This is the Power of media 👍. Thanks a lot to otv team . People need media support to reach their voice to the government. Many of the villages in Odisha have same situation as in this village. Govt should think about this problem🙏
Odisha sarkar bahut kichi karuchanti khali ta re se basinahanti kichi chota chota neta mane achanti semane eii gariba lokanku thakuchanti se pain sarakar dai nuhanti kete kala pare tame mane maniba
Thanks to otv and the sister who spoke up.
ସୋସିଆଲ ମେଡ଼ିଆ ର ପାୱାର ଅଛି l ସବୁଯାଗାରେ ପହଂଚିବା ପାଇଁ ଅନୁରୋଧ l ସୁମିତ୍ରା ଭଉଣୀ you are great. ବହୁତ ବହୁତ ଧନ୍ୟବାଦ l
Good
Yy
ଧନ୍ୟ ଧନ୍ୟ ସୁମିତ୍ରା, ତୁମେ ତୁମ ଗାଁ ପାଇଁ ପ୍ରେରଣା, ଦେବଦୂତ, ଓ ଭବିଷ୍ୟତ ର ଆଶା ଭରଷା. I salute u again due to ur courage.
ଏମିତି ବହୁତ ଗାଁ ଅଛି ଯୋଉଠି କି ମିଡ଼ିଆ ଯାଇ ପାରୁନି ସେ ଗାଁ କଥା କିଏ ବୁଝିବ 😟😟
ମୋର ଅନୁରୋଧ ସବୁ ଗାଁ କୁ ମିଡ଼ିଆ ଭାଇ ମାନେ ଜାନ୍ତୁ ଏମିତି ହେଲେ ଓଡ଼ିଶା no 1 ହେଇ ଯିବ 🤗🤗🤗🤗🤗
Thik kohichho bhai
Ama gaon madhya sethiru gote
Right
Thanks otv sale sabu bada loka sabu chora
O tv ku ବହୁତ ଧନ୍ୟବାଦ 🙏 ସୁମିତ୍ରା କୁ ବି ଧନ୍ୟବାଦ ସେ ସାହସରେ କହିଥିବାରୁ o tv କୁ 🙏 ❤️❤️❤️❤️
ସେ ଭଉଣୀକୁ ହୃଦୟରୁ ଅଭିବାଦନ 💖
ବହୁତ ବହୁତ ଧନ୍ୟବାଦ ଭଉଣୀ, ତୁମ ପରି ଆମ ରାଜ୍ୟରେ ଭଉଣୀ ଜନ୍ମ ଗ୍ରହଣ କରିବା ଦରକାର।
ଜନ୍ମ ନେଇଛନ୍ତି କିନ୍ତୁ ଏଠି ଶାସକ ଙ୍କ ବିରୁଦ୍ଧରେ କହିବା ପାଇଁ ଅଧିକାର ଛଡ଼େଇ ନେଇଛନ୍ତି ସରକାର.. କେବଳ ଦୁର୍ନୀତି ହିଁ ଦୁର୍ନୀତି.. ଏବେ ଭଗବାନ ତୁମେ ହିଁ ଭରସା
@@kamalakantajena8238 correct!!!
Right
Nabin sarakar ebe achi bahut bhalare rahicha kintu manuna kintu thare eii nabin sarkar jaisaru setebela janiba durniti kahaku kuhajae
Kichi chota chota neta achanti semane eii sabu re faida uthauchanti khalitare sarkar nku dai katani
Power of social media.......😀😀😀 Thanks sister
Hats off to media reporting like you 👏👏 People should speak up like Sumitra and media should highlight such public issues. Thank you OTV
ବହୁତ ବହୁତ ଧନ୍ୟବାଦ ଓଟିଭି 🙏🙏
ଆପଣଙ୍କ ପାଇଁ ଆଜି ଏହା ସମ୍ଭବ ହୋଇପାରିଛି ଏମିତି ପ୍ରୟାସ ଜାରି ରଖନ୍ତୁ ଏବଂ ସରକାର ର ଏଭଳି ଅସଲି ବିକାଶକୁ ସାମ୍ନା କୁ ଆଣନ୍ତୁ 🙏🙏
ଓଟିଭି ର କର୍ମକର୍ତ୍ତାଙ୍କ ସହ ଗୋଟେ ଗାଁ ଝିଅଟାର ବାର୍ତ୍ତାଳାପ ବହୁତ ପ୍ରଭାବଶାଳୀ ଓ ବଢ଼ିଆ ହୋଇଛି ଓଟିଭି ଚ୍ୟାନେଲ କୁ ଧନ୍ୟବାଦ l ଏପରି କାର୍ଯ୍ୟ ଜାରୀ ରଖନ୍ତୁ l
ଏହିଭଳି ଖବର ଦେଖେଇଥିବାରୁ ଧନ୍ୟବାଦ
Social media ଅଛି ବୋଲି ଆଜି ସେ ଗ୍ରାମର ବହୁତ ଉର୍ନତି ହୋଇଛି ଧନ୍ୟବାଦ OTV ଏବଂ ଧନ୍ୟବାଦ ସୁମିତ୍ରା 🙏🙏
Right
Social media ଅଛି ବୋଲି ଆମର ସବୁ ଦୁଃଖ କଷ୍ଟ କୁ ସରକାରଙ୍କ ନିକଟରେ ପହଂଚି ପାରୁଚି ଧନ୍ୟବାଦ social media
@@sujitnayak7794 ,
Thank you so much otv
Very good
ଧନ୍ୟବାଦ OTV ର ସବୁ କାତ୍ମକର୍ତା ଙ୍କୁ ବହୁତ ଭଲ କରି ଛନ୍ତି କେତେ ଜୀବନ ବଞ୍ଚେଇ ଦେଲେ ତାଙ୍କ ଓଠ ରେ ହସ ଫୁଟେଇ ଦେଲେ
Nice otv team
👌👌👌👌👌👌👌👌👌👌👌👌👌 OTV ❤️❤️❤️❤️
ତୁମଙ୍କୁ ମଧ୍ୟ ଅଶେଷ ଧନ୍ୟ ବାଦ ଭଉଣୀ 🙏
Thank u Sumitra jii and OTV.
ଧନ୍ୟବାଦ! ଏ ଝିଅ ପାଇଁ ଆଜି ତାଙ୍କ ଗାଁର ମାନଚିତ୍ର ବଦଳୁଛି! ଧନ୍ୟବାଦ ଏ ମେଡ଼ିଆ ବାଲାଙ୍କୁ! ଏମିତି ସବୁ ଆଡେ ବୁଲନ୍ତୁ, ଆଉ ସମାଜର ମଙ୍ଗଳ ପାଇଁ କାମ କରାନ୍ତୁ.......🙏
Kanak News kn asabu dekheiba
Auu alaga sabu bada news channels jadi emiti buli buli jadi aee sabu dekhanta tahale Odisha ra Image alaga heijantani ....
Sata katha
ଓଡ଼ିଶାର କୋଣ ଅନୁକୋଣରେ ସବୁ ପରିସ୍ଥିତି ରେ ଏକ ମାତ୍ର ସାହାସ ଓଟିଭି ❤️ ବାତ୍ୟା,ବନ୍ଯା, ମରୁଡି ତଥା ସବୁ ପ୍ରାକୃତିକ ଦୁର୍ବିପାକ ସମୟ ରେ ସର୍ବଦା ଆମ ସାଥିରେ ଓଟିଭି ଧନ୍ୟବାଦ ମୋର ସବୁ ଓଟିଭି କର୍ମକର୍ତ୍ତା ମାନଙ୍କୁ ❤️
ଝିଅ ହେବତ ଏମିତି
ମୋ ତରଫରୁ otv channel ଅନୁରୋଧ ଏହିପରି ଅନେକ ଗାଁ ଅଛି ଯୋଉଠି କି ବିକାଶ କଣ ଜାଣିନାହାନ୍ତି ସେଠାରେ ମଧ୍ୟ ଯାଆନ୍ତୁ।ଧନ୍ୟବାଦ otv
Dhanyabad otv and sumitra didi
Vai ama gao ra bi sehi abasta
ସୁମିତ୍ରା sisterଠିକ୍ କହିଛନ୍ତି ,,,କଟକ ପରି ଜାଗାରେ ଯଦି ଏମିତି ତେବେ ଅଲଗା ଜିଲ୍ଲା କଥା ତ ଛାଡ🙏🙏🙏
Amo keonjhar to tamothu kasto pauchu
Thank u OTV
ଏମିତି ସବୁ ଗାଁ ର ଉନ୍ମ ତି ହେଉ ମିଡ଼ିଆ ଭାଇମାନଙ୍କୁ 🙏🙏ଅନୁରଧ
Sem to you
Br
ଧନ୍ୟବାଦ 👍👍
ଏଇଭଳି ଶକ୍ତ ଚାପୁଡ଼ା ଆମ ପ୍ରଶାସନ କୁ ଦରକାର ଥିଲା,ନିଜ ହକ ନିଜେ ଜାହିର କରିବା ଶିଖ, କେହି ମାଗଣା ଦେଉନାହାନ୍ତି କି କେହି ଦୟା କରୁନାହାନ୍ତି , ଏଇଟା ଆମମାନଙ୍କ ହକ ✊💪
Correct bhai
This is the Power of media 👍. Thanks a lot to otv team . People need media support to reach their voice to the government. Many of the villages in Odisha have same situation as in this village. Govt should think about this problem🙏
Heartiest congratulations to Otv n his Team. This is called real journalism..
E mg otv Bala mg gudaka
Ama gaan ra tike vedio kar
E mg.. Otv. Real journalism 🤭🤭🤭majhire.. Kemiti credit nauchi dekhucha ta.. Mg.. Otv wala se jhia ku kahichanti tk otv ku teki daba pain..
ବିଜେଡି ର ସମରଥକମାନେ ମର୍ଯ୍ୟାଦା ଜନକ ଭାଷା ବୋଧେ ଜାଣନ୍ତି ନାହିଁ l
ଯାହା ତ ଲୋକଙ୍କୁ ଠକି ଲୋ ଠକି ଲୋ ଏବେ ତ ଟିକେ ଭଗବାନ ଙ୍କୁ ଡର.... ଧର୍ମ ସହିବନି ରେ ନାରଣ ♥
ବହୁତ ସୁନ୍ଦର OTV
ଧନ୍ୟବାଦ ଭଉଣୀ
ଆଉ otv NEWS
ଜୟ ଜଗନ୍ନାଥ
ସୁମିତ୍ରା ଦିଦି ତମର ସେହି ସାହସ ଯୋଗୁଁ ତମ ଗାଁ ର ମାନଚିତ୍ର ବଦଳିଲା ଦନ୍ୟବାଦ ସୁମିତ୍ରା ଦିଦି । ଦନ୍ୟବାଦ, OTV
ଅତି ସୁନ୍ଦର
Bohut bohut dhonyobad otv and dear sister sumitra🙏🙏
ଭାଇ ଏହି ଭାବରେ ସବୁ news ର ପରବର୍ତ୍ତୀ ରେପୋର୍ଟ ଆଉଥରେ ଦେଖାଇଲେ ବହୁତ୍ ଭଲ ହୁଅନ୍ତା
ବଡ଼ ଦିଦି ପାଇଁ ଗୋଟେ like 👍
Bada sana kn karucha babu
Lajolaguni sarakar babunku
Bohut badhiya OTV news channel...Good job
ଓ ଟିଭି କୁ ଧନ୍ୟବାଦ
ସୁଖ ଦୁଃଖ ର ସାଥୀ ଓଟିଭି ଙ୍କୁ ଧନ୍ୟବାଦ ଜଣାଉଛି
Thanks Otv&sumitra
Nice otv
Thank you sunita u r a proud of odisha 👌👌👍👍 thank you otv
5 months pare audit kar real na loka dhekhalia
ଧନ୍ୟବାଦ OTV
Great job OTV 👌👌👌
Love from Balangir ❤️❤️❤️
News ta emiti thanks Otv.
Thnku so much otv. Amiti prati village re boli dekhntu plz. Bahuta village achi
ଆମ ଓଡିଶାରେ ବହୁତ ଗାଁ ଏମିତି ଅଛି। ସରକାର ଦେଖି ପାରୁନାହାନ୍ତି ।
ଦେଖିବା ପାଇଁ ଚାହିଁଲେ ସିନା ଦେଖିବେ
ସରକାର ଦେଖିବ କୁଆଡୁ... ସରକାର ତ ଉପରେ ଉଡ଼ିକି ଯାଉଛି...
Right 💯💯
ଶତ ପ୍ରତିଶତ ଶତ କଥା
ଓଟିଭି ନମ୍ବର 1 ଟିଭି
ଅଶେଷ ଅଶେଷ ଧନ୍ୟବାଦ ମିଡ଼ିଆ ଭାଇ ମାନଙ୍କୁ 🙏
Thank you OTV sata dekhaithibaru
ଏମିତି news ଆମ ଓଡ଼ିଶା ପାଇଁ ଦରକାର ଧନ୍ୟବାଦ otv 🙏
Tnx OTV
Thank you Girl and thank you team OTV.
Every one should learn from her 👍
Wao how much courageous girl she is . Special thanks to otv😍😍💓
No 1 Chanel otv
Right
Kia kahila no 1
Pura faltu
Thanks ସୁମିତ୍ରା and otv
OTv Ku Mo Tarafaru Bhut Bhut Dhanyabad 💞🙏🙏
Good work OTV , congratulations to you sumitra mam,
Thank you so much bhaune abe jaeki sarkarnka nida bhangiba thank you so much 🙏🙏🙏🙏🙏
ଏହା ହେଉଛି ସୋସିଆଲ ମିଡ଼ିଆ ର ପାୱାର।।🙏🙏🙏 କିନ୍ତୁ ଏହା ର ଅପବ୍ୟବହାର କରିବା ନାହିଁ।।🙏🙏🙏🙏🙏
Agyan apana thik kahichanti🙏
Tu sala ti bada chora, bj d chmcha tu
Congratulation otv
ଜୟ ଜଗନ୍ନାଥ
Thanks otv and Sumitra
Great OTV
Thanks again
Amiti hin help karibo gaon ro
Good job 🙏🙏🙏🙏
That's power of social media n salute to this brave girl
No
5,,
Thank you OTV , I am impressed with your positive journalism🙏
Thank you sister
Thank you OTV
Thanks otv
Bohot bohot dhanyabad ,
O tv "PARIWAR" ko...
Sumitra bahen lage raho...👍👍
Thank you OTV & SISTER 🙏
Appreciate the effort from everyone... The administration for their quick action... and OTV including herself!
Thank you, News Media Channel 🙏❤
This is a great example of power media...thanks so much Otv...
Iron lady ।।।।।ବହୁତ ଖୁସି ଲାଗୁଛି ।।।ନିଜ voice ର କରାମତି ଦେଖେଇ ଦେଲା
Thank you from the heart ❤️ OTV🎉🎉🎉
OTV your all videos value able 👍
thanku otv reporter and lovely sister so confidence 👍👍👍
Great job 👍
Good accepts of media 📺📺 always appreciate it. More required..
Thanks otv you are the best &very first.
💯💯💯💯💯💯👌🙏🙏🙏
Thanks for you OTV🙏🙏👍👍
ଠିକ୍ କଥା, ଓଡ଼ିଶାର ସରକାର କ'ଣ କରୁଛନ୍ତି କିଛି ନାହିଁ,ଏହୁରି ଏମିତି ଗାଁ ଅଛି ଓଡ଼ିଶାରେ, ଦୟାକରି ଏହି ପରି ଥିବା ଅନ୍ୟ ଗ୍ରାମ ମାନଙ୍କୁ ନଜର ଦିଅନ୍ତୁ, ମିଡ଼ିଆ ଭାଇମାନଙ୍କୁ ମୋର ଏତିକି request👍
Odisha sarkar bahut kichi karuchanti khali ta re se basinahanti kichi chota chota neta mane achanti semane eii gariba lokanku thakuchanti se pain sarakar dai nuhanti kete kala pare tame mane maniba
Very very thanks OTV channel
This daughter is very talent so give him a good job who should be all good work for this area thank you so to OTV channel 👍👍❤️❤️👍👍🙏🙏❤️👍❤️🙏
BANDO
Proud of you sister and thanks otv
Otvbalanku.bAhutadhanybad.aparijhia ku.dhanybada
Thanku didi
Thank you very much OTV 🙏🙏🙏
A Vdo Tiku Viral karei Sarkar nka asala Rupa ru Parda Hateichhanti 🙏🙏🙏
Keep it up OTV 🌹🌹🌹
Thanks otv & Jagi mam
ଧନ୍ୟବାଦ ଦେବା ପାଇଁ ପାଟିରେ ଭାଷା ନାହିଁ, ମହିଳା ସଶକ୍ତିକରଣ ର ବାସ୍ତବ ଛବି ସୁମିତ୍ରା (thank you, otv)
Ye hauchi social media ro kamal.... Otv appreciate uh... Amiti aauri survey kareki bahur sara gaan ku jaeki aa pori bhabore semano ku sahajo karanti😍
Thank you sister ❤️❤️ God bless you
We need such sumitra in each n every backward areas.. thnks to otv for the broadcast
Great job otv......
ବହୁତ୍ ବହୁତ୍ ଧନ୍ୟବାଦ୍ ଓଟିଭି
Thank u OTV and sumitra jee
Jay ho otv👏👏👏👏god bless 💐💐💐💐an many many thanks 🥰 👏👏
Very good Sister.Thank you OTv
.
Brave girl sumitra who is that great personality in heart for her village.i miss you him.
Possible for otv ❤️
Great job .....OTV.....👍🏻
ଧନ୍ୟବାଦ ଦିଦି 🙏
Congratulations 👏OTV
That's the real power of social media ❤️
ଧନ୍ୟବାଦ ଭଉଣି ତୁମର ସାହସ ପାଇଁ
Thank you OTV ❤️
ଏବେଯାଇ ଚେତା ପସିଲା ଏହିପରି ଭାବେ ଲୋକ କ ସେବା କଲେ ନବିନ୍ ନବିନ୍ ସରକା NO 1👍👍🙏🙏