bhai apananku bhala re maa manikeswari rakhi thantu .... Love you bro ❤❤❤ bhai mu Nuapada re rahi ki a dunia ku tama sabu video re dekhi parichhi ❤❤❤ thanks you bro ama Odisha bashi ku sara dunia dekhai thibaru God bless you... Bhai Nuapada kebe hele buli ashi ba
ବର୍ତ୍ତମାନ ମୋତେ କୁହ Best vlogger କିଏ 😂 from Odisha by the way editing au video quality, kamite lagi la???❤
❤❤❤thank you lana vaee
Laba vaee thank you
Mo bhali bhalia kea haba...🫶❤️
Ap hi ho ❤❤❤❤I love you bhai ❤️ bhai apse milna hai 😍kese vi sach me you are great 👍
Ek no ...❤❤
ଲବ ଭାଇର ସବୁ ଗୁଣ ଭଲ ଲାଗେ କାହିଁକି ନା. ନା ଅଛି ଇଗୋ ନା ଅଛି attitude ଆମ ଭାଇ ପୁରା simple ଲୋକ ❤❤❤❤❤❤ ଯିଏ ଯିଏ ମାନ ଲାଇକ ଟେ କର🎉🎉
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 🙏
Khanti mayurbhanjia ❤❤❤
Bilkul thik katha kahila bhai ❤❤
କିଏ free firr ଖେଳ ଲାଇକ୍ କର❤❤❤
0% Attitude
0% Ego
100% Hard work 💯💯💯
ଲବ ଭାଇ ଙ୍କୁ support କର ଅଧିକା ରୁ ଅଧିକା ଯେମିତି view ଅଧିକା ଯିବ
100percent hard
Write
Correct
ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 🙏
Right 🤭@@KajalNayak-qp1fl
ଭାଇ ତମେ ସବୁବେଳେ ଓଡିଶା ର ବାହାର ଦୁନିଆଁ କୁ ଆମକୁ ଦେଖଉଛ ସେଥି ପାଇଁ ତମକୁ ହୃଦୟ ରୁ ଧନ୍ଯବାଦ💐 ପ୍ରଭୁ ଜଗନ୍ନାଥ ତମକୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏
Bhai face ru laguni juise wow😅..majak thila Btw mun tmr biggfan
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଖୁବ୍ ସୁନ୍ଦର ଭିଡିଓ ବହୁତ ଭଲ ଲାଗୁଛି । ତୁ ପୁଅ ଯେତିକି ଟଙ୍କା ରୋଜଗାର କରୁଛୁ ତାଠାରୁ ଦି ଗୁଣା ଖର୍ଚ୍ଚ କରୁଛୁ। ଯାହା ହେଉ ଆମେ ବହୁତ ଉପଭୋଗ କରୁଅଛୁ ।
ଲବ ଭାଇଙ୍କୁ ଯେଉଁ ମାନେ ପସନ୍ଦ କରନ୍ତି,,ଦେଖୀବା କେତେ ଲାଇକ ମିଳିବ 👉🙏🙏🙏🙏🙏🙏🙏
ଚାଇନା ରେ ଭଗବାନ୍ ଙ୍କୁ ମାନନ୍ତି କି ନାହିଁ ଆଉ ସେଠୀ ମନ୍ଦିର ଅଛି କି ନାହିଁ ଭିଡ଼ିଓ ଆଣ ଭାଇ❤
Seita janile kana Banda ta chhodi pakei bu jouthi dekha Khali hindu muslim mandir masjid
@@basantatumunia6822 tu kia be bastard chhua bhasa kharap karu6u
Chaenare thakur mu 😅😅😅
Are sethi dragon 🐉 nku mananti because of bhala ଫସଲ ଆଉ ପାଗ ପାଇଁ ପୂଜା କରାଯାଏ
@@samirsmr4706 are Bhai dragan kn mu bujhiparuni
ଅନେକ ଅନେକ ଶୁଭେଚ୍ଛା ଲଵ ।ଵହୁତ ସୁନ୍ଦର ସହର ।ସୁନ୍ଦର ତୃପ୍ତିରେ ଅଵସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ ।ଧନ୍ୟବାଦ ।
ଅତି ସୁନ୍ଦର
I think mo TH-cam re best vloger apan bhala bhala jinisa sikhi baku au dekhiba ku miluchi tq u god bless you🥰
Drone shots ସବୁ ବହୁତ ସୁନ୍ଦର ହେଇଛି।
ଲବ ଭାଇ ଆମ ଓଡ଼ିଆ ମାଟିର ଗୌରବ ଓ ମୁଣ୍ଡି ଯେକି ଆମ ଫାଷ୍ଟ ଇଷ୍ଟରନେସ୍ଲାଟ ଭ୍ଲଗର୍ ଯେକି ଅନ୍ୟ ଓଡ଼ିଆକୁ ବହୁତ୍ ଅନୁପ୍ରାଣିତ କରିଛି....ଯିଏ ଯିଏଲବ ଭାଇକୁ ଭଲ ପାଅ ଓ ଓଡ଼ିଶାରୁ ଦେଖୁଛ ତେବେ ମତେ ଚେନାଲ୍ ବଢିବାରେ ସଫଟ୍ କରିବ❤❤
ମୋ ପାଇଁ Iphone ର ମାର୍କେଟ ବହୁତ ଦିନରୁ ଅପେକ୍ଷା କରିଥିଲି ବୁଟ ମୁଁ ଆଜି First msg kali ଏବଂ ଦେଖିଲି thnx Lobobhai
ଆମ ଓଡ଼ିଶା ରେ ବି ଏମିତି ଉନ୍ନତି ହେବା ଦରକାର ❤❤❤
After 100 years
Satapurusa pare
@@prakashpanda-811Right
ବହୁତ ସୁନ୍ଦର ଆମୋଯ଼ିଙ୍ଗ ଭିଡ଼ିଓ
ଠାଁକ୍ୟୋଉ goodbless ୟୁ ଲବ bhai❤️❤️👍
Odisha no-1 International vlogger laba bhai.. God bless you..jai hind jai bharat 🇮🇳🇮🇳
Chine episode video ଦେଖିଲା ପରେ ଆମେ ଆଉ ଆମ ଦେଶ ବହୁତ development ହେବାର ଅଛି।
Khali hindu muslim mandir masjid development heuchhi china tharu ame 200 year pachhare achhu
@@basantatumunia6822Currect
Right
Right 👍 @@basantatumunia6822
😂😂ନା କଣ ବା 😂😂😅
ଲବ ଭାଇଙ୍କୁ ଯେଉଁ ମାନେ ପସନ୍ଦ କରନ୍ତି, ଏଠାରେ ଲାଇକ କରନ୍ତୁ,ଦଖୀବା କେତେ ଲାଇକ ମିଳିବ 👉🙏🙏🙏🙏🙏🙏
ଅତି ସୁନ୍ଦର ବନ୍ଧୁ ଜୟ ଶ୍ରୀ ଜଗନ୍ନାଥ
Great editing + cinematic shots ❤❤❤❤❤❤
Best vlogger of odisha ❤❤
Don't worry laba bhai 😊 Bahut jaldi 1 million subscriber heijibe ❤❤😊❤❤
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ସଂସାରରେ ସବୁଠାରୁ ବଡ ରୋଗ "ଚିନ୍ତା" ଯାହା ମଣିଷକୁ ଚିତା ଜୁଈ ପଯର୍ଯନୁ ନେଇଆସେ।ସେଇଥୂପାଇଁ ଚିନ୍ତା ମୁକ୍ତ ରୁହ, ଆଉ ଖୁସି ରେ ରୁହ।❤
ଏଇଟା ତ ଫିଲ୍ମ୍ ର ଟ୍ରେଲର ଭଳି ଲାଗୁଛି.....! ପିକ୍ଚର୍ ତ ଆଗକୁ ଅଛି 🥰🫡🙏👍👍👍💯
ଜୟ ଶ୍ରୀ ରାମ ଭିଡିଓ ଦେଖିଲେ ଲାଗୁଛି ସ୍ବଣ୍ଣର୍ଣ ଲଙ୍କା ବହୁତ ବଢିଆ ଧନ୍ଯବାଦ
Omg laba Bhai Editing most Amazing 😍😍😍😍
ଭାଇ ଜୟ ଜଗନ୍ନାଥ
ମୁଁ କେନ୍ଦ୍ରା ପଡା ଜିଲ୍ଲା ଅନ୍ତର୍ଗତ ଡାଙ୍ଗମାଳ ର ଭିତର କନିକା ରୁ ଶଶାଙ୍କ ଶେଖର କହୁଥିଲି। ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ। ଏ ମେସେଜ ମୁଁ ଆପଣଙ୍କୁ ପ୍ରଥମ ଥର କଲି। ଆପଣଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା।
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମେ କେବେ ଦେଖି ନ ଥିବା ଜିନିଷ ଦେଖିଲୁ, ବହୁତ ବହୁତ ଖୁସି ଆନନ୍ଦ ଲାଗିଲା, ଏଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l 🙏ଜୟ ଜଗନ୍ନାଥ 🙏
ଲବ ଭାଇଙ୍କ vlog Hollywood movie ଭୋଳିୟା ଲାଗୁଛି ଲବ ଭାଇଙ୍କୁ ଗୋଟେ ଗୋଟେ like କର please ❤❤❤❤❤❤
Bhai ei video ta pura Bobal Heichi ❤ Love form Baleshwar
❤video.dekha.ocha❤thakiyou.laba.my.farndas❤❤❤
Lobo bhai tome Emiiti sabudin pain rahibo ,dhoni garibo, bhedo bhabo, jati dharmo kichi nhi Tahele sabudino pain Bhogban tomoku Omor kariki rakhibo❤❤❤❤❤
wow so beautiful video
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
ଯାଜପୁର ରୁ କୋଉଠୁ
Jaj pur pabana
Jaraka ❤@@teacharmy6906
Jajpur ❤
Duburi @@samirrout5488
କେନ୍ଦୁଝର ଜିଲ୍ଲାରୁ ଯିଏ ଯିଏ ଦେଖୁଚ Attendance please ❤
Bhai❤
Gote maekhina dekha 🤣🤣🤣
Present sir😅
@@gurujagan45 😁
Mu keonjhar ru bro❤❤
Laba tuma jibana dhanya.❤❤❤❤❤❤❤❤❤❤🎉🎉🎉🎉🎉🎉🎉
ଭାଇ, ତମ କଥା ଗୁଡା ଦିଲ୍ କୁ ଛୁଇଁ ଯାଉଛି ।❤❤❤❤❤ Love you bro ❤❤❤
Laba bhai support button >>>>>> 👍
ବହୁତ ସୁନ୍ଦର ହେଇଛି
ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤ ଗୋଟେ like କର ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Chanching ra light view bahut sundar.... Golden dekha jauthila....❤❤❤❤
ଲବ ଭାଇର 900k kari dia chaina asiba। ପୂର୍ବରୁ କରିଦିଅ। Jay jaganath ❤ Love you laba Bhai
Mayurbhanj ru jia jia dekhuchho laba bhai pain gute like heu
ଭାଇ ଆପଣଙ୍କ vlog ଦେଖିଲେ ମନ ଦୁଃଖରେ ଥିଲେ ମଧ୍ୟ ଖୁସି ଲାଗେ 😊
ଜୟ ଜଗନ୍ନାଥ ଲବ ଭାଇ ସବୁବେଳେ ଖୁସିରେ ଥାନ୍ତୁ
Mind blowing bro ur great video entertainment pai Bahut bhala hoichi Tq
Beautiful ❤️
Love you Bhai
God bless you Bhai ❤🎉
Life re ahuri agaku jao
Jay Jagannath ❤🎉
From Jajpur ❤
Laba bhai odisha hero
Mayurbhanj ❤
ପ୍ରଥମ like 👍🏻 👌 ମୋର ❤
Fantastic yar ,super se upar view ❤it.This is only possible for you .God bless bless bless you
Satare Kamal laguchi bhai all the best lagiruha ❤🎉
ବହୁତ ସୁନ୍ଦର ଦୃଶ୍ଯ
Super cool video
bhai apananku bhala re maa manikeswari rakhi thantu .... Love you bro ❤❤❤ bhai mu Nuapada re rahi ki a dunia ku tama sabu video re dekhi parichhi ❤❤❤ thanks you bro ama Odisha bashi ku sara dunia dekhai thibaru God bless you... Bhai Nuapada kebe hele buli ashi ba
Nice video bhai❤ love you ❤️
ବହୁତ୍ ସୁନ୍ଦର୍ ଦିସୁଛି cafe house , ତୁମକୁ ଧନ୍ୟବାଦ୍ . ରାତି ହେଲେ ଚୀନ ହୋଇଯା light City view ଥିଲା .
ଭଦ୍ରକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ
😊
Hmmm@@kanhupp
Me 😂😂❤❤
I
❤❤❤@@kanhupp
Very Beautiful scenery , thankyou.
ଲବ ଭାଇ ମୁଁ ତମକୁ 50k sub.. ରୁ ଦେଖୁଛି ଭିଡିଓ ଭଲ ଲାଗୁଚି ବୋଲି 850k ହେଇ ଗଲାଣି , 1M ମଧ୍ୟ ବହୁତ୍ ଜଲଦି ହେଇଯିବ । ❤❤❤❤
Nice bhai you are very talented boy so beautiful area wowww........tq bhai amaku sundhar jaga dekhau thi baru kn tq verry veryyyya very utha
Aponako ehi bholi intresting vedio dekhibaku miluchi boli to ame sabu time baharo kari sabu dekhu ehi thi pain tq 😊❤❤
Khub sundar video ❤❤❤❤❤
Bro pura Dil khus hei gala. Love you bro. Jay Jagannath 🙏🙏
ବହୁତ ସୁନ୍ଦର ଲଭ ଭାଇ
ଲବ ଭାଇ ବହୁତ୍ ଭଲ editing କରିଛ first part ଟା❤❤❤
ଗଞ୍ଜାମ ଜିଲ୍ଲା ରୁ କିଏ କିଏ ଦେଖୁଛ ଲାଇକ କରୋ ❤❤❤
ଯେଉଁମାନେ ଲବ ଭାଇଙ୍କ ବ୍ଳୋଗ୍ ଭିଡିଓ ଦେଖିବାକୁ ପସନ୍ଦ କର ❤️ ହାତ ଟେକ...👍🤣👏
🤚
😂 ✋@@sorenmunda4508if6orl
Tu ase mo pelo tk teki de
Wow very Beautiful nice place Happy Journey ❤❤❤❤❤❤❤❤❤❤
Laba Bhai Respect Button 🔘
❤
ତୁମ ଭିଡିଓ ବହୁତ୍ ଭଲ ହୋଇଛି ଦାଦା
Bhai tama bhagya ru au bhagya nahi,,,,tamara bhagya great
Total world buluchha.... great great 👍
ଆମ କନ୍ଧମାଳ ଜିଲ୍ଲା ରୁ କିଏ କିଏ ଦେଖୁଛ Lava ଭାଇ ପାଇଁ ଗୋଟେ Like ହୋଊ । ଜୟ ଜଗନ୍ନାଥ ⭕❗⭕🙏🙏🙏
ବହୁତ ଭଲ ଭିଡ଼ିଓ
ଲଭ ଭାଇଙ୍କ ପାଇଁ ଗୋଟେ Like ❤ ହେଉ
❤❤ Love You ଲବ ଦାଦା
Love From ସମ୍ବଲପୁର ❤❤
ଆଜିର video ଦେଖିକି ମନ ମନ୍ତ୍ରମୁଗ୍ଧ ହୋଇଗଲା।
ବହୁତ ବହୁତ ସୁନ୍ଦର ହେଇଛି।
ବହୁତ ବହୁତ ଭଲ ପାଇବା।❤❤❤❤❤
Wao
What a develop country
ଭାଇ CHINA ରେ ସବୁ ଠାରୁ ବଡ bridge 🌉 ଗଟେ ଅଛି ତାର ନା ହେଲା BEIPANJING BRIDGE ସେଇ ଜାଗାରେ ଯାଇଥିଲୋକି ଭାଇ , ଆଜି ତମର video ଦେଖୁଥିଲା time re ସେଇ bridge 🌉 ର ଭିଡିଓ ଦେଖିଲି ବହୁତ ଭଲ ଜାଗା ଭାଇ please tike jai paribaki🤗🥰 world 🌎 biggest bridge tallest bridge 🌉🌉🌉
Nyc video❤
Bhai tame jou last ku jay jagannath kahuch seita suniki mate bahuta khusi laguchi❤
ମାଲକାନଗିରି ଜିଲ୍ଲା ରୁ କିଏ କିଏ ଦେକୁ ଶନ୍ତି ଲାଇକ କର ଭାଇ ❤❤❤
❤
Jay Jagannath ❤❤❤❤❤❤❤
ବାଇ ତୁମେ କେଟା ଧେଶୋରେ ଯାଇଚ୍ଚ କୁଆ ବାଇ❤❤❤❤❤❤❤❤❤🎉🎉🎉
ବହୁତ ସୁନ୍ଦର ଲାଗିଲା ଏହି ଭିଡିଓ ❤❤❤❤
Thank you Bhai ate bhala bhala jaga dekheibaru
ଲବଭାଇ ପୁରୀ ଯିବ କି | କିଏ କିଏ ଯିବ ଲାଇକ କର ଜୟ ଜଗନ୍ନାଥ 🙏🙏🙏
କିଏ କିଏ ଲବ ଭାଇଙ୍କ ଭିଡିଓ ପ୍ରତିଦିନ ଦେଖନ୍ତି ❤️🔥😍
Laba Bhai ମୋର ପାଇଁ ଗୋଟେ iPhone ନେଇ ଆସ😮😮😮😮❤❤❤❤
Super Hero laba bhai
Very good
Nice
Bahut bhala laguchi
Hats up
Go on
କାହା କାହାକୁ ଲବ ଭାଇଙ୍କ ଭିଡିଓ ଭଲ ଲାଗେ ଦୟାକରି like କର ❤
Dhenkanal pila like Kara ❤❤
❤❤❤
Yes bro
Dkl kouthi Tama ghara
@@deepakbehera5469 Parjang ⚡
ନାଇଁମ ଭାଇ ମୋଦୀ କିଛି କରିବନି କେବଳ GST କୁ ଲଗେଇବା ବିଦେଶରୁ ଶିଖିଛି, ଆମ ଇମୋସନ ସହ ଖେଳ କରୁଛି ଯେମିତି 2024 ଇଲେକ୍ସନ ଜିତିବା ପାଇଁ ଆମ ଭଗବାନ ରାମଙ୍କ ମନ୍ଦିର କରିକି ଯାହା ଜାନୁୟାରୀ ପ୍ରତିଷ୍ଠା ଜୁନରେ ମନ୍ଦିରରୁ ପାଣି ଗଳୁଛି, "ମୋଦୀ ହଟାଓ ଦେଶ ବଚାଓ "
ଆମ ପାଇଁ ବହୁତ ଖୁସିର କଥା
Love you bro ❤❤❤❤
ତୁମକୁ salute bro ❤❤
Tume èxcepptioon blogger.. congrat.
ଲବ ଭାଇଙ୍କ Fan like କର Joy jagannth 🙏
Rayagada wale like karo bro
Balasore district re kie kie dekhuchanti like kara 😊
ବହୁତ ବହୁତ ସୁନ୍ଦର ଦେଖା ଯାଉଛି ଭାଇ ସିଟି ଟା କଣ ଲାଗୁଚିମ ମୁଁ ସେଠାକୁ ଯାଇପାରନ୍ତି କି ଆଉ ଆସିବାକୁ ଇଛା ହୁଅନ୍ତା ନାହିଁ ଆଉ ତମମାନଙ୍କୁ କେମିତି ଲାଗୁଚି ଭାଇମାନେ ଗୋଟେ👍👈
ଲଭ ଭାଇ ବହୁତ୍ ସୁନ୍ଦର ହୋଇଛି