Will Property Worth Over 1 Crore Transferred To Rikshaw Driver | Cuttack |

แชร์
ฝัง
  • เผยแพร่เมื่อ 3 ต.ค. 2024

ความคิดเห็น • 1.7K

  • @rakeshsethy2714
    @rakeshsethy2714 2 ปีที่แล้ว +444

    ପ୍ରକୁତ ମଣିଷ ୟାଙ୍କୁ କୁହାଯାଏ Great humanity ମା 🙏🏻🙏🏻🙏🏻

    • @rameshchandrasahoo8872
      @rameshchandrasahoo8872 2 ปีที่แล้ว +2

      Dan thick jagare, bina ghruna re sabu seba Kari paribe

    • @gaganbiharikumura4077
      @gaganbiharikumura4077 2 ปีที่แล้ว +1

      Very nice

    • @mbjodisah2494
      @mbjodisah2494 2 ปีที่แล้ว

      Maa

    • @rakeshsethy2714
      @rakeshsethy2714 2 ปีที่แล้ว +1

      Duniya re vhala Manisa bahut kum milibe.. ehi vhali manisa ajika samya re duniya ku pramana karideichi ki maniswata kn ...dhahi gariba aou jati pratha sabukichi ku samana karideichi 🙏🏻🙏🏻

    • @pramodkumarpanda2086
      @pramodkumarpanda2086 2 ปีที่แล้ว

      th-cam.com/video/cLDDi2ib_uM/w-d-xo.html.

  • @munasahoo2307
    @munasahoo2307 2 ปีที่แล้ว +38

    ମା ଆପଣଙ୍କୁ କୋଟି କୋଟି ନମସ୍କାର ଆପଣଙ୍କ ହୃଦୟ ବହୁତ ବଡ

  • @debabratanayak5030
    @debabratanayak5030 2 ปีที่แล้ว +147

    ଏହାକୁ ଦେଖିଲା ବେଳେ, ମୋ ଆଖି ରୁ ବହୁତ ଲୁହ ଆସିଲା ।।।🙏🙏🙏

  • @netranetra4111
    @netranetra4111 2 ปีที่แล้ว +32

    ଏଭଳି ମହାନତା ମାଆ ଙ୍କୁ କୋଟି କୋଟି ପ୍ରଣାମ କରିବା ଉଚିତ୍ । ଜୟ ଜଗନ୍ନାଥ

  • @Shankar14563
    @Shankar14563 2 ปีที่แล้ว +96

    ସେ ମାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏🙏 ତାଙ୍କର ବିଚାର ବହୁତ୍ ସୁନ୍ଦର୍

  • @bharatsahoo1014
    @bharatsahoo1014 2 ปีที่แล้ว +70

    ଏ ମା ର ହୃଦୟ ଅତି ସରଳ, ଆତ୍ମ ବିଶ୍ୱାସ, ମହାନ ଅଟେ, ଜୟ ଜଗନ୍ନାଥ ଭରଷା

  • @laxmidharsasmal1597
    @laxmidharsasmal1597 2 ปีที่แล้ว +456

    🙏🙏🙏🙏🙏🙏🙏🙏🙏 ମହାନ ବ୍ୟକ୍ତିତ୍ୱ ପାଇଁ ଶବ୍ଦ ନାହିଁ ଏହି ଦୁନିଆରେ, ଯେତେ ପ୍ରଶଂସା କଲେ ମଧ୍ୟ କମ ହୋଇଯିବ ବହୁତ ସୁନ୍ଦର ମା,🌕‼️🌑 ଜଗନ୍ନାଥ ଖୁସିରେ ରଖିଥାନ୍ତୁ ସଦା ସର୍ବଦା, ♥️♥️♥️♥️♥️♥️♥️

    • @SHIVA......
      @SHIVA...... 2 ปีที่แล้ว +6

      Jay Jagannath

    • @hariharpanda.1816
      @hariharpanda.1816 2 ปีที่แล้ว +2

      @@SHIVA...... 00⁰00⁰00ppppppppppp

    • @pramodkumarpanda2086
      @pramodkumarpanda2086 2 ปีที่แล้ว

      th-cam.com/video/cLDDi2ib_uM/w-d-xo.html..

    • @DEVRAJ-mz3kv
      @DEVRAJ-mz3kv 2 ปีที่แล้ว

      @@hariharpanda.1816 noooonoo

    • @sunitihota44
      @sunitihota44 ปีที่แล้ว

      😂​@@nanditapatrothe kàw2

  • @nalinimajhi5348
    @nalinimajhi5348 2 ปีที่แล้ว +16

    Mam salute you , ବହୁତ ସୁନ୍ଦର step ନେଇଛନ୍ତି ..ଆପଣଙ୍କ ପାଇଁ ମୁଁ ଗର୍ବ ଅନୁଭବ କରୁଛି

  • @saisantoshmusicofficial8986
    @saisantoshmusicofficial8986 2 ปีที่แล้ว +68

    ସତରେ ଆଖିରୁ ଲୁହ ଆସିଗଲା ଏ news ଦେଖିକି,ସତରେ ଉପସ୍ଥାପକ ମହାଶୟ ଆପଣଙ୍କ ଉପସ୍ଥାପନା ଶୈଳୀ ସମସ୍ତଙ୍କୁ ସେ ଅନୁଭବ ଦେଇପାରିଛି ମଣିଷ ପଣିଆ କଣ ବୋଲି ❤❤❤🙏🙏🙏🙏

  • @malayaranjanbehera9044
    @malayaranjanbehera9044 2 ปีที่แล้ว +36

    ସତରେ ମାଙ୍କର ମାନବିକତା ମହାନ ।
    ମା ଙ୍କୁ ପ୍ରଣାମ ।। 🙏🙏🙏

  • @pradeepjena6177
    @pradeepjena6177 2 ปีที่แล้ว +148

    🙏କୋଟି କୋଟି ଜଗନ୍ନାଥଙ୍କ ପାଖରେ ହୃଦୟରୁ ଧନ୍ୟବାଦ 🙏ମା ନମିତାଙ୍କୁ ହୃଦୟରୁ ପ୍ରଣାମ. 🙏🌹🙏

  • @udaymajhi9690
    @udaymajhi9690 2 ปีที่แล้ว +47

    Yes, this is called humanity. ପ୍ରଣାମ ମା l ଭାଗବାନ ମଙ୍ଗଳ କରନ୍ତୁ

  • @viralvichitra9941
    @viralvichitra9941 2 ปีที่แล้ว +413

    ଏତେ ଦିନ ପରେ ଗୋଟିଏ ଭଲ news ଶୁଣିବାକୁ ମିଳିଲା
    କୋଟି କୋଟି ପ୍ରଣାମ ମା 🙏

  • @tukunavlogs8097
    @tukunavlogs8097 2 ปีที่แล้ว +15

    ଏମିତି ମଣିଷ ବିଶ୍ୱୋରେ ଗୋଟେ 🙏🙏🙏🙏 ମା ଆହୁରି 100ବୟସ ରୁହ ପାଖରେ ❤️❤️❤️

  • @spandancreationodisha4533
    @spandancreationodisha4533 2 ปีที่แล้ว +186

    ମିନତୀ ମାଉସୀ 🙏
    ଙ୍କର ହୃଦୟ ର ମଣିଷ ବୁଢ଼ା ସାମଲ ଙ୍କୁ ଆମର ଜୁହାର 👍👌🙏

  • @kiranbaladash2693
    @kiranbaladash2693 2 ปีที่แล้ว +3

    ଜୟଜଗନ୍ନାଥ,ମିନତୀ ମାଆ ଙ୍କୁଏପରି ଭଲକାମପାଇଁ
    ବହୁତ ବହୁତ ଧନ୍ୟବାଦ।ସମାଜକୁ ଗୋଟିଏ ନୂତନ
    ଦିଗଦର୍ଶନ ଦେଇଛନ୍ତି।କିରଣବାଳାଦାଶ,ଶିବବ୍ରତ
    ଦାଶ ,ସବୁଜବିପ୍ଳବୀ ।ଯାଜପୁର

  • @MyLove_SARADA
    @MyLove_SARADA 2 ปีที่แล้ว +100

    ଗୋଟେ କଥା ସବୁବେଳେ ସତ୍ୟ-
    ନିଜ ରକ୍ତର ହେଉ ପଛେ ଯଦି ସେ ପଚାରୁନି ତାହେଲେ ତା ମୁହଁକୁ ଅନେଇବା କଥା ନୁହେଁ।
    ପରଲୋକ କେହି ଯଦି ସୁଖରେ ଦୁଃଖରେ ଭଲମନ୍ଦ ପଚାରୁଛି, ତାହେଲେ ସେ ଏକାନ୍ତ ନିଜର।👍

  • @kshirodkumarmudi9167
    @kshirodkumarmudi9167 2 ปีที่แล้ว +1

    ମା ଆପଙ୍କୁ କୋଟି କୋଟି ପ୍ରଣାମ ଆପଙ୍କୁ ପ୍ରଭୁ ଜଗନ୍ନାଥ ଆପଣଂକୁ ଦୀର୍ଘାୟୁ କରନ୍ତୁ ।

  • @srikanta671
    @srikanta671 2 ปีที่แล้ว +128

    ବହୁତ ଭଲ କାମ କରିଛନ୍ତି,,
    ତୁମ ଭଳି ମଣିଷ ଏ ସଂସାର ପ୍ରଥମ ଥର
    ଦେଖୁଛି ,,ସତରେ ଦୁନିଆରେ ବହୁତ ଭଲ
    ଲୋକ ଅଛନ୍ତି

  • @babusorenofficial2974
    @babusorenofficial2974 2 ปีที่แล้ว

    ଏଇ ମହିଳା ଜଣକ ମଣିଷ ନୁହଁ। ମଣିଷ ରୂପରେ ଭଗବାନ।🙏🙏🙏🙏🙏🙏🙏🙏🙏

  • @manasranjandash2464
    @manasranjandash2464 2 ปีที่แล้ว +185

    ସରଳ ମଣିଷ ଆଉ ସତ୍ ରେ ରହିଲେ ମଣିଷ ଖୁସିରେ ରହିବ,ଏକଥା ହିଁ ସତ୍ୟ। ସତ୍ୟ ମେବ ଜୟତେ

  • @damodarmeher7065
    @damodarmeher7065 2 ปีที่แล้ว +4

    ଆପଣଙ୍କର ସ୍ଵାମୀ ଓ ଝିଅ କୁ ଶ୍ଵର୍ଗ ରେ ସ୍ଥାନ ମିଲୁ ଆପଣଙ୍କ ମହାନତା ପାଇଁ ମୋ ପାଖରେ ଶଦ୍ଦ ନାହିଁ ଧନ୍ୟବାଦ୍ ଭଗବାନ ଆପଣଙ୍କୁ ଭଲରେ ରଖୀଥାନ୍ତୁ

  • @madhab_vlog_odia
    @madhab_vlog_odia 2 ปีที่แล้ว +75

    ୟାକୁ ହିଁ କୁହନ୍ତି ପ୍ରକୃତ ମାନବିକତା....🙏🙏🙏

  • @pramodrout5656
    @pramodrout5656 2 ปีที่แล้ว +2

    ଅତି ସୁନ୍ଦର ନିଷ୍ପତି ମାଉସୀ 🙏

  • @kathabikabitabi4312
    @kathabikabitabi4312 2 ปีที่แล้ว +47

    ଶବ୍ଦ ନିଅଣ୍ଟ ଏ ମାଆ ପାଇଁ
    ବାସ୍ ଆୟୁଷ ଲାଗିଯାଉ ସେ ମାଆ ଙ୍କୁ

    • @cuttack1235
      @cuttack1235 2 ปีที่แล้ว

      ମାନବିକତା ପାଖରେ ସବୁ ତୁଚ୍ଛ। ବହୁତ୍ ଖୁସି ଲାଗିଲା ଏବେ ବି ମଣିଷ ମାନବିକତା ର ମୂଲ୍ୟ ବୁଝୁଛି।

  • @lyricistbalaramnayak5194
    @lyricistbalaramnayak5194 2 ปีที่แล้ว

    ଆପଣ ଦୁଇ ଜଣ ହୃଦୟ ବାନ୍ ମଣିଷ । ରିକ୍ସା ବାଲା ମଉସା ଜଣେ ଗୋରିବ ଲୋକ । ଆଉ ଧନି ଲୋକ ଜାଣିବା ଦରକାର ଯେ କିଏ ମହାନ୍ ଗୋରିବ ନା ଧନି ଲୋକ । ମୋ ମତରେ ଗୋରିବ ଲୋକ ଠାରୁ କେହି ବଡ ଲୋକ ନାହିଁ । ଆଉ ମାଉସି ଜଣଙ୍କର ମନ ଏତେ ଭଲ ଯେ ଧନ ସାଳି ବେକ୍ତି ବି ସରି ହେବନି । ବହୁତ୍ ବଢିଆ ଲାଗିଲା ଆପଣଙ୍କ ସମ୍ପର୍କ । ଆପଣ ବହୁତ ଖୁସିରେ ରୁହନ୍ତୁ । kanak news କୁ ମର ବହୁତ ବହୁତ ଧନ୍ୟବାଦ୍ ।

  • @kathabikabitabi4312
    @kathabikabitabi4312 2 ปีที่แล้ว +49

    ଶବ୍ଦ ନିଅଣ୍ଟ ଏ ମାଆ ପାଇଁ
    ବାସ୍ ଆୟୁଷ ଲାଗିଯାଉ ସେ ମାଆ ଙ୍କୁ

    • @hotspice1553
      @hotspice1553 2 ปีที่แล้ว

      Maa pari maa tia

    • @devilRabi789
      @devilRabi789 2 ปีที่แล้ว

      ବହୁତ ସୁନ୍ଦର କଥା

  • @Chotu31-w6t
    @Chotu31-w6t 2 ปีที่แล้ว +2

    ଏ ହଉଛି ମଣିଷ ପଣିଆ ଆପଣଂକ ଭଳି ଲୋକ ଙ୍କ ପାଇଁ ଆଜି ଦିନ ରାତି ହଉଛି 🙏

  • @geetaranisamal6638
    @geetaranisamal6638 2 ปีที่แล้ว +83

    ଆପଣ ଙ୍କୁ ପ୍ରଣାମ କରୁଛି Madam 🙏

  • @malayadash2298
    @malayadash2298 2 ปีที่แล้ว +5

    ଏତେ ଦିନ ପରେ କାନ ଗୋଟେ ଭଲ news ଶୁଣିଲା ବହୁତ ବହୁତ ଧନ୍ୟ ବାଦ ମା 👏

  • @prikumar4510
    @prikumar4510 2 ปีที่แล้ว +50

    ଧନ୍ୟବାଦ ତମକୁ ସତ ସତ ପ୍ରଣାମ ତମପରି ମଣିଷ ଧନ୍ୟ🖤❤️💙💜🤍🧡♥️💛💚🤎

  • @s_jena2409
    @s_jena2409 2 ปีที่แล้ว

    What a news ...... Dil garden garden heaigala a news suniki .... Aji b humanity banchichi a news dekhiki bahut khushi lagila....... Bahut badhiya step neichhanti a maa jananka 🙏🙏🙏👍👍👍

  • @MTM48
    @MTM48 2 ปีที่แล้ว +57

    👍🏽 ଧନୀଙ୍କଠାରୁ ପାଇବା ପାଇଁ କେବେ ଆଶା କରାଯାଇନାହିଁ ।କେବଳ ଜଣେ ମା ଏମିତି କିଛି କାମ କରିବ।

  • @Krishnadasiofficial247
    @Krishnadasiofficial247 2 ปีที่แล้ว +5

    You are a great woman🙏,I couldn't express your kindness in words....

  • @cuttack1235
    @cuttack1235 2 ปีที่แล้ว +77

    ଆନନ୍ଦ ର ଅଶ୍ରୁ ଆପେ ବହାରି ଯାଉଛି।
    ମାନବିକତା ବଞ୍ଚିଛି ।

  • @luckysingh-ff6wl
    @luckysingh-ff6wl 2 ปีที่แล้ว +5

    ମୀନତି ମାଉସୀ ଏପରି କରି ଦୁନିଆ କୁ ଦେଖେଇ ଦେଲେ ପ୍ରେମ ଆଗରେ ସବୁ ଧିକ୍

  • @Arabindaroutray123
    @Arabindaroutray123 2 ปีที่แล้ว +55

    କଣ କହିବି ଯେତେ କହିଲେ ବି କମ୍ ପଡ଼ିଯିବ ,ଜୟ ଜଗନ୍ନାଥ 🙏🙏

  • @somanathmohanta1139
    @somanathmohanta1139 2 ปีที่แล้ว

    ବହୁତ ସୁନ୍ଦର କଥା ମା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏

  • @sanjeevpaikray977
    @sanjeevpaikray977 2 ปีที่แล้ว +102

    ଉତ୍କୃଷ୍ଟ ସାମାଜିକ ନ୍ୟାୟ ର ଉଦାହରଣ ।
    ଜୟ ଶ୍ରୀ ଜଗନ୍ନାଥ !💐👏

  • @englishguru5324
    @englishguru5324 2 ปีที่แล้ว +1

    ମାଆ ତୁମେ ମମତାର ସୀମା ହୀନ ସାଗର 🙏🙏🙏🙏🙏🙏🙏

  • @manojbiswalsongs2192
    @manojbiswalsongs2192 2 ปีที่แล้ว +57

    ଦୁନିଆରେ ସବୁ ଲୋକ ସମ୍ପତ୍ତି ଲୋଭୀ ନୁହେଁ ।ମାନବିକତା ଓ ମଣିଷପଣିଆ ମଣିଷର ସବୁଠୁ ବଡ଼ ସମ୍ପତ୍ତି।

  • @anuradha25anu
    @anuradha25anu 2 ปีที่แล้ว +1

    You are the kindest woman that I have ever come across.🙏🙏
    I wish you have a healthy and happy life for as long as you live.🙏🙏

  • @susilpattanaik1482
    @susilpattanaik1482 2 ปีที่แล้ว +37

    ଆକୁ ହିଁ କୁହନ୍ତି ମଣିଷ ପଣିଆ 🙏🙏🙏

  • @knowledgehub3223
    @knowledgehub3223 2 ปีที่แล้ว +3

    ଧନ୍ୟ ତୁମେ ମା...ଏ ବସ୍ତୁବାଦୀ ସମାଜକୁ ମାନବିକତାର ପରିଚୟ ଦେଇ ପ୍ରକୁତରେ ପୁଣ୍ୟ କାମ କରିଛନ୍ତି l

  • @muodia2002
    @muodia2002 2 ปีที่แล้ว +55

    ସ୍ୱାର୍ଥ ପର ମଣିଶ ଜେଉଁ ମାନେ ବାପା ମା ଭାଇ ଙ୍କୁ ଶମ୍ପତି ପର କରି ଦେଉଛନ୍ତି ଏ ମହାନ ବେକ୍ତି ଙ୍କ ଠାରୁ କିଛି ଶିଖ

  • @harishnayak8993
    @harishnayak8993 2 ปีที่แล้ว +3

    ଆଉ ଏ ରିକ୍ସା ବାଲା ଏତେ ଭାଗ୍ୟବାନ ଯେ ଏଭଳିଆ ମା ରୁପି ଦେବୀଙ୍କର ସେବା କରୁଚି ଧନ୍ୟବାଦ୍ ଭାଇ ତମକୁ, ତମ ଭଳି ଏ ଦୁନିଆ ରେ ବହୁତ୍ କମ୍ ମିଳିବେ ମିଳିବେ

  • @MR-bo1fu
    @MR-bo1fu 2 ปีที่แล้ว +23

    ଏମିତି ଲୋକଙ୍କ ପାଇଁ ଦୁନିଆ ଚାଲିଛି। ନାଇତ ଆଜି ବି କୋଟିପତି ମାନେ ଭିକାରୀଙ୍କୁ ବି ପାଞ୍ଚ ଟଙ୍କା ଦବା ଭାରି ବିରଳ।

  • @manasidalai9799
    @manasidalai9799 2 ปีที่แล้ว +2

    ୟେ ମଉସା ମାଉସୀ ଙ୍କୁ ଭଗଵାନ ଆହୁରି ଆୟୁଷ ଦିୟନ୍ତୁ, ଆଉ ସୁସ୍ଥ ରଖନ୍ତୁ ସବୁବେଳେ,। କେତେ ସୁନ୍ଦର ମଣିଷ ଦୁଇ ଜଣ।

  • @khanakhajana6202
    @khanakhajana6202 2 ปีที่แล้ว +118

    Don't think he is a rickshaw wala.. just think he is so carefull to her master ... Every situation ... ❤️❤️❤️

  • @vinodbiharikhuntia4747
    @vinodbiharikhuntia4747 2 ปีที่แล้ว +1

    Rikshaw wal bhai, you are great for mom. Apana nku koti2 Namskar 🙏👍🙏👍🙏🙏👍🙏 I....

  • @dasknowledgecenter8261
    @dasknowledgecenter8261 2 ปีที่แล้ว +61

    ସ୍ଵାର୍ଥ ପର ସାମାଜ ପାଇଁ ଏହା ଏକ ଉଦାହରଣ.

  • @sasmitarout2215
    @sasmitarout2215 2 ปีที่แล้ว

    ବୁଢା ସାମଲ ଏ ମା ଙ୍କର ଜୀବନସାରା ସେବା କରିବା ଦରକାର, ଧନ୍ୟ ତୁମେ ମା 🙏🙏🙏🙏🙏

  • @hindusenpurty721
    @hindusenpurty721 2 ปีที่แล้ว +22

    Maa ଶବ୍ଦ ଆପଣ କ ମୁହଁରେ କେତେ ଭଲ ଲାଗୁଚି, ସତରେ ତମେ କେତେ ଭଲ, ମା କ ମନ କୁ ଜିତି ଗଲ, ଭଗବାନ ତମର ମଙ୍ଗଳ କରନ୍ତୁ.

  • @rudranarayansahoo5674
    @rudranarayansahoo5674 2 ปีที่แล้ว +6

    After a long time I had seen great news ❤️❤️👍👍

  • @laxmidharmuduli8424
    @laxmidharmuduli8424 2 ปีที่แล้ว +11

    ମାଆ ତୁମେ ବହୁତ୍ ମହାନ୍।ତୁମ ଭଳି ବ୍ୟକ୍ତିତ୍ୱ ସତରେ ବିରଳ।ତୁମେ ମଣିଷ ନୁହଁ ଦେବୀ। ବୁଢ଼ା ବାବୁ ବଞ୍ଚିଥିବା ପର୍ଯ୍ୟନ୍ତ ମାଆ ଙ୍କ ସେବା କରୁଥିବ।ସତ୍ୟ ଯୁଗ ଆସିଗଲାଣି।ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ।

  • @jollyrouts.s.r633
    @jollyrouts.s.r633 2 ปีที่แล้ว +1

    A hauchanti debi maa..ei maa nku koti koti pranam 🙏🏻🙏🏻 aau salam 👏👏👏

  • @prakashboitei5733
    @prakashboitei5733 2 ปีที่แล้ว +27

    ଏପରି ଲୋକ ଏ ଦୁନିଆରେ ଅଛନ୍ତି ଏଇ ମାନଙ୍କ ପାଇଁ ଏ ଜଗତ ରହିଚି ଓ ରହିବ ସେ ମାଙ୍କ ପାଖରେ ମୋର କୋଟି କୋଟି ପ୍ରଣାମ

  • @DipakKumar-nx7vk
    @DipakKumar-nx7vk 2 ปีที่แล้ว

    ବହୁତ୍ ବଢିଆ କଲେ ବୁଢ଼ୀ ମା ଟି.. କାରଣ ଆମେ ଭଗବାନ୍ ଙ୍କୁ କେବେ ଦେଖି nahanti .. ସେଥି ପାଇଁ ଯାହାଙ୍କୁ ଦେଖୁଛନ୍ତି ସେହି ଆମ ଭଗବାନ୍ . ଦାନ କରୀ ଭଲ କଲେ . ସେବା କରିଥିଲେ ଫଳ ପାଇଲେ.. ବାସ ଆଠୁ ବଡ଼ କଥା ଆଉ କଣ ହେଇ ପାରେ ଧନ୍ୟବାଦ୍ ମା ଜି.. ବୁଢ଼ୀ ମା ଙ୍କୁ ମୋର ଅଶେଷ ପ୍ରଣାମ 🙏🙏🙏👍

  • @modunia6320
    @modunia6320 2 ปีที่แล้ว +21

    ସୁନ୍ଦର ବ୍ୟକ୍ତିତ୍ୱର ଉଦାହରଣ । ଜୟ ଜଗନ୍ନାଥ 🙏

  • @kumarsabar9966
    @kumarsabar9966 2 ปีที่แล้ว +4

    Proud of you Ma'am for your great sacrifice...🙏🙏🙏🙏

  • @samireshmisra4562
    @samireshmisra4562 2 ปีที่แล้ว +55

    Don't have words to praise you Madam. You are great an example to the society.

  • @hellohappy6535
    @hellohappy6535 2 ปีที่แล้ว +4

    ମିନତୀ ମାଉସୀ ଙ୍କ କଥା ଶୁଣି ଖୁସି ହୋଇଗଲି।

  • @asutospanda4132
    @asutospanda4132 2 ปีที่แล้ว +123

    It is a beautiful msg from all Indian peoples.

  • @sanjaystudio5894
    @sanjaystudio5894 2 ปีที่แล้ว +4

    A great woman of the world I will say heads up to you 🙏🙏🙏🙏

  • @MadhabMotivation
    @MadhabMotivation 2 ปีที่แล้ว +23

    ୟାକୁ ହିଁ କୁହନ୍ତି ପ୍ରକୃତ ମାନବିକତା । ସତ କଥା ଯେଉଁଠି ଖୁସି, ଭଲପାଇବା ନାହିଁ ସେଠି ଧନ ସମ୍ପତ୍ତି କିଛି ବି ନୁହେଁ । ସତ କୋଟି ପ୍ରଣାମ ମାଆ ତୁମକୁ.....🙏🙏🙏

  • @gooddaymi
    @gooddaymi 2 ปีที่แล้ว +2

    Sir salute this mother ... Really heroine of my inspiration......Maa is enough

  • @priyankadas4156
    @priyankadas4156 2 ปีที่แล้ว +22

    ଯଶୋମୟୀ ଯଶୋଦା ରୂପା ମମତା ମୟୀ ମିନତୀ ମାତା ଙ୍କୁ କୋଟି କୋଟି ପ୍ରଣାମ।

  • @chandradhwajasahu1937
    @chandradhwajasahu1937 2 ปีที่แล้ว

    ଅତି ଉଦାର ଏବଂ ଉତ୍କୃଷ୍ଟ ଦୃଷ୍ଟାନ୍ତ.🙏🙏🙏

  • @mfm3540
    @mfm3540 2 ปีที่แล้ว +43

    I salute her from my bottom of heart.... Very few people in this world do that ...

  • @maheshdalai2401
    @maheshdalai2401 2 ปีที่แล้ว +1

    ଏହା ଦେଖି ମୁ ବହୁତ ଖୁସି । ଯାହା ବି ହଉ ଆଜି ସମ୍ପର୍କ ର ବିଜୟ ହୋଇଛି । ସମ୍ପର୍କ ଆଗରେ ସମ୍ପତ୍ତି ଲୋଭ ସବୁ ହାର ମାନିଛି । ଏହା ହିଁ ପ୍ରକୃତ ରେ ମାନବିକତା ର ଉଦାହରଣ ।

  • @soulkiller9197
    @soulkiller9197 2 ปีที่แล้ว +57

    This anchor is a very well spoken gentleman..

  • @jyotirajcreation2404
    @jyotirajcreation2404 2 ปีที่แล้ว +4

    Tears come in my eyes...
    🙏🙏🙏 Both of them

  • @dhananjaykishan9226
    @dhananjaykishan9226 2 ปีที่แล้ว +39

    This is called humanity, I salute both of them. We should learn from them.

  • @bisoi506
    @bisoi506 2 ปีที่แล้ว +3

    ଅତି ମହତ କାର୍ଯ୍ୟ 🙏🙏🙏

  • @prahaladsahu5406
    @prahaladsahu5406 2 ปีที่แล้ว +10

    ମହାନ ହୂରଦ୍ୱୟ ମୟୀ ମାଆ, ଏ ଜଣେ ମହାନ, ଓଡ଼ିଆ ର ସାଧାରଣ ନାଗରିକ ପାଖରୁ ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ, ବିତ୍ତ ଶ୍ରେଣୀ ବ୍ୟକ୍ତି ମାନଙ୍କୁ ଗୋଟିଏ ଶିକ୍ଷା ଓ ଉଦାହରଣ. ମାଆ ଙ୍କୁ କଟି 🙏🙏🙏🙏

  • @subratkumarsahoo6223
    @subratkumarsahoo6223 2 ปีที่แล้ว

    ଅତି ସୁନ୍ଦର l very nice attempt

  • @majhikuni1962
    @majhikuni1962 2 ปีที่แล้ว +14

    Great Salute to Rikshawala Budha Samal Babu & MAA.
    Great Humanity with faithfull bonding🙏🙏💐💐

  • @tapasentertainment9135
    @tapasentertainment9135 2 ปีที่แล้ว +1

    Heartily Salute to Dear Mam. You proved your best to Rickshaw mausa. All comments are less for this kind of Job. Bhagaban aapananku bahoot khusi re rakhantu aau dirghayu karantu. Jay Jagannath

  • @samyakvlogsodiakhati8653
    @samyakvlogsodiakhati8653 2 ปีที่แล้ว +32

    ସତରେ ଆଜିକାଲି ଭାଇ ଭାଇ ,ବାପ ପୁଅ ପୋଡାସି ଲୋକ ,ବନ୍ଧୁ ବାନ୍ଧବ ସମସ୍ତେ ସମ୍ପତି ପାଇଁ ମଣିଷ ଙ୍କୁ ଚିହ୍ନି ପାରୁନାହାନ୍ତି ,ଆଉ ଆପଣ ମିନତି ମ୍ୟାଡମ ଗୋଟେ ସାଧାରଣ ଲୋକ ପାଇଁ ନିଜର ସବୁ ସମ୍ପତି ତାଙ୍କ ନାମରେ କରିଦେବା କୋଉ ଛୋଟ କଥା ନୁହଁ ।ସତରେ ମୁଁ ଏତେ ଦୂରରେ ଥିଲେ ମଧ୍ୟ ଆପଣଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଇଚ୍ଛା ହେଉଛି ।।।ଭଗଵାନ କରନ୍ତୁ ଅପୋନ ସଦାସର୍ବଦା ଖୁସିରେ ରୁହୋନ୍ତି ।।।salute to you Maa 🙏🙏🙏

  • @jaydevadha7816
    @jaydevadha7816 2 ปีที่แล้ว

    ମୀନତୀ ମା ଜଣେ ଓଡିଶା ର ବିରଳ ବ୍ୟକ୍ତି ଙ୍କ ମଧ୍ୟରୁ ଜଣେ 🙏🙏🙏🙏🙏🙏🙏🙏

  • @lokanathbehera8577
    @lokanathbehera8577 2 ปีที่แล้ว +7

    ଆର ଜନ୍ମର କିଛି ତୋ ଗୋଟେ ନିବିଡ ସମ୍ପର୍କ ସେଥିପାଇଁ ଭଗବାନ ଚାହିଁଲେ ।

  • @manjulatabehera9334
    @manjulatabehera9334 2 ปีที่แล้ว

    🌹🌼❣️🙏🙏🙏ମା ଆପଣ ଏକ ମହାନ୍ ବ୍ୟକ୍ତିତ୍ଵ ର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ.। ଆପଣଙ୍କୁ ମୋର ଶତ ଶତ ପ୍ରଣାମ।🌹🌼❣️🙏🙏🙏

  • @sajeetatripathy7691
    @sajeetatripathy7691 2 ปีที่แล้ว +32

    ମାନବିକତାର ଏକ ଉଚ୍ଚକୋଟିର ଉଦାହରଣ।🙏

  • @shashankajana5475
    @shashankajana5475 2 ปีที่แล้ว +1

    ଈଶ୍ୱର ତୁମକୁ ବହୁତ ଆଶୀର୍ବାଦ କରନ୍ତୁ ମିନତୀ ମା

  • @tutuchhatar117
    @tutuchhatar117 2 ปีที่แล้ว +40

    God bless you Minati Madam

  • @Bibeka89
    @Bibeka89 2 ปีที่แล้ว +1

    ବହୁତ୍ ବଢିଆ କାମ ଟେ ହେଇଛି।
    ଶଳା ଚୋରଙ୍କ ହାତକୁ ଯଦି ଯାଇଥିଲା ଭଲ ହେଇ ନ ଥାନ୍ତା।

  • @rajakishoresahoo996
    @rajakishoresahoo996 2 ปีที่แล้ว +16

    Anchring bahuta bhala good news presention bahuta bhala

  • @bulubhoi6166
    @bulubhoi6166 2 ปีที่แล้ว +3

    କୋଟି କୋଟି ଧନ୍ୟବାଦ୍ 🙏🙏🙏❤️

  • @surendranathpradhan9042
    @surendranathpradhan9042 2 ปีที่แล้ว +13

    ବ୍ୟକ୍ତିତ୍ଵ ନିକଟରେ ଅର୍ଥ କିଛି ନୁହେଁ,ଏହା ମିନତୀ ମମ୍ ସମାଜରେ ଦେଖାଇ ଛନ୍ତି, ସେ ସମାଜରେ ଉଚ୍ଚ ରେ ରହିଗଲେ।

  • @factualreporter17
    @factualreporter17 2 ปีที่แล้ว +2

    ଏଠି ଇଟା,ବାଲି,ପଥରକୁ ସମସ୍ତେ ଚିହ୍ନନ୍ତି..... ମଣିଷକୁ ଚିହିନ୍ତି ନାହିଁ...... ଚାପ ମୁକ୍ତ ବଳିଷ୍ଠ ବ୍ୟକ୍ତିତ୍ଵର ଅଧିକାରୀ ହେଉଛନ୍ତି ମିନତୀ ପଟ୍ଟନାୟଳ..... ମନସ୍ତତ୍ତ୍ଵ ତ ବହୁତ କିଛି ଛେନାରୁ ଚୋପା ଛଡ଼ାଇ କହିପାରେ...ଯଥା..."ଆଶା ଛିଲୋ , ଦ୍ଭାଲୋବାସା ଛିଲୋ....ଆଜ୍‌ ଆଶା ନଏ, ଭାଲୋବାସା ନଏ"...... କିନ୍ତୁ "ରିକ୍ସା ଧରିଲେ ମା'ଙ୍କ ଘରେ" କଥା ପଦକ ବୁଢ଼ା ସାମଲଙ୍କର ସମ୍ପର୍କର ସେତୁବନ୍ଧ ବିଷୟରେ ବହୁତ କିଛି କହିଥାଏ । ସାଂପ୍ରତିକ ସମାଜରେ ଅନନ୍ୟ ଉଦାହରଣ ଓ ସମାଜ କୁ ଏକ ବଳିଷ୍ଠ ବାର୍ତ୍ତା ମଧ୍ୟ...ନା କ'ଣ କହୁଛନ୍ତି ଆପଣେ !!

  • @madhugadua6105
    @madhugadua6105 2 ปีที่แล้ว +59

    Salute to the Hon'ble Minati Mam
    She showed humanity alive.

  • @pmprasannashorts2141
    @pmprasannashorts2141 2 ปีที่แล้ว +10

    ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ମିନତୀ ମାଉସୀ ଙ୍କୁ ଭଲରେ ଖୁସି ରେ ରଖନ୍ତୁ🙏

  • @sumitkumarjenavlogs8088
    @sumitkumarjenavlogs8088 2 ปีที่แล้ว +25

    ଆପଣଙ୍କୁ ସତ ସତ ସଲାମ ମାଉସୀ🙏🙏🙏🙏

  • @motilaldash4645
    @motilaldash4645 2 ปีที่แล้ว

    ଏହା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ।ମାଙ୍କ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😅🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😅

  • @poetdhirendra6046
    @poetdhirendra6046 2 ปีที่แล้ว +15

    ଏମିତିକା କଥା ପ୍ରଥମଥର ଶୁଣିଲି।ମାଆ ମହାନ, ଏମିତି ମାଆଙ୍କ ପରି ସମସ୍ତେ ହୋଇଯାଆନ୍ତେ କି

  • @factualreporter17
    @factualreporter17 2 ปีที่แล้ว +2

    ଏଠି ଇଟା,ବାଲି,ପଥରକୁ ସମସ୍ତେ ଚିହ୍ନନ୍ତି..... ମଣିଷକୁ ଚିହିନ୍ତି ନାହିଁ...... ଚାପ ମୁକ୍ତ ବଳିଷ୍ଠ ବ୍ୟକ୍ତିତ୍ଵର ଅଧିକାରୀ ହେଉଛନ୍ତି ମିନତୀ ପଟ୍ଟନାୟଳ..... ମନସ୍ତତ୍ତ୍ଵ ତ ବହୁତ କିଛି ଛେନାରୁ ଚୋପା ଛହାଇ କହିପାରେ...ଯଥା..."ଆଶା ଛିଲୋ , ଦ୍ଭାଲୋବାସା ଛିଲୋ....ଆଜ୍‌ ଆଶା ନଏ, ଭାଲୋବାସା ନଏ"...... କିନ୍ତୁ "ରିକ୍ସା ଧରିଲେ ମା'ଙ୍କ ଘରେ" କଥା ପଦକ ବୁଢ଼ା ସାମଲଙ୍କର ସମ୍ପର୍କର ସେତୁବନ୍ଧ ବିଷୟରେ ବହୁତ କିଛି କହିଥାଏ । ସାଂପ୍ରତିକ ସମାଜରେ ଅନନ୍ୟ ଉଦାହରଣ ଓ ସମାଜ କୁ ଏକ ବଳିଷ୍ଠ ବାର୍ତ୍ତା ମଧ୍ୟ...ନା କ'ଣ କହୁଛୁ ସୋମୁ.....

  • @Niharika_M1
    @Niharika_M1 2 ปีที่แล้ว +42

    Maa🙏🙏🙏

  • @lokanathamaharana3926
    @lokanathamaharana3926 2 ปีที่แล้ว

    ମା ଭାରି ସରଳ ମୁ ବହୁତ ଖୁସି ଭଗବାନ ବିଷ୍ଣୁ ତୁମକୁ ଭଲ ରଖନ୍ତୁ

  • @jitunaik9290
    @jitunaik9290 2 ปีที่แล้ว +26

    Dill se salute 🙏🙏🙏🙏🙏🙏🙏

  • @RajendraKumar-tf9kg
    @RajendraKumar-tf9kg 2 ปีที่แล้ว

    ମାନବ ସେବାହି ଭଗବାନ ସେବା ଏହି କାମ ଉଚିତ୍ ହୋଇଛି ବଡ୍ଡି ମାଆ ଉଚିତ୍ ହୋଇଛି ବଡ୍ଡି ମାଙ୍କୁ
    କୋଟି କୋଟି ପ୍ରଣାମ👍🙏🙏🙏
    I am new delhi 55 👍