Ei Matira Itihas || ବିପ୍ଳବୀନ୍ନି ଅନ୍ନପୂର୍ଣା ମହାରଣା || RADIO CHOKLATE

แชร์
ฝัง
  • เผยแพร่เมื่อ 20 ม.ค. 2025

ความคิดเห็น • 12

  • @gangabarik365
    @gangabarik365 4 ปีที่แล้ว +1

    Such a great lady 🙏🙏🙏🙏🙏🙏

  • @deepakdas5380
    @deepakdas5380 3 ปีที่แล้ว

    🙏

  • @tapaskumarsingh1993
    @tapaskumarsingh1993 4 ปีที่แล้ว +1

    ବହୁତ ସୁନ୍ଦର ଉପସ୍ଥାପନ 👏👏👏

  • @abhijitsahoo7611
    @abhijitsahoo7611 4 ปีที่แล้ว

    Nice vios😍😍😍

  • @jagabandhupanda5818
    @jagabandhupanda5818 4 ปีที่แล้ว +1

    🎤🙏

  • @rasmiranjanojha2350
    @rasmiranjanojha2350 3 ปีที่แล้ว

    ଆଜି ଆମେ ଇଂରେଜ ମାନଙ୍କ ଠାରୁ ସ୍ବାଧନ ସତ,ସେମାନଙ୍କ ଷୋସଣ ରୁ ମୁକ୍ତ ସିନା କିନ୍ତୁ ଆଜି ନିଜ ଦେଶକୁ ଲୁଟିବାର ଯେଉଁ ଅଭିଳାସ ରଖି ଏଇ ଦେଶ ରାଜ୍ଯ ର ସୁସନ୍ତାନ ମାନଙ୍କର ସ୍ବାର୍ଥପର ମନୋଭବ ଇଂରେଜ ମାନଙ୍କ ଷୋସଣ ଠାରୁ ବି ଅଧିକ।ଏଠି ଅଣ୍ଟି ଛୁରି ତଣ୍ଟି କାଟିଲା ପରି ନିଜ ଦେଶ ରାଜ୍ଯ କୁ ଲୁଟି ନେଇ ନିଜ ସ୍ବାର୍ଥ ସାଧନ କରିବାରେ ଲାଗି ପଡିଛନ୍ତି।ଇଁରେଜ ମାନଙ୍କ ଠାରୁ ମୁକ୍ତ ହୋଇ ନିଜ ସାଶନ ନିଜେ,ନିଜ ଦେଶକୁ ନିଜେ ଗଢି ତୋଳିବାର ଯେଉଁ ସ୍ବପ୍ନ ଆମ ପୁର୍ବପୁରୁଷ ମାନେ ଦେଖିଥିଲେ ଆଜି ତାହା ଚିନ୍ତାର ବିଷୟ।ନିଜଦେଶକୁ ଲୁଟିବାରେ ଲାଗିପଡିଛନ୍ତି କ୍ଷମତାସିନ ଅସାଧୁ ଓ ଲୋଭାସକ୍ତ ଜନସାଧାରଣ।ସତରେ ଆଜି ଆମ ପୁର୍ବ ପୁରୁଷ ମାନେ ସ୍ବର୍ଗ ରେ ଥାଇ ଗର୍ବ କରୁଥିବେ ନିଶ୍ଚୟ।ସେମାନଙ୍କ ସୁସନ୍ତାନ ମାନଙ୍କ କାର୍ଯ୍ଯକଳାପ ତାଙ୍କ ବଳିଦାନ ର ଯେଉଁପରିଭାବରେ ଯଥାର୍ଥ ମାନ ରଖୁଛନ୍ତି ତାହା ଆଜି ଆପଣଙ୍କ ସମ୍ମୁଖରେ।ପରାଧିନତା ଓ ସ୍ବାଧିନତା ଭିତରେ ମୁଁ କେବଳ ଗୋଟିଏ ପାର୍ଥକ୍ଯ ଦେଖି ପାରୁଛି,ସେତେବେଳେ ବିଦେଶୀ ଲୁଟୁଥିଲେ ଏବେ ସ୍ବଦେଶୀ ଲୁଟୁଛନ୍ତି।କାହାକୁ କହିବି ଶୁଣିବ କିଏ ଏଠି ଆପଣା ସୁନା ତ ଭେଣ୍ଡି।

  • @rakeshmallik546
    @rakeshmallik546 4 ปีที่แล้ว

    Subas chandara boss story

  • @abhijitsahoo7611
    @abhijitsahoo7611 4 ปีที่แล้ว

    I am praud fill my Odisha

  • @Sksahu235
    @Sksahu235 4 ปีที่แล้ว

    Sir jairajaguru video send କରନ୍ତୁ

  • @brokenheartcreation1
    @brokenheartcreation1 4 ปีที่แล้ว

    Sir mu radio chocolate ra bahut bada fan mu tk Sangram sir nka sabu story padhucha but mora b gote love story achi sir kemite apananka pakhare pakha China janini

  • @seshadev718
    @seshadev718 4 ปีที่แล้ว +1

    Please recuest to redio chocolate every day kichhi new new storry upload karantu