ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଯେଉଁ ମାନେ କହୁଥିଲେ ନବୀନ ବାବୁ ଓଡ଼ିଆ ଜାଣି ନାହାନ୍ତି ଆଜି conform ହେଇଗଲେ ତ ଆମ ନବୀନ ବାବୁ କେତେ ସୁନ୍ଦର୍ ଓଡ଼ିଆ କହୁଛନ୍ତି
Voice massage
@@soumyaranjanpallai9100Mohan babu ta Odia lekha bi Padhi paru nahantiModi uth Kahile uthuchi baas Kahile basuchiNavin Pattanayak e kama kariba ni
AI vdo
Budha samna ra pic ta diantu
Samna re lcd lagiechi 😂😂
ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲🇮🇳🇮🇳🇮🇳
Naveen madua
Tuma ghare pasithileki😂😂😂
ନବୀନବାବୁ ଏତେ ସୁନ୍ଦର ଓଡିଆ କହୁଥିବାରୁ ଆପଣ ଶହେ ସଲାମ ବିଜେଡ଼ି ଜିନ୍ଦାବାଦ ନବୀନ ବାବୁ ଜିନ୍ଦାବାଦ 🙏🌹🌹🙏
ମୁଁ ବହୁତ୍ ଖୁସି ଆପଣ ସମ୍ପୂର୍ଣ୍ଣ ଓଡ଼ିଆ କହିଲେ ଜୟ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥ 🙏
ଆଗାମୀ ନିର୍ବାଚନ ରେ ବିଜୁଜନତା ଦଳ ୧୩୦ ସିଟ୍ ରେ ଉଡିକି ଆସିବ, ନବୀନ ପଟ୍ଟନାୟକ ଜିନ୍ଦାବାଦ,❤❤❤👍🏾👍🏾👍🏾👍🏾🇮🇳🇮🇳🇮🇳🇮🇳🇮🇳😱😱😱😱😱🙏🙏🙏🙏
Swapan dekha nahi
Balaa naaaa 😂😂😂
To tharu au kehi murkha loka nahanti
Hou au 5barsha wait kar...nobin script reader..
Bjd ra nijara leader nahanti ketebele pyari ketebele pandian
ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଆଜ୍ଞା ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ଧନ୍ୟବାଦ୍
ନବୀନ ପଟ୍ଟନାୟକ ପରି ନେତା ଏତେ ସହଜେ ମିଳିବନି 😢ଆମ ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ❤
Se mariiba darkar
@melisha4236 କଣ ପାଇଁ ଏମିତି କହୁଛ , ଟିକେ କହିଲ
@@Unknown-te9dhmohan majhi tara nazayaz baap sethipain 😂😂😂😂
@@PATTANAIK_GAMER ନାହିଁ ମୋ କଣ କହୁଛ ଟିକେ ଭାବିକି କୁହ 😉
ଧନ୍ୟବାଦ sir 🙏 ଆଶାକରୁ ଖୁବ ଶୀଘ୍ର ବିଜେଡି ଓଡିଶା ଶାସନର ଭାର ସମ୍ଭାଳି ଉନ୍ନତିର ଶ୍ରେଷ୍ଠ ସୀମାରେ ପହଞ୍ଚାଇ ପାରିବ l ଜୟ ବିଜେଡି ଜୟ ନଵୀନ 👍👍
Sir ବଢିଆ ବାର୍ତ୍ତା ଦେଇଛନ୍ତି
ଏମିତି ଟିକେ Sir ଙ୍କୁ ଦେଖିଦେଲେ😍 ଆମକୁ କେତେ ଯେ ଖୁସି ଲାଗେ ତାହା କେବଳ ଆମେ ହିଁ ଜାଣୁ...ଜୟ ନବୀନ୍ ଓଡିଶା 💖💖💖🙏🏻🙏🏻🙏🏻🙏🏻ଜୟ ଆମ ବିଜେଡି 💚💚💚💚💚💚💚✌🏻✌🏻✌🏻✌🏻✌🏻✌🏻✌🏻✌🏻✌🏻🔥🔥🔥🔥🔥🔥🔥🔥
@@Deva5577-i3c Dhanyabad ❤❤❤
ଦିଲ୍ ସେ ଲଭ ୟୁ ନବୀନ ବାବୁ ❤🎉❤
ଆପଣ ଆଗେଇ ଚାଲନ୍ତୁ ଓଡ଼ିଶାବାସୀ ଆପଣଙ୍କ ସାଙ୍ଗରେ ଅଛନ୍ତି ଜୟ ଜଗନ୍ନାଥ ଜୟ ନବୀନ
ଓଡିଶାର ସମସ୍ତ ଜନସାଧାରଣଙ୍କ ହୃଦୟରେ ଆଜିବି ନବୀନ ପଟ୍ଟନାୟକ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ.
ଆପଣ ସବୁ ବେଳେ ଆମ ମୁଖ୍ୟମନ୍ତ୍ରୀ ସବୁ ବେଳେ ବି ରହିବେ ଆଉ କେତେ ଚୋର ଦଳ ଡକାୟତ ଅଛନ୍ତି ଆପଣ ଙ୍କ ବିରୋଧ ରେ କହୁଛନ୍ତି ।।।।ଆପଣ ସବୁ ବେଳେ ଏମିତି ଅନେକ ଦିନ ଧରି ସୁସ୍ଥ ରହିବେ ।।।। ପୁଣି ମୁଖ୍ୟମନ୍ତ୍ରୀ ହେବେ ଜୟ ବିଜୁ ଜନ୍ତା ଦଳ ।।
Han.. se to immortal... Kebe mariboni. 😂
ଦେଖରେ ବିଜେପି ବାଲା ଆମ ନବୀନ ବାବୁ
Agoru keun gumfhare soyana kori thile
@@SarojMohanta-m1vତମେ ଉଠେଇ ଦେଲନି କାହିଁକି 😂
Madua😢😢😅😅
Pandu Kuade Gola😂😂😂
ଅତି ସୁନ୍ଦର ବାର୍ତ୍ତା thank u sir
Jay ଓଡିଶା ଜୟ ନବୀନ 🙏ଆମେ ସବୁବେଳେ ଅପଣଂକ ସହିତ ଅଛୁ 🙏
ଆମ ନବୀନ ପଟ୍ଟନାୟକ ଓଡ଼ିଶାରମୁଖ୍ୟମନ୍ତ୍ରୀ ଆମ ହୁଦୟ ରେ ଅଛି ଦେଶରେ ଗୁରୁ ଗୋବିନ୍ଦ ❤❤❤❤ ଆମ ନବୀନ ଆମ ପାଖ ରେ ଅଛି ଆଉ ଥିବ ମଧ୍ଯ ❤❤
ନବୀନବାବୁ ଜିନ୍ଦାବାଦ 🙏🌹🙏ବିଜେଡି ଜିନ୍ଦାବାଦ 🙏🙏🙏
Ama Naveen sir ❤❤❤ ହାରି କି ଭି ଆମ ଭିତରେ ଆଜି ଭି ଜିତିକି ଅଛନ୍ତି, ଆମ ପ୍ରିୟ ନେତା ❤🙏
ଓଡ଼ିଶା ଆଉ ଓଡ଼ିଆଙ୍କ ଦୁଃଖ ଆପଣଙ୍କଠାରୁ ଅଧିକ ଆଉ କେହି ବୁଝି ପାରିବେ ନାହିଁ ସାର୍ କୋଟି କୋଟି ପ୍ରଣାମ
ଜୟ ଜଗନ୍ନାଥ 🙏🙏 ଜୟ ନବୀନ ସାର୍ 🙏🙏💚💚💚💚💚💚💚💚💚💚💚💚💚💐💐💐💐💐💐💐💐💐💐💐💐💐
ଓଡ଼ିଶାରୁ ଅନାହାର ଦୂର କରିଥିବା ଜନନାୟକ ନବୀନ ପଟ୍ଟନାୟକ 💚
ଜୟ ନବୀନ ଜୟ ଓଡିଶା 🙏
ଓଡ଼ିଶା ର ମୁଖ୍ୟମନ୍ତ୍ରୀ କହିଲେ କେବଳ ନବୀନ ବାବୁଙ୍କୁ ହିଁ ସମସ୍ତେ ଜାଣନ୍ତି ଖାଲି ରାଜ୍ୟ ନୁହେଁ ଦେଶ ଆଉ ବିଦେଶ ରେ ମଧ୍ୟ🙏❤️
ନବୀନ ପଟ୍ଟନାୟକ ସାର 🙏🙏🙏🙏🙏🙏🙏💚💚💚💚💚💚🙏🙏🙏🙏🙏💪💪💪💪💪💪💪💪💪
ନବୀନ ନବୀନ, ନବୀନ ପଟ୍ଟନାୟକ ଜିନ୍ଦାବାଦ ❤❤
ନବୀନ ପଟ୍ଟନାୟକଜିନ୍ଦା ବାଦ୍
ଏସବୁ କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ଜୟ ନବୀନ
ନବୀନ ବାବୁ ଧନ୍ୟବାଦ ❤❤❤❤❤❤❤❤❤
ଯଦି ଆପଣ ନିର୍ବାଚନ ସମୟରେ ଲୋକଙ୍କ ସାମ୍ନା କୁ ଆସିଥାନ୍ତି ତେବେ ଆଜି bjp ନୁହେଁ bjd ହିଁ ଓଡ଼ିଶା ରେ ଦଳ ଗଢ଼ିଥାନ୍ତା ।
ଆଜ଼ି ର କଥା ଶୁଣି ପୁରା ସବୁ ରେଡି ଆମ ନବୀନ ପାଇଁ 🙏🏽🙏🏽
ଆମ ଭାରତରେ ଏହି ତ ଜଣେ ନେତା ଆଉ ସବୁ ସଳା କଥା କୁହା କୁତା
ଜୟ ନବୀନ ଜୟ ବିଜେଡ଼ି
Jay Naveen sir 🙏🙏 Jay BJD ❤️❤️❤️ ଜଗନ୍ନାଥ ଆପଣଙ୍କୁ ଏମିତି ସୁସ୍ଥ ରଖନ୍ତୁ ବହୁତ ବହୁତ ଶୁଭେଚ୍ଛା
very good sir
ନବୀନ ବାବୁ, ଜିନ୍ଦାବାଦ ❤️❤️❤️
Jay jagannath jay Naveen sir good 👍
ଆମ ଓଡିଶା 🙏🙏🙏🙏ନବୀନ ଓଡିଶା 🙏🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ବିଜୁ ଜନତା ଦଳ
ଧନ୍ୟବାଦ ନବୀନ ବାବୁ ଆପଣ ଏହି ଭଳି ଓଡ଼ିଆରେ ଭାଷଣ ଦିଅନ୍ତୁ ଏବଂ ଦଳର ଉପସଭାପତି ଭାବରେ ବିଜୟ ମହାପାତ୍ର ଙ୍କୁ ରଖନ୍ତୁ। ଏହା ବ୍ୟତୀତ ଅରୁଣ ସାହୁ ଙ୍କୁ ଦଳର ସମ୍ପାଦକ ଦାୟିତ୍ବ ଦିଅନ୍ତୁ। ଆପଣ ଦୁଇ ମାସ ମଧ୍ୟରେ ନିଜେ ଜାଣିପାରିବେ ଲୋକଙ୍କର ସମର୍ଥନ ଦଳକୁ 147 ଆସନରେ ପହଞ୍ଚାଇ ଦେବ। ଏହା ମୋର ଗ୍ୟାରେଣ୍ଟି।
Great political leader, Naveen sir
ନବୀନ ବାବୁ ଜିନ୍ଦାବାଦ, ଜିନ୍ଦାବାଦ,🇮🇳🇮🇳🇮🇳🇮🇳🇮🇳🇮🇳👍🏾👍🏾👍🏾👍🏾👍🏾👍🏾👍🏾😱😱😱😱😱😱😱😱
ଜିନ୍ଦାବାଦ ଜିନ୍ଦାବାଦ
Naveen tume aage badho, hum tumara Sathe hai.
ଆଜି ସାରଙ୍କ ଓଡିଆ ଶୁଣି ମୋତେ ବହୁତ୍ ଖୁସି ଲାଗିଲା ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଓ ଆପଣ ସବୁବେଳେ ଲୋକଙ୍କ ହୃଦୟରେ ଏମିତି ରହିଥାନ୍ତୁ
Jaya jagannath and Jaya Naveen Patnaik sir BJD Jay 💚💚💚💚
ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ
Love you Navin sir
ବହୁତ ସୁନ୍ଦର
Jay naveen 🎉
ନବୀନ ବାବୁ ତୁମଙ୍କୁ ହୃଦୟରୁ କୋଟି କୋଟି ନମସ୍କାର ତୁମେ ଆମ ହୃଦୟରେ ସବୁଦିନ ପାଇଁ ରହିଥିବ
God bless you sir.
ଆପଣ ଓଡିଶା ର ଜନସାଧାରଣ ଜନମନସ ରେ ଅଛନ୍ତି
Naveen odisha ❤
ନବୀନ ପଟ୍ଟନାୟକ ସବୁ ବେଳେ ଓଡ଼ିଶା ବାସୀ ଙ୍କ ପାଇଁ ଅଛି ରହିଛି ରହିଥିବ ନବୀନ ବାବୁ ଜିନ୍ଦାବାଦ
Great hero of odisha
ଦେଖ ଅନ୍ଧଭକ୍ତ ନବୀନ ବାବୁଙ୍କ ଭାଷଣ
Odissa.lotera.nabina
Jay Jay Nabin Jay ODISHA Jay Jagannath 🙏
🎉 aapna KU, mahaprabhu, Lingaraj, sustha, Kari, diya NTU 🎉
Jay maa samalei
ପଦବୀ ଅବା କ୍ଷମତା କ୍ଷଣସ୍ଥାୟୀ କିନ୍ତୁ ବିଜେଡି ପାଇଁ ଲୋକଙ୍କ ଭଲପାଇବା ଚିରସ୍ଥାୟୀ, ଯାହା ଦୀର୍ଘ ୨୮ବର୍ଷ ହେବ ଅବ୍ୟାହତ ରହିଛି। ସେବା ଓ ସମ୍ମାନର ଏହି ଯାତ୍ରା ନିରନ୍ତର ରହିବ ବିଜେଡି ଲୋକଙ୍କ ସ୍ୱର ହୋଇ ସର୍ବଦା ଥିବ। #bjd@28 #BijuJanataDalOdisha #BJDFoundationDay #BJDWithOdisha
ଜୟ ଜଗନ୍ନାଥ 🚩🚩🙏🙏🙏🙏 ଜୟ ବିଜେଡ଼ି
God.bless.you.sir🙏🙏🙏
Nice sirSuper video❤🎉
Next ama cm navin
Thank you sir🙏
Naveen sir jindabad 🙏
U R GREAT SIR ODISA NO 1CM🙏🌹🙏🌹🙏🌹🙏🌹🙏🌹🙏🙏🌹🙏🌹🌹🙏
Thank you Naveen sir 🙏🙏🙏🙏🙏🙏🙏💚💚💚💚💚💚💚💚💚💚
ମୋ ପସନ୍ଦ ର ମୁଖ୍ୟମନ୍ତ୍ରୀ ନବୀନ ବାବୁ 💐🌹⭐🙏
Jay Naveen 🙏🙏👍👍👍
Jay shree jagannath Naveen sir and Bunu Bhai fan 🌹 come back to BJD 🙏🏼 Sai Baba ka asirbad rahe 🌹🌹🙏🏼🌹🌹🎉❤
Ama bartaman ra mukhyamantri nabin Pattnaik 🎉
ନବୀନ ବାବୁ ଜିନ୍ଦାବାଦ ବିଜେଡି ❤❤❤🙏🙏🙏👍👌
ଜୟ ନବୀନ 🙏🙏🙏
Jay bjd Jay naveen babu ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ ହୃଦୟରୁ ସେ ଓଡ଼ିଶା ପାଇଁ ବହୁତ କିଛି କରି ସେ ଓଡ଼ିଶାକୁ ବିଶ୍ବ ଦରବାର ରେ ପହଞ୍ଚାଇ ଛନ୍ତି
ଜୟ ବିଜେଡି 👌👌
ନବୀନ ବାବୁ ଅଜୟ, ନବୀନ ପଟନାୟକ ଜିନ୍ଦାବାଦ....
ଜୟ ବିଜେଡ଼ି ଜୟ ନବିବ ଜୟ ଜଗନ୍ନାଥ
I love you sir
ଅତି ସୁନ୍ଦର ନବୀନ ବାବୁଙ୍କ ଭାଷଣ
Miss you sir❤
Kiye kala
ଜେଉ ମାନେ ବିଜେଡ଼ି ଦଳ ଗଠନ କରି ଥିଲେ, ଆଜି ସେ ମାନଙ୍କୁ ଧକା ମାରି ଦଳ ରୁ ବାହାର କରି ଥିଲେ
ଜୟ ବିଜେଡି
Am odisha Nabin Odisha
ଜୟ ନବୀନ ଜୟ ବିଜେଡି ❤️❤️❤️❤️🎉🎉🎉🎉
👍🙏❤️beautiful speach....
ଜୟ ଜଗନ୍ନାଥ ଜୟ ନବୀନ ପଟ୍ଟନାୟକ
Nabin sir ama CM 💚🙏🙏💚🙏💚🙏💚🙏💚🙏💚🙏💚🙏💚🙏💚🙏💚🙏🙏💚🙏💚🙏💚🙏💚
"ମୋ ପ୍ରିୟ ନେତା " ଇତିଶ୍ରୀ ମହାନ୍ତି lନିର୍ମଳ ଭାବର ମୂର୍ତ୍ତୀଟିଏ ତମେ ହସ ହସ ତୁମ ମୁଖ, ଓଡିଶା ବାସୀଙ୍କ ହୃଦୟରେ ଘର ତୋଳି ଦେଇଛ ସୁଖ lମୋ ହେତୁ ପାଇଲା ଦେଖୁଛି ତୁମକୁ ମୁଖ୍ୟମନ୍ତ୍ରୀ ପ୍ରିୟ ନେତା, କୋଟି ଓଡିଆଙ୍କ ଦୁଃଖ ଶୁଣୁଥିଲ ସାଜି ଓଡିଶାର ଦାତା lପିନ୍ଧୁଥିଲେ ଶାଢ଼ି ଫଟାକୁ ଲୁଚାଇ ମୁଠାଇ ନଥିଲା ଦାନା, ଉପାସରେ ରହି ଦିନ କାଟୁଥିଲେ ପେଟେ ଦେଇ ଓଦାକନା lଲୁହ ପୋଛିବାକୁ ମୁକୁଟ ପିନ୍ଧିଲ ଦୁଃଖରେ ହୋଇଲ ଠିଆ, ଶଙ୍ଖଧ୍ୱନି ତୁମ ବିଚ୍ଛୁରିତ ହେଲା ଖୁସି କଅଁଳିଲା ନୂଆ lଦୁଃଖୀ ମାଆଟିର ଅନ୍ଧର ଲଉଡ଼ି ଦୁଃଖୀ ଭଉଣୀର ଭାଇ, ଉଜୁଡ଼ା ଫସଲ ଦେଖି ଚାଷୀଟିର ଦୁଃଖେ ଗଲେ ଭାଗୀ ହୋଇ lତୁମ ତୁଲ୍ୟ କେହି ଲାଗନ୍ତିନି ଜଣେ ତୁମକୁ ଖୋଜୁଛି ମନ, ଆଜିବି ଝୁରୁଛି ହୃଦୟ କହୁଛି ମୋ ପ୍ରିୟ ନେତା ନବୀନ l 🙏🙏🙏 କେନ୍ଦ୍ରାପଡ଼ା
ସାର 🙏ନବୀନ ବାବୁ 🙏
ହେ ନଵିନ୍ ବାବୁ ଆମେ ତୁମ ଫ୍ୟାନ 🙏🙏🙏
Jay naveen Pattanayak jinda bad
ଜୟ ନବୀନ 😢😢😢😢😢
Sir love you ❤🙏🙏🙏🙏🙏
ଦେଖରେ ଭାଇମାନେ ଓଡ଼ିଆ ଭାଷା ଶିଖଛନ୍ତି ଆଉ ଓଡ଼ିଆ ରେ ହିଁ ଭାଷଣ ଦେଉଛନ୍ତି ❤❤❤ ହେଲେ ବି ବିରୋଧୀ ଦଳର ନେତାମାନେ କହିବେ ଓଡ଼ିଆ ଜାଣି ନାହାନ୍ତି ବୋଲି 😂😂
Naveen sir great
ଆଗରୁ ଏମିତି ଲୋକଙ୍କ ସାମ୍ନାକୁ ଆସିଥିଲେ ହାରି ନ ଥାଆନ୍ତି
ମିଛ କହିଲେ କିଏ କ'ଣ କରିବ ସିଏ ୩୦୦ୟୁନିଟି କହିଲେ ୪୦୦ମିଛରେ କହିଲେ ହୁଅନ୍ତା
ନବୀନ 💚💚💚🥳🥳🥳
BJD jindabad.
ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି
ଯେଉଁ ମାନେ କହୁଥିଲେ ନବୀନ ବାବୁ ଓଡ଼ିଆ ଜାଣି ନାହାନ୍ତି ଆଜି conform ହେଇଗଲେ ତ ଆମ ନବୀନ ବାବୁ କେତେ ସୁନ୍ଦର୍ ଓଡ଼ିଆ କହୁଛନ୍ତି
Voice massage
@@soumyaranjanpallai9100
Mohan babu ta Odia lekha bi Padhi paru nahanti
Modi uth Kahile uthuchi baas Kahile basuchi
Navin Pattanayak e kama kariba ni
AI vdo
Budha samna ra pic ta diantu
Samna re lcd lagiechi 😂😂
ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲🇮🇳🇮🇳🇮🇳
Naveen madua
Tuma ghare pasithileki😂😂😂
ନବୀନବାବୁ ଏତେ ସୁନ୍ଦର ଓଡିଆ କହୁଥିବାରୁ ଆପଣ ଶହେ ସଲାମ
ବିଜେଡ଼ି ଜିନ୍ଦାବାଦ
ନବୀନ ବାବୁ ଜିନ୍ଦାବାଦ 🙏🌹🌹🙏
ମୁଁ ବହୁତ୍ ଖୁସି ଆପଣ ସମ୍ପୂର୍ଣ୍ଣ ଓଡ଼ିଆ କହିଲେ ଜୟ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥ 🙏
ଆଗାମୀ ନିର୍ବାଚନ ରେ ବିଜୁଜନତା ଦଳ ୧୩୦ ସିଟ୍ ରେ ଉଡିକି ଆସିବ, ନବୀନ ପଟ୍ଟନାୟକ ଜିନ୍ଦାବାଦ,❤❤❤👍🏾👍🏾👍🏾👍🏾🇮🇳🇮🇳🇮🇳🇮🇳🇮🇳😱😱😱😱😱🙏🙏🙏🙏
Swapan dekha nahi
Balaa naaaa 😂😂😂
To tharu au kehi murkha loka nahanti
Hou au 5barsha wait kar...nobin script reader..
Bjd ra nijara leader nahanti ketebele pyari ketebele pandian
ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଆଜ୍ଞା ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ଧନ୍ୟବାଦ୍
ନବୀନ ପଟ୍ଟନାୟକ ପରି ନେତା ଏତେ ସହଜେ ମିଳିବନି 😢
ଆମ ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ❤
Se mariiba darkar
@melisha4236 କଣ ପାଇଁ ଏମିତି କହୁଛ , ଟିକେ କହିଲ
@@Unknown-te9dhmohan majhi tara nazayaz baap sethipain 😂😂😂😂
@@PATTANAIK_GAMER ନାହିଁ ମୋ କଣ କହୁଛ ଟିକେ ଭାବିକି କୁହ 😉
ଧନ୍ୟବାଦ sir 🙏 ଆଶାକରୁ ଖୁବ ଶୀଘ୍ର ବିଜେଡି ଓଡିଶା ଶାସନର ଭାର ସମ୍ଭାଳି ଉନ୍ନତିର ଶ୍ରେଷ୍ଠ ସୀମାରେ ପହଞ୍ଚାଇ ପାରିବ l ଜୟ ବିଜେଡି ଜୟ ନଵୀନ 👍👍
Sir ବଢିଆ ବାର୍ତ୍ତା ଦେଇଛନ୍ତି
ଏମିତି ଟିକେ Sir ଙ୍କୁ ଦେଖିଦେଲେ😍 ଆମକୁ କେତେ ଯେ ଖୁସି ଲାଗେ ତାହା କେବଳ ଆମେ ହିଁ ଜାଣୁ...
ଜୟ ନବୀନ୍ ଓଡିଶା 💖💖💖🙏🏻🙏🏻🙏🏻🙏🏻ଜୟ ଆମ ବିଜେଡି 💚💚💚💚💚💚💚✌🏻✌🏻✌🏻✌🏻✌🏻✌🏻✌🏻✌🏻✌🏻🔥🔥🔥🔥🔥🔥🔥🔥
@@Deva5577-i3c Dhanyabad ❤❤❤
ଦିଲ୍ ସେ ଲଭ ୟୁ ନବୀନ ବାବୁ ❤🎉❤
ଆପଣ ଆଗେଇ ଚାଲନ୍ତୁ ଓଡ଼ିଶାବାସୀ ଆପଣଙ୍କ ସାଙ୍ଗରେ ଅଛନ୍ତି ଜୟ ଜଗନ୍ନାଥ ଜୟ ନବୀନ
ଓଡିଶାର ସମସ୍ତ ଜନସାଧାରଣଙ୍କ ହୃଦୟରେ ଆଜିବି ନବୀନ ପଟ୍ଟନାୟକ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ.
ଆପଣ ସବୁ ବେଳେ ଆମ ମୁଖ୍ୟମନ୍ତ୍ରୀ ସବୁ ବେଳେ ବି ରହିବେ ଆଉ କେତେ ଚୋର ଦଳ ଡକାୟତ ଅଛନ୍ତି ଆପଣ ଙ୍କ ବିରୋଧ ରେ କହୁଛନ୍ତି ।।।।ଆପଣ ସବୁ ବେଳେ ଏମିତି ଅନେକ ଦିନ ଧରି ସୁସ୍ଥ ରହିବେ ।।।। ପୁଣି ମୁଖ୍ୟମନ୍ତ୍ରୀ ହେବେ ଜୟ ବିଜୁ ଜନ୍ତା ଦଳ ।।
Han.. se to immortal... Kebe mariboni. 😂
ଦେଖରେ ବିଜେପି ବାଲା ଆମ ନବୀନ ବାବୁ
Agoru keun gumfhare soyana kori thile
@@SarojMohanta-m1vତମେ ଉଠେଇ ଦେଲନି କାହିଁକି 😂
Madua😢😢😅😅
Pandu Kuade Gola😂😂😂
ଅତି ସୁନ୍ଦର ବାର୍ତ୍ତା thank u sir
Jay ଓଡିଶା ଜୟ ନବୀନ 🙏ଆମେ ସବୁବେଳେ ଅପଣଂକ ସହିତ ଅଛୁ 🙏
ଆମ ନବୀନ ପଟ୍ଟନାୟକ ଓଡ଼ିଶାର
ମୁଖ୍ୟମନ୍ତ୍ରୀ ଆମ ହୁଦୟ ରେ ଅଛି ଦେଶରେ ଗୁରୁ ଗୋବିନ୍ଦ ❤❤❤❤ ଆମ ନବୀନ ଆମ ପାଖ ରେ ଅଛି ଆଉ ଥିବ ମଧ୍ଯ ❤❤
ନବୀନବାବୁ ଜିନ୍ଦାବାଦ 🙏🌹🙏
ବିଜେଡି ଜିନ୍ଦାବାଦ 🙏🙏🙏
Ama Naveen sir ❤❤❤ ହାରି କି ଭି ଆମ ଭିତରେ ଆଜି ଭି ଜିତିକି ଅଛନ୍ତି, ଆମ ପ୍ରିୟ ନେତା ❤🙏
ଓଡ଼ିଶା ଆଉ ଓଡ଼ିଆଙ୍କ ଦୁଃଖ ଆପଣଙ୍କଠାରୁ ଅଧିକ ଆଉ କେହି ବୁଝି ପାରିବେ ନାହିଁ ସାର୍ କୋଟି କୋଟି ପ୍ରଣାମ
ଜୟ ଜଗନ୍ନାଥ 🙏🙏 ଜୟ ନବୀନ ସାର୍ 🙏🙏
💚💚💚💚💚💚💚💚💚💚💚💚💚
💐💐💐💐💐💐💐💐💐💐💐💐💐
ଓଡ଼ିଶାରୁ ଅନାହାର ଦୂର କରିଥିବା ଜନନାୟକ ନବୀନ ପଟ୍ଟନାୟକ 💚
ଜୟ ନବୀନ ଜୟ ଓଡିଶା 🙏
ଓଡ଼ିଶା ର ମୁଖ୍ୟମନ୍ତ୍ରୀ କହିଲେ କେବଳ ନବୀନ ବାବୁଙ୍କୁ ହିଁ ସମସ୍ତେ ଜାଣନ୍ତି ଖାଲି ରାଜ୍ୟ ନୁହେଁ ଦେଶ ଆଉ ବିଦେଶ ରେ ମଧ୍ୟ🙏❤️
ନବୀନ ପଟ୍ଟନାୟକ ସାର 🙏🙏🙏🙏🙏🙏🙏💚💚💚💚💚💚🙏🙏🙏🙏🙏💪💪💪💪💪💪💪💪💪
ନବୀନ ନବୀନ, ନବୀନ ପଟ୍ଟନାୟକ ଜିନ୍ଦାବାଦ ❤❤
ନବୀନ ପଟ୍ଟନାୟକଜିନ୍ଦା ବାଦ୍
ଏସବୁ କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ଜୟ ନବୀନ
ନବୀନ ବାବୁ ଧନ୍ୟବାଦ ❤❤❤❤❤❤❤❤❤
ଯଦି ଆପଣ ନିର୍ବାଚନ ସମୟରେ ଲୋକଙ୍କ ସାମ୍ନା କୁ ଆସିଥାନ୍ତି ତେବେ ଆଜି bjp ନୁହେଁ bjd ହିଁ ଓଡ଼ିଶା ରେ ଦଳ ଗଢ଼ିଥାନ୍ତା ।
ଆଜ଼ି ର କଥା ଶୁଣି ପୁରା ସବୁ ରେଡି ଆମ ନବୀନ ପାଇଁ 🙏🏽🙏🏽
ଆମ ଭାରତରେ ଏହି ତ ଜଣେ ନେତା ଆଉ ସବୁ ସଳା କଥା କୁହା କୁତା
ଜୟ ନବୀନ ଜୟ ବିଜେଡ଼ି
Jay Naveen sir 🙏🙏 Jay BJD ❤️❤️❤️ ଜଗନ୍ନାଥ ଆପଣଙ୍କୁ ଏମିତି ସୁସ୍ଥ ରଖନ୍ତୁ ବହୁତ ବହୁତ ଶୁଭେଚ୍ଛା
very good sir
ନବୀନ ବାବୁ, ଜିନ୍ଦାବାଦ ❤️❤️❤️
Jay jagannath jay Naveen sir good 👍
ଆମ ଓଡିଶା 🙏🙏🙏🙏
ନବୀନ ଓଡିଶା 🙏🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ବିଜୁ ଜନତା ଦଳ
ଧନ୍ୟବାଦ ନବୀନ ବାବୁ ଆପଣ ଏହି ଭଳି ଓଡ଼ିଆରେ ଭାଷଣ ଦିଅନ୍ତୁ ଏବଂ ଦଳର ଉପସଭାପତି ଭାବରେ ବିଜୟ ମହାପାତ୍ର ଙ୍କୁ ରଖନ୍ତୁ। ଏହା ବ୍ୟତୀତ ଅରୁଣ ସାହୁ ଙ୍କୁ ଦଳର ସମ୍ପାଦକ ଦାୟିତ୍ବ ଦିଅନ୍ତୁ। ଆପଣ ଦୁଇ ମାସ ମଧ୍ୟରେ ନିଜେ ଜାଣିପାରିବେ ଲୋକଙ୍କର ସମର୍ଥନ ଦଳକୁ 147 ଆସନରେ ପହଞ୍ଚାଇ ଦେବ। ଏହା ମୋର ଗ୍ୟାରେଣ୍ଟି।
Great political leader, Naveen sir
ନବୀନ ବାବୁ ଜିନ୍ଦାବାଦ, ଜିନ୍ଦାବାଦ,🇮🇳🇮🇳🇮🇳🇮🇳🇮🇳🇮🇳👍🏾👍🏾👍🏾👍🏾👍🏾👍🏾👍🏾😱😱😱😱😱😱😱😱
ଜିନ୍ଦାବାଦ ଜିନ୍ଦାବାଦ
Naveen tume aage badho, hum tumara Sathe hai.
ଆଜି ସାରଙ୍କ ଓଡିଆ ଶୁଣି ମୋତେ ବହୁତ୍ ଖୁସି ଲାଗିଲା ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଓ ଆପଣ ସବୁବେଳେ ଲୋକଙ୍କ ହୃଦୟରେ ଏମିତି ରହିଥାନ୍ତୁ
Jaya jagannath and Jaya Naveen Patnaik sir BJD Jay 💚💚💚💚
ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ
Love you Navin sir
ବହୁତ ସୁନ୍ଦର
Jay naveen 🎉
ନବୀନ ବାବୁ ତୁମଙ୍କୁ ହୃଦୟରୁ କୋଟି କୋଟି ନମସ୍କାର ତୁମେ ଆମ ହୃଦୟରେ ସବୁଦିନ ପାଇଁ ରହିଥିବ
God bless you sir.
ଆପଣ ଓଡିଶା ର ଜନସାଧାରଣ ଜନମନସ ରେ ଅଛନ୍ତି
Naveen odisha ❤
ନବୀନ ପଟ୍ଟନାୟକ ସବୁ ବେଳେ ଓଡ଼ିଶା ବାସୀ ଙ୍କ ପାଇଁ ଅଛି ରହିଛି ରହିଥିବ ନବୀନ ବାବୁ ଜିନ୍ଦାବାଦ
Great hero of odisha
ଦେଖ ଅନ୍ଧଭକ୍ତ ନବୀନ ବାବୁଙ୍କ ଭାଷଣ
Odissa.lotera.nabina
Jay Jay Nabin Jay ODISHA Jay Jagannath 🙏
🎉 aapna KU, mahaprabhu, Lingaraj, sustha, Kari, diya NTU 🎉
Jay maa samalei
ପଦବୀ ଅବା କ୍ଷମତା କ୍ଷଣସ୍ଥାୟୀ କିନ୍ତୁ ବିଜେଡି ପାଇଁ ଲୋକଙ୍କ ଭଲପାଇବା ଚିରସ୍ଥାୟୀ, ଯାହା ଦୀର୍ଘ ୨୮ବର୍ଷ ହେବ ଅବ୍ୟାହତ ରହିଛି। ସେବା ଓ ସମ୍ମାନର ଏହି ଯାତ୍ରା ନିରନ୍ତର ରହିବ ବିଜେଡି ଲୋକଙ୍କ ସ୍ୱର ହୋଇ ସର୍ବଦା ଥିବ।
#bjd@28 #BijuJanataDalOdisha #BJDFoundationDay #BJDWithOdisha
ଜୟ ଜଗନ୍ନାଥ 🚩🚩🙏🙏🙏🙏 ଜୟ ବିଜେଡ଼ି
God.bless.you.sir🙏🙏🙏
Nice sir
Super video
❤🎉
Next ama cm navin
Thank you sir🙏
Naveen sir jindabad 🙏
U R GREAT SIR ODISA NO 1CM🙏🌹🙏🌹🙏🌹🙏🌹🙏🌹🙏🙏🌹🙏🌹🌹🙏
Thank you Naveen sir 🙏🙏🙏🙏🙏🙏🙏💚💚💚💚💚💚💚💚💚💚
ମୋ ପସନ୍ଦ ର ମୁଖ୍ୟମନ୍ତ୍ରୀ ନବୀନ ବାବୁ 💐🌹⭐🙏
Jay Naveen 🙏🙏👍👍👍
Jay shree jagannath Naveen sir and Bunu Bhai fan 🌹 come back to BJD 🙏🏼 Sai Baba ka asirbad rahe 🌹🌹🙏🏼🌹🌹🎉❤
Ama bartaman ra mukhyamantri nabin Pattnaik 🎉
ନବୀନ ବାବୁ ଜିନ୍ଦାବାଦ ବିଜେଡି ❤❤❤🙏🙏🙏👍👌
ଜୟ ନବୀନ 🙏🙏🙏
Jay bjd
Jay naveen babu
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ ହୃଦୟରୁ ସେ ଓଡ଼ିଶା ପାଇଁ ବହୁତ କିଛି କରି ସେ ଓଡ଼ିଶାକୁ ବିଶ୍ବ ଦରବାର ରେ ପହଞ୍ଚାଇ ଛନ୍ତି
ଜୟ ବିଜେଡି 👌👌
ନବୀନ ବାବୁ ଅଜୟ, ନବୀନ ପଟନାୟକ ଜିନ୍ଦାବାଦ....
ଜୟ ବିଜେଡ଼ି ଜୟ ନବିବ ଜୟ ଜଗନ୍ନାଥ
I love you sir
ଅତି ସୁନ୍ଦର ନବୀନ ବାବୁଙ୍କ ଭାଷଣ
Miss you sir❤
Kiye kala
ଜେଉ ମାନେ ବିଜେଡ଼ି ଦଳ ଗଠନ କରି ଥିଲେ, ଆଜି ସେ ମାନଙ୍କୁ ଧକା ମାରି ଦଳ ରୁ ବାହାର କରି ଥିଲେ
ଜୟ ବିଜେଡି
Am odisha Nabin Odisha
ଜୟ ନବୀନ ଜୟ ବିଜେଡି ❤️❤️❤️❤️🎉🎉🎉🎉
👍🙏❤️beautiful speach....
ଜୟ ଜଗନ୍ନାଥ ଜୟ ନବୀନ ପଟ୍ଟନାୟକ
Nabin sir ama CM 💚🙏🙏💚🙏💚🙏💚🙏💚🙏💚🙏💚🙏💚🙏💚🙏💚🙏🙏💚🙏💚🙏💚🙏💚
"ମୋ ପ୍ରିୟ ନେତା "
ଇତିଶ୍ରୀ ମହାନ୍ତି l
ନିର୍ମଳ ଭାବର ମୂର୍ତ୍ତୀଟିଏ ତମେ
ହସ ହସ ତୁମ ମୁଖ,
ଓଡିଶା ବାସୀଙ୍କ ହୃଦୟରେ ଘର
ତୋଳି ଦେଇଛ ସୁଖ l
ମୋ ହେତୁ ପାଇଲା ଦେଖୁଛି ତୁମକୁ
ମୁଖ୍ୟମନ୍ତ୍ରୀ ପ୍ରିୟ ନେତା,
କୋଟି ଓଡିଆଙ୍କ ଦୁଃଖ ଶୁଣୁଥିଲ
ସାଜି ଓଡିଶାର ଦାତା l
ପିନ୍ଧୁଥିଲେ ଶାଢ଼ି ଫଟାକୁ ଲୁଚାଇ
ମୁଠାଇ ନଥିଲା ଦାନା,
ଉପାସରେ ରହି ଦିନ କାଟୁଥିଲେ
ପେଟେ ଦେଇ ଓଦାକନା l
ଲୁହ ପୋଛିବାକୁ ମୁକୁଟ ପିନ୍ଧିଲ
ଦୁଃଖରେ ହୋଇଲ ଠିଆ,
ଶଙ୍ଖଧ୍ୱନି ତୁମ ବିଚ୍ଛୁରିତ ହେଲା
ଖୁସି କଅଁଳିଲା ନୂଆ l
ଦୁଃଖୀ ମାଆଟିର ଅନ୍ଧର ଲଉଡ଼ି
ଦୁଃଖୀ ଭଉଣୀର ଭାଇ,
ଉଜୁଡ଼ା ଫସଲ ଦେଖି ଚାଷୀଟିର
ଦୁଃଖେ ଗଲେ ଭାଗୀ ହୋଇ l
ତୁମ ତୁଲ୍ୟ କେହି ଲାଗନ୍ତିନି ଜଣେ
ତୁମକୁ ଖୋଜୁଛି ମନ,
ଆଜିବି ଝୁରୁଛି ହୃଦୟ କହୁଛି
ମୋ ପ୍ରିୟ ନେତା ନବୀନ l
🙏🙏🙏 କେନ୍ଦ୍ରାପଡ଼ା
ସାର 🙏ନବୀନ ବାବୁ 🙏
ହେ ନଵିନ୍ ବାବୁ ଆମେ ତୁମ ଫ୍ୟାନ 🙏🙏🙏
Jay naveen Pattanayak jinda bad
ଜୟ ନବୀନ 😢😢😢😢😢
Sir love you ❤🙏🙏🙏🙏🙏
ଦେଖରେ ଭାଇମାନେ ଓଡ଼ିଆ ଭାଷା ଶିଖଛନ୍ତି ଆଉ ଓଡ଼ିଆ ରେ ହିଁ ଭାଷଣ ଦେଉଛନ୍ତି ❤❤❤
ହେଲେ ବି ବିରୋଧୀ ଦଳର ନେତାମାନେ କହିବେ ଓଡ଼ିଆ ଜାଣି ନାହାନ୍ତି ବୋଲି 😂😂
Naveen sir great
ଆଗରୁ ଏମିତି ଲୋକଙ୍କ ସାମ୍ନାକୁ ଆସିଥିଲେ ହାରି ନ ଥାଆନ୍ତି
ମିଛ କହିଲେ କିଏ କ'ଣ କରିବ ସିଏ ୩୦୦ୟୁନିଟି କହିଲେ ୪୦୦ମିଛରେ କହିଲେ ହୁଅନ୍ତା
ନବୀନ 💚💚💚🥳🥳🥳
BJD jindabad.
ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି