Karma Anusare Phala Mile | କର୍ମ ଅନୁସାରେ ଫଳ ମିଳେ | Dharma Judhha - ଧର୍ମଯୁଦ୍ଧ | Sidharth Bhakti

แชร์
ฝัง
  • เผยแพร่เมื่อ 29 มิ.ย. 2021
  • ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
    ବିତର୍କର ବିଷୟ : କର୍ମ ଅନୁସାରେ ଫଳ ମିଳେ !
    ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ଶ୍ରୀନିଵାସ ଆଚାର୍ଯ୍ୟ, ମାନସ ଦାସ (ରାମାୟଣୀ)
    ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ପ୍ରଜ୍ଞା ରାଉତ,ନିରଞ୍ଜନ ଶାସନୀ
    ସଂଯୋଜନା: ରଞ୍ଜନ ମହାପାତ୍ର
    ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
    --------------------------------
    ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    ALL THREE CHANNELS NOW AVAILABLE ON:
    EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
    Subscribe us on TH-cam to watch clippings & promos of our All 3 Television Channels :
    👉 Sidharth Bhakti : / sidharthbhakti
    👉 SidharthTV: / sidharthtv
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhaktiodia
    👉 Like us on Instagram: / sidharthbhakti
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal
  • บันเทิง

ความคิดเห็น • 419

  • @snpsatya7759
    @snpsatya7759 2 ปีที่แล้ว +5

    ସମସ୍ତ ବକ୍ତା ମାନଙ୍କୁ ବହୁତ କିଛି ଜଣା ଅଛି 🙏🙏🙏🙏🙏କିନ୍ତୁ ସମସ୍ତେ ମୁଁ ରୂପକ ଅହଂକାର ବନ୍ଧନରେ ଆବଦ୍ଧ ତେଣୁ ବିଷୟବସ୍ତୁ ର ନିରପେକ୍ଷ ଉତ୍ତର ମିଳିବା କଷ୍ଟ ହେଉଛି 😭😭😭😭
    କେବଳ ମୁଁ ହିଁ ଠିକ୍ ମୋର ଜ୍ଞାନ ଅନ୍ୟ ମାନଙ୍କ ତୁଳନାରେ ଯଥେଷ୍ଟ ଉଚ୍ଚରେ ଏହିଭଳି କିଛି ସଂକୀର୍ଣ୍ଣ ଚିନ୍ତାଧାରା ପାଇଁ ଜଣେ ଅନ୍ୟ ଜଣଙ୍କ ସତ୍ୟତା କୁ ସମର୍ଥନ ନକରି ଖଣ୍ଡନ କରି ଚାଲିଛନ୍ତି।।😁😁😁😁😁😁

  • @adityalocopilotecorly6111
    @adityalocopilotecorly6111 3 ปีที่แล้ว +14

    କର୍ମ ତିନି ପ୍ରକାର 1. ସଂଚିତ କର୍ମ ( ଯେଉଁ କର୍ମର ପ୍ରଭାବ ଗୁପ୍ତ ରୂପରେ ମନରେ ହାଲୁକା ଭାବରେ ପଡେ ଯେମିତି କୁସଙ୍ଗ ସାଙ୍ଗରେ ରହିଲେ ପାପ କର୍ମ ପ୍ରତି ଇଛା ହୁଏ ଏହା ସମୟ ଦେଖି ପ୍ରକଟ ହୁଏ ଏମିତି କର୍ମ ପୁଣ୍ୟ କରିବା ଦ୍ୱାରା ନଷ୍ଟ ହୋଇଯାଏ )
    2. ପ୍ରାରବ୍ଧ କର୍ମ ( ଯେଉଁ କର୍ମ ଦୃଢ଼ ମନରେ କରାଯାଏ ଯେମିତିକି ହତ୍ୟା ଏହାର ଫଳ ଏ ଜନ୍ମରେ କିମ୍ବା ଅନ୍ୟ ଜନ୍ମରେ ପରିସ୍ଥିତି ଅନୁସାରେ ନିଶ୍ଚୟ ମିଳିବ )
    3. କ୍ରିୟମାଣ କର୍ମ ( ଯେଉଁ କର୍ମର ଫଳ ତୁରନ୍ତ ମିଳେ ଯେମିତିକି ବିଷ ଖାଇଲେ ତୁରନ୍ତ ମୃତ୍ୟୁ ହୁଏ )
    ମନୁଷ୍ୟ କୁ ଦୁଃଖ କେବଳ ପାପ ଯୋଗୁଁ ମିଳିନଥାଏ l ଭଗବାନ ଭକ୍ତର ପରୀକ୍ଷା ପାଇଁ ମଧ୍ୟ ଦୁଃଖ ଦେଇଥାନ୍ତି l ସେଥିପାଇଁ ଭଲକର୍ମ କରୁଥିବା ଲୋକ ମଧ୍ୟ ଦୁଃଖ ପାଏ l ବେଳେ ବେଳେ ଅନ୍ୟ ମାନଙ୍କ ଯୋଗୁ ଦୁଃଖ ଫଳ ମିଳିଥାଏ ଯେମିତିକି ଦୁର୍ଭିକ୍ଷ, ମହାମାରୀ କାରଣ ଆମେ ମାନେ ସମସ୍ତେ ପରସ୍ପର ଉପରେ ନିର୍ଭରଶିଳ ସେଥିପାଇଁ ପରବାରିକ ଲୋକ ଯୋଗୁଁ ଆମକୁ ଦୁଃଖ କିମ୍ବା ସୁଖ ମିଳେ l
    ଗୋଟିଏ ଲୋକର ମାନସିକ ଅବସ୍ଥା ଅନୁସାରେ ଫଳ ମିଳିଥାଏ ଯେମିତିକି ଗୋଟିଏ ଶ୍ରମିକ ର ଇଟା ଖସି ଲୋକଟି ମରିଗଲେ ତାକୁ ଫାଶୀ ହୋଇନଥାଏ କିନ୍ତୁ ଗୋଟେ ଗୁଣ୍ଡା ମାରିଲେ ତାକୁ ଫାଶୀ ହୁଏ
    ସେଥିପାଇଁ କର୍ମର ଗତି ବଡ ଗହନ l କେଉଁ କର୍ମ କଲେ କେଉଁ ଫଳ ମିଳିବ ଏବଂ କେତେବେଳେ ମିଳିବ କହିବା କଷ୍ଟକର l
    ଭାଗବତ ଗୀତା ଚତୁର୍ଥ ଅଧ୍ୟାୟ ଅନୁସାରେ
    କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣଃ ।
    ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ ।।୧୭।।
    ଶ୍ରୀକୃଷ୍ଣ କର୍ମକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି - କର୍ମ, ବିକର୍ମ ଓ ଅକର୍ମ ।
    କର୍ମ - ଯେଉଁ ଶୁଭ କର୍ମ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଅନ୍ତଃକରଣର ଶୁଦ୍ଧି ନିମନ୍ତେ କରାଯାଏ ।
    ବିକର୍ମ - ବିକର୍ମ ହେଉଛି ଅଶୁଭ କର୍ମ, ଯାହା ଶାସ୍ତ୍ରମାନଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି, କାରଣ ଏହାର ଫଳ ହାନିକାରକ ଅଟେ ଏବଂ ଏହା ଆତ୍ମାର ଅଧଃପତନ କରାଇଥାଏ ।
    ଅକର୍ମ - ଫଳରେ ଆସକ୍ତି ନ ରଖି କେବଳ ଭଗବାନଙ୍କ ସୁଖ ପାଇଁ କରାଯାଉଥିବା କର୍ମକୁ ଅକର୍ମ କୁହାଯାଏ । ଏହି କର୍ମର କୌଣସି ପ୍ରତିକ୍ରିୟା ନାହିଁ ଅଥବା ଏହା ଆତ୍ମାକୁ ବନ୍ଧନରେ ପକାଏ ନାହିଁ ।

    • @prasannakumarnayak3786
      @prasannakumarnayak3786 3 ปีที่แล้ว

      ଠିକ୍ କଥା କହିଛନ୍ତି, କିନ୍ତୁ ଏକଥା କୁ କିଏ ଗ୍ରହଣ କରୁ ବାନକରୁ।।
      ଧନ୍ୟବାଦ

    • @sarojpradhan8839
      @sarojpradhan8839 2 ปีที่แล้ว

      ପ୍ରଣାମ

    • @pramodkumarpanda2086
      @pramodkumarpanda2086 2 ปีที่แล้ว

      th-cam.com/video/L-HAcruV9uk/w-d-xo.html.

    • @rajkumarpradhan2727
      @rajkumarpradhan2727 2 ปีที่แล้ว

      Excellent sir I really appreciate your knowledgefull discussion. Thank you so much sir.

    • @rajkumarswain3297
      @rajkumarswain3297 3 วันที่ผ่านมา

      Philosophy of Bhagavad Gita

  • @manasranjanbarik3872
    @manasranjanbarik3872 3 ปีที่แล้ว +28

    ଯେମିତି କର୍ମ ସେମିତି ଫଳ
    ଯେତିକି କର୍ମ ସେତିକି ଫଳ
    ସତ୍ୟ କଥା 👍🙏🙏

    • @kartisahoo9227
      @kartisahoo9227 3 ปีที่แล้ว +2

      Seita thike nuha.karana bapa maa batare jauthila bele gote chhota pila gadi axident kahiki mari jauchhi se. Se chhota pila agyana se kichhi karma karinahi..

    • @arunchoudhury4232
      @arunchoudhury4232 3 ปีที่แล้ว

      @@kartisahoo9227 oo

    • @pramodkumarpanda2086
      @pramodkumarpanda2086 2 ปีที่แล้ว

      th-cam.com/video/qMVSC7ZrLEM/w-d-xo.html

  • @nalupanda135
    @nalupanda135 ปีที่แล้ว +2

    କର୍ମ ଯିଏ ଜେମିତି କରିବ ଶେମିତି ଫଳ ପାଇଁ ବ ଏହା ହଁ ସତ୍ୟ 👍👍

  • @prakashsahoo7069
    @prakashsahoo7069 2 ปีที่แล้ว +3

    ମାନସ ମହାରାଜ ଆପଣ ଆଜ୍ଞା ଠିକ୍ କହିଛନ୍ତି 🙏

  • @umeshnath7656
    @umeshnath7656 2 ปีที่แล้ว +3

    କର୍ମ ଅନୁସାରେ ଫଳ ନିଶ୍ଚିତଭାବେ ମିଳିବ ମୁଁ ଏଥିରେ ୧୦୦% ସହମତି

  • @prasadkumarpatra3065
    @prasadkumarpatra3065 ปีที่แล้ว +1

    କର୍ମ କଲେ ହିଁ ଫଳ ମିଳେ ଏହା ସଠିକ ଉତ୍ତର

  • @rabindranathbehera5370
    @rabindranathbehera5370 2 ปีที่แล้ว +3

    ଅଵାନ୍ତର ପ୍ରଶ୍ନ ଦର୍ଶକଙ୍କୁ ହାସ୍ୟାସ୍ପଦ।

  • @sanjayabhol1980
    @sanjayabhol1980 3 ปีที่แล้ว +4

    Sasani sir nka jukti ati uttam

  • @prakashsahoo7069
    @prakashsahoo7069 2 ปีที่แล้ว +1

    Pragna ମାତା ମାନି ଯାଆନ୍ତୁ କର୍ମ ଅନୁସାରେ ଫଳ 🙏

  • @santoshdas219
    @santoshdas219 2 ปีที่แล้ว +4

    ଭଗବାନ ସବୁ କରାଇଥାନ୍ତି, କାହାକୁ କଉ ରୋଲ ଦେବେ, କିଏ କଉ ରୋଲ କରିବାପାଇଁ ଯୋଗ୍ୟ, କେବଳ ସେ ଭଗବାନ ହିଁ ଜାଣନ୍ତି ଓ କରେଇଥାନ୍ତି ମଧ୍ୟ

  • @pjena-pt4oi
    @pjena-pt4oi 3 ปีที่แล้ว +26

    ଭାଗ୍ୟ ରେ ଯାହାଥିଵ ତାହା ହିଁ ହେବ ।
    ବେଳେ ବେଳେ ଆମେ ଭଲ କର୍ମ କଲେ ବି ଆମେ ବହୁତ ଦୁଃଖ ପାଇଥାଉ , କାହିଁକି ନା ! ଆମର ଭାଗ୍ୟ ରେ ଲେଖା ଅଛି ଦୁଃଖ ପାଇବାର ।

    • @reenamajhi6230
      @reenamajhi6230 3 ปีที่แล้ว +4

      Ama bhagyare dukha kahinki lekhajechi kahinki na purba janmara karma paen

    • @priyacharandas7352
      @priyacharandas7352 2 ปีที่แล้ว +3

      ଭାଗ୍ୟ ରେ ଯାହା ଅଛି ତାହା ଅବଶ୍ୟ ମିଳିଵ ।ତୁମେ ଯଦି ପୂର୍ବ ଜନ୍ମରେ ପାପ କରମ କରିଛ କିନ୍ତୁ ତାହାର ଫଳ ଭୋଗ କରିନାହଁ ।ତାହା ହେଲେ ପରବର୍ତ୍ତୀ ଜନ୍ମ ରେ ସେ ଫଳ ଅବଶ୍ୟ ଭୋଗ କରିଵ ।

    • @ANDigital-bk4qu
      @ANDigital-bk4qu 2 ปีที่แล้ว

      @@priyacharandas7352 ଭାଗ୍ୟକୁ change କରିହବନି

    • @udasyogashram1035
      @udasyogashram1035 2 ปีที่แล้ว

      @@priyacharandas7352 ସତ୍

    • @pramodkumarpanda2086
      @pramodkumarpanda2086 2 ปีที่แล้ว

      th-cam.com/video/qMVSC7ZrLEM/w-d-xo.html.

  • @topoisahu4819
    @topoisahu4819 3 ปีที่แล้ว +4

    Congratulations sir 🌷🌷🌷
    Thank you 🌹🌹🌹🌹
    Jai jaganath 🌷🌷🌷🌷💓💓

  • @ashokkumarchhotaray1885
    @ashokkumarchhotaray1885 ปีที่แล้ว

    ଚମତ୍କାର ଉପସ୍ଥାପନା ।

  • @krishnagopal4203
    @krishnagopal4203 2 ปีที่แล้ว +3

    ପ୍ରଥମେ ବୁଝନ୍ତୁ କର୍ମ କରିବ କିଏ କର୍ମ କରିବ ମନ ଯାହାର ମନ କର୍ମ ରେ ଲାଗୂଛୁ ସିଏ ନିଶ୍ଚୟ କର୍ମ ର ଫଳ ପାଉଛି ଯାହାର ମନ କର୍ମ ରେ ନାହିଁ ସିଏ କଉଠି ଫଳ ପାଇବ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଆମ ହୃଦୟ ରେ ବିରାଜମାନ ହୈ କର୍ମ ନୋଟ କରୁଛନ୍ତି ମଣିଷ ଚୁପଚାପ ବସିଲେ ବି କର୍ମ କରୁଛି ଶୋଇଲା ବେଳେବି କର୍ମ କରୁଛି ଭଗବାନ ଶାରୀରିକ କର୍ମ କୁ ଦେଖନ୍ତି ନାହିଁ

  • @hemantasahoo1212
    @hemantasahoo1212 7 หลายเดือนก่อน

    Hare Krishna

  • @ManoranjankKumbhar
    @ManoranjankKumbhar 2 หลายเดือนก่อน

    Sata katha guru ji pranam

  • @satyachintan5804
    @satyachintan5804 3 ปีที่แล้ว +28

    କର୍ମ ହିଁ ଭଗବାନ ଏହା ସତ୍ୟ ଯୁଗେ ଯୁଗେ କିନ୍ତୁ ସମସ୍ତ ବକ୍ତା ତାହାର ବୈଜ୍ଞାନିକ କାରଣ ରୁ ଦୂରେଇ ବୃଥା ଯୁକ୍ତି କରୁଛନ୍ତି

  • @smrutisudhanayak9330
    @smrutisudhanayak9330 3 ปีที่แล้ว +10

    ଜୟ ଜଗନ୍ନାଥ🙏ପରମଶାସ୍ତ୍ର ଭାଗବତ କହେ
    ପୂର୍ବ ଅର୍ଜିତ କର୍ମଫଳେ।
    ଯାଚିମୁ ଦେଉ ଥାଇ ବଳେ।।

  • @naxiscoyang-chu5219
    @naxiscoyang-chu5219 3 ปีที่แล้ว +8

    କର୍ମ ଅନୁସାରେ ଫଳ ମିଳିବ।

  • @pradeep7554
    @pradeep7554 3 ปีที่แล้ว +2

    ଆଚାର୍ଯ୍ୟ ବାବୁଙ୍କ କଥା ଏକଦମ ସତ

  • @rajendrakumargupta7671
    @rajendrakumargupta7671 3 ปีที่แล้ว +2

    हमने देखा था कि
    छोटे -छोटे बच्चों में झगड़ा होता है
    लेकिन महान ज्ञानियों के आपस में लड़ना नहीं

  • @p.bharatiachary5829
    @p.bharatiachary5829 ปีที่แล้ว +2

    ପ୍ରଜ୍ଞା ମେଡମ୍ ,ଆଗ ବୁଝିବା ହୁଅନ୍ତୁ ତା ପରେ ବୁଝାଇବେ କିମ୍ବା ଯୁକ୍ତି କରିବେ ।😁😀😆

  • @LaxmidharSahoo-ei1tq
    @LaxmidharSahoo-ei1tq 3 หลายเดือนก่อน

    Salutji welcome only the law of karma❤

  • @sarojinijena4751
    @sarojinijena4751 2 ปีที่แล้ว

    ବୁଦ୍ଧି ବିବେକ ଜ୍ଞାନ ବଳେ ମୃତ୍ୟୁ ଜିଣ ଇ ଅବହେଳେ

  • @santoshpattnayak2589
    @santoshpattnayak2589 2 ปีที่แล้ว +1

    ସମୟର ଦ୍ବାହି ଦେଇ ଆପଣ ଅଧାରୁ ସାରି ଦେଲେ । ଏଥିରେ କେଉଁ ସିଦ୍ଧାନ୍ତରେ ପହଞ୍ଚିବେ ସାଧାରଣ ଲୋକ ? ନିର୍ଯ୍ଯାସ ତ ବାହାରିଲାନି ! ତଥାପି ମୁଁ ସମସ୍ତ ଯୁକ୍ତି ଅନୁଯାୟୀ କର୍ମ ଘେନି ଫଳ ବୋଲି ସହମତ ହେଉଚି । କିନ୍ତୁ ଜଣେ ପ୍ରବକ୍ତା ପ୍ରଜ୍ଞା ଭଉଣୀ ବୁଝିପାରିଲେନି ଏହା ଦୁଃଖର ବିଷୟ । ଆଉ ସେ ପ୍ରସଙ୍ଗ ଅନୁଯାୟୀ ମନ୍ଦୋଦରୀ ବିଧବା ବା କର୍ମ ଅନୁସାରେ ଫଳ ପାଇନି ବୋଲି ଯୁକ୍ତି କଲେ ଯାହା ଯୁକ୍ତିଯୁକ୍ତ ନୁହଁ । ମନ୍ଦୋଦରୀ ମହାସତୀ , ପଞ୍ଚସତୀରେ ଗଣା । ସେଇଟା ତ କର୍ମ ଘେନି ଫଳ। ଆମ ବିଚାରଯେ ସମ୍ପୂର୍ଣ୍ଣ ଠିକ୍ ତାହା କେମିତି ହବ !

  • @poojabarik2421
    @poojabarik2421 ปีที่แล้ว

    Jay jaganatha 🙏🙏🙏

  • @ManoranjankKumbhar
    @ManoranjankKumbhar 2 หลายเดือนก่อน

    A mana bhbutha ye jaha kale prapata huye taha karma hi. Bhagwan karma hi iswar

  • @babitakhuntia7203
    @babitakhuntia7203 ปีที่แล้ว

    Jay jagannath 🙏

  • @jyotirbidniranjangiri9143
    @jyotirbidniranjangiri9143 3 ปีที่แล้ว +4

    ଆଜି ପର୍ଯ୍ୟନ୍ତ ଏହିପରି ଟିଭି ଚ୍ୟାନେଲ ମାଧ୍ୟମରେ ଯେତେ ପ୍ରକାର ଆଲୋଚନା ହେଇଚି. ହଉଚି. ଆଗକୁ ମଧ୍ୟ ହେବାର ଅଛି. ସବୁ ଆଲୋଚନା ର କିଛି ସିଧ୍ୟାନ୍ତ ବାହାରି ନାହିଁ. କେବଳ ନିଜ ନିଜ ମଧ୍ୟରେ ତର୍କ କଟାକଟି ହୋଇ ଥାଏ. କିନ୍ତୁ ମୋ ମତରେ କର୍ମ ସତ୍ୟ. ଭାଗ୍ୟ ମଧ୍ୟ ସତ୍ୟ. ଏହା ସମସ୍ତେ ଭଲ ଭାବରେ ଅନୁଭବ କରିଛନ୍ତି. କରୁଛନ୍ତି. କରିବେ ମଧ୍ୟ.

  • @LaxmidharSahoo-ei1tq
    @LaxmidharSahoo-ei1tq 3 หลายเดือนก่อน

    Purba janamara karma mulakata❤

  • @LaxmidharSahoo-ei1tq
    @LaxmidharSahoo-ei1tq 3 หลายเดือนก่อน

    Samata gyanare chala

  • @prakashanaik2080
    @prakashanaik2080 3 ปีที่แล้ว +8

    କର୍ମଫଳ ଭଗବାନ ଙ୍କ ହାତରେ

  • @LaxmidharSahoo-ei1tq
    @LaxmidharSahoo-ei1tq 3 หลายเดือนก่อน

    Sata Raja Tama ❤

  • @LaxmidharSahoo-ei1tq
    @LaxmidharSahoo-ei1tq 3 หลายเดือนก่อน

    Peace and pain both are eqal❤

  • @rasanandapati870
    @rasanandapati870 2 ปีที่แล้ว

    Har har mahadev

  • @attitudegirllisha8106
    @attitudegirllisha8106 3 ปีที่แล้ว +2

    Jai sree krishna 🙏 🙏 🙏 🙏

  • @brajabehera5827
    @brajabehera5827 3 ปีที่แล้ว +1

    World. of. super. natural. reality. practical. head. justice. Shani. dev. maharaja. . our. karma. fol. devta. Shani. dev. and. head. master. head. guru. Shani. devta. true. jay. jay. jay. Shani. mahadev.

  • @premanandpradhani7955
    @premanandpradhani7955 2 ปีที่แล้ว +4

    ଭାଗ୍ୟ ଓ କର୍ମ ପରସ୍ପର ପରିପୂରକ ।❤️❤️❤️

    • @tapaswinikido72
      @tapaswinikido72 ปีที่แล้ว

      . In ex

    • @jaldhartripathy
      @jaldhartripathy ปีที่แล้ว

      Touch and hold a clip to pin it. Unpinned clips will be deleted after 1 hour.Use the edit icon to pin, add or delete clips.@@tapaswinikido72

  • @amiyakumardash3722
    @amiyakumardash3722 3 ปีที่แล้ว +1

    Karama anusare fala mile 🙏❤️❤️ right Jay shree krishna

  • @maheswarbiswal9293
    @maheswarbiswal9293 5 หลายเดือนก่อน

    Gyani hele manash ramayani 🙏

  • @kailashswain2245
    @kailashswain2245 3 ปีที่แล้ว +4

    Khub sundor alochana ba sundor nirjyasa 🙏🏽🙏🏽🙏🏽🙏🏽🙏🏽🙏🏽

  • @sagarpattnaik6620
    @sagarpattnaik6620 2 ปีที่แล้ว

    ଭାଇ ମାନେ ଏ ସବୁ ଗଲାବେଳ କଥା...ଏଇ ହେଉଛି କରି ଯୁଗ ଏଠାରେ ଯାହା କର୍ମ କରିବା... ତାର ଫଳାଫଳ ଏଠାରେ ହିଁ ପାଇବା... ଏହି ଯୁଗରେ ନିଜ ବାପା ମା' ହିଁ ନିଜର ଆରାଧ୍ୟ ଦେବତା.... କାହାକୁ ଏତେ ଭକ୍ତି କରିବା ଦରକାର ନାହିଁ... ନିଜ ବାପା ମା'ଙ୍କୁ ଖୁସିରେ ରଖିବା... ସେହି ଖୁସିରେ ଆମ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଖୁସି...ଜୟ ଜଗନ୍ନାଥ 🙏🙏

  • @jayadevbenia8977
    @jayadevbenia8977 ปีที่แล้ว

    Karma hi Bhagaban .karma anusare phala.jemiti karma karai semiti phala bhogai

  • @santonumohanta6462
    @santonumohanta6462 3 ปีที่แล้ว +6

    Very good topic and all pandit are movie with logically 👌👌👌👌👌🙏🙏🙏🙏

  • @user-cf1wd9tu5r
    @user-cf1wd9tu5r 11 หลายเดือนก่อน

    ଯେମିତି କ୍ରମକୁ ସେମିତି ଫଳ ମିଳିଥଏ ଜୟ ଜଗନ୍ନାଥ 🙏🌺🌺🙏

  • @manasmishra8512
    @manasmishra8512 3 ปีที่แล้ว +7

    ବିଶ୍ୱାସେ ମିଳଇ ହରି ତର୍କେ ବହୁତ l କର୍ମ ଓ ଭାଗ୍ୟ ଅଙ୍ଗାଙ୍ଗୀ ଭାବେ ବୋଧ ହୁଏ ଜଡିତ l 🙏

  • @ajyapanda367
    @ajyapanda367 3 ปีที่แล้ว +5

    ମନୁଷ୍ୟ ଯେପରି କର୍ମ କରେ ସେହି ରୂପରେ ଭାଗ୍ୟ ସୃଷ୍ଟି ହୁଏ ଯେ ରୁପରେ ଭାଗ୍ୟ ସୃଷ୍ଟି ହୁଏ ସେରୁପରେ ଫଳ ମିଳେ । ଜଣେ ନଡ଼ିଆ ଗଛ ଲଗାଇଲା ସେ ସେହି ଗଛ ରୁ ନଡିଆ ପାଇବ ଅନ୍ୟ ଫଳ ନୁହେଁ ।

  • @mituswain5515
    @mituswain5515 3 ปีที่แล้ว +1

    Bhagya hin amaku karma karibaku badya kare

  • @patitapabanjena781
    @patitapabanjena781 ปีที่แล้ว +1

    ଅତ୍ୟନ୍ତ ଶିକ୍ଷଣୀୟ

  • @laxmidharhasda6209
    @laxmidharhasda6209 2 ปีที่แล้ว

    यत् भबितव्यम् तत् भवेयम् ।

  • @snpsatya7759
    @snpsatya7759 2 ปีที่แล้ว

    ସମସ୍ତ ଗୁରୁଜନଙ୍କୁ ପ୍ରଣାମ 🙏🙏🙏🙏🙏
    କିଛି ସାହିତ୍ୟିକ ଶବ୍ଦର ପ୍ରୟୋଗ କିମ୍ବା କିଛି ସଂସ୍କୃତ ଶ୍ଲୋକର କଣ୍ଠସ୍ଥ ଓ ମୁଖସ୍ଥ କରିଦେଲେ କେହି ଭଲ ବକ୍ତା ହୋଇଯାଏନି ଏହି କଥାଟିକୁ ମ୍ୟାଡାମ୍ ବୁଝିବା ଆବଶ୍ୟକ ।🙏🙏🙏🙏🙏🙏🙏🙏

  • @sarojinipati1368
    @sarojinipati1368 2 ปีที่แล้ว +1

    ମଣିଷ ତିନି ପ୍ରକାର କର୍ମଫଳ ଭୋଗେ, ଯଥା-ଵର୍ତ୍ତମାନ ,ପ୍ରାରବ୍ଧ, ସଞ୍ଚିତ,

  • @Jay-rz2cg
    @Jay-rz2cg 3 ปีที่แล้ว +4

    Jay jagannath Jay jagannath Jay jagannath

  • @RAGAY11marndi..
    @RAGAY11marndi.. 3 ปีที่แล้ว +2

    Srikrishna ku apaman karu chhanti

  • @hackerpower8053
    @hackerpower8053 3 ปีที่แล้ว +4

    Op ମାନସ ଦାସ ramayni you are really ledgend

  • @bhawanisankarsahoo1980
    @bhawanisankarsahoo1980 3 ปีที่แล้ว +1

    Om Om Om Om Om Om Om Om

  • @suryakantamaharana2934
    @suryakantamaharana2934 ปีที่แล้ว

    Manas Das and Acharya are absolutely right

  • @pratapkuswain807
    @pratapkuswain807 2 ปีที่แล้ว

    Karma anusare falamile 100℅ jay sri rade krishna

  • @prakashnayak1041
    @prakashnayak1041 3 ปีที่แล้ว +2

    Bhala progam

  • @pradeepsahu1147
    @pradeepsahu1147 2 ปีที่แล้ว

    Acharya babu is right answer then all

  • @alokbhoi8144
    @alokbhoi8144 2 ปีที่แล้ว

    ଅକାଟ୍ୟ ସତ୍ୟ କର୍ମ ଅନୁସାରେ ଫଳ

  • @ashutoshmallik2267
    @ashutoshmallik2267 2 ปีที่แล้ว +1

    Jay Jagannath 🙏

  • @SelfShoot
    @SelfShoot 2 ปีที่แล้ว

    Karma kale hi fala milithae eha satya

  • @mantoshmohanty3712
    @mantoshmohanty3712 3 ปีที่แล้ว +2

    Karmabi bhagya adhinare

  • @bibhuprasadpanda9463
    @bibhuprasadpanda9463 3 ปีที่แล้ว +2

    Karma ama hatare nahi.phala bi ama hare nahi

  • @realvlogspartha
    @realvlogspartha 2 ปีที่แล้ว

    Bahut Sundar lagila sir ai program kebebi bandha karantu nahi,,,,,,,🙏🙏🙏🙏

  • @alokbhoi8144
    @alokbhoi8144 2 ปีที่แล้ว

    Karma anushare phala mile sunischita

  • @adikandasahu3171
    @adikandasahu3171 3 ปีที่แล้ว +2

    Jay Sri Ram

  • @nanocomputer9833
    @nanocomputer9833 ปีที่แล้ว

    Sundara alochana

  • @manasranjanrout7125
    @manasranjanrout7125 3 ปีที่แล้ว

    Jay Jagannath,bhagya hni atayi sarba sretha bala,tahathu bali nahi paurasya jaisala.

  • @pradeepadjuad7512
    @pradeepadjuad7512 3 ปีที่แล้ว +4

    ମନ ମୋହର ନିଜ ଗୁରୁ ଉର୍ଧୁବ ତୁ କେତେ ପଚାରୁ 🙏🙏 ରାଧେ ରାଧେ 🙏🙏

  • @rintusahu2215
    @rintusahu2215 2 ปีที่แล้ว

    Jay Jagannath

  • @rabindranathbehera5370
    @rabindranathbehera5370 2 ปีที่แล้ว +2

    କିଛି କର୍ମ ଫଳ ଅନାୟତ ପିତା ମାତା ସଂଯୋଗ ବେଳେ ଵୀହି ଯା ଲିଖିଲେ କପାଳେ (କର୍ମ)

  • @mrpapumallick8013
    @mrpapumallick8013 2 ปีที่แล้ว +2

    🙏🙏🙏

  • @banamalikishan1900
    @banamalikishan1900 3 ปีที่แล้ว +3

    Jay jogonatho

  • @badalbehera2044
    @badalbehera2044 3 ปีที่แล้ว +8

    କର୍ମ ଅନୁସାରେ ଫଳ ମିଳେ ନାହିଁ ସବୁ ସମୟରେ କେତେକ କ୍ଷେତ୍ରରେ ମିଳିଥାଏ ଜୟ ଜଗନ୍ନାଥ

  • @dibakarmallik2561
    @dibakarmallik2561 2 ปีที่แล้ว

    Very nice madam to your logice

  • @maheswargantayat3816
    @maheswargantayat3816 3 ปีที่แล้ว

    ପୂର୍ଵ ଜନ୍ମ ଶ୍ରୀକୃତୀ ପ୍ରାପ୍ତ ହେଇଥିଲେ , କର୍ମ କଲେ ନିଶ୍ଚିତ ଫଳ ମିଳିଥାଏ l

  • @maheswarbiswal9293
    @maheswarbiswal9293 4 หลายเดือนก่อน

    Sundar bisay

  • @deepakmaharana656
    @deepakmaharana656 3 ปีที่แล้ว

    Karma anusare fala mile
    eha hi juge juge satya
    Jay Jagannath

  • @rajibjani197
    @rajibjani197 2 ปีที่แล้ว

    Karma anusare phala nischita Jay shree ram

  • @jayantkumardas6530
    @jayantkumardas6530 2 ปีที่แล้ว +1

    Very nice episode

  • @bighnarajgouda5219
    @bighnarajgouda5219 2 ปีที่แล้ว

    ଯେମିତି କର୍ମ ସେମିତି ଫଳ ଏ ହେଉଛି ସତ୍ୟ

  • @satchidanandaacharya7119
    @satchidanandaacharya7119 ปีที่แล้ว

    କର୍ମକୁ କରି ଆଗୁସାର,,ପଣ୍ତିତ ଜନଙ୍କ ବିଚାର,,

  • @sadanandabhoi1879
    @sadanandabhoi1879 3 ปีที่แล้ว +8

    ନିଜର କର୍ମ ଅନୁସାରେ ଫଳ ମିଳେ ଏହା ସୁନିଶ୍ଚିନ୍ତ ଆହୁରି ମଧ୍ୟ ବେଳେବେଳ କର୍ମ ଅନୁସାରେ ଫଳ ମିଳିନଥାଏ ଏହା ବି ସତ୍ୟ

  • @rabindranathbehera5370
    @rabindranathbehera5370 2 ปีที่แล้ว

    ମାନସ ନନାଙ୍କୁ ପ୍ରଣାମ।

  • @iswarmallick8645
    @iswarmallick8645 3 ปีที่แล้ว +2

    Karma anusare phala ia a great topic and one must have deep knowledge of bhagawat geeta to understand it. Otherwise only argument will create.

  • @soubhagyar.parida4460
    @soubhagyar.parida4460 3 ปีที่แล้ว +2

    ଅତିସୁନ୍ଦର.....👌

  • @bishnucharanbehera7430
    @bishnucharanbehera7430 3 ปีที่แล้ว +7

    👌🙏🙏🙏Manasa sir speak right

  • @alokbhoi8144
    @alokbhoi8144 2 ปีที่แล้ว

    କର୍ମ କରିବା ନାନା ମତେ ଫଳିବ କର୍ମର ନିୟତେ

  • @rameshbhoi7627
    @rameshbhoi7627 3 ปีที่แล้ว +3

    କର୍ମ ଅନୁସାର ଫଳ ମୁ କିନ୍ତୁ ଏକମତ ନୁହେଁ .

  • @manmathsamantaray2823
    @manmathsamantaray2823 3 ปีที่แล้ว +3

    Nice

  • @stvodia073
    @stvodia073 2 ปีที่แล้ว +3

    ନବୀନ ପଟ୍ଟନାୟକ ଲୋନ କରିକି ଓଡ଼ିଶାର ଲୋକଙ୍କୁ ଟଙ୍କା ପଇସାରେ ସାହାଯ୍ୟ କରିଛି ହେଲେ ଫୋନ୍ ପଇସା ଓଡ଼ିଶା ଲୋକ ସୁଝିବେ ନବୀନ ପଟ୍ଟନାୟକ କଣ କର୍ମ କଲେ ୫ ଥର ମୁଖ୍ୟମନ୍ତ୍ରୀ ହେଲେଣୀ ଇଏ କୋଉ ପ୍ରକାରର ଫଳ ?

  • @bijayaranjantandi9246
    @bijayaranjantandi9246 3 ปีที่แล้ว +3

    Karma re phala mile kintu Karma anusare phala mile nahi

  • @alekhabhajan5690
    @alekhabhajan5690 2 ปีที่แล้ว

    Karmaphala hi satya Ate Ausabumithya kintu Ahijanma bhoganahoi Arajanmare phamile

  • @sureshsethi9858
    @sureshsethi9858 2 ปีที่แล้ว

    Karma au phala Sabu kichi bhagabn ka hatre tanka hatare ama jibana dori
    Jay Jagannath 🙏

  • @lalusm6254
    @lalusm6254 2 ปีที่แล้ว

    Jai jagannath

  • @debasisdash6387
    @debasisdash6387 3 ปีที่แล้ว

    कर्म हि भगबान 🙏🙏🙏

  • @mahasundardas9726
    @mahasundardas9726 3 ปีที่แล้ว +2

    Akrma anusare he karma mele