ପୁଣି ରାଜନୀତିରେ ଏଣ୍ଟ୍ରି କରିବେ କି ପାଣ୍ଡିଆନ ,କାହିଁକି ମାଗିଲେ କ୍ଷମା ? Pandian apologizes to BJD
ฝัง
- เผยแพร่เมื่อ 12 ม.ค. 2025
- ପୁଣି ରାଜନୀତିରେ ଏଣ୍ଟ୍ରି କରିବେ କି ପାଣ୍ଡିଆନ ,କାହିଁକି ମାଗିଲେ କ୍ଷମା ? Pandian apologizes to BJD #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our TH-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ଆସିବା ଦରକାର ତାଙ୍କ ଭଳିଆ ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଦୂର ଦୃଷ୍ଟି ପାଇଁ ଆଜି ଆମ ଓଡିଶା ନମ୍ବର. 1
Right 👍
I miss you sir please come back odisha
Rape case re odisha no1😂😂
Manipur bi@@Sports-c1i
@@Sports-c1iNEET SCAM OPENLY
Welcome sir start second innings 🙏👌👍❤️
You are welcome sir
ଓଡ଼ିଶା ପାଇଁ ବହୁତ୍ କାମ କରୁଛି pandian sir 🙏
ତାମିଲନାଡୁ ପାଇଁ କରୁ ଆମର ସାହାଯ୍ୟ ଦରକାର ନାହିଁ😂
ଓଡିଶା ରୁ ଅନେକ ଦକ୍ଷ ଓଡିଆ ଯାଇ ପ୍ରଧାନ ମନ୍ତ୍ରୀ କୁ ଶାସନ କାର୍ୟ୍ଯ ରେ ଦିଲ୍ଲୀ ରେ ସାହାୟ୍ଯ କରନ୍ତି..... ପାନ୍ଡିଆନ ସାର ଓଡିଶା ରେ ରହି ମୁଖ୍ଯ ମନ୍ତ୍ରୀ କୁ ସାହାୟ୍ଯ କରନ୍ତି। ଭୁଲ ରହିଲା କେଉଁ ଠାରେ?
Sahajya Kariba bhul nahi,kintu power ku misuse Kariba bhul...
Right
ତାମିଲ ପାଣ୍ଡୁ ସୁଲତା କୁ ବହୁତ ଦିନ ହେଲା ତା ସାଙ୍ଗରେ ରାତି କାଟିନି ତ ସେଥିପାଇଁ ଭାଡୁଆ bjd ର ମିଶିବ ବୋଲି କହୁଛି ଛି ଛି 😂😂😂😂
ମୁଖ୍ୟ ମନ୍ତ୍ରୀ ଙ୍କୁ ସାହାଯ୍ୟ କରନ୍ତି ନାଁ ତାଙ୍କୁ କାଖେଇ ଧରିକି ବୁଲନ୍ତି ସେଇଟା ଓଡ଼ିଶା ବାସୀ ଙ୍କୁ ଠିକ୍ ଦେଖା ଯାଇଛି ସେଥିପାଇଁ ତ BJP ଜିତିଲା 😂😂
@pashupati55 ସାର୍ ଭୋଟ ଜାଲିଆତି କରି ଜିତିଲା ଏବେ ଧରାପଡିଲା ଡର ରେ ଭାରତ ରତ୍ନ ନବୀନ କୁ ଦେବ ବୋଲି କହୁଛି।
Welcome v.k pandian ❤❤❤
pandian sir is best
Come back all Odisha people waiting for you
Odisha politics need a strong educated people
😂😂
Come back pandian sir.... 🎉🎉
ପାଣ୍ଡିଆନ ଓଡିଶା ପାଇଁ ବହୁତ କିଛି କରିଛନ୍ତି
Sala choro ta
କଣ ବାଳକରିଛି
@@brahmanandmishra1048tuma bjp andha bhakta dekhi pari boni
Han anya state ku jainki buliki ase janiparibu chatukara
Lutichi bi bahut
Beautiful decision
ପାଣ୍ଡିଆନ ବାବୁ ଯେତିକି ଶୀଘ୍ର ଦଳ କୁ ଫେରିବେ ସେତିକି ଶୀଘ୍ର ଦଳ ପାଇଁ ଶୁଭ ଙ୍କର, ତେଣୁ ଶୀଘ୍ର ଦଳ କୁ ପାଣ୍ଡିଆନ ଫେରିବା ଦରକାର
ମୁଁ ସେୟା ଚାହୁଁଚି ପାଣ୍ଡୁ କେମିତି ଜଲଦି ଫେରୁ ଆଉ BJD ହାରୁ 😂
Pandian come back.......
Yes definitely come to sir miss you 😊
Odisha pani bhala heba.
Jay pandian sir 🙏
Right BJD ra working president heba uchit
Welcome Pandian sir.
Pandian sir is a grade man.
Yes Right Third Grade Man😂😂
Good for Odisha 🎉
Welcome back pandian sir....
ଫେରି ଆସନ୍ତୁ. ସାର 🙏
Asile Kan haba, sala ama Jagannath nku bhika mageila
😂😂
Wel come pandian
Right 👍👍👍👍👍👍
ପାଣ୍ଡିୟାନ୍ ଆସିବା ଦରକାର ତାଙ୍କ ପରି ନିଷ୍ଠାପର ମଣିଷ ଓଡ଼ିଶା ବାସୀଙ୍କ ପାଇଁ ଆବଶ୍ୟକ
Sir welcome
Thank you sir
Most Welcome, Hard Working EX Administrative Officer.
Welcome back pandian sir 🙏
Pandian sir is good person
Welcome 🎉🎉🎉🎉🎉🎉
Welcome pandian sir
Great personality ❤ one man army
Well come back... Pandian sir
Welcome back sir
Pandian sir is greatman
Welcome 💐
Good d6
Welcome sir ❤❤❤
Pandian sir au 5years thile ofisha ku no 1 state heba pai. Kie roki nothante
Come back Pandian sir
Come back sir
Welcome VK Pandian Sir
Welcome
Ok pandian
ଆସନ୍ତୁ ସାର ପ୍ଲିଜ଼
Padian sir great work odissa
Pandian sir great leader ❤❤❤❤❤
Biswakarma of new odisha.❤🎉
I heartily welcome in case of K.Pandiyan comes in Odisha Politics.....BJD
Asiba darakar ❤
Ok bjd😊
Odisha back to 50 yrs
Pandian sir, u plz come back to B j d and involve in development works of Odisha.
Welcome sir
Odisha tanka tamilnadu jib
No never
Please welcome sir
ପାଣ୍ଡିଆନ ଆସିଲେ ବିଜେଡି bidhyak ମାନେ ସୁଜାତା ବ୍ରା ସାୟା ସଫା କରିବେ
😂😂😂
😂😂😂😂
Pandian katha suni mu dekhuchi, tora besi poduchi, Aare murkha jharkhand re BJP kipari bahara lokaku ticket deithila, pandian bhuta tumaku godauchi😅😅😅😅
😮😮😂
କଣ କହିଲ ମ 😁😁
We love Pandian sir
Yes sir, you mostly need for odish
Pandian good
ଆସିବା ଦରକାର ରାଜନୀତି ଚାଣକ୍ୟ
V K pandianପାଇଁ ଦଳ ହାରିଲା ,ଦଳକୁ pandian ଫେରିଲେ ଦଳ ରହିବ ତ ? 😂😂😂
ଯେଉଁ ଅଭିଯୋଗ ନେଇଥିଲା ଗୋଟିଏ ଅଭିଯୋଗ ପୂରଣ କରି ନାହୁଁ ଖାଲି ପବନା କଥା, ଏଇ କଥା ସାଡେ ଚାରିକୋଟି ଲୋକମାନଂକୁ କହିବୁ ତୋର ପୋଗ୍ରାମ ପୂର୍ବ ଦିନ ମିଟିଙ୍ଗି ଏରିଆରେ ,
Jay pandian
Sure come back
Pandian sir 👌
Sarathi pandu
ଆ ଓ଼ ଟୁ
ଜଲଦି ଆସୁ,🎉
No
Bjp is very good
ବିଜେଡି ଯେତିକି ସିଟ ଜିତିଛି ସେତିକି କାର୍ତିକ ପାଣ୍ଡିଆନ ପାଇଁ, ନହେଲେ ବିଜେଡି ଏଥର 20 ଉପରକୁ ଯାଇନଥାନ୍ତା
No entry 😂
Pandian sir politics ku returns asiba darkar
The best bjp
Pandian ଦଳ ପାଇଁ କାଳ 😂😂😂
ଓଡ଼ିଆ ଲୋକ ନାଇଁ ନ କାଏଁ
ବିଜେଡି ନେତାମାନେ 🤔
ଦରକାର ନାଇଁ
ଧନୀରେ 6 ନମ୍ବରରେ ଅଛନ୍ତି
ତାମିଲନାଡୁରେ
Pandian choro
ହାରାମି ଟା
Welcome pandian sir, Jay kissan Jay BJD
ଏଇ 10 ବର୍ଷ ରେ ଓଡିଶା ରେ ଯେତେ କାମ ହେଇଛି ନବୀନ ବାବୁ ଙ୍କ ନେତୃତ୍ୱ ରେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଙ୍କ ର ବହୁତ ଯୋଗଦାନ ରହିଛି. ସତ କଥା ହେଲା ନବୀନ ବାବୁଙ୍କ କେବଳ ଦସ୍ତଖତ ହିଁ ଦରକାର ପଡୁଥିଲା ଆଉ ସବୁ କାମ ଭି.କେ.ପାଣ୍ଡିଆନ ବୁଝୁଥିଲେ ଯେତେ ସବୁ ନୂତନ ଯୋଜନା ବାହାର କରାଯାଉଥିଲା ସବୁ ପାଣ୍ଡିଆନ ଙ୍କ idia ଥିଲା. କିଛି ଯୋଜନା ସଫଳ ହେଲା ହେଲେ ଅନେକ ଯୋଜନା ଠିକ ରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ କୋଟି କୋଟି ଟଙ୍କା ସରକାରୀ ରାଜକୋଷ ରୁ ଖର୍ଚ୍ଚ କରି ନିର୍ବାଚନ ପ୍ରଚାର ସମୟରେ ନୂଆ ନୂଆ ଯୋଜନା ବାହାର କରାଯାଉଥିଲା .ବିଜୁ ଯୁବ ବାହିନୀ ନାଁ ରେ ଟଙ୍କା ଖର୍ଚ କଲେ dress ବାଣ୍ଟିଲେ, ନୂଆଁଓ ନାଁ ରେ drees ବାଣ୍ଟିଲେ ଛାତ୍ରଛାତ୍ରୀ ଙ୍କୁ ସବୁ ପଇସା କଣ ନିଜ ହାତରୁ ଦିଅନ୍ତି କି? ନିଜ ଦଳର ର ପ୍ରଚାର କରିବା ପାଇଁ ସରକାରୀ ରାଜକୋଷ ରୁ ପଇସା ଖର୍ଚ୍ଚ ହୁଏ. ପାଠ ପଢା ଅନୁଷ୍ଠାନ ରେ DJ ବଜେଇ ରାଜନୀତି ପ୍ରଚାର ପାଇଁ ନାଚ ଗୀତ କଲ ନବୀନ ବାବୁ fan ଗୀତ ବଜେଇ ନଚେଇ ଦେଲ କଲେଜ ପିଲାମାନେ ତାଙ୍କ ଧ୍ୟାନ ତାଙ୍କ ପଢ଼ା ରୁ ହଟେଇ ରାଜନୀତି ରେ ମାତିଲେ. ମୁଖ୍ୟମନ୍ତ୍ରୀ ଙ୍କ helicopter ରେ ବୁଲି ବୁଲି ରାଜନୀତି ପ୍ରଚାର କଲେ ପାଖ ଜାଗାକୁ ବି ଯିବାକୁ ହେଲେ ବିନା helicopter ରେ ଯାଆନ୍ତି ନାହିଁ ଆଉ ଭୋଟ ଦେଇଗଲେ ଓଟୋ ରେ ଯାଆନ୍ତି କ୍ୟାମେରାମ୍ୟାନ କୁ ସାଥିରେ ଧରି ଏୟା ଦେଖାନ୍ତି ଯେମିତି ସତରେ ସେ ଜଣେ ସାଧାରଣ ଲୋକ ଟିଏ.
ସେ ଜଣେ ସରକାରୀ କର୍ମୀ ଥିଲେ ମାତ୍ର ପୂରା ସରକାର କୁ ନିଜ ହାତ ମୁଠା ରେ ରଖିଥିଲେ ବିଜେଡି ର ଏମିତି କେହି ନେତାମନ୍ତ୍ରୀ ନାହିଁ ଯିଏ ତାଙ୍କ ଆଗରେ ମୁଣ୍ଡ ନୁଆଇଁ ନଥିବେ. ତାଙ୍କ ଅନୁମତି ବିନା କେହି ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିପାରନ୍ତିନି. ତାମିଲନାଡୁ ରୁ ଓଡିଶା ଆସି ଚାକିରୀ କରିଥିବା ଜଣେ IAS ଅଫିସର ସାରା ଓଡିଶା କୁ କଂଟ୍ରୋଲ କରିବା ତାମିଲନାଡୁ ପାଇଁ ଗୋଟେ ଗର୍ବ ର କଥା. ଗୋଟେ କଥା ଚିନ୍ତା କଲେ ଯଦି ବାପା ବଞ୍ଚିଛନ୍ତି ଆମ ପରିବାର କଥା ବାପା ବୁଝିଲେ ଭଲ ନା ଆମ ଅପା ଙ୍କୁ ଯିଏ ବାହା ହେଇଛନ୍ତି ସେ ବୁଝିଲେ ଭଲ? ନିହାତି ରୂପେ ବାପା ବୁଝିଲେ ଭଲ ଆଉ ବାପା ଯଦି କଉ ବାହାର ଲୋକଙ୍କୁ ଙ୍କୁ ଘରର ଦାୟିତ୍ୱ ଟେକିଦେବେ ତାହେଲେ ଘର ଭାଙ୍ଗିବାକୁ କେତେ ସମୟ ଲାଗିବ ସେହି ପରିଭାବେ ବାହାର ଲୋକଙ୍କୁ ସରକାର ଦାୟିତ୍ୱ ଟେକିଦେଲେ ସରକାର ଭାଙ୍ଗିଯାଏ.
Bjd pura jiba
Good sir
Sir please welcome ❤ sir apana asantu
Puni hariba
ବର୍ତମାନ ବିଜେଡି ପାଇଁ ପାଣ୍ଡିଆନ ଅଶୁଭ।ଯଦି ବାବୁ ଫେରିବେ ବିଜେଡି ଧ୍ବଂସ ହୋଇଯିବ।
Pandian sir good
👍👍👍
Sir ଓଡ଼ିଶା କୁ ଜଲଦି ଫେରି ଆସନ୍ତୁ ଆଉ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେଇ ଯାଆନ୍ତୁ। ଆପଣ ତ ଭଲସେ ଜାଣିଛନ୍ତି ଆମ ଓଡ଼ିଆ ସବୁ ମୁର୍ଖ ରାଜ୍ୟ ଚଳେଇବା ପାଇଁ ଅସମର୍ଥ। ଆପଣ ଆସିଲେ ହିଁ ଓଡ଼ିଶା ଚାଲିବ ନହେଲେ ୪ କୋଟି ମୁର୍ଖ ଓଡ଼ିଆ ଆମର ଓଡ଼ିଶା କୁ ବରବାଦ କରି ଦେବେ। ଜଲଦି ଆଶ ଆଉ ମୁଖ୍ୟମନ୍ତ୍ରୀ ହେଇ ଆମକୁ ଶାସନ କର😂😂
Vk pandian ED aksan niajau no 1chora
ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ବହଗୁଣରେ କମ୍ !
Udiya Bhasha sikhi ji Gandhinagar
Feriii asoooo sir
Rajaniti ru se sanyasa neichhanti 😅😅😅😅😅
BJD Odisha Ru Budi Sarichi Au Sasana Ku Asiba Asambhaba
Sure asiba wait kara
Alu kila50 dei khaiba
Sambhab kemite haba...
BJD Birodhi Dala Hisab re Banchi Rahiba Darakar👍Odisha re Strong Birodhi Dala Au Nahi👍Birodhi Durbala hele Sasaka Dala Luti debe👍Aji Kali ra Neta Emane Samajsebi Nuhanti👍
ସଲା ପୁଣି ଆସିବ ଓଡିଶାକୁ ଲୁଟିବା ପାଇଁ
Amra darkar apanka vali vala gyani Luka rajanti ku asantu
❤❤❤
Delete
ଆସନ୍ତୁ କିଏ ମନା କରୁଛି
,ଆ ରେ ବେଟା ପଣ୍ଡିଆଁ ବିଜେ ଡି କୁ