୍କ ଏ କି ଲୀଳା ପ୍ରଭୁ, ଆଖିରୁ ଲୁହ ଆସି ଯାଉଛି 🙏💚💚 ଜୟ ଜଗନ୍ନାଥ 🙏💚🙏💚
ଜୟ ଶ୍ରୀ ଜଗନ୍ନାଥ
Russian ମାନେ ଜଗନ୍ନାଥ ଙ୍କୁ ପୂଜା କରିବେନି ବା କେମିତି ।
ଯାହା ହେଲେ ବି ସେ ଆମ ଓଡ଼ିଶା ର ଦେବତା ଟି । World 🌎 famous ra festival । ଜୟ ଜଗନ୍ନାଥ ⭕❗⭕ । ଖାଲି ଋଷିଆ ରେ ନୁହଁ ସାରା ବିଶ୍ବ ରେ ଆମ ଜଗନ୍ନାଥ ପୂଜା ପାଇବେ । ଯେତେ ସବୁ ଓଡ଼ିଶା ବାସୀ like କର ।❤
Bando prasidha
@@Gendua081pua tu bhala se comment kare hel
କେନ ଗାଁ ପିଲା ରେ ତୁଇ ଜଗନ୍ନାଥ ଧାମ କେ ଅପମାନ କରୁଛୁ ଶଳା ପାକିସ୍ତାନୀ କେ ତୁଇ
😂😂😂😂😂😂
Googlere ଦେଖ କାହାର religion ଅଧିକା ଅଛି 🤣
ରୁଷିଆ ର ଲୋକ ମାନଙ୍କୁ ଦେଖି ବହୁତ୍ ଖୁସି ଲାଗୁଛି କ୍ରିଷ୍ଣା ଙ୍କ ପ୍ରତି ଭକ୍ତି 🙏ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏❤
ଋଷିୟାନ ଭାଇମାନଙ୍କୁ ଜୟ ⚫❗⚫ ଜଗନ୍ନାଥ🙏🙏🙏
ଭାଇ ଅତି ସୁନ୍ଦର ଆଉ ବହୁତ ଭଲ ଲାଗୁଛି ପୁରା ମନକୁ ଛୁଇଲା ❤ ଜୟ ଶ୍ରୀରାମ ❤ ଜୟ ଜଗରନାଥ ❤❤❤
ଓଡ଼ିଆ ଲୋକ ତାଙ୍କ ଠୁ କିଛି ସିଖରେ ❤
ଭାଇ ଯୋଉଠି ଗଲେ ସମସ୍ତଙ୍କ ମୁହଁରୁ ଜୟ ଜଗନ୍ନାଥ କହିବାକୁ ଚେଷ୍ଟା କରୁଛନ୍ତି , ବହୁତ୍ ଖୁସି ଲାଗେ, love you ଭାଇ ❤
🙏ଜୟ ଜଗନ୍ନାଥ 🙏ଲବ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରୋଷିୟାରେ ହିନ୍ଦୁ ଧର୍ମ ବିଷୟରେ ଆମ୍ଭମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖାଇଲେ, ସେମାନେ ହିନ୍ଦୁ ଧର୍ମକୁ କେତେ ବିଶ୍ୱାସ କରୁଛନ୍ତି, ବହୁତ ସୁନ୍ଦର ଭିଡ଼ିଓ l ଧନ୍ୟବାଦ l ଜୟ ଜଗନ୍ନାଥ l🙏
ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଲବ ଭାଇଙ୍କୁ ଦେଖୁଛନ୍ତି ଗୋଟେ ଲାଇକ୍ କର ❤❤❤❤🎉🎉🎉😊
କେବଳ ଶ୍ରୀଲା ପ୍ରଭୁପାଦ ଙ୍କ ପାଁଇ ସମ୍ଭବ ହୋଇଛି
👍👍👍👍
ଶ୍ରୀଳ ପ୍ରଭୁପାଦ ହେଇଛନ୍ତି ପ୍ରଭୁଙ୍କ ଲୀଳାର ମାଧ୍ୟମ ମାତ୍ର।
ଗର୍ବ ଲାଗୁଚି ଆମ ଜଗନ୍ନାଥ, ସେଠାରେ ଏତେ ଫେମସ...
ଲବ ଭାଇ ଋଷିଆ ର village ଏରିଆ ରେ ଟିକେ ଯାଅ। ଋଷିଆ village life ଦେଖିବାକୁ ଇଚ୍ଛା ହେଉଛି । ଜୟ ଜଗନ୍ନାଥ
Hm
Russia ra village bbsr b phika padijiba bhai.
Hmm 😊
ଜୟ ଶ୍ରୀ ଜଗନ୍ନାଥ ବହୁତ ଭଲ ଲାଗିଲା ଜଗନ୍ନାଥଙ୍କୁ ବାହାରେ ଦେଖିକି
ଜୟ ଜଗନ୍ନାଥ 🙏🙏ଭାଇ ଆପଣ ଭଲରେ ରୁହନ୍ତୁ ❤ ଯାହା ହେଉ ବାହାର ଦେଶରେ ମଧ୍ଯ ଜଗନ୍ନାଥଙ୍କ ପୂଜା କରୁଛନ୍ତି। ଠାକୁରଙ୍କୁ ମାନୁଥିବା ରୁ ରୁଷିଆର ହରେକୃଷ୍ଣ ଭକ୍ତ ମାନଙ୍କୁ ଵହୁତ ଵହୁତ ଧନ୍ୟବାଦ ହରେକୃଷ୍ଣ ନମସ୍କାର 🙏🙏🙏
😊 Rairang Pur Area Ru Keyea Keyea Video Dekho cho Like Kara❤
ଜୟ ଶ୍ରୀ କ୍ରିଷ୍ଣା ରାଧେ ରାଧେ ହନ୍ଦୁ ସଂସ୍କୁତି
ମୁଁ ବହୁତ ଖୁସି କି ଆମ ଓଡ଼ିଆ ଲୋକ ବ୍ରହ୍ମାଣ୍ଡ ବୁଲି ବୁଲି ବ୍ଲଗ୍ କରୁଛି 😊
ମୁଁ ସବୁବେଳେ ତମ ଭିଡିଓ ଦେଖେ ଭାଇ
ଜୟ ଜଗନ୍ନାଥ ⭕❗⭕
ମୁଁ ପୁରୀରୁ ରୁଦ୍ର,ମାଟିତୋଟା ରୁ
🔴ଜୀବନ ରେ ବହୁତ୍ ମୋଡ଼ ବହୁତ୍ ଝଡ଼ ହେବ କିନ୍ତୁ ତମେ ତାକୁ ସହିକି ଚାଲିବ
#ଯାହାବି ହେଉ ଭାଇ କେବେ ବି ତମେ youtube re vlog kariba ଛାଡ଼ିବନି🙏🏼
@@Misty-l8j jaha bi hau bhai siye odisha ra 😎
ଶ୍ରଦ୍ଧେୟ ଲବ,ମୟୂରଭଞ୍ଜରେ ୩୧ବର୍ଷର ଶିକ୍ଷକତା।ଚିହ୍ନାମୁହଁ ଭଳି ଲାଗୁଛ।ଯାହା ଜଣାଉଛ ବହୁତ ଭଲ ଲାଗୁଛି।ଧନ୍ୟବାଦ। ରଥସାର୍।
ଲବ ଭାଇ ଆମର ମୂଖ୍ୟମନ୍ତ୍ରୀ ଦରକାର।
🎉🎉🎉yes
Yes
🧠
Bhai tmku tike laguni besi pabandi karucha
Laba bhai bahut bhala vloger mu bahut bhala paye but tanku cm pain kahila mote kain alaga lagila
Sorry bro mote jaha lagila mu kahili don't mind
Laba bhaie jodi cm hebo nuaa nuaa jaga kia dekheiebo
ଜୟ ଜଗନ୍ନାଥ ! ସମଗ୍ର ବିଶ୍ଵରେ ଜଗନ୍ନାଥ । ଋଷିଆରେ ଜଗନ୍ନାଥ ମନ୍ଦିରରେ ପୂଜା ହୁଏ ।
ଲବ ଭାଇ ବହୁତ୍ ବହୁତ୍ ଧନ୍ୟ ବାଦ୍ ଅନୁରୋଧ ରଖିଥିବାରୁ ଜୟ ଜଗନ୍ନାଥ
ଏହି ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, କାରଣ ଋଷିଆ ରେ ଜଗନ୍ନାଥ ଙ୍କ ଭକ୍ତି ଭାବ କୁ ଦେଖିଵହୁତ ଭଲ ଲାଗିଲା, ଜଗନ୍ନାଥ ସମସ୍ତ କର ମଂଗଳ କରନ୍ତୁ,ଜୟ ଜଗନ୍ନାଥ,🙏
ଏତେ ସୁନ୍ଦର ଲାଗୁଛି ଏହି ଭିଡିଓ ❤❤❤❤
ବହୁତୁ ଖୁସି ଲାଗୁଛି ଲବ ଭାଇ ତମର ବ୍ଲୁକ ଦେଖିକି ଆଉ ଆମ ଶ୍ରୀ ଜଗନ୍ନାଥ ତ ବିଶ୍ୱ ବ୍ରାମା ଡର ଠାକୁର ବହୁତୁ ଖୁସି ଲାଗୁଛି ରାଧେ କ୍ରିଷ୍ଣ ଲବ ଭାଇ 👍♥️💐
ଭାଇ ପୁରା ବିଶ୍ଵ ରେ ଶୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ପୂଜା କରନ୍ତି ❤🙏
ଭକୁଆ କରୁଚି ଲବ ।
ବାହାର ଦେଶ ମୁଁ ଦେଖି ନ ଥିଲି ଆପଣ ଦେଖାଉଛନ୍ତି ବହୁତ୍ ଖୁସି ଲାଗୁଛି ଧନ୍ୟବାଦ୍
ମୁଁ କହିବି ଯେଉଁ ଆମ ଭାରତୀୟ ଭାଇ ଓ ଭଉଣୀ ମାନେ ନିଜକୁ ପାଶ୍ଚାତ୍ୟ ପରମ୍ପରା କୁ ଆପଣାଇ ନିଜକୁ ଶିକ୍ଷିତ କୁହନ୍ତି ଏହି ଭିଡିଓ ଦେଖନ୍ତୁ କେତେ ସୁନ୍ଦର ଭାବରେ ସେମାନେ ପ୍ରଭୁଙ୍କୁ ବିଶ୍ବାସ କରୁଛନ୍ତି ଓ ଆମ ପାରମ୍ପାରିକ ପରିଧାନ କୁ ଆପଣାଇ ଖୁସିରେ ଭକ୍ତିରେ ନିଜକୁ ନିମଗ୍ନ କରି ଖୁସି ଅଛନ୍ତି ❤❤❤❤🇷🇺🇷🇺🇷🇺
ବହୁତ ସୁନ୍ଦର thanks for visit
ତମ ଦ୍ୱାରା ଆମ ଦେଶ ଆହୁରି ଆଗକୁ ଗତି କରିବ Thanks ଲବ ଭାଇ❤you
ରୁଷିଆ ଜଗନ୍ନାଥ ମନ୍ଦିର ବହୁତ ସୁନ୍ଦର ହେଇଚି ଲଭ ବ୍ରୋ
ମୁଁ ଓଡ଼ିଆ / ମୁଁ ବାହାରି ବଡିଆ ❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ. ପୁରୀ ରେ ଜନ୍ମ ହୋଇ ଥିବା ରୁ.. ନିଜ କୁ ବହୁତ୍ ଗର୍ବ ଅନୁଭବ ହଉଚି. ଜୟ ଜଗନ୍ନାଥ ❤
ଶୁଭ ସକାଳ ଆଜିର ଭିଡିଓ ଟି ବହୁତ୍ ଭଲଲାଗିଲା ସାରା ବିଶ୍ବରେ ସନାତନ ଧର୍ମ ପ୍ରଚାର କରିବା ପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କର ଜଣେ ଶିଷ୍ୟ ଙ୍କୁ ପଠାଇଥିଲେ ତାଙ୍କ ନାମ ହେଲା ଶ୍ରୀ ଲ ପ୍ରଭୁ ପାଦ ଯାହା କି ତାଙ୍କର ଷ୍ଟେଚୁ ସେହି ମନ୍ଦିରରେ ଅଛି ଯାହାକି ତୁମ ଭିଡିଓ ରେ ଦେଖିବାକୁ ମିଳିଛି, ଇସ୍କନ ମଠ ନାମରେ ପରିଚିତ, ଜୟ ଜଗନ୍ନାଥ ଜୟ ପଞ୍ଚସଖା,ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤
ଲବ ଭାଇ ଆମେ ତୁମ ପାଇଁ ଗର୍ବ କରୁଛୁ ଯେ ତମେ ଦେଶ ନୁହେଁ ବିଦେଶ ବୁଲି ଆମ ସମସ୍ତଙ୍କୁ ବହୁତ କିଛି ଜିନିଷ ଜଣାଉଛ।
ଆଉ ଆଜି ର ଏହି ଭିଡିଓ ସତରେ ବହୁତ ସୁନ୍ଦର ଥିଲା। ଭାରତୀୟ ହିନ୍ଦୁ ସନାତନ ସଂସ୍କୃତି କୁ ବାହାର ଦେଶ ମାନେ ମାନିଲେଣି ସେ ଭିତରୁ ରୁଷ୍ ଦେଶରେ ମଧ୍ୟ ହିନ୍ଦୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ ନିଶ୍ଚୟ ରୁଷ୍ ମଧ୍ୟ ହିନ୍ଦୁ ରାଷ୍ଟ୍ର ହେବ ଯାହାକି ମାଳିକା ବଚନରେ ଲିପିବଦ୍ଧ ହୋଇଅଛି। ଜୟ ଜଗନ୍ନାଥ 🕉️🚩। ଭଗବାନ ତୁମର ଆଉ ତୁମ ପରିବାର ର ମଙ୍ଗଳ କରନ୍ତୁ। ଜୟ ଶ୍ରୀ କୃଷ୍ଣ 🕉️🚩।
ଲବ ଭାଈଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ଅଶ୍ରିବାଦ ଏମିତି ଥାଉ ଆଉ ସେ ଏମିତି ଆଗକୁ ବଢନ୍ତୁ love you bro❤
ଜଗନ୍ନାଥଙ୍କର ସଂସ୍କୃତିକୁ ଋଷୀୟର ଲୋକ ମାନେ ଗ୍ରହଣ କରିଥିବାରୁ ବହୁତ ଖୁସି ହେଲି ❤🙏
ଋଷିରେ ଜଗର ନାତ କିଳିଲା ପ୍ରଭୁ 🙏🙏🙏🙏
ଜୟ ଜଗନ୍ନାଥ 🙌 ମହାପ୍ରଭୁ ଜଗନ୍ନାଥ ମହା ମହିମା ସାରା ବିଶ୍ବରେ ପୁଜା ଜୟ ଭାରତ ଜୟ ଓଡ଼ିଶା ମହାବାହୁ ଜୟ ଜଗନ୍ନାଥ🙏🙏🙏
ବହୁତ୍ ଭଲ ଲାଗିଲା ଭାଇ
ଲବ ଭାଇ ତମେଏବେ କୌଟି ଅଛ. କୌ ଜାଗାରେ ଅଛ. ଧନ୍ୟବାଦ ଭାଇ
ଜୟ ଜଗନ୍ନାଥ ❤ଜୁହାରଗେ ଲବ ଭାଇ🙏🙏🙏
Chattisgarh ra ki tume
Johar ge laba dada , 🙏 🇮🇳 🇮🇳 🇮🇳 🇮🇳 🇮🇳 🙏 🙏 🙏 🙏
ମାଳିକା ବଚନ ସତ ହବ ରୁଷିଆ ହିନ୍ଦୁ ରାଷ୍ଟ୍ର ହେବ ଜୟ ଜଗନ୍ନାଥ ମହାପ୍ରଭୁ ସାରା ବିଶ୍ୱ କୁ ତମେ ଘଣ୍ଟ ଘୋଡେଇ ରଖିବ ❤️💙🙏🚩
ଭିଡିଓ ଟି ବୋହୁତ ସୁନ୍ଦର୍ ଲାଗିଲା ,ଇଚ୍ଛା ହେଉଛି ରୁଷିଆ ଯିବାକୁ Love you bro❤❤
ଜୟ ଜଗନ୍ନାଥ ଭାଇ ❤
Motebi echha houchi jibaku
Yes, ସେମାନେ ହିନ୍ଦୁ ଧର୍ମ କୁ ବହୁତ ମାନନ୍ତି...... 🙏
Bhai tume jadi gote ଜଗନ୍ନାଥ ଡ୍ରେସ୍ ପିନ୍ଧି ଯାଇଥାନ୍ତ ,,,ମହଲ ପୁରା ମସ୍ତ ହେଇଥାନ୍ତା,,,JAY jagannath,,,,
ଆମ India culture କେତେ ସୁନ୍ଦର ❤❤❤
ଲବ ଭାଇ ପାଇ ଆମେ ଗର୍ବିତ Jay Jagannath 🙏♥️
ଭାଇ କଣ ନ ଦେଖେଇଲ ଵା.... ଓଃ... ମନ ଦେହ ଆତ୍ମା କୁ ଖୁସି କରିଦେଲ... Proud of you.... ଜୟ ଜଗନ୍ନାଥ....
ଓଡ଼ିଆ ଲୋକ ଭକ୍ତି ଭୁଲିଗଲେଣି internet ବାୟା ହୋଇଗଲେଣି, ମୋର ଏତିକି ଅନୁରୋଧ ଜଗନ୍ନାଥ ଙ୍କୁ ଭଲପାଅ. ଭକ୍ତି କର 🙏🏽🙏🏽🙏🏽🙏🏽 ଜୟ ଜଗନ୍ନାଥ 🌹🌹🌹🌹
ବିଶ୍ୱ ର ନାଥ ଜଗନ୍ନାଥ 🙏 ବିଶ୍ୱାସ ର ନାଥ ଜଗନ୍ନାଥ 🙏ଜଗତର ସ୍ୱାମୀ ଜଗନ୍ନାଥ ସ୍ୱାମୀ 🙏
You are the great person lava bhai...... jagannath nka nirdesa nathile aapana tanku explor kariparinathante.....jay jagannath
ଭାଇ ମନକୁ ଛୁଇଁଲା ଭଳି ଭିଡିଓ ଜୟ ଜଗନ୍ନାଥ 🙏🙏🙏
ଏ ହେଉଛି ମୋ ପ୍ରଭୁ ଜଗନ୍ନାଥଙ୍କ ଲୀଳା ଜେ ଜଗନାଥ 🙏
Very informative video ଲବ ଭାଈ ❤❤❤❤
Love 😘 from Baripada
ମୋ କଳା ସାଆନ୍ତ ହେଉଛନ୍ତି ଜଗତର ନାଥ
ତେଣୁ ସେ ହେଉଛନ୍ତି ଜଗନ୍ନାଥ 🙏
ଜୟ ଜଗନ୍ନାଥ❤❤❤❤ ହୃଦୟର ସହିତ
হৰেকৃষ্ণ হৰেকৃষ্ণ
কৃষ্ণ কৃষ্ণ হ'ৰে হ'ৰে
হ'ৰে ৰাম হ'ৰে ৰাম
ৰাম ৰাম হ'ৰে হ'ৰে
🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏
ଧନ୍ୟ ଆ ମେ ମାନେ 🕉️🛕🛐 ହିନ୍ଦୁ ଧର୍ମର ଧନ୍ୟବାଦ୍ ଜଣାଉଛୁ, ଋଷିଆ ମଧ୍ୟରେ ଥିବା ହିନ୍ଦୁ ଭାଈ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ l ସ୍ପେସିଆଲ thanks t o ଲବ ଭାଇ 😡🙏🕉️l
Bhai tamar vlog duniya re ek no1 heba,Tama pain ame ghare Thai Resia country dekhi paru chu.Rusia culture Jani paru chu Madi chala,Jai jagannath.
ଓଡିଆ ମାନେ ଏବେ ନିଜକୁ ଇଂରାଜୀ ବନେଇବାରେ ଲାଗିଛନ୍ତି ଆଉ ରଷିଆ ଲୋକ ଆମ ଧର୍ମ କୁ ଆପଣେଇଲେଣି
ଜୟ ଶ୍ରୀ ଜଗନ୍ନାଥ
ଜୟ ଶ୍ରୀ ରାମ ଜୟ ସୀତା ରାମ ଜୟ ସନାତନ ଧର୍ମ
ସୃଷ୍ଟି ପ୍ରାରମ୍ଭରେ ସମସ୍ତେ ସନାତନ ଧର୍ମ ରେ ଥିଲେ
ଜୟ ଜଗନ୍ନାଥ ଲବ ଭାଇ ❤❤❤
ଲବ ଭାଇ ବହୁତ ବହୁତ ଧନ୍ୟବାଦ
ବହୁତ୍ ବଢିଆ।❤❤
Laba bhai bahut khusi laguchi jagannathnku bahar rajyare loknku dharei beautiful video banei
Tamar duaru sabu kichhi dekhbar lagi miluchhe dada jay jagannath
ଲବଭାଇ ବହୁତ ଦିନ ପରେ ତୁମର ଭିଡିଓ ଦେଖିଲି ବହୁତ ଭଲ ଲାଗିଲା ଲବ ଭାଇ ପାଇଁ ଗୋଟିଏ like kara Jay jaganath ❤❤❤❤
ଲବ ଭାଈ ଙ୍କ ଋଷିଆ ଯାତ୍ରା ଭଲରେ କଟୁ।ଜୟ ଜଗନ୍ନାଥ 🙏
ମଜା ଆସିଗଲା video ଦେଖି ଜୟ ଜଗନ୍ନାଥ
Laba bhai nka Big fans like ❤❤
ଭଲ ଋଷିଆ ରେ ବି ରଥ ଯାତ୍ରା
ଜୟ ଜଗନ୍ନାଥ ଶୁଭ ସକାଳ
जय पावन पवित्र ज्ञान विज्ञान सत्य सनातन इंसानीयत धर्म की जय हो और असत्य अज्ञान अधर्म की विनाश हो। जय जगन्नाथाय नमः ॐ
ହୀ ଲବ ଭାଇ ମୁ ରାହୁଲ୍❤❤❤❤❤❤❤L
Hare Krishna.... Nice video friend 👍
ଜୟ ଜଗନ୍ନାଥ ❤❤
ଆପଣଙ୍କୁ ବହୁତ ବହୁତ ଅସିବାଦ ଦିୟତୁ
Love from Dhenkanal
❤❤❤❤❤❤❤❤
love you laba bhai ❤
Jay bajarang Bali ❤️
ରାଧେ ରାଧେ ପ୍ରଭୁ 🙏🙏🙏🙏🙏❤️❤️❤️❤️
Loba da ko kaun kaun Dil se pasand karte Ho❤❤
Thank you vai ବହୁତ ବହୁତ ଧନ୍ୟବାଦ । ଏଭଳି ତଥ୍ୟ ଥିବା video provide କରିଥିବାରୁ । ବହୁତ୍ ବହୁତ୍ ଭଲ ଲାଗିଲା ।
Laba Bhai nka Paeni Love for Dhenkanal. Gadpalsuni ❤❤❤
ଜୟ ଜଗନ୍ନାଥ ହୃଦୟ ର ସହିତ ❤🙏
Laba bhai odisha ku b tike sikhao semane Russian ra hei choto dress ku chadi saree pindhile hele ama odisha re saree ku chadi jau dresses pindhuchanti apan b dekhu thibe