Naveen babu hariba karan hela bjp ku prema kariba sabu bele bjp support kariba bjd pai bahut bahri padila jeu Naveen babu kebe hari ba shki nathele aji se bjp pream hi tanka gadhi ku dhali dela
Nabin babu odiya ku bhal pauna thile odiya tanku bhala pauthile eita hauchi mukya karan biju suwatha card करिथिबरु dhnya bad se bidesare padhithile bhala famliy siya samstanka sathi re misi paranti nahi
Kahinki odia sikhi parila nahi kana Sabu heuthila Sabu tu panditini ta kebala rajkosha zero Karina agaru kahiki hey nathila ebe heuchhi kete tanks paichhu
Nabin Babu jindabad
You are right mam🙏
High Court ରେ case ହେବା କଥା
Madam you correct
Thanks
Really love you nabin sir ,very deciplean person
Right
ରୂବେନ ବାନାର୍ଜୀ ନାମରେ ନବୀନ ପଟ୍ଟନାୟକ ହାଇକୋର୍ଟ ଯିବା କଥା।
Love you nabin pattanak sir 🙏🏼❤
Jay Jagannath❤❤❤ Jay Naveen❤❤❤ Jay Odisha❤❤❤.
ଆମ ଓଡିଶା ନବୀନ ଓଡିଶା
Thik kahichhanti madam...🙏
Jay Naveen ❤❤
Jay ho nabin babu ❤
ଗୋଟେ ଯୁଗ ନୁହେଁ ଦୁଇଟି ଯୁଗ
Great personality nabin sir
ଜୟ ଜଗନ୍ନାଥ ଜୟ ବିଜୁ ଜନତା ଦଳଜୟ ନବୀନ ପଟ୍ଟନାୟକ
Jay nabin jay bjd🙏🙏🙏🙏🙏
ଓଡିଆ କହି ବହୁତ ଓଡିଆ ମୂଖ୍ୟମନ୍ତ୍ରୀ ଥିଲେ । ଓଡିଆ ନ କହି , ଓଡିଶାର ସବୁଠାରୁ ପ୍ରିୟପାତ୍ର ନେତା। ସବୁ ମୂଖ୍ୟମନ୍ତ୍ରୀ ଙ୍କ ଅବଦାନ ତୁଳନା କରନ୍ତୁ ଜ୍ଞାନୀ ସାମ୍ବାଦିକ ମାନେ। ତୁଳନାତ୍ମକ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରନ୍ତୁ। ନିଜର ସ୍ବାର୍ଥ ହାସଲ ନହେବାରୁ ,ଓଡିଆ ଓଡିଆ ଜପୁଛନ୍ତି। ଯେତେ ଓଡିଆ ଅସ୍ମିତା ହେଉଛନ୍ତି,କେତେଜଣ ପାଟି ଖୋଲିଛନ୍ତି ରଘୁବୀରଙ୍କ ପୁଅ ଜୋତା ଚଟାଇବା ଘଟଣାରେ, ଗୋପାଳପୁର ବନ୍ଦର ଜଣେ ଓଡିଆ ହାତରୁ ନେଇ ଆଦାନୀକୁ ଦେଇଦେଲେ। କଳାତାଲିକାଭୁକ୍ତ ଠିକାଦାର କୁ ଭୂବନେଶ୍ବର ମେଟ୍ରୋ ଟେଣ୍ଡର ଦେବା। ବହି କଣ ବିକ୍ରୀ ପାଇଁ ଲେଖିଛନ୍ତି? ବିକ୍ରୀହେଲେ କେତେ ମିଳିବ? ଲେଖିବା ପାଇଁ ମିଳିସାରିଥିବ
What is views of Rubern ବାନାର୍ଜୀ?
Nabin babu always great🙏❤️🙏
Only Nabin ❤
Bhala katha Madame kahile
ନବୀନ ବାବୁ ଓଡ଼ିଶା ଲୋକ ଙ୍କ ହୃଦୟରେ ଅଛନ୍ତି ସାରା ଜୀବନ ରହିବେ। ନବୀନ ବାବୁ ଗୋଟେ ବ୍ରାଣ୍ଡ ❤
ହଁ ତୁ ଚାଟେ ଆମ୍ବୁଲ ପକେଇ କି ...
Naveen Sir Naveen Sir🙏
ନବୀନ ବାବୁ
Jay bjd ,Jay Naveen
Jay Naveen🥦🥦🥦🥦🥦bjd
Sundar Katha ❤namaste 🎉
Jay nabin ❤❤❤❤❤
Jay nabin sir
Jay nabin
Naveen patnayak ❤
ଭଲ କଥା କେବଳ କଣ ବହିରେ ଲେଖିବା ଉଚିତ ।
Madam ଆପଣଙ୍କ କଥାକୁ ମୁଁ ସମର୍ଥନ କରି ପାରୁ ନାହିଁ। କାରଣ ଉଭୟ କଂଗ୍ରେସ ଓ BJP ଦଳ କେନ୍ଦ୍ରରେ ଶାସନରେ ଥିଲା ବେଳେ ତାଙ୍କ ତାଙ୍କ ସହ BJD ସାଲିସ କରୁଥିଲା ଓ ରାଜ୍ୟରେ ବିରୋଧୀ ଦଳକୁ ଖତମ୍ କରିଦେଉଥିଲା। ତେଣୁ BJD ଦୀର୍ଘ ଦିନ ଶାସନ କଲା। ଏଥର ତାହା ହେଲା ନାହିଁ, ସେଥିପାଇଁ ହାରିଲା।
Maa sata koti pranama
ପୁରା ପଣ୍ଡିତ
Kiebe ruben
Jay bijubabu jay nabin sarakara good
Nahin sri 🙏🙏🙏🙏
Nabin jindabad ❤❤ Ruben chor ta
Nabin sair odissa paei bahut bhala
Gote vala manisha Naveen 😅😅
Real fact.
Bangali tanka rajya ra c m bishayare lekhu ama odia lok jananti ama nabin kotre gotie
25 yrs sasana kariba naveen nkara bahaduri nuhan, odia nkara bokami,mendha pania
kundulimuhan ruben
Se bangali galu gapa karuchi
ଆପଣ ଠିକ୍ କଥା କହୁ ଛନ୍ତି।
Naveen babu hariba karan hela bjp ku prema kariba sabu bele bjp support kariba bjd pai bahut bahri padila jeu Naveen babu kebe hari ba shki nathele aji se bjp pream hi tanka gadhi ku dhali dela
Akdam ✅ Ruben Sala nija ra ketata guna kharp bahi lekhu
Ruben kie ma tanku Nabina sir dekha karibe?Kie pachare tanku,se Odisara kn karithile? Kichhi mal kahatharu pai chatukar sajichhanti
👍
ମାଡ଼ମ ଆପଣଙ୍କ ଭାଷଣ ଆମକୁ ଲାଇକ ନାହିଁ
ଯେତେ ତାଙ୍କ ପାଇଁ ଭାସଣ ଦେଲେ ସେ ଆଉ ମନ୍ତ୍ରୀ ହେଇ ପାରିବେ କି
vote jaliyati
To bopa ହବ
Se ruben ku di chari tantia dele thik haba.
ତୁମ କଥା ତେଲିଆ ପରି ଲାଗୁଛି।
Kebala 3000 bhata au 50000 tanka kebala Bjp ku jiteichi.odisha loka lova re padigale.
NO -1 chura sambadika
HC jantu ta dekhiba,loke auri bhala paibe.
Rubrn bangali ganjei khaiki lekhichi
EVM Tampering
25 barsataleloka khaibakupaunathile mam
Gote journalist se , Tama valia vadua maikena nuhen ,tame case karuna ta name re
Nabin babu odiya ku bhal pauna thile odiya tanku bhala pauthile eita hauchi mukya karan biju suwatha card करिथिबरु dhnya bad se bidesare padhithile bhala famliy siya samstanka sathi re misi paranti nahi
Kahinki odia sikhi parila nahi kana Sabu heuthila Sabu tu panditini ta kebala rajkosha zero Karina agaru kahiki hey nathila ebe heuchhi kete tanks paichhu
Bhala katha ta bahut kuha jaichi barsha barsha dhari. Ebe sata katha kuha jauchi aau tuma bhalia kete ta chora nka gandi jaluchi.
Saburimule ta se birputra odia sikhibani 25 barsh sasan karib kintu odia sikhibani se ta pandu ku muha 2018 re jou lekhi thil sete bele kouthi thil
ସେଥିପାଇଁ ତ ମୁଁ ବାରମ୍ବାର କହିଛି ତୁ ନାରୀ ନେତ୍ରୀ କମ ବିଜେଡି ନେତ୍ରୀ ଅଧିକ, ସେଥିପାଇଁ ତ କୁନ୍ଦୁଲି ପରୀ ପିହୁ ବେବିନା ଇତିଶ୍ରୀ ରୁଚିକା ମମିତା ମେହେର ସ୍ମିତାରାଣୀ ମାଧବୀଲତା ସୋମଳିକା ଭଳିଆ ନାରୀ ନିର୍ଯାତନା କେଶ ବେଳେ ତୁ ଚୁପ ଥିଲୁ କିନ୍ତୁ ଏବେ କୌଣସି କେଶ ହେଲେ ଗର୍ଜନ କରୁଛୁ, ନବୀନ ପଟନାୟକ ତ ଏଇ କଟକରେ ଓଡ଼ିଆ ମିଡ଼ିଅମରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି କିନ୍ତୁ ଜାଣି ଜାଣି ଓଡିଆ କହୁ ନାହାନ୍ତି ଓଡ଼ିଆ ବୁଝୁ ନାହାନ୍ତି, ହଁ ସେଥିପାଇଁ ତ ଶ୍ରୀମନ୍ଦିରରେ ଗୋଟେ ବାଉଣ୍ଡେରୀ ଓ ଚାରିଟା ଲାର୍ଟିନ କରି 4200 କୋଟି ଲୁଟିଛି, ସେଇ ବିଜୁ ପଟନାୟକଙ୍କୁ ଏ ହାରାମି ନବୀନା ତାଙ୍କୁ ଖାଇବାକୁ ଦେଇନି କି ତାଙ୍କ ସେବା କରିନି, ଓଡିଶାକୁ ପରା ନବୀନ ବିକ୍ରି କରିବାକୁ ବସିଥିଲା ଯଥା ଜଗନ୍ନାଥଙ୍କ ଜମିକୁ ବେଦାନ୍ତ କମ୍ପାନୀକୁ ବିକ୍ରି କରିବାକୁ ବସିଥିଲା ଓ ସୁପ୍ରିମକୋର୍ଟ ଗେହିଁବାରୁ ସେ ଜମି ବିକ୍ରି ବନ୍ଦ କରାଗଲା, ବିଜୁ କାର୍ଡ ଦ୍ୱାରା ପରା ବେସରକାରୀ ମେଡିକାଲ ଭଲ ଲୁଟୁଛନ୍ତି, କାହିଁକି ବିଜୁ କାର୍ଡ କରାଯିବ ଓ ମେଡିକାଲ ସଂଖ୍ୟା ବଢ଼ା ଯିବନି ଡାକ୍ତରଙ୍କ ସଂଖ୍ୟା ବଢ଼ା ଯିବନି,ଜଣକ ଜୀବନୀ ଲେଖିବାର ଅର୍ଥ ତା ଜୀବନରେ ସେ ଯାହା ଯାହା କରିଛି ଲେଖା ହବ ସେ ଯାହା ଭଲ କରିଛି ଲେଖା ଯିବ ସେ ଯାହା ଖରାପ କରିଛି ଲେଖା ଯିବ ଓ ତାହା ବି ଲେଖିଛନ୍ତି ରୁବେନ ବାନାର୍ଜୀ, ତୁ ନବୀନଙ୍କ ସହିତ ମିସିଛୁ ସେଇଟା କି ପ୍ରକାର ମିଶା,ତୁ କହୁନୁ ଚିଟ୍ଫଣ୍ଡ କେଶ, ଡାଲି ଦୁର୍ନୀତି, ଖଣି ଦୁର୍ନୀତି, କୋଇଲା ଦୁର୍ନୀତି, ମନ୍ତ୍ରୀ ନବ ଦାସ ହତ୍ୟା, ବ୍ଲାକରୋଜ ଦୁର୍ନୀତି, ପରୀ, ପିହୁ, କୁନ୍ଦୁଲି, ଇତିଶ୍ରୀ, ରୁଚିକା, ମମିତା ମେହେର, ମାଧବୀଲତା, ସ୍ମିତାରାଣୀ, ଆଦିତ୍ୟ ଦାସ, ସୋମ୍ୟରଞ୍ଜନ, ସୋମ୍ୟଶେଖର, ମାହାଙ୍ଗା ଟ୍ରିପଲ ମର୍ଡର ଭଳିଆ କେଶରେ ସେ କଣ ନାୟ ଦେଇଛି କାହାକୁ ନାଁ ନିଜେ ସେ ସବୁ କରେଇଛି, ତୁ ହେଲୁ ପକ୍କା ହାରାମି ତୁ ସମାଜସେବୀ କି ନାରୀ ନେତ୍ରୀ ନୁହେଁ ତୁ ବିଜେଡି ସେବୀ ବିଜେଡି ନେତ୍ରୀ
Ruben jaha ଲେଖିଛନ୍ତି ଠିକ୍
jay nabin