ଆଶ୍ଚର୍ଯ୍ୟ ହୋଇଯିବେ ହିନ୍ଦୀ ରେ କଥା ହୋଉଛନ୍ତି ଋଷିଆ ଲୋକ || Russian love Indian language

แชร์
ฝัง
  • เผยแพร่เมื่อ 21 ธ.ค. 2024

ความคิดเห็น • 959

  • @SanjitaGadaba
    @SanjitaGadaba 6 หลายเดือนก่อน +257

    ସବୁଠାରୁ ବଡ଼ କଥା ହେଲା ସେ ସ୍କୁଲ ରେ ଓଡ଼ିଶା ର ଚିତ୍ର କଳା କୁ ମଧ୍ୟ ସାମିଲ୍ କରା ଯାଇଛି ଦେଖି ଭାରି ଖୁସି ଲାଗିଲା 🥰🥰ଜୟ ଜଗନ୍ନାଥ ଲବ ଭାଇ 🙏

    • @SudhirPradhan-e2i
      @SudhirPradhan-e2i 6 หลายเดือนก่อน

      ଓଡିଶା ରେ ସାମ୍ପ୍ରଦାୟିକ ଦଙ୍ଗା ଜ୍ୟୋଗୁ ଲୋକ ପଶୁ ତୁଲ୍ୟ ହେଉଛନ୍ତି

    • @MadanKhilla-v3v
      @MadanKhilla-v3v 14 วันที่ผ่านมา

      ଜୟ ଜଗନ୍ନାଥ ❤❤❤❤🎉🎉

  • @gangadharmoharana8219
    @gangadharmoharana8219 6 หลายเดือนก่อน +33

    ବହୁତ ବହୁତ ଧନ୍ୟବାଦ l ଓଡ଼ିଆ ଭାଷା ଜାଣିଥିବା ଜଣେ ଆଦିବାସୀ ପିଲା ଜଗତ ଜିତା ହୋଇପାରେ ତାହା ପ୍ରମାଣ କରୁଛି l

  • @Mr.dipu......7
    @Mr.dipu......7 6 หลายเดือนก่อน +32

    Dekhte hai india 🇮🇳 flag ko kitna pyar dete hai indian people ❤️

  • @hemantabahera8047
    @hemantabahera8047 6 หลายเดือนก่อน +104

    ଏତେ ମାତ୍ରାରେ ଇଣ୍ଡିଆନ ଓ ଓଡ଼ିଆ ଲୋକେ ଋଷିଆ ରେ ଅଛନ୍ତି,, ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଶୁଭେଚ୍ଛା,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤

  • @itssangramvlogs952
    @itssangramvlogs952 6 หลายเดือนก่อน +237

    ଲବ ଭାଇ ଙ୍କ Fan's Like 👍🏻♥️🌿

    • @rabindrakumarjena7471
      @rabindrakumarjena7471 6 หลายเดือนก่อน

      Tu sala ti kia be jetebele dekhibi to comment ta aga highlights karuthiba

    • @dipakbagh5535
      @dipakbagh5535 6 หลายเดือนก่อน +1

      ❤❤1

    • @sasmitapradhan2878
      @sasmitapradhan2878 6 หลายเดือนก่อน

      Aa😊 ​@@dipakbagh5535

    • @sasmitapradhan2878
      @sasmitapradhan2878 6 หลายเดือนก่อน +2

      L,c
      💕

    • @MonumanojmonumanojManoj
      @MonumanojmonumanojManoj หลายเดือนก่อน +1

      ମୁଁ ବି ଲବ ଭାଇଙ୍କ Fan's ଲବ ଭାଇଙ୍କ ଭଳିଆ କେହିvlogs କରିପାରିବେନି ଏମିତି❤

  • @JayJaganathan143Niru
    @JayJaganathan143Niru 6 หลายเดือนก่อน +110

    ଭାଇ ତୁମ ଭିଡିଓ ମୁଁ ସବୁବେଳେ ଦେଖେ ମତେ ଭଲ ଲାଗିଲା
    ମୁଁ ବି Russia ରେ ରହୁଥିଲି ଏବେ Saudi ରେ ରହୁଛି thank you bro go ahead

    • @SHORTSYTCRIC
      @SHORTSYTCRIC 6 หลายเดือนก่อน +3

      MU BI BAHRAIN RE ACHHI

    • @NamitaDigal-cf3lh
      @NamitaDigal-cf3lh 6 หลายเดือนก่อน +3

      Mu china ochi ❤

    • @OppoPhone-l4y
      @OppoPhone-l4y 6 หลายเดือนก่อน +1

      Mu b mars planet re ochii

  • @jayhindvlogs5512
    @jayhindvlogs5512 6 หลายเดือนก่อน +25

    ରଷିଆ ରେ ଏତେ ସାରା ଓଡିଆ ଲୋକ ଦେଖି ବହୁତ ଖୁସି ଲାଗୁଚି ଆଉ ଆଜିର ଭିଡିଓ ଟି ବହୁତ ସୁନ୍ଦର ଲାଗିଲା

  • @ajayakumarmohanty9582
    @ajayakumarmohanty9582 6 หลายเดือนก่อน +24

    ବହୁତ ସୁନ୍ଦର ଭିଡିଓ। ଭାରତୀୟ ଙ୍କ ଦ୍ଵାରା ପରିଚାଳିତ ଶିକ୍ଷାନୁଷ୍ଠାନ, ଶ୍ରେଣୀ ଗୃହ, ଅତ୍ୟାଧୁନିକ ଶିକ୍ଷଦାନ ର ସୁବିଧା ସୁଯୋଗ ଭରି ରହିଛି। ଆନନ୍ଦ ଲାଗୁଛି। ଓଡିଆ ମାନଙ୍କ ସଫଳତା ବିଷୟରେ ଜାଣିବାକୁ ପାଇଲି। ସେମାନଙ୍କର ମତାମତ ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ।

  • @kilogram382
    @kilogram382 6 หลายเดือนก่อน +9

    ଋଷିଆ ଦେଶରେ ଓଡ଼ିଆ ଆଉ ହିନ୍ଦୀ ଲୋକ ମାନଙ୍କୁ ଦେଖି ମୋତେ ବହୁତ ଖୁସି ଲାଗିଲା।❤❤

  • @dalabandhumajhi7721
    @dalabandhumajhi7721 6 หลายเดือนก่อน +49

    ସବୁଟୁ ଆଜିର ବ୍ଲଗ୍ ମୋତେ ବହୁତ୍ ଭଲ ଲାଗିଲା କାହାକୁ କେମିତି ଲାଗିଲା ପ୍ଲିଜ୍ କମଣ୍ଟ କରିବେ ଜୟ ଜଗନ୍ନାଥ

    • @ArjunTudu-ls5nf
      @ArjunTudu-ls5nf 6 หลายเดือนก่อน +3

      Baripada 👍

    • @TeamsterGaming
      @TeamsterGaming 6 หลายเดือนก่อน +1

      Sata katha ..aji vlog sabhuthoo bhala lagila

    • @pradeepkumardas2824
      @pradeepkumardas2824 6 หลายเดือนก่อน

      ବହୁତ ଭଲ ଲାଗିଲା ।ଓଡ଼ିଆ ଶିକ୍ଷକ ଅଛନ୍ତି।

  • @GaneshPradhani-r7c
    @GaneshPradhani-r7c 6 หลายเดือนก่อน +27

    ଲବ ଭାଇ ଏଶବୁ ବାପା ମା ଙ୍କ ଆଶ୍ରୀବାଦ ପାଇ 🙏

  • @phinyalatabhuyan789
    @phinyalatabhuyan789 6 หลายเดือนก่อน +11

    ସତରେ ବହୁତ ଖୁସି ଲାଗିଲା ରୁଷିଆରେ ଆମ ଭାରତର ସଂସ୍କୃତିକ ଓ ଭାରତ ବାସିଙ୍କ ସହିତ ମିଳିତ କରାଇଲ ଏବଂ ଏପରି ଉତ୍ତମ ମେସେଜ ଦେଇଅଛ ସେଥିପାଇ ଧନ୍ୟବାଦ

  • @Mix-videoss
    @Mix-videoss 6 หลายเดือนก่อน +62

    ମୁଁ ଗର୍ବରେ କହେ ମୁଁ ଓଡ଼ିଆ ଆଉ ଆମ ଭାଷା ବଢିଆ....
    👍👍👍👍

    • @sarapanchbadmas
      @sarapanchbadmas 6 หลายเดือนก่อน +1

      Mu kintu santali bhasa moro badhia mu badhia mu b janichhi odia. Odia Bhai Mane janinahanti santal ki ho, mundari bhasa .

  • @KunamalikKunamalik-v6u
    @KunamalikKunamalik-v6u 6 หลายเดือนก่อน +13

    ଆମ ଓଡ଼ିଶାରେ କେବେ ସବୁ ପିଲାମାେନ ଶିକ୍ଷିତ ହେବେ ଆଉ ଆମ ରାଜ୍ଯ No1 ରାଜ୍ଯ ହବ❤❤❤

  • @SonaliPattnayk46
    @SonaliPattnayk46 6 หลายเดือนก่อน +60

    ଲବ ଭାଇ ଆପଣଙ୍କ ପାଇଁ ଆମେ ଏତେ ସୁନ୍ଦର ଦେଶ ସବୁ ଦେଖୁଛୁ। ପୁଣି ଏତେ ସବୁ ଅର୍ଚଯ୍ୟ କଲା ଭଳି ଘଟଣା ମଧ୍ୟ ଦେଖୁଛୁ।
    ଜଗନ୍ନାଥ ଆପଣ ଙ୍କୁ ଘଣ୍ଟ ଗୋଡ଼ାଇ ରଖନ୍ତୁ।।ଜୟ ଜଗନ୍ନାଥ ⭕‼️⭕।

    • @theanimal3153
      @theanimal3153 6 หลายเดือนก่อน +3

      ସତ କଥା❤❤❤❤

  • @pabitrafun1344
    @pabitrafun1344 6 หลายเดือนก่อน +19

    what a friendly principal !! ଦେଖିକି ଖୁସି ଲାଗିଲା...Love from Balangir district ..❤❤

  • @rajkumarbadnaik6938
    @rajkumarbadnaik6938 6 หลายเดือนก่อน +11

    ଓଡ଼ିଶା ଲୋକ ଋଷିଆରେ ଅଛନ୍ତି। ଭାରି ଖୁସି ଲାଗିଲା। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଖୁସି ରେ ରଖୁ।

  • @007_Kumar_sonu
    @007_Kumar_sonu 6 หลายเดือนก่อน +5

    ଲଭ ଭାଇ ଏଇ ଭଳିଆ ଭିଡିଓ ଦିଅନ୍ତୁ ଆଉ ଆମ ଓଡ଼ିଶା ଲୋକ ‌ଆପଣକୁ ଭଲ ଭାବରେ ଚିହନୁ

  • @ranjitkumarnayak9438
    @ranjitkumarnayak9438 6 หลายเดือนก่อน +16

    Laba bhai odisha ro no1 youtuber.only one laba bhai support him

  • @chandrakantamishra3025
    @chandrakantamishra3025 6 หลายเดือนก่อน +9

    ଲବ୍ ବ୍ରୋ, ମୁ ଭାବୁଚି ତମର ଯେତିକି ଏପିଶୋଡ କରିଚ ସେଥି ମଧ୍ୟରୁ ଏହି ଇପିଶୋଡ ଟି ବହୁତ୍ ଭଲ ଲାଗିଲା । ବହୁତ୍ କିଛି ଜାଣିବାକୁ ପାଇଲୁ, ଆମ ର ଶିକ୍ଷା ଭାରତ ବାହାରେ ମଧ୍ୟ ଉପଲବ୍ଧ ।

    • @sambhusoura
      @sambhusoura 6 หลายเดือนก่อน

      ❤❤❤❤🎉🎉

  • @upendrahembram5547
    @upendrahembram5547 6 หลายเดือนก่อน +3

    ଓରେ ଭାଇ ମଜା ଆସିଗଲା ସେ ଶର୍ମା madam ଙ୍କର interview

  • @bilasinipradhan4997
    @bilasinipradhan4997 6 หลายเดือนก่อน +4

    ଜୟ ଜଗନ୍ନାଥ ଲବ ଭାଇ ଙ୍କ ଅନେକ ଅନେକ ଆଶୀର୍ବାଦ ଭିଡ଼ିଓ ଅଲଗା ପ୍ରକାର ଲାଗିଲା ଓଡିଶା ମାଟି ରୁ ଯାଇ ଋଷିଆ ପରି ଦେଶ ର ଲୋକ ମାନଙ୍କ ସହିତ ମିଶିବା ଏବଂ ଏତେ ବଡ଼ ପ୍ରୋଗ୍ରାମ ସାମିଲୀ ହେବା ଓଡିଶା ମାଟି ପାଇଁ ଗର୍ବ ଲାଗୁଚି

  • @abhishekupadhyay581
    @abhishekupadhyay581 6 หลายเดือนก่อน +10

    ମୟୂରଭଞ୍ଜ ରୁ କିଏ କିଏ ଦେଖୁଛନ୍ତି like କରନ୍ତୁ
    ଲବ ଭାଇ ଅମୋ ଓଡ଼ିଶା ର ଗୋଟେ ଭଲ representive ହେଇ ପାରିବ ଭବିଷ୍ୟତ ରେ ବୋଲି ମୋର ଆଶା।
    ଜୟ ଜଗନ୍ନାଥ

    • @mytrilochannayak
      @mytrilochannayak 6 หลายเดือนก่อน

      You representative All India.

  • @sureshmajhi4280
    @sureshmajhi4280 6 หลายเดือนก่อน +3

    ଲବ ଭାଇ ମୋତେ ଋଷିଆ ବହୁତ ଭଲ ଲାଗିଲା କାହିଁକି ନା ଆମ ଓଡ଼ିଶା ଲୋକ ବି ଋଷିଆ ରେ ଅଛନ୍ତି ତେଣୁ ମୁଁ ବହୁତ ଖୁସି ,, ଲବ ଭାଇ ଋଷିଆ ର ଫଲି ଗ୍ରାମ କୁ ମଧ୍ୟ ଦେଖାନ୍ତୁ ‌। 🙏ଜୟ ଜଗନ୍ନାଥ,,,, ଲବ ଭାଇ ସବୁବେଳେ ଭଲ ରେ ରୁହ। 🙏

  • @ManashMahany
    @ManashMahany 6 หลายเดือนก่อน +3

    ଲବ ଭାଇ ଯେଉଁ ଇଣ୍ଡିଆନ ମାନେ ତୁମକୁ ଭେଟ ହେଉ ଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,

  • @chandramanimahanta8332
    @chandramanimahanta8332 6 หลายเดือนก่อน +2

    Canteen ବହୁତ ବଢିଆ ହୋଇଛି
    ହିନ୍ଦୁସ୍ଥାନୀ ସମାଜ ର ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ଧନ୍ୟବାଦ
    ଜୟ ଜଗନ୍ନାଥ ସ୍ବାମୀ

  • @judhisthiranaik2503
    @judhisthiranaik2503 6 หลายเดือนก่อน +3

    ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର ଭିଡ଼ିଓ ଦେଖାଇ ଥିବାରୁ l ବହୁତ ଖୁସି ଲାଗିଲା l

  • @DEBU343
    @DEBU343 6 หลายเดือนก่อน +1

    Very good .thanks .l came to know many things about Russia n school s and educational sistom. Good bye. God bless you.

  • @SurekhamajhiRekha
    @SurekhamajhiRekha 6 หลายเดือนก่อน +4

    Labo daa miss u from kalahandi th Rampur କେବେ ଓଡିଶା କୁ ଆସୁଛ ତୁ ମୋକୁ ଭଗବାନ ସବୁବେଳେ ଷାନ୍ତି ରେ ରଖନ୍ତୁ ଆଶିର୍ବାଦ କରନ୍ତୁ ରୁଷିଆ ଯାଇ କି ଭାରତ ର ପରିବାର ବିଷୟ ସବୁ ଭିଡ଼ିଓ। ବନେଇ ଥିବା ରୁ ଧନ୍ୟବାଦ ଣୋମ୍ସକାର୍ God bless u

    • @SurekhamajhiRekha
      @SurekhamajhiRekha 6 หลายเดือนก่อน

      Labo daa Good morning ଆଜି ର ଦିନ ଟା ଭାଗୋ ବନ୍ ତାର ଫର୍ରୁ ଭଲ ରେ ବିତିତୁ

  • @darasingpurtty
    @darasingpurtty 6 หลายเดือนก่อน +24

    ମୁଁ କରଂଜିଆରୁ,ବହୁତ ଭଲ ଲାଗିଲା❤

  • @antasanta20007
    @antasanta20007 6 หลายเดือนก่อน +29

    ଲବ ଭାଇଙ୍କର video ଏତେ ଜଣ ଦେଖୁଛନ୍ତି ସିନା ହେଲେ Like besi କମ୍ ଆସୁଛି ବହୁତ ଦୁଃଖର କଥା 🥺😭

  • @sontasmaliak5147
    @sontasmaliak5147 3 หลายเดือนก่อน +2

    Bahut hi badhiya video dikhao Shanti Lava bhai 👍

  • @bikashsahu4391
    @bikashsahu4391 6 หลายเดือนก่อน +32

    ଲବ ଭାଇ video କୁ like କର 🎉🎉

  • @padlamkhorra
    @padlamkhorra 6 หลายเดือนก่อน

    ସ୍କୁଲ ପିଲାଙ୍କୁ ଓଡ଼ିଆ ଭାଷା thanks you laba Bhai
    🙏🙏🙏🙏

  • @tnvlogs8665
    @tnvlogs8665 6 หลายเดือนก่อน +25

    ଭାଇ ଆପଣଙ୍କ ଭିଡ଼ିଓ ମୁ ସବୁବେଳେ ଦେଖୁଚି love bro❤❤

  • @jyotsnaranisingh5524
    @jyotsnaranisingh5524 6 หลายเดือนก่อน +2

    ସତରେ ଲୋବ ଭାଇ ତୁମେ କେତେ ଜଲଦି ଲୋକଙ୍କ ସହିତ misijaucha ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି

  • @balabhadrahimirika-gh9cw
    @balabhadrahimirika-gh9cw 6 หลายเดือนก่อน +7

    ଜୟ ଜଗନ୍ନାଥ,Jay Jagannath, ଋଷୋରେ ଆମ ଭାରତ ସରକାରଙ୍କ ଦ୍ୱାରା କ୍ରେନ୍ଦିୟ ବିଦ୍ୟାଳୟ ପରିଚାଳନା ବିଷୟରେ ଜାଣିଲୁ । ଧନ୍ୟବାଦ।

  • @dhanirambeg7820
    @dhanirambeg7820 6 หลายเดือนก่อน +1

    ଲବ ଭାଇ ଯୁହାର ବହୁତ ବହୁତ ସୁନ୍ଦର ଭିଡିଓ ଇନ୍ଟରଷ୍ଟିଙ୍ଗ ଭିଡିଓ ବହୁତ ଖୁସି କଥା ଆମେ ଓଡ଼ିଆ ଭାଇ ଙ୍କ ପ୍ରତି ଆମର ଗର୍ଭ

  • @Homundavide
    @Homundavide 6 หลายเดือนก่อน +3

    ଲଭ ଭାଇ ବହୁତ ଖୁସି ଲାଗୁଚି ରୁଷିଆ ଲୋକ ହୀନ୍ଦୀ ରେ କହିଲେ I love you Lavo bhai❤️ Free fire game ଚାଳିକି ଆପଣଙ୍କର ଭିଡିଓ ଦେଖୁଛି ❤️❤️❤️❤️👍👍👍

  • @abhimanyubehera4296
    @abhimanyubehera4296 6 หลายเดือนก่อน +1

    Bhai aapka video Dekhkar mujhe bahut Khushi Laga aapka Jitna video hai yah sabse Achcha video hai Hamara Odisha ka log Udhar bahut acche se rahte hain yah dekh kar mujhe bahut Achcha Laga

  • @purnatiria237
    @purnatiria237 6 หลายเดือนก่อน +6

    Bignesh Sir, Santosh Sir bahut dhanya bad samastanku help karuchhanti. Jay Jagannath

  • @nalinimajhi5348
    @nalinimajhi5348 6 หลายเดือนก่อน +1

    ବହୁତ ସୁନ୍ଦର ପିଲା ମାନେ ସବୁ ବେଳେ practically class ହିଁ ପସନ୍ଦ କରନ୍ତି, ହେଲେ ଆମ ଭାରତ ରେ ସବୁ ଓଲଟା ହୁଏ, ଆମ class room ଗୁଡାକ କେବଳ theoretically ଚାଲେ, କୌଣସି skill develop କରା ଯାଏନି ତେଣୁ graduation ପରେ ବି ପିଲମାନେ ବେକାର ରହି ଯାଉଛନ୍ତି 😢😢😢😢

  • @hrudanandasankhua5824
    @hrudanandasankhua5824 6 หลายเดือนก่อน +3

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @jadunathtudu1973
    @jadunathtudu1973 6 หลายเดือนก่อน +4

    ବହୁତ ଭଲ ଓ ସୁନ୍ଦର ବ୍ଲଗ୍ actually ଯୋଉମାନେ ଭୋଲ ଲୋକ ଘର ଛାଡି ଅନ୍ୟତ୍ର ଯାଇ ନିଜର ସମାଜର, ରଙ୍ଗରେ ରଙ୍ଗେଇ ଥାଆନ୍ତି, ଚଉଦିଗ କୁ❤🎉🎉❤

  • @tcpsboss9263
    @tcpsboss9263 6 หลายเดือนก่อน +5

    Russia ra jete bi video baneicha ei video ta sabuthu bhala lagila. Mu odia boli proud fill karuchi. Love you laba Bhai. Jay Jagannath 🙏🚩

  • @villagestarsrikanta
    @villagestarsrikanta 6 หลายเดือนก่อน +1

    ଲବ ଭାଇ ତୁମେ ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ବହୁତ୍ ଖୁସି ଲାଗିଲା ଆପଣ ଋଷିଆ ରେ ଆମ ଓଡ଼ିଶା କୁ ଉପସ୍ଥାପନ କରିଛନ୍ତି ଜୟ ଜଗନ୍ନାଥ 🙏🙏 ଜଗନ୍ନାଥଙ୍କ କୃପାରୁ ଆପଣ ଆହୁରି ସମ୍ମାନିତ ହୁଅନ୍ତୁ ଜୟ ଲବ ଭାଇ

  • @ratanlalpurty3569
    @ratanlalpurty3569 6 หลายเดือนก่อน +6

    ଭାଇ ମୁଁ ନିଜେ ଋଷିଆ ରେ ବୁଲିଲା ପରି ଲାଗୁଥାଏ, ବହୁତ ଭଲ ଲାଗିଲା, God Blesse You Brother ❤️🌹❤️🌹❤️🌹

  • @phudanmarndi7983
    @phudanmarndi7983 6 หลายเดือนก่อน +2

    Long video but very interesting.... Laba Bhai tume amoku bht sundar jinisha sabu dekhaucha .... very nice ❤❤❤❤❤❤❤

  • @sanubhatra3002
    @sanubhatra3002 6 หลายเดือนก่อน +78

    ନବରଙ୍ଗପୁର ରୁ କିଏ କିଏ ଦେଖୁଛ ଲାଇକ କରନ୍ତୁ

    • @SudhirPradhan-e2i
      @SudhirPradhan-e2i 6 หลายเดือนก่อน +2

      ତୋ ବାପା ଆଉ ମାଁ

    • @MakrandhJani
      @MakrandhJani 6 หลายเดือนก่อน +3

      Papadahandi ❤❤❤❤❤❤❤

    • @Raj-zw1fz
      @Raj-zw1fz 6 หลายเดือนก่อน +1

      Nabarangapur Rajmohan

    • @sunadharmajhi5344
      @sunadharmajhi5344 6 หลายเดือนก่อน +1

      Jharigam Banuaguda

    • @BinodMali-yb6lc
      @BinodMali-yb6lc 6 หลายเดือนก่อน +1

      Maidalpur butiaguda

  • @NrusinghBarik-wr8bh
    @NrusinghBarik-wr8bh 6 หลายเดือนก่อน +1

    ଲବ , ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ‌। ତୁମର ମସ୍କୋ ଭିଡିଓ ବହୁତ ଭଲ ହୋଇଛି।

  • @jagannathsoy7666
    @jagannathsoy7666 6 หลายเดือนก่อน +39

    Karanjia ରୁ କିଏ କିଏ ଦେଖୁଛ

  • @BinodTanti-kf1oc
    @BinodTanti-kf1oc 6 หลายเดือนก่อน +1

    Laba bhai tumaku bahut bahut dhanyabad

  • @beheraashok698
    @beheraashok698 6 หลายเดือนก่อน +3

    Jagannath 🙏🙏🙏 ତୁମକୁ ଭଲରେ ରଖିଥାନ୍ତୁ। ଅତି ସୁନ୍ଦର ଜୟ ଜଗନ୍ନାଥ

  • @HariSing-pm7dt
    @HariSing-pm7dt 6 หลายเดือนก่อน +1

    ବହୁତ ଭଲଲାଗିଲା ରେସିଆନ୍ ହିନ୍ଦୀ ଭାଷାରେ କହିଲେ ନାଇସ୍

  • @baburajnahakbaburajnahak8425
    @baburajnahakbaburajnahak8425 6 หลายเดือนก่อน +3

    ଅତି ସୁନ୍ଦର blog Jay shree ଜୟ ଜଗନ୍ନାଥ ଓଡ଼ିଶା ଧନ୍ୟବାଦ ଲଵ ଭାଈ 😅❤

  • @KrishnaKrishna-kh6cn
    @KrishnaKrishna-kh6cn 6 หลายเดือนก่อน +1

    Video mujhe bahut Achcha Laga love bhai

  • @thesanthal1992
    @thesanthal1992 6 หลายเดือนก่อน +4

    ଆମେ ଓଡିଆ ଭାରି ବଢିଆ
    ❤❤

  • @kalicharanmarndi3369
    @kalicharanmarndi3369 6 หลายเดือนก่อน +2

    ଵହୁତ ଵହୁତ ଧନ୍ୟବାଦ ରଷିଆ ରେ ରହୁଥିବା ଓଡ଼ିଆ ଭାଇ ମାନଙ୍କୁ ନମସ୍କାର

  • @purnatiria237
    @purnatiria237 6 หลายเดือนก่อน +3

    Bahut interesting .... Bhai tame Odisha ra Proud. Bhai tame emiti agaku jao au amaku emiti kichhi nua katha nua jinish bisayare janauthao. Odisha ru tamaku bahut sara pyaar milu. Thankyou.

  • @youngG_bgmi_
    @youngG_bgmi_ 5 หลายเดือนก่อน +2

    Very good.

  • @SantoshKumarMandal-k5e
    @SantoshKumarMandal-k5e 6 หลายเดือนก่อน +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤️❤️

  • @NiluJena-gf1xv
    @NiluJena-gf1xv 6 หลายเดือนก่อน +1

    Jai hind Jai jagannath I love this is your a video very nice I love Russia and india proud of feel odisha

  • @SOURATOKA24
    @SOURATOKA24 6 หลายเดือนก่อน +10

    Love from ODISHA. Rayagada ❤

  • @dhanamatidalai1654
    @dhanamatidalai1654 6 หลายเดือนก่อน +2

    Love from Odisha ...❤❤ 🙏 proud feeling to see odia people in Russia ..👌🙏👍

  • @narayantripathynarayantrip2865
    @narayantripathynarayantrip2865 6 หลายเดือนก่อน +4

    Beautiful Russian girls speak Hindi language beautiful Hindi school 🏫🎒🏫🎒 Hindu religion following countries happy journey God bless you

  • @kumarajayofficial
    @kumarajayofficial 6 หลายเดือนก่อน +1

    ବହୁତ ଭଲ ଲାଗିଲା ଲବ ଭାଇ, ଋଷିଆ ର ସ୍କୁଲ ଶିକ୍ଷା, ବିଷୟରେ ଜାଣିବାକୁ ପାଇଲୁ | ସମସ୍ତ ସହିତ ଅତି ସହଜରେ ମିଶିବା କଥାବାର୍ତା ବହୁତ ଭଲ ଲାଗିଲା ❤❤❤❤❤❤

  • @Sipun366
    @Sipun366 6 หลายเดือนก่อน +3

    Proud of our brave boy of mayurbhanj

  • @sarathinaik6748
    @sarathinaik6748 5 หลายเดือนก่อน

    ଭାଇ ମତେ ଭାରି ଖୁସି ଲାଗିଲା ଋଷିଆରେ ବି ଆମ ଭାରତ ର ଲୋକ ଅଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେବି କି ଆମ ଭାରତ ର ଭାଷା ଭାରତର kalchr କୁ ସେ ଆଉ ଜଣଙ୍କୁ ଶିଖାଉଛନ୍ତ ଭାଇ ଆପଣଙ୍କୁ ବି ଧନ୍ୟବାଦ ବନ୍ଦେ ଭାରତ ବନ୍ଦ ଉତ୍କଳଜନନୀ ଜୟ ଜଗନ୍ନାଥ

  • @MoVlogs143
    @MoVlogs143 6 หลายเดือนก่อน +30

    ଯାଜପୁର ରୁ କିଏ ଅଛ ଲାଇକ କରନ୍ତୁ

  • @rameshjyotish9393
    @rameshjyotish9393 6 หลายเดือนก่อน +1

    LABA bhai tama pain odisha garbita karuchhi (jaya jagannath)

  • @SiluNiluExpres
    @SiluNiluExpres 6 หลายเดือนก่อน +5

    Jay Maa tarini
    I am from keonjhar

  • @gajendraprasadsahu703
    @gajendraprasadsahu703 6 หลายเดือนก่อน +1

    Bahut sundar video thank you ❤️🙏🏿 laba

  • @souravyt15
    @souravyt15 6 หลายเดือนก่อน +52

    ପ୍ରଥମ ଥର comment କରିଛି ଦେଖିବା କେତେ like ମିଳୁଛି 😊❤

    • @exampurofficiall
      @exampurofficiall 6 หลายเดือนก่อน +3

      All ready 24 comments😂😅😂😅😂

    • @julubabushortvideo
      @julubabushortvideo 6 หลายเดือนก่อน

      Tote balo milibo

    • @souravyt15
      @souravyt15 6 หลายเดือนก่อน

      @@julubabushortvideo tate ta bou bia miliba khaibu magiha

  • @beherac4742
    @beherac4742 6 หลายเดือนก่อน +1

    Dekhiki bohut vala lagila ate odia loko ate indian loko russia re great....god bless you bhai😊

  • @motilaltudu7275
    @motilaltudu7275 6 หลายเดือนก่อน +3

    ବହୁତ ଭଲ ଲାଗିଲା ଏ ଭିଡିଓ ଟି

  • @surendrabarad5260
    @surendrabarad5260 6 หลายเดือนก่อน +1

    ବହୁତ ବହୁତ ଅଭିନନ୍ଦନ ସମସ୍ତଙ୍କୁ,ଜୟ ଶ୍ରୀ ଜଗନ୍ନାଥ🙏🙏ବହୁ ଶିକ୍ଷଣୀୟ vlogs ,🎉🎉

  • @RanjitKhadia-bw7bd
    @RanjitKhadia-bw7bd 6 หลายเดือนก่อน +9

    ଜୟ ମା ସମଲେଶ୍ଵରୀ

  • @sabitarani6363
    @sabitarani6363 6 หลายเดือนก่อน +1

    ଭାରି ଭଲ ଲାଗିଲା,ରଷିଆ ରେ ଭାରତୀୟ ଭାଷାରେ ଶିକ୍ଷା ବ୍ୟବସ୍ଥା ନିମନ୍ତେ ଭାରତ ସରକାରଙ୍କୁ ଧନ୍ୟବାଦ।ଆମଭାଷା ସଂସ୍କୃତି ର ପ୍ରସାର କରୁଥିବା ରୁ ତୁମ କୁ ଅନେକ ଅଭିନନ୍ଦନ

  • @gubasoren770
    @gubasoren770 6 หลายเดือนก่อน +3

    Sir bahut bhalabhabare bujheile thank you sir.

  • @dipakkumarbehera1143
    @dipakkumarbehera1143 6 หลายเดือนก่อน +2

    I proud for you laba Bhai . Russia best friend of India,Jay Jagannath

  • @ParamJyoti.ammabhagvan
    @ParamJyoti.ammabhagvan 6 หลายเดือนก่อน +5

    ଲବ ଭାଇ ବୁଢ଼ା ଲୋକ ଅଛନ୍ତି କି ନାହିଁ ସେ ଟି (ପୁଆପିଲା ଶୀଘ୍ର ମରିଯାଆନ୍ତି କହୁଥିଲ ଭାଇ ସେଥିପାଇଁ ପଚାରିଲି)😊😊
    ଭାଇ ଆଜି ବହୁତ ମଜା ନେଲ😆😆
    ଭାଇ ସେଥି ସବୁବେଳେ ନାଚୁଛନ୍ତି ତମେ ଟିକେ ହରେକୃଷ୍ଣ କହି କି ନାଚି ଦେଇଥାଅନ୍ତ😆🫣କଣ କହୁଛ ସାଙ୍ଗ ମାନେ ଠିକ୍ କହିଲି ନା ? ଲବ ଭାଇ ପାଇଁ like ହାଇ ଯାଉ🎉🎉🎉🎉❤❤❤❤❤😊😊😊😊😊

  • @Shreecharankpngok
    @Shreecharankpngok 6 หลายเดือนก่อน +2

    ମୁଁ କନ୍ଧମାଳରୁ କହୁଛି ଲବ ଭାଇଙ୍କୁ ମୋର ଗୋଟିଏ ଅନୁରଧ ଯେ ଏମିତି କେମିତି close ରେ ମିଶୁଛ ରୁଷିଆରେ ମୁଁ ଟିକେବି ଭାବି ପାରୁନି ଏମିତି ହିଁ ତମର ଯାତ୍ରା ଭଗବାନ ଶୁଭମୟ କରନ୍ତୁ ଜୟ ଜଗନ୍ନାଥ 🙏🙏❤️❤️❤️👍👍👍❤️❤️❤️🙏🙏

  • @judhistirtripathy2970
    @judhistirtripathy2970 6 หลายเดือนก่อน +4

    Very nice Blog.

  • @ratikantanaik8145
    @ratikantanaik8145 6 หลายเดือนก่อน +2

    Jay odisha ...Jay Indian....Jay maa tarini .... from keonjhar ❤❤❤❤❤

  • @Desia123
    @Desia123 6 หลายเดือนก่อน +5

    ଲବ ଭାଇ ଜୁହାର ନବରଙ୍ଗପୁର ଜିଲ୍ଲା

  • @binoddalua5575
    @binoddalua5575 4 หลายเดือนก่อน +1

    bahut bhal jay jagannath

  • @comedian__soumya___10
    @comedian__soumya___10 6 หลายเดือนก่อน +4

    Laba Bhaie eai video ta volo views jiba 🙏🙏🙏

  • @subhadramohanty5625
    @subhadramohanty5625 6 หลายเดือนก่อน +2

    Bahut bhala laguchi tuma video laba God bless you.

  • @MoVlogs143
    @MoVlogs143 6 หลายเดือนก่อน +11

    ବାଲେଶ୍ବର ଜିଲ୍ଲାରେ କିଏ ଅଛ ଲାଇକ କରନ୍ତୁ

  • @hmbhmb446
    @hmbhmb446 6 หลายเดือนก่อน +1

    Bhai ai video and last video very very bhalo and interesting
    Because aithire tumoro bholo language ( words) use hoichhi.
    Thank you for improving your language .........
    Remember:::
    Tumo video sabu category ro Loko dekhu ochhanti.
    SPECIAL THANK YOU.

  • @chumukieating
    @chumukieating 6 หลายเดือนก่อน +4

    ଲବ ଭାଇ କୁ like କରନ୍ତୁ ❤️

  • @kunjamahanta5092
    @kunjamahanta5092 6 หลายเดือนก่อน

    ବହୁତ ସୁନ୍ଦର ଲାଗିଲା ଲବ ଭାଇ

  • @SaibaBehera
    @SaibaBehera 6 หลายเดือนก่อน +3

    Jay jagannath ❤❤❤❤❤❤❤

  • @Bhagaan.....
    @Bhagaan..... 6 หลายเดือนก่อน

    ଲବ ଭାଇଙ୍କ ଭିଡିଓ ସବୁ ମୁଁ ଗୋଟେ ଗୋଟେ କରି ଦେଖିଲେ ଯାଇ ଖୁସି ଲାଗେ ମୋତେ ସତରେ ଲଭ୍ ୟୁ ଲବ ଭାଇ 💪👍

  • @gopabandhubhatra6252
    @gopabandhubhatra6252 6 หลายเดือนก่อน +3

    ଜୟ ଜଗନ୍ନାଥ ଲବ ବାଇ

  • @nrusinghcharanacharya2078
    @nrusinghcharanacharya2078 6 หลายเดือนก่อน +1

    Bahut bhala video.

  • @PRAKASHBISOI2003
    @PRAKASHBISOI2003 6 หลายเดือนก่อน +5

    I love you broh.....❤❤❤ BJD KU SUPPORT KARA

    • @beherac4742
      @beherac4742 6 หลายเดือนก่อน

      Tame kan a vdo re rajaniti kruchha ki ame BJD ku kahiki support kribu kan kruchhi ki BJd

    • @PRAKASHBISOI2003
      @PRAKASHBISOI2003 6 หลายเดือนก่อน

      @@beherac4742 bahut kichi karichi

  • @UMESHCHANDRAKisku
    @UMESHCHANDRAKisku 5 หลายเดือนก่อน

    Wow Laba Bhai Kan na karuchha,bahut bahut dhanyabad I feel proud of You to being a Santhal community!!!

  • @MantuAnilVlogs
    @MantuAnilVlogs 6 หลายเดือนก่อน +3

    ଜୟ ଜଗନ୍ନାଥ ⭕❗⭕🙏🙏😭

  • @malatigagarai4011
    @malatigagarai4011 5 หลายเดือนก่อน

    Russia travel ସବୁଠୁ ଭଲ ଲାଗିଲା