ହୀର ରଞ୍ଝା, ରୋମିଓ ଜୁଲିଏଟ୍ ଙ୍କୁ ଭୁଲିଯିବେ ଯେବେ ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ପ୍ରେମକୁ ବୁଝି ପାରିବେ

แชร์
ฝัง
  • เผยแพร่เมื่อ 10 ก.พ. 2025
  • ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
    Subscribe: www.youtube.co...
    Facebook: / knewsodisha
    Twitter: / knewsodia
    Instagram: / knewsodisha
    Mobile App: play.google.co...
    Website: www.knewsodisha...
    #knews #knewsodisha #odisha #odishanews #ajirakhabar #ajiranews

ความคิดเห็น •

  • @hiranmayeemishra3489
    @hiranmayeemishra3489 2 ปีที่แล้ว +176

    ଇଶ୍ଵର ସବୁ ସୁଖ ଫେରେଇ ଦିଅନ୍ତୁ। ଭଲ ପାଇବାର ଶକ୍ତି ଆଗରେ ସବୁ ରୋଗ ହାର ମନିବ ଦିନେ ନିଶ୍ଚୟ।ଭଲରେ ରୁହ ଦୁହେଁ।ବହୁତ୍ ଆଶୀର୍ବାଦ।

  • @sabitanayaksabita7506
    @sabitanayaksabita7506 2 ปีที่แล้ว +47

    ହେ ପ୍ରଭୁ ଜଗନ୍ନାଥ 🙏🙏 ସେ ଦୁଇ ଜଣ ଖୁସିରେ ରଖନ୍ତୁ ଆଉ ଚଲା ପଥରେ କୁସୁମ ଫୁଟୁ 🙏🙏🙏

  • @anshumanbehera5691
    @anshumanbehera5691 2 ปีที่แล้ว +407

    ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ବାମୀ ତୁମ ଦୁହିଁଙ୍କୁ ସର୍ବଦା ରକ୍ଷା କରନ୍ତୁ, ଏ ଭଉଣୀଙ୍କ ଦେହ ଖୁବ୍ ଶୀଘ୍ର ଭଲ ହେଇଯାଉ,🙏

    • @saimanini6315
      @saimanini6315 2 ปีที่แล้ว +7

      🙏

    • @saimanini6315
      @saimanini6315 2 ปีที่แล้ว +4

      Baba tamaku bhala re rakhibe

    • @uttamsahu6624
      @uttamsahu6624 2 ปีที่แล้ว +2

      Hnn bhai 😢😢....its true and speachless😑😑...bhai mu tama thu sana hebi but mo tarfaru bahut sara bhala paiba...bhagaban apananku khusire rakhantu

    • @hariharpradhan472
      @hariharpradhan472 2 ปีที่แล้ว +2

      ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମ ଦୁହିଁଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ, ଏ ଭଉଣୀଙ୍କ ଦେହ ଖୁବ୍ ଶୀଘ୍ର ଭଲ ହୋଇଯିବା ତୁମ ଦୁହିଁଙ୍କ ବୈବାହାକ ଜୀବନ ସର୍ବଦା ସୁଖ ମୟ ହେଉ ,ଜୟ ଜଗନ୍ନାଥ 🙏🙏🙏

    • @subhasinipradhan234
      @subhasinipradhan234 2 ปีที่แล้ว +2

      😎😎😎😎

  • @AjitDas-cp3xk
    @AjitDas-cp3xk 2 ปีที่แล้ว +17

    ଆକୁ ହିଁ କହନ୍ତି ପ୍ରକୃତ ପ୍ରେମ , ଆପଣ ଦୁହିଁଙ୍କୁ ବହୁତ ବହୁତ ଧନ୍ୟବାଦ ।

  • @umafanpoorna9794
    @umafanpoorna9794 2 ปีที่แล้ว +51

    ବହୁତ୍ ବହୁତ୍ ଧନ୍ୟବାଦ୍ ଭଉଣୀ ତୁମର ଭଲ ପାଇବା ଏଠି ଭଗବାନ ବି ତୁମ ପ୍ରେମ କୁ ହାର ମାନିଯାଇଛି

  • @debasmitanayak2149
    @debasmitanayak2149 2 ปีที่แล้ว +2

    Hee Maha bahu jagatara nnatha Jay jagannath ehi duihana nkara valapaibaku sabubelapain emiti rakhithantu tumara sabu taka asribad duijana nku duantu aau debasmita dii nka deha bahut sigra vala karidiantu semananka vitare thiba vala paiba biswasa varasha ku aahuri majbut karidiantu sabudina pain emane eka hoi rahithantu👏👏👏👏👏

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @mantubehera2263
    @mantubehera2263 2 ปีที่แล้ว +101

    ଜଗନ୍ନାଥ ତୁମ ମାନଙ୍କୁ ଲମ୍ବା ଆୟୁଷ ଦିଅନ୍ତୁ ତୁମେ ଦୁହେଁ ଖୁସିରେ ରୁହ ❤️❤️ 👍🙏🏻

  • @sushantmalla5311
    @sushantmalla5311 2 ปีที่แล้ว +2

    Rakhe hari maribakia sabu prabhunka echa mu prathana karuchi tuma sansaar sukhamay heu jay jagannath koti prannam🙏🙏🙏🙏🙏🙏🙏🙏👍👍👍

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @babunamallick5594
    @babunamallick5594 2 ปีที่แล้ว +72

    ଶୁଭ୍ରାଂଶୁ ଭାଇ 🙏❤️ଏ ସ୍ୱାର୍ଥ ପର ଦୁନିଆରେ ଆପଣ ଉଦାହରଣ ପ୍ରେମ କରିବ ତ ଏମିତି ଦେବସ୍ମୀତା ଆପଣ ପ୍ରଭୁ ଜଗନ୍ନାଥ ଙ୍କ ଉପରେ ବିଶ୍ୱାସ ରଖନ୍ତୁ ଆପଣ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ , ଜୟ ଜଗନ୍ନାଥ 🙏🙏🙏

  • @rizolbaral2293
    @rizolbaral2293 2 ปีที่แล้ว +3

    Emiti manisa achhanti boli ta dunian chalichi nahele a kali jugare kiye kahara vagaban tuma duijana nku sada sarbada bhare aau khusire rakhantu dirgha jibi hua duijana👯‍♂💗💗 God bless both of you 😘😘

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

    • @rizolbaral2293
      @rizolbaral2293 2 ปีที่แล้ว +2

      @@shubhranshudebasmita sethipain aapana pura hakdar bhai 😘

  • @chandanamalik4963
    @chandanamalik4963 2 ปีที่แล้ว +132

    🙏ଇଶ୍ବର ତୁମେ ଦୁହିଁଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ

  • @bhimadakua7299
    @bhimadakua7299 2 ปีที่แล้ว +23

    ଏଇ ପ୍ରେମୀ ଯୁଗଳଙ୍କ ଆଶା ପୂର୍ଣ୍ଣ କରନ୍ତୁ ଶ୍ରୀ ପ୍ରଭୁ ଜଗତ ର ନାଥ 👍👍

  • @pk5993
    @pk5993 2 ปีที่แล้ว +195

    ସମାଜ ପାଇଁ ଗୋଟେ ବଡ ଓଦାହରଣ

  • @sujitgadtya6625
    @sujitgadtya6625 2 ปีที่แล้ว +24

    ମା ସମଲେଇ ଙ୍କ ପାଦ ତଳେ କୋଟି 🙏🙏🙏ପ୍ରଣାମ ତାଙ୍କୁ ଭଲ କରି ଦିଅନ୍ତୁ, ଜୟ ମା ସମଲେଶ୍ୱରୀ 🙏🙏🙏

  • @anushreecreationpresents6300
    @anushreecreationpresents6300 2 ปีที่แล้ว +240

    ନିଃସ୍ବାର୍ଥ ଭଲପାଇବା ଆଗରେ ସବୁକିଛି ଘାତ ପ୍ରତିଘାତ ହାରିଯାଏ ଏବଂ ଈଶ୍ବର ଙ୍କ ଆଶିର୍ବାଦ ଆପେ ଆପେ ବରଷିଯାଏ ।ଏହା ସତ୍ୟ ଅଟେ ।ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @sagarikabehera6475
    @sagarikabehera6475 2 ปีที่แล้ว +2

    Such a god gifted bonding cand pure love... ବାସ୍ କହିବାକୁ ଆଉ କିଛି ଭାଷା ନାହିଁ ଖାଲି ଦୁଇ ଆଖିରେ ଦୁଇ ଟୋପା ଲୁହ ଝରିଗଲା ଖୁସିରେ,,, କୁଆଡେ ଆସେ ଏମିତି ଭଲ ପାଇବା ଯେ ?
    ଏମିତି ବିଶ୍ୱାସ ଆଉ ଏମିତି ବିଶ୍ବାସୀ ଜୀବନସାଥି ଟିଏ 🤷🏻‍♀️
    ଆଜିର ଦୁନିଆରେ ତୁମେ ଦୁଇ ଜଣ ତ ନିଜ ଭଲ ପାଇବା ଆଉ ବିଶ୍ୱାସର ଚିରସବୁଜ ପରିଚୟ ଦେଇଦେଲ.... God bless you both sai baba bless uh both my two cute lovebride❤️🙌💐

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @Ajaysahu-xm3qp
    @Ajaysahu-xm3qp 2 ปีที่แล้ว +123

    ଜଗନ୍ନାଥ ମହାପ୍ରଭୁ ଦୁହିଁଙ୍କୁ ଭଲରେ ରଖନ୍ତୁ

  • @alokjena7246
    @alokjena7246 2 ปีที่แล้ว +9

    Speechless guys କେବଳ ଏତିକି କହିବି ପ୍ରଭୂ ଜଗନ୍ନାଥ ତୁମ ଦୁହିଁଙ୍କୁ ଆଶ୍ରିବଦ କରନ୍ତୁ। ଏବଂ ଭଉଣୀଙ୍କୁ ମୋର ଶୀଘ୍ର ଭଲ କରିଦିଅନ୍ତୁ। ଜୟ ଜଗନ୍ନାଥ 🙏🙏🙏

  • @gurucharansahoo9577
    @gurucharansahoo9577 2 ปีที่แล้ว +150

    ଆଶ୍ଚର୍ଯ୍ୟ ? ? ? 🤔🤔 ଶୁଭ୍ରାଂଶୁ ତୁମ ବାପା ମା ଙ୍କୁ ମୋର ଶତ ପ୍ରଣାମ 🙏🙏🙏🙏🙏 ସୁନ୍ଦର ମଣିଷ ର ସୁନ୍ଦର ମାନବିକତା ପୁତ୍ର ❤❤

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 9 หลายเดือนก่อน +2

    ଦେବସ୍ମିତାର ଭାଗ୍ୟ, ଭଲ ମନ ଥିବା ଶୁଭ୍ରାଂଶୁ., ସୁଖୀ ଦାମ୍ପତ୍ୟ ଜୀବନ ର ପ୍ରାର୍ଥନା କରୁଚି 🙏🙏🙏🙏

  • @RRRODIANEWS
    @RRRODIANEWS 2 ปีที่แล้ว +48

    ଭଗବାନ ତୁମ ଦୁଇ ଜଣ ଙ୍କୁ ସବୁ ବେଳେ ଭଲ ରେ ରଖନ୍ତୁ 🙏🙏🙏🙏

  • @dklcreation4540
    @dklcreation4540 2 ปีที่แล้ว +19

    ପ୍ରଭୁ ଜଗନ୍ନାଥଙ୍କ କୃପା ତମ ଉପରେ ସବୁବେଳେ ଥାଉ ଭାଇ😭😭😭😭😭🙏🙏🙏🙏ତମେ ସବୁ ଜନ୍ମ ରେ ଏକାଠି ରୁହ😭😭🙏❤️❤️🫂🫂

  • @mukeshbarikbarik2163
    @mukeshbarikbarik2163 2 ปีที่แล้ว +45

    ହେଁ ଭଗବାନ ତମକୁ କେମିତି କହିବି ତାଙ୍କୁ ସବୁ ବେଲ ଖୁସୀ ରେ ରଖିଥାନ୍ତୁ ମୋର ଏତିକି ପ୍ରାର୍ଥନା

  • @jeebankumar1498
    @jeebankumar1498 2 ปีที่แล้ว +1

    God bless you. Omm Namah Sivay.jaldi thik hei jibe Didi.ehaku kuhanti prakruta bhala paiba

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @kichakeswarifilms
    @kichakeswarifilms 2 ปีที่แล้ว +84

    ମହାପ୍ରଭୁ ତୁମକୁ ମଙ୍ଗଳ କରନ୍ତୁ 🙏

  • @sukrunaik3161
    @sukrunaik3161 2 ปีที่แล้ว +1

    God bless you haragauri apanaku kuhajiba radha krisna

  • @mituhepruka99
    @mituhepruka99 2 ปีที่แล้ว +57

    ଏ ସବୁ ଦେଖି ମୋ ଆଖିରୁ ଲୁହ ଝରିଯାଉଛି ପ୍ରଭୁ ତୋମକୁ ଆଶିର୍ବାଦ କରନ୍ତୁ

  • @monalisabiswal220
    @monalisabiswal220 2 ปีที่แล้ว +10

    ପ୍ରକୃତ ଭଲ ପାଇବା ଏହାକୁ ହିଁ କୁହାଯାଏ। ଭଗବାନ୍ ଦେବସ୍ମିତା ଙ୍କୁ ଜଲଦି ଠିକ୍ କରିଦିଅନ୍ତୁ। ତମେ ଦୁଇ ଜଣ ସବୁବେଳେ ଖୁସିରେ ଥାଓ ।🥰🥰

  • @2doo860
    @2doo860 2 ปีที่แล้ว +22

    କିଛି ଅଛନ୍ତି ଯେଉଁମାନେ ଯୈାତୁକ ପାଇଁ ମାରିଦିଅନ୍ତି।
    But,ଏହି ଭିଡିଓ ଦେଖିଲା ପରେ ମୋତେ ଲାଗିଲା କି କିଛି ଭଲ ଲୋକଙ୍କ ପାଇଁ ଏ ଦୁନିଆ ବଞ୍ଚିଛି ।

  • @Fiftyshadesoffood
    @Fiftyshadesoffood 9 หลายเดือนก่อน +3

    ଏତେ ବଡ଼ ରୋଗ ଆଜି ଆପଣ ଙ୍କ ଆଗରେ ହାର୍ ମାନିଚି 🙏🙏

  • @sujit_sahoo
    @sujit_sahoo 2 ปีที่แล้ว +48

    ସେ ଭାଇ କୁ ବହୁତ ବହୁତ ଧନ୍ୟବାଦ ଏମିତି ଗୋଟେ ଭଲ କାମ କରିକି ❤️🙏

  • @sudarsanbehera2814
    @sudarsanbehera2814 2 ปีที่แล้ว +1

    Iswar tamaku sure vala karidebe.
    jayjagannath.

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @sunitapintuvlogs6151
    @sunitapintuvlogs6151 2 ปีที่แล้ว +36

    ତୁମେ ଦୁହେଁ ସବୁ ବେଳେ ହସୁଥାନ୍ତୁ ଜୟ ଜଗନ୍ନାଥ 🙏🙏❤️❤️

  • @alekhchandrabeja5578
    @alekhchandrabeja5578 ปีที่แล้ว +2

    ମଣିଷ ନୁହେଁ,ଦେବତା, God bless you

  • @soniasweet5596
    @soniasweet5596 2 ปีที่แล้ว +65

    Real love...A great salute to Subhranshu 🙏🙏😇🎊😇🎊

  • @odiamixivideos7129
    @odiamixivideos7129 2 ปีที่แล้ว +3

    ଭଗବାନ ଏତେ ନିଟ୍ୟୁର ନୁହେଁ ଜାହାକରନ୍ତି ପ୍ରଣିର ଭଲପାଇ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @bisubehera6582
    @bisubehera6582 2 ปีที่แล้ว +35

    ଭଗବାନ ତୁମ ଦୁଇଜଣଙ୍କର ମଙ୍ଗଳ କରନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏

  • @akashsahoovlogs2385
    @akashsahoovlogs2385 2 ปีที่แล้ว +4

    jai jagannath prabhu ei 2 jana ku bhala re rakhantu au tanka stree nku bhala kari diantu 🥺 🙏

    • @suryasingham1020
      @suryasingham1020 2 ปีที่แล้ว

      Bhagaban tuma dui janankar mangalakarantu

  • @surathsahoontpc8890
    @surathsahoontpc8890 2 ปีที่แล้ว +9

    ଅତି ସୁନ୍ଦର ଯୋଡ଼ି 👌👌ଭଗବାନ ଦୁହିଁ ଙ୍କୁ ସୁଖ ରେ ରଖନ୍ତୁ ଆରୋଗ୍ୟ ଜଲଦି ହୁଅନ୍ତୁ

  • @niyatipatel5740
    @niyatipatel5740 2 ปีที่แล้ว +5

    ଆଜି ବି ଏମିତି ଭଲ ପାଇବା, ବହୁତ ବିରଳ, ମୁଁ ମା ବୟସ ର ହେବି, ମୁଁ ଚାହିଁବି ଭଗବାନ ସବୁବେଳେ ତାଙ୍କର ସାହା ହୋଇ ରୁହନ୍ତୁ

  • @pradeepdash9592
    @pradeepdash9592 2 ปีที่แล้ว +24

    ଜଗନ୍ନାଥ ଦୁଇ ଜଣଙ୍କୁ ଭଲରେ ରଖନ୍ତୁ
    ଭଲ ହେଇ ଯିବେ

  • @soumyaranjanjilu7816
    @soumyaranjanjilu7816 2 ปีที่แล้ว +2

    ଆପଣଙ୍କ ଦୁହିଁ ଙ୍କ ପାଇଁ ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି କି ସବୁବେଳେ ସବୁ କଷ୍ଟ ରେ ସହାୟ ହୁଅନ୍ତୁ 🙏 ଜୟ ଜଗନ୍ନାଥ 🙏

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @danielpraska618
    @danielpraska618 2 ปีที่แล้ว +20

    ଏ ହେଉଛି ଈଶ୍ୱର ପ୍ରେମ । ଯୀଶୁ ଦୁହିଁଙ୍କ ପ୍ରେମରେ ସହବର୍ତ୍ତୀ ହୁଅନ୍ତୁ ।

  • @kalucharanswain9273
    @kalucharanswain9273 2 ปีที่แล้ว +1

    Salute tama preamaku bro👍✊👊

  • @patrakeda7911
    @patrakeda7911 2 ปีที่แล้ว +23

    ଭାଗ୍ୟ ରେ ଥିଲେ ମିଲେ ଏମିତିକା ପ୍ରେମ ଭଗବାନ ତୁମକୁ ଭଲ ରେ ରଖନ୍ତୁ

  • @bibhuranjanpatrabibhu6321
    @bibhuranjanpatrabibhu6321 2 ปีที่แล้ว

    Subhasnu bhai and Debsmita tumoku jagatarnnah Jagannath 🙏🙏 sabu thik karideba.tume bharasa rakha Jagannathnkar upre niscghnta bhala Kari debe.God bless you Debsmita...

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @subhasmitarinkey2017
    @subhasmitarinkey2017 2 ปีที่แล้ว +6

    Jaya maa durga bhla re rakhantu bhla karidiantu jaya maa durga sabubele khushi ruha god bless you both of you❤️❤️❤️

  • @ChhabiraniAcharya-fz6tn
    @ChhabiraniAcharya-fz6tn 3 หลายเดือนก่อน +1

    Moro pura believe j jhia tame sure bhala heijiba Jagannath tume 2janank sahita achhanti ❤❤❤❤

  • @samirpradhan8323
    @samirpradhan8323 2 ปีที่แล้ว +51

    ଇଏ ହେଉଛି ପ୍ରେମ 🙏🙏🙏🙏🙏🙏

  • @puspanjalibehera8120
    @puspanjalibehera8120 2 ปีที่แล้ว +1

    Debasmita didi jaldi thik heijaantu subranshu bhai u r great 🙏🥺mahapravu apananku khusire rakhantu

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @Runukunu
    @Runukunu 2 ปีที่แล้ว +21

    God bless you both.A great salute to the parents of Subhransu. 🙏🙏

  • @ranjankumarbehera1277
    @ranjankumarbehera1277 2 ปีที่แล้ว +1

    This is true love Jagannathanka nikatare parthana karuchhi se jaldi bhala hei jaantu

  • @bapisingh9195
    @bapisingh9195 2 ปีที่แล้ว +18

    ଆଜିର ଯୁବପିଢ଼ି ପାଇଁ ଏ ଦୁଇଜଣଙ୍କ ପ୍ରେମ ଏକ ନିଆରା ଉଦାହରଣ........। ପ୍ରେମର ପ୍ରକୃତ ଅର୍ଥ କଣ ଏମାନେ ଚରିତାର୍ଥ କରିଛନ୍ତି । ସେଇଥି ପାଇଁ ଦୁହିଁଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଶୁଭକାମନା ଏବଂ ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ତାଙ୍କୁ ଶୀଘ୍ର ଭଲ କରିଦିଅନ୍ତୁ ।

  • @manjaribalapattnaik8031
    @manjaribalapattnaik8031 2 ปีที่แล้ว +1

    Sai Baba tuma duijanankara bhala paibaku emiti rakhi thantu

  • @purnimajena1451
    @purnimajena1451 2 ปีที่แล้ว +8

    This is a big example of true love. A big salute to Subhransu bhai
    God bless u both.

  • @dipudas5900
    @dipudas5900 2 ปีที่แล้ว

    Prema haba ta emiti Love is god💖💖💖💖💖💖💖💖💖💖💖💖💖💖💖💖💖

  • @chhotraybaskey2247
    @chhotraybaskey2247 2 ปีที่แล้ว +27

    ପ୍ରେମ ଏମିତି ହିଁ ହେବା ଦରକାର ଯାହାକି ସହେ ଜନ୍ମ୍ ଜନ୍ମ୍ ପାଇଁ ଚିର ସ୍ମରଣୀୟ ହୋଇ ରହିବ

  • @Swati89170
    @Swati89170 2 ปีที่แล้ว +8

    ଭଗବାନ୍ ଆପଣ ଦୁଇ ଜଣଙ୍କୁ ବହୁତ୍ ଭଲ ରେ ରଖନ୍ତୁ ଆଉ ଖୁସି ଦିଅନ୍ତୁ ଦେବସ୍ମିତା ଭଲ ହେଇ ଯାଆନ୍ତୁ ମୁଁ ଭଗବାନ୍ ଙ୍କ ନିକଟ ରେ ପ୍ରାଥନା କରୁଛି ଆପଣ ଦୁଇ ଜଣଙ୍କୁ କାହା ନଜର ନ ଲାଗୁ 🙏🙏🙏🙏🙏🙏

  • @jyoshnasahoo5327
    @jyoshnasahoo5327 2 ปีที่แล้ว +15

    ଭଗବାନ ତୁମ ଦୁଇ ଜଣଙ୍କର ମnagala କରନ୍ତୁ,,🙏🙏🙏🙏 ଆଉ ଜଲଦି ସବୁ କିଛି ଠିକ୍ ହେଇଜଉ,,

  • @kabidsinghsarjamvlogs9107
    @kabidsinghsarjamvlogs9107 2 ปีที่แล้ว +1

    God bless you.... 👌👌👌👌👌👌👌👌👌🙏🙏🙏🙏🙏🙏🙏🙏🙏

  • @jadumanijenajena9178
    @jadumanijenajena9178 2 ปีที่แล้ว +9

    ଏ ହେଇଚି ପ୍ରକୁତ ପ୍ରେମ 🙏🙏🙏🙏

  • @vedicyogagyana8891
    @vedicyogagyana8891 2 ปีที่แล้ว +1

    Bhagaban ae dijanaku jibana Shara bhala re rakhantu

  • @mamatapradhan8456
    @mamatapradhan8456 2 ปีที่แล้ว +5

    God bless both of you, sabu bele emiti sangare au khusire thao 💖

  • @rohitchhatar9026
    @rohitchhatar9026 ปีที่แล้ว +1

    ❤❤❤❤❤❤❤ very nice dada

  • @lipsalopa8482
    @lipsalopa8482 2 ปีที่แล้ว +6

    It means a lot to love someone unconditionally n selflessly...may God bless both of you with all his blessings and happiness 😊

  • @santanuparida6012
    @santanuparida6012 2 ปีที่แล้ว +1

    God bless you bhai and didi
    You are grate bhai
    Thank u so much

  • @barihapilaofficel1192
    @barihapilaofficel1192 2 ปีที่แล้ว +7

    Lucky Girl.......ଖୁସିରେ ରୁହ ଭଉଣୀ......

  • @RanjeetBehera285
    @RanjeetBehera285 2 ปีที่แล้ว +13

    ଭଗବାନ ଏକା ସାହା , ପ୍ରଭୁ ରକ୍ଷା କରନ୍ତୁ ସେମାନଙ୍କୁ ।

  • @ritamuduli5225
    @ritamuduli5225 2 ปีที่แล้ว +6

    ଏ ମହାପ୍ରଭୁ ଜଗନ୍ନାଥ ଦୁଇ ଜଣଙ୍କୁ ଭଲ ରେ ରଖନ୍ତୁ

  • @hiralalbehera5698
    @hiralalbehera5698 ปีที่แล้ว +1

    Dii sighra bhala heijao and bhai sahita happy re ruha

  • @jyotsnasamant2798
    @jyotsnasamant2798 2 ปีที่แล้ว +7

    ଯଥା ଶୀଘ୍ର ଦେବସ୍ମିତା ସୁସ୍ଥ ହେଇ ଖୁସିରେ ଶୁଭ୍ରାଂଶୁ ଙ୍କ ସହ ଜୀବନ ବିତାନ୍ତୁ.. ଏହି କାମନା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ...

  • @chandramajhi8049
    @chandramajhi8049 ปีที่แล้ว +2

    He baalaaji baageswar hanumaan ram yeduhe premiko tum krupaaheo taankarog bhalaheyjaau tum krupaathaau 🙏🙏🙏

  • @PritiCreation927
    @PritiCreation927 2 ปีที่แล้ว +17

    ଏ ମାନଙ୍କ ଠାରୁ କିଛି ଶିଖିବା କଥା ଏ ଦୁନିଆ 🙏🙏 ଭଗଵାନ ତୁମ ଙ୍କୁ ବହୁତ ଭଲରେ ରଖନ୍ତୁ

  • @alokjeetbarik2855
    @alokjeetbarik2855 2 ปีที่แล้ว +1

    Sainath tumku bhalare rakhantu

  • @sukadev2515
    @sukadev2515 2 ปีที่แล้ว +4

    ହେ ଭଗବାନ ମୁଁ ତୁମପାଖରେ ପାର୍ଥ ନା। କରୁଛି ଏ ଦୁଇଜଣଙ୍କୁ ସହାୟ ହୋଇଥାଅ ତୁମକୁ ମୋର
    ଏତିକି ପ୍ରାର୍ଥନା କରୁଛି ଧନ୍ୟବାଦ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ଜୟଜଗରନାଥ।🙏🙏🙏🙏🎉🪔👽💩🤖🚩🌹💐🙏

  • @Hindufood7586
    @Hindufood7586 2 ปีที่แล้ว +1

    Love you bhai bhauja

  • @Avi_119
    @Avi_119 2 ปีที่แล้ว +9

    ଖୁସି ରେ ରୁହ ପ୍ରଭୁ ଜଗନ୍ନାଥଙ୍କ କରନ୍ତୁ..♥️

  • @sushreegayatri6831
    @sushreegayatri6831 2 ปีที่แล้ว +1

    He jagatara natha jagrnatha debasmita didi sighra bhala karidia

  • @sushreesangitasahoo3540
    @sushreesangitasahoo3540 2 ปีที่แล้ว +6

    True love never end I salute both of you 😊😊😊

  • @kalucharanswain9273
    @kalucharanswain9273 2 ปีที่แล้ว +1

    Love you bro&sister 😘😘❤❤

  • @BIBHUN
    @BIBHUN 2 ปีที่แล้ว +7

    ପ୍ରଭୁ ଜଗନ୍ନାଥ ଆଶୀର୍ବାଦ 🙏କରନ୍ତୁ ତୁମ ଦୁଇଜଣ ଙ୍କୁ ❤️❤️❤️

  • @sushilajit4998
    @sushilajit4998 2 ปีที่แล้ว

    Jaya Sita Ram 🙏🌺😭🚩

  • @satyavideos6170
    @satyavideos6170 2 ปีที่แล้ว +9

    ଜୟ ଜଗନ୍ନାଥ.... 🙏🙏🙏 ତାଙ୍କୁ ପୁରା ଭଲ କରିଦିଅ ❤❤

  • @TarotbyRudraprasad
    @TarotbyRudraprasad 2 ปีที่แล้ว

    Sach a true lovestory eswara mahakal prabhu sri jagannath tamaku bhala karidiantu

    • @shubhranshudebasmita
      @shubhranshudebasmita 2 ปีที่แล้ว

      ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ 😊

  • @madhusmitajena3894
    @madhusmitajena3894 2 ปีที่แล้ว +10

    ହେ ପ୍ରଭୁ ଏ ଦୁଇ ଜଣଙ୍କୁ ଆଶୀର୍ବାଦ କରନ୍ତୁ ତାଙ୍କ ଜୀବନ ରେ କେବେ ଦୁଃଖ ନ ଆସୁ god bless you

  • @sunitarout9934
    @sunitarout9934 2 ปีที่แล้ว +1

    Mu baba Dhabaleswar nku bahut biswash kare se nischaya tamaku bhala jarudebe

  • @teachervloggerjunoon5867
    @teachervloggerjunoon5867 2 ปีที่แล้ว +8

    କିଛି ଶିଖରେ ଯୁବପିଢି ଏମାନଙ୍କଠାରୁ🙏✅✅✅💜💜

  • @sarojpradhan830
    @sarojpradhan830 2 ปีที่แล้ว +1

    Jay Sri Rama

  • @raghunathsahu2546
    @raghunathsahu2546 2 ปีที่แล้ว +5

    True love doesn't happen right away; it's an ever-growing process. It develops after you've gone through many ups and downs, when you've suffered together, cried together, laughed together.
    May God bless both of you always...Stay blessed & stay happy always 😊

  • @anglemonalisha484
    @anglemonalisha484 2 ปีที่แล้ว +2

    RadhaKrishna ❤️🙏😍 god bless you

  • @tikachanamajhi4423
    @tikachanamajhi4423 2 ปีที่แล้ว +8

    ମହା ପ୍ରଭୁ ଜଗନ୍ନାଥ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ ଭଉଣୀ ଶୀଘ୍ର ଭଲ ହୋଇ ଯାଆନ୍ତୁ

  • @krushnanayak8595
    @krushnanayak8595 2 ปีที่แล้ว +1

    Jagannath tumaku Mangal karantu & hagaku balore ruhantu

  • @mitamahanta6607
    @mitamahanta6607 2 ปีที่แล้ว +4

    God bless you both of you , This is true love ♥️, Really great of you Subhransu Bhai 👍👏🙏 , Happy Marriage Life Both Of You.

  • @rameshmurmu9736
    @rameshmurmu9736 2 ปีที่แล้ว +1

    Good bless you bro and sis

  • @nalinisabatcreations5101
    @nalinisabatcreations5101 2 ปีที่แล้ว +10

    ଏମିତି ପୁଅ କୋଟି ଏ ରେ କୋଟି ଏ 🙏🙏🙏

  • @dipanjalibehera3421
    @dipanjalibehera3421 2 ปีที่แล้ว +1

    He sai Baba dii vala nku vala karidiantu

  • @nandiniprinkahappyodiafami8585
    @nandiniprinkahappyodiafami8585 2 ปีที่แล้ว +8

    ଭଲପାଇବା ବିପଦ ରେ ଛାଡି ଯିବାପାଇଁ ନୁହେଁ ସାଥୀ ହୋଇ ବାଟଚାଲୀବାପାଇଁ,💓🌹💗😭😭😭😭

  • @ramaninaik1719
    @ramaninaik1719 2 ปีที่แล้ว +1

    Great pyar ki jodi !!! Love you two ❤️ birds... True ❤️ can make anything possible!! Reall inspiring!!!

  • @ssn4133
    @ssn4133 2 ปีที่แล้ว +12

    ମନ ପ୍ରାଣ ଦେଈ ଯିଏ ଯାହାକୁ ଭଲ ପାଏ ସେ ତାକୁ ନିଶ୍ଚିତ ପାଏ..

  • @santoshininayak2585
    @santoshininayak2585 2 ปีที่แล้ว +1

    Bholanath tam duhinku sabu khusi diyantu, sabubele eaimiti ruhantu