Naveen Patnaik's Brother Dilip Patnaik Exclusive Interview'ମୁଁ ନବୀନଙ୍କ ସାନଭାଇ' | | Odisha Reporter

แชร์
ฝัง
  • เผยแพร่เมื่อ 4 ธ.ค. 2024
  • ବଡ଼ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ନବୀନଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ। ଶରୀର ଅସୁସ୍ଥ ହେଲେ ଚିକିତ୍ସା ପାଇଁ ନାହିଁ ପାଖରେ ଆର୍ଥିକ ସମ୍ୱଳ। ଚଲାବୁଲା କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଲାଣି। ସେହିପରି ସେ ରହୁଥିବା ଆନନ୍ଦଭବ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଅନ୍ୟପଟଟି ଚକାଚକ୍ ହୋଇଥିବା ବେଳେ ଏପଟର ଅବସ୍ଥା ଭାରି ଖରାପ। ଏ ସବୁକୁ ନେଇ ଆମେ ଅଧିକ ଆଲୋଚନା କରିଥିଲୁ ନବୀନଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ସହ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Bhubaneswar #ExclusiveInterview #dillippatnaik #NaveenPatnaik #cuttack

ความคิดเห็น • 196

  • @jaysrirambulurakhal
    @jaysrirambulurakhal ปีที่แล้ว +2

    ସମୟ ର ବିଚାରପତି ବିଚାର କରିବେ ଜୟ ଶ୍ରୀ ରାମ ରାମ ରାମ ରାମ ରାମ ଜୟ ସାର୍ 🙏🙏🙏🙏🙏🇮🇳🇮🇳🇮🇳🇮🇳🇮🇳🚩🚩🚩🚩🚩

  • @LaxmiDhar-fi5ok
    @LaxmiDhar-fi5ok ปีที่แล้ว +75

    ନବିନ କିଛି କରିନାହିଁ କାରଣ ସେ ଗୋଟେ ପାଳଭୁତ ସେ ଓଡ଼ିଆ ଜାଣିନାହିଁ ସେ ପାଣ୍ଡିଆନ ର ଚାଷ କିଆରି

  • @dhirendrakumarbehera8418
    @dhirendrakumarbehera8418 ปีที่แล้ว

    ଦ୍ୱିତୀୟ ଉତ୍କଳମଣି ମହମାନ୍ୟ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

  • @bhabanidas7061
    @bhabanidas7061 ปีที่แล้ว

    Aapan maane khusi ta.. 😢😢😢😢

  • @namanmalik5345
    @namanmalik5345 ปีที่แล้ว

    ଏଥିପାଇଁ ନବୀନ ପଟ୍ଟନାୟକ ଶ୍ରେଷ୍ଠ ଅଟନ୍ତି । ତାଙ୍କ ପାଇଁ ପୁରା ଓଡ଼ିଶା ତାଙ୍କ ପରିବାର । ସେ ସ୍ଵାର୍ଥପର ଭଳି ନିଜ ପରିବାର କୁ ଆଗ ଦେଖିନାହାନ୍ତି । ଯେମିତି ଉତ୍କଳମଣି ଗୋପବନ୍ଧୁ ଦାଶ ଦେଶ ପାଇଁ ନିଜ ପୁଅର ଅନ୍ତିମ ସମୟ କୁ ଯାଇନଥିଲେ । ତା ମାନେ କଣ ସେ ଖରାପ ବାପା ଥିଲେ କି ସେ ତାଙ୍କ ପୁଅକୁ ଭଲ ପାଉନଥିଲେ?

  • @Puja_behera487
    @Puja_behera487 ปีที่แล้ว

    ନବୀନ ପଟ୍ଟନାୟକ ଏକ ବଦମାସ ଲୋକ ନିଜ ର ଭାଇ କୁ ପାରୁନି ଛିଛି ଘୃଣା ଲାଗୁଛି ଏପରି ଭାଇ କୁ

  • @shankarjhodia5181
    @shankarjhodia5181 ปีที่แล้ว +14

    ମୁଖ୍ୟ ମନ୍ତ୍ରୀ,ସ୍ୱାର୍ଥପର ମଣିଷ। ନିଜ ପରିବାରକୁ ଦେକୁନି ଆଉ ଗରିବ ଲୋକଙ୍କ ମଙ୍ଗଳ କଣ କରିବ। ଦୁଃଖୁର କଥା 😱

  • @akhayabehera476
    @akhayabehera476 5 หลายเดือนก่อน

    ଜଣେ ଲୋକ କାନ୍ଧରେ ସାରା ଓଡିଶାବାସୀଙ୍କ ଭାର ତେଣୁ ପରୀବାର ପରିବାର ପାଇଁ ସମୟ ହୁଏତ ଦେଇନ ପାରିନ୍ତୀ

  • @kuanrtudu9960
    @kuanrtudu9960 ปีที่แล้ว +22

    ନବୀନ ବାବୁ ନିଜ ପରିବାରର କଥା ବୁଝି ପାରୁନାହାନ୍ତି ସେ କଣ୍ ବୁଝିବେ ଓଡ଼ିଶାର କଥା ।

    • @arunchandrahota9072
      @arunchandrahota9072 ปีที่แล้ว +1

      ନବୀନ ପଟ୍ଟନାୟକ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଭାଇ ଓ ସାଧାରଣ ଜନତା ତାଙ୍କ ପାଇଁ ସମାନ ।

    • @christianmusicforyou522
      @christianmusicforyou522 ปีที่แล้ว +1

      ନବୀନ ପଟ୍ଟନାୟକଙ୍କ ପାଇଁ ସାରା ଓଡିଶା ବାସୀ ସମସ୍ତେ ସମାନ

    • @ramachandratudu-fw5bg
      @ramachandratudu-fw5bg ปีที่แล้ว +1

      ​@@arunchandrahota9072in ok

  • @sarojinibehera3680
    @sarojinibehera3680 ปีที่แล้ว

    ଆପଣ କହୁଛନ୍ତି ନବୀନ ବାବୁଙ୍କ ଭାଇ କିନ୍ତୁ ଆପଣ 25ବର୍ଷ ଯାଇଥିଲେ କୋଉଠି ଆଜି ମୌକିମ ବାବୁ ବାହାବା ନେବା ପାଇଁ ଏପରି ଆପଣ କହୁଛନ୍ତି

  • @jagannathajena8150
    @jagannathajena8150 ปีที่แล้ว +1

    Good morning

  • @manoramamohanty340
    @manoramamohanty340 ปีที่แล้ว

    Jete shighra avali victorious pratibha nku
    God sarkaar care karantu

  • @atalpradhan2956
    @atalpradhan2956 ปีที่แล้ว +39

    ମୋର ବ୍ୟକ୍ତିଗତ ମତ ସାରେ ଙ୍କୁ ବିଜେପି ତରଫରୁ MLA ଟିକେଟ ମିଳୁ l

  • @duhkhishyamnayak9496
    @duhkhishyamnayak9496 ปีที่แล้ว

    A.nabin.bada.don

  • @srinibaspattanayak
    @srinibaspattanayak ปีที่แล้ว +1

    ଆପଣ ନିଜ ଭିଟାମାଟି କୋଉଠି କେବେ ପଚାରିଛନ୍ତି, ଭଞ୍ଜନଗର ନୁଆଁଗା ଜେଜେଙ୍କର ପୈତୃକ ଗାଁ

  • @animeshnayak982
    @animeshnayak982 ปีที่แล้ว

    Jia nija paribara Katha bujiparu nahi se puni kahuchi odisha mo paribara

  • @manoramamohanty340
    @manoramamohanty340 ปีที่แล้ว

    Apan mane sahajog karant

  • @sibabratapanda57
    @sibabratapanda57 ปีที่แล้ว

    Please change the germent

  • @harishmallck2
    @harishmallck2 ปีที่แล้ว +67

    ଆପଣ ତାଙ୍କ ଭାଇ ହେଇପାରନ୍ତି କିନ୍ତୁ ସେ ତ ବର୍ତ୍ତମାନ ପାଣ୍ଡିଆନ ବାବୁଙ୍କ ମୋହରେ ବାୟା. ପାଣ୍ଡିଆନ ବାବୁ ତାଙ୍କୁ ଛାଡିଲେ ସେ ଆପଣ ଙ୍କୁ ଦେଖା କରିବେ କିନ୍ତୁ ପାଣ୍ଡିଆନ ତ ତାଙ୍କ ପଛରେ ରହୁ ଗ୍ରହ ପରି ପଛରେ ପଡିଛନ୍ତି. ପାଣ୍ଡିଆନ ବର୍ତମାନ ଓଡ଼ିଶାର ରାହୁ.

    • @priyadarsinimohapatra3602
      @priyadarsinimohapatra3602 ปีที่แล้ว +1

      Right bhai Naveen pattanaik pandian nku na dekhile pagal.gote dukha ate BSKY Card dei lokanka help karuchanti but nija loka nku ate neglect.

    • @mamatakhillo6781
      @mamatakhillo6781 ปีที่แล้ว +2

      100% really right Sir 👍👍👍👍👍👍

    • @bibhuprasadmoharana2643
      @bibhuprasadmoharana2643 ปีที่แล้ว

      Se Madhuri Dixit ku mun hanibi

    • @padmacharandash8249
      @padmacharandash8249 ปีที่แล้ว +1

      ନବୀନ ପଛରେ ଠିଆ ହୋଇ ହୋଇ, ନବୀନ କୁ ପଛକୁ ଠେଲିଦେଇ ଏ ରାହୁ ଆଗକୁ ଆସିଗଲା ।

    • @satyajitswain6994
      @satyajitswain6994 ปีที่แล้ว

      @@priyadarsinimohapatra3602 to maa ghaita modi ta maikina ku chhadiki aji pm hela ta maikina ku pacharuchhi se ebe khaibaku pauni

  • @sarojinibehera3680
    @sarojinibehera3680 ปีที่แล้ว

    ତେଣୁ ମୋ ମତରେ ଏସବୁ ମିଛ କଥା କହିଲେ କଣ ହେବ

  • @amarendrasarangi740
    @amarendrasarangi740 ปีที่แล้ว

    ନବୀନ ବାବୁ ଧର୍ମ ପରିବର୍ତନ କରି ଖ୍ରୀଷ୍ଟିଆନ ହେଇ ଯାଇ ଚନ୍ତି।

  • @sainrupendra
    @sainrupendra 5 หลายเดือนก่อน

    This is a political strategade by opposition, which reaction you people have seen well.

  • @ashokkumarnayak1648
    @ashokkumarnayak1648 ปีที่แล้ว

    Plz give upi id, google pay etc in TV
    Croud funding will be done

  • @ashishnayak5474
    @ashishnayak5474 ปีที่แล้ว

    20 ବର୍ଷ ନବୀନ୍ ଲୁଟ ଲI 3 ବର୍ଷ ହେଲାଣି ପାଣ୍ଡିଆନ୍
    ଲୁଟିଲI ତୁମର phatila

  • @gokulendumishra1281
    @gokulendumishra1281 ปีที่แล้ว

    Jie bhai ra nuhe se kahara nuhe. Great betrayer

  • @MrSuryanarayandas
    @MrSuryanarayandas ปีที่แล้ว

    sata Katha kintu ebe esabu ra aau kichhi mulya nai ...taanku aagaru aasiba ra thila...

  • @harishmallck2
    @harishmallck2 ปีที่แล้ว +63

    ପାଣ୍ଡିଆନ ବାବୁ କିମ୍ବା ତାଙ୍କର ଚେମେଚ୍ଛା ବବି ଦାସ ଦେଖନ୍ତୁ ବିଜୁ ପଟ୍ଟନାୟକ ଙ୍କ ରକ୍ତ ସମ୍ପର୍କୀୟ ହେଇକି ମଧ୍ୟ କେତେ ସ୍ୱାଭିମାନୀ. ଆପଣ ମାନଂକୁ କେବେ ଧର୍ମ ସହିବ ନାହଁ. କେତେ ସମ୍ଭ୍ରାନ୍ତ ପରବାର ହେଲେ ମଧ୍ୟ କେମିତି ଅବସ୍ଥାରେ ଅଛନ୍ତି.

    • @jyotiranjanmishra101
      @jyotiranjanmishra101 ปีที่แล้ว +3

      😊

    • @santwana7164
      @santwana7164 ปีที่แล้ว +1

      ​@@jyotiranjanmishra101ଦେଶରେ ହେଉ କିବା ଦେଶରେ ହେଉ ଯିଏ ବିବାହ କରି ପରିବାର ଗଠନ କରି ନାହଁ ସିଏ ପରିବାର ର କଥା ବୁଝି ପାରିବେ କିପରି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟ ନାଥ ଓ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନେ ତ ସଂସାର କଣ ଜାଣି ନାହାଁନ୍ତି ପରିବାର କୁ ଜଣିବେ କିପରି ।

  • @minifood9258
    @minifood9258 ปีที่แล้ว

    Aama Odisha , Nabin Odisha.
    Tar bua aru Nabin Odisha ke Ghini chhan ken ? Aame tax , vote, like karuchhun je tar wajud achhe.
    I m neutral man.not any party.
    Jai Kalinga.....

  • @sureshbhoi1012
    @sureshbhoi1012 ปีที่แล้ว +1

    ଭାଇଥାଇକି ଭାଇକିପଚାରୁନି ନବିନ ସେକିଭାଇ

  • @sbp1650
    @sbp1650 ปีที่แล้ว

    Se aau abastha re nahantee

  • @Riderdushmant
    @Riderdushmant ปีที่แล้ว +1

    ⭕❗⭕🙏🙏🙏

  • @satyabhamadas2269
    @satyabhamadas2269 ปีที่แล้ว

    K pattanayak

  • @Sonysonu-e2g
    @Sonysonu-e2g ปีที่แล้ว +20

    ଏ ଭିଡ଼ିଓ ଦେଖିବା ପରେ ନବୀନ ବାବୁ ଭାଇ କଥା ଟିକେ ବୁଝନ୍ତୁ, 25 ବର୍ଷ ଶାସନ କରିକି ଯାହା କରିଛ ଆଉ ବାକି ସମୟ ରେ ଭାଇ କୁ ବି ଟିକେ ଦେଖ.....

  • @dipakbehera918
    @dipakbehera918 ปีที่แล้ว +12

    ନବୀନ ବାବୁ କେବଳ ରାସ୍ତାରେ ସୀମିତ

  • @pabitramohandas6943
    @pabitramohandas6943 ปีที่แล้ว +24

    ଓଡ଼ିଆ ଲୋକଙ୍କୁ ନବୀନବାବୁ ପାଖ ପୂରାଉ ନାହଁନ୍ତି l

  • @SantoshMohanta-d2x
    @SantoshMohanta-d2x ปีที่แล้ว

    Naveen babu tumar banchiki lava nain Karan tumar family katha bujhi paruna

  • @niranjansahu9449
    @niranjansahu9449 5 หลายเดือนก่อน

    Aapan tankara bhai hoi paranti kintu Naveen Patnaik Odisha ra mukhya mantri thile sara odisha basinka paain.tenu se samastankar chinta karibe.

  • @mangalaprasannadhal6197
    @mangalaprasannadhal6197 ปีที่แล้ว +3

    ବଡ ଦୁଃଖର କଥା... ନବୀନ ବାବୁ ଲଗାତାର ୫ ଥର ବା ୨୫ ବର୍ଷ ହେଲାଣି ଓଡିଶାର ଗୁରୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ତୁଲେଇ ଆସୁଛନ୍ତି। ଯଦି ଗୋଟେ ଥର କି ଦୁଇ ଥର ନିର୍ବାଚନ ରେ ହାରିଯାଇଥିଲେ ନିଶ୍ଚିତ ଆପଣଂକୁ ଦେଖାକରିବାକୁ ଯାଇଥାନ୍ତେ।
    ଆପଣଂ ବିଜୁବାବୁ କଂ ବଂଶଧର ହେଇକି ରାଜନିତି ଶିଖି ପାରିଲେ ନାହିଁ। ସେଥିପାଇଁ ଆପଣ ଆଜି ମନଦୁଃଖ କରୁଛନ୍ତି। ଆପଣ ସେତେବେଳୁ ଚାହିଁଥିଲେ ବିଜୁବାବୁ କଂ ପରିଚୟ ନେଇ ଆଜି ବହୁତ ଆଗକୁ ଯାଇଥାନ୍ତେ।

  • @bhubanmohanty3853
    @bhubanmohanty3853 ปีที่แล้ว +10

    ବିଶ୍ୱସ୍ତରୀୟ ଆଜ୍ଞା

  • @hrushikeshparida7803
    @hrushikeshparida7803 ปีที่แล้ว

    Nabina gote .....,to bhai Katha tike bujha

  • @jkkumar-ci2jy
    @jkkumar-ci2jy ปีที่แล้ว

    cm desha pain ghara pain nahi

  • @rushirajahansa7717
    @rushirajahansa7717 ปีที่แล้ว +1

    Dilip ta odia kahi paru Chan nabin ta odia kahi paru nahi a ki ,,,, lila

  • @snigdhamohanty-gk7qs
    @snigdhamohanty-gk7qs ปีที่แล้ว

    What a shame!!! Is this the teaching for us!! What we will‌‌‌। learn from naveen sir, nacriscist naveen pattnaik

  • @mamatakhillo6781
    @mamatakhillo6781 ปีที่แล้ว +1

    God bless you Sir 😭😭😭😭😭😭😭😭🙏🙏🙏🙏🙏🙏🙏

  • @durgacharanbehera86
    @durgacharanbehera86 ปีที่แล้ว

    Jeun loka nija paribar ra katha bujhantini sie bujhibe kana rajya ta katha,kebal dalal toutur gudak chamacha gudak nku nei ki rajaneeti Kariba katha

  • @RazzNarmadaexpress143
    @RazzNarmadaexpress143 ปีที่แล้ว +1

    ନବୀନ ଯଦି ଆପଣକଂ ଭାଇ ତାହାଲେ ବିଜୁ ବାବୁ ତୋ ତମ ବାପା ତାହେଲେ ତମେ ବିଜୁ ବାବୁ ନବୀନ ବାବୁ କାହିଁକି କହୁଛ ।।🤔🤔

    • @nehabraita1718
      @nehabraita1718 ปีที่แล้ว

      Biju babunka pua nuha tanka putura

  • @ambikaprasadsenapati3576
    @ambikaprasadsenapati3576 ปีที่แล้ว +19

    All should see the nature of Naveen Patnaik.

  • @UNIQ_GIRL_SHREE
    @UNIQ_GIRL_SHREE ปีที่แล้ว +14

    Ki samaya hela re, Honorable CM sir please tk Bhala kama karantu,nija bhai nku tk bhala paiba ra sahajya ra sahajog ra hata badhantu please

  • @diptiranjanjena527
    @diptiranjanjena527 ปีที่แล้ว +1

    Sala Modi ra Nija Stree Sahita Relation nahi, Modi Kale Raja Dharma, au Nabin Kale Beimani 😂😂😂

  • @prasantakumarswain3419
    @prasantakumarswain3419 ปีที่แล้ว +1

    ଏ କଥାକୁ ଇଂରାଜୀ ରେ ଅନୁବାଦ କରି ପାଣ୍ଡିଆନ୍ କାନରେ ପକାଯାଉ ।

  • @sukantkumardas9023
    @sukantkumardas9023 ปีที่แล้ว +1

    Jie paribara bhuli jauchi.sie gote beiman.nabin Pattnaik gote puruna beiman

  • @pradipkumarbarik585
    @pradipkumarbarik585 ปีที่แล้ว

    ମୋତେ ଗଛରେ ଚଢ଼ାଇ ସିଢ଼ି କାଢିନେଇଥିଲେ, ଶୁଣା କଥା ଓ ଆଙ୍ଗେନିଭା କଥାର ବହୁତ୍ ଫରକ ଅଛି, ନିର୍ଦ୍ଦୋଷ ହୋଇଥିବାରୁ ମୋତେ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇଦେଲେ।

    • @pradipkumarbarik585
      @pradipkumarbarik585 ปีที่แล้ว

      ଭଣଜା ଅଜିତ ପଟ୍ଟନାୟକ ବି ଏମିତି ନିର୍ଯ୍ୟାତିତ ହୋଇ ମରିଗଲେ

  • @rajalaxmimohapatra1234
    @rajalaxmimohapatra1234 ปีที่แล้ว

    Durbhagya.ra.vedio.nija.ghara.katha.thik.nahi.odisha.kon.thik.kariba

  • @thakuramarndiofficial2868
    @thakuramarndiofficial2868 ปีที่แล้ว

    First time mu sunuchhi naveen patnayak nka bhai b achhanti

  • @manojkumarmohapatra-oy1gc
    @manojkumarmohapatra-oy1gc ปีที่แล้ว +3

    BJD ଆଉ Naveen ସବୁ ବେଇମାନ

  • @sasikantkant4780
    @sasikantkant4780 ปีที่แล้ว +9

    ବେଇମାନ ହେଲେ ସବୁ ଗଲା, ତାମିଲ ଖାଇବା ଉଚିତ୍

  • @sonukhansonukhan8387
    @sonukhansonukhan8387 ปีที่แล้ว +1

    Welcome. Newes. Swagat. VEDIO. KOTI. Namaskar. Brother

  • @swagatikabiswal393
    @swagatikabiswal393 ปีที่แล้ว +32

    It's so sad, Naveen patnaik ignores his family member. Pls help your family member first 🙏🙏

  • @sarojpanda4420
    @sarojpanda4420 ปีที่แล้ว +7

    No 1 Beiman CM. Worlld class. Apan Mane Khusi To ?

  • @jibanapathe5178
    @jibanapathe5178 ปีที่แล้ว

    Are a nihati pagala te...se tumaku kahin pacharibe?a duniara niyam jete bhai sete ghara.jia sabu comment karuchha tume kn tuma dada pua au bada bapa puaku mundei buluchha

  • @ipsitasatapathy7928
    @ipsitasatapathy7928 ปีที่แล้ว +3

    Mu Nabin sir nka jagare thile nije paleithanti mo Bhai bhauninku dekhiba pain , jie Nija relative nku pacharuni sie kana odisha ra kariba

  • @anilkumarjena7590
    @anilkumarjena7590 ปีที่แล้ว +2

    ଆମର ତ ସବୁ ବିଶ୍ୱସ୍ତରୀୟ ଆଉ.......

  • @sanghamitradas371
    @sanghamitradas371 ปีที่แล้ว +8

    Nabin Babu ku pandiyan chada kichi dekha jaouni se tara sabu property paisa pandiyan nare karideichi tamaku kn help kariba taka pakhare alcohol pai khali paisa achi

  • @kabitasahoo8385
    @kabitasahoo8385 ปีที่แล้ว +3

    🙏

  • @duhkhishyamnayak9496
    @duhkhishyamnayak9496 ปีที่แล้ว

    A.sala.nabina.odisha.r.bada.don

  • @nababarika4028
    @nababarika4028 ปีที่แล้ว +1

    Nabin babu knows only pandian, otherwise he doesn't know any thing

    • @anjananayak747
      @anjananayak747 ปีที่แล้ว

      ଓଡିଶା ର ଉନ୍ନତି ତ ହେଉଛି ପାଣ୍ଡିଆନ ପାଇଁ ଅସୁବିଧା କଣ ରହୁଛି

  • @Sip2-lo3kr
    @Sip2-lo3kr ปีที่แล้ว +1

    Are Naveen Babu Biju babunka pua pari kebe laganti hi nahin

  • @myfarming-ti5fn
    @myfarming-ti5fn ปีที่แล้ว

    ନବିନ ପାଣ୍ଡିଆନ ର ଚକ୍ର ଵିହରେ ଫସିଛି

  • @bijaykumarrout4161
    @bijaykumarrout4161 ปีที่แล้ว +6

    Nabin wants pandu be CM

  • @alekhkumarmohanty1073
    @alekhkumarmohanty1073 ปีที่แล้ว +1

    He should help his cousin brother.

  • @biranchinarayanmohanty4699
    @biranchinarayanmohanty4699 ปีที่แล้ว +3

    Navin Pattnaik and Narendra Modi nature Same

  • @haribandhumoharana8373
    @haribandhumoharana8373 ปีที่แล้ว +13

    Bahara loka khaigale kintu Nija loka Pai paisa nahi.very sad news.

  • @prafullasatpathy4597
    @prafullasatpathy4597 ปีที่แล้ว +3

    Naveenbabu swarthpara loka tanka bhai kahucchanti bahut kama karichanti kintu kichikarinahati miccha chhada kichhi nuhein abanati odisha heba Mora satya bakya

  • @KkroutKrout
    @KkroutKrout ปีที่แล้ว +2

    Bjp give him ticket against naveen patnaik

  • @tapankumarsahu8392
    @tapankumarsahu8392 ปีที่แล้ว

    Au odisha achi sabu tamilnadu under re chalichi

  • @sunilranjanbhol1805
    @sunilranjanbhol1805 ปีที่แล้ว +1

    Jia nija bhai ra nuha Sia Odisha basi nlara kn kariba?

  • @ShivanyaMoharana
    @ShivanyaMoharana ปีที่แล้ว

    CM Sir nk
    Bhejare Masala Nahin
    V.K. Pandian nk Suta Kandhei hoi Nachuchhanti.

  • @Binodkumar-if6lk
    @Binodkumar-if6lk ปีที่แล้ว

    Next CM

  • @hemantnayak475
    @hemantnayak475 ปีที่แล้ว +1

    Everybody knows CM mantain very less relationship with his blood relative, why don't all other well established causin help him. All are businessman and industrialists

  • @prakashmishra6341
    @prakashmishra6341 ปีที่แล้ว +4

    Kuade gale BJD ra spokeswoman Biswa stariya kuha Lia

  • @anjananayak747
    @anjananayak747 ปีที่แล้ว +3

    ତମର ସମ୍ପର୍କ କାହିଁକି ଭାଙ୍ଗି ଗଲା,? ଭିତିରିଆ କଥା ଟା କହୁନ, ନବୀନ ମୋତେ ପଚାରୁନି କହିଲେ କଣ ହେବ? ଓଏ ବିଭୀଷଣ ବାବୁ, ତମକୁ ଲାଭ ମିଳୁନି ବୋଲି ତମେ ବିଜେପି ସହ ମିଶୁଛ?

  • @satyaranjandash388
    @satyaranjandash388 ปีที่แล้ว +3

    Nabeen pattanaik kahari hoini
    Iswar keiti tanku saha heuchhanti se katha mu bughiparuni

  • @chaturbhujamahakuda3301
    @chaturbhujamahakuda3301 ปีที่แล้ว +1

    Kehi ta kahara nuhanti sansare Bhabamaya Maya hate

  • @learntogether8344
    @learntogether8344 ปีที่แล้ว +3

    ସତରେ cm ଏମିତି...

  • @bhagabandisari
    @bhagabandisari ปีที่แล้ว

    Help nabeen c m sir your brother

  • @SUkantdasSukanta-fg9nv
    @SUkantdasSukanta-fg9nv ปีที่แล้ว +1

    Bahuta simple manisha te

  • @duhkhishyamnayak9496
    @duhkhishyamnayak9496 ปีที่แล้ว

    Nabina.pttnayak.bada.odisha.ro.chor

  • @atalbiharisahoo7506
    @atalbiharisahoo7506 ปีที่แล้ว +1

    Modiji ta wife nku pacharunahanti.... tachhada Odishare BJD timere bahut develope heichi.

  • @knowledgetopic7875
    @knowledgetopic7875 ปีที่แล้ว +1

    Badaghara bada Gumara...Hrudaya khuchi ctc ru bbsr ra dura....Tamil hatare Raijaa Amara....Bada ghara bada GumarA...

  • @sushantakumarsahoo7763
    @sushantakumarsahoo7763 ปีที่แล้ว

    No1cm

  • @duhkhishyamnayak9496
    @duhkhishyamnayak9496 ปีที่แล้ว

    A.dsla.naveen.bada.odisha.r.chora

  • @anjananayak747
    @anjananayak747 ปีที่แล้ว +3

    ଆରେ ଭାଇ ବିଜୁ ପଟନାୟକ ଙ୍କ ଭାଇ ର ପୁଅ, ନିଶଂଚୟ ବିଜୁ ବାବୁ ଥିଲା ବେଳେ ବୋଧେ ସମ୍ପର୍କ ଭାଙ୍ଗି ଯାଇ ଥିବ, ସେଥିପାଇଁ ସମ୍ପର୍କ ନାଇଁ,

  • @sarnasantal528
    @sarnasantal528 ปีที่แล้ว +1

    Ebe sabu baharibe...25 barsa kauthi suithilo..tumor sapana kon achhina nai..

  • @kunasamal6179
    @kunasamal6179 ปีที่แล้ว +1

    naveen ra ta pandu achhi...aau kie darkar

  • @angular_dotnet_web_api_ful1231
    @angular_dotnet_web_api_ful1231 ปีที่แล้ว +1

    jie NIJARA RAKTA SAMPARKIYA NKA NUHEN SE KANA JANA SADHARANANKU ANTARIKA TARE BHALA PAUTHIBA??????

  • @durgacharanpatra4301
    @durgacharanpatra4301 ปีที่แล้ว +1

    ଆପଣଙ୍କ ପୁଅ , ଝିଅ କେତୋଟି କଣ କରନ୍ତି ରୋଜଗାର କଣ ସେ ବିଷୟ ରେ କିଛି ହେଲେ କହିଲେ ନାହିଁ। ଆପଣଙ୍କ ପୁଅ କୁ BJD ରେ ସାମିଲ୍ କରି ଦିଅନ୍ତୁ ନବୀନ ଙ୍କ ପରେ ସେ ଓଡ଼ିଶା ରେ ରାଜୁତି କରିବେ। ଲୋକେ ତ ବିଜୁ ପଟ୍ଟନାୟକ ଙ୍କ ନାଁ ରେ ଭୋଟ ଦେଉଛନ୍ତି ନା।

  • @mahondas1165
    @mahondas1165 ปีที่แล้ว +3

    DURA PAHADA KHUB SUNDAR ,

  • @astashambhusahoo5023
    @astashambhusahoo5023 ปีที่แล้ว

    Please odisha basi sajag heijaantu

  • @prakashmishra6341
    @prakashmishra6341 ปีที่แล้ว +7

    World'famous CM Naveen Babu Sabu biswa stariya

  • @ranjanmohanta7096
    @ranjanmohanta7096 ปีที่แล้ว +2

    Pandu is chief,not nabina