What Hurts The Most Is That He Has Not Kept Any Relation With Us: Naveen Patnaik's Cousin Brother

แชร์
ฝัง
  • เผยแพร่เมื่อ 3 ธ.ค. 2024

ความคิดเห็น • 282

  • @chinmayadhal7082
    @chinmayadhal7082 ปีที่แล้ว +150

    ବହୁତ ଦୁଃଖ ଲାଗିଲା ନବୀନ ପଟ୍ଟନାୟକ ଙ୍କ ନିଜ ଭାଇ ଙ୍କ ଅବସ୍ଥା ଏମିତି

    • @anjananayak747
      @anjananayak747 ปีที่แล้ว

      କଣ ଦୁଃଖ? ଏତେ ବଡ଼ ଘରେ ରହୁଛି, କାମବାଲୀ ରୋଷେୟା ରଖିଛି, ବୁଢ଼ା ପରିବା ପାଇଁ ମାର୍କେଟ ଯାଉଛି ବୋଲି ତାକୁ କଷ୍ଟ ଲାଗୁଚି

    • @_hiunh_
      @_hiunh_ ปีที่แล้ว +2

      Nabin ta bapa katha bujhilai bha katha pachariba kouthi?

    • @anjananayak747
      @anjananayak747 ปีที่แล้ว

      @@_hiunh_ ଟା ବାପା ର ତ କିଛି ଅସୁବିଧା ହେଇନି
      ଓଡିଶା ର ଭାଗ୍ୟ ଭଲ ଥିଲା ବୋଲି ନବୀନ ବାବୁ ଆସିଲା

    • @priyabratamohanty5657
      @priyabratamohanty5657 ปีที่แล้ว

      Nijo bhai nai eha

  • @TravellerBijay
    @TravellerBijay ปีที่แล้ว +41

    ନବୀନ ଙ୍କ ସାଡ଼େଚାରି କୋଟି ଓଡ଼ିଆ ଙ୍କ ତାଲିକା ମଧ୍ୟରେ ସାନଭାଇ ନାହାନ୍ତି କି

  • @biplabchoudhuri4717
    @biplabchoudhuri4717 ปีที่แล้ว +37

    ଦୁଃଖର କଥା।ବିଜୁ ପରିବାରର ଏ କି ଅବସ୍ଥା ?
    ଯିଏ ନିଜ ଭାଇର ନୁହେଁ ତା ଠାରୁ ଆଉ କଣ ଆଶା କରାଯାଇପାରେ।ଛି.. ଛି.. ଛି...
    ବାସ୍ତବରେ ଇଏ ହେଉଛି "ନବୀନ ଓଡ଼ିଶା"

  • @rajkumarmohanty9330
    @rajkumarmohanty9330 ปีที่แล้ว +49

    ଯିଏ ନିଜ ଜନ୍ମ କଲା ବାପ ର ହେଇ ନାହାନ୍ତି, ସେ ବଡ ବାପା ପୁଅ ଭାଇର ହେବେ।

  • @manoranjansingh5209
    @manoranjansingh5209 ปีที่แล้ว +162

    🙏🙏🙏🙏🙏sir.... ବିଜେଡି ସୁପ୍ରିମୋ କୁହନ୍ତି ସାଢେ 4କୋଟି ଓଡିଶା ବାସୀ ମୋ ପରିବାର କିନ୍ତୁ ନିଜ ପରିବାର କୁ କେମିତି ଭୁଲିଗଲେ 👏👏👏👏👏👏

    • @satyapradhan7708
      @satyapradhan7708 ปีที่แล้ว +1

      Kahibaku kan paisa paduchu
      Eimiti kahiki lokanku mariba katha.
      Se para bidesu ru aihi kama sikhiki asichanti. Loka nku mariba katha.

    • @manoranjansingh5209
      @manoranjansingh5209 ปีที่แล้ว

      @@satyapradhan7708 oooook ri8 brrrrrro

    • @mamakuli9175
      @mamakuli9175 ปีที่แล้ว

      Nobin obibahita ki gurantee ochhi se jone hinjda au pandian taro ratiro sathhi pandian Jo bolega wo hoga. Ha ha ha ha ha ha ha ha ha

    • @shibameher6573
      @shibameher6573 ปีที่แล้ว

      Good👍👍👍

    • @StaraViews-dh5ns
      @StaraViews-dh5ns ปีที่แล้ว

      Jemiti Modi semiti... Je nija family ra nuha se puni mahan...

  • @sakrim1234
    @sakrim1234 ปีที่แล้ว +28

    ଅତ୍ୟନ୍ତ ଦୁଃଖ ଦାୟକ, ନବୀନ ପଟ୍ଟନାୟକ ଦୃଷ୍ଟି ଦେବା ଆବଶ୍ୟକ।

    • @movie4630
      @movie4630 ปีที่แล้ว +1

      Abe dusty dele kn heba agaru kuade jaithile navin chora

  • @srikant999
    @srikant999 ปีที่แล้ว +18

    ପ୍ରଥମ ଭୁଲ୍ ବିବାହ କଲ ନାହିଁ। ଦୂତୀୟ ଭୁଲ ସରକାରୀ ଚାକିରୀ କଲ ନାହିଁ। ତୃତୀୟ ଭୁଲ ତୁମ ଭାଇ ଙ୍କ ସହିତ ସମ୍ପର୍କ ରଖିଲ ନାହିଁ। ଏବେ ଭଇ ଙ୍କୁ ଦୋଷ ଦେଲେ କଣ ହେବ।

  • @balakrushnarath4854
    @balakrushnarath4854 ปีที่แล้ว +40

    🙏🙏🙏🙏🙏🙏 sir କୋଟି ପ୍ରଣାମ ଆପଣ ଙ୍କୁ.... ଭଗବାନ ଅଛନ୍ତି ବାକି ଜୀବନ ଭଲରେ କଟିଯାଉ

    • @susantarana587
      @susantarana587 ปีที่แล้ว +1

      🕉🙏❤Bhagabaanji❤🕉🙏 kuha respect diya

  • @kalyanpanda5885
    @kalyanpanda5885 ปีที่แล้ว +8

    ଗାଦି ଆଗରେ କୋଉ ସମ୍ପର୍କ କୋଉ ଭାଇ

  • @pramodadora2245
    @pramodadora2245 ปีที่แล้ว +25

    ଯିଏ ନିଜ ଭାଇଙ୍କ ର ଦୁଃଖ ବୁଝିପାରିନାହାନ୍ତି ତ ଓଡ଼ିଶା ବାସୀଙ୍କ କଥା କ'ଣ ବୁଝିବେ

  • @udayapanigrahi4413
    @udayapanigrahi4413 ปีที่แล้ว +71

    ଯିଏ ଭାଇର ନୁହେଁ ସେ ଓଡ଼ିଶାକୁ ପରିବାର ବୋଲି କହୁଛି।ଧିକ୍

  • @bhagabanpradhan7500
    @bhagabanpradhan7500 ปีที่แล้ว +7

    ସୁର ଭାଇ ଆପଣ ଏ ପରିସ୍ଥିତି ରେ କିଛି କରନ୍ତୁ

  • @surendranath4516
    @surendranath4516 ปีที่แล้ว +7

    ମିଡିଆ ବାଲା ଙ୍କୁ ଅନୁରୋଧ ନବୀନ ପଟ୍ଟନାୟକ ଙ୍କୁ ଏବିଷୟରେ ପଚାରନ୍ତୁ, ମୁଁ ଭାବୁଛି ଏ ମିଡିଆ ବାଲାଙ୍କ ର ବି ସାହସ ନାହିଁ ନବୀନ ବାବୁଙ୍କ ସହ କଥା ହେବା ପାଇଁ

  • @fu7h676
    @fu7h676 ปีที่แล้ว +23

    ଯିଏ ଭାଈ ର ହୋଇପାରୁନି, ସେ କଣ ଓଡ଼ିଶା ସମ୍ଭାଳିବ ?

    • @prashantasethi9922
      @prashantasethi9922 ปีที่แล้ว

      22barsha hela samhaluchi aou puni kn

    • @straj6435
      @straj6435 ปีที่แล้ว

      Sambhali Bo se nija Bhai ku help karunothibe

  • @surendrabehera7609
    @surendrabehera7609 ปีที่แล้ว +47

    ଛି କଣ କହିବି ନିଜକୁ ଦୁଃଖ ଲାଗୁଛି ଆମ ମୁଖିଆ ଏମିତି ଏ ଭାଇ ଙ୍କ ପ୍ରଶ୍ନ ଉତ୍ତର ନବିନ ବାବୁ ନିଜେ ଦିଅ ନ୍ତି

    • @jenabiswa
      @jenabiswa ปีที่แล้ว

      ସାର୍ ତୁମେ ଭୋଟ କାହାକୁ ଦେଇଛ । ସତ କୁହ

  • @fakirmohansahoo2079
    @fakirmohansahoo2079 ปีที่แล้ว +39

    ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @parsurambhoi8518
    @parsurambhoi8518 ปีที่แล้ว +16

    ଜୟ ଜଗନ୍ନାଥ ସାହା 🙏🙏🙏

  • @yudhisthirkundu4180
    @yudhisthirkundu4180 ปีที่แล้ว +5

    ନବୀନ ପଟ୍ଟନାୟକ ଆପଣଙ୍କୁ ଚିହ୍ନିଛନ୍ତି ନାଁ ନାହିଁ ।

  • @bhagabanpradhan7500
    @bhagabanpradhan7500 ปีที่แล้ว +9

    ପାଣ୍ତିଆନ ସାର୍ ଶୀଘ୍ର ପଦକ୍ଷେପ ନିଅନ୍ତୁ

  • @manashnayak2794
    @manashnayak2794 ปีที่แล้ว +4

    ଭାଇ ହେଲା ଭଗାରୀ

  • @patitakumarchoudhury9855
    @patitakumarchoudhury9855 ปีที่แล้ว +22

    ମୁକିମ ଭାଇ ଯାହା ତୁମ ହାତରେ ହୋଇ ପାରିବ ସାହାଯ୍ୟ କର 🙏🙏ବିରଳ ବିବେକ ହୀନ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀ, ନବୀନ ପଟ୍ଟନାୟକ.

    • @ka-52alligator48
      @ka-52alligator48 ปีที่แล้ว +9

      Aaditya yogi sanyas neichanti sethi pai family chadichati , yogi bholi mohan loko nku Naveen sohito tulona korontu nahi🙏🙏🙏🙏

    • @novalin8129
      @novalin8129 ปีที่แล้ว

      Aditya yogi nabin 😂😂😂jhia saha game Karuchi...pandian saha.....

    • @abhilasdas2838
      @abhilasdas2838 ปีที่แล้ว

      ​@@ka-52alligator48dhongi chora ta

    • @ka-52alligator48
      @ka-52alligator48 ปีที่แล้ว

      @@abhilasdas2838 jal raha hai apka 😂😂😂 Yogi se

  • @SushantSushant-v2k
    @SushantSushant-v2k ปีที่แล้ว +12

    ବହୁତ ଦୁଃଖ କଥା ନବିନ ବାବୁ କଣ
    ଜାଣି ପାରୁ ନାହିଁନ୍ତି ଏ କେତେ ଦୁଃଖ ରେ ଅଛନ୍ତି

    • @Asishi3379
      @Asishi3379 ปีที่แล้ว

      ନବୀନ ର ଅତିତ୍ କିଛି ମନେ ପଡୁନି ,

    • @SushantSushant-v2k
      @SushantSushant-v2k ปีที่แล้ว

      ହଁ ଭାଇ

    • @StaraViews-dh5ns
      @StaraViews-dh5ns ปีที่แล้ว

      Main culprit is pandian

  • @laxmi5634
    @laxmi5634 ปีที่แล้ว +6

    ନବୀନ ବାବୁ କେମିତି ତୁମେ ଏମିତି ଅଭେହେଳା କରିପାରିଲ।

  • @sikshaovakti4688
    @sikshaovakti4688 ปีที่แล้ว +3

    ନବୀନଙ୍କ ପରିବାର ଓ ଓଡ଼ିଆ ଭାଷା ନବୀନଙ୍କ ପାଇଁ ଏକା । ଉଭୟ ପାଇଁ ତିଲେ ମାତ୍ର ଅନ୍ତର ନାହିଁ😢😢😢

  • @sankarbeherdalai5943
    @sankarbeherdalai5943 ปีที่แล้ว +1

    ନବୀନ ପଟ୍ଟନାୟକ ବେଶୀ English ଚୋବାଉଛନ୍ତି,

  • @barshadash2230
    @barshadash2230 ปีที่แล้ว +1

    ଧନ୍ୟବାଦ ନବୀନ

  • @amrjitbiswal7243
    @amrjitbiswal7243 ปีที่แล้ว +8

    ଭାଇ ଜାର କେହିନୁଅ......

  • @Reenabehera0
    @Reenabehera0 ปีที่แล้ว +13

    Jay jagannath Jay jagannath Jay jagannath 🙏🙏🙏🙏🙏🙏

  • @anjananayak747
    @anjananayak747 ปีที่แล้ว +1

    ତମ ମାନଙ୍କର କୌଣସି ପାରିବାରିକ ସମସ୍ୟା ହେଇ ଥିବ!ତେଣୁ ତମ ମାନଙ୍କ ଭିତରେ ସମ୍ପର୍କ ନାହିଁ!

  • @Dremy_Date
    @Dremy_Date ปีที่แล้ว +6

    ଆପଣ ଯାଇକି ନିଜ ହକ ନବା କଥା...

  • @swainj8202
    @swainj8202 ปีที่แล้ว +11

    ନବିନ୍ ବାବୁଙ୍କ ଭାଇ ଏ ନୁହନ୍ତି . ତାଙ୍କ ଭାଇ ହେଉଛନ୍ତି ପାଣ୍ଡିଆନ୍

  • @Santalinewupdat
    @Santalinewupdat ปีที่แล้ว +8

    ଧିକ ନବୀନ ବାବୁ,
    😢😢😢

  • @balajinaik9195
    @balajinaik9195 ปีที่แล้ว +4

    ଦେଖ ଦେଖରେ ପିଳେ ଆମେ ଏଜ ଜାନଳୁ ସାର 🙏

  • @tukuuswain8096
    @tukuuswain8096 ปีที่แล้ว +5

    ଦୁଃଖର କଥା 🙏

  • @srisaidesignvastu9209
    @srisaidesignvastu9209 ปีที่แล้ว +4

    ଆପଣ ଗଲେ ଦଖିଣି ସ୍ବାନ ଆପଣକୁ ଛାଡ଼ିବେ ନାହିଁ

  • @maheswarparida8745
    @maheswarparida8745 ปีที่แล้ว +7

    Jay jagannath swami nayana path grami bhava tume🙌👏 🙏🙏🙏🙏🙏🥥💐

  • @Truth4al
    @Truth4al ปีที่แล้ว +5

    ଯେତେ ଭାଇ ସେତେ ଘର. ନିଜ ମା ପେଟର ଭାଇ ଭଗାରୀ ହେଇଯାଉଛି ଏଠି. ତୁମେ ତ ସମ୍ପର୍କୀୟ ଭାଇ. ଭାଇ ହେଲା ଭଗାରୀ film ଦେଖ. ସବୁ ମନର କୋହ ଦୂର ହେଇଯିବ. ଭାଇ ପାଖରେ power ଓ property ବଢିଗଲା ବୋଲି ସେଥିରେ ସବୁ ସମ୍ପର୍କୀୟ ଲୋଭ ରଖିବେ, ଏକଥା ଠିକ ଲାଗୁନି. ନିଜ power ଓ ଧନ ନିଜକୁ କମେଇବାକୁ ପଡେ. ଅନ୍ୟ କାହାକୁ ବି ଭରସା କରନି ଏ ସ୍ୱାର୍ଥପର ଦୁନିଆରେ.

    • @Asishi3379
      @Asishi3379 ปีที่แล้ว

      ନବୀନ ପଟ୍ଟନାୟକଙ୍କ ଭାଈ ଙ୍କୁ ଏମିତି ଫିଲିମ୍ ଦେଖିବା ଉପଦେଶ ଦେବା ଠିକ୍ ହେଇନି ଆପଣଙ୍କର, କାହିଁକି ନା ସେ ବି ବୟସ୍କ ଆଉ ଅଭି ବାହୀତ୍ , ବରଂ ଆପଣ ନବୀନ ପଟ୍ଟନାୟକଙ୍କୁ ଉପଦେଶ ଦିଅନ୍ତୃ ରାମାୟଣ ର ଚିତ୍ରକୁଟ ପ୍ରସଙ୍ଗ ପ୍ରଭୁ ଶ୍ରୀରାମ ଆଉ ସନ୍ଥ ଭରତ ମିଳନ ର ଅପୂର୍ବ ଦୃଶ୍ୟ ଦେଖିବା ପାଇଁ🙏

    • @Truth4al
      @Truth4al ปีที่แล้ว

      @@Asishi3379 ରାବଣ ରାଜ୍ୟରେ ରାମ ରାଜ୍ୟର ସ୍ବପ୍ନ ଦେଖୁ ଥା. ଦେଶର, ରାଜ୍ୟର ଅବସ୍ଥା, ପରିସ୍ଥିତି ଦେଖ, ବୁଝିଯିବ, ଏଠି ଆଉ ସତ୍ୟ, ଧର୍ମ, ନ୍ୟାୟ ର ଦିନକୁ ଦିନ ବିନାଶ ଘଟୁଛି, ଅଧର୍ମୀ, ଚୋର, ଦଲାଲ, ଅପରାଧୀ, କଳୁଷିତ ରାଜନୀତି ଘରେ ଘରେ ପଶିଗଲେଣି. ସ୍ୱାର୍ଥ ରୁ ଉର୍ଦ୍ଧକୁ ଉଠିବାକୁ ଲୋକଙ୍କୁ ଅନୁରୋଧ କରିବା ବ୍ୟତୀତ ଆଉ କିଛି ବାଟ ନାହିଁ. କଳୁଷିତ, ଅପରାଧୀ ରାଜନୀତି, ସ୍ୱାର୍ଥବାଦୀ ଦେଶ ସେବାରେ ବିଶ୍ୱାସ ନ କରି, ଲୋକଙ୍କୁ ରାଜନୀତିର ଅସଲି ସତ ରୂପ ଦେଖାଇବା, ସମସ୍ତେ ନିସ୍ଵାର୍ଥ ହେବାକୁ ଚେଷ୍ଟା କରିବା.

  • @christinoritik9298
    @christinoritik9298 ปีที่แล้ว +12

    Nabin babu kindly help to your brother

  • @pramilabarik3626
    @pramilabarik3626 ปีที่แล้ว +3

    Jagannath bless you💐🙏💐🙏💐🙏💐🙏💐

  • @maheswarkumar4907
    @maheswarkumar4907 ปีที่แล้ว +2

    Thanku Brathear❤❤❤❤❤

  • @alokaloktripathy2472
    @alokaloktripathy2472 ปีที่แล้ว +1

    ହେ ଭଗବାନ 😭😭😭😭

  • @sunatidassunati6405
    @sunatidassunati6405 ปีที่แล้ว +9

    Aaji kali Jia dhani hela se kebe poor vai,Bandhu nku help kariba ta durar katha seman nkar parichay debaku tanku ghruna lage.

  • @tularampujari8425
    @tularampujari8425 ปีที่แล้ว

    Jay jagannath

  • @pokalenu4722
    @pokalenu4722 ปีที่แล้ว +1

    Jai jagannath

  • @dk.kishor906
    @dk.kishor906 ปีที่แล้ว +1

    Jai jagannath ❤❤

  • @fu7h676
    @fu7h676 ปีที่แล้ว +1

    Nandighosh TV kuade ??

  • @satyadurga1267
    @satyadurga1267 ปีที่แล้ว +3

    Jayjagannath saha 🙏🙏🙏

  • @ghackundayeod9938
    @ghackundayeod9938 ปีที่แล้ว +1

    odisha CM babu bhai ku help karantu..(..1 bloods relation brother..)...

  • @sarojsahu9275
    @sarojsahu9275 ปีที่แล้ว +1

    Jay Jagannath 🙏🇮🇳🚩

  • @PadiptaPattnik
    @PadiptaPattnik ปีที่แล้ว

    Perfect kathha kahichanti. Thanks mausa

  • @thebeststudycenter7403
    @thebeststudycenter7403 ปีที่แล้ว +1

    Really i fill sad 😭😭😭😭😭

  • @Kajal-jz4yb
    @Kajal-jz4yb ปีที่แล้ว +4

    Jou laka nija paribar ra hei parini se puni odisha bhasi nku nija pari bar boli kemiti manuchi 😢

  • @udaynathray4251
    @udaynathray4251 ปีที่แล้ว +1

    Sir ନବୀନ ବାବୁଙ୍କ ବଡ଼ ଭଲ ଙ୍କ ବିଷୟରେ କିଛି କହିଲେ ନି ତ

  • @sarojsahu9275
    @sarojsahu9275 ปีที่แล้ว +1

    Jay Jagannath ...God help you

  • @jaydevadha7816
    @jaydevadha7816 ปีที่แล้ว +1

    God bless you

  • @ullashmaharana6320
    @ullashmaharana6320 ปีที่แล้ว

    Right

  • @rajibnayak6293
    @rajibnayak6293 ปีที่แล้ว

    Truth

  • @sarojrout9173
    @sarojrout9173 ปีที่แล้ว +8

    ନବୀନ ହଟାଅ ଓଡ଼ିଶା ବଂଚାଅ ଓଡ଼ିଶା ବାସି

  • @parsurambhatra5251
    @parsurambhatra5251 ปีที่แล้ว

    Jagannath shaha. Bharasa sir

  • @bharatasahu1628
    @bharatasahu1628 ปีที่แล้ว

    Very said news

  • @rutuparnarath1371
    @rutuparnarath1371 ปีที่แล้ว +1

    Eita sure opposition ra sadajantra. Ama Chief Minister Shree Naveen Patnaik is a great person. Getting help is different and expecting to lead a life like CM is absolutely wrong. This person is trying to create a bad impression about CM. Anyways, we the people of Odisha love him a lot. It is his Father's legacy which he has maintained and brought to this level. This person's family has nothing to do with this. So many cousin's like him will try to take the advantage of the relation with CM. There is nothing to feel bad about this. Try to understand my dear people instead of questioning about CM's duty. He is an educated, merciful, dutiful and responsible CM. So, please don't try to create any nuisance about him. Naveen Patnaik Jinda Baad.

  • @rajibakumarnayak2896
    @rajibakumarnayak2896 ปีที่แล้ว +2

    ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଓଡିଶା ର news chhannel ଦେଖୁ ନାଁହାନ୍ତି କି? ଆନନ୍ଦ ଭବନ ର ମାଟି ଓ ନିଜ ରକ୍ତ ଗତ ସମ୍ପର୍କ ଗତ ପୁତୁରା ଓ ଝିଆରୀ କୁ ଯିଏ ଏ ପରି ଦୁଃଖଦ ସମୟ ରେ ନ ପଚାରି ଲେ ଓ ସେମାନଙ୍କ ଦୁଃଖ ଦୁର୍ଦଶା ରେ ସହଭାଗୀ ନ ହେଲେ, ସେ ମୁଖ୍ୟମନ୍ତ୍ରୀ ବା ଯେତେ ବଡ଼ ପଦବୀ ରେ ଥିଲେ କି ଲାଭ? ଆମ ରାଜ୍ୟ ର ସାଢେ ଚାରି କୋଟି ଓଡିଶା ବାସୀ ଏ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବି ଆସନ୍ତା ନିର୍ବାଚନ ରେ ଉଚିତ ଜବାବ ଦେବା ଜରୁରୀ l ( ଓଡିଶା ର ସାଢେ ଚାରି କୋଟି ଭାଇ ଭଉଣୀ )

  • @manojnayak6238
    @manojnayak6238 ปีที่แล้ว +1

    Account no diontu odisha ro loke sahajya koribe apanku,mana dukha koruntu nahin.

  • @manojkumarpatrakumarpatra
    @manojkumarpatrakumarpatra ปีที่แล้ว +1

    ମୁଁ ଗୋଟାଏ କଥା କହୁଛି ଏଟି ସବୁ ପାଣ୍ଡିଆନ୍ ର ଖେଳ ନବୀନ ପଟ୍ଟନାୟକ କିଛି ନାହିଁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🅾️❗🅾️🙏

  • @anjananayak747
    @anjananayak747 ปีที่แล้ว +1

    ବଡ଼ ଘରେ ରହୁଛ ଆଉ ରୋଷଇ କରିବାକୁ ଲୋକ ଅଛନ୍ତି, କାମବାଲୀ ଵି ଥିବେ
    ତମେ କଣ ଖରାପ ରେ ଅଛ ହୋ ?ପରିବା ଦିଟା ଆଣୁଛ ମାର୍କେଟ ରୁ ବୋଲି ଦୁଃଖ ରେ ଅଛ ବୋଲି କହୁଛ !
    ଓଡିଶା ରେ 80ବର୍ଷ ଲୋକ ଵି ଖଟିକି ଖାଉଛନ୍ତି

  • @shibameher6573
    @shibameher6573 ปีที่แล้ว

    Good news reporter

  • @rajeshkumar34112
    @rajeshkumar34112 ปีที่แล้ว

    Jay jagannath 🙏🤝🙏🤝 God bless you Jay jagannath 🙏👍👏✍️👌 Like you 🎉🎉🎉🎉❤❤

  • @satyabratapradhan1651
    @satyabratapradhan1651 ปีที่แล้ว +6

    Dilip Sir ebe bite deba ku daribe......sabu media bala soi thile agaru....Nandi Ghosa ku ggadh nida

    • @Birengudu
      @Birengudu ปีที่แล้ว

      Jay Jagannath

  • @MGSBlogs4487
    @MGSBlogs4487 ปีที่แล้ว

    Salute

  • @biswa1981ranjan
    @biswa1981ranjan ปีที่แล้ว +3

    If Naveen Babu not visited him, How many times this man has visited him ..please ask... without asking to his own brother highlighting in media does not make any sense...

  • @Ramakanta-d2k
    @Ramakanta-d2k ปีที่แล้ว +1

    Nija kama karibunikahuchu

  • @niharikakorkora7088
    @niharikakorkora7088 ปีที่แล้ว +1

    He God

  • @manojgouda2511
    @manojgouda2511 ปีที่แล้ว

    Ok

  • @mybetarkendra
    @mybetarkendra ปีที่แล้ว +1

    ଲୋକଙ୍କୁ ଭ୍ରମିତ କରିବାର ଏକ ନୂଆ ଶୈଳୀ

  • @PrasantaSabar-fq2rq
    @PrasantaSabar-fq2rq ปีที่แล้ว

    Yeshu masiha tume ଜାଣିଛ

  • @RanjuBhoi-w6l
    @RanjuBhoi-w6l ปีที่แล้ว

    Dhanya naming selpis jibana

  • @manojdas8309
    @manojdas8309 ปีที่แล้ว

    Emiti odisare dekhajae. Samparkiya badalok heigala pare. Nija reletive ku bhuli janti. Au bhuli jauthiba lokaku bahut kasta hue au badhe. 😢😢. Eha prakruta manabikatara parichaya nuha. Bhala lagila. Biju babunka kartabya ku mane pakai.

  • @jenabiswa
    @jenabiswa ปีที่แล้ว

    ଆପଣକଂ ପୁଅ ଝିଅ ସ୍ତ୍ରୀ କାହାନ୍ତି ❤

  • @Lituuuuuuuu
    @Lituuuuuuuu ปีที่แล้ว +1

    How our cm cruel. Even our cm is not know about his brother.

  • @j.rbagartti8477
    @j.rbagartti8477 ปีที่แล้ว +1

    ନବୀନ ବାବୁ ଖାଲି ପାଣ୍ଡିଆ କୁ ଚିନିଛି।

  • @purnachandramohapatra4303
    @purnachandramohapatra4303 ปีที่แล้ว

    I like you

  • @rajeshmitra6980
    @rajeshmitra6980 ปีที่แล้ว +3

    Shameful thing for the chief minister of state.jia bhai ra heuni se odisha basinku kana karibe.chee

  • @Binodkumar-if6lk
    @Binodkumar-if6lk ปีที่แล้ว

    Pandian jii plz look into matter....

  • @lipunkumar004
    @lipunkumar004 ปีที่แล้ว +1

    Someone who doesn't care about his own brother, what will he take care of People of odisha

  • @SailendraSethi-uw8pw
    @SailendraSethi-uw8pw ปีที่แล้ว

    Kanak news aau nandighosh tv agaru soithile ki ebe otv ru dekhi news viral karuchhanti

  • @nibedanamusic7718
    @nibedanamusic7718 ปีที่แล้ว +1

    Jie bhaira bipada bele chhida hauni sir rajya basinkar ki Mangal kariba ? Jaha karu chhanti kansei chheliku khaiba daba bhali Odisha basi cheli hua nahinee

  • @srisaidesignvastu9209
    @srisaidesignvastu9209 ปีที่แล้ว +1

    ନବୀନ ହାତ ହଲଉଛି ନିଜ ଘର କଥା ବୁଝି ପାରୁନି !

  • @arunamohanty2986
    @arunamohanty2986 ปีที่แล้ว +1

    Jurge pattanayk is a good docter dentits mun tanka pakhare treatment heichhi

  • @subashmishra5616
    @subashmishra5616 ปีที่แล้ว +1

    ଭାଇର ନୁହେଁ ତ ସେ କାହାର ନୁହେଁ । ଭାଷା ସମ୍ପର୍କ ମାଟି ସମ୍ପର୍କ ଲୋକ ସମ୍ପର୍କ କିଛି ନ ଥାଇ ବି ଓଡ଼ିଶାର ଭାଗ୍ୟ ବିଧାତା। ଜୟ ଜଗନ୍ନାଥ

  • @BanitaPradhan-j7z
    @BanitaPradhan-j7z ปีที่แล้ว

    Nijam bhai ko apna

  • @AshuVlogs-dv9fi
    @AshuVlogs-dv9fi ปีที่แล้ว +3

    Mnu bi chnahni le cm he e pari bi

  • @adv.pravatbarik1171
    @adv.pravatbarik1171 ปีที่แล้ว

    Plz help him

  • @banilkumar2156
    @banilkumar2156 ปีที่แล้ว

    Bhai ame cm hebara nai ki mo femily ku bhulibara nai jemiti aame achhu khusire achhu😊😊😊😊😊😊😊

  • @sachhidanandamallick6433
    @sachhidanandamallick6433 ปีที่แล้ว

    ଆପଣ ମାନେ ଖୁସି ତ

  • @mrutyunjaypradhan6008
    @mrutyunjaypradhan6008 ปีที่แล้ว

    😮

  • @Lalit-e5i
    @Lalit-e5i ปีที่แล้ว

    ସ୍ବାଭିମାନ ବ୍ୟକ୍ତି କର୍ମ ରେ ବିଶ୍ବାସ କରନ୍ତି
    ବହୁତ ଦୁଖଃ ଲାଗେ ଏହା ଶୁଣି

  • @DillipMahandia
    @DillipMahandia ปีที่แล้ว

    Bhala laguni sir

  • @sudhansukumarbehera-xu9sc
    @sudhansukumarbehera-xu9sc ปีที่แล้ว

    ଯାହା ହେଉ ଗେଣ୍ଡା ଚିହ୍ନ ଜିନ୍ଦାବାଦ୍

  • @Wildlife_Rover
    @Wildlife_Rover 5 หลายเดือนก่อน

    Bhai hela Bhagari , Movie ra matlab ebe bujha paduchi

  • @SMSAFamily
    @SMSAFamily ปีที่แล้ว

    Jie nija paribar lokanku chinhi parila nahi se Sara odisha lokanka katha bujhiba kemeti.