Tragedy strikes as a law college professor kills father in Bhubaneswar | Nandighosha TV

แชร์
ฝัง
  • เผยแพร่เมื่อ 2 ก.ค. 2024
  • #Bhubaneswar #Odisha #policecommissionerate #NandighoshaTV
    Tragedy strikes as a law college professor kills father in Bhubaneswar | Nandighosha TV
    ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ବାପାଙ୍କୁ ହତ୍ୟା କଲା ପୁଅ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

ความคิดเห็น • 139

  • @kapilashsunaniofficial2078
    @kapilashsunaniofficial2078 4 วันที่ผ่านมา +132

    କେବଳ ସଂସ୍କାର ର ଅଭାବ,, ଶିକ୍ଷିତ ହେଲେ କଣ ହେଲା । ଏଣୁ ଶିକ୍ଷା ସହ ସଂସ୍କାର ବହୁତ ଜରୁରୀ ।

    • @devbehera9506
      @devbehera9506 3 วันที่ผ่านมา

      ରାମାୟଣ ପଢ଼ାହେଉଛି, ମହାଭାରତ, ଗୀତା ସବୁ ପଢ଼ାହେଉଛି ଆଉ କଣ ପଢିଲେ ନୈତିକ ଶିକ୍ଷା ମିଳିବ

    • @kushamajhi6440
      @kushamajhi6440 3 วันที่ผ่านมา

      Budha mane b marijiba jae luve maruchhan

    • @itishreepriyadarsaninayak3341
      @itishreepriyadarsaninayak3341 3 วันที่ผ่านมา +2

      Pilabelu Atyadhika sneha,atma garba, Bina sanskar jogu emiti huae

    • @badboysai3947
      @badboysai3947 3 วันที่ผ่านมา

      ​@@devbehera9506😊

  • @cutekajal123
    @cutekajal123 4 วันที่ผ่านมา +81

    ବାପା ଯେତିକି ଟଙ୍କା ଖର୍ଚ୍ଚ କରିକି ପାଠ ପଢ଼େଇଛନ୍ତି ସାରା ଜୀବନ କମେଇ ପାରିବ ବାପା ମାରିକି କଣ ମିଳିଲା ଯେତେ ପାଠ ପଢିଲେ କଣ ହେବ ଜ୍ଞାନ ଥାଇ ଓଜ୍ଞାନ ଶିକ୍ଷା ଥାଇ ଓଶିକ୍ଷିତ ମାନସିକ ରୋଗୀ ଲୋକ ଯୋଉ ଟଙ୍କା ପାଇଁ ମାରିଲୁ ସେହି ଟଙ୍କା ତମେ ମାନେ ସବୁ ଆଗକୁ ଉପଭୋଗ କରିଥାନ୍ତ ତମ ବାପା କଣ ଟଙ୍କା ସର୍ଗକୁ ଧରିକି ଗଲେ ki

    • @sayuris1139
      @sayuris1139 4 วันที่ผ่านมา +1

      What does this mean?

    • @zehidabegum3617
      @zehidabegum3617 4 วันที่ผ่านมา

      Krutaghna Pua, se jaha bi hoi thau sie BAPA, jahank pain Pua sansar ku asi thila,
      Professor Pua SAMAJ KU KAN BARTA DELA ?

    • @rabindrasahoo3059
      @rabindrasahoo3059 3 วันที่ผ่านมา

      😅😊

    • @bishnupriyamishra3326
      @bishnupriyamishra3326 3 วันที่ผ่านมา +1

      ରାଗ ପରମ ଚଣ୍ଡାଳ...!ବୁଦ୍ଧି ,ବିବେକ ହଜାଇ ଦିଏ। କ୍ଷଣକ ରାଗର ବଶବର୍ତ୍ତୀ ମଣିଷକୁ କଣ ନ କରେ....!! ବିନାଶ କଲେ ବିପରୀତ ବୁଦ୍ଧି !

  • @skdsingerkumarsaroj655
    @skdsingerkumarsaroj655 4 วันที่ผ่านมา +24

    ଜ୍ଞାନୀ ହେବେ ବାଟବଣା
    କଳୀଯୁଗର ଶେଷ ସଂକେତ
    ଜୟ ଜଗନ୍ନାଥ

  • @surendranathrath504
    @surendranathrath504 4 วันที่ผ่านมา +39

    କଦାପି ସେ ମିଷ୍ଟଭାଷୀ ନୁହନ୍ତି, ଏଭଳି ଚରିତ୍ର ପ୍ରଫେସର୍ ହେବା ପାଇଁ ଅଯୋଗ୍ୟ, ଯେଉଁ ଉଚ୍ଚଶିକ୍ଷିତ ଆପଣ କହିଲେ ସେଥିରେ ମୁଁ ଏକମତ ନୁହେଁ, ସାର୍ଟିଫିକେଟ କଦାପି ଶିକ୍ଷା ର ମାପକାଠି ନୁହେଁ।ଏ ଜଣେ ହତ୍ୟାକାରୀ, ଏଭଳି ପିତୃହନ୍ତା ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ଏହାକୁ, କଠୋର ରୁ କଠୋର ଦଣ୍ଡ ଦିଆଯାଉ। ପୈତୃକ ସଂପତ୍ତି ରୁ ବଞ୍ଚିତ କରିବା ଉଚିତ୍। ରାଜରାସ୍ତାରେ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲେଇ ଚଲେଇ ନେବା ଠିକ୍। ଆଇନ୍ ଯାହା ବି ହେଉ,ଏ ବ୍ୟକ୍ତି କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।

    • @user-jf4xd9qx9e
      @user-jf4xd9qx9e 4 วันที่ผ่านมา +1

      ପୁରା ଠିକି କହି ଥାନ୍ତି

    • @ShriKshetraPurusottama
      @ShriKshetraPurusottama 3 วันที่ผ่านมา

      Aapana thik kahuchanti kintu kie bujheiba ye generation ku... kie aaniba pathahudaa youth ku baataku

    • @biswaranjandas2935
      @biswaranjandas2935 3 วันที่ผ่านมา

      Apana thk kahuchanti e chintadhara loka crime knowledge student ka mundare inject karidebe patha na kn padhauthila

    • @surendranathrath504
      @surendranathrath504 3 วันที่ผ่านมา

      @@ShriKshetraPurusottama ନା ଯୁବଗୋଷ୍ଠୀ ପଥଭ୍ରଷ୍ଟ ଉଦଭ୍ରାନ୍ତ ପାଇଁ ଅନେକ ଭାବେ ବାପା ମା ଦାୟୀ। ତଥାପି ଅନେକ ଯୁବକ ଯୁବତୀ ପିତା ମାତା ମାନଙ୍କ ପାଇଁ ସମର୍ପିତ। ଏ ଘଟଣା ରେ ଜଣେ ସାର୍ଟିଫିକେଟ ଧାରୀ ମୂର୍ଖ ପ୍ରଫେସର ଜଡ଼ିତ ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।

  • @bksethy1
    @bksethy1 4 วันที่ผ่านมา +18

    Wrong statement. He is Not educated. He is A certificate holder.

  • @manasbeher7264
    @manasbeher7264 4 วันที่ผ่านมา +30

    ପିଲାମାନ ଙ୍କୁ ଅଧିକ ପାଠ ପଢ଼େଇଲେ ଏମିତି ଅବସ୍ଥା ହୁଏ ସବୁବେଳେ ପିଲାମାନଙ୍କୁ ଅଳ୍ପ ପାଠ ପଢ଼େଇ ରୋଜଗାର କରିବା ଶିଖାନ୍ତୁ

    • @dipun84in
      @dipun84in 4 วันที่ผ่านมา

      Tuma bhali murkha hi emti katha kahi paribe, jahara pila rickshaw chalanti.

    • @rakeshparidaparidrakeha8877
      @rakeshparidaparidrakeha8877 3 วันที่ผ่านมา +1

      Right

    • @santoshpatnaik3686
      @santoshpatnaik3686 3 วันที่ผ่านมา +2

      ଅଧିକ ପାଠ ପଢିଥିବା ସବୁ ପିଲା ଏମିତି କରନ୍ତି ନାହିଁ. ତୁମର ଚିନ୍ତାଧାରା ଭୁଲ୍.

    • @manasbeher7264
      @manasbeher7264 3 วันที่ผ่านมา

      @@santoshpatnaik3686 ମୋର ଯଦି ଚନ୍ତା ଧାରା ଭୂଲୁ ସେ ଲୋକ ଜଣେ ପ୍ରଫେସର ହେଇ ପିତା ମୋହ ଭୀଷ୍ମ କୁ କାହିଁକି ମାରିଲେ 🙏

  • @saroj1296
    @saroj1296 4 วันที่ผ่านมา +24

    ତୁମେ କିଏ ବାପା କିଏ ପୁଅ କିଏ ଝିଅ ଭଉଣୀ କହିପାରୁନ

  • @routking8192
    @routking8192 4 วันที่ผ่านมา +26

    ସମାଜ ର ଶିକ୍ଷିତ ଲୋକୋ ଏମିତି କରିବେ ଛି

  • @socialworkerajay8658
    @socialworkerajay8658 3 วันที่ผ่านมา +4

    ଭଗବାନ କରନ୍ତୁ ଏମିତି ପୁଅ କୋଉ ବାପା ମାଆ ଙ୍କୁ ନ ମିଳୁ 🙏🙏

  • @patitakumarchoudhury9855
    @patitakumarchoudhury9855 4 วันที่ผ่านมา +15

    ବୁଢ଼ା ବୋପାର ସମ୍ପତି ଲୋଭ ଯେତିକି, ଭେଣ୍ଡା ପୁଅର ବୋପାର ସମ୍ପତି ପ୍ରତି ଲୋଭ ସେତିକି 🙏

  • @swarnalatajena6430
    @swarnalatajena6430 4 วันที่ผ่านมา +12

    Pua manaku bapa maa besi vala paile emiti fala mile

    • @TravisBickle58
      @TravisBickle58 3 วันที่ผ่านมา +2

      Tahale khali jhiku bhala paiba katha? Kichi din tale Goa ra gote lodge re gote mahila nijara 4 yr pua ku murder kari, suitcase re bhari phingibaku neuthila. It's human nature very dark.

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 3 วันที่ผ่านมา +2

    ଦୁର୍ବୁଦ୍ଧି ଯୋଗୁ, ବାପା ମା ସଂସ୍କାର ଦେଇ ନାହାନ୍ତି, ଆଗକୁ ଏହା ଆହୁରି ବଢିବ

  • @AmanEntertainment7
    @AmanEntertainment7 4 วันที่ผ่านมา +15

    ଏଠି ତାଙ୍କ ଝିଅ ର ଭୂମିକା ନିହାତୀ ରହିଛି, ଝିଅ ନିଶ୍ଚିତ କିଛି ସମ୍ପତି ର ଲୋଭ ରେ ବାପା ମା କୁ ନିଜ ଆୟତରେ ରଖିଥିବ, ସେଥିପାଇଁ ପୁଅ ରାଗିକି ଏମିତି କରିଛି,

    • @nainasahu9037
      @nainasahu9037 3 วันที่ผ่านมา

      Right

    • @sdash6242
      @sdash6242 วันที่ผ่านมา +1

      daughter also has equal share in property. Why should everyone suffer because useless son took loan for foreign education?

    • @lalitmohanmishra3561
      @lalitmohanmishra3561 วันที่ผ่านมา +1

      ଖାଲି ସମ୍ପତି ପାଇଁ ପୁଅ ଝିଅ ବାଡ଼ିଆ ପିଟl
      ଯିଏ ବାପା ମା ଙ୍କୁ ପାଖରେ ରଖି ସେବା କରିବ ସିଏ ସବୁ ସମ୍ପତ୍ତି ପାଇବ,
      ଏହା ହିଁ ଆଇନ
      ଯିଏ ନ କରିବ ସେ କିଛି ପାଇବ ନାହିଁ,
      କିନ୍ତୁ ଏକଥା ଆଗରୁ ବାପା ମା ଥାନା ବା ଅଦାଲତ ରେ ଜଣାଇ ବା ଦରକାର,
      କିଛି ଜାଗାରେ ଝିଅ ମାନେ ଆସି ଘରେ କଳହ ସୃଷ୍ଟି କରୁଛନ୍ତି

  • @binayapradhan4671
    @binayapradhan4671 4 วันที่ผ่านมา +7

    ଶଳା ପ୍ରଫେସର ଟା ଚୋର ପରି ଦେଖାଯାଉଛି

  • @crazyyyy-cp5ih
    @crazyyyy-cp5ih 4 วันที่ผ่านมา +7

    ଅତ୍ୟଧିକ ଗ୍ୟାନ ରୁ ଗର୍ବ, ଖର୍ବ ହୁଏ

    • @phenoix_990
      @phenoix_990 3 วันที่ผ่านมา +2

      Sethi pain profile re free fire ra photo achhi😂

  • @itsumesh663
    @itsumesh663 2 วันที่ผ่านมา +1

    ବଡ ଲୋକ ହୋଇ ମରିବା ଖୁବ୍ ଜରୁରୀ ନୁହେଁ, ଭଲ ଲୋକ ହୋଇ ମରିବା ମହାପୁଣ୍ୟ ,
    ପିଲାଙ୍କୁ ପାଠ ପଢି ଚାକର ହେବା ପାଇଁ ସ୍ୱପ୍ନ ନ ଦେଖାଇ ପିଲା ସଂସ୍କାର ଶିଖି ସଂସାର ଭିତରେ ଆଦର୍ଶ ସନ୍ତାନ ହୋଇ ବଞ୍ଚିବା ଦେଶ ସମାଜର ହିତ ପାଇଁ ଖୁବ୍ ଜରୁରୀ......🙏

  • @brajakishorepadhi4022
    @brajakishorepadhi4022 2 วันที่ผ่านมา +2

    ନୈତିକ ଶିକ୍ଷା ର ଅଭାବ।

  • @ramakantmahanta6994
    @ramakantmahanta6994 3 วันที่ผ่านมา +2

    ଦିବ୍ୟ ଜ୍ଞାନ ନୁହେଁ କାଂଦ ଜ୍ଞାନ 'ପ୍ରାୟୟୋନ୍ ।କାଂଦ ଜ୍ଞାନର ଅଭାବ ତଥା ସାସ୍ଲାର୍ ଅଭାବ ।

  • @suryanarayan848
    @suryanarayan848 4 วันที่ผ่านมา +5

    The daughter-in-law is the main abettor

  • @bijaysahoo2341
    @bijaysahoo2341 4 วันที่ผ่านมา +11

    Sabu ra mula jhia

  • @bhagabanpradhan7500
    @bhagabanpradhan7500 4 วันที่ผ่านมา

    Thanks

  • @bijaypatra9105
    @bijaypatra9105 3 วันที่ผ่านมา +3

    ବିଜେପି ସରକାର ଆସିଛି ଆହୁରି ହିସା ବଢିବ

  • @khusikhabarrupsa4987
    @khusikhabarrupsa4987 4 วันที่ผ่านมา +1

    Very Sad
    🙏🏻 ନମସ୍ତେ (Namastey)
    "One Earth, One Family."
    🇮🇳🙏🏻🇮🇳ॐ बसुधेय कुटुम्बकम्🇮🇳🙏🏻🇮🇳
    🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳

  • @mahimavastuseva
    @mahimavastuseva 4 วันที่ผ่านมา +5

    ଶିକ୍ଷା ମନ୍ତ୍ରୀ ଯାହା ପ୍ରଫେସର କଣ ଅଲଗା ହେବ ?

    • @jayaprakashsahu9839
      @jayaprakashsahu9839 4 วันที่ผ่านมา

      Yahan bhi Rajneeti...
      Aur lagta hai pehle govt ka chatukaar aur chamcha hai Tu...

  • @Ssae528
    @Ssae528 4 วันที่ผ่านมา +4

    Tanku fasi diajau.

  • @dipun84in
    @dipun84in 4 วันที่ผ่านมา +1

    This is shocking and alarming for our society.

  • @Samir.920
    @Samir.920 4 วันที่ผ่านมา

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @prasantapadhi4934
    @prasantapadhi4934 3 วันที่ผ่านมา +3

    Bapa pua ku sampati debani ta au kahaku deba. Bapa ra main bhul.

    • @prasantapadhi4934
      @prasantapadhi4934 3 วันที่ผ่านมา

      Ta pare pua ra bhul. Janma deba pila ku gharu bahara karuchhanti .bhul kahara athire

  • @bhagyadharanayak
    @bhagyadharanayak 4 วันที่ผ่านมา +2

    ନ୍ୟାୟ ମୂର୍ତ୍ତି

  • @baikunthabehera3971
    @baikunthabehera3971 4 วันที่ผ่านมา +6

    pathha na balla padhhuthila

  • @DevD597
    @DevD597 4 วันที่ผ่านมา +8

    ସରକାରୀ କମ୍ପାନୀ ରେ ଜଣେ ବେତନ ଭୋଗୀ କର୍ମଚାରୀ ହୋଇ 3-୪ ଟା ଜାଗା ଓ ଫ୍ଲାଟ୍ କିଣି ,ପୁଅ କୁ ବିଦେଶ ରେ ପାଠ ପଢ଼ାଇଛି ମାନେ ବୁଢା ଚାକିରି ରେ ବହୁତ୍ ଦୁର୍ନୀତି କରିଛି ଓ ରାଜସ୍ବ ଖାଇଛି,ତେଣୁ ପାପ ଧନ ରେ ଯୋଉ ପୁଅ କୁ ଗଢ଼ିଥିଲା,ସିଏ ହିଁ ତାକୁ ମାରିବ,ଏହା ତ god ଙ୍କ Law of karma. ଏଥିରେ ଦୁଃଖ କରିବାର କିଛି ନାହିଁ।ପାପ ତା ବାପା କୁ ବି ଛାଡେ ନାହିଁ।

  • @Dk-ec8gm
    @Dk-ec8gm 3 วันที่ผ่านมา +5

    Bapa ra dosa thiba aaji Kali budha jaka besi hauchhanti

    • @GoswamiJagat-pc3vb
      @GoswamiJagat-pc3vb 3 วันที่ผ่านมา +3

      To bapa ku b maride fer kana pai semiti kana kahu chhu

  • @user-dz7zs3bc3i
    @user-dz7zs3bc3i 4 วันที่ผ่านมา +5

    Bapa gotey asala mg

  • @sujatapatnaik5421
    @sujatapatnaik5421 4 วันที่ผ่านมา +1

    Gharoi?! You mean the fraternal institution?!😂

  • @ArabindaMohapatra
    @ArabindaMohapatra 4 วันที่ผ่านมา +2

    Wrong information provided by Nandighos tv

  • @SaumyaRupa1992
    @SaumyaRupa1992 3 วันที่ผ่านมา +1

    ଆରେ ବଦମାସ ପୁଅ ନିଜ ଗୋଡ଼ ରେ ନିଜେ ଠିଆ ହେଲୁନି? ଯଦି ଘର ସହିତ ପଡୁ ନ ଥିଲା ଅଲଗା ହେଇ ଯାଇ ଥାନ୍ତୁ। ମାରିବାକୁ ହାତ ଗଲା କେମିତି? କେତେ ନୃଶଂସ ଟା । ପଇସା ପାଇଁ ବାପା ଙ୍କୁ ହତ୍ୟା କରିଦେଲୁ ରେ କୁକୁର। ଅଯୋଗ୍ୟ ସନ୍ତାନ।ପାଠ ପଢା ମୂର୍ଖ କୁକୁର।ଏଇଭଳି ପୁଅକୁ ଫାଶୀ ଦଣ୍ଡ ଦିଆ ଯାଉ।

  • @saisree_369
    @saisree_369 4 วันที่ผ่านมา

    😢😢😢😢😢😢Jay jagganath 🙏🏻🙏🏻

  • @malayakumarpanda9899
    @malayakumarpanda9899 3 วันที่ผ่านมา

    ନନ୍ଦିଆ ଟିଭି ରେ ପ୍ରସାରିତ ଖବର ଠିକ ତ? କାହିଁକି ନା ଏମାନେ ମିଛ ଖବର ବେଶି ଦେଖାନ୍ତି।

  • @mmohanty3522
    @mmohanty3522 3 วันที่ผ่านมา

    Law and order problem in bhubaneswar especially senior citizens is rising!

  • @sagarsahu5937
    @sagarsahu5937 4 วันที่ผ่านมา

    ପାଠ ପଢିକି ଚାକିରୀ କରିଦେଲା ସତ ମାତ୍ର ସଂସ୍କାର ର ଅଭାବ ଯୋଗୁଁ ଏମିତି ଘଟିଛି।

  • @17138
    @17138 4 วันที่ผ่านมา

    A professor has knowledge in one subject. In other subject , they are ----

  • @lunarayinstrumental
    @lunarayinstrumental 3 วันที่ผ่านมา

    Education ke sath knowledge b chahiye.

  • @soumyaranjanbiswal9728
    @soumyaranjanbiswal9728 3 วันที่ผ่านมา

    education not important right eduacation is important.

  • @madhabchandranayak3011
    @madhabchandranayak3011 4 วันที่ผ่านมา

    ପୋଲିସ ଯାଞ୍ଚ କରୁଛି କଣ ପୁଅ ତ ମାରିଛି ବୋଲି କ୍ଳିଅର ଆଉ ଘର କୁ ନଜର ରଖିଲେ କଣ ମିଳିବ

  • @prativajena6995
    @prativajena6995 3 วันที่ผ่านมา

    Bhai a news agami pidhiki ki sandesha daba

  • @ranjanapanda6538
    @ranjanapanda6538 3 วันที่ผ่านมา

    ପୁଅର ହାତଗୋଡ଼ 4ଟାକୁ ଟାଙ୍ଗିକି ଛାଡ଼ିଦେଉ ଆଈନ୍‌।ଏତିକି କରିଦେଲେ ସାରା ଦୂନିଆ ଠିକ୍‌ ହେଇଯିବ।ଦେଶରେ ଶାନ୍ତି ଆସିଯିବ।ଶ୍ରୀକୃଷ୍ଣଙ୍କ ଠାରୁ ଦେଶ ଶିଖିବା ଦରକାର।ଅଶ୍ୱସ୍ଥାମାକୁ ଯେଉଁ ପରି
    ଦଣ୍ଡ ଦେଇଥଲେ,ଆଉ ଅଶ୍ୱସ୍ଥାମା ଦଣ୍ଡ ସହି ନ ପାରି ମରିବାକୁ ଚାହୁଁଥିଲେ ବି ଆଜିଯାଏ ନ ମରି କଷ୍ଟ ରେ ଅମର ହେଇକି ଅଦୃଶ୍ୟ ରେ ଅଛି।ଏ ପୁଅକୁ କଷ୍ଟ ରେ ବଂଚିବା ପରି ଦଣ୍ଡ ଦେଇକି ତା ଘରେ ଛାଡ଼ିଦିଆଯାଉ।ଅଜଥା ଜେଲ୍‌ରେ ରଖିକି ମଟନ୍‌ ଭାତ ଦିଆନଯାଉ।

  • @hirojbehera448
    @hirojbehera448 7 ชั่วโมงที่ผ่านมา +1

    We need to look at both sides of the story and in today's society any one can be guilty ...don't think parents are innocent and only guilty will the son and son in law ...it's really an understanding problem of old age parents and mindset which is destroying a good happy family for just a 25 lack and or any properties ... Parents should cooperate with their son as well ...they willnot keep the property when they die ..it's good to share the property with son as well when it's needed.and.sqve a family😢

  • @latsaheb1947
    @latsaheb1947 4 วันที่ผ่านมา +2

    Tama ku kie kahithila jiba ku,khali trp

  • @khirabatisanani4319
    @khirabatisanani4319 วันที่ผ่านมา

    Jahau choudhury record karidele

  • @SachidanandaSahu-y4x
    @SachidanandaSahu-y4x 4 วันที่ผ่านมา

    He Prabhu e kana karuchha

  • @SmilingOrca-oz6mj
    @SmilingOrca-oz6mj 4 วันที่ผ่านมา +2

    Sarbe hoibe eka kara nathiba bedara bichara tenu hoibe alpasayush jeeva sakle sarbanasha... Pitru hatya kari papi sata janma jae tor mukti nahi

  • @prasantapadhi4934
    @prasantapadhi4934 3 วันที่ผ่านมา

    Bapa mala belaku sampati sabu neba

  • @littlequeenrakhi
    @littlequeenrakhi 3 วันที่ผ่านมา

    ବଦଘର ବଡ଼ ଗୁମର

  • @user-pk1tz5lf8w
    @user-pk1tz5lf8w 3 วันที่ผ่านมา

    ପିଲାବେଳ ବାପା ମାଆ କାନରେ ଗୋଡ଼ି ପୁରାଇ ମୋଡା ଖାଇନି ପୁଅ

  • @lalitadei953
    @lalitadei953 4 วันที่ผ่านมา

    Bada ghara bada humara katha

  • @madhusmitamohanty2332
    @madhusmitamohanty2332 วันที่ผ่านมา +1

    Abe ete katha kan pain ghatana na kahi summary sunaucha?

  • @Lippy773
    @Lippy773 3 วันที่ผ่านมา

    ସେ ତ ବଡ଼ଘର ବଡ଼ ଗୁମରକଥା 😂

  • @luckyme9154
    @luckyme9154 4 วันที่ผ่านมา +1

    Mo sasura amaku asuvidha time re kichi tanka deithile aau deba darkar nahi boli kahithile. Ebe se sei paisa anya pua buddhi re padi maguchanti jouta ame dei paribu nahi. Sasura seithipain mote o mo swami nku bahut kharap bhasa se sodhuchanti prati choto choto katha re. Emitiki ame dui jana suicide karibu boli bhabiluni. 😢😢😢

    • @jyotiswain4778
      @jyotiswain4778 3 วันที่ผ่านมา

      Jetebele apana nkr subidha samya asila sete sampurna nadei kichhi jachileni. 🙏🏾mota moti bhabre kahibkubgale artha ru anrtha 🙏🏾🙏🏾

    • @luckyme9154
      @luckyme9154 3 วันที่ผ่านมา

      @@jyotiswain4778 deichu.. almost half dei sarichu.

  • @narayanadash552
    @narayanadash552 3 วันที่ผ่านมา

    ତୁରନ୍ତ, ଫାସୀ, ଦିଆ, ଯାଉ

  • @shusilabalaawwchhotagadi1036
    @shusilabalaawwchhotagadi1036 4 วันที่ผ่านมา +1

    Kaliyuga sesa hebar suchana

  • @darkclouds6246
    @darkclouds6246 3 วันที่ผ่านมา

    ଶଳା କି ପୁଅ ରେ ମାଘି ଆ ବଡ଼ ଘର ବଡ ଗୁମର କଥା

    • @anantacharannaik150
      @anantacharannaik150 3 วันที่ผ่านมา

      Eita bada Ghar nuhe.Badaghar Bala khandare hananti.chhuri nuha.

  • @sribant7489
    @sribant7489 4 วันที่ผ่านมา

    Money ete important kei. ..😂

  • @saradaprasannananda1204
    @saradaprasannananda1204 3 วันที่ผ่านมา

    Besi patha padheile emiti haba... Kana kariba... Khali ta patha padha... Certificate ana.. Bada job kara.. Bass aau kichhi nuha.. Sebhali patha padha ku dhik...

  • @shaitansingh9698
    @shaitansingh9698 4 วันที่ผ่านมา +1

    Sabu 25lac pai maridela!!! Ete bada rajagaria loka 25 lac karja ku darigala😢😢

    • @suryanarayan848
      @suryanarayan848 4 วันที่ผ่านมา +1

      25lakh katha chhada 10rs paain madhya murder hauchhi

    • @shaitansingh9698
      @shaitansingh9698 4 วันที่ผ่านมา

      @@suryanarayan848 😭

  • @alokkumarrout763
    @alokkumarrout763 3 วันที่ผ่านมา

    Bapa maa nka failed product results negative. Lobha and asat upayare dhana arjan jadi karithibe pua nije dekhichi pua...

  • @madhusmitamohanty2332
    @madhusmitamohanty2332 วันที่ผ่านมา +1

    E sabu bjp jio company jogu hauchi samste kebala mobile dekhi dekhi manabikata behavior vulileni.ta chada sabu kama re kastha tension. Puni khali tax upare tax sethipain e sabu hauchi.chopa aieen kebala loka pain na police gunda neta manaka pain ?

  • @ArabindDs-Reaction
    @ArabindDs-Reaction 3 วันที่ผ่านมา

    Jete sikhita hele kana heba ..jiye paisa pain bapa ku hatya karipate se jane lobhi hoithiba

  • @ShriKshetraPurusottama
    @ShriKshetraPurusottama 3 วันที่ผ่านมา

    Faasi deideba katha dui swami shtri nku

  • @Preciousprapti7
    @Preciousprapti7 3 วันที่ผ่านมา

    Tume kemiti manisha heba seita totally nija upare depend karuchi...jie jete b educated heithau na kahniki jadi tara prakruti aau chintadhara bhala nathiba tahele se kichhi b crime karipariba...manisha nije chesta kale vala manisha tia heipariba...kichhi kama kariba purbaru nija mana aau hrudayaku thare pachariki bujha seita kete thik aau kete bhul..jadi etiki kariparuna tahele tume manisha janma paibara jogya nuhna...

  • @dayalugovinddaas1390
    @dayalugovinddaas1390 4 วันที่ผ่านมา

    Frod tv Nandighosh tv , I have heard interview of Alok , he was not pratyaskh darshi, he came after 4 mins when Mr Choudhary's wife asked Alok to come . Don't spread wrong news.

  • @user-sr5lc9sp6c
    @user-sr5lc9sp6c วันที่ผ่านมา

    Ju

  • @bhanjdisom1635
    @bhanjdisom1635 3 วันที่ผ่านมา

    Maikina dai

  • @eshakalia5888
    @eshakalia5888 วันที่ผ่านมา

    Jane bapa ta pila pai kete kan na karuchi kintu se kan nija pua aiya paiba chi chi lajya janaka katha

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 3 วันที่ผ่านมา

    ନୋ bail

  • @biswaranjandas2935
    @biswaranjandas2935 3 วันที่ผ่านมา

    Se pua taku phasi deidia

  • @eshakalia5888
    @eshakalia5888 วันที่ผ่านมา

    Nua sarakar nua niama karantu jemiti 2ya thara pai apart ghatana na hua.

  • @monajsabat8383
    @monajsabat8383 3 วันที่ผ่านมา

    N TV show B j D party meicha katha pars parchar karuchie Naveen geta gauchie

  • @nababarika4028
    @nababarika4028 4 วันที่ผ่านมา

    What may be he is useless. Value less education

  • @amitkumarbehera722
    @amitkumarbehera722 3 วันที่ผ่านมา

    A e loka ta Kalinga ias re padhouchhi

  • @mansingmurmu626
    @mansingmurmu626 4 วันที่ผ่านมา +2

    ଘର କରିବା ପାଇଁ ଏତେ ଟଙ୍କା କଉଠି ପାଇଲା। ସାଲା ଓଡ଼ିଆ ଲୋକଙ୍କୁ ଏତେ ଟଙ୍କା ଲୁନ ମିଳୁଛି। ଆଦିବାସୀ ଲୋକଙ୍କୁ ସାମାନ୍ୟ ଟଙ୍କା ଲୁନ କରିବା ପାଇଁ ମାସ ମାସ ବର୍ଷ ବର୍ଷ ବ୍ୟାଙ୍କ ଧାଇଁ ବାକୁ ପଡୁଛି

  • @krushnachandrapanda5961
    @krushnachandrapanda5961 4 วันที่ผ่านมา

    Marichi thik heichi

  • @raghunandansasmal483
    @raghunandansasmal483 4 วันที่ผ่านมา

    Samsar dabanala

  • @akashray594
    @akashray594 3 วันที่ผ่านมา

    gharoi college.. media wala kete selfish .. mani baku padiba.. Ebe jadi accused female hei thanta .. ta chehera dekhei v nathante.. Male boli taku publically harass karihaba ,, na kaan !!

  • @swarnalatasahoo1293
    @swarnalatasahoo1293 3 วันที่ผ่านมา

    Pua prati astha au nahi

  • @sishirrout9026
    @sishirrout9026 4 วันที่ผ่านมา

    Dekhare joumane paisa pachha re dou ducha
    Ki paisa sesare bapaku hatya kari dela, Khali university ru degree hasala kale habani,tk purana aau sastra ra charcha kariba aau prathana kariba

  • @damodarsatapathy6418
    @damodarsatapathy6418 4 วันที่ผ่านมา

    Saburamulabahu

  • @n.m9848
    @n.m9848 วันที่ผ่านมา

    Bada lokanka bada lobha.Aau lobha ru mrutyu

  • @jyotiranjan6678
    @jyotiranjan6678 3 วันที่ผ่านมา

    Galu pura marijuba jail re ajibana

  • @user-sr5lc9sp6c
    @user-sr5lc9sp6c วันที่ผ่านมา

    Mote laguchi tanka wife tanka pai hit kareithibe au sei raga re asiki sei bhali Kanda karithibe

  • @sujatapatnaik5421
    @sujatapatnaik5421 4 วันที่ผ่านมา

    Nandighosa! Try to stay relevant, our best wishes in your soon depleting days!🤣

  • @samirparida4209
    @samirparida4209 2 วันที่ผ่านมา

    Tu MG MAA ku repha Kari bi kahibu mo maipa nandighose newes

  • @samirparida4209
    @samirparida4209 2 วันที่ผ่านมา

    BJD sarkar pai marchi

  • @aleenshowmeen3221
    @aleenshowmeen3221 3 วันที่ผ่านมา

    Emiti pua ku marijiba bhala chhi dhik se pua ..chhi chhi

  • @niranjanbiswas5534
    @niranjanbiswas5534 3 วันที่ผ่านมา

    Turonto fachi dieyajau kulangarku

  • @sureshasahoo1493
    @sureshasahoo1493 3 วันที่ผ่านมา

    Tara wife ku pachara kan sabu uskeilabhali katha kahiachhi

  • @mannamohanty4837
    @mannamohanty4837 3 วันที่ผ่านมา

    Lova bada satru.Gyana nahin dharya nahin tenu sampati v bhoga kari parilni.

  • @prasantapadhi4934
    @prasantapadhi4934 3 วันที่ผ่านมา

    Ati lobhe tanti mare.

  • @skentertainmentpromotions3115
    @skentertainmentpromotions3115 3 วันที่ผ่านมา

    Third class news channel Nandighosh TV

  • @sureshasahoo1493
    @sureshasahoo1493 3 วันที่ผ่านมา

    Tara wife dhara