mishu mora deha e desha matire || gopabandhu das || odia kabita ||
ฝัง
- เผยแพร่เมื่อ 18 ก.ย. 2024
- କବିତା - ମିଶୁ ମୋର ଦେହ ଏ ଦେଶ ମାଟିରେ
କବି - ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ
ନମସ୍କାର ବନ୍ଧୁଗଣ ଏହି କବିତା ହେଉଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ଚମତ୍କାର ସୃଷ୍ଟି । କାରାବରଣ କରିବା ପରେ ଲୋକ ମାନଙ୍କୁ ସାନ୍ତ୍ଵନା ଦେବା ପାଇଁ ଏହି କବିତା ମାଧ୍ୟମରେ ଗୋପବନ୍ଧୁ ଦାସ ଯାହା ଲେଖିଥିଲେ ତାହା ପ୍ରତି ଓଡ଼ିଆ ମାନଙ୍କ ହୃଦୟକୁ ଆଜି ମଧ୍ୟ କ୍ଷଣକେ ତରଳାଇ ଦିଏ ।
“ ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ । ”
ଏହି କବିତା ମାଧ୍ୟମରେ କବି ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିବା ସହ ସମସ୍ତଙ୍କୁ ଉଚିତ୍ ମାର୍ଗ ଦର୍ଶନ କରାଇଛନ୍ତି ।
ଆମ ସାହିତ୍ୟାଗାର ଚାନେଲ୍ ରୁ ଏହି ଭଳି ସୁନ୍ଦର ସୁନ୍ଦର ଭିଡିଓ ପାଇବା ପାଇଁ ଆଶା କରୁଛନ୍ତି ତେବେ ଆମ ଚାନେଲ୍ କୁ subscribe କରି ଆମକୁ ଉତ୍ସାହିତ କରିବା ପାଇଁ ଭୁଲନ୍ତୁ ନାହିଁ ।
***************** ଧନ୍ୟବାଦ୍ ****************
#sahityagara #ଓଡିଆସାହିତ୍ୟ #ଓଡ଼ିଆ #odiapoem #odiakabita #nature #flower #mypoem #gopabandhudas #panditgopabandhudas # #odiakabita #odiawritings
-----------------------------------------------------------------
odia kabita, odia song,odia poem,odia poetry,new odia poem, ଓଡ଼ିଆ କବିତା,ଓଡ଼ିଆ ସାହିତ୍ୟ ପ୍ରେମୀ,ଓଡ଼ିଆ ସାହିତ୍ୟ,mishu mora deha e desha matire, pandita gopabandhu das, utkal mani, kara kabita,
-----------------------------------------------------------------
👍❤️ LIKE, COMMENT AND SHARE ❤️👍
🙏🙏🙏🙏🙏 SUBSCRIBE 🙏🙏🙏🙏🙏
Very good bhai bahut bahut dhanyawad
What a believe and what a thought he have that time, pandit Gopabandhu Das🙏
That's wonder for everyone 🙏 salute to the great soul 🙏
ସୁ ଲଳିତ ମଧୁର କଣ୍ଠରେ...👌👌👌👌👌 ମିଶୁ ମୋର ଦେହ ଏ ଦେଶ ମାଟିରେ.... ଅତୀବ ହୃଦୟ ସ୍ପର୍ଶି ହୋଇଛି.. ସେ ମହାନ ଦେଶ ସେବକ.. ଗୋପବନ୍ଧୁ ଦାସଙ୍କ ଚରଣରେ ଶତ ପ୍ରଣାମ 🙏🙏🙏🙏
Stay blessed Bhai
ଅମାପ ପ୍ରେରଣା ଓ ଉତ୍ସାହ ପାଇଁ ହୃଦୟରୁ ଅଶେଷ ଧନ୍ୟବାଦ ଦିଦି🙏🙏🙏 ସେ ମହାନ୍ ବ୍ୟକ୍ତିତ୍ଵ ଙ୍କ ପାଇଁ ଶତ ଶତ ପ୍ରଣାମ 🙏
🙏
ଅତି ସୁନ୍ଦର କବିତାଟିଏ ❤❤❤❤❤❤❤❤❤❤❤❤❤❤❤❤
ଧନ୍ୟବାଦ୍ ଆଜ୍ଞା 💐😍
Nice kabi ta❤❤❤❤❤
Thanks for your support
Very nice song 👍👍💖👌👌
Thank you 🥰🙏💐
ଆପଣ ପ୍ଲିଜ ଏହି ପରି କବିତା କୁହନ୍ତୁ।।।।। Our generation truly need to know about all the stories of these Legends 🙏
Thanks sir for your valuable feedback 🙏 ଆମେ ଏହି ପରି କବିତା ନିଶ୍ଚୟ କରିବୁ ।
Such a nice way to express the poem...🙏 Great effort sir🙏...
ଲୋମ ଟ।ଙ୍କୁର ଉଠୁଛି
Thank you sir 😊🙏💞
ବହୁତ ଭଲ ଲାଗୁଛି ଏହା ଓଡ଼ିଶାର ଏକ ଭଲ କବିତା। Translate the poem of the different languages of India.
ଧନ୍ୟବାଦ୍ ଆଜ୍ଞା, ଆମେ ନିଶ୍ଚିତ ପ୍ରୟାସ କରିବୁ...🥰🙏🙏
Thank you sir amaku ate bhala kabita pai🙏🙏🙏🙏🙏
ଅଶେଷ ଧନ୍ୟବାଦ୍ ତୁମକୁ....🥰 ଆମ channel ସହ ଯୋଡ଼ି ହୋଇ ରୁହନ୍ତୁ ଆମେ ଚେଷ୍ଟା କରିବୁ ଏଭଳି ସୁନ୍ଦର ସୁନ୍ଦର କବିତା ଆଣି ଦେବାପାଇଁ..🙏🤗
Thank you so much sir
Heartly welcome 🤗🙏💐
ବନ୍ଦେ ଉତ୍କଳ ଜନନୀ 🙏🙏
ଜୟ ଉତ୍କଳ ଭାରତୀ ମାତା ଓ ତାହର ସୁଯୋଗ୍ୟ ସନ୍ତାନ 🙏🙏🙏
Hrudayasparshi hoichi sir🙏🙏
Thank you so much sir 🥰
🙏🙏🙏🙏🙏
🙏
Tike bujheiki kahile vala hoithanta
Next time video kale bujheiki kahiba, ok thanks 🙏
❤❤❤❤❤❤❤❤❤❤❤
😍❤️❤️❤️
ଲୋମ ଟାଙ୍କୁରୀ ଉଠିଲା sir
ଧନ୍ୟବାଦ୍ ପ୍ରଶାନ୍ତ ଭାଇ...🥰
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🙏🏼🙏🏼🙏🏼🙏🏼🙏🏼🙏🏼🥰🥰🥰
Kara kabita upare karantu sir 🙏🙏
ନିଶ୍ଚୟ କରିବା, ଅଶେଷ ଧନ୍ୟବାଦ୍ ଜଣାଉଛୁ 🙏🙏
Bande utkala janani
ବନ୍ଦେ ଉତ୍କଳ ଜନନୀ 🥰🙏🏼
ପଛଘୁଞ୍ଚା ନାହିଁ ଏ ବୀରର ଜାତକେ କବିତାରେ କେଉଁଠି ଲେଖା ଅଛି ଯେ ଆପଣ ( ଏ)ପରିବେଷଣ କଲେ କୁହନ୍ତୁ ତ?
କ୍ଷମା କରିବେ ଆଜ୍ଞା....ସେମିତି କିଛି ପରିବେଷଣ କରାଯାଇନାହିଁ । ପୁଣି ଥରେ ଶୁଣନ୍ତୁ ତ , " ଏ "ର ପରିବେଷଣ କୋଉଠି ହୋଇଛି ?
@@sahityagara5108 ଆପଣ ସଠିକ୍ ଭାବରେ ଶୁଣନ୍ତୁ ଜାଣିପାରିବେ ।
Hii
😍
Singer sir please WhatsApp number diantu