Law professor killed father in rangamatia | NandighoshaTV
ฝัง
- เผยแพร่เมื่อ 2 ก.ค. 2024
- #Bhubaneswar #Murdercase #nandighoshatv Law professor killed father in rangamatia | NandighoshaTV
ରାଜଧାନୀରେ ମର୍ଡର । ବାପାକୁ ମାରିଲା ଶିକ୍ଷିତ ପୁଅ । ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ସ୍ଥିତ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ୨୫ ଲକ୍ଷ ଟଙ୍କା ପାଇଁ ପୁଅ ସାଜିଲା ପିତୃହନ୍ତା
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ପୁଅ କୁ କଠିନ ଦଣ୍ଡ ଦେବା ଉଚିତ୍ ଯେମିତି ଆଉ ଏପରି ଭୁଲ କେହି କରିବେନି।
ସବୁ ଚାକିରି କରୁଥିବା ଲୋକମାନେ ସାବଧାନ ହୁଅନ୍ତୁ ନଚେତ ମରନ୍ତୁ ଯୋଗାଯୋଗ କରନ୍ତୁ ନିଜର ଧନ ଜୀବନକୁ ସୁରକ୍ଷିତ ରଖନ୍ତୁ ଧନ୍ୟବାଦ
Don't marry 😭 it's the effect of wife
Promise you won't marry.
Lajya
Bada job Kale bi Sanskar sikhini
ହେ ମଣିଷ ସମାଜ ଭୟଙ୍କର କ୍ଷତିଗ୍ରସ୍ତ ହେବାକୁ ଯାଉଛ ସମସ୍ତ ଉଚ୍ଚଶିକ୍ଷିତ ମାନେ ମରିବାକୁ ଯାଉଛନ୍ତି ପ୍ରାୟତଃ ପୁରା ମଣିଷ ସମାଜ ଯଦି ବଞ୍ଚିବା ପାଇଁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ ନଚେତ ସମସ୍ତେ ମରିବାକୁ ଯାଉଛନ୍ତି
ଆବେ ପଶୁ ଯାବେ ପଶୁ ବାବୁପଶୁରାମ ପଇସା କିୟାନକରେ କାମ ଏଇତ ଜିବନ
ମୋ ବାପା ଆଜି ଯାଏ ମତେ ଏକ ସଙ୍ଗେ 1000 ଟଙ୍କା ବି ଦେଇ ନାହାନ୍ତି ତଥାପି my father is best
Mate dele bhi mo bapa ku mu bahut sanman kare.mo hata kebe bhi emiti jibani.mu nije marijibi pachhe ebhali karma karibaku jibani bhai.jete runare thile bhi bapa nku maridaba 😢😢😢😢😢
Tama bapa fhokatram giridhari heithibe.😂
@@tapankumar3444 ବେଶି ଦାନି ବାପା ଙ୍କ ଅବସ୍ଥା ଏୟା ହଉଚି😢
👍👍
Sabu chora murder ae apartment re rahuchanti .
JNU,,,,,, JNU,,,,, JNU
Yaku badei badei rastare maridia.....
Binasa kale biparita budhi,,,
Se marichi bhala karini. Raga ta hela. Joga karini
Jameti paisa ru aata sampati Karla....sametihaba
Family structure bhangiba karana ru amiti hela
tow brain ra structure bhangi jaichhi
କଲି ଯୁଗ ପାଖେଇ ଆସୁଚି ଏଥିରେ କୌଣସି ଡାଉଟ୍ ନାହିଁ, ମାଳିକା ଅନୁସାରେ ଗୋଟେ ପରେ ଗୋଟେ ହେଇଚାଳିଚି ଲୋକ ସବୁ ଦେଖୁଛନ୍ତି ସବୁ ଜାଣୁଛନ୍ତି କିନ୍ତୁ ନ ଜାଣିଲା ପରି ଲୋକ ଅଭିନୟ କରୁଛନ୍ତି।। News Room ରେ ଏମିତି news ଦେଖେଇବା ଅପେକ୍ଷା ମାଲିକାରେ ଲେଖା ହେଇଥିବା ବିଷୟରେ ତର୍କ ବିତର୍କ କଲେ ସବୁ ଜନସାଧାରଣଙ୍କର ମଙ୍ଗଳ ହେବ।। ଆଜିକାଲି OTT ପ୍ଲାଟ ପର୍ମରେ ଏମିତିଆ ଭିଡିଓ ବହୁତ ଚାଲିଚି ତାକୁ ଦେଖି ନିଜେ ପାର୍ଟିକାଳ କରୁଛନ୍ତି।।
Kaliyuga ra tradition phase chalichhi.ethu jabasankhya Kami Kami jibe.next year kharap prabala haba bahut loka maribe.so harinama japa aau kichhi nuhan.
Jnu😂
nraka,rakiasa,rama
Fasi deidio
ସରକାରୀ କମ୍ପାନୀ ରେ ଜଣେ ବେତନ ଭୋଗୀ କର୍ମଚାରୀ ହୋଇ 3-୪ ଟା ଜାଗା ଓ ଫ୍ଲାଟ୍ କିଣି ,ପୁଅ କୁ ବିଦେଶ ରେ ପାଠ ପଢ଼ାଇଛି ମାନେ ବୁଢା ଚାକିରି ରେ ବହୁତ୍ ଦୁର୍ନୀତି କରିଛି ଓ ରାଜସ୍ବ ଖାଇଛି,ତେଣୁ ପାପ ଧନ ରେ ଯୋଉ ପୁଅ କୁ ଗଢ଼ିଥିଲା,ସିଏ ହିଁ ତାକୁ ମାରିବ,ଏହା ତ god ଙ୍କ Law of karma. ଏଥିରେ ଦୁଃଖ କରିବାର କିଛି ନାହିଁ।ପାପ ତା ବାପା କୁ ବି ଛାଡେ ନାହିଁ।
Se Angul nalco re AGM thile
Ta wife kuade gala
Ta murder husband ku kan tame marriage kariba,ta wife khojucha
Dhanyaa ree babu tume, ete padha padhi kari ki labha, jebe mati gati rahuni,, Aatma ku sadgati milu