ASP should open a new method to give employment in a compsny in his working placr, then must see how more to more like hungry jackal will run to his feet for service😮
Sabu ade eia hi hue, kehi muhare accept karantini, ahuri kuha reservation hateibaku. Dukha ra katha reserved pila mane b bujhunahnti reservation ra mahatwa.. Olta mendha bhalia Nara baji karichnti reservation against re. Manuchi exam talent re clear haba, hele reservation hateidele tamaku educated habara subidha ai bada jatia mane debe ta.
sabu gna re aei prakar ra system chalichi gna member kichi ku karjya kale membar gana kichi kahibe nahni aau tanka kaunasi birodhi byakti kichi kale ta prati samaste madi basithanti
Good local level judicial service which ensure convenient and quick decision on legal matters though it illegal as per constitution but it is legal as per local legal code system this type of conduct with special power provision must be enacted as laws by Modi government
ଏହିଭଳି ଆମ ଗାଁରେ ମଧ୍ୟ ପ୍ରଚଳିତ......
Emiti he gandi mareiheuthiba ..😂😂
ଆଜି ବି ଏ ଯୁଗ ଅଛି
ଗାଁ ମୂର୍ଖ ଆଉ ଗାଁ କୁଜିନେତା ଆଉ ଗାଁ ପେଟି କଣ୍ଟ୍ରାକଟର ଏ କରାମତି
ଗାଆଁ ସଭାପତି ଏଥି ମିଛ କହୁଛି। କଥା କହିଲା ବେଳେ ପାଟି ଖନି ମାରୁଛି କଣ ପାଇଁ??..
Hmm badhikk bedeiba katha ei pari lokanku
ଗାଁ ରେ ବହୁତ୍ ଖରାପ ଲୋକ ମୂର୍ଖ ମାନେ ବେଶୀ ରହନ୍ତି l
ସମୟ ଆସିବ କୋର୍ଟର ଜର୍ଜ କୁ ବି ଛାଡିବେନି।
Kangaroo Court against re gote strict law asiba darkar.
ଜଦି ଉଚ୍ଚପଦସ୍ତ ପୋଲିସ ଅଫିସର ବି ଅନ୍ୟାୟର ଶୀକାର ହେଉଛନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ
ଗ୍ରାମବାସୀ ବାସନକରିଥିବା ଉଚିତ 👍
ଓଡ଼ିଶାର ସମସ୍ତ ଗ୍ରାମ ଏହି ଆଇନ ବଳବତ୍ତର ଅଛି
ଆମ କୁ ବି ଏମିତି କରିଛନ୍ତି ୨୦୦୯ continue ଚାଲିଛି, ବିଂଶ ଶତାବ୍ଦୀ ରେ ସେ ଆମକୁ ଏମିତି କରି ଭାବୁଥିଲେ ଆମେ ହଇରାଣ ହବୁ କିନ୍ତୁ ନିଜେ ଭୋଗୁଛନ୍ତି, ମନକୁ ମନ ଆସି ମିଶୁଛନ୍ତି, କିନ୍ତୁ ସେ ଜାଣି ନାହାଁନ୍ତି ଯାହା ସହ କରିଛନ୍ତି ସେ ତାର ସୁଧ ମୁଳ ,ସମୁଳ ସୁଧ ସହ ସମୟ ଆସିଲେ ଆଦାୟ କରିଦବ।
Very good ଗାଁ ଏମିତି ହବା ଦରକାର, ଯଦି ସରକାରୀ ରାସ୍ତା ରେ ଥିବ, ସବୁ ଲୋକ ଙ୍କ ପାଇଁ ସମାନ ହବ ଦରକାର, ଏମିତି ମୋ ଘର ପାଖରେ ଲୋକ ଅଛି, ଗାଁ ଲୋକ ଙ୍କ କଥା ଶୁଣେ ନାହିଁ, ସେ police ରେ ଅଛି ନା ମାପ କରୁଛି, ନା ମୁଁ ମୋ ଜାଗା ରେ ଯାହା କରେ, 144 କରେ 😡😡😡
Tate G Mariba katha sasura pua Jhitipiti neta.
ଆପଣ ବୋଧେ ଅତି ଶୁଦ୍ର
ଅନେକ ଜାଗାରେ ଏମିତି ହଉଚି
ସିଖିତ ହୋଇଵି ମୁର୍ଖ
Na vai seguda sabu murkha aau madua...
Jeun jaga re gotie jatira loka adhika achhanti semane mana mukhi sasana chalauchhanti.....
Strong action needed against kangaroo court
😂😂😂😂
Kan action naba aau kemiti😂😂😂
@@sarojmikubehera5039tama gaanre emiti kete lokoki 100loko thilebi darkar podile aiini jiye bhangiba samastanku teki nei bhitare pureideba
Ye Sabu gaon lokanka bhul😢
ସତ କଥା ହେଲା power ହାତକୁ ଆସିଲେ ଇନ୍ଦ୍ର ଚନ୍ଦ୍ର ଲୋକ ମନୁ ନାହାଁନ୍ତି,, ଯେତେବେଳେ ବାଂଲାଦେଶ ରେ ହିନ୍ଦୁ ମାନଙ୍କୁ ମାରୁଛନ୍ତି,,a otv ra dum ନାହିଁ,ଦେଖେଇବା ପାଇଁ ଯୋଉଠି 1000 2000 ମିଳିଲା ସେଠୀ ଯାଇକି news ଦେଖାଉଛନ୍ତି,,ବହୁତ୍ ରଜନୀତି ଚାଲିଛି,,ମୋ କମେଣ୍ଟ delete heba ନିଶ୍ଚିତ
।।
Bangladesh re maruchanti to gandi Kain pahatuchi....Tora jadi ete gandi re Pani pala Bangladesh mgh Sethi rahiki tanku bancheibu....
Tu Bala kie ki😂
@Rudranarayan129 tu bala kie
ଗାଁ ଲକଙ୍କୁ ନିରଧୂମ ବଦେବା ଦରକାର........
Dhenkanal ରେ ଲୋକ ଏମିତି କଣ ପାଇଁ ?? ମୁଁ ବି ଏଇ ଭଳିଆ ଗୋଟେ ଅସୁବିଧା ର ଶିକାର ହୋଇଛି। ସବୁ ଜାତି ପ୍ରଥା , ଘୃଣ୍ୟ ସାମାଜିକ ପ୍ରଥା ସବୁ ସେଇ ଢେଙ୍କାନାଳ ଲୋକଙ୍କ ର ...... ଛି ଛି
Hindu muslim bele chi chi laguni abika jati bele chi chi....😂😂😂😂dogandia guda kire..??
Hindutva pora
Villagers are right here....
ଯେ ପର୍ଯ୍ୟନ୍ତ ଓଡ଼ିଶା ବାସୀ ଶିକ୍ଷିତ ହେବେନି ଏମିତି ଝିଟିପିଟି ନେତା ହେଇକି ନିଜକୁ CM ଭାବିବେ😂। ସେ ସଭାପତି G ରେ ପଣ୍ଡା ପାଞ୍ଚଣ ପୁରାଇଦିଆ 😂। ସେ ପୋଲିସ ଲୋକଟି ଭଲ ଲୋକ ନିଶ୍ଚିନ୍ତ ହେଇଥିବ ।
A bala village ku ban kara odisha ru
ASP should open a new method to give employment in a compsny in his working placr, then must see how more to more like hungry jackal will run to his feet for service😮
ପୋଲିସ,ବାଲାଙ୍କୁଏଭଳିକରିବାଦରକାର
ଗାଁ ଲୋକ ଠିକ୍ କହିଛନ୍ତି। ଏ ଡି ଏସ ପି ଅଛି ବୋଲି ଟିକେ ସେମାନଙ୍କୁ ଅପବ୍ୟବହାର କରୁଥିବ ସେଥିପାଇଁ ହେଉଥିବ ଏମିତି ସାଧାରଣ କଥା ଏଟା। ସମାଜ ଆଗରେ ଝୁକିବାକୁ ପଡେ ତାହାଲେ ହିଁ ସାମାଜିକ ବ୍ୟକ୍ତି ବୋଲି କୁହାଯାଏ।
ମହାଶୟ, ସମାଜ ଓ ସାମାଜିକ ର ଅର୍ଥ ଜଣା ଅଛି ତ? ସମାଜ ମାନେ କିଏ? କିଏ ସେ ସମାଜ? ଆପଣ ଯାହାକୁ ସମାଜ କହୁଛନ୍ତି ସେ ସମାଜ ତ ଭ୍ରଷ୍ଟ ଲୋକ ମାନଙ୍କୁ ନେଇ ଗଠିତ। ପ୍ରତ୍ୟେକ ସମାଜ ଏହି ଭଳି। ଏହି ଅଶିକ୍ଷିତ, ଅଜ୍ଞାନୀ, ବିବେକହୀନ, ବୋଧହୀନ ଲୋକ ମାନଙ୍କୁ ନେଇ ଗଠିତ ସମାଜ ଆଗରେ
ଝୁକିବାର ଦରକାର ନାହିଁ। ଯଦି ଝୁକିବା ତାହେଲେ ଏହି ଲୋକମାନେ ହିଁ ବିଭିନ୍ନ ପ୍ରକାରେ ଶୋଷଣ କରିବେ। ଏମାନଙ୍କ ଅନୁସାରେ ବଞ୍ଚିବାକୁ ପଡ଼ିବ। ସ୍ବାଧିନ ଭାବରେ ଆପଣ ନିଜ ଜୀବନ ବଞ୍ଚି ପାରିବେ ନାହିଁ। ନିଜ ଇଛାରେ କିଛି କରି ପାରିବେ ନାହିଁ। ଖରାପ ବା ମୁର୍ଖ ଲୋକଙ୍କ ଗହଣରେ ରହିବା ଅପେକ୍ଷା ଏକୁଟିଆ ରହିବା ସବୁଠାରୁ ଭଲ। ଏକୁଟିଆ ରହିଲେ ବି କିଛି ଅସୁବିଧା ନାହିଁ। ସମାଜ ହେଉ କି ଯିଏ ହେଇଥାଉ, ବିନା ଦୋଷରେ କାହିଁକି କାହା ଆଗରେ ଝୁକିବା? ସମାଜ ଆଗରେ ଯିଏ ଝୁକେ ତାକୁ ସାମାଜିକ ବ୍ୟକ୍ତି ବୋଲି କୁହାଯାଏ ନାହିଁ। ତାକୁ ସମାଜ ର ଗୁଲାମ ବୋଲି କୁହାଯାଏ। ଗୁଲାମ ର ନିଜତ୍ବ ବୋଲି କିଛି ନ ଥାଏ। ଯେଉଁମାନେ ନିଜକୁ ସାମାଜିକ ବା ଭଦ୍ର ବ୍ୟକ୍ତି ମନେ କରନ୍ତି, ଏମାନେ ହିଁ ସବୁ ସମସ୍ୟାର ମୂଳ ମଞ୍ଜି। ଆମକୁ ସାମାଜିକ ବ୍ୟକ୍ତି ର ସାର୍ଟିଫିକେଟ ଦରକାର ନାହିଁ। ଯାହା ବାସ୍ତବରେ ଠିକ୍, ଆମେ ତାହା ନିଶ୍ଚୟ କରିବୁ। ଯିଏ ଭଲ ଭାବିଲେ ବି ଠିକ୍ ଖରାପ ଭାବିଲେ ବି ଠିକ୍। ଲୋକେ ଆମ ସହିତ ମିଶିଲେ ବି ଠିକ୍, ନ ମିଶିଲେ ବି ଠିକ୍। ସେହି ବ୍ୟକ୍ତି ମାନେ ସବୁ କାର୍ଯ୍ୟ ସମାଜ ଅନୁସାରେ ବା ସମାଜ ର ଅନୁମତି ରେ କରନ୍ତି ଯାହା ପାଖରେ ନିଜ ଜୀବନ କୁ ନିଜ ହିସାବରେ ବଞ୍ଚିବା ବା ନିଜ ଜୀବନର ନିର୍ଣ୍ଣୟ ନିଜେ କରିବାର ସାମର୍ଥ୍ୟ ନ ଥାଏ। ଅର୍ଥାତ୍, ସମାଜ ର ଗୁଲାମ।
ଆପଣ ଙ୍କ କଥା ସତ କିନ୍ତୁ ଗୁଟେ ସହର ରେ ସମାଜ୍ ବିନା ଚଳିହେବ କିନ୍ତୁ ଗୋଟିଏ ଗାଁ ରେ ସମାଜ୍ ବିନା ଚଲି ହୁଏ ନି ........@@umeshnanda206
ସେ ଗାଁ ରେ ଯଦି କେହି ସରକାରୀ ଜାଗା ହାତେଇ ନାହାନ୍ତି... ଆପଣ ଜଣେ ଶିକ୍ଷିତ ଲୋକ.. ସେ ଜାଗା ଛାଡି ଦିୟନ୍ତୁ
ସବୁ ଭୂଲ ଏ ପୋଲିସ ବାବୁଙ୍କର ଏମିତି ବଡ଼ବଡ଼ିଆ ଗ୍ରାମ ରାସ୍ତାକୁ ଅବରୋଧ କରିଛନ୍ତି ଆମ ଗାଁ ରେ ଏଭଳି ପରିସ୍ଥିତି ଘଟିଛି
ଗାଁ ଲୋକ ଠିକ୍ କରିଛନ୍ତି
ଏମିତି ମୁଁ history book ରେ ପଢିଥିଲି। ଏଇ ସବୁ ୧୬୦୦-୧୭୦୦ ମସିହା ରେ ହଉଥିଲା।
ଭଗବାନ ତମର କଣ କରୁଛୀ
ଭଗବାନ୍ ଆମ୍ବେଦକର କୁ ଗେହୁଁଛନ୍ତି , ଆଉ ବହୁତ୍ ଜଲଦି ଭୀମ ସେନା କୁ ବି ଗେହିଁବେ
@@IASaspairant 😅😅
ଭଲ ହେଇଛି କଣ ପାଇଁ ଲୋକଙ୍କ ଜାଗାରେ ଘର କରୁଛନ୍ତି କି, ଯଦି ସରକାରୀ ଜମିରେ ଅଧିକାର କରିଛନ୍ତି ପ୍ରତିବର୍ଷ ଗାଁ କୁ ଖଜଣା ଦେବା କଥା
ମୁଁ ମଧ୍ୟ ଏହାର ସୀକାର ହୋଇ ଅଛି
ଏମିତି ଜଜ୍ ବି ଅଛନ୍ତି 😂😂😂
Sathik inquiry hei Ye salank upare sakta karyanustan jaruri
Sem story aama sahita hehi chi 3 year continue haba
Bikruta chintadhara
Emiti sabu dhenkanaala zilla re hi possible ... Ye gaan loka nija gaon ra aau nija zilla ra Naa pakeile ...
There is some samaj named sahoo samaj in Dhenkanal which also do this kind of kangaroo court.
Jealous bhai.... Jealous...
Ain anujayi Amara Jilla court,high court, supreme court achi , Kangaroo court?eita kn samvidhan dwara prachalita
Eta bhala nuhe aji se ମଣିସୋ | ଙ୍କୁ ଏକେଲା କୋରୁଚୋ ନିଜର୍ ଟି ଭବୀ କି ଦେଖୋ kemiti laguchi
Ama sahita huachi
Police may supress other
Hera kiyan pain emiti houcho....
Kn kn sabu hauchhi odisha re bhagwan
Thik heichi, police valanku b tankari medicine deichanti gaan loka. Kehi ta micha dara kan dekhichanti yanku.
Gaan loka B thik kahuthibe..... Sarakari jaga nachadile au kn heba... Basanda...
Very good
Sabu ade eia hi hue, kehi muhare accept karantini, ahuri kuha reservation hateibaku. Dukha ra katha reserved pila mane b bujhunahnti reservation ra mahatwa.. Olta mendha bhalia Nara baji karichnti reservation against re. Manuchi exam talent re clear haba, hele reservation hateidele tamaku educated habara subidha ai bada jatia mane debe ta.
Eie odia
Gan loka thik Karichnti
Mankadas
A bhali grama ku kaunasi help karantuni
Ama ga re be samiti ,
Mora madhya sehipari hoichhi
Bala ga loka ke jati ke dharma ki tamara he
Ama kutumbare Mora kichhi chhodi parileni😙😙😙🙂🙂
Sobu ade chaluchi
Village loka kumada haba
samsta nka naare fir kara
Sabu politics
Local iic imidiate action village president
Aebhali maghie kichi ta ama village re bi achanthi
Aku arrest kar
Khali mada darkar sale size hei jibe ama gaan re vi same situation 😅😅😅
India got independent 1947 aug 15 😂but People's are not independent right now 😂 What's the concept of law ??
sabu gna re aei prakar ra system chalichi gna member kichi ku karjya kale membar gana kichi kahibe nahni aau tanka kaunasi birodhi byakti kichi kale ta prati samaste madi basithanti
Dum achhi ta ehi Gunda mananka saha kara..crime kamijiba
Police chora heithibe bhala heichi police Bala bilkul chora
Ganjam re bahut hauchi
Jail re mara gan lokanku 😂
Grama basi jaha karichanti thik karichanti
A gachha cheli khauni ki😂
Tara 4ta pua kahaku manunathibe
Pua ghar ku asuchi na nai
bapa ku pacharunathiba
Ajatha Ahankar, jiddi ku chadi nija gaan, padosi ku sanmaan dei milimisi ruhantu.
😂dhanya a murkha manisha samaja kebe jagi uthiba
Murkha aau madua loka jou gaan re thibe se gaan pura nasta .....😂😂😂😂
Fake concept for highlight in news
Kichi kahibani kia thik kia vul
dekhnal re ebe b murkha achanti
Tu salati gaon sabhapati tu ko governor nuha
Good local level judicial service which ensure convenient and quick decision on legal matters though it illegal as per constitution but it is legal as per local legal code system this type of conduct with special power provision must be enacted as laws by Modi government
Male villageh bale
Mo bala kangaru court bhai police hai ki sc jei pruna