ନଚେତିଲେ, ବିଗିଡ଼ିଯିବ | The Quiver
ฝัง
- เผยแพร่เมื่อ 6 ก.พ. 2025
- ଅଦିନିଆ ବର୍ଷାରେ ଫସଲ ହାନୀ ଓ ଚାଷୀଙ୍କ ସମସ୍ୟାକୁ ନେଇ ରାଜନୀତି ଚାଲିଛି । ଏହାକୁ ରାଜନୈତିକ ଡ୍ରାମା ବି କୁହାଯିବା ଅସହଜ ନୁହେଁ । ତଥାପି ଏହି ଡ୍ରାମା ଯେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି ତାହାକୁ ଆଡ଼େଇ ହେବ ନାହିଁ । ଏହି ଚାଷୀଙ୍କୁ ଭେଟିବା ବା ହିଡ଼ ମୁଣ୍ଡକୁ ଯିବା ୍ରସଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବଡ଼ ଶିକ୍ଷା ହୋଇଛି । ତରବରିଆ ଭାବେ କୌଣସି ପଦକ୍ଷେ ନେବା କିମ୍ବା ଆଗ ପଛ ନଭାବି, ଶକ୍ତିଶାଳୀ ଶତ୍ରୁ ସହ ପ୍ରତିଯୋଗିତା ପାଇଁ ହଠାତ ଡେଇଁ ପଡ଼ିବା ବଡ଼ କ୍ଷତି କରିଥାଏ ।
#bjpgovernment #bjpodisha #cmmohanmajhi #bjdodisha #naveenpatnaik #naveenodisha #bjd #bjp #farmar #paddyfield #croploss #odishapolitics
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in TH-cam! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics
ମୋ ହୃଦୟର ର ରାଜା ନବୀନ ବାବୁ4💚💚💚💚💚💚💚💚💚
ଜୟ ନବୀନ
ଯିଏ ପୀଡିତା ପାଖରେ ପହଂଚି ପାରେ ସିଏ ହିଁ ଅସଲ ନେତା ନଚେତ ଧୃତରାଷ୍ଟ୍ର
Jay nabin jay bjd💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚🙏🙏🙏🙏🙏🙏🙏🙏🙏🙏🙏
ଜୟ ହୋ ନବୀନ ❤❤❤❤❤
ଜୟ ନବୀନ 💚
ଜୟ ବିଜେଡି ନବୀନ ❤❤❤
Naveen Babu jindabad 🙏
Nabin sir Great ..
Love you Naveen sir no1 CM
ଜୟ ନବୀନ 🙏🙏🙏
Jay Navin sir 🎉🎉🎉🎉🎉🎉🎉
Jay Congress Jay Rahul Gandhi Jay nabin Jay bjd
ନବୀନ sir 🙏🙏🙏
ଜୟ ଜଗନ୍ନାଥ ନବୀନ ବାବୁ
❤❤❤❤ Nabin sarakar jindabad
Love you Naveen sir ❤
Jai Nabin
ନବୀନ ପୁଣି ଫେରିବେ ❤❤❤
Naveen buda chela Naveen morlie ki peribe
କିଛି କରୀ ନୀ ପାର ୨୪ ବରଶର ହେଲ କିଛି କରୀନୀପାର Bjd ବାଲେ
🙏nabin babu 💐
Naveen Patnaik 🙏🙏🙏🙏💚🙏💚💚
ନବିନ ଆଗରୁ କୋଉଠି ଥିଲା ମହୋନ ସାର ରାଇଟ୍
Mu ta seikatha kahuchhi ... Nabin sir ,,30re jiba pain diclar kale ... Tara baria hei ... Mohan g gote dina purbaru hatasia hei hela bhali gale ...
I love ❤️ Jaganatha ❤️ Bapa❤MAA ❤ My Love ❤️ 💓
ମୋହନ ଙ୍କୁ ଶିକ୍ଷା ନୁହେଁ ନବୀନ ଙ୍କୁ ଶିକ୍ଷା 24ବର୍ଷ କୁଆଡେ ଯାଇ ଥିଲେ?
ଯୁଆଡ଼େ ବି ଯାଇଥିଲେ ଏମିତି ଅବସ୍ଥା ହୋଇ ନ ଥିଲା ...❤❤❤ ଜୟ ନବୀନ
ଓଡ଼ିଶାରେ ଥିଲେ । ତୁମେ ଓଡ଼ିଶାରେ ନଥିଲ କି ?
Se na gale bi odisha bahut bhala re thila. Se thile 5 jana suicide kari nathante.
ତୁମେମାନେ କେବଳ ଗପରେ କାମକୁ ୦
୨୪,ମବିନ୍, ଥଲେ, ଓଡିଶାରେ, ତୁ, କୁଆଡେ, ଜାଇଥିଲୁ, କିଛି, ଜାଣିନୁ, ବାଳ, ମୋହନ, ମାଗିଆ, ବିଜେପି
Naveen pattanayak jidabad❤❤❤❤❤❤❤❤❤❤❤❤
Sabuthu Priya aamo nabin sarkar 🙏
Jay Naveen sir no1 CM
Nabin Babu jindabad
Mahan sir is ଏ great cm jay gagarnath
Jay naveen jay jagannath 🙏🙏🙏
ନବୀନ ବାବୁ ଚବିଶ ବର୍ଷ ଭିତରେ ସେ କେତେଥର ଚାଷୀଙ୍କ ହିଡ ବା ଧାନ ବିଲକୁ ଯାଇଥିଲେ ୨୦୧୯ ରେ ଜଣେ ଚାଷୀ ଧାନ ର କ୍ଷୟ କ୍ଷତି ସହି ନପାରି ତାର ଧାନ ବିଲରେ ନିଜେ ନିଆଁ ଲଗାଇ ମୃତ୍ୟୁ ବରଣ କରିଥିଲା କିନ୍ତୁ ନବୀନ ବାବୁ ତ ପାଖକୁ ଯାଇନଥିଲେ କି ସମବେଦନାବି ଜଣାଇ ନଥିଲେ । ବର୍ତମାନ ସେକୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
Haaaaa. Nabin sir nka loka priyata dekhi ... Tame bhitare jaluchha hele , muhan bate dhuan baharuchhi... Seita jana padi jauchhi...
Bjp andhbhakt
ତା ମାନେ ତୁମେ କହୁଛ ଯେ ନବୀନ ଙ୍କ ସହିତ ଏ (,,ମୂର୍ଖମନ୍ତ୍ରୀ.. ) sorry ମୁଖ୍ୟମନ୍ତ୍ରୀ ସମାନ
Bjp ra Kia jai thila sama bedana deba pai
ମୋହୋନ ମାଝି ଜୟ
❤
Good mohan sir
ଜୟ ବିଜେଡି
Jay BJD
Jay congress
Mohan sabubele Mohan , Jay Odisha Jay Mohan
Mo banda mohan
Bando mohon manji
Good 👍👍
Jay Nabin sir ❤❤❤❤❤❤❤❤❤ Jay BJD, bande utkal janani.
ଓ କି ଦୁଃଖ 24 ବର୍ଷ ରେ କେତେଥର ଆସିଛୁ ନବୀନ୍ ପୁଣି ବିଲକୁ ହିଡ ଉଠିପାରିବନା 😂
ପୁଣି ଫେରିବେ ନବୀନ❤❤❤❤❤🎉🎉🎉🎉🎉
No...😂
BjD,, your,great❤❤❤❤❤❤❤❤
ପଇସା 💸 ଦେଇ ଲୋକଙ୍କୁ ଆଣି ଗହଳି କରା ଯାଇଛି 😂
😅😅😅
Tu neichu ki tanka
Jai Nabin sir
Kahi rama chandra kahi ramia vandari sehi vali kahi nabin sir kahi mohan majhi gote pagal cm
Jay mohan sir
Jay bjd
ଯିଏ ଗଲା ସିଏ ମଲା
Nabin sir ❤❤ nka jaga mohon majhi. Kebe nie paribani
👍💯
Naveen bubu nka saha Rani panda. Nnku saman kariba bahut dukha katha.sambandika Bhai Mane to kie bujhi kuha
ବାଳ ନବୀନ ପଟ୍ଟନାୟକ
Bala mohan majhi
To maa bia re kete pocha bala😅😅
ନବୀନ ପାଖରେ ଆଉ କିଏ ନାହାନ୍ତି ନିଜ ନିଜ ସୁରକ୍ଷିତ ଜାଗା ଖଜି ଚାଲିଗଲେଣି.
Jan samundra achhi
Mukhia aaku bada shikhya ,24 barasha Odisha ku Lututhile , ebe chhatanaya udaya hela . But too Late .
ମହନ ମାଝୀ ଭଲ ନେତା ନବୀନଙ୍କୁ କିଛି ଚାଷୀ ବିଷୟରେ କିଛି ଜାଣି ନାହି
ସେଇଥିପାଇଁ ଏଇ ଅବସ୍ଥା ଆଗରୁ ହଉଥିଲା। DBT ବିନା କାଳିଆ ଯୋଜନା ପାଉଥିଲେ ଲୋକେ
Mohan Majhi jatra acting karuchanti handiya piya rajniti karuchi
Murka mantri ta sie
🫵💪 ନବୀନ
ପ୍ରସ୍ତୁତି କରି ଜୀବ bjd ର ନୀତି vdo କରିବା ଲୋକ ଙ୍କୁ ଆଗରୁ ଡକିକି ଠୁଳ କରିବା bjd ର କାମ
ଖାଲି କରିଦେବୁ କେବେ କରିବ , କଥା ବଡ଼ କାମ ନାହିଁ
Mohana babu C M hoechhanti boli odishar ketak lokanku dehare jauni
Murkha magiya tu au mohon
Jay 🙏🙏bjd
ନବୀନ ଚାଷ କର୍ସ
Bjd 2029 on
କିଛି ହେବନାହିଁ
ଆଉ bjd ଉଠି ପାରିବ ନାହିଁ
Bjd to ghare pasijiba wait kare
still Naveen Patnaik is our cm
Nabin sir jindabad
Jumla sarkar bjp hatao
ଆଜି ଚାଷୀଙ୍କ ପାଇଁ ନବୀନ ବାବୁ ର ଏତେ ଦରଦ ଫାଟି ପଡୁଛି 😅
25 ବର୍ଷ କେତେ ପାକୃତିକ ବିପଯ୍ୟୟ୍ ଶିକାର ହେଇଛି ଚାଷୀ 😢 ସେତେ ବେଳେ ଯାଇ କେତେ ଚାଷୀଙ୍କୁ ଭେଟି ଥିଲା ନବୀନ ବାବୁ 👍
ଆଜି ବି ଯଦି ନବୀନ ବାବୁ ଜିତି ଥାନ୍ତା 🙏 Ac room ଛାଡି କଦାପି ଚାଷୀଙ୍କ ପାଖକୁ ଯାଇ ନ ଥାନ୍ତା 👍
ପଇସା 💸 ଦେଇ ଲୋକଙ୍କୁ ଆଣି ଗହଳି କରା ଯାଇଛି 😂
ସେତେବେଳେ instant ସାହାଯ୍ୟ କରାଯାଉଥିଲା ରେ ଅନ୍ଧ ଭକ୍ତ।।। ତୁ ଶଳା ଅନ୍ଧ କିଛି ଜାଣିପାରୁନୁ ଆଖି ଖୋଲି ଦେଖ ଜାଣି ପାରିବୁ
Jay nabin
ବାଳ ନବୀନ 24 ବର୍ଷ ତ ଶାସନ କଲା ପୁଣି kai ବାଳ କୁ ଆଶା କରୁଛି ଭଲ ହବ ଖା ପିଏ ଭଲ ରେ ରୁହ
jay nabin
Nabini ji padabire thile mohan sir aasichanti 2025 janapadib daradam jou renga re badhuchi din majuria upasare rahuchanti
Mohan majhi hatao odisha bancho
Mohan babu upa jukta nuha nti mukshya mantri habara
Nabin babu 25 barsa kala Rajaneeti Kariba bhitare ketethara Chasi mananka pakhaku jaithile , kete thara chasa, basa katha bujhithile ? au aji hariba pare daudi jauchanti
Nobin babu hi odisha ro real hero
BJP sorkar bekar sorkar
Bhala dram 24 barasha pare dekhi ba ku milila ! Kintu. Labha nahei .
Bala heba. Jaha nahei juba kale taha ki heba brudha kale ?
Jou rajneta mane gariba mank dukha nbujhiba ki mahila mank katha n suniba ..se orisare kabe bi adhika din banchi pariba nahi.,,..
😮
Nabin hi ama mukhymantri
Only naveen❤❤❤
Arey bhai Dilli ru instruction na asile mohana kemiti sahajya ghosana karibe.
Jay Jagannath🙏Jay Nila Madhab🙏Omm🕉️Jay Maa Kalijai🙏Jay BJP🙏Jay Modi ji🙏Jay Yogi ji🙏Jay ABVP🙏Jay RSS🙏Respected former CM of Odisha Naveen Pattanaik and his Pandu private LTD.Time came to know how many people you killed and which girl skeleton is their in the vehicle . In which illegal buisness do you involve the vehicle?Now where is the car?SABKA SAATH SABKA VIKASH SABKA BISWAS MODI PARIVAAR GPHKBG DOUBLE ENGINE GOVERMENT
Nabin sir 🙏
Mohan majhi nka pakhare ete loka .
Jay nabin babu 😢
Nabin babu 24 barsha bhitare ta kebe chasinka pakhaku galani ebe gyan dele kn haba..
Mohan has to reckon a large force of 51MLA with Naveen as LOP in the Assembly before taking a leap on any count,lest he will be a laughing stock.
Bjd chennal
CM jaithile chasi pakhaku chasa ra khyati dekhibaku.Ex CM jaithile nijaku prachar karibaku.
Tanka deai loka bohianiba bjd ra parampara sabutharu deangrious chief minister Navin patnaik thile
2029 jaein Naveen sir au banchi nathibe 😂 bahut weak heisaraileni
Ahuri 12 barasha Pandu chhela ku dhari tapasya karibaku padiba !
ମୋଭାଇ ହାଣ୍ଡିକ୍ୟାପ ତାକୁ ସାଇକେଲ ଖଣ୍ଡେ ମିଳିଲାନି
BJD sorkar time over age over
No one C m Naveen
Nabin tu Khali rusian jauthila soi odisha ku kebe dekhilani 😂😂😂😂
24 Barsha kuade jai thile
Dharmendra babu tike chintakarantu