ଯନ୍ତ୍ରଣାର ଜଉଘର; ଯତନ ନଗର ! | Jatan Nagar Palace, Dhenkanal | Biswas Abiswas Andhabiswas |PrameyaNews7

แชร์
ฝัง
  • เผยแพร่เมื่อ 24 ต.ค. 2024

ความคิดเห็น • 146

  • @subashmuni1424
    @subashmuni1424 3 หลายเดือนก่อน +24

    ବହୁତ ସୁନ୍ଦର ଭାବରେ ଭାଷାର ପ୍ରଚଳନ ଏବଂ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଛି ।

  • @NaliniKansarali
    @NaliniKansarali 5 หลายเดือนก่อน +80

    କେତେ ଯେ ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି ପୁର୍ବଜମାନେ ,
    ଏବେ ବି ସେସବୁ ଶୁଣିଲେ କଷ୍ଟ ଅନୁଭବ
    ହେଉଛି ।
    ଏଇ ଐତିହାସିକ ତଥ୍ୟର ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ।

  • @amiya19277
    @amiya19277 5 หลายเดือนก่อน +20

    ଏଇ ଐତିହାସିକ ତଥ୍ୟର ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ।

    • @BanajaNandini
      @BanajaNandini 5 หลายเดือนก่อน +2

      Ama aitihtya ama itihasa bisayare apana khub sundar bhabe barnnana karithibaru bahut bahut dhanyabaad.

  • @chandramanimahanta8332
    @chandramanimahanta8332 4 หลายเดือนก่อน +10

    ବହୁତ ସୁନ୍ଦର ଲାଗିଲା ଜତନନଗର ର କଥା ଶୁଣି

  • @dhirendrarout5832
    @dhirendrarout5832 3 หลายเดือนก่อน +10

    ବହୁତ ସୁନ୍ଦର ଭାବେ ପର୍ଯ୍ୟବେସିତ video ଟି ଅତ୍ୟନ୍ତ ମନଛୁଆଁ ହୋଇଛି । ଅତୀତ ଓଡ଼ିଶାର କଥାବସ୍ତୁକୁ ନେଇ ଆହୁରି video ତିଆରି କରନ୍ତୁ ।
    ଧୀରେନ୍ଦ୍ର ରାଉତ, ରାଉରକେଲା ।

  • @rabindranathmaharana334
    @rabindranathmaharana334 5 หลายเดือนก่อน +14

    ବାଙ୍କୀ ଗଡ଼ ବିଷୟରେ ଆଉ ଥରେ ବିସ୍ତୃତ ଭାବେ ପ୍ରସାରଣ କରନ୍ତୁ ଏବଂ ବାଙ୍କୀରାଣୀ ଶୁକଦେଇ ଙ୍କ ବିଷୟରେ ଐତିହାସିକ ତଥ୍ୟ ସମ୍ବଳିତ ବିଷୟକୁ ନେଇ ପ୍ରସାରଣ କରାଗଲେ ସେଇ ଅଂଚଳର ଅଧିବାସୀ ଲୁକାୟିତ ରହିଥିବା ବିଭିନ୍ନ କଥା ଗୁଡ଼ିକ ଜାଣିପାରନ୍ତେ l

  • @madanmohanrout9018
    @madanmohanrout9018 4 หลายเดือนก่อน +7

    ଆପଣ ଓଡିଆ, ଓଡିଆ କହୁଛନ୍ତି, ଭଲ ଉପସ୍ଆଥାପନା କରୁଛନ୍ତି, ଓଡିଆମାନଙ୍କର ଆଶୀର୍ଵାଦ ଅଵଶ୍ୟ ମିଳିଵ। ଵିଦ୍ୟୁତ-ଗଣମାଧ୍ୟମର ଅନ୍ୟ ପ୍ରାଯ ୯୦ % ଉପସ୍ଥାପକ ଆପଣଙ୍କୁ ଅନୁସରଣ କରନ୍ତୁ ବୋଲି ସେମାନଙ୍କକର ମଙ୍ଗଳ କାମନା କରୁଛି

    • @PradeepKumarBhukta
      @PradeepKumarBhukta 4 หลายเดือนก่อน +1

      I❤you,soudamini,tame,jehanuthi,

  • @anadi323jan
    @anadi323jan หลายเดือนก่อน

    ବିଶ୍ବାସ ଅବିଶ୍ବାସ.ଅନ୍ଧ ବିଶ୍ବାସ ଓଡିଶାର ଲୁପ୍ତ ପ୍ରାୟ ଇତିହାସକୁ ଖୋଜି ବାହାର କରୁଛି...ସେଥିପାଇଁ ଏହା ଧନ୍ଯବାଦ୍ ପାତ୍ର

  • @rabinarayandehury5644
    @rabinarayandehury5644 3 หลายเดือนก่อน +5

    ବହୁତ୍ ସୁନ୍ଦର ତଥ୍ୟ ଉପସ୍ଥାପନ କରିଛନ୍ତି ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ

  • @girishprasadsahoo380
    @girishprasadsahoo380 5 หลายเดือนก่อน +25

    ଯତନ ନଗର ନୁହେଁ ତାହା ଯାତନା ନଗର । ରାଜାମାନେ ଯେଉଁଭଳି ଭାବରେ ନିରିହ ଗରିବ ଲୋକମାନଙ୍କୁ ଓ ନିରିହ ମୁକ ପଷୁମାନଙ୍କୁ ଅକଥନୀୟ ନିର୍ଯ୍ଯାତନା ଦେଇ କଠିନ ପରିଶ୍ରମ କରାଉଥିଲେ ତା ସହିତ ବେଡ଼ି ଉପରେ କୋରଡ଼ା ପାହାର ଦେଇ କାମ ହାସଲ କରାଉଥିଲେ ତେବେ ସେମାନଙ୍କର ଗରମଲୁହ ଓ କ୍ରୋଧଭରା ଅଭିଶାପ ଥିଲା । ରାଜମହଲ ତୋଳାହେବ ସତ କିନ୍ତୁ ରାଜାମାନେ କେବେବି ଭୋଗ କରିପାରିବେ ନାହିଁ ଓ ସେହି ମହଲ ଧିରେ ଧିରେ ଭାଙ୍ଗିରୁଜି ଧ୍ବଂସ ହୋଇଯିବ । କାରଣ ସେହି ଅଶାନ୍ତ ଅତୃପ୍ତ ଆତ୍ମାମାନେ ଏବେବି ସେହି ଭଙ୍ଗା ମହଲରେ ଘୁରି ବୁଲୁଛନ୍ତି ।

    • @ajaysantuka2567
      @ajaysantuka2567 5 หลายเดือนก่อน

      D reason y all Odisha is developing but Dhenkanal is developing in d wrong direction

    • @PurnaChandraSwain
      @PurnaChandraSwain 4 หลายเดือนก่อน +1

      Correctly opined.

    • @PriyankaSahi-pm1iq
      @PriyankaSahi-pm1iq 3 หลายเดือนก่อน

      Sata 😂na kn tanko Tama buluchi

    • @PurnaChandraSwain
      @PurnaChandraSwain 3 หลายเดือนก่อน

      @@PriyankaSahi-pm1iq Buluchi dear Priyanka buluchi au chillouchi. Ekaki gale pura dho karidebe. Jauna tike aama sange Meteor Supernova bullet re basi sethaku, dekhiba sata na naai?

  • @RayagadaSundari
    @RayagadaSundari 14 วันที่ผ่านมา

    ଅତ୍ୟନ୍ତ ଦୁଃଖଦାୟକ ଓ ଲୋମହର୍ଷଣକାରୀ ଘଟଣା

  • @artistuncle3949
    @artistuncle3949 4 หลายเดือนก่อน +3

    Nice msg

  • @MousumiDas-wk6hk
    @MousumiDas-wk6hk 3 หลายเดือนก่อน +1

    Khub sundor story

  • @RajuGiri-d1c
    @RajuGiri-d1c หลายเดือนก่อน

    Mind-blowing present

  • @Rakesha96
    @Rakesha96 5 หลายเดือนก่อน +7

    ଶବ୍ଦ ସଂଯୋଜନା ଚମତ୍କାର ❤️❤️❤️

  • @bulujani8083
    @bulujani8083 2 หลายเดือนก่อน

    ବହୁତ ସୁନ୍ଦର ଉପସ୍ଥାପନା 🙏

  • @swarnalatasahoo3091
    @swarnalatasahoo3091 4 หลายเดือนก่อน +1

    Very nicely executed the story by ur way of present ❤

  • @mastermaneesee2581
    @mastermaneesee2581 3 หลายเดือนก่อน

    Thanks bhai for your right information for coming generation of history.

  • @mythmayahistorymystery9009
    @mythmayahistorymystery9009 4 หลายเดือนก่อน +1

    yes

  • @odishakhabar6164
    @odishakhabar6164 5 หลายเดือนก่อน +9

    ଏଇ ଭଳି ରାଜା ମାନଙ୍କ ପାଇଁ ପର୍ଶ୍ରୁ ରାମ୍ ପୃଥିବୀ କୁ ନି କ୍ଷେତ୍ରୀୟ କରିବା ପାଇଁ ପ୍ରତିଜ୍ଞା କରିଥଲେ... ରାଜା ଶଦ୍ଦ ଗୋଟେ ଶୋଷକ କ ର ପ୍ରତିନାମ।।

  • @SwainMamta
    @SwainMamta หลายเดือนก่อน

    🙏🙏🙏

  • @manabhanjanpattnaik646
    @manabhanjanpattnaik646 4 หลายเดือนก่อน +6

    Bahut sundar upastapna

  • @godabarimangaraj5027
    @godabarimangaraj5027 4 หลายเดือนก่อน +1

    Jay Jagannath

  • @shibasankarrout9343
    @shibasankarrout9343 6 หลายเดือนก่อน +8

    Very nice

    • @PradeepKumarBhukta
      @PradeepKumarBhukta 4 หลายเดือนก่อน

      @dhenkanal,ra,raja,paribar,atitakatha,upastapan,karithibarubhau,bhauta,dhnyabada#

  • @user-vinod2000-
    @user-vinod2000- 4 หลายเดือนก่อน +1

    Very nice thanks🙏🙏🙏🙏

  • @srikantakumarjena
    @srikantakumarjena 3 หลายเดือนก่อน

    Welcome your information

  • @bholeswarmaharana4551
    @bholeswarmaharana4551 2 หลายเดือนก่อน +1

    ଜତନ୍ ନଗରୀ ର କୂଅ ଟା ଦେଖେଇଲନି
    ସେ କୂଅରୁ ଏବେ ବି ହାତୀ ମାନେ ପାଣି ପିଉଛନ୍ତି , ଦେଖିବାକୁ ବୋହୁତ ସୁନ୍ଦର

    • @nirmalmishra797
      @nirmalmishra797 2 หลายเดือนก่อน

      ସେଥିରେ କୁଅ ଭିତରକୁ ଯିବାକୁ ପାହାଚ ଅଛି

  • @OmmsaiNaik
    @OmmsaiNaik 2 หลายเดือนก่อน

    Very nice story' jay jagannath 🙏🏻🙏🏻🙏🏻🙏🏻🙏🏻

  • @pranabandhubiswal2626
    @pranabandhubiswal2626 5 หลายเดือนก่อน +2

    Thanks it's interesting to listen.let the story behind educative for all

  • @anjandas3317
    @anjandas3317 5 หลายเดือนก่อน +4

    ଐତିହାସିକ ତଥ୍ୟ ଭଲ ଲାଗିଲା

  • @akshyasahu4335
    @akshyasahu4335 5 หลายเดือนก่อน +1

    Tq, very interesting 🤔History 🎉

  • @gajendrasinghmukhi6936
    @gajendrasinghmukhi6936 4 หลายเดือนก่อน

    Thanks for all information 🤝

  • @supriyasahu1619
    @supriyasahu1619 หลายเดือนก่อน

    nicely narrated

  • @padmanavdas2481
    @padmanavdas2481 4 หลายเดือนก่อน +1

    ଅତି ଦୁଃଖଦାୟକ ଘଟଣାକ୍ରମରେ ଏହି ଯତନନଗରୀ ଭାଙ୍ଗି ରୁଜି ଚୁର୍ ମାର୍ ହୋଇଗଲା

  • @debasishpahadi9439
    @debasishpahadi9439 3 หลายเดือนก่อน

    Sir🎉

  • @ajitkumardasadhikari5583
    @ajitkumardasadhikari5583 4 หลายเดือนก่อน +1

    Very nice video n information

  • @tophanbehera7845
    @tophanbehera7845 4 หลายเดือนก่อน

    I❤dhenkanal

  • @fzxanil7004
    @fzxanil7004 หลายเดือนก่อน

    Tama team dina bele jauchi

  • @pallavpattanayak2813
    @pallavpattanayak2813 5 หลายเดือนก่อน +7

    Maximum negative vibes at that place.
    Ppl say even elephants use to cry for this palace construction 😢

  • @subashmuni1424
    @subashmuni1424 3 หลายเดือนก่อน

    Very nice collection .

  • @chabidas699
    @chabidas699 หลายเดือนก่อน

    thanks for video
    rabi das nka natak jatan nagar re rahi chhi ahuri kahani

  • @bindusagarojha689
    @bindusagarojha689 4 หลายเดือนก่อน

    ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀଙ୍କ... ସଂଗ୍ରାମକୁ ଭୁଲିହେବନି...

  • @Satyajit_Parida.
    @Satyajit_Parida. 5 หลายเดือนก่อน +2

    THE MORE WE LEARN MY RESPECT INCREASE FOR THE FREEDOM FIGHTERS 📈

  • @pradeepkhilar3330
    @pradeepkhilar3330 5 หลายเดือนก่อน +4

    Nice historical information

  • @rebatimishal2986
    @rebatimishal2986 4 หลายเดือนก่อน +1

    Nice video

  • @Bicky39245
    @Bicky39245 5 หลายเดือนก่อน +2

    I already know because I am from Dhenkanal

  • @gitanjaliSethi-j3g
    @gitanjaliSethi-j3g 2 หลายเดือนก่อน

    Very nice sar ❤❤

  • @nirmalmishra797
    @nirmalmishra797 2 หลายเดือนก่อน +1

    ପିଲା ବେଳେ ଆମ ଗାଁକୁ ଯିବାବେଳେ ପାହାଡରେ ଚଢି ସେଠାକୁ ଯାଉ । ତାର ଛାତ ଉପରେ ପେଣ୍ଡୁ ଖେଳୁ । ସେଠାରେ ଏକ କୂଅ ଅଛି ଯାହାର ପାଣି ଆଣିବାକୂ କାଢିବାକୁ ପଡେନି ତା'ପାଖକୁ ପାହାଚରେ ଯିବାକୁ ପଡେ । ସେତେବେଳେ ସମସ୍ତ ରାଜବାଟି ସମ୍ପୂର୍ଣ୍ଣ ସୁନ୍ଦର ତଥା ଅକ୍ଷୂର୍ଣ୍ଣ ଥିଲା । କିନ୍ତୁ ପରବର୍ତୀ ସମୟରେ ଜାଣିଶୁଣି ତାକୁ କଦର୍ଥ କରିଦିଆଗଲା । ତାର ସ୍ମୃତିକୂ ଅକ୍ଷୂର୍ଣ୍ଣ/ସାଇତି ରଖିବାପାଇଁ ଢେଙ୍କାନାଳରେ ଜନ ଆନ୍ଦୋଳନ ହୋଇଥିଲା । ତଥାପି ବି ଭିତରେ ଭିତରେ ଧ୍ୱସ୍ତବିଧ୍ୱସ୍ତ କରିଦିଆଗଲା । ଧନ୍ୟବାଦ ଦେବି ସେତେବେଳର ଆନ୍ଦୋଳନକାରୀଙ୍କୁ ଯେଉଁମାନଙ୍କର ଆନ୍ଦୋଳନ ଫଳରେ ଆପଣ ଆଜି "ଯତନ ନଗର"କୁ ଦେଖି ପାରୁଛନ୍ତି ନୋଚେତ ଆଜି ସେଠାରେ ଯତନ ନଗର'ର ପଥର ଖଣ୍ଡେ ବି ନ ଥାନ୍ତା କାରଣ ଜତନ ନଗରର ଚାରିପଟ ପାହାଡ ଆଜି ଅନ୍ୟ ଜଣକର ବ୍ୟକ୍ତିଗତ ସମ୍ପତି। ବ୍ୟକ୍ତିଗତ ଭାବେ ମୋର ଏସବୁ ନିଜସ୍ବ ଅନୁଭୂତି । ଆହୁରି ବି ଅନେକ କଥା ଅଛି ଯାହା ବଣ୍ଣନା କରିହେବନି । ଆପଣଙ୍କୁ ତଥା ପ୍ରତାପ ବରାଳବାବୁଙ୍କୁ ଧନ୍ଯବାଦ ଆପଣ ଏ ଜତନ ନଗର ବିଷୟରେ ଏତେ ସବୁ ଲୋକମାନଙ୍କ ସହ share କରେଇପାରିଲେ ।🙏

    • @ghumnewalaadmi
      @ghumnewalaadmi 2 หลายเดือนก่อน

      ଜୟ ଜଗନ୍ନାଥ ଭାଇନା ଆମ୍ଭର ମଧ୍ୟ ୟୁଟୁବ ଚାନେଲ ଅଛି ଏବଂ ମୁଁ ମଧ୍ୟ ଯତନ ନଗର ସମ୍ପକ ରେ କିଛ ତଥ୍ୟ ଜାଣିବାକୁ ଉଛୁକ ଯଦି ଆପଣଙ୍କ ମୋବାଇଲ ନମ୍ବର ମିଳି ପାରନ୍ତ ତେବେ ନିଛତ ଭାବରେ କିଛି ପୁରୁଣା କଥା ଆସିପାରିବ. ଆଶା ଓ ବିଶ୍ୱାସ ଆପଣ ମୋବଇଲ ନମ୍ବର ଦେବେ ଧନ୍ୟବାଦ

  • @haridas5442
    @haridas5442 4 หลายเดือนก่อน

    ❤❤❤❤❤❤❤

  • @deepakpradhan3583
    @deepakpradhan3583 4 หลายเดือนก่อน

    Ati sundar sabda binyasha .

  • @ranjitnayak-jn8qh
    @ranjitnayak-jn8qh 4 หลายเดือนก่อน

    Super story

  • @kaathadianrakathaa1196
    @kaathadianrakathaa1196 4 หลายเดือนก่อน +1

    ଯିଏ କହୁଛନ୍ତି ତାଙ୍କ ଭାଷା ଜ୍ଞାନ ଟିକିଏ ବଢ଼ାନ୍ତୁ । ଶବ୍ଦ ପ୍ରୟୋଗ ଟିକିଏ ଶିଖାନ୍ତୁ ତାଙ୍କୁ

  • @pradeeppahi8861
    @pradeeppahi8861 4 หลายเดือนก่อน +2

    The king of Dhenkanal during that time was sankar pratap a benevolent ruler but during his stay in Foreign country may be England, he given the Administration to his younger brother by nature Nrushinga his name may be he was planned to construct a huge building on the top of a hill consisting 99 Rooms calles as Jatan Nagar men power an use Elephants to lift huge like stones an one pond also built to preserve water for planted flower, the day of cruelity is at the appex like Bethi, Begari called as forced labour going on at Dhenkanal but after a regnum the King return from England listen all the heinous activities of his younger brother the king ordered him to lead a banishment / may punish him to stay outside of Dhenkanal an Restore the real rule an prajas remain in peace

  • @nahdarpmaytas5839
    @nahdarpmaytas5839 4 หลายเดือนก่อน +1

    Singhdeo raja Balangir re achhanti
    Now Deputy CM of Odisha

  • @RojalinRoji-x6o
    @RojalinRoji-x6o 2 หลายเดือนก่อน

    I am from dhenkanal mo jaichi jatan nagar bahut bhaala sethi gote park achi bahut bahlaa

  • @JyotiJyotiRanjanrout
    @JyotiJyotiRanjanrout 4 หลายเดือนก่อน

    Very nice 👍😊

  • @Nk_officialvlog143
    @Nk_officialvlog143 4 หลายเดือนก่อน +2

    4:52 ସେଇଟା ଅନେଶତ ମହଲା 🤔🤔🤔🤔......????

    • @rojibehera-o2p
      @rojibehera-o2p 2 หลายเดือนก่อน

      ହିଁ ସେଇଟା ଅନେଶତ ମହଲା

    • @Nk_officialvlog143
      @Nk_officialvlog143 2 หลายเดือนก่อน

      @@rojibehera-o2p ଅନେଶତ କୋଠରି ହେଇଥିବ....... ଆନେଶତ ମହଲା ମୁଁ ପା ନିଜେ ଦେଖିଚି ସେଇଟା ଅନେଷତ ମହଲା ନୁହେଁ

  • @kakini
    @kakini 4 หลายเดือนก่อน

    Nice

  • @nareshdash3796
    @nareshdash3796 4 หลายเดือนก่อน

    ରାଜତନ୍ତ୍ର ର କଳଙ୍କିତ ଅଧ୍ୟାୟ ରାସ୍ତା ରେ ଗଲାବେଳେ ବହୁବାର ଦେଖିଛୁ ହେଲେ ଆଜି ପାଖରୁ ଏ ଭିଡିଓ ରୁ ଦେଖିଲୁ ।

  • @sudhansupradhan2631
    @sudhansupradhan2631 4 หลายเดือนก่อน

    Athmallik Raja bisayare gote episode karantu

  • @PALAKBALIARSINGH
    @PALAKBALIARSINGH 3 หลายเดือนก่อน

    😮

  • @bubunnayak7000
    @bubunnayak7000 4 หลายเดือนก่อน

    My village eria ❤

  • @priyabratrout4298
    @priyabratrout4298 4 หลายเดือนก่อน

    Development kara jau

  • @Purnachandrabarik2122
    @Purnachandrabarik2122 4 หลายเดือนก่อน +1

    I love you Dhenkanal

  • @geetadaskaliagudi-ye1mj
    @geetadaskaliagudi-ye1mj 5 หลายเดือนก่อน +1

    I love Dhenkanal

  • @ajayakumarmohanty9582
    @ajayakumarmohanty9582 5 หลายเดือนก่อน

    ଯତନ ନଗର ର ଇତିହାସ ସମ୍ପର୍କରେ ଜାଣିଲୁ। ଧନ୍ୟବାଦ।

  • @Durga-q6z
    @Durga-q6z 4 หลายเดือนก่อน

    I love my dkl

  • @SubashSahoo-n2r
    @SubashSahoo-n2r 4 หลายเดือนก่อน +2

    ବର୍ତମାନ ଏ ରାଜବାଟୀ ନାହିଁ ତୁମେକିପରି ଦେଖାଉଛ

    • @SushreesovalinSahoo
      @SushreesovalinSahoo 3 หลายเดือนก่อน

      Abe b achhi

    • @nirmalmishra797
      @nirmalmishra797 2 หลายเดือนก่อน

      @@SubashSahoo-n2r ନା..ନା..ତାର ଭଗ୍ନାବଶେଷ ଏବେ ବି ଅଛି

    • @rojibehera-o2p
      @rojibehera-o2p 2 หลายเดือนก่อน

      ଅଛି

  • @MRCHUGU
    @MRCHUGU หลายเดือนก่อน +1

    Raj bhai kamp pakei chhanti 😂😂 raj kumar vlog dekh ntu😂

  • @Bepractical1996
    @Bepractical1996 4 หลายเดือนก่อน +3

    ମୋତେ ଟିମ୍ ର ହାତରେ ପାଣି ବୋଟୋଲ ଦେଖି ଲାଗିଲା ସେମାନେ ଝାଡା ଯାଉଛନ୍ତି😂

  • @ok-eh3yh
    @ok-eh3yh 5 หลายเดือนก่อน

    Govt..look after our heritage soon ...

  • @pratyusasahoo2693
    @pratyusasahoo2693 3 หลายเดือนก่อน

    😢😢ama Village loka mane sethi kama karithile😢😢😢 bahut kasta lage ki se loka mane b ebe duniya chhadibaku😢lagileni

  • @BhumisutaNaik-o8w
    @BhumisutaNaik-o8w 4 วันที่ผ่านมา

    Bhalkala bhai jatan nagardekhili

  • @saubhagyakumarswain8060
    @saubhagyakumarswain8060 5 หลายเดือนก่อน +1

    Fantastic script

  • @MrMadhusudan1972
    @MrMadhusudan1972 4 หลายเดือนก่อน

    ମୂର୍ଖ , ମୂଖ୍ଯପ୍ଋଷ୍ଠା ରେ " ଜ" ଉ ଘର ଲେଖ ।

  • @user-zr5bj5vx4u
    @user-zr5bj5vx4u 8 วันที่ผ่านมา

    Plastic bottle ବର୍ଜନ କରନ୍ତୁ ।

  • @Durga-q6z
    @Durga-q6z 4 หลายเดือนก่อน

    Mu jatanagar ku jaichhi

  • @sainrupendra
    @sainrupendra 2 หลายเดือนก่อน

    Is it a story or have some evidence

  • @jagannathprasad2565
    @jagannathprasad2565 5 หลายเดือนก่อน +2

    please share the contact details of this property.

    • @ajaysantuka2567
      @ajaysantuka2567 5 หลายเดือนก่อน

      Dhenkanal. District Dhenkanal, Odisha.

    • @ajaysantuka2567
      @ajaysantuka2567 5 หลายเดือนก่อน

      Six kms from Baji Chowk, d centre of Dhenkanal.

  • @saubhagyakumarswain8060
    @saubhagyakumarswain8060 5 หลายเดือนก่อน

    Thanks to Dipankar Das who scripted the story.salute

  • @TheChoudwar
    @TheChoudwar 5 หลายเดือนก่อน

    ଯତନ ପ୍ରକୃତରେ କିଏ..... ମୂଁ ଯତନ ନଗର ଯାଇଚି, ଆଉ ଶୁଣିଚି ସିଏ କାଳେ ରାଜାଙ୍କ ଭାଇ, କିନ୍ତୁ ଆପଣ ଅଲଗା କଥା କହୁଚନ୍ତି. ମୂଁ ଛୋଟବେଳେ ମୋ ନନାଙ୍କଠାରୁ (father ) ଯତନ ନଗର କଥାଶୁଣିଥିଲି, ଆଉ ଗୋଟେ rajdoot ଗାଡି ଧରି ଆମେ 3 ଜଣ ଯତନ ନଗରରେ ଦିନ 1.30 ରେ ପହଂଚିଥିଲୁ. ଉଦୁଉଦିଆ ଖରାରେ ସେଠି ଠିଆହବାକୁ ଡରଲାଗିଲା. ଲାଗିଲା ଆମକୁ କେଜାଣି କୋଉମାନେ ଆମକୁ ଦେଖୁଛନ୍ତି. 30 ମିନିଟ ଭିତରେ ସେଠୁ ଚାଲିଆସିଲୁ. ତେଣୁ ପ୍ରକୃତରେ ଯତନ କିଏ.

    • @alonnikhi7
      @alonnikhi7 4 หลายเดือนก่อน

      Appna. Uper. Thhauria. Bhaane. Coment. Karo. Chhanti

  • @LINGARAJMOHANTY-d8q
    @LINGARAJMOHANTY-d8q 2 หลายเดือนก่อน

    Jatana ra nagar jatan nagar

  • @alonnikhi7
    @alonnikhi7 4 หลายเดือนก่อน

    Sir. D k l. Raja. Nkar. Atyachar. R. .sakhi. Jatan nagar. Ku. Dkl. Raja. Jani suni. Bhangi. Diaajauchhi.

  • @gulsonkhadija919
    @gulsonkhadija919 2 หลายเดือนก่อน

    Jatana..ra nagar jatan nagar😐😐

  • @samarbarik1860
    @samarbarik1860 5 หลายเดือนก่อน

    ଚମତ୍କାର

  • @jeebanjyotijena9523
    @jeebanjyotijena9523 4 หลายเดือนก่อน

    Emiti aitihasika o shikhania bisaya bastu ku nei ahuri vdo banantu
    Ajira samaya re samastanku sikhibara abasyakata achhiii...

  • @anamikarohidas4061
    @anamikarohidas4061 3 หลายเดือนก่อน +1

    365 rani mane one yer

  • @rabindrananda943
    @rabindrananda943 3 หลายเดือนก่อน

    Sabu samayare sabu khetrare kuhajai Abhisap tharu maha papa kichhi nahi Ashirbada tharu maha Puney kichhi nahi

  • @Mr.das7253
    @Mr.das7253 4 หลายเดือนก่อน

    Mu first time jaithili sethku semiti kichhi nahi

  • @gulsonkhadija919
    @gulsonkhadija919 2 หลายเดือนก่อน

    Au gote katha se mahal re kabata,jharka nahi kan pain..khali khola khola kantha....?😯😯😯

  • @neherupadhan5076
    @neherupadhan5076 5 หลายเดือนก่อน

    Praja batsalya raja & praja batsalya neta amanka sankhya sabubele naganya aate. (manabikata ra abhav).

  • @fzxanil7004
    @fzxanil7004 หลายเดือนก่อน

    Ratire Kain jauni

  • @chhabirani1806
    @chhabirani1806 4 หลายเดือนก่อน +1

    Mun mo bapaka pakharu a story sunithili

  • @pradoshkuparida7752
    @pradoshkuparida7752 4 หลายเดือนก่อน

    Please improve your presentation..

    • @pradoshkuparida7752
      @pradoshkuparida7752 4 หลายเดือนก่อน

      Especially background voice and context.

  • @chandansekhardeo
    @chandansekhardeo 4 หลายเดือนก่อน

    Acha jadi ate kharap raja paribara sabu ta 1947 pare adharu adhika snya bahini ta sabu raja tantra ra thile ଯାହାକୁ ମାର୍ଶାଲ bread କୁହାଯାଉ ଥିଲା jadi sardar balab bhayi Patel ka Saha na misi thante ta Kan upadi pakyi thante.
    Udaharana Nepal ,myamar,jamukasmir, ejoram,bangal,Bhutan ,shree Lanka Kan କରିପକାଇଲେ ଏମାନଙ୍କର ସର୍ଦ୍ଦାର ବଲବ୍ଭ ଭୟି ପଟେଲ ।
    ହଁ ଏହି ଜଉ ଉପସ୍ଥାପନା ଯାତନା ନଗର କୁ ମୁ ଠିକ୍ କହୁନି

  • @jyotirmayeerana4086
    @jyotirmayeerana4086 5 หลายเดือนก่อน +1

    Are ame bulibaku jaithili sethiki

  • @khandayat1Ruler
    @khandayat1Ruler 4 หลายเดือนก่อน

    British Sasan Time period re Ea Bhadatia Mughalputa Rajasthani Raja nku British Dhenkanal re sthapan Kari thila😮

  • @JAISREERAM321
    @JAISREERAM321 4 หลายเดือนก่อน

    Chhi chhi ki nistura se raja bodhe khali tamasika khadya khauthila sethipain amitii prakuti 😢😢😢chhi

  • @gulsonkhadija919
    @gulsonkhadija919 2 หลายเดือนก่อน

    Apananka dwara janibaku milila sethikara ratantara bisayare..ete nishthura raja jane kemti heipariba j..praja ta praja..niriha pasu nku bi chhadi dia jaunathila..😡😡

  • @JyotiJyotiRanjanrout
    @JyotiJyotiRanjanrout 4 หลายเดือนก่อน

    😮nanghinya raaja yebe milantani yeyiaa chanhuchi modi bjp sarkar makar manhus modi