Tribal Protest Against New BJP Government In Sundargarh | Reason
ฝัง
- เผยแพร่เมื่อ 7 ก.ย. 2024
- Tribal communities in Sundargarh are staging protests against the newly formed BJP government. The demonstrations highlight their concerns and demands from the ruling administration. Explore the reasons behind the protests, the specific issues raised by the tribal groups, and the response from the government regarding their grievances.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews #sundargarh
ଏଇ ଖବର ଯଦି ମା ଘିଆ ଅର୍ଗସ,/ଓଟିଭି ରେ ପ୍ରଶାସଣ ହୋଇ ଥାନ୍ତା, ଆହୁରି, ଅଧିକ ଜୋର୍ ରେ କହି ଥାନ୍ତେ, କିନ୍ତୁ ଏବେ ସେ ଦୁଇ mg, TV ଏବେ ବିଜେପି ଦଳ ର ସ୍ତ୍ରୀ ମାନ ଙ୍କର ମେନ୍ସ, ବ୍ଲଡ଼ ଖାଉଛନ୍ତି, ସେଥି ପାଇଁ, ପାଟି ଚୁପ୍
ଠିକ୍ କହିଚ ଭାଇ ସେ ମୁଣ୍ଡ ବିକା news କୁଆଡେ ଗଲେ Mg।
Right khata.kautibe OTV au Argus news re kamkarutiba kkr mame
OTV chora
OTV news Godi media helani..Mohan ra kichi bhudi nahi..loka nku sahayata na kari Ghar bhangi hayiran kahuchi..
😂
ଓଡ଼ିଶା ଆଦିବାସୀ ମାନଙ୍କ ପାଇଁ ଖୁସି ଖବର । ଜଉ ମାନେ ସରକାର ବଦଳାଇ ବା ଆଉ କିଛି ଟଙ୍କା ପାଇଁ ନିଜକୁ ନୁହେଁ ନିଜ ପରିବାରକୁ ନୁହେଁ ନିଜ ଗାଁ କୁ ନୁହେଁ ପୁରା ସମାଜ କୁ ବିକ୍ରି କରିଦେଇ ଛନ୍ତି ବିଜେପି ପାଖରେ ସେମାନଙ୍କ ପାଇଁ ଗୋଟେ ଖୁସି ଖବର ।
😂😂😂😂😂😂😂😂
Amo gaa re toh bjd poisa dei thila 7 lakh tonka 😅😅😅
କନକ news ଜିନ୍ଦାବାଦ ❤ପ୍ରକୁତ ରେ ଲୋକ ମାନ ଙ୍କ ହିତ ରେ କାର୍ଯ୍ୟ କରୁଛି ,, argus ଭଳି ମୁଣ୍ଡ ବିକା ଅନ୍ଧ ନୁହଁ,,
ସୁଭଦ୍ରା ଯୋଜନାରେ ଟଙ୍କା ଦେବା ପାଇଁ ଟଙ୍କା ନାହିଁ ସରକାରୀ ଜମି ବିକ୍ରି କରି ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟିବ ।
Yes 💯 thik
Right
💯
Right
100% right
ଅଢେଇ ଦିନ ହୋଇନି ଆରମ୍ଭ ହୋଇଗଲାଣି ଆନ୍ଦୋଳନ, ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିଦେବା ଉପାଖ୍ୟାନ ଭଳି ପ୍ରତୀୟ ମାନ ହେଉଛି,
ଦେଖାଯାଉ 🙏
Kete aandolana hoichhi bjd re kichi hoichi ki
@@NalaniMeharfarmer protest✊
ଆଉ କେତେ ଏମିତି ରାଲି କରିବେ ଓଡିଶା ଲୋକ। ନୂଆ ସରକାର ତ ଲୋକମାନଙ୍କ ର ସରକାର, ଦେଖ କି ପ୍ରକାର ପୁରସ୍କାର ଦେଇଦେଲେ। ପରିବର୍ତନ ଖୋଜୁଥିଲେ ଓଡିଶା ଲୋକ, ଏଇଟା ହିଁ ଦେଖିବାକୁ ଥିଲା। ଆଦିବାସୀ ମୁଖ୍ୟମନ୍ତ୍ରୀ ନା କି ମୁଖ୍ୟମନ୍ତ୍ରୀ ଏହି ଆନ୍ଦୋଳନ ହିଁ କହିବ।
ମୋହନ ସରକାରଙ୍କୁ ଅନୁରୋଧ ଦୟାକରି ଏହି ଆଇନ ଗ୍ରାମାଞ୍ଚଳରେ ଲାଗୁକରନ୍ତୁ ନାହିଁ କାରଣ ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କର ପଟ୍ଟା ଜମି ବିଲକୁଲ ନlହିଁ ଫଳରେ ଜଙ୍ଗଲ କିସମ ଜମିଉପରେ ଦୀର୍ଘଦିନରୁ ଚାଷ ବାସକରି ଚଳି ଆସୁଛନ୍ତି ଜଦି ପାରୁଛନ୍ତି ଆପଣଙ୍କ ସରକାର ଦଖଲ କରିମାନଙ୍କୁ ବାଣ୍ଡବସ୍ତକରି ଜମିପଟ୍ଟା ଦେବାର ବ୍ୟବସ୍ଥା କରନ୍ତୁ 🙏❤️
Election ପ୍ରୁବରୁ ରାହୁଲ ଗାନ୍ଧି ସତ କଥା କହୁ ଥିଲା ଜଙ୍ଗଲ ଜମି ସବୁ ଲୁଟିବ ଅନ୍ୟ ରାଜ୍ୟରେ ବି ଲୁଟି ସାରିଛି bjp sarkar
Right bro
@@DineshKumar-lf6el a pudiye jen tame Rahul Rahul heuchha na, jadi se thare v jiti jiba na sabu gaind mare heba , hete bele pathan raj heba, senu sabe chuhiba , he girar band chatba maghiye kuji neta sabu.
Right
@@subashofficial768thik kahila bhai
Rahul to pura hindu ku hinsa hinsa kahuchi
@@subashofficial768thik kahila bhai
Congress କୁ ଭୋଟ ଦିଅ ବେଳେ ତୋ ତମେ BJP କେ ଭୋଟ ଦେଲ ଆଉ ଏବେ ଯେତେ ଭୁକ୍ ଲେ ବି କିଛି କରିପାରିବ ନାଇ sc & St ଲୋକ ମାନଙ୍କୁ ରାହୁଲ ଗାନ୍ଧୀ ବହୁତ୍ ଭଲ ପାଆନ୍ତି କାହିଁ କଂଗ୍ରେସ କୁ ଭୋଟ ଦେଲ ନାହିଁ
Hn thik kahichanti manipur ku dekhunahanti
ଏଇମାନେ ସବୁ କଂଗ୍ରେସ ହିଁ ଭୋଟ ଦେଇଛନ୍ତି
My vote for Congress
My vote for Congress in the end of My life
When we give our vote to congress the cotta will be increase 40℅to80℅😢😢
Education will be going to hell.
ଆଦିବାସୀ ହୋଇ ଆଦିଵାସି ର ଦୁଖଃ ବୁଝି ପାରୁନାହିଁ
କଉ ପିତ୍ରୁଚୁଦ୍ ବୁଦ୍ଧି ରେ ମୋହନ ପଡ଼ିଛି
RSS ideology
Gandi Mari dB cm
@@malaya747right
Right
ମୋଦୀ ଫିକୁ
ସରକାର ପ୍ରଥମେ ବନ୍ଦୋବସ୍ତ କରି ସବୁ ଜିଲ୍ଲା ର ଲୋକଙ୍କୁ ପଟା ବଣ୍ଟନ କରନ୍ତୁ
Are bhai tumo jangal taku tume sabu Kati Lanka chasokor pata milibo
Right patta deinahaniti
BJP ସରକାର ଆଦିବାସୀ ଙ୍କ ସହିତ ଅନ୍ୟାୟ କରିବା ବନ୍ଦ କରନ୍ତୁ ଅନ୍ୟଥା BJP ସରକାର ହଟାୱ
100Right point❤❤❤❤❤
ମାଉସୀ ଭୋଟ ଦେଇ ତୋ ଭୁଲ୍ କଲ ।ଏବେ କାନ୍ଧିଲେ କ'ଣ ହେବ । ସେଥିପାଇଁ ଆମେ ଅନୁରୋଧ କରୁଛୁ ହାତଚିନ୍ନରେ ଭୋଟ ଦେଇ କଂଗ୍ରେସ ଦଳ କୁ ସରକାର କୁ ଆଣନ୍ତୁ । ଏମିତି ଅସୁବିଧା ଭୋଗିବେ ନାହିଁ ଜୟ କଂଗ୍ରେସ ।
ମୁଁ ମ୍ୟଡାମ୍ ଙ୍କ ଫ୍ୟାନ୍ ହେଇଗଲି
Outstanding speech ସଲlମ୍
True
Mu v bhai
ମୂଖ୍ୟ ମନ୍ତ୍ରୀ ଚାବି ମୋଦି ପାଖରେ ସେ କରିବ କଣ
6month re .....bjp hotibo fist time odisha re
Pandian pakhe
Se iestapa debe
Gandi debo
ଆଦିବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ବ୍ୟବହାର କରି ଆଦିବାସୀ ଙ୍କୁ ହଟାଇବା ପାଇଁ ଏହା ଏକ ସୁନ୍ଦର ଷୋଡ଼ଯନ୍ତ୍ର😊
Choro sarkar.
Very good decision by Tribal people 🎉🎉
ଆମେ ଆଦିବାସୀ ସବୁ ଗାଁରେ ଜଗଂଳ ଜମିରେ ଅଛୁ ସବୁ ଆଦିବାସୀ ଭାଇ ମାନେ ଜରଦାର। ଆନ୍ଦଳନ କର ସବୁ ଜିଲ୍ଲା ରେ
Tu me mane hi nahi hela pura gaon re loka jungle jaga re achhanti sethire jati kouthu asila kotha kahi ba jadi pura odia loka kotha kahu na jati kotha kahi kahu cha
ପାଗଳ ହେଲା ମୋହନ ସରକାର
Ek dum masto bola
Bjp hatao
Sola bjp bala kun guli Mari deba kotha
Mausi bahut sikhita laguchi..Good job 👍👏👏
ମୋଦି କହୁଚୁ ସବୁ ଓଡ଼ିଶାରୁ ନେ଼ଇ ଗୁଜରାଟ ଥୋଇବା କିଛି ଟା ଶାହା କୂ ଦବ
ଯିଏ ଉଠେଇବ ତିର ବିନ୍ଧି ଦିଅ ।
Picha re Tiro Maro gandi fati jau
😂😂😂
Tu Banda chodibu adivashi govt property gandi bahut maila abe govt tama gandi mariba
BJP hatao odisha banchao
EVM HATAO DESH BACHAO
Toh bou bia bjd re govt kholiba
ଆହୁରି ସବୁ ଜିଲ୍ଲାରୁ ଅନେକ ଗରିବ, ଆଦିବାସୀ, ହରିଜନ, ମଧ୍ୟ୍ୟବିତ୍ତ, କୃଷକ, ଚାଷୀଭାଇମାନେ ସାମିଲ ହେବେ ଆନ୍ଦୋଳନ ତୀବ୍ର ହେବ l କାରଣ ଏପରି ସମସ୍ୟା ପ୍ରାୟ ସବୁ ଜିଲ୍ଲା ରେ ରହିଛି ଲୋକମାନେ ପ୍ରାୟ ପିଢ଼ି ପିଢ଼ି ଧରି ରହିଆସୁଛନ୍ତି ସେମାନଂକୁ ପଟ୍ଟା ଦିଆଯାଉ ନହେଲେ ବିଜେପି ଓଡିଶାରୁ ଲୋପ ପାଇଯିବ
Eta parikolpita bhabe adibasi sarkar tairi kori adibasiku jamiru hatai sahaj jandi,BLP jandi shudi adibasi mukhyamantri tairi kori chhu eha satya 😂
ଅନ୍ଧ ଭକ୍ତ ବା....ମୁଣ୍ଡି କୁଆଡେ ସବୁ ଗଲେ, ମଣି ପୁର ଶାସନ ଆରମ୍ଭ ହୋଇଯିବ, ଛି ଛି
ଏ ସରକାର ସବୁ ଜମି ଛଡାଇ ନେଇ ବଡ଼ ବଡ଼ କମ୍ପାନୀ କୁ ଟେକି ଦେବ । BJP ହଟା ଓ ଦେଶ ବଞ୍ଚାଅ
ଆଉ କଣ ତୁ ଜବର ଦଖଲ କରି ରହିବୁ!!!
Picha re Maro tiro
@@manojbhoi6298 ତୁ ଦାଦନ ଖଟିବା ଲୋକ ନିଜ ଘର ପାଖରେ କମ୍ପାନୀ କଣ ଦରକାର 🤣🤣🤣🤣🤣
Absolutely right Bhai
Mu bi adivasi
Bjp desh re dorkar
ଜଂଗଲ ଜମି ଅଧିଗ୍ରହଣ ଛାଡ଼ିଵୁ ନାହିଁ, ଆମ ଆଦିବାସୀ ନେତା ଠିକ୍ କହିଛନ୍ତି
ଚନ୍ଦ୍ରଶେଖର ଆଯାତ୍ କୁ ଯୋଗାଯୋଗ କର ସବୁ ଠିକ୍ ହେବା ବିଶ୍ୱାସ କର mp achhat ebe Jay Bhim ର ଗୋଟେ ବଡ ନେତା ଟେ ସେ ସବୁ କିଛି sc &st ର କାମ କରନ୍ତି
Right . Jai bhim
Han ebe odisha re v jati jati jati na
ଆଦିବାସୀ ଜିନ୍ଦାବାଦ
ଓଡ଼ିଶା ରେ ଆଦିବାସୀ ମନୋକୁ ନୂଆ ବିକଳ୍ପ ଦରକାର ।
ଓଡ଼ିଶା ରେ ଅମୋକୁ BAP(ଭାରତ ଆଦିବାସୀ ପାର୍ଟି) କୁ ଆଣିବାକୁ ହେବ।
Jay Johar Jay Bhim Jay Samvidhan
Fake adivasi
Koi real adivasi Ambedkar ko support nhi karega
ଆଦିବାସୀ ସଙ୍ଗଠନ
ଆଦିବାସୀ ପାର୍ଟି ନୁହେଁ । ଆଦିବାସୀ ସଙ୍ଗଠନ। ଆଦିବାସୀ ଏକ ହେବା BJP ପାର୍ଟି ହଟାଇ ଦେବା।
BAS
Aadivasi MLA kana karuchi. 😮
Oo Ganjei phuk raha hy ghar me
Sola mohon goribo loko ku harina karuchi
BjP ର ମୂର୍ଖାମୀ ଗୁଣ ଏ
ଆଦିବାସୀ ଏକ ହୁଅ
Bjp last time jitla au balo jitiba
Navin sir is the great hero
ଏହା ରାଜ୍ୟ ସରକାର ର ନିଷ୍ପତ୍ତି ନୁହଁ ଏହା ମୋଦି ସରକାର ର ଖେଳ
Good sister
Maa apne bacchon ke liye kuchh bhi kar sakte Hain ...hum log ka support hamesha rakhe
ଓଡିଶାରେ ବିଜେଡି ସରକାର ଥିଲାବେଳେ ଆଦିବାସୀ ମାନଙ୍କୁ ଅଧିକ ଗୁରୁତ୍ବ ଦେଉଥିଲେ ଓ ଆଦିବାସୀ ମାନଙ୍କର ଦୁଃଖ ବୁଝୁଥିଲେ
Vote dela ebe paristiti ko samna kora kaha ko dosa deba
BJP last election of odisha.,..shame
ମୋହନ ମାଝୀ ସାର୍ ଆପଣ ଆଦିବାସୀ ନୁହେଁ କି ଆଦିବାସୀ ଙ୍କୁ ହୋଇ ରାଣ କରୁ ଛନ୍ତି
ଧନ୍ୟବାଦ ସୁନ୍ଦର ଗଡ଼ ଲୋକ ମାନେ 👌👌👌
ବର୍ତମାନ ଯେଉଁ ସରକାର ସେ ଗୋଟିଏ ରବର ଷ୍ଟାମ୍ପ ନିଜ ଇଛାରେ କିଛି କରୁନାହିଁ, ତାକୁ ଯାହା ଆଦେଶ ଅଛି ସେ ତାହା କରୁଛି, ଆଦିବାସୀ ମାନେ ତାକୁ ଉପାଡ଼ି ପକାଇ ଦିଅ
Khali Adivasi kahi bhai.. Amaku ekathi heba ku padiba
First give Jami Pata to the people of landless and make pacca house for them then take action against illegal land owner
ଆଦିବାଶି ଗରିବ ଲୋକ ପାଇଁ ଏ ନିଅମ ଗରିବ ଦୁଃଖି ଆଦିବାଶି ପାଇଁ ଆମ ନବୀନ ସାର ଆମ ଓଡ଼ିଶା ନବୀନ ଓଡିଶା ୨୪ ବର୍ଷା ଶାସନ ରେ କେବେ ହି ଏମିତି ହୋଇ ଜୟ ନବୀନ ସର💚💚💚💚💚💚💚💚💚💚💚💚💚💚💚💚💚💚💚💚
ବି,,ଜେ,,ପି,,ଆଦିବାସି,,,ବିରୋଧୀ,,5,, ବର୍ଷ,,ରେ,,ରାଜନିତି,,ସରିଲା,, କଂଗ୍ରେସ,,ଆସିବ
Sabu neta kharap BJP bjd congress jmm. Hau.. Currently kehibi samasya samadhan kariparibeni.
@@b.kentertainment5395ଠିକ୍ କଥା l ଯେଉଁ ସରକାର ଆସିଲେ ମଧ୍ୟ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ନାହିଁ l ଗୋଟିଏ ସମସ୍ୟାର ସମାଧାନ କଲାବେଳେ ଆଉ ଗୋଟିଏ ସମସ୍ୟା ମୁଣ୍ଡ ଟେକିଥାଏ l
ତୁ ପାରିବୁ @@b.kentertainment5395
Thank you News channel ❤❤❤❤
Very good mohan TV
Mohan majhi rubber stamp, BJP hatao desh bachao
ଘରଭଙ୍ଗା BJP ଏମିତି boldozer ଚଢାଇ ଚଳାଇ ଉତ୍ତରପ୍ରଦେଶ ରୁ ଯୋଗୀ ଗଲା, ବୋଧହୁଏ ଓଡ଼ିଶା ରୁ ମଧ୍ୟ ସବୁଦିନ ପାଇଁ ଯିବ।
If they are not displaced how forest will sold to corporates ? Why a tribal will be chief minister.
पूरे Odisha मे ऐसा ही होना चाहिए
ये video को Rahul गाँधी देखे
और साथ देना चाहिए
Kanak News साथ देने के लिए thanks
Rahul se bada chandrasekhar azad Ravan bhai hai kyun k sare desh main or viswa main bhai ko hi jaida search kiya jata hai. Views main v sab party k neta se bahut age hain. Serch kar lijiye..Jai sambidhan
ଏହି ଆଇନ୍ କୁ ପ୍ରତ୍ୟାହାର କରାଯାଉ ।
ବହୁତ ଭଲ କଲେ ଆମ ଆଦିବାସୀ ଭାଇଭଉଣୀ। ଆଦିବାସୀ ଜିନ୍ଦାବାଦ।
Hatei dia
Jai ho maaaa
ସମସ୍ତ ଜିଲ୍ଲା ର ସମସ୍ତ ଲୋକ ମାନେ ଆନ୍ଦୋଳନ କରନ୍ତୁ,ପଟା ଦିଅନ୍ତୁ,ନଚେତ ସରକାର ହଟନ୍ତୁ,ଏ ହା ଆମର ଦାବୀ.
Thik kaicha mausi 👍🙏🙏🙏🙏🙏
Thank you sisters and brothers love you too
Mohan babu best dicisio
Mo balo descision
ଲଳିତ ମୋଦି ଗଲା କୁଆଡେ଼ ଟିକେ ମୋଦୀ କୁ ପଚାର
Thank you sir 🎉
Bohut sigra mohan sarkar ro potona hebo
BJP ର ସରକାର ଆସିଲେ Pesa act ଲାଗୁ ହେବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ।
କିନ୍ତୁ ଏ ସବୁ jumla ପ୍ରମାଣିତ ହୋଇଛି।
ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ କେମିତି ସରକାରୀ ଜମି ଉଚ୍ଛେଦ କଥା ଉଠିଲା ।
ଏ ହଉଚି BJP, RSS ର ଜଣେ ରବର୍ ଷ୍ଟାମ୍ପ ମୋହନ ସରକାର।
Jindabad🎉🎉 kanak news.bala jinisa dekantu
Salut you sister.
BJP Sarkaar Zinda baad Odisa me Bikas hona hi chahiye 🇮🇳 🙏
Mutiki soipada 😂
ଏମିତି ଅନୀତି ଦୁର୍ନୀତି ପାଇଁ ବିଜେପି ସରକାର ର ଅଧପତ ନ ସମ୍ଭବ ଅଟେ ,!
Jai ho bondhugon bjp hotao sobudina Lokhanku kostodechii chadiboni tenukari monoparibrtankoro congres coming Rahul Gandhi jindabad congres party next pm Rahul bhi❤❤❤❤❤🙏🙏👍💐💺🌹
Jay jagannath jay johar inclab jindabad
Absolutely right decision .
Bira Majhi🙏🙏🙏🏼
ଆରାଇ, ତହସିଲ୍ ମାନ ଙ୍କୁ hani ଦିଅ ତା ପରେ ସବୁ ଠିକ୍ ହବ।
Mukhyamantri aau Mantri ku Juhar kara, Tahsildar ku H ani dia? Hahaha.
Super ❤❤👍🏽👍🏽👍🏽👍🏽👍🏽
LOVE THIS WOMAN’S SPEECH
Right
ଖୋଲା challenge ମାଉସୀ ଙ୍କ ରହିଲା ମାରିବୁ ନହେଲେ ମରିବୁ 🫡 ମାଉସୀ acticle ଭଲ ଭାବେ ଜାଣିଛନ୍ତି ଗ୍ରାମସଭା ନ ପାରିତ ହେବା ପର୍ଯ୍ୟନ୍ତ କିଛି କରି ପାରିବେନି ସମ୍ବିଧାନ ଆମକୁ power ଦେଇଛି ବ୍ୟବହାର କର. ...ଶିକ୍ଷିତ ହୁଅ, ସଂଘ ଟିତ ହୁଏ ଆଉ. ନିଜ. ଅଧିକାର ବା ହକ ଜବରଦସ୍ତ ଛଡେଇ ଆଣ 🤝👍👍👍
ମୁଁ ଏତିକି କହିବିକି ଆମେ ଆମର ଚାଷ ଜମି କୁ ଛାଡି ଦେବୁ କିନ୍ତୁ ସରକାର ତାର ବଦବୀ ସହିତ ତା ରହୁଥିବା ଘରକୁ ଛାଡି ପାରିବକି
ଓଡ଼ିଆ ରେ ଗୋଟେ କଥା ଅଛି ନା ( ତମେ ଯଉ ଥାଳି ରେ ଖାଉଛ ସେଇ ଥାଳି ରେ ହିଁ ଗଇଁଠା ମାରୁଛ )
ସରକାର ତମକୁ କଣ ଲାଗୁଛି ଆମେ ତମକୁ କୁ ପଦବୀ ଦେଲୁ ଭୋଟ ଦେଇ ଜୟଯୁକ୍ତ କଲୁ କିନ୍ତୁ ତମେ ଆମ ମାନଙ୍କ ପାଇଁ କରିଛ କଣ
ଏମିତି ରେ ତମେ ଗରିବ ମାନଙ୍କୁ ତ କିଛି ଦେଇପାରିବନି କିନ୍ତୁ ଆମମାଙ୍କ ପାଖରୁ ଛାଡେଇନେବାକୁ ପଳେଇଆସିଲ ନା W/o very nice
ଯଉ ଚାଷୀ ଭାଇ ତମମାନଙ୍କୁ ଦିମୁଠା ଖାଇବାକୁ ଦଉଛି ତମେ ତାରି ଗାଣ୍ଡିରେ ଗଇଁଠା ମାରିବାକୁ ଚାଲିଆସିଲ
ଯଦି ମତେ ଆମର ଜମି ସହିତ ଘର ଦ୍ୱାର ଛଡେଇ ନେବାକୁ ବସିଲଣି ଆମେ ଯିବୁ କୁଆଡେ, ପାକିସ୍ତାନ କୁ ଯିବୁକି ନା କଣ
ସରକାର ତମ କଥା ତମ ପାଖକୁ ଫେରେଇ ନିୟ
ଏଇଟା ତମ ପାଇଁ ବି ଭଲ ଆଉ ଆମ ଗରିବ ଆଦିବାସୀ ମାନଙ୍କ ପାଇଁ ବି ଭଲ
ତ ପ୍ଲଜ଼ ଦୟାକରି ଆପଣ ଆଦିବାସୀ ଆଉ ଗରିବ ଶ୍ରେଣୀ ଲୋକ ମାନଙ୍କୁ ହଇରାଣ କରନ୍ତୁ ନାହିଁ 🙏
ଯଦି ତମେ ଆଦିବାସୀ ଆଉ ଗରିବ ଶ୍ରେଣୀ ର ଲୋକ ଙ୍କୁ ଏୟା ନ କରି ଆତଙ୍କ ବାଦୀ ମାନଙ୍କୁ କରିଥାନ୍ତ ନା ଲାଗୁଛି ଦେଶ ରୁ କିଛି ଟା ଭୟ ଦୂର ହୁଅନ୍ତା
ଆତଙ୍କବାଦୀ,ଚୋର, ଗୁଣ୍ଡା, କ୍ରିମିନାଲ, ଡକାୟତ ରେ ଦେଶ ଉବୁଟୁବୁ ହଉଛି ଫାଷ୍ଟ ସେଇଟା କୁ ଠିକ କରନ୍ତୁ
ଯଦି ତମେ ଗରିବଙ୍କ ଓଠ ରେ ହସ ଦେଇ ପାରିବନି
ତ ତମର କୌଣସି ଅଧିକାର ନାହିଁ
କି ତମେ ଗରିବଙ୍କ ଆଖିରେ ଲୁହ ଦେବ
ଆଉ ତମେ ସେମିତି କାମ ହିଁ କରିବାକୁ ଯାଉଛ
ତ plz ତମେ ଗରିବଙ୍କ ସହିତ ଆଦିବାସି ମାନଙ୍କ ପିଛା ଛାଡିଦିଆ 🙏
Very good step thanks
ମାଉସୀ ପୁରା ସତ କଥା କହିଲେ jago ଆଦିବାସୀ ଭାଇ ମାନେ jago 🫡✍️✍️✍️✍️✍️✍️
Right katha Agaru kauthi suithilaki sarkar emiti hele sarkar chalibani 5 barsh pare cheng Kari Diya jiba
Thank you KANAK NEWS💗
ଯେଉଁ ଶଳା ଭୋଟ ଦେଇଥିଲା ଏବେ କାହିଁକି ଚୋଡ଼ି ହଉଚ
Sabss
Sabash Adibasi Zindabad❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ସେ ନିଜେ ଗୋଟେ ଆଦିବାସୀ
Se Adivasi nuhe BJP RSS ra golam
ସିଏ ଜାତିରେ ଆଦିବାସୀ, ଗୁଣରେ ନୁହେଁ। 😢
JANGALA KEVALA ADIVASIRA NUHE, EHA SAMASTANKARA EVEN HARIJANARA MADHYA
Very good mohan sir
ଆଦିବାସୀ ଭାଇମାନେ ଏକ ହୋଇ ବିଜେପି କୁ ଭୋଟ ଦେଲ ଏବେ ନାମ ନିଅ । ମୋହନ ମାଝି ସରକାର ବଡବଡିଆ ଲୋକଙ୍କ ସରକାର & ମୋଦୀ ସରକାର ବଡବଡିଆ ଲୋକଙ୍କ ସରକାର
ଭଲ ହେଇଛି ଆଉ ଭୋଟ ଦିଅ ଡବଲ ଇଞ୍ଜିନ ସରକାର 😂😂😂😂😂
😂😂😂😂😂😂
Thik katha
ତୁମତୋ ମୋହନ ସାର 5 ଶାଳକା ମେହେମାନ ହୋ ଓର ହାମ ତୋ ଜି ନ୍ଦେ ଗି ଭର ଇସି ଜଙ୍ଗଲ ମେ ଗୁଜର ନେ ଵାଲେ ହୁଁ ଇସ ଲିଏ ଗରିବ ବେଚାରେ କୋ ରୁଲାଓ ମତ ଯେ ହୀନ 🙏🙏🙏
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ heartly welcome aaye go mausi....... support kara all bhaiii
ଜୟ ଆଦିବାସୀ ଜନଜାତି ବିଭାଗ।
Very good madam super 💃🏽💃🏽💃🏽💃🏽💃🏽👌🏾👍🏽🇧🇴🌹🚩
ବିଜେପି ସରକାର ଆଦିବାସୀଲୋକମାନଙ୍କର କେବେହେଲେ ଦୁଃଖ ବୁଝିବେ ନାହିଁ
ଇ ସରକାର୍ ବହୁତ୍ ଅନ୍ୟାୟ କରୁଛି
ଇୟେ ତୋ ମୋଦି ହିସାବ ରେ ଚଳୁଛି ମୋଦି ଉଠ କହିଲେ ମୋହନ ଉଠିବ ବସ କହିଲେ ମୋଦୀ ମୋହନ ବସିବ ଏହା ହିଁ ଓଡ଼ିଆ ମାନଙ୍କ ର ଦୁବର୍ଲ
ଗୁଜ ରାତି ଚାଲ୍ କରୁଛି ମୋଦୀ ସରକାର୍
ଏବେ କଂଗ୍ରେସ ଆସିବ ପରିଵର୍ତନ ମାନେ ଘରଭଙ୍ଗିବ