ପ୍ରେମିକ ସହ ମିଶି ରାସ୍ତାରୁ ହଟାଇଦେଲା ସ୍ବାମୀକୁ ନବ ବିବାହିତା ବୋହୂ, ପ୍ରେମିକ କହୁଛି ଲଭ୍ ରେ ଏମିତି ହୁଏ

แชร์
ฝัง
  • เผยแพร่เมื่อ 4 ก.พ. 2025
  • ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
    Subscribe: www.youtube.co...
    Facebook: / knewsodisha
    Twitter: / knewsodia
    Instagram: / knewsodisha
    Mobile App: play.google.co...
    Website: www.knewsodisha...
    #knews #knewsodisha #odisha #odishanews #ajirakhabar #ajiranews

ความคิดเห็น • 906

  • @RameshYadav-nd5te
    @RameshYadav-nd5te 2 ปีที่แล้ว +366

    ମାରିବା ଅପେକ୍ଷା ପ୍ରେମିକ ସାଙ୍ଗରେ ପଳେଇ ଥିଲେ ଭଲ ହେଇଥାନ୍ତା....... ଗୋଟିଏ ନିରୀହ ଜୀବନ ନେଇକି କଣ ପାଇଲୁ।

    • @gurunathbehera4988
      @gurunathbehera4988 2 ปีที่แล้ว +11

      First marriage kahiki karibo

    • @manoranjansoren9294
      @manoranjansoren9294 ปีที่แล้ว +6

      ସାର ଆପଣଙ୍କ ଭଳି ସମସ୍ତଙ୍କର ଚିନ୍ତାଧାରା ରହିବା ଦରକାର ଧନ୍ୟବାଦ🙏🙏

    • @kalyani2024
      @kalyani2024 ปีที่แล้ว +4

      Right

    • @sushreesubhasmitanayak4169
      @sushreesubhasmitanayak4169 ปีที่แล้ว +3

      Karana seguda psycho guda. Anyaku marideiki nije lover sahita bhala re rahibe bhabuthile

    • @narasingpurty3504
      @narasingpurty3504 11 หลายเดือนก่อน

      Right

  • @manassamal7426
    @manassamal7426 2 ปีที่แล้ว +76

    ଏଇଟା ପ୍ରେମ ନୁହଁ କାମ ବାସନା କଳିଯୁଗ ଚାଲିଲା ରେ ମୋ ଓଡ଼ିଶା ବାସୀ 🙏🙏ଦୟାକରି ଭଜରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏

  • @saritasamal5413
    @saritasamal5413 2 ปีที่แล้ว +113

    ମାଉସୀ ଠିକ କହିଛନ୍ତି ମା'ଙ୍କୁ ନ୍ୟାୟ ମିଳିବା ଦରକାର।😭🙏

  • @satyabratamunda4713
    @satyabratamunda4713 2 ปีที่แล้ว +130

    ସେ ମାଗିହ ପ୍ରେମିକକୁ ଫାଶୀ ଦିଆ ଯାଉ

    • @debasislucky8192
      @debasislucky8192 2 ปีที่แล้ว +10

      Au se jhia ku kn puja Kara hava ki

    • @Sipunk153
      @Sipunk153 2 ปีที่แล้ว +1

      ଝିଅକୁ

    • @chittaranjanhasda6744
      @chittaranjanhasda6744 2 ปีที่แล้ว +1

      Supreme court ka order hisab re parakiya Priti byaain nuhe

    • @bodybuilder4790
      @bodybuilder4790 2 ปีที่แล้ว

      @@chittaranjanhasda6744
      But Murder ta kana aiin ki ????

    • @chittaranjanhasda6744
      @chittaranjanhasda6744 2 ปีที่แล้ว

      @@bodybuilder4790 madar baba da Ku dand achi

  • @pradeepkumarrout7946
    @pradeepkumarrout7946 2 ปีที่แล้ว +377

    ଝିଅ କୁ ସେମିତି ମାରିଦିଅ ଏମିତି ହେଲେ ଉଚିତ୍ ନ୍ୟାୟ ମିଳିବ ବାପା ମା କୁ

  • @baghraymurmumuna854
    @baghraymurmumuna854 2 ปีที่แล้ว +113

    ଓଡିଶାରେ ନ୍ୟାୟ ନାହିଁ ତେଣୁ ନିଜେ ଯାହା ନ୍ୟାୟ ପାଇଁ ଚେଷ୍ଟା କରନ୍ତୁ😭😭

    • @eminence000
      @eminence000 2 ปีที่แล้ว +5

      Se dui ta nku public hatare chhadidele semane thik nyaya deidebe

    • @parsantpanigrahy5946
      @parsantpanigrahy5946 2 ปีที่แล้ว +1

      Khakle odisar nhi Pura india Ra nhi

  • @harekrushnahotta2072
    @harekrushnahotta2072 2 ปีที่แล้ว +139

    ଶାଶୁ ଘରକୁ ଆସନ୍ତି ହୋଇଣ ସତୀ
    ଚେହେରା ବଦଲିଯାଏ ରାତିକିରାତି
    କିପରି ଜାଣିବା ଭାଇ ଝିଅର ଗୁଣ
    ବିନା ଦୋଷେ ପୁଅ ମାନେ ଖାଆନ୍ତି ହାଣ
    ଝିଅ ମାନେ ତୁମକୁ କୋଟି ଝିଅର
    ଅକାରଣେ ଭାଙ୍ଗାନାହିଁ ଅନ୍ୟର ଘର।

  • @satyamshivam4203
    @satyamshivam4203 2 ปีที่แล้ว +151

    ଛି ଛି ଛି,ଏମିତି ବିବାହ କରିବା ମାନେ ।ନିଜ ଜୀବନକୁ ନଷ୍ଟ କରିବା😭😭😭😭

    • @BIKIEXPRESS12345
      @BIKIEXPRESS12345 7 หลายเดือนก่อน +1

      Hn

    • @sunarammurmu6904
      @sunarammurmu6904 6 หลายเดือนก่อน

      Emiti hele baha no hoi bachlor life hni better

  • @balakrushnarath4854
    @balakrushnarath4854 2 ปีที่แล้ว +340

    ନୁଆଁ ବୋହୂର ବୀଆ ଭିତରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଉ......
    ସମସ୍ତଙ୍କୁ ଅନୁରୋଧ ଆଜ୍ଞା ବାଧିଲେ କ୍ଷମା ଦେବେ 🙏🙏🙏

    • @NRMshots79
      @NRMshots79 2 ปีที่แล้ว +6

      Wow great

    • @basudevmunda9031
      @basudevmunda9031 2 ปีที่แล้ว +5

      👍

    • @Depak1435
      @Depak1435 2 ปีที่แล้ว +9

      Tk katha bhai ae pari jhia acdi mariba darkhar

    • @Poeticheart493
      @Poeticheart493 2 ปีที่แล้ว +2

      Ek dum thik....Mari deba katha

    • @dasarathigamanga7177
      @dasarathigamanga7177 2 ปีที่แล้ว +1

      tk kaucha Bhai hemiti ka jhia jibnaru Mari deba darkar Mari dia se jia mori bha huchchith

  • @krushnamohansahoo5633
    @krushnamohansahoo5633 2 ปีที่แล้ว +115

    ଆଗକୁ କ'ଣ ହେବ ମୁଁ କହୁଛି ଶୁଣନ୍ତୁ
    ଆମ ଦେଶରେ ଥିବା ବା____ ଆଇନ କହିବ ପ୍ରମାଣ ନ ମିଳିବା ଯୋଗୁଁ ଏ ଦୁହେଁ କୁ ସସମ୍ମାନେ ଛାଡି ଦିଆ ଯାଉ।🥺🥺🥺🥺।

    • @Diamond.supar.
      @Diamond.supar. 2 ปีที่แล้ว +3

      💯✔️

    • @baboolbabool6728
      @baboolbabool6728 2 ปีที่แล้ว +1

      Right bhai....... Amiti hi agaku ahuri haba malika bachan... Re lekha achi

    • @krushnamohansahoo5633
      @krushnamohansahoo5633 2 ปีที่แล้ว

      @@baboolbabool6728 🥺🥺

    • @bhagyashreevlog3187
      @bhagyashreevlog3187 2 ปีที่แล้ว

      @@baboolbabool6728 a katha malika re lekha haechi🙄🙄

    • @brajakishor121
      @brajakishor121 9 หลายเดือนก่อน +1

      ଭାଇ କଥା ପଦେ କହିଛ
      ଆମ ଦେଶର ଆଇନ ଏଭଳି
      ଏ ମ___ଙ୍କୁ ଲୋକ ମରିସାରିଲା ପରେ ,ଆଉ ସବୁ ଦେଖିବାପରେ ପ୍ରମାଣ ଦରକାର

  • @sanjeevdash1287
    @sanjeevdash1287 2 ปีที่แล้ว +40

    ଝିଅ ର ପରିବାର ଜାଣି ଶୁଣି ବାହା କଲେ କେମିତି? ଏ ମର୍ଡର ପଛରେ ଝିଅ ର ପରିବାର ସମ୍ପୂର୍ଣ୍ଣ ଦାୟୀ। ଆଗରୁ ଏସବୁ ସମସ୍ଯା ଅଛି ବୋଲି କହିଲେନି କାହିଁକି। ଏବେ କୌଣସି ପୋଲିସ କୋର୍ଟକଚେରୀ ରେ ନ୍ଯାୟ ବିଚ଼ାର ହୁଏ ନାହିଁ। ଯାହା ବିଚାର କରିବେ ଯାହାର କ୍ଷତି ହେଲା ସେ ନିଜେ ହିଁ ବିଚାରକ ଦଣ୍ଡ ବିଧାନ ପାଇଁ ଚିନ୍ତା କର।

  • @jogeswarmajhi4529
    @jogeswarmajhi4529 2 ปีที่แล้ว +35

    ସେଥି ପାଇଁ ବାପା ମାଆ ଦାୟୀ।ପ୍ରେମ ରେ ଉବୁଟୁବୁ ଥିବା ଝିଅ କୁ ପ୍ରସ୍ତାବ ଆସିଲା ମାତ୍ରେ ଝିଅ ର କିଛି ମତା ମତ ନିଆଯାଏ ନାହିଁ।ହଠାତ୍ ବିବାହ କରିଦିଆଯାଏ।ଫଳରେ ଏମିତି ହେଉଛି।

  • @chandannaik8166
    @chandannaik8166 2 ปีที่แล้ว +80

    ହେ ପ୍ରଭୁ ଏ ପିଲା ଟିକୁ ମାରିଲା ବେଳେ ସେ ଝିଅ ର ହାତ କେମିତି ଥରୀ ଲାନି କେତେ କଷ୍ଟ ରେ ସେ ମରି ଥିବ 🙌🙌🙌

  • @barihapilaofficel1192
    @barihapilaofficel1192 2 ปีที่แล้ว +97

    ପ୍ରେମ ସମ୍ପର୍କ ଥିଲା ତ କଣ ପାଇଁ ବାହା ହଉଥଲା ରାଡ଼ି ଝିଅ.......🙆‍♂️🙆‍♂️

    • @maskedaffairs7216
      @maskedaffairs7216 2 ปีที่แล้ว +1

      Bhul jhia ra nuhe sabu bhul jhia ra bopa au maa ra
      Sethi pai jhia ku baha hela purvaru jhia bisayare enquire kara bhala se ta pare baha hua

    • @barihapilaofficel1192
      @barihapilaofficel1192 2 ปีที่แล้ว +2

      @@maskedaffairs7216 ସତ କଥା ଆଜ୍ଞା

  • @Diamond.supar.
    @Diamond.supar. 2 ปีที่แล้ว +53

    ଏ ସବୁ ସୁପରୀମକୋର୍ଟ ର ଭୁଲ ,ସେ ଅଧିକ ସାହାସ ଦେଇଛି ଝିଅ ମାନଙ୍କୁ । ଖୋଲାଖୋଲି ପ୍ରେମ କରିବା ଶିଖେଇଛି ।

    • @madhusmita6857
      @madhusmita6857 2 ปีที่แล้ว +1

      Sabu jhhia kn

    • @pintumj3462
      @pintumj3462 2 ปีที่แล้ว

      All right bro

    • @timetraveller5721
      @timetraveller5721 2 ปีที่แล้ว

      @@madhusmita6857 Han jhia mane bahaghara purbaru sata kahinki kahu nahanti.

    • @narendradas5533
      @narendradas5533 10 หลายเดือนก่อน

      Bilkul thik kahile bhai

    • @debashishdas8635
      @debashishdas8635 10 หลายเดือนก่อน

      Apathua ... Gyana dauchi... Suprimecourt kana kahichi 😂

  • @bishnumusic5477
    @bishnumusic5477 2 ปีที่แล้ว +404

    କେହିବି ଭୁଲ୍ ରେ love କରୁଥିବା ପୁଅକୁ କି ଝିଅକୁ ବାହା ହୁଅନ୍ତୁ ନାହିଁ ନହେଲେ ଏମିତି ନାମ ନବାକୁ ପଡ଼ି ପାରେ, ହେ ଭଗବାନ

    • @nirmalasethi4928
      @nirmalasethi4928 2 ปีที่แล้ว +19

      100% ସତ କଥା,

    • @Depak1435
      @Depak1435 2 ปีที่แล้ว +21

      Aji kali jhia mane sata katha kahu nahati ki jhia ra family bi kahu nahati jhia love karuchi ki karutila kahi sabu jhia mane michha kahuchati au pua ku ae pari problem ra sabu pakhauchati

    • @babitamishra9920
      @babitamishra9920 2 ปีที่แล้ว

      @@nirmalasethi4928 999mkpppp pllpomk

    • @sunsign6544
      @sunsign6544 2 ปีที่แล้ว +8

      But aajikali chatara toka ku bf wala jhia hi bhala laguchi. Tanku laguchi jhia re history nahi ta sa attractive nuha. Baha hunatu emiti chatara toka aau marantu emiti

    • @rasmibidika
      @rasmibidika 2 ปีที่แล้ว +2

      @@Depak1435 puo bi au jhio bi semiti bhai sobu same nuhoti

  • @ranjanapanda6538
    @ranjanapanda6538 2 ปีที่แล้ว +34

    ପରିବାର ଠିକ୍‌ ନ ହେଲେ ଭବିଷ୍ଯତ ରେ ଦେଶର ଅବସ୍ଥା ପୂରା ଖରାପ ହେବ। ସାଧୁ ସାବଧାନ୍‌। ବେଳଥାଉ ବନ୍ଧ ବାନ୍ଧ।

  • @bhagbatpradhan2365
    @bhagbatpradhan2365 2 ปีที่แล้ว +44

    ହେ ଭଗବାନ୍ ଆରେ ନାରୀ କାଈ ସେମିତି ହଉଚ ଟିକେ ଚରମ ସୁଖ ପାଇ ଶଳା ମରୁନ

  • @DeepakIndianprank
    @DeepakIndianprank 2 ปีที่แล้ว +29

    ଏଣିକି ସବୁ ଘରେ ସିସିଟିଭି ଫୁଟେଜ ଲୋଗଜାଉ ସେକୁରିଟି ପାଇ ok au କିଛି ହବନି

  • @sambalpuriya5516
    @sambalpuriya5516 11 หลายเดือนก่อน +3

    ବହୁତ ଷଡ଼ଯନ୍ତ୍ର କରୁଛନ୍ତି ପ୍ରେମିକ ଓ ପ୍ରେମିକା ।
    ଦେଖିବା ଭାରତର ଆଇନ ବ୍ୟବସ୍ଥା କଣ କରୁଛି।

  • @prakash-mk1eg
    @prakash-mk1eg 2 ปีที่แล้ว +26

    ଏମିତି ରେ କାହାକୁ କିଛି କହି ହବନି କାରଣ ଏ ହେଉଛି କଳିଯୁଗ ପୁଅ ର ବି ପ୍ରେମିକା ଅଛନ୍ତି ଝିଅ ର ବି ପ୍ରେମିକ ଅଛନ୍ତି ତାଠୁ ଭଲ ହବ ବାହା ହେଇଥିବା ଝିଅକୁ ଉଠେଇ ନେଇକି କୁଆଡେ ପଳେଇବା

  • @ମହେଶ୍ବରରେଟାମହେଶ୍ବରରେଟା

    ଏମିତି ଗୋଟିଏ ଝିଅ ନାହିଁ କି ତାର ପେର୍ମିକ ନଥିବ।

    • @kandheichhatoi2109
      @kandheichhatoi2109 2 ปีที่แล้ว +24

      Emiti bi gote kehi pua nahi jahara premika nathiba

    • @Basantmusicodisha
      @Basantmusicodisha 2 ปีที่แล้ว +3

      @@kandheichhatoi2109 michha

    • @sudhakarm6335
      @sudhakarm6335 2 ปีที่แล้ว +2

      @@kandheichhatoi2109 Right Mam.. 😭😭😭😄😀😃

    • @kandheichhatoi2109
      @kandheichhatoi2109 2 ปีที่แล้ว +2

      @@Basantmusicodisha kn ta micha tk kahila

    • @Basantmusicodisha
      @Basantmusicodisha 2 ปีที่แล้ว +3

      @@kandheichhatoi2109 are mu bi gote pua +2 +3 Patha padiki asichhi mora janebi lover nahin michha nuhen kn sata

  • @mr.sanjayinformationdiscov3282
    @mr.sanjayinformationdiscov3282 2 ปีที่แล้ว +12

    ଆଇନ ରେ ଥିବା କୋହଳ ଦଣ୍ଡ ବ୍ୟବସ୍ଥା ମହିଳା ଙ୍କୁ ଏକ କୋଟା ଭଳି ସାହାଯ୍ୟ କରୁଛି ତେଣୁ ଦିନକୁ ଦିନ ମହିଳା ଅପରାଧ ଜଗତରେ ପାଦ ଥାପୁଛନ୍ତି,,,
    କିନ୍ତୁ ମୁକ ବଧିର ଆଇନ କେବଳ ପୁରୁଷ କୁ ହିଁ ସବୁଥିରେ ଦାଇ କରାଏ,,, ଆଉ ମେଡିଆ ମହିଳାଙ୍କ ଫୋଟୋ କୁ ଲୁଚେଇ ଦେଖାଏ।।।

  • @KoelCheneproduction9381
    @KoelCheneproduction9381 2 ปีที่แล้ว +37

    କଥାରେ ଅଛି - "ସମାଜ କୁଳଶୀତ ଦେଶ ଅକାମୀ,,, ପର ପ୍ରେମ ମଣିଷକୁ କରେ ବିପଥଗାମୀ"

    • @umakantsethy143
      @umakantsethy143 2 ปีที่แล้ว +1

      Ki madhur bhasa re pari kalpana karich bhai

  • @mpk8333
    @mpk8333 2 ปีที่แล้ว +42

    ସବୁ ତୋ ଡବଲ୍ ସିମ୍ ଵାଲା କାହାକୁ ବାହା ହେବା ତେବେ😭😭😭😭😭

  • @punchlines1372
    @punchlines1372 หลายเดือนก่อน +1

    ମା ବହୁତ୍ ସାହସୀ ଲୋକ ❤❤❤❤❤❤
    ଗୋଟେ ଟୋପା ଲୁହ ନାହିଁ ଏତେ ସବୁ ପରେ ଭି 👏👏👏👏

  • @ranjanapanda6538
    @ranjanapanda6538 2 ปีที่แล้ว +3

    ନାରୀ ସ୍ୱେଚ୍ଛାଚାରୀ ଆଇନ୍‌ ଜିନ୍ଦାବାଦ୍‌

  • @truptitarun7557
    @truptitarun7557 2 ปีที่แล้ว +36

    Se love କରିଥିବା puat ଦେଖିବାକୁ ସୁନ୍ଦର ସେଥିପାଇଁ ସେ ଝିଅ marideithib ଟା ସ୍ୱାମୀକୁ

    • @starshort1039
      @starshort1039 2 ปีที่แล้ว +1

      Sunder hela b ta swami ku maridei parila kemiti

    • @dreamgirldipti2794
      @dreamgirldipti2794 2 ปีที่แล้ว

      Right 👍

    • @Arushree-ls3ur
      @Arushree-ls3ur 2 ปีที่แล้ว +5

      Bahaghara agaru jaiparithanta nahele abebi paleithanta se pua ku marila kn pain

    • @JitendraKumar-js7ky
      @JitendraKumar-js7ky 2 ปีที่แล้ว

      @@Arushree-ls3ur right kahicha bandhu

    • @sumitrachandra552
      @sumitrachandra552 2 ปีที่แล้ว

      Tebe marriage kariba kan darkar thila

  • @m8Rishi
    @m8Rishi 2 ปีที่แล้ว +11

    Gate ମା ର ଆଖି ରୁ ଯେତିକି ବୀ ଲୁହ ଜରାଇଚୁ କେବେ ବି ସେ ଶାନ୍ତି ରେ ଶେ ରହିପରିବନି 🙏😭

  • @subratdas9873
    @subratdas9873 ปีที่แล้ว +6

    ଦୋଷୀ ଦୁଇଜଣଙ୍କୁ ତୁରନ୍ତ ଫାଶୀ ଦିଆଯାଉ,ଆଉ ଯଦି ନ ଦେଇ ପାରିବ,ସେ ପରିବାରକୁ ସାରା ଜୀବନ ପୋଷିବା ଦାୟିତ୍ୱ ସେ ପ୍ରେମିକ କୁ ଦିଆଯାଉ

  • @SantoshkumarMohanty-o5h
    @SantoshkumarMohanty-o5h 3 หลายเดือนก่อน +1

    ସବୁ ଝିଅ ବିବାହ ପୂର୍ବରୁ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ଥାନ୍ତି । ହେଲେ ଵିଵାହ ପରେ ସୁଧୁରିବା ଉଚିତ୍ ।

  • @babulabadatya4865
    @babulabadatya4865 2 ปีที่แล้ว +16

    ଏମିତି ଝିଅ ମାନଂକୁ ଫାଶୀ ହବା କଥା

  • @shritammohanty324
    @shritammohanty324 2 ปีที่แล้ว +2

    ଭଲ ହେଲା ନା ଶଳା ଏଟା ହଉଚି କଳିଯୁଗ ବାପା ମା ଆଊ ଯାଉ ଭଦ୍ରଲୋକ ସବୁ ଏମିତି କରନ୍ତି । ବୁଢ଼ୀ ତୋର ବେଶୀ ଭୁଲ କାହିଁକି ଧନ ସମ୍ପତ୍ତି ଲୋଭରେ ଏମିତି ବେଶୀ ଜାତି ଗୋତ୍ର ମଲ ଭଲ

  • @bhagyashreepurohit3276
    @bhagyashreepurohit3276 2 ปีที่แล้ว +9

    Jia jahaku bhala pauchi taku bhaha karidiantu please sabu bapa maanku 🙏 🙏 request karuchi please kaha jibanaku kahapai nashta karantuni please 🙏 😢

  • @RisheshMituna
    @RisheshMituna ปีที่แล้ว +2

    ଏଠି ପୁଅଙ୍କ ଠାରୁ ଝିଅଙ୍କୁ ବେଶୀ ଅଗ୍ରାଧିକାର ଦେବାରୁ ଝିଅ ମାନେ ପୁଅଙ୍କୁ ମଠର କରୁଛନ୍ତି 6:41

  • @madhabaputel7
    @madhabaputel7 2 ปีที่แล้ว +7

    ପ୍ରେମିକ ଆଉ ପ୍ରେମିକା ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବାଦରକାର

  • @rcdesikalakarofficial2152
    @rcdesikalakarofficial2152 2 ปีที่แล้ว +4

    କିଛି ନ୍ୟାୟ ମିଳିବ ନାହିଁ କାରଣ ଝିଅ ମାନେ ପୁଅ ପିଲା ଙ୍କୁ ମାରିଦେଲେ ଚଳିବ କିନ୍ତୁ ଗୋଟେ ପୁଓ ସେମିତି କଲେ ଚଳିବ

  • @Dalai143
    @Dalai143 2 ปีที่แล้ว +47

    ଆଜିକାଲିକା 99%ଝିଅ ର ପ୍ରେମିକ ଆଉ ପୁଅ ର ପ୍ରେମିକା ଅଛନ୍ତି ତେଣୁ, ଯାହା କରୁଛ କର କାହାକୁ ଧୋକା ଦିଅନି ଆଉ ଯାହାସହ ବି ସଂସାର କରୁଛ 🙏🙏🙏ଦୟାକରି ପରିବାରକୁ ଖୁସିରେ ରଖନ୍ତୁ.

    • @manojkumarpanda4812
      @manojkumarpanda4812 2 ปีที่แล้ว

      thik katha bhai

    • @milankumarsahoo1995
      @milankumarsahoo1995 2 ปีที่แล้ว +4

      ଝିଅ ମାନଙ୍କର ସବୁ ଥିବେ କିନ୍ତୁ କିଛି ପୁଅ ପିଲା ମାନଙ୍କର ନାହାନ୍ତି...

    • @Dalai143
      @Dalai143 2 ปีที่แล้ว

      @@milankumarsahoo1995 ହଁ ଏଇଟା ସତ

    • @sudhakarm6335
      @sudhakarm6335 2 ปีที่แล้ว +1

      @@manojkumarpanda4812 Bhai seitaa 22 nuhen.. Se lekhithilaa 99℅ or Ninenty Nine percent... 👍

    • @missliza143
      @missliza143 2 ปีที่แล้ว

      ​@@Dalai143 tamar gf nahanti

  • @ApnaVlogs179
    @ApnaVlogs179 8 หลายเดือนก่อน +1

    କିଛି କିଛି ଘର ଲୋକ ଛନ୍ତି
    3, 4 ବର୍ଷ ର ପ୍ରେମକୁ ଘର ଲୋକ ମିଶିକି ଭାଙ୍ଗି ଦେଇଛନ୍ତି
    ଝିଓକୁ ଔଷଧ ଖୁଆଇ ଦେଇକି
    ଝିଅ 4 ବର୍ଷ ର ଭଲ ପାଇବାକୁ ଭୁଲ ଯାଉଛି କିନ୍ତୁ ଔଷଧ ର କାମ ସରିଗଲା ସେ ଝିଅ ମରିବା ଛଡ଼ା ଆଉ କିଛି ଭାବି ପାରେନି
    ଏମିତି ଘର ଲୋକ କଣ ପାଇଁ କରନ୍ତି।।

  • @somanathkhara8368
    @somanathkhara8368 2 ปีที่แล้ว +12

    ମାଗ୍ୟା ଶଳା ପ୍ରେମିକ ଓ ବୋହୁକୁ ଖୋଜି ଖୋଜି ମର୍ ତେ ମାର।

  • @bijaysahoo1006
    @bijaysahoo1006 2 ปีที่แล้ว +11

    ଯେଉଁ ଝିଅ ମାନଂକ ବିବାହ ହେଉନାହିଁ ସେମାନେ ମୋତେ ଯୋଗାଯୋଗ କରନ୍ତୁ ସାରା ଜୀବନ ଭଲରେ ରୁହନ୍ତୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସବୁ ସୁଖ ମିଳିବ

  • @sipunvideoworld2024
    @sipunvideoworld2024 2 ปีที่แล้ว +7

    କୈାଣସି ଝିଅର ପ୍ରେମିକ ଅଛି,ତାହା ଜାଣିବା ବହୁତ କଷ୍ଟ

  • @pradoshkumar7833
    @pradoshkumar7833 2 ปีที่แล้ว +36

    ମୁଁ ତ ଜମା ବାହା ହେବିନି

  • @terroristrepublicofpakista902
    @terroristrepublicofpakista902 2 ปีที่แล้ว +10

    ଆଜିକାଲି 100% ଝିଅଙ୍କର କୋଉ ପୁଅ ସହିତ ଚକର ଚାଲିଛି ତାହାଲେ ଆମେ କେମିତି ଜାଣିବା😤ମୋର ଏଇ collage time ରୁ ମୋର ବାପା ମା ପାଇଁ ଗୋଟେ ଝିଅ select କରିଥିଲେ କିନ୍ତୁ ମୁଁ ଏବେ ଜାଣିବାକୁ ପାଇଲି ଯେ ସେ ଝିଅର 2 ଟା bf ଅଛନ୍ତି 🙄କଣ କହିବ ଏ carretorless ଝିଅ ମାନଙ୍କୁ କେଜାଣି

    • @jmtknowledge4513
      @jmtknowledge4513 2 ปีที่แล้ว

      Hmm bhai Eai type ro gote Jhiyo same case Name Sumitra Majhi Gandakipur Jagatsingpur 4 ta Bf ....nijo ku thik dekheibaku jai anyo ku michho ta re vul dia...aau Ta muhan dekhibaku vari niriha lagibo....but ete dangerous 😳 Bhai eamnonku select kori samosto ku janeile emiti niriho pua nko jibono banchijibo

    • @terroristrepublicofpakista902
      @terroristrepublicofpakista902 2 ปีที่แล้ว

      @@jmtknowledge4513 ଏ ଝିଅ ଗୁଡା ସବୁ carrectorless bro 😒😒

  • @bikash3003
    @bikash3003 6 หลายเดือนก่อน +1

    ଜାତକ ଦେଖିଲାବେଳକୁ ଭବିଷ୍ୟତ ଦେଖା ଗଲାନି 😢😢

  • @bijaysahoo1006
    @bijaysahoo1006 2 ปีที่แล้ว +7

    ଯେଉଁ ଝିଅ ନାରୀ ମାନଙ୍କୁ ସେକ୍ସ୍ କରିବାକୁ ବେଶି ଇଛା ହେଉଛି ସେମାନେ ମୋତେ ଯୋଗାଯୋଗ କରନ୍ତୁ

    • @hunnybunny143
      @hunnybunny143 6 หลายเดือนก่อน

      Toro bando ochiii na

    • @hunnybunny143
      @hunnybunny143 6 หลายเดือนก่อน

      Toro bndo ochiii naaa

  • @Poeticheart493
    @Poeticheart493 2 ปีที่แล้ว +8

    ଆଜିକାଲି ଦେଖୁଛି ବିବାହ ଭଳି ପବିତ୍ର ବନ୍ଧନ ଖେଳ ପାଲଟି ଯାଇଛି। ଛି....ଏମାନେ ମଣିଷ ନା କଣ...ଲାଜ ଲାଗୁନି।

  • @AmmaBhagaban5621
    @AmmaBhagaban5621 2 ปีที่แล้ว +5

    ତା ପ୍ରେମିକ ସହିତ ସେ ଝିଅକୁ ଫାସୀ ହେଉ, ବଦମାସ ଟୋକି ଗୋଟେ ମାଆ କୁ ପୁଅକୁ କିଏ ଦେବ. ମାଆ କୁ ପୁଅକୁ ର ନ୍ୟାୟ ଦିଆଯାଉ. 🙏🙏🙏🙏🙏😭😭😭

  • @Sankarbhoi-g2l
    @Sankarbhoi-g2l ปีที่แล้ว +1

    ଗୋଟିଏ ବର୍ଷ ବାଘର ହେଲାପରେ ତା ସ୍ୱାମୀ କଣ ଜାଣି ପାରି ଲାନି ମୋ ସ୍ତ୍ରୀ କଣ କରୁଛି କଣ ନାହିଁ

  • @NRMshots79
    @NRMshots79 2 ปีที่แล้ว +6

    Jade jhia love karuchi bapa maa jabar dasti ani yade sade mrg kare daou chanti kichi thick hai jaouchi kichi problem hai jaouchi jemite yethi hela

  • @jitubeherajitubehera
    @jitubeherajitubehera 7 หลายเดือนก่อน

    ଆରେ ଭାଇ ମୋ ଜୀବନ ରେ ଏମିତି ହେଇଚି ଯାହା ହୋଉ ଭଗବାନ ମୋତେ ମଙ୍ଗଳ କଲେ

  • @ranjanapanda6538
    @ranjanapanda6538 2 ปีที่แล้ว +5

    ଫୁଲମାଳ ଦିଅ ଚରିତ୍ରହୀନା ମଣିଷମାରୀକୁ

  • @SantoshSwain-uw3li
    @SantoshSwain-uw3li 18 วันที่ผ่านมา

    ଏ ଦରିଆନି ର ବାପା ମାଆ କୁ ଆକୁ ପାକିସ୍ତାନ କୁ ପଠାଇ ଦେବା ଦରକାର ଆଉ ହିଞ୍ଜିଦା ପୁରୁଷ ପ୍ରେମିକ କୁ ପଛପଟେ 7 ଫ୍ଟୁଟିଆ ନିଆ ଖୁଣ୍ଟ ପୁରାଇ ଦିଅ ହାରାମି କୁ ପଚାର ହିଞ୍ଜିଡା ଭଲ ପାଇବାର ଅକାତ ଅଛି ବାହା ହେବାର ନାହିଁ ଏହି ପରି ପାପ କି ପରି ମାନଙ୍କ ପାଇଁ ନାରୀ ଜାତି ବହୁତ ସମ୍ମାନ ଯଗ୍ୟ

  • @ashokodishavlogger
    @ashokodishavlogger 2 ปีที่แล้ว +14

    ଏମିତି ଝିଅକୁ ମାଲିଶାହି ରେ ଦାନକରାଜାଇ

  • @narend99.
    @narend99. 2 ปีที่แล้ว +1

    Good news odisha news 👍

  • @fakirmohanmahalik8795
    @fakirmohanmahalik8795 2 ปีที่แล้ว +6

    ଛଲନା ମୟୀ ନାରୀ

  • @rajkishorebehera3086
    @rajkishorebehera3086 2 ปีที่แล้ว +7

    ମୁଁ କହିବି ଝିଅ ର ବାପା ମା ର ଭୂଲ, ଝିଅ ର ବାହାଘର କରିବା ପୂର୍ବରୁ ପଚାରି ବୁଝିବା ଦରକାର, ଗୋଟିଏ ନିରିହ ପ୍ରାଣ ଗଲା

    • @soumyaranjanmohapatra7933
      @soumyaranjanmohapatra7933 ปีที่แล้ว

      ଅର୍ରେଞ୍ଜ marriage ରେ ସବୁଠୁ badmas ହେଉଛନ୍ତି ଏଇ ଝିଅ ର ବାପା ମା।।

    • @LifeCapturedbyPk
      @LifeCapturedbyPk ปีที่แล้ว

      Ur r8 bro

  • @ranjitkumarsoreng
    @ranjitkumarsoreng 2 ปีที่แล้ว +23

    This mother's request should be kept without any delay.

  • @AnkitaMahananda-sp6md
    @AnkitaMahananda-sp6md 2 หลายเดือนก่อน +1

    Gute manisa ku maribara sahas kauthu ase bhagwan amaku rakta dekhile hee dara lage 😢

  • @santoshswain2538
    @santoshswain2538 2 ปีที่แล้ว +7

    ନ୍ୟାୟ ପୁଣି ଓଡ଼ିଶା ରେ 😋

  • @Sangita-j7x
    @Sangita-j7x ปีที่แล้ว

    ହେ ଭଗବାନ ଏମିତି ଡାହାଣୀ ଆଉ ଅଛନ୍ତି.

  • @SBMUSIC145
    @SBMUSIC145 2 ปีที่แล้ว +4

    ଝିଅର ହାତ ଟେ ଗୋଡଟେ କାଟିଦିଅ

  • @dharmendrasingha6403
    @dharmendrasingha6403 2 ปีที่แล้ว +1

    ଏଠାରେ ଯେଉଁ ଲଭ୍ କଥା କୁହାଯାଉଛି ଏଇଟା କି ପ୍ରକାର ର ଲଭ୍ ଅଟେ। କିଛି ଲଭ୍ ନାହିଁ କେବଳ ଶାରୀରିକ ସମ୍ପର୍କ। ଆରେ ତମେ ଯଦି ପ୍ରକୃତରେ ଭଲ ପାଉଥିଲ ତମେ ଦୁହେଁ ବାହା କାହିଁକି ନ ହେଲ ? ଅନ୍ୟ ର ଜୀବନ କାହିଁକି ନଷ୍ଟ କରୁଛ? କଲେଜ୍ ପଢି ବହୁତ ଉନ୍ନତି।ପାଠ କମ୍ ଲଭ୍ ବେଶୀ। ବାଃ କି ପ୍ରେମ।

  • @villagelifeblog3391
    @villagelifeblog3391 2 ปีที่แล้ว +5

    ଏଇ ଭଳି କିଛି ଝିଅଙ୍କ ପାଇଁ ପୁରା ଝିଅ ଯାତିଟା ବଦନାମ ହୋଉଛି

    • @Sidhu-x7l
      @Sidhu-x7l 9 หลายเดือนก่อน

      Right 👍👍👍👍

  • @jagannathbadatya170
    @jagannathbadatya170 2 ปีที่แล้ว +1

    ଆଇଝିଅକୁ ଭଲ ଭାବରେ ପଚରା ଉଚରା କରା ଯାଉ

  • @BDstudentstudy
    @BDstudentstudy 2 ปีที่แล้ว +21

    Lover ଥିବା ଝିଅ କୁ marriage କରନ୍ତୁ ନାହିଁ

    • @ankitapurohit2841
      @ankitapurohit2841 8 หลายเดือนก่อน

      U will not a girl without lover 😂

    • @mranjan5150
      @mranjan5150 11 วันที่ผ่านมา

      😂😂😂😂😂

  • @manjulatashoo3190
    @manjulatashoo3190 ปีที่แล้ว +1

    ତୁ ପଳେଇଗଲୁନୁ ସେ ପିଲାସହିତ , ଗୋଟିଏ ନିଦୋଶ ପିଲାର ଜୀବନ ନେଇ ଗଲୁ। ସେ ବାପା ମା'ଙ୍କୁ ନାୟ ମିଳୁ

  • @prafullabarik7085
    @prafullabarik7085 2 ปีที่แล้ว +20

    କେମିତି ଜାଣିବା ଗୋଟେ ଝିଅ ଲଭ଼ରେ ଅଛି‌ କି ନାହିଁ ?

    • @mr.charan5064
      @mr.charan5064 2 ปีที่แล้ว +2

      ଆଜିକାଲି କିଏ ବା ଭଲପାଉନି Mind ଥିଲେ ଜାଣିହେବ bhai

    • @prafullabarik7085
      @prafullabarik7085 2 ปีที่แล้ว +4

      @@mr.charan5064 ଆରେ ଭାଇ ପାଞ୍ଚ ଆଙ୍ଗୁଳି କଣ ସମାନ ନା ସବୁ ଝିଅ ସମାନ ?

    • @skumar-md6od
      @skumar-md6od 2 ปีที่แล้ว

      Ta bhauni se pachar

    • @somanathbhuyan4572
      @somanathbhuyan4572 2 ปีที่แล้ว

      Jaha saha baha ghara prastab laguchi tika taa data nia jana padijibaa sabu

    • @somanathbhuyan4572
      @somanathbhuyan4572 2 ปีที่แล้ว

      Athira bi bhule jhia mana nkara bapa maa nka ra bi achi kanhiki naa aji ka time ra jhia ra bapa maa jhia ku au kouthi baha gahara kariba purba ru atike jhia ku bi pacharu nahti ki to kaha ku bhala pauchu ki jadia atike pacharanta tahala amite kichi bi huantani

  • @rohantoofanyoutuberinthewo4926
    @rohantoofanyoutuberinthewo4926 2 ปีที่แล้ว +2

    ନିରୀହ ଲୋକମାନଙ୍କର ଜୀବନ ନିଅ ନାହିଁ ।

  • @bikashsahoo8098
    @bikashsahoo8098 2 ปีที่แล้ว +23

    Aajika date re....kahako marriage kariba katha nuhe....... seminti unmarried rahiba....life ko enjoy kariba

  • @jchoudhury274
    @jchoudhury274 2 ปีที่แล้ว +2

    ସେ ସଳl ପ୍ରେମିକ ପ୍ରେମିକା କୁ ଫାଶୀ ଦଣ୍ଡ ଦିଆଯାଉ ବିଚରା ଭଲ ପୁଅ ମରିଗଲା ମା ର କଳ ଶୂନ୍ୟ haigola

  • @chemophile496
    @chemophile496 2 ปีที่แล้ว +3

    Perfect news...

  • @SP_Smile007
    @SP_Smile007 2 ปีที่แล้ว +2

    Jhia Ra bapa nku mor pranam.. SE nayabanta Loka .je ki nija jhia ku bi apradha Kal pare luchile nahi

  • @mamatadakua393
    @mamatadakua393 2 ปีที่แล้ว +6

    Ethire premika ra au premikara bhul nuha bapa. Au maa ra bhul jadi jhia au pua kouthi love karuchanti then sethi mrg karao nachet emati hi haba

    • @bodybuilder4790
      @bodybuilder4790 2 ปีที่แล้ว

      Hmm, strong point.

    • @Ajgar.jlluminati
      @Ajgar.jlluminati 8 หลายเดือนก่อน

      Jahara bhul taku mara (bapa maa) nije mara

  • @prakashmeher1767
    @prakashmeher1767 ปีที่แล้ว

    ଆମ ଦେଶରେ ଆଇନ୍ ଶୃଙ୍ଖଳା ବହୁତ ଖରାପ ନିଜ କାମ ନିଜେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ (ଉଦାହରଣସ୍ବରୂପ ) ଆଗରୁ ବହୁତ କେସ ଫଇସଲା ହୋଇ ନାହିଁ

  • @sarambotv8270
    @sarambotv8270 2 ปีที่แล้ว +3

    ସମୟ କଣ ହେଲାଣି 😢😢😢😢😢

  • @abhipshanayak9078
    @abhipshanayak9078 ปีที่แล้ว +2

    Love ରେ ଏମିତି ହୁଏନି ଲୋ ହୋତୋଭାଗି,
    ସତ Love କରୁଥିବା ପୁଅ ଝିଅ ମାନେ କାହା ଜିବନ ବରବାଦ ନକରି ଫେରାର ହେଇଯାଆନ୍ତି ନୋହଲେ, ମନ୍ଦିର ରେ ବାହା ହେଇଯାଆନ୍ତି, ନୋହେଲେ ପୁଅ ଝିଅ ବାହା ନୋହେଇକି ରୁହନ୍ତି, ତମ ପରି ଗୋଟେ ନିରିହ ଜିବନ କୁ ମାରି ଦିଅନ୍ତି ନାହିଁ ।

  • @ramachandranaik143
    @ramachandranaik143 2 ปีที่แล้ว +5

    ଭାଇ ମାନେ ବାହା ହୁଅତୁ ହେଲ ଏମିତି ଝିଅ କୁ ବେପାରରେ ଲଗାତୁ ମୁ ଜାହା କହିଲି ଠିକି ନା ଭୁଲ ମତେ ଜଣାତୁ

  • @aratanayak8009
    @aratanayak8009 8 หลายเดือนก่อน

    ସରକାର ପୁରୁଷ ମାନଙ୍କୁ ଅନୁମତି ଦିଅ ଯାଉ ଜେ ସେମାନେ ଯେଉଁ ଝିଅକୁ ବିଭା କରିବେ ତାର ପ୍ରଥମ ଡିଏନ ଟେଷ୍ଟ କରାଯାଉ ତାପରେ ବିଭା

  • @jayashreebagha6620
    @jayashreebagha6620 2 ปีที่แล้ว +42

    How people think about to murder anyone 😥I even can't imagine to hurt anyone 🥺

  • @utkalasandha4338
    @utkalasandha4338 2 ปีที่แล้ว +2

    ପ୍ରେମିକ ଟୋକା ଭଲ ରେ ଗେହିଁଛି ତାକୁ, ରହି ଯାଇଛି ମନ

  • @sanjeebmahaling1846
    @sanjeebmahaling1846 2 ปีที่แล้ว +13

    Mere life mein bhi Aisa hua hai bhai jo ladki Kisi Se Pyar Karta Hai usse shaadi mat karo please Mere Sath Hua Hai aur ladki Bhag gai

    • @Sunam-snapshot
      @Sunam-snapshot 2 ปีที่แล้ว

      Congratulations brother aapko jinda chhod k bhag gei 🙏🏻

  • @jasminemusicodia3424
    @jasminemusicodia3424 7 หลายเดือนก่อน

    ପ୍ରେମିକ ପ୍ରେମିକା ଦୁହିଁଙ୍କୁ ଫାସି ଦିଆଜାଉ

  • @Pinky-xu1zn
    @Pinky-xu1zn 2 ปีที่แล้ว +8

    Long life re single is best 🚶

  • @pramodjhankar9720
    @pramodjhankar9720 6 หลายเดือนก่อน

    ବହୁତ ସୁନ୍ଦର

  • @danath4814
    @danath4814 2 ปีที่แล้ว +4

    ଏସବୁ ମା ଆଉ ବାପା ଙ୍କ ଭୁଲୁ ଝିଅ କୁ ଆଉ ପୁଅ କୁ ପଚାରିବା କଥା ଆଗରୁ କାହାକୁ ଭଲ ପାଇଛ କି

    • @jpenjoy0849
      @jpenjoy0849 10 หลายเดือนก่อน

      Jhia kebe love katha kaheni

  • @NarayanGond-gz3bn
    @NarayanGond-gz3bn 6 หลายเดือนก่อน

    ପ୍ରେମ ବିବାହ ବାହାଘର ପରେ ଭୟଙ୍କର ସମ୍ପର୍କରେ ପାଟି ସୃଷ୍ଟି ହୁଏ ସତର୍କ

  • @diliptoppo4795
    @diliptoppo4795 2 ปีที่แล้ว +4

    aita ta Sarkar ra dos

  • @hindustaniser709
    @hindustaniser709 6 หลายเดือนก่อน

    ଏଇ ଝିଅ ବାହା ଆଗରୁ କେତେ ଥର ଛୁଆ ନଷ୍ଟ କରିଥିବ ସେଇ କଥା ତା ମା ବାପା ସମସ୍ତେ ଜାଣି ଥିବେ
    ଏଠି କେବଳ ଝିଅ ର ଭୁଲ ନୁହେଁ ଝିଅ ର ମା ବାପା ମାନଙ୍କର ମଧ୍ୟ ଭୁଲ ଅଛି
    ଗୋଟେ ରଣ୍ଡୀ ଝିଅ କୁ ଅନ୍ୟ ହାତ କୁ ଟେକି ଦେଲେ

  • @basicenglishgrammarwithpra128
    @basicenglishgrammarwithpra128 2 ปีที่แล้ว +3

    Sudhuri Jaa re samaste 😭😭

  • @HariDeep-p8q
    @HariDeep-p8q 2 หลายเดือนก่อน

    ସଏନ୍ତା ପ୍ରେମିକ କୁ ଫସିହାଵ ଉଚିତ ନିୟମ

  • @hemantaswain9335
    @hemantaswain9335 2 ปีที่แล้ว +3

    tu marinu to bopa marichi bedha tu gote besia midia bhai great information thankyu midea bhai

  • @psvlog2098
    @psvlog2098 2 ปีที่แล้ว +1

    ମାରି ନିଅ ମାଗିହା ଟୁକେଲ କେ ହେ ମାଗେହିର ଜିବାର ଉଚିତ୍ ନାଇନ

  • @santoshchoudhury2083
    @santoshchoudhury2083 2 ปีที่แล้ว +7

    Love marriage right

  • @tonytravelblog6789
    @tonytravelblog6789 10 หลายเดือนก่อน

    ପ୍ରେମିକ ପାଖରେ ଏତେ ଭଲ ପାଇବା ଥିଲା ତ କାହିଁକି ବାହା ହୋଇଥିଲା ପ୍ରେମି ଯୁଗଳ ଙ୍କୁ ଆଯଇବନ ସଜାଦିଆଯାଉ

  • @surajmaharana8028
    @surajmaharana8028 2 ปีที่แล้ว +3

    Jay jagannath 🙏

  • @sanjeebkumarhembram8046
    @sanjeebkumarhembram8046 ปีที่แล้ว +1

    ଠିକ୍ କଥା। ଆଜି କାଲି ବାହାଘର ପୁର୍ବରୁ ଝିଅ ମାନଙ୍କର ଭର୍ଜିନ ପରୀକ୍ଷା କରି ବାହା ହେବା ଦରକାର। ନ ହେଲେ କେମିତି ଜାଣିବେ ଝିଅ କହାକୁ ପ୍ରେମ କରୁଛି ନା ନାହିଁ।

  • @Lifeofbiju2913
    @Lifeofbiju2913 2 ปีที่แล้ว +7

    Jadi love karuthila palaai galani se bechara pilaa ku kahiki maaruthila.....so sad life is destroyed

  • @Padmanabh_Bhadrak_OD
    @Padmanabh_Bhadrak_OD 2 ปีที่แล้ว +2

    Good News 👍👍👍👍

  • @ayaanlifestyle1786
    @ayaanlifestyle1786 2 ปีที่แล้ว +4

    Fasi dia