ନିର୍ବାଚନ ପରେ ଶୋଇପଡିଲେ କି ବିଜେପି ନେତା || socialtalk || odisha public || odisha latest news

แชร์
ฝัง
  • เผยแพร่เมื่อ 10 ม.ค. 2025

ความคิดเห็น • 2.9K

  • @debasismajhee7876
    @debasismajhee7876 24 วันที่ผ่านมา +45

    ବିଜେପି ଖାଲି ଭାଷଣ ବାଜିରେ ଏକ ନମ୍ବର.

    • @SomnathMaharana-v1j
      @SomnathMaharana-v1j 15 วันที่ผ่านมา

      Modi bihan chua jatra party dala au kn kariba 😅

  • @rabinarayantarei6584
    @rabinarayantarei6584 25 วันที่ผ่านมา +400

    କଣ ଜିତିଲା ପରେ ତମକୁ ପଚାରୁ ନାହାନ୍ତି ବୋଧେ ଭାରି କଷ୍ଠ ହଉଛି ବୋଧେ 😂😂😂

    • @Sankarvlog...
      @Sankarvlog... 25 วันที่ผ่านมา +4

      ତତେ ପଚାରୁଛି କି

    • @romanchalvlog3413
      @romanchalvlog3413 25 วันที่ผ่านมา +6

      😂😂😂😂😂😂 Bhai re ki katha kahila

    • @Sirshree
      @Sirshree 25 วันที่ผ่านมา +4

      ନା ତା ଭଉଣୀକୁ ପଚାରୁନାହାନ୍ତି

    • @SubratSahoo-o9p
      @SubratSahoo-o9p 25 วันที่ผ่านมา

      Right

    • @sandeeppradhan678
      @sandeeppradhan678 25 วันที่ผ่านมา

      😅😅​@@Sirshree

  • @golakjambeka3090
    @golakjambeka3090 25 วันที่ผ่านมา +341

    300 Unit ବିଜୁଳି ଫ୍ରି କେବେ 😂 ନାଲି ଗାମୁଛା

    • @saratpradhan8117
      @saratpradhan8117 25 วันที่ผ่านมา +12

      ତୁମ ଭଳି ମୂର୍ଖ ଓଡ଼ିଶାରେ ପ୍ରଥମ 300 ୟୁନିଟ୍ ପାଇବ କୁଆଡେ଼ ବିଜେଡି ବିକ୍ରି କରିଛି,

    • @golakjambeka3090
      @golakjambeka3090 25 วันที่ผ่านมา +26

      @saratpradhan8117 ତୋମେ ବୋଧେ ନାଲି ଗାମୁଛାର ଚମଚ୍ଛା ତୋମ କଥାରୁ ଜଣା ପଡୁଛି 😂😂

    • @saratpradhan8117
      @saratpradhan8117 25 วันที่ผ่านมา

      @golakjambeka3090 ତୁମ ରକ୍ତ ର ରଙ୍ଗ କ'ଣ,ତୁମ ଭଳି ପାଣ୍ଡୁ କୁକୁର 🐕🐕 ନୁହେଁ,

    • @saratpradhan8117
      @saratpradhan8117 25 วันที่ผ่านมา

      @@golakjambeka3090 I am Proud of Hindu ମୋ ରକ୍ତ ନାଲି ତୁମ ଭଳି ପାଣ୍ଡୁ ପାଦ ଚଟା କୁକୁର 🐕🐕 ନୁହେଁ ମୁଁ,

    • @skgoud7356
      @skgoud7356 25 วันที่ผ่านมา +4

      Bijuli to bopa badire production kar freere miliba

  • @JainoNaika
    @JainoNaika 21 วันที่ผ่านมา +11

    ନାଲି ଗାମୁଛା ର ଦରମା ବନ୍ଦ ହେଲା 😂😂😂😂

  • @tarunsahoo2363
    @tarunsahoo2363 23 วันที่ผ่านมา +13

    ତୁମେ ମାନେ ଯେତେ ଚେଷ୍ଟା କଲେ ବି ଲୋକ ମାନଙ୍କ ହୁଦୟ ରୁ ବିଜେଡି ଦଳରେ ଭଲ ପାଇବା, କାଢି ପାରିବ ନାହିଁ

  • @BrundabanPujari-k2h
    @BrundabanPujari-k2h 24 วันที่ผ่านมา +125

    ନାଲି ଗାମୁଛାର ଦରମା ବନ୍ଦ କରିଦେଲେ ବିଜେପି ଵାଲା ଏବେ ଟଙ୍କାଟେ ମିଳୁନି 😂😂😂

    • @pklovecreation6513
      @pklovecreation6513 21 วันที่ผ่านมา

      😂😂😂😂

    • @jhilinayak9025
      @jhilinayak9025 21 วันที่ผ่านมา

      😂😂😂😂

    • @karttikdas1143
      @karttikdas1143 15 วันที่ผ่านมา +1

      Bjp kam sarigala
      Gamucha Bala ku pacharu nahanti sethipaen a video

  • @subhamdas5312
    @subhamdas5312 25 วันที่ผ่านมา +157

    ସତ କଥା. ଏପଟେ ଟଙ୍କା ଦେବେ ସେପଟେ ନେବେ.. 🤣🤣🤣🤣🤣

  • @bikashpradhan3009
    @bikashpradhan3009 25 วันที่ผ่านมา +131

    ରଂଗ ପରିବର୍ତ୍ତନ କରୁଥିବା ସରକାର......
    ବିଜେପି ସରକାର.....
    ନବୀନ ବାବୁ କରିଥିବା କାମର ଫଳକ ପରିବର୍ତ୍ତନ କରିବା ସରକାର......
    ବିଜେପି ସରକାର .....
    ଯଦି ଦମ ଅଛି ନିଜେ କାମ କରି ଫଳକ ଲଗାଇ ତାର ପଚାର କର।
    ଧିକ ସରକାର ଧିକ......

    • @debabratsingh4652
      @debabratsingh4652 24 วันที่ผ่านมา

      Hele kan heba

    • @debabratsingh4652
      @debabratsingh4652 24 วันที่ผ่านมา +2

      Alu kg kete

    • @debabratsingh4652
      @debabratsingh4652 24 วันที่ผ่านมา

      Tu kahibu ki

    • @RitaPp-ps3tv
      @RitaPp-ps3tv 24 วันที่ผ่านมา

      Sabu 6 masa hela kanhiki jhada heijaucha

    • @Singh77359
      @Singh77359 24 วันที่ผ่านมา +2

      ଈସଲାମ ନଗର ବିସୟରେ କିଛି କହିବକି ?

  • @anumatiparida666
    @anumatiparida666 21 วันที่ผ่านมา +19

    ନବୀନ ପଟ୍ଟନାୟକ sir 🙏

  • @sarojphaska904
    @sarojphaska904 22 วันที่ผ่านมา +6

    ଭାଇ ମିଛ ପ୍ରତିଶ୍ରୁତି ଦେଇ ରାଜନୀତି କରିବା କଣ ଆପଣଙ୍କ ପାଖରେ ଭଲ ଲାଗୁଛି।

  • @Nilu72056
    @Nilu72056 25 วันที่ผ่านมา +227

    ମୁଁ ତୁମର ଶୁଭଚିନ୍ତକ ଭାଇ। ଭାଈ ତୁମେ ଥିବ ମୁଁ ଥିବି , ପାଞ୍ଚ ବର୍ଷ ପରେ ଯଦି ବିଜେପି ଓଡ଼ିଶାର ବିଗତ ପଚିଶ ବର୍ଷର ରେକର୍ଡ ଭାଙ୍ଗିଦବ ତେବେ ମୁଁ ତୁମ ଚାକର ହେବାକୁ ପ୍ରସ୍ତୁତ ହେବି ବିନା ବେତନରେ । ପାଞ୍ଚ ବର୍ଷ କଣ 50 ବର୍ଷ ଲାଗିବ ବିଜେପି କୁ ଓଡ଼ିଶାର ଜନଭାଜନ ହେବାକୁ । କାହାଣୀ ସରିଛି ବିଜେଡି ର ପତନ ଘଟିଛି । ହୁଏତ ବିଜେଡି ଆଉ ଥରେ ଆସି ନ ପାରେ । କିନ୍ତୁ ତୁମ ଜିତିବା ଠାରୁ ତାଙ୍କ ହାରିବାଟା ଅଧିକ ଚର୍ଚ୍ଚାରେ ରହିଛି , ତୁମେ ନିର୍ବାଚନ ଜିତିଗଲ ନବୀନ ହୃଦୟ ଜିତିଗଲେ । ରାମ ନାମ ନେଉଥିବା ସବୁ ବ୍ୟକ୍ତି କଣ ରାମ ଭକ୍ତ । ଶ୍ରୀରାମ କହିଛନ୍ତି ମୋ ନାମ ନିଅନି ମୋ କାମ କର । କେତେ ଜଣ ରାମଙ୍କ ଭଳି କାମ କରୁଛନ୍ତି । ଧନ୍ୟରେ ଓଡ଼ିଶା ଧନ୍ୟ 🙏

    • @bhaskarswain4185
      @bhaskarswain4185 25 วันที่ผ่านมา

      Bhai re samaste saman kutaniti ଚାଲିଛି

    • @AkshayakumarParida-k4z
      @AkshayakumarParida-k4z 25 วันที่ผ่านมา +8

      ବି ଜେପି ଭୀତ ୩ହଜାର ଦବୀ କୁ କହି ଭୋଟନେଲେ କିନ୍ତୁ ଦଉ ନାହାନ୍ତି ଏହା କଣ ମିଛ

    • @babunayakmastitime2440
      @babunayakmastitime2440 25 วันที่ผ่านมา +5

      50 ବର୍ଷ ନୁହଁ 5ମାସ ରେ କାଟି ସରିଛି ।

    • @pkpintu-sk4wj
      @pkpintu-sk4wj 25 วันที่ผ่านมา

      Tu to Instagram I'd de ame jannibu kemiti tu kia boli

    • @chintamanimoharana2678
      @chintamanimoharana2678 25 วันที่ผ่านมา

      @@Nilu72056 ଭାଇ ଯାହା ଲେଖିଲ ହୃଦ୍ୟରୁ ଲେଖିଲ,, ମୁଁ BJP କୁ ଭୋଟ ଦେଇ ନିଜକୁ ଅପରାଧୀ ଭାବୁଛି ଅନୁତାପ କରୁଛି,😔

  • @dkswainvlogs
    @dkswainvlogs 25 วันที่ผ่านมา +65

    Right bhai
    5 ବର୍ଷ ପରେ ଆଉ ବାଳ ଥିବ ସୂଂପାମ୍ପୁଡ଼ି କହିବେ 😡😡

  • @Bapunsingh80
    @Bapunsingh80 25 วันที่ผ่านมา +81

    5 ବର୍ଷ ପରେ Double Engine ସରକାର ଓଡ଼ିଶା ରୁ ବିଦାୟ ନେବ ମୁଁ ଲେଖିକି ଦେଉଚି...BJP ସରକାର ଆସିଲା ପରେ ସାଧାରଣ ଲୋକ କଲବଲ ହେଲେଣି... ଆରେ Vote ପୂର୍ବରୁ ମୁଁ ନିଜେ BJP କୁ support କରୁଥିଲି Vote ବି ଦେଲି ହେଲେ କିଛି ଦିନ ଗଲା ପରେ ଜାଣି ଗଲି BJP ର କାରନାମା ଛି ଛି ରେ ବିଜେପି ସରକାର 🤮🤢

    • @ekhaseenzindagani1
      @ekhaseenzindagani1 25 วันที่ผ่านมา

      🤮🤮🤮🤮🤮

    • @kulamanikanhar
      @kulamanikanhar 24 วันที่ผ่านมา +2

      😂😂😊😊😊😊😊

    • @Dil_eswar_
      @Dil_eswar_ 24 วันที่ผ่านมา

      ❤❤

    • @Singh77359
      @Singh77359 24 วันที่ผ่านมา +1

      ତମକୁ ମାଗଣାଦରକାର କି ?

    • @bsn8527
      @bsn8527 24 วันที่ผ่านมา +2

      😂Election Asile Dharma Prachar Karajiba Vote Gada Hei jiba 👍 Loko Nije Dharma Sanskruti Bhuli Modern Dekhei Houchanti😂Kintu Gotie Political Party Dharma ku Teki Dhariba Bhabi Vote Dei Douchanti😂Sepate Candidate Choro, Tautor, Criminal Hele bi Chaliba😂

  • @amitabhamahapatra5116
    @amitabhamahapatra5116 23 วันที่ผ่านมา +7

    Bjp ରୁ ମାସକୁ ଇ 80 000 ଟଙ୍କା ଆପଣ ଙ୍କୁ ମିଳୁଛି ଦରମା BjD କୁ ବଦନାମ କରିବାପାଇଁ ସମସ୍ତେ ଜାଣିଛନ୍ତି l (ଜୟ ଶ୍ରୀରାମ)

  • @bhagirathibhadra2515
    @bhagirathibhadra2515 25 วันที่ผ่านมา +127

    ବାବୁରେ ବଜାର ଦର ଦେଖ
    ବିଜେପି ଆସିବା ପରେ ଅଟା ତେଲ ପିଆଜ ଆଳୁ ରସୁଣ ଦର ବଢିଛି ନା ନାହିଁ. ବଜାର ଦର ନିୟନ୍ତ୍ରଣ କରିବା ସରକାରଙ୍କର ପ୍ରଥମ କାମ ନୁହେଁକି. ଏବେ ଭୋଟ ହେଲେ ବିଜେପି
    ହାରିବ. କାରଣ ହେବ ବଜାର ଦର.

    • @user-wf7og4el9m
      @user-wf7og4el9m 25 วันที่ผ่านมา +4

      ଆଛା,,,କେତେ ଟଙ୍କା ହେଲେ ଭଲ ହୁଅନ୍ତା? ଖାଲି ଓଡ଼ିଶା ରେ ନୁହେଁ ସବୁ ରାଜ୍ୟରେ ଗୋଟିଏ ମୂଲ୍ୟ ଯଦି ମିଛ ଲାଗୁଛି କିଏ ବାହାରେ ଥିଲେ ପଚାରି ଦିଅ ,,,,ଭାବୁଛ ସବୁ ମାଗଣା ଖାଇଯିବ ୨୦୧୦ ମସିହାରେ ଯେଉଁ ଦର ଥିଲା ୨୦୨୪ ରେ ବି ଏକା ଦରରେ ଖାଇବା କଥା ଭାବୁଛନ୍ତି ବଧେ ,,,,,ଖାଲି ବିଜେପି ଆସିବାରୁ ଦର ବଢିଲା ନ ହେଲେ ଆଳୁ ଦର କେବେ ବଢିଥିଲା

    • @bibhunaraut7947
      @bibhunaraut7947 25 วันที่ผ่านมา

      Vai tame nija ghara katha aga chinta kara bahara ghara katha nuhe...tame odisha re price badhiba dwara kn impact paduchi seita chinta kara odisha bahar katha nuhe😅 ​@@user-wf7og4el9m

    • @kumudbhutia1840
      @kumudbhutia1840 25 วันที่ผ่านมา +2

      Bhai tame bjp lagi grama grama buli prachara kara

    • @Rinku-u7l
      @Rinku-u7l 25 วันที่ผ่านมา

      ​@@user-wf7og4el9m ଏ ଭାଇ ଓ ଭାଇ ଟିକେ ସୁଣମ ଯେତେବେଳ ଆଳୁ 20 ହେଇଗଲା ତମ bjp ନେତା ମାନେ ଆଳୁ ବେକରେ ମାଳ କରିକି ପିନ୍ଧୁଥିଲେ ଗ୍ୟାସ୍ ଯେତେବେଳେ 400 ହେଇଗଲା ତମ bjp କେମିତି tanki ଧରିକି ରାସ୍ତାରେ ଗଡୁଥିଲେ,,, କିନ୍ତୁ bjp ଆସିଲେ ଦର ବଢୁଛିକଣ ପାଇଁ ,,,,ଏବେ କେମିତି ଶୁଣା ଯାଉନି ଦର କଥା ତମ bjp ନେତା ଙ୍କୁ,,,, ତମେ bjp ର chamcha ବୋଲି support କରିବ,,, ଆମେ ହୋଉଛୁ voter ଆମେ ସବୁଆଡୁ ଦେଖିକି କହୁଛୁ,, ତମ ଭଳିଆ ଏକ ପାଖିଆ କଥା କହୁନୁ,,,,, ଦର ବଢିବା କିଛି ଅସୁବିଧା ନାହିଁ କିନ୍ତୁ ଆସମ୍ଭବ ଦର ବଢିଲେ ଗୋଟେ ପରିବାର କେମିତି ଚଳୁଛି ସେଇଟା ଆଗ ବୁଝ ରେ ବାବୁ,,, କୋଉ ଦର ବଢୁନି bjp ସରକାର ରେ ସେଇଟା କୁହ,,, ତା ପରେ bjp ର ଚାଟିବା ଆରମ୍ଭ କରିବ,,,, I hope u understood

    • @jagannathjena5529
      @jagannathjena5529 25 วันที่ผ่านมา

      Kartabya na aaloo ,Paisa income karibara ei gote Tara jaria,job less pila hi emiti video Kari bhukanti...nahele odisha re ete satelite channel thau thau ei emiti kahi huanta

  • @trilochanbehera9721
    @trilochanbehera9721 24 วันที่ผ่านมา +46

    ହଇରେ ମୂର୍ଖ ଘିଆଁ, ସୁଭଦ୍ରା ଯୋଜନା ବିଷୟରେ କହିଲୁ ଯେ ବିଜେପି ସରକାର ମାଆ ମାନଙ୍କୁ ସଫଳ ପ୍ରଦ କରୁଛନ୍ତି, ସେଇଠି କାହିଁକି ନ କହିଲୁ ତେଲ, ପନିପରିବା... ଏମିତି ଅନେକ ଜିନିଷ ରେ ବିଜେପି ସରକାର ଲୁଟୁଛି ବୋଲି l ତୁ ଶଳା ପରମ ଅନ୍ଧ ଭକ୍ତ...😂😂😂😂😂

    • @Singh77359
      @Singh77359 24 วันที่ผ่านมา

      କଂଗ୍ରେସ ସରକାର ଥିବା ରାଜ୍ୟରେ କେତେଅଛି ତେଲ ଦେଖିନେ ତୋ ଭଲି ମୁର୍ଖ ଓ ମାଗଣାଖିଆ କେବଳ ତେଲ ଡାଲି ପାଇଁ ଭୋଟ ଦିଅନ୍ତି ହେଲେ ଆମେ ନୁହଁ ତେଲ କେତେ ବଢିଲା ତାହା ଜଣାଅଛି ହେଲେ ୬ କୋଟି ବାଙ୍ଗଲାଦେସୀ ଭାରତକୁ ଆସିଲେଣି ତାହା ଜଣାନାହିଁ

    • @kumarranjanmohanty5146
      @kumarranjanmohanty5146 23 วันที่ผ่านมา +2

      Right 👏👏👏👏👏

    • @bkm1038
      @bkm1038 17 วันที่ผ่านมา

      Yes

  • @Pabitra-f5n
    @Pabitra-f5n 25 วันที่ผ่านมา +96

    ଚିଟ ଫଣ୍ଡ ପଇସା କାଇ ।ଜିତିବା ପରେ 24 hours ରେ ଦେବା ପାଇଁ କହି ଥିଲେ ନା କଣ। ଧର୍ମେନ୍ଦ୍ର ପ୍ରଧାନ 😂😂😂😂😂😂😂😂😂

    • @LalatenduMahakud
      @LalatenduMahakud 25 วันที่ผ่านมา

      ଓଡ଼ିଶାରେ ସବୁ ମାଗଣା ଖିଆ ଅଛନ୍ତି

    • @RakeshPradhan-x1z
      @RakeshPradhan-x1z 25 วันที่ผ่านมา

      ​@@LalatenduMahakudright bro😂😂😂

    • @bsn8527
      @bsn8527 24 วันที่ผ่านมา +1

      ​@@LalatenduMahakudRight😂Magana khia Na hei Thile Subhadra Tanka Pai line Lagei Nathante😂Thik Kahili na??

    • @mr.entertainer5442
      @mr.entertainer5442 24 วันที่ผ่านมา

      ​@@LalatenduMahakud Tate miluni ki 😅😅

    • @jagabandhudas-vc6sd
      @jagabandhudas-vc6sd 18 วันที่ผ่านมา

      Kali miliba

  • @M.r.Pravat
    @M.r.Pravat 22 วันที่ผ่านมา +2

    ଅଲଯ୍ୟା କିଛି ତ ଲଜ୍ଜା କର😂😂😂😂😂😅

  • @aniketmohapatra8112
    @aniketmohapatra8112 19 วันที่ผ่านมา +2

    ପ୍ରଧାନମନ୍ତ୍ରୀ ଖାଇଲେ,ବସିଲେ ହଗିଲେ, ପାଡ଼ିଲେ ବିଜେପି ଫୋଟ ଭିଡ଼ିଓ କରି ବିଜ୍ଞାପନ କରୁଛି, ତୁମେ କହୁଛ ବିଜେପି ରିଲ୍ସ ଭିଡ଼ିଓ କରୁନି ବୋଲି କେମିତି ଯେ?????
    ନାଲି ଗାମୁଛା ଭାଇ ତୁମେ ବି ଷଡ଼ଙ୍ଗୀ ନନାଙ୍କ ପରି ମିଛ କହୁଛ

  • @prafullaprafull9137
    @prafullaprafull9137 25 วันที่ผ่านมา +18

    ଆଜି ଟିକେ ତୋ କଥା ଟା ଭଲ ଲାଗିଲା ରେ ଅନ୍ଧ ଭକ୍ତ 😅😅

  • @SingerNsChintu
    @SingerNsChintu 25 วันที่ผ่านมา +20

    ଏତେ ଦିନ ପରେ ସବୁ ସତ କହିଲୁ ରେ ଭାଇ ଲୋକ ଭୋଟ ଦେଇକି ଭୋଗୁଛନ୍ତି ଏବେ ବିଜେପି କୁ 😂

  • @SK-wy1wq
    @SK-wy1wq 25 วันที่ผ่านมา +63

    ବର୍ତ୍ତମାନ୍ ଡବଲ ଇଞ୍ଜିନ ଡବଲ ରେଟ ସେଇଟା କହ ତମ ଭଳି ଅନ୍ଧ ମାନେ ଆଉ କଣ ବା କରିବ ସେୟା ହିଁ ତମର କାମ

  • @SibaniSibaniPradhan-s6z
    @SibaniSibaniPradhan-s6z 11 วันที่ผ่านมา

    Good❤bhhut badiaa kahhichha thank you

  • @oyesrikantodia9487
    @oyesrikantodia9487 19 วันที่ผ่านมา +3

    Tu ma outsourcing permanent job ka ra jahu tu sarakra na kahiki banchi bala laka

  • @rajkishorenayak4031
    @rajkishorenayak4031 25 วันที่ผ่านมา +114

    ଡବଲ ଇଞ୍ଜିନ ସରକାର ଓଡିଶାକୁ ବିକ୍ରି କରି ଦେବେ ଏହି 5 ବର୍ଷ ରେ

    • @pradeepmahakud1180
      @pradeepmahakud1180 25 วันที่ผ่านมา +5

      Lajaaaa laguni bhai

    • @babunayakmastitime2440
      @babunayakmastitime2440 25 วันที่ผ่านมา +3

      ନିଛିନ୍ତ ଭାଇ।ସାମାନ୍ୟ ପରି କେସ ରୁ ଜଣା ପଡ଼ିଛି

    • @chandanentertainment6912
      @chandanentertainment6912 25 วันที่ผ่านมา +1

      Right 👍

    • @Angultokagaming
      @Angultokagaming 25 วันที่ผ่านมา +2

      5 ନୁହଁ 3 re😂😂

    • @bls_toka_01
      @bls_toka_01 25 วันที่ผ่านมา +1

      Already 24 barsa hela bikri sarichi odisha

  • @jagdishkumarrath4631
    @jagdishkumarrath4631 25 วันที่ผ่านมา +46

    ମୋହନ ସରକାର କିଛି ବୁଝି ପାରୁ ନାହାଁନ୍ତି।
    ଜନ ଅସନ୍ତୋଷ ବୃଦ୍ଧି ପାଉଛି।

    • @bishnucharantripathy8938
      @bishnucharantripathy8938 25 วันที่ผ่านมา

      They don't care about the opinion of the public . As long as EVM manipulation is possible, they will win elections. Even though counted votes are more than the voters participating, ECI and Supreme Court can not take any action against them.ThisMODANI democracy.

    • @satyabratamajhi4167
      @satyabratamajhi4167 25 วันที่ผ่านมา +1

      jana nuhe bjd raga re emiti karuchhi

  • @sanjaysahoo9885
    @sanjaysahoo9885 24 วันที่ผ่านมา +8

    ଆରେ ତୁ ଗୋଟେ ନିହାତି ମୁଡ଼ ମୃଖ, ଆଳୁ 40 , ଅଧିକା ଦେଲୁ 15, ଡାଲି 180 ଅଧିକା ଦେଲୁ 30, ସୋରିଶି ତେଲ 170 ଅଧିକା ଦେଲୁ 40, ଏମିତି କରି ହିସାବ ଦେଲେ ସବୁ ଜିନିଷ ରେ ଅଧିକା ଦେଲୁ (ଏ ବାଳ ଶୁଭଦ୍ରା ଯୋଜନା ରୁ କଣ ମିଳିବ)

  • @danielmandangi1556
    @danielmandangi1556 15 วันที่ผ่านมา +3

    Bhai tex bisayare kohiba bhuli gola ki?

  • @kanhucharankanhakanha9930
    @kanhucharankanhakanha9930 22 วันที่ผ่านมา +1

    Kede bahalia muhata kire,ate comments milu6i tatgapi gapuchu

  • @tempamajhi8574
    @tempamajhi8574 25 วันที่ผ่านมา +37

    95% comment against BJP ❤❤❤❤😅😅😅😅

  • @saratkumar7096
    @saratkumar7096 19 วันที่ผ่านมา +2

    You are 100% not right
    You are 1000% right bhai
    Bjp ର ସମର୍ଥକ ନୁହେଁ , ଯାହା ଦରକାର ତାହା କରୁଛନ୍ତି ।

  • @opgfreefire
    @opgfreefire 25 วันที่ผ่านมา +32

    Gamucha colour fade heigalani... Dhire Dhire Sabuja Heijiba😢😢😢

  • @Rinkukumar...00078
    @Rinkukumar...00078 25 วันที่ผ่านมา +40

    ଭାଈ ତମେ ସବୁ ବେଳେ ଠିକ୍ କୁହ ହେଲେ ଯେମିତି ବିଜେଡି କୁ ବିରୋଧ କରୁ ଥିଲେ ସେମିତି ବିଜେପି କୁ ବି ଭୁଲ କଲେ ବିରୋଧ କର ।

    • @karttikdas1143
      @karttikdas1143 15 วันที่ผ่านมา +1

      Bhai, a para bjp bala

  • @iknow7753
    @iknow7753 22 วันที่ผ่านมา +3

    300 ୟୁନିଟ ସେଇ ମାନଙ୍କୁ ଦିଆ ଯିବ ଯାହା ଘରେ ମାଇପେ ସୁଭଦ୍ରା ଯୋଜନା ପାଇ ନଥିବେ

  • @arjunmohanta233
    @arjunmohanta233 14 วันที่ผ่านมา

    ଏବେ ଲାଇନ୍ ଆସିଲୁ.....ବହୁତ ଦିନ ପରେ ଗୋଟେ କଥା ମନ କୁଛୁଇଁଗଲା.....

  • @DinabandhuSahoo-o5p
    @DinabandhuSahoo-o5p 25 วันที่ผ่านมา +9

    ଭାଇ ସେ ଟଙ୍କା ରେ ଲୋକ 5000 ହଜାରେ କଣ କରିବେ ମୋହନ ମାଝୀ ଓଡ଼ିଶା କୁ ବିକି ଦବ ରେ ଭାଇ ଜୟ ନବୀନ ଆମ ଗରିବ ର ସାଥୀ ନବୀନ ବାବୁ

  • @actorlipupati3199
    @actorlipupati3199 25 วันที่ผ่านมา +13

    ବିଜେପି ବିଧାୟକଙ୍କ ୧ଲକ୍ଷ ଦରମାକୁ ୨ଲକ୍ଷ ୭୫ ହଜାର ଦରମା ଏବଂ ଫୋନ୍ ବିଲ୍ କୁ ୨୦ ହଜାର ରୁ ୨୫ ହଜାର କରିବା ସତରେ ବହୁତ ଉଚ୍ଚ କୋଟିର ପଦକ୍ଷେପ ଏବଂ ଜନ ସେବାର ଏକ ବିରଳ ଉଦାହରଣ। ଫାଲତୁ କଥା ବକ୍ ବକ୍ କରୁଛି ଆସି। ଚାଲ୍ ଚାଲ୍.

  • @KNayak24546
    @KNayak24546 25 วันที่ผ่านมา +17

    5000(Subhadra Money)÷50 (rupees Potato rate)= 100Kg Potato
    1 week minimum 4-5 kg Potato ( average 5-7 member/ family ) 100Kg Potato = 20 week/ 140 day's 😅😅

  • @SureshBag-in6ld
    @SureshBag-in6ld 10 วันที่ผ่านมา

    Bahut bahut dhanyvad bhai😢😢😢😢😢😢

  • @AbhishekPanda-ob7ni
    @AbhishekPanda-ob7ni 22 วันที่ผ่านมา +1

    Bhai cooking oil kinuno ki,, 😂😂

  • @chinmayabiswal407
    @chinmayabiswal407 25 วันที่ผ่านมา +74

    99% comments bjp ବିରୁଦ୍ଧ ରେ 😅

    • @Angultokagaming
      @Angultokagaming 25 วันที่ผ่านมา

      Hm😂

    • @gamingwithlionff2975
      @gamingwithlionff2975 25 วันที่ผ่านมา

      😂😂

    • @bls_toka_01
      @bls_toka_01 25 วันที่ผ่านมา +1

      Kintu India re 100% bjp sahita

    • @saulapattamajhicreation6962
      @saulapattamajhicreation6962 25 วันที่ผ่านมา +3

      @@bls_toka_01 100% କୋଉଠି ବା... ଜିତିବା ପାଇଁ ପରା ଅନ୍ୟ ଲୋକକୁ ସାହାଯ୍ୟ ମାଗିଲା l Aab ki baaar 400 paar ହେଲାନି 😃😃😃

    • @RohitNandanNaik
      @RohitNandanNaik 25 วันที่ผ่านมา

      ​@@saulapattamajhicreation6962ଗୋଟେ ଦଳକୁ ହରେ ଇବା ପାଇଁ ଶହେ ବଳ ଏକ ଯୁଟ କଣ ଭାଇ । ଜଣେ ଯଦି ଠିକ୍ ରାସ୍ତାରେ ଚାଳୁଛୁନା ତା ସହିତ ବେଇମାନିଆ ଲୋକ ମାନେ ଚାଲିବାକୁ ପ୍ରସ୍ତୁତ ହୁଅନ୍ତିନି । ବୁଝିଲ ନା ଆଉ ଲେଖିଦେବି comment ରେ

  • @RajendraMajhi-p2s
    @RajendraMajhi-p2s 25 วันที่ผ่านมา +35

    ଭୁଲ୍ କହିଲ ମିଶନ ଶକ୍ତି କୁ ନିର୍ଭର ସିଲ କରିବାରେ ବିଜେଡି ନୋ, 1ଭାବିଲୁ ଏକା ଥରକେ 50000 ଦେବା କୁ କହିଥିଲା କଣ ହେଲା

  • @bapinapradhan8420
    @bapinapradhan8420 25 วันที่ผ่านมา +17

    ଆଗରୁ ଓଡ଼ିଶା no 1 ଥିଲା. ଏବେ no 0

  • @nayakgirish7198
    @nayakgirish7198 20 วันที่ผ่านมา +1

    ଭାଇ ରେ ଏଠି ସମସ୍ତେ ବିଜେପି ବିରୁଦ୍ଧ ରେ କହୁଛନ୍ତି କଣ୍ କରିବା କହିଲ 😂😂😂

  • @M.r.Pravat
    @M.r.Pravat 22 วันที่ผ่านมา +1

    😂😂

  • @friend9449
    @friend9449 25 วันที่ผ่านมา +41

    ସୁଭଦ୍ରା ଯୋଜନା ନାଁ ରେ ଓଡ଼ିଶା ବାସୀ ଙ୍କୁ ଠକିଛ ।ତମର ଅନ୍ତର ଆତ୍ମା ବି କହୁଥିବ

    • @krsingh7936
      @krsingh7936 25 วันที่ผ่านมา +5

      Tame subhadra tanka return karidauna jadi bhala laguni

    • @vasundharaofficial
      @vasundharaofficial 25 วันที่ผ่านมา +2

      Tamil pandu ra bag 🛍️ jojona right rahibo

    • @ientertainm9236
      @ientertainm9236 25 วันที่ผ่านมา

      Magh ta ma ta stree painiki😅😅

    • @friend9449
      @friend9449 25 วันที่ผ่านมา

      @@krsingh7936 return neisarilani sarakar alu madhyamare

    • @friend9449
      @friend9449 25 วันที่ผ่านมา

      @@vasundharaofficial Tote gugurati jojona bhal

  • @MuOdia5991
    @MuOdia5991 25 วันที่ผ่านมา +29

    ଭାଇ ରେ କହୁ କହୁ ସବୁ ସତ କହିଛ, ବାକି ରହିଲା ତମ କଥା ଶୁଣି ଓଡ଼ିଶାରେ ମୋହନ ସରକାରର ପ୍ରଶାସନ ନିଦ ଭାଙ୍ଗିବା ଆବଶ୍ୟକ, ଜୟ ଶ୍ରୀରାମ 🚩🚩🚩🚩🚩

  • @rajendrapera483
    @rajendrapera483 25 วันที่ผ่านมา +13

    Jay BJD ❤❤❤❤❤❤❤❤❤❤❤ jay nabin ❤❤❤❤❤

  • @KaliprasadRout
    @KaliprasadRout 22 วันที่ผ่านมา +1

    ବିଜେପି ଏକ ଜୁମୁଲା ସରକାର ଏହି ସରକାର ରେ କିଛି ଭି ମିଳିବନି

  • @lokanathmahanta610
    @lokanathmahanta610 19 วันที่ผ่านมา +1

    Tama ghara kouthi?
    Aasa thate keonjhar

  • @mrutyunjayaacharya
    @mrutyunjayaacharya 25 วันที่ผ่านมา +24

    ମିଛୁଆ ଙ୍କ ସମର୍ଥନ

  • @RasmitaDas-t5k
    @RasmitaDas-t5k 25 วันที่ผ่านมา +24

    ଏତେ ଦିନ ପରେ ଗୋଟେ ଭଲ କଥା କହିଲ ଭାଇ ଜୟ ଶ୍ରୀରାମ 🚩🚩🚩🚩🙏🙏🙏🙏

  • @munuranusrinu3438
    @munuranusrinu3438 25 วันที่ผ่านมา +41

    ଏତେ ଦିନ ପରେ ଗୋଟେ ଭଲ କଥା କହିଲ

  • @kailashanugulia9486
    @kailashanugulia9486 วันที่ผ่านมา

    ଅତି ସୁନ୍ଦର ଭାଇ

  • @ahncreation888
    @ahncreation888 20 วันที่ผ่านมา +2

    Video kia kare loke janichanti 😂😂

  • @Vibek5678
    @Vibek5678 25 วันที่ผ่านมา +17

    ଇରେ ଗାମୁଛା ବାଲା ସବୁ copy ତ କଲା bjp ଆଉ କୋଉଠୁ vdo ଆସିବ। Vdo ବନେଇବାର କାରଣ bjp ର କାମ 0 ଆଉ ସବୁ ରଙ୍ଗ ମାରି ନିଜ ନାମ ଲେଖିବା। ନାମ ବି ବଦଳେଇବ

  • @pintupati8786
    @pintupati8786 24 วันที่ผ่านมา +24

    ବିଜେଡି ବିଜେପି ସରକାର କୁ ଖାଲି ରେ ବଦନାମ କରୁ ନାହିଁ, ସାଧାରଣ ଜନତା ଙ୍କ ଚଳିବା ମୁସ୍କିଲ ହେଇଗଲାଣି,ଆଉ 27 ଟଙ୍କା ଜଣେ ମହିଳା ଙ୍କୁ ଦେଇକି,ଆଉ ସବୁ ବିଧାୟକ ଙ୍କ ଭତ୍ତା 275000 ତାଙ୍କ କରିକି ବିଜେପି ସରକାର ର ଆଭିମୁଖ୍ୟ ସମସ୍ତେ ଜାଣି ସାରିଲେଣି

    • @ranjitsamal2562
      @ranjitsamal2562 22 วันที่ผ่านมา

      ଭାଇରେ ପଦେ କଥା କହିଲ

    • @pradipbiswal1871
      @pradipbiswal1871 20 วันที่ผ่านมา

      Hmmm tuma bhali murkha thile emiti kahiba, ghare ghare android phone bike chaliba asubidha kouthi rahila, 2024 re thaiki 1800 ra katha kahiba dhanya re kuhalia

    • @pintupati8786
      @pintupati8786 20 วันที่ผ่านมา

      @pradipbiswal1871 ତୁମେ ବିଜେପି ଲୋକ ତାହେଲେ,2024 ମସିହା ରେ ଗୋଟେ ଗାଁ କୁ ଯାଇକି ଗୋଟେ ପରିବାର ମୁଖ୍ୟ କୁ ପଚାର ସିଏ କହିବ କେମିତି ଲାଗୁଛି ବିଜେପି ସରକାର,ସେ ଯୋଉ ସରକାର ହେଉ ଆମେ ଶାନ୍ତି ରେ ଗଣ୍ଡେ ଖାଇକି ଚଳୁ,ତାପରେ ଦେଖିବା

  • @MANGALMARNDI-cl6tb
    @MANGALMARNDI-cl6tb 25 วันที่ผ่านมา +30

    ବାଳ ସୁଭଦ୍ରା ଟଙ୍କା । ରଙ୍ଗ ମରା ସରକାର ।

    • @ratnakarsahoo1461
      @ratnakarsahoo1461 25 วันที่ผ่านมา +8

      Bjd houchi ranga mara sarkar, school chuanka dress bi chadila nahi sabuja Kari pakeila

    • @l.ncreation3530
      @l.ncreation3530 25 วันที่ผ่านมา

      Right bhai

    • @l.ncreation3530
      @l.ncreation3530 25 วันที่ผ่านมา +3

      Bjd ranga marithila

    • @subhadratudu9107
      @subhadratudu9107 25 วันที่ผ่านมา

      Hmmm 😂 right

    • @mukeshpradhan3986
      @mukeshpradhan3986 25 วันที่ผ่านมา

      Ebe govt medical tu arbhakari school college ranga karuchanti BJP bala
      Bus ku bi chadileni 😅😅😂

  • @prasantasahu4367
    @prasantasahu4367 22 วันที่ผ่านมา +1

    ଯଦି ସତରେ ତୁମେ ଲୋକ ଙ୍କର ଭଲ ଚାହୁଁଛ ବା ଭଲ ହଉବୋଲି ଭାବୁଛ ତାହେଲେ ଭାଇ ଦଳ ଦେଖନି ଯୋଉଟା ଭୁଲ ସେଇଟାକୁ ହିଁ କୁହ

  • @SushantaKhatua-wi6xb
    @SushantaKhatua-wi6xb 22 วันที่ผ่านมา +1

    Nali aambo 😂😂😂

  • @sarojransingh710
    @sarojransingh710 25 วันที่ผ่านมา +33

    ମହାରାଷ୍ଟ୍ରରେ ମହିଳାକୁ ମାସକୁ Rs -2100
    MP re Rs-2100
    Rajasthan Rs-1500
    ଓଡ଼ିଶା ରେ ମାସକୁ Rs-833

    • @pradeepmahakud1180
      @pradeepmahakud1180 25 วันที่ผ่านมา +1

      Jaha hau kiche ta dallee ..BJD ...... Daiche, tar mane kana bujhinaba

    • @babunayakmastitime2440
      @babunayakmastitime2440 25 วันที่ผ่านมา +3

      ବିଜେଡି ଦେଇଛି ଝିଅ ମନକୁ reep

    • @Deepessdeepu
      @Deepessdeepu 25 วันที่ผ่านมา

      ​@@babunayakmastitime2440gujrati chamcha andha bhakt Narendra khan beef supply karuchi Muslim company pakharu electoral bond re paisa nauchi andha bhakt Khushi ta

    • @BijaykumarParida-q1w
      @BijaykumarParida-q1w 25 วันที่ผ่านมา

      BJP jetiki kahichhi setiki deu tote bakwas karibaku padiba nahi
      Samaste BJP guna gaibe

    • @_mr___rajput
      @_mr___rajput 25 วันที่ผ่านมา

      Maharashtra capital income ind re nbr one se 2100 kn 3100 dele bhi kam

  • @amulyanayaks1438
    @amulyanayaks1438 25 วันที่ผ่านมา +9

    BJP ସରକାର ସରିଯିବ ଅଳପ ଦିନ ରେ

  • @ajumahakud831
    @ajumahakud831 25 วันที่ผ่านมา +6

    Tu gote paka magia BJD sarkar thila bele rama nku neiki video karuthilu BJP sarkar asila pare pura BJP BJP houchu

  • @odiashortsvideo3469
    @odiashortsvideo3469 23 วันที่ผ่านมา +1

    😅

  • @dipunbhuyan
    @dipunbhuyan 22 วันที่ผ่านมา +1

    Tora sola kamo kechie ni ke bi

  • @abhimanyusethi392
    @abhimanyusethi392 25 วันที่ผ่านมา +5

    ବିଜେପି ଚୁର ଆମ ଓଡିଶା କୁ ଲୁଟି ନେଲାଣି ମାତ୍ର ୬ ମାସର କି ଦାମ. ଦର ... ...... ନବିନୀ ପଟନାୟକ ସାର... ସରକାର ଭଲ ଥିଲା ସବୁ କିଛି କମ ଦାମ ରେ ମିଳୁ ଥିଲା 🐚🐚🐚💚💚🐚🐚🐚

    • @abinashsahoo4369
      @abinashsahoo4369 25 วันที่ผ่านมา

      Bjp bjd chada se magana khia lokanku bujhao.....j dunia re kichhi magana nahi....

  • @santwana7164
    @santwana7164 25 วันที่ผ่านมา +12

    ବିଜେପି ର ଇସ୍ତାହାର ରେ ବର୍ଷ କୁ ଗୋଟିଏ ମହିଳା କୁ ୫୦୦୦୦ ଦେବା କୁ କୁହାଯାଇଥିଲା । ଇସ୍ତାହାର ଦେଖି ଭିଡିଓ କର , ବଜେପି କଣ ମଛଲୀ ଇସ୍ତାହାର ଦେଇ ନ ଥିଲା କି?

  • @ajaysethy3158
    @ajaysethy3158 25 วันที่ผ่านมา +8

    ଭାଇ ଟି କହିବେକି ଓଡ଼ିଶାରେ କେତେ ଲୋକ ସୁଭଦ୍ରା ଟଙ୍କା ପାଇଛନ୍ତି କହିବେ କି

    • @RakeshPradhan-x1z
      @RakeshPradhan-x1z 25 วันที่ผ่านมา +2

      Maagona tanka khaibaku bhari ichha kaama kariki khaaunu

    • @user-wf7og4el9m
      @user-wf7og4el9m 25 วันที่ผ่านมา +1

      କ'ଣ ମାଗଣା ଆଶାରେ ଅଛ କି

    • @RakeshPradhan-x1z
      @RakeshPradhan-x1z 25 วันที่ผ่านมา

      @@user-wf7og4el9m aee maananku kiye kahiba bro khali maagona khiya mane

    • @MANGALMARNDI-cl6tb
      @MANGALMARNDI-cl6tb 25 วันที่ผ่านมา

      ତା ମାଇକିନା ପାଇଛି ଆଉ କେହି ପାଇ ନାହାଁନ୍ତି ରେ ଭାଇ ସତରେ କହୁଛି ।

    • @minakshidehury3189
      @minakshidehury3189 25 วันที่ผ่านมา

      ଝାରସୁଗୁଡ଼ା ରେ ବିହାରୀ ମାନେ ପାଇଛନ୍ତି

  • @BijayaPradhan-e6i
    @BijayaPradhan-e6i 20 วันที่ผ่านมา

    ❤❤❤❤❤❤❤❤ Jay Naveen Babu jinda baad

  • @balaramsahu602
    @balaramsahu602 16 วันที่ผ่านมา

    Right bhai👌

  • @chintamanimoharana2678
    @chintamanimoharana2678 25 วันที่ผ่านมา +6

    😂😂😂😂😂😂😂 ନାଲିଗମୁଛ୍ଧା

  • @AmareshDas-e8d
    @AmareshDas-e8d 25 วันที่ผ่านมา +9

    ଆରେ bhai ତୁମେ ଆଉ ବୁଝାନି ଲୋକ ଠିକ୍ bjp ku janisarileni ତୁମେ kn

  • @msmansbeher89
    @msmansbeher89 25 วันที่ผ่านมา +8

    ଲୋଭରେ ପରିବର୍ତ୍ତନ କରିଛନ୍ତି ।

  • @stylestar486
    @stylestar486 21 วันที่ผ่านมา

    ମତେ ବର୍ତ୍ତମାନ ଗର୍ବ ଲାଗିଲା ଯେ
    ପ୍ରକାଶ ଭାଇ ସଠିକ୍ ମନ୍ତବ୍ୟ ଦେଇଛନ୍ତି,
    ଧନ୍ୟବାଦ ପ୍ରକାଶ ଭାଇ 🙏🙏🙏🙏🙏

  • @mrmohanty4194
    @mrmohanty4194 11 วันที่ผ่านมา

    ଦେଇ ନାହିଁ ସେମାନେ ଆଜି କେମିତି ନବୀନ କୁ ଭଲ ପାଉଛନ୍ତି।

  • @somechocolate
    @somechocolate 25 วันที่ผ่านมา +11

    ସୁଧୁ ମିଛୁଆ । ସରକାର କଣ ପ୍ରତିଶ୍ରୁତି ଦେଇଥିଲେ

  • @PhilipNag
    @PhilipNag 25 วันที่ผ่านมา +7

    ତମେ ସବୁଠୁ ବଡ଼ ସତ୍ୟ ନେତା

  • @BuduramGoud
    @BuduramGoud 25 วันที่ผ่านมา +6

    ଠିକ୍ ସତ୍ କଥା କହିଲୁ ଭାଇ ଜୟ ଜଗନ୍ନାଥ 🙏🙏🙏 ଭହୁତ ସୁନ୍ଦର ଭହୁତ ଭଡିଆ ବିଜେପି ସରକାର 🪷🪷🪷🪷🪷🇮🇳🇮🇳🇮🇳

  • @MadhuMSP-hp5dx
    @MadhuMSP-hp5dx 11 วันที่ผ่านมา

    Right bhai sata katha

  • @tankadhar7249
    @tankadhar7249 23 วันที่ผ่านมา

    Good socialthaka

  • @bijayakumarbehera5011
    @bijayakumarbehera5011 25 วันที่ผ่านมา +5

    ଭାଇ ସବୁ ରିପୋର୍ଟ ମାରି ଆର youtube ଆଗ ବନ୍ଦ୍ କର plz

  • @stylesstarbishnu6769
    @stylesstarbishnu6769 25 วันที่ผ่านมา +7

    Bhai Tama katha ta hrudaya ku chunigala

  • @nareshmuduli4811
    @nareshmuduli4811 15 วันที่ผ่านมา

    ଓଡ଼ିଆ ବାସି କେବେ ବି ବାଛି ନଥିଲେ କିଏ ହେବେ ମୁଖ୍ୟମନ୍ତ୍ରୀ ଜଦି ଵି ଟିକେ ଜାଣିଥାନ୍ତେ ତବେ ଆଜି ଏମିତି କା ଦିନ
    ହୁଏ ତ ଦେଖିବାକୁ ପଡିନଥାନ୍ତା,,,
    ଆଉ ହଁ ଆଜି କ'ଣ ଅସ୍ମିତା ମନେ ପଡୁନି କି ଜୟ ଜଗନ୍ନାଥ କହିଲ ଭଲ ଲାଗିଲା 🙏

  • @TabatiaGamango-iq4qs
    @TabatiaGamango-iq4qs 17 วันที่ผ่านมา

    Super bhai

  • @LipakBhuyan-gu7hb
    @LipakBhuyan-gu7hb 11 วันที่ผ่านมา

    Right 👍

  • @wi.fi.st.tokaraja4419
    @wi.fi.st.tokaraja4419 3 วันที่ผ่านมา

    You are right 👍👍❤❤ Bhai
    .
    Bjp ae gote bhul pain se next election hari bi pare ❤❤

  • @Raj_naamtohsunahihoga
    @Raj_naamtohsunahihoga 23 วันที่ผ่านมา

    Well said....

  • @JituPradhan-h8n
    @JituPradhan-h8n 19 วันที่ผ่านมา +1

    Bhai tame ete....... Dina pare sata kahila mu ta 2 hata 2 goda ru samarthana karuchi😅😅

  • @SurajRuby3046
    @SurajRuby3046 23 วันที่ผ่านมา

    Right 👍👍👍👍👍

  • @swapnilraja1409
    @swapnilraja1409 20 วันที่ผ่านมา

    😂😂 ଏତେ ସତ କହିବାର ସାହସ କୋଉଠି ପାଇଲ🙄🙄🙄ତାହେଲେ ତାଙ୍କୁ ତାଙ୍କର ପ୍ରତିଶ୍ରୁତି ମାନେ ମନେ ପକେଇ ଦିଅ ❤❤❤

  • @kabirajpalei9430
    @kabirajpalei9430 20 วันที่ผ่านมา +2

    Refine rate kete

  • @TALIMALA
    @TALIMALA 20 วันที่ผ่านมา

    ଏଠି ତ ନେତା ମନ୍ତ୍ରୀ ରଙ୍ଗ ବଦଳୁଥିବା ଥିବା ଦେଖୁଛି। ମିଛ ଟାରେ ଏଣ୍ଡୁଅ ବଦନାମ 😂😂

  • @laxmipriyasahoo8921
    @laxmipriyasahoo8921 21 วันที่ผ่านมา +1

    Price badhiba nei kai kn kahuchu....

  • @RsjituVlogs-d8h
    @RsjituVlogs-d8h 23 วันที่ผ่านมา

    You are great dada ❤ im Soppot for bjp

  • @debashismahanta123
    @debashismahanta123 3 วันที่ผ่านมา

    ଆରେ ଭାଇ ସବୁବେଳେ ତ bjd bjp congres ହେଲ ଆଉ କଣ ବାଳ ଟା କରିବ.... କୋଉ ଗୋଟେ ନେତା ସାଧାରଣ ଜନତା ପାଇଁ କାମ କରୁଛି... ସମସ୍ତେ ନିଜେ ନିଜର କେମିତି ଫାଇଦା ହେବ ଦେଖୁଛନ୍ତି... ଆଉ besi ନେତା ମନ୍ତୀ ଙ୍କର ଚେଲା ଗୁଡା...

  • @kabirajpalei9430
    @kabirajpalei9430 20 วันที่ผ่านมา

    Naveen Patnaik is number one cm

  • @LipunLipunho
    @LipunLipunho 14 วันที่ผ่านมา +1

    Tate kukura mutiba

  • @Jaganvlogs-151
    @Jaganvlogs-151 22 วันที่ผ่านมา +1

    Bhai next subhadra tanka kn state bikiki daba

  • @nikunjapanda363
    @nikunjapanda363 19 วันที่ผ่านมา

    right 👍 brother

  • @binadas3165
    @binadas3165 22 วันที่ผ่านมา

    Right kahichha bhai