Ei Matira Itihas || ବିଶର ମହାନ୍ତି || Bisara Mahanty || Radio Choklate ||

แชร์
ฝัง
  • เผยแพร่เมื่อ 14 ต.ค. 2024
  • ଶୁଣନ୍ତୁ ଜବନ କବଳରୁ ଜଗନ୍ନାଥଙ୍କୁ ଉଦ୍ଧାର କରିବା ପାଇଁ ବିଶର ମହାନ୍ତିଙ୍କ ଅସୀମ ଦୁଃସାହସର କାହାଣୀ.
    ରଚନା - ଆର୍ତତ୍ରାଣ ଶତପଥୀ କଣ୍ଠ-ମୋହନ ମଜିଥୀଆ
    Sound Packaging : Saumitri & Srikant
    Link to download Radio choklate app : play.google.co...
    ଭାବ ଭକ୍ତି ଭରା ଭଜନ ଦେଖିବା ପାଇଁ ଏବଂ ଅନେକ ଆଧ୍ୟାତ୍ମିକ କଥା ଜାଣିବା ପାଇଁ ଆଜି ହିଁ subscribe କରନ୍ତୁ ନନ୍ଦିଘୋଷ You tube ଚ୍ୟାନେଲ • ପରମ ଭକ୍ତ ଦୀନବନ୍ଧୁ ଦାସ ...
    Follow Radio Choklate:
    Facebook: / choklate104
    Twitter: / radiochoklate
    LOVE STORY WITH RJ SANGRAM : • ଦାଦନର ପ୍ରେମକାହାଣୀ II L...
    Kathatie with RJ Sangram : • GANTHI II Kathatie wit...
    BHAYA : • BHAYA : Enter at your ...
    Jibana ra kete Ranga : • Bou : Micro Story
    #RadioChoklate

ความคิดเห็น • 128

  • @Shri_krishna1818
    @Shri_krishna1818 2 หลายเดือนก่อน +4

    ଧନ୍ୟ ପ୍ରଭୁ ତୁମେ ଧନ୍ୟ ତୁମ ଭକ୍ତ 🙏🏻
    ଜୟ ଜଗନ୍ନାଥ ସ୍ୱାମୀ 🙏🏻🌹🙌🏻🙌🏻

  • @rabindrakumarmohanty9415
    @rabindrakumarmohanty9415 3 ปีที่แล้ว +49

    ତୋତେ ହିଁ ତୁହି ରଯାକର। ମୁଁ ଛାର ମଣିଷ ମାତର। ଯବନ ମାନେ ବାରମ୍ବାର ଜଗନ୍ନାଥ ମନ୍ଦିର ଆକ୍ରମଣ କରିଛନ୍ତି। ହେଲେ ଏ ଧର୍ମ ଏ ଜାତି ଆଜି ବିଜୟ ବାନା ଉଡାଉଛି। ପରବର୍ତ୍ତୀ ସମୟରେ ଯବନ ମାନକଂ ରକ୍ତ ରେ ହୋରି ଖେଳ କରି ଓଡିଶା ର ରାଜା ମାନେ ଗଙ୍ଗା ଠାରୁ ଗୋଦାବରୀ ଯାଏ ରାଜ୍ୟ ବିସ୍ତାର କରିଥିଲେ। ଏହା ହିଁ ଉତ୍କଳର ଗାରିମା ମଯ ଐତିହ୍ୟ।

    • @prakashpradhan4317
      @prakashpradhan4317 ปีที่แล้ว

      ମୁକୁନ୍ଦ ଦେବଙ୍କ ପରେ ଓଡ଼ିଶାରେ କୋଉ ରାଜା ଆଉ ଥିଲେ ଯେ ସେ ଗଙ୍ଗାଠୁ ଗୋଜା କରୀ ଜୟକରିଥିଲେ ? ଇତିହାସ ଜ୍ଞାନ ଅଛିଟି ?

    • @kubernayak5737
      @kubernayak5737 10 หลายเดือนก่อน +1

      ଜୟ ଜଗନ୍ନାଥ 🙏🙏

    • @srijogendraacharya8356
      @srijogendraacharya8356 3 หลายเดือนก่อน

      ଜୟ ଜଗନ୍ନାଥ

    • @pabitramohanta8964
      @pabitramohanta8964 2 หลายเดือนก่อน

      Joy jagnnath ❤🙏🙏🙏

  • @asishkumardas2598
    @asishkumardas2598 6 หลายเดือนก่อน +1

    ପୋଲସରା ବ୍ଲକ୍ ମଥୁରା ସ୍ଥିତ ହାତିବାରି ପାହାଡ ମାରଦା ମନ୍ଦିର ରେ ଶ୍ରୀ ଜୀଉ ମାନଙ୍କୁ ରଖା ଯାଇଥିଲା। ଏବେ ବି ଶୂନ୍ୟ ପିଣ୍ଡି ଓ ମନ୍ଦିର ଅକ୍ଷୁର୍ଣ୍ଣ ରହିଛି। ଏହି ସ୍ଥାନ ଶରଣ ଶ୍ରୀକ୍ଷେତ୍ର ନାମରେ ପରିଚତ

  • @DAKOTA1940s
    @DAKOTA1940s 2 ปีที่แล้ว +17

    ଜୟ ଜଗନ୍ନାଥ🙏🏻🙂💚.....ହୃଦୟସ୍ପର୍ଶୀ ,ଶୁଣିବା ସମୟ ରେ ଲୋମ ଟାଙ୍କୁରି ଉଠିଲା ଓ ଆଖିରେ ଲୁହ ଆସିଗଲା 🙏🏻😥💚...ଧନ୍ୟ ସେ ଭକ୍ତ ଧନ୍ୟ ତା ଭାବ🙏🏻💚🙂...

  • @dhrutinayak
    @dhrutinayak ปีที่แล้ว +4

    Jai jagannath prabhu tume kete kasta paichha prabhu, tume hi saha bharassa 🙏🙏🙏

  • @stalinsamantaray4191
    @stalinsamantaray4191 16 วันที่ผ่านมา

    ଜୟ ଜଗନ୍ନାଥ 🙏🙏🙏

  • @jeebanbarik5819
    @jeebanbarik5819 ปีที่แล้ว +1

    Jai Jagatsinghpur,Jai Jagannath

  • @sunomama2096
    @sunomama2096 ปีที่แล้ว +1

    Aama thakura ❤aama kanha aama jagganath 🎉

  • @rakeshdash6725
    @rakeshdash6725 2 ปีที่แล้ว +7

    ହରେ କୃଷ୍ଣ
    ଭିଡିଓ ପ୍ରସ୍ତୁତ କରିଥିବା ସମସ୍ତ ଭାଇମାନଙ୍କୁ ଶତକୋଟି ପ୍ରଣାମ,ଜୟ ଜଗନ୍ନାଥ

  • @narayanmohanty4947
    @narayanmohanty4947 2 ปีที่แล้ว +2

    ରାମ ଧନୁ କିଏ ଭାଙ୍ଗିଲା ଭଳି ଉପାଖ୍ୟାନ ବ୍ୟାଖ୍ୟା କରୁଛ ମୋ ଭାଇ ତମକୁ ଜୁହାର।

  • @beupdate7733
    @beupdate7733 2 ปีที่แล้ว +17

    ଏହି ଭିଡିଓ ରେ ମିଲିୟନ view କାହିଁକି ନାହିଁ..?
    It deserves...
    ବୋଧହୁଏ ବିଶର ମହାନ୍ତି ଙ୍କ ଭଳି ଧର୍ଯ୍ୟ ଏଠି କାହାର ନାହିଁ...😘👍

  • @amazingarya193
    @amazingarya193 ปีที่แล้ว

    ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ।
    ବହୁତ କିଛି ଜାଣିଲି ।
    ଜୟ ଜଗନ୍ନାଥ

  • @satyabratadash1586
    @satyabratadash1586 2 หลายเดือนก่อน +1

    Jay Jagannath Swami 🌺🙏🌺

  • @kumudinidash1481
    @kumudinidash1481 2 ปีที่แล้ว +6

    🚩जय महाप्रभु श्रीजगन्नाथ स्वामी🚩🌺🙏

  • @GaneshJena-mr1hf
    @GaneshJena-mr1hf 2 หลายเดือนก่อน

    ତମ ମାନଂକୁ ଜୁହାର, ଜୟ ଶ୍ରୀ ଜଗନ୍ନାଥ ।

  • @ViratKohliofficial18-d8d
    @ViratKohliofficial18-d8d 2 หลายเดือนก่อน

    Jay jagannath 🙏🙏🙏🌺🌺🌹

  • @utkalalokdash6662
    @utkalalokdash6662 2 หลายเดือนก่อน

    Nilasaila khali gotie upanyas nuhe gote adamya jati ra haji jaithiba Itihas ❤

  • @Bharat-INDIA29
    @Bharat-INDIA29 ปีที่แล้ว

    ଏହି channel ଗୋଟେ podcast channel ଖୋଲିବା କଥା, ବହୁତ୍ ସୁନ୍ଦର୍ ଲାଗୁଛି

  • @pt.abhayakumartripathyshar3496
    @pt.abhayakumartripathyshar3496 2 ปีที่แล้ว +1

    ନବକଳେବର ହେଲାବେଳେ ବ୍ରହ୍ମଙ୍କୁ ଯେଉଁ ବ୍ୟକ୍ତି ନୂତନ ବିଗ୍ରହରେ ପ୍ରତିଷ୍ଠା କରିବେ ସେ ମହାପ୍ରଭୁଙ୍କ ଦ୍ୱାରା ଚୟନ ହୁଅନ୍ତି, ବୋଲି ଆମେ ଶୁଣିଛୁ l ବ୍ରହ୍ମଙ୍କୁ ଯେ ସ୍ପର୍ଶ କରିବେ ତାପରେ ତାଙ୍କର ମୃତ୍ୟୁ ହୁଏ l ଉପରୋକ୍ତ କଥାରୁ ଯାହା ଜଣାପଡିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା.......
    ଜୟ ଜଗନ୍ନାଥ...... 🙏🏻🕉️

  • @charulata6741
    @charulata6741 ปีที่แล้ว +1

    Jay Jagannath Swami

  • @Reenabehera0
    @Reenabehera0 ปีที่แล้ว +1

    Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏♥️♥️😭😭😭😭😭😭😭

  • @mantuphotography4080
    @mantuphotography4080 2 ปีที่แล้ว +1

    Apankau ashes ashes Dhanyabada 🙏🙏🙏
    Mo nija janama mati ra ithsha ku apna pani mu aji janiparilii

  • @naturegamer3815
    @naturegamer3815 4 ปีที่แล้ว +8

    jai jagannath

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว +1

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @balaramsamal3392
    @balaramsamal3392 ปีที่แล้ว

    Jay jagannath

  • @dibyaranjanpatra2994
    @dibyaranjanpatra2994 ปีที่แล้ว +1

    ସିଏ ମୋ ଜଗନ୍ନାଥ 😭😭❤️❤️

  • @bipinamallik2803
    @bipinamallik2803 2 หลายเดือนก่อน

    Jaya Sree Jagannatha Jaya Jara Mayare Deba Agochara, Kalapahahada Ketekamatara

  • @tapanbehera9006
    @tapanbehera9006 10 หลายเดือนก่อน

    Srijukata Bisara mohanty ku koti koti pranam 🙏🙏🙏

  • @mahabirpadhi7629
    @mahabirpadhi7629 ปีที่แล้ว

    Se bisara Mahanti hi Jagannath kun Rupa. Taku o Prabhu Jagannath Nath kun mora koti koti pranam

  • @ranjankumarpatra2284
    @ranjankumarpatra2284 ปีที่แล้ว +3

    ପ୍ରଥମେ ବିଶରମାହାନ୍ତି ବ୍ରହ୍ମ ଙ୍କୁ ଆଣି କୁଜଙ୍ଗ ଗଡ଼ ରାଜାଙ୍କୁ ବ୍ରହ୍ମ ଦେଇଥିଲେ , କୁଜଙ୍ଗରେ ପ୍ରଭୁ ବହୁ ବର୍ଷ ରହି ପୂଜା ପାଇଲେ , ଏହାର ଖୋଜଖବର କାହାକୁ ଜଣା ନଥିଲା, ପ୍ରଭୁ ଗୁପ୍ତରେ ରହି ପୂଜା ପାଉଥିଲେ, ପରେ ପୁରୀକୁ ଅଣାଯାଇ ନବକଳେବର କରାଯାଇ ବିଗ୍ରହ ସ୍ଥାପନ ହୋଇ ରତ୍ନ ରତ୍ନ ସିଂହାସନ ରେ ପୂଜା ପାଇଲେ ଏହାହିଁ ସତ୍ୟ , ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ 🙏

  • @debasishmohanty1226
    @debasishmohanty1226 ปีที่แล้ว

    Bisara mohanty prabhu nkra bhakta

  • @niranjanrout5025
    @niranjanrout5025 ปีที่แล้ว +3

    ସେ କଳାପାହାଡ଼ ର ଭାଗ୍ୟ ଭଲ ଥିଲା କି
    ମୁଁ ସେତେ ବେଳେ ଜନ୍ମ ହୋଇ ନଥିଲି ......
    ତାର ଜୀବନ ନେଇ ଯାଇଥାନ୍ତି 🙏🙏🙏🙏
    JAY JAGANNATH 🙏 🙏🙏

  • @pritimusic3690
    @pritimusic3690 2 ปีที่แล้ว +1

    Jaga pain jibana chaligale v chinta nahi......jai jagannath swamy 🙏😭😭😭

  • @jitendrapallai8085
    @jitendrapallai8085 ปีที่แล้ว

    Jay jaganath swaami nayana patha gaami bhaba tume 🙏🙏🙏🙏🙏

  • @manaswinidas8260
    @manaswinidas8260 ปีที่แล้ว

    Om Shri Jagannathaya namoh🙏🌹

  • @basantabhaibms3913
    @basantabhaibms3913 3 หลายเดือนก่อน

    ଧନ୍ୟବାଦ

  • @niranjansahoo8288
    @niranjansahoo8288 10 หลายเดือนก่อน

    Great story of bisara mohanty

  • @panchananbehera6434
    @panchananbehera6434 2 ปีที่แล้ว +1

    miraculous achievement of Bisara Mohanty. Everyone has no idea about this . Now who are their offsprings in Odisha .

  • @pradhan3056
    @pradhan3056 ปีที่แล้ว

    Very nice.
    Ganga ra srota Odisha re ?

  • @Lina-Lisacreation
    @Lina-Lisacreation ปีที่แล้ว +1

    Jay jagannath 🙏🏻🙏🏻🙏🏻⭕❗⭕mo kalia

  • @sujatapanda9240
    @sujatapanda9240 2 ปีที่แล้ว

    Nice video jayajagarnathswami
    Naynapath game bhaba tume

  • @srijogendraacharya8356
    @srijogendraacharya8356 3 หลายเดือนก่อน

    ଜୟ ଜଗନ୍ନାଥ

  • @gopabandhubariha9783
    @gopabandhubariha9783 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ୱାମୀ

  • @kabudas8617
    @kabudas8617 4 ปีที่แล้ว +2

    ଖୁବ୍ ସୁନ୍ଦର

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว +1

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @manineemishra9694
    @manineemishra9694 ปีที่แล้ว

    Ahi story ku syllabus re include kariba katha.. Kala pahada ra story au b bht kichi .. Future generations bht kichi jnibaku paibe..

  • @chitaranjansahoo9939
    @chitaranjansahoo9939 3 ปีที่แล้ว +3

    Mahaprabhu dhanya tumar lila
    Prati janmre moar mati
    dande nchhadu tumbh bhakti🙏🙏🙏

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @jaynayak2011
    @jaynayak2011 2 ปีที่แล้ว

    Jay jagannath Jay jagannath Jay jagannath

  • @maa__ki__parry__manusi9867
    @maa__ki__parry__manusi9867 ปีที่แล้ว

    🙏🙏🙏🙏🙏🙏jay jagannatha

  • @Susantss-c4l
    @Susantss-c4l 3 หลายเดือนก่อน

    Ekatha suni bahut kasta laguchhi Jay Jagannath

  • @nirajanadas1565
    @nirajanadas1565 10 หลายเดือนก่อน

    Jay Jagannath ,ati sundar film tie ama thakura nka upare asu..gote odiya rea seyi guhari

  • @manashpalai5238
    @manashpalai5238 ปีที่แล้ว

    Jay shree Jagannath mahaprabhu 😭🙏

  • @khandayat1Ruler
    @khandayat1Ruler 3 ปีที่แล้ว

    Jay khandayath jay jaganath🚩🚩🚩

  • @uttammohanty464
    @uttammohanty464 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @prakashpradhan4317
    @prakashpradhan4317 ปีที่แล้ว +1

    ଗୋଟିଏ ଶବ୍ଦରେ କହିଲେ ,ଏହା ଅନ୍ଧତ୍ୱ ଛଡ଼ା ଆଉ କିଛି ନୁହେଁ।

    • @mousumimaharana6909
      @mousumimaharana6909 ปีที่แล้ว

      Tu ethiku b paleiasilu negative comment deba pain

    • @prakashpradhan4317
      @prakashpradhan4317 ปีที่แล้ว

      @@mousumimaharana6909 ନେଗେଟିଭ ଖବରକୁ କଣ ପଜିଟିଭ୍ କହିହେବ ଭାଇ ? ଖାଲି ଭାଣ୍ଡା ମି ।

    • @GirishParida-pq3ws
      @GirishParida-pq3ws 3 หลายเดือนก่อน

      Right 🤣​@@mousumimaharana6909

  • @rakeshmahapatra7646
    @rakeshmahapatra7646 2 ปีที่แล้ว +19

    Odisha has its own great history but it has no valuation in front of other states history because other state peoples try to make remember their history every one at any point but we Odisha people always try to show themselves in front of other as non odia and always talk on others history not on self Odisha history any way Praise to Great Soul Bisara Mohanty and Jai Jagannath

  • @hareshkumarpatel4586
    @hareshkumarpatel4586 2 ปีที่แล้ว

    ସତରେ ଇତିହାସ ନା କିମ୍ବଦନ୍ତୀ

    • @Daibishakti
      @Daibishakti ปีที่แล้ว

      ଇତିହାସ । କିମ୍ବଦନ୍ତୀ ନୁହେଁ

  • @utkalalokdash6662
    @utkalalokdash6662 2 หลายเดือนก่อน

    Hela bahuda bijaya by surendra mohanty

  • @prabhatprankforodisha9733
    @prabhatprankforodisha9733 4 ปีที่แล้ว +2

    ଲକ୍ ଡାଉନ୍ ରେ ଗୋଟେ କାହାଣୀ ଟି କହିପାରିଵି

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @Bhairavism808
    @Bhairavism808 2 ปีที่แล้ว

    🙏jai jagannath 🙏

  • @manasamuduli5017
    @manasamuduli5017 3 ปีที่แล้ว

    jai jagannatha....

  • @subashmishra5616
    @subashmishra5616 2 ปีที่แล้ว +4

    ବିଶର ମହାନ୍ତି ବିଶ୍ୱସୂନ୍ଦର୍ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଅଲୌକିକ ଶକ୍ତି ବ୍ରହ୍ମ କୌଶଳରେ ଜୀବନ ପାଣି ଛଡ଼ାଇ ଆଣିପାରିଥିଲେ ବ୍ରହ୍ମ ସତ୍ତା କୁ ଧରା ଧାମ ଉତ୍କଳର ପ୍ରଣପ୍ରୀୟ ସ୍ପନ୍ଦନ ଇତିହାସ ନୀରବ କାହିଁକି । ଓଡ଼ିଆ ଜାତିର ଗର୍ବ ଗୌରବ ଇତିହାସ ରଚିଲେ ଜଗନ୍ନାଥ ପ୍ରେମୀ ଅମର ଆତ୍ମା ବିଶର୍ ମହାନ୍ତି ଯବନ ହସ୍ତରୁ ମୁକୁଲାଇଲେ ପରମ ବ୍ରହ୍ମ ପରମାତ୍ମା ଜଗନ୍ନାଥ । ବିଶର ମହାନ୍ତି ଅଦ୍ଭୁତ ଆଜ୍ଞତ ସାଧାରଣ ମଣିଷ ଟିଏ ଉତ୍କଳ ଜାତୀୟ ଜୀବନର ରହସ୍ୟ ବ୍ରହ୍ମ ଦାରୁ ଉଦ୍ଧାର କରି ଅମର ଚୀର ଶାଶ୍ଵତ। ଜୟ ଜଗନ୍ନାଥ

    • @jagannathkrupa9310
      @jagannathkrupa9310 2 ปีที่แล้ว

      setebele kn sabu utkal basi chahinthile se kalapahada ku roki parinathante

  • @whatisthis1900
    @whatisthis1900 3 ปีที่แล้ว

    chamatkar

  • @rabinarayan8882
    @rabinarayan8882 3 ปีที่แล้ว

    Jaya Jagannath, 🙏🚩

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @debasishmohanty1226
    @debasishmohanty1226 ปีที่แล้ว

    Se ta hauchi tar icha sethipain se brahamanda thakura sabu icha tankara

  • @pramilapani9960
    @pramilapani9960 2 ปีที่แล้ว

    JAY JAGANNATH🙏❤🙏❤

  • @Aadarsh_Vidyarthi
    @Aadarsh_Vidyarthi 3 ปีที่แล้ว +5

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @niranjanmohanty6543
    @niranjanmohanty6543 3 ปีที่แล้ว

    Jay Jagannath 🙏🙏🙏🌺 ଆହୁରି ଅଲଗା ଅଲଗା ଇତିହାସ ଭିଡିଓ ପୋଷ୍ଟ କରନ୍ତୁ

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @ashismohapatra9159
    @ashismohapatra9159 ปีที่แล้ว

    ବିସର ମହାନ୍ତି ଓଡିଶାରୁ ଗଙ୍ଗା ନଦୀ କୂଳକୁ କିପରି ଯାଇଥିଲା???ଉତ୍ତର ଦେବେ

  • @khireswarPradhan
    @khireswarPradhan 6 หลายเดือนก่อน

    Jaí,jagannath

  • @susantamahunta5286
    @susantamahunta5286 2 ปีที่แล้ว

    Bhai bisara mohanti vdo Banantu

  • @ajitpanda27
    @ajitpanda27 2 หลายเดือนก่อน

    The meaning of word Asmita was not known to our forefathers n kalachand fulked them like anything. Now, after centuries in circa 2024 odia pelei pua's understanding it.

  • @techconcepts4you850
    @techconcepts4you850 2 ปีที่แล้ว

    Who is the singer of initial song. Excellent

  • @tanmaytapas1768
    @tanmaytapas1768 ปีที่แล้ว

    Speed 1.25 kar ke suno.

  • @prabhatprankforodisha9733
    @prabhatprankforodisha9733 4 ปีที่แล้ว +2

    ପୁଅ ଯାଇଛି ବାହାରି ଦେଶ କୋରନା ଭୟରେ ଆସି ପାରୁନି ମାଁ ଦୁଃଖ ରେ କାନ୍ଦୁଛନ୍ତି ମାଁ କୁ କହୁଛନ୍ତି ପୁଅ ମାଁ ମୁଁ ଜଲ୍ଦୀ ଆସି ବି। ପୁଅ କହୁନି ମୋତେ କୋରନା ହୋଇଛି। ବୋଲି ପୁଅ ଯଦି କହିଦବ ମାଁ ବହୁତ୍ କାନ୍ଦିବ

  • @rasmitasamal1810
    @rasmitasamal1810 2 ปีที่แล้ว +1

    Odia nku kana nija veera itihasa ra gouraba gatha bhala laguni? marta 478 likes!!!!!

  • @tularampradhani2633
    @tularampradhani2633 2 ปีที่แล้ว

    Bujhi hau ni kana kahucha

  • @mohapatraful
    @mohapatraful ปีที่แล้ว

    Had our ancestors able to protect hindukush so there might be no Muslim invasion and all would be hindu this things would have not written in history of India

  • @ajitpanda27
    @ajitpanda27 2 หลายเดือนก่อน

    Odia Asmita perhaps a forgone folklore at that time. Few Gujaratis came and inculcated that word in our mind. We stupids.....lol. can any intellectual translate the exact meaning of Asmita into English.

  • @rudradetyarudra5818
    @rudradetyarudra5818 3 ปีที่แล้ว

    Kaheki bi story kahe padelani kichi Katha huata apana janinatheba

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @rudradetyarudra5818
    @rudradetyarudra5818 3 ปีที่แล้ว +2

    Kathare bahuthu bhul rahechi

  • @rudradetyarudra5818
    @rudradetyarudra5818 3 ปีที่แล้ว +1

    Pura Rong story

  • @latakanhar7358
    @latakanhar7358 2 ปีที่แล้ว

    Jay jagannath

  • @anilkumarbehera4950
    @anilkumarbehera4950 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏🙏

  • @gyanendrabiswal2169
    @gyanendrabiswal2169 2 ปีที่แล้ว

    Jay Jagannath swami,nayana pathagami vaba tume vaba tume...

  • @pradipkumardasdas7184
    @pradipkumardasdas7184 ปีที่แล้ว

    Jay shree Jagannath 🙏

  • @jscreations3363
    @jscreations3363 4 ปีที่แล้ว +1

    ଜୟ ଜଗନ୍ନାଥ

    • @Aadarsh_Vidyarthi
      @Aadarsh_Vidyarthi 3 ปีที่แล้ว

      ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @rakeshjena2776
    @rakeshjena2776 ปีที่แล้ว

    Jaya jagannth

  • @Manoj.1989
    @Manoj.1989 2 ปีที่แล้ว

    Jai jagannath swami 🙏🙏🙏🙏🚩🚩🚩🚩🚩

  • @susantain
    @susantain 2 ปีที่แล้ว

    Jai jagannath 🙏🙏🙏

  • @pranatimallik3835
    @pranatimallik3835 ปีที่แล้ว

    Jay Jagannath

  • @prasannabehera7221
    @prasannabehera7221 2 ปีที่แล้ว +1

    Jay Jagannath

  • @SkFitZone117
    @SkFitZone117 2 ปีที่แล้ว +2

    ଜୟ ଜଗନ୍ନାଥ 🙏🙏🙏🙏

  • @nirmalsahoo5052
    @nirmalsahoo5052 2 ปีที่แล้ว

    Jay jagannath

  • @birabhadraparidaparida3270
    @birabhadraparidaparida3270 ปีที่แล้ว

    Jay jaganath 🙏🙏🙏

  • @ଗୁରୁକୃପା
    @ଗୁରୁକୃପା 2 ปีที่แล้ว

    ଜୟ ଜଗନ୍ନାଥ 🙏

  • @kamaldibyajyotibiswal5254
    @kamaldibyajyotibiswal5254 2 ปีที่แล้ว

    Jay jagannath

  • @blackheart5350
    @blackheart5350 2 ปีที่แล้ว

    Jay Jagannath

  • @pratimajena1167
    @pratimajena1167 ปีที่แล้ว

    Jay Jagannath ❤❤

  • @pratimapaikaray7112
    @pratimapaikaray7112 2 ปีที่แล้ว

    Jay jagannath

  • @rajendrrana2838
    @rajendrrana2838 2 ปีที่แล้ว

    Jai jagannath

  • @manojsahoo4755
    @manojsahoo4755 4 ปีที่แล้ว +1