Pranam Odisha : Minati Patnaik And Budha Samal | NandighoshaTV
ฝัง
- เผยแพร่เมื่อ 3 ต.ค. 2024
- #Odisha #MinatiPatnaik #BudhaSamal #rickshawpuller
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ତୁମେ ନାରୀ ନୁହେଁ ନାରାୟଣୀ🙏,ହେ ରାଧା କ୍ରିଷ୍ଣ ଏହି ମାଁ ଙ୍କୁ ସତ କୋଟି ଆୟୁଷ ଦିଅ ପ୍ରଭୁ 🙏
ମାଁ ତୁମର କେତେ ବଡ଼ ହୃଦୟ...♥️
I am speechless , I have no words, great person MINATI MAA ,🙏
ଏ ସ୍ୱାର୍ଥପର ଦୁନିଆରେ ଏହି ମହାନ ମହିଳା ଙ୍କ ଚିନ୍ତା ଧାରା ଠାରୁ କିଛି ଶିଖିବାର ଅଛି
ନଚେତ୍ ଏହି ଏପିସୋଡର ଟିକିଏ ମଣିଷ ସମାଜ ଦେଖି ବାର ଅଛି
\a
Great maa🙏
Nandi ghosh tv କୁ ଧନ୍ୟବାଦ ଏଭଳି ମଣିଷ କୁ ଆଣି ଉପସ୍ଥିତ କରିଥିବାରୁ l❤
ଏ ମହିଳା ଙ୍କ ବକ୍ତବ୍ୟ କୌଣସି ଦିବ୍ୟ ସନ୍ଦେଶ ଭଳି ଲାଗୁଛି
ସତରେ ମା ତମେ ଆମ ପାଇଁ ଉଦାହରଣ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ସୁସ୍ଥ ରୁହ ତମ ପାଇଁ ଆମେ ମାନେ ବହୁତ ଖୁସି
Maa duniyare sabuthu bada .
ପଶ୍ଚିମ ଓଡିଶା ରେ ହିଁ ଏମିତି ମହିୟସୀ ମହିଳା ଜନ୍ମ ନିୟନ୍ତି.... 🙏🙏
Bahut jaldi dekhba da
Great respect to great mother ❤️🙏 JUHAR happy to know the natie place from SAINTALA of dist bolangir 🙏 jai maa Chandi 🙏 jai maa samleswari ❤️🙏🙏🙏
ଏମିତି ମଣିଷ ଏଇ ଦୁନିଆରେ ମିଳିବା କଷ୍ଟକର 🙏 ଜୟ ଜଗନ୍ନାଥ 🙏
ସାମ୍ବାଦିକ ଙ୍କ ପ୍ରଶ୍ନ ବେଳେ ସବୁଠୁ interesting ବୁଢ଼ା ବାବୁଙ୍କ ର shot answer 😀😀👌
Yes always 😀😀
ସାରାଂଶ - 1.ଜୀବନରେ ଦେବା ଶିଖନ୍ତୁ ଗୋଟିଏ ମୁଠା ଚାଉଳ ଦେଲେ ପାଞ୍ଚ ମୁଠା ମିଳିବା ।
2. ଅଭାବି ମଣିଷ କୁ ସାହାଯ୍ୟ କରିସାରିବା ପରେ ଯେଉଁ ହସ ପାଇବେ ଇଶ୍ୱର ଆଶିର୍ବାଦ ସମାନ ।
3. ଜୀବନ ଆରମ୍ଭ ଖାଲି ହାତରେ ଆଉ ଶେଷ ଖାଲି ହାତରେ ।
ହୃଦୟ ରୁ ଧନ୍ୟବାଦ ମୀନତି ମ୍ୟାଡାମ ଇଶ୍ୱରଙ୍କ ଆଶିର୍ବାଦ ସବୁ ସମୟରେ ରହିଥାଉ । ଜୟ ଜଗନ୍ନାଥ ସ୍ବାମୀ
ମୃତ୍ୟୁଞ୍ଜୟ ❤️🙏
Bhai katha pura mana ku chuuen gala apankara ❤️🙏
ଜୟ ଜଗନ୍ନାଥ ମା ତମକୁ ଭଗବାନ ଭଲ ରେ ରଖନ୍ତୁ l ଏମିତି ଆମ ଓଡିଶା ରେ 1st ମିନତୀ ମା କରିଛନ୍ତି l 🙏
ମାଆ ଧନ୍ୟବାଦ ଭଗବାନ ମଙ୍ଗଳ କରନ୍ତୁ
ମିନତୀ madam ଙ୍କୁ ନମସ୍କାର l ସୁନ୍ଦର decision l ଏଭଳି ବ୍ୟକ୍ତତ୍ୱଙ୍କର attiude ମୋ ମନକୁ ହୃଦୟକୁ ଗଭୀର ଭାବରେ ଛୁଇଁ ପାରିଛି l
ନନ୍ଦିଘୋଷ ଟିଭିକୁ ଯେତେ ଭାଗ ଯାଇଛି ସବୁ ଠାରୁ ଏ ଭାଗସବୁ ଠାରୁ ଭଲ ସେହି ଦେବୀଙ୍କୁ ମୋର କୋଟି କୋଟି ନମସ୍କାର
ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ମା
Great Lady ,,,,,koti koti Pranam Maa🙏
ଆପଣଂକୁ ସତ କୋଟି ପ୍ରଣାମ ମା 🙏🙏🙏
ଏ ମା ଆର୍ଯ୍ୟ ସମାଜ ବୈଦିକ ସମାଜ ବେଦ ବେଦାନ୍ତ ଉପନିଷଦ ପଢ଼ି ଥିବେ ନ ହେଲେ ଏ ମହାନତା ତୟାଗ ଆସିବନି 🙏
Sambalpuri dil
ଜୟ ଜଗନ୍ନାଥ 🙏
Really speachless Ma'am,your are great Ma'am 🙏🙏🙏🙏🙏
Good maa apnku salute
ମା ଙ୍କୁ ମୋର ନମସ୍କାର ଏବଂ ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ
Great maa...
ହେ ପ୍ରଭୁ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଏ ମା ଙ୍କୁ ସବୁବେଳେ ଭଲରେ ରଖିଥିବ ଼଼଼଼଼଼଼🙏🙏🙏🙏🙏🙏🙏🙏
I love you maa you ar great 💯💯💯💯💯
ମୋ ମା ଲଷ୍ମୀଙ୍କୁ ପ୍ରଭୁ ଭଲରେ ରଖନ୍ତୁ 🙏🙏🙏
Sathere a MAA Ku koti koti mu pronam karuachi 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾
Great maa🙏🙏🙏
Great ମା ❤️🙏
ବହୁତ୍ ସୁନ୍ଦର ତୁମେ କେତେ ଭଲ ମାଆ 🙏
ଭଲରେ ରୁହ ଭଗବାନ୍ ଙ୍କୁ ଏତିକି କହିବି
ଆଉ ଦୁନିଆ କିଛି ସିଖୁ ଆପଣ ଙ୍କ ଠୁ
Salute you mam.. you are really a great person 🙏
Pravu jagannath Apankra mangal karantu🙏🙏🙏
You are great mother.
Great thoughts maa.... God bless you...u r great maa....❤️
Your right katha kahi chanti Aapana
Minati madam 🙏 dhanyabad, budha babu paribar maa nka jatna sabubele nau thiba
Maa tamaku koti koti pranama
Show ta sabuthu alaga thila , bahut bhala lagila, manisa jati athiru bahut kichhi sikhibar achhi
ଆଜି ମୋର ବହୁତ ଖୁସିର ସକାଳ ସାଖ୍ୟାତ ଦେବୀକ ଦଶନ ହେଲା
God bless you maa pranam tameta ja sada maa koti koti pranam
ନିସ୍ଵାର୍ଥ ସେବା ଓ ଦାନର ନିଚ୍ଛକ ଏବଂ ନିହାରା ଉଦାହରଣ 🙏🙏.. ଗୋଟେ ହାତର ଦାନ ଆର ହାତ ଜାଣିବନି 👌କୋଟିଏ ଟଙ୍କାର ସମ୍ପତି ଦାନ ପରେ ମିନତି ମା'ର ମୁହଁ ରେ ଏକଥା 🙏🙏ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ଗୋଟେ ଫଳ ଦେଲେ ଦଶ ଜଣ ଦଶ ଟା account ରେ post karuchhanti🤣🤣
Neta mane kau bhilari ku biscuits packet gote dele pic share kari dauchhanti bhai ..but a maa really mahan
Satare maa love you 👌🏼👌🏼👌🏼👌🏼😘😘😘
Great madam........ Good bless you mam
Best🙏Episode
🙏🙏🙏🙏🙏🙏🙏🙏🙏🙏🙏🙏
God bless you MaDam
Love you
Great Maa
Great maa🙏🙏🙏🙏🙏
Apana 2janaku bhagaban sabubele valare rakhanti AAU dirghayu karantu🙏🙏🙏
Ma'a apana nku Koti koti pranam.apana nka bisayare commet
Great maa 🙏
Really salute you mam
Mahan Lady 🙏🙏
Maa maa🙏🙏🙏🙏🙏
ମାଉସୀ ମୁ କାନ୍ଦି ପକେଇଲି,
ତୁମ ଚିନ୍ତା ଧାରା କୁ କୋଟି କୋଟି ପ୍ରଣାମ
You are great 👍👍👍
I am speechless maa, love you maa
Maa apanaku kati kati pranam🙏🏽🙏🏽🙏🏽🙏🏽
ମା ଆପଣଙ୍କୁ କିଛି କହିବାକୁ ଭାଷା ପାଉନି, 🙏ଏତିକି ଭଗବାନଙ୍କ ପାଖରେ ଗୁହାରି ଯେତିକି ଦିନ ଥିବେ ହସିହସି ଆପଣଙ୍କ ଜୀବନକଟୁ......😍😍🙏🙏🙏🙏
You are Great minati mam
Ete mahan maa nku hrudayaru koti pranam 🙏
Nice episode 🙏🙏
So sweet our society should learn from both of them... particularly this lady great thought she has... ଆମ ଦେଶ ଓ ରାଜ୍ୟ ସରକାର ମଧ୍ୟ ଏଇ ମାଁ ଙ୍କ ଠୁଁ ଶିଖିବା କଥା।ଠିକ୍ କହିଛନ୍ତି ତେଲିଆ ମୁଣ୍ଡରେ ତେଲ କାହିଁକି ଦେଇଥାନ୍ତି...???
maa nku mora koti koti pranam Jay hind maa
Good 👍
Stay always Happy maa ...& This gentleman & his family....
Koti koti pranam maa🙏🙏🙏☺️😭😭
maa bahut sundara message bi dele jhia nku maa
ମାଆ ତୁମେ ମହାନ୍ 🙏
You are great man
Maa tume mamata r asarnti sagar 🙏
Very nice. I salute this kind-hearted and self motivated lady.
Mausi apana mahan kama kari samasta pain udaharan.god bless you mausi.
Great
Love you maa 🙏🙏🙏🙏🙏🙏
Apanaka bahali maa ku koti koti pranam 🙏🙏
🙏🙏
Mahaan Maa apana🙏🙏🙏
Great maa
God bless you
Jay jaganntha
Great maa🙏ispeech less 🙏🙏❤❤love you maa🌹
I have no words,,I salute to her,,
Great ,Great Great Sister.
Maa nkar katha bahut sunibaku bhala laguchhi
Devi Pratima ...🙏🙏🙏
Maa tamaku koti koti pranaam
Maa tamaku koti koti pranaam
Love u maa🙏🙏🙏❤❤❤❤🙏🙏🙏
Maa tujhe salam
Apanku sata koti pranam
You are live Godess ଆପଣଙ୍କ ଚରଣରେ ମୋର ଅନନ୍ତ କୋଟି ଦଣ୍ଡବତ ଆପଣଙ୍କ ହୃଦୟ ମହାନ ଓ ବିଶାଳ,🌼🌼🙏🙏
Great women
ପୂଣ୍ୟ ଅର୍ଜନ ବା ଭଗବାନଙ୍କୁ ପାଇବାର ଖୁବ୍ ସହଜ ଉପାୟ ହେଉଚ୍ଛି " ସେବା ଓ ଦେବା .... " ଆଉ ନୁହେଁ ଖାଲି ମନ୍ଦିରରେ ଠାକୁରଙ୍କୁ ଚାହିଁ ହାତ ଟେକି ଦେବା ... ଦେବାକୁ ପଡିଲେ ତ ତସ୍ରିଫ୍ ଦେଖେଇ ଦେଇ ବାଟ କାଟି ଆଗରୁ ଖସି ପାର୍.... 🤔
Thanks your opinion
Thek kotha bhai
Great person
Beautiful
ଏପରି kind hearted ବ୍ୟକ୍ତିତ୍ଵ କେବଳ ପଶ୍ଚିମ-ଓଡି଼ଶା ର ମାଟି ରେ ଜନ୍ମ ନେଇଥାନ୍ତି ,ଆଉ ଓଡିଶା ର କଉଜାଗ ରେ ମିଳି ପାରିବ ନାହିଁ। I salute to u .
Minati madam you are really very great,so I respect you much,
Madam apan grate
🙏🙏🙏🙏🙏🙏🙏🙏🙏🙏 Maa
You are great madam
Kind hearted and great,l am speechless 🙏🙏🙏🙏
Thanks u mam
ଏ ସ୍ୱାର୍ଥପର ଦୁନିଆଁ ଅନ୍ତତଃ ମାଉସୀଙ୍କ ଠାରୁ ଜୀବନର ମୁଲ୍ୟବୋଧ ବିଷୟରେ ଜାଣିବା କଥା
Ki6i sikhantu a budhi maa thu 🙏🙏🙏🙏🙏 koti koti pranam
Love from kalahandi
Madam pranam🙏🙏🙏🙏🙏🙏Love you maa🙏🙏🙏🙏🙏🙏🙏🙏🙏🙏🙏🙏🙏🙏
God blessed
Great maaa