ନିଜ ଜୀବନ ସହିତ ଖେଳନ୍ତି ଚାଇନା ଲୋକ ଦୁନିଆର ସବୁଠୁ ଭୟଙ୍କର ପାର୍କ || CHINA’S MOST DANGEROUS THEME PARK 

แชร์
ฝัง
  • เผยแพร่เมื่อ 5 ต.ค. 2024
  • ନିଜ ଜୀବନ ସହିତ ଖେଳନ୍ତି ଚାଇନା ଲୋକ ଦୁନିଆର ସବୁଠୁ ଭୟଙ୍କର ପାର୍କ || CHINA’S MOST DANGEROUS THEME PARK
    #labahansda #mutraveller #travel #travelvlog

ความคิดเห็น • 2.9K

  • @kiranmukhi123
    @kiranmukhi123 3 หลายเดือนก่อน +1352

    TH-cam ରେ କାହା ଭିଡିଓ ସବୁଠୁ ଭଲ ଲାଗେ କହିଲେ ସେ ହେଉଛନ୍ତି ଲବ ଭାଇ କାହାକୁ ଲବ ଭାଇ ଙ୍କ ଭିଡିଓ ଭଲ ଲାଗେ like କର ଜୟ ଜଗନ୍ନାଥ 🙏 ଜୟ ମା ସମଲେଇ ❣️

    • @akshykumar9849
      @akshykumar9849 3 หลายเดือนก่อน +10

      Ladka kidhar ka Maloom na Mayurbhanj❤🔥🔥☝

    • @AshokSahu-xq2zl
      @AshokSahu-xq2zl 3 หลายเดือนก่อน +6

      Mara

    • @MRPankaj-pq7pz
      @MRPankaj-pq7pz 3 หลายเดือนก่อน +5

      TH-cam ରେ କାହା ଭିଡିଓ ସବୁଠୁ ଭଲ ଲାଗେ କହିଲେ ସେ ହେଉଛନ୍ତି ଲବ ଭାଇ କାହାକୁ ଲବ ଭାଇ ଙ୍କ ଭିଡିଓ ଭଲ ଲାଗେ like କର ଜୟ ଜଗନ୍ନାଥ 🙏 ଜୟ ମା ସମଲେଇ ❣️

    • @PrabhakarParida-c2d
      @PrabhakarParida-c2d 3 หลายเดือนก่อน +5

      Thanks very nice

    • @PrabhakarParida-c2d
      @PrabhakarParida-c2d 3 หลายเดือนก่อน +2

      Jay Jagannath VA e pipili

  • @Naranmarndi46
    @Naranmarndi46 3 หลายเดือนก่อน +1115

    ଆଦିବାସୀ ବନବାସୀ ନୁହନ୍ତି
    ଆଦିବାସୀ ଦେଶ ର ମୂଳନିବସି ଅଟନ୍ତି ❤
    ଜୟ ଯୋହାର 🙏🙏🙏

    • @BramhanandaKanhar-tn5eh
      @BramhanandaKanhar-tn5eh 3 หลายเดือนก่อน +21

      ଠିକ୍ କହିଛନ୍ତି 👍

    • @sudarsankumar3165
      @sudarsankumar3165 3 หลายเดือนก่อน +15

      100% Right

    • @jagatkumartudu090
      @jagatkumartudu090 3 หลายเดือนก่อน +26

      Adivasi desa ra mulabasi nuho ,adivasi desara Malika

    • @tulasibaskey9214
      @tulasibaskey9214 3 หลายเดือนก่อน

      LlLLlLlLlLlLllllllllllllllllllllllllllpĺllllpllllllĺ7 1:16 😊​@@BramhanandaKanhar-tn5eh

    • @padmalochanofficial4380
      @padmalochanofficial4380 3 หลายเดือนก่อน

      Any ​@@jagatkumartudu090

  • @P.B.ODIAEXPRESS
    @P.B.ODIAEXPRESS 3 หลายเดือนก่อน +153

    ଲବ ଭାଇଙ୍କୁ ଯେଉଁ ମାନେ ପସନ୍ଦ କରନ୍ତି, ଏଠାରେ ଲାଇକ କରନ୍ତୁ,,👉🙏🙏🙏🙏🙏🙏🙏🙏

  • @gunakshilifestyle2585
    @gunakshilifestyle2585 3 หลายเดือนก่อน +96

    ଭାଇରେ ତୋ କଲିଜା କୁ ମାନିବାକୁ ପଡ଼ିବ ❤

  • @Lisa_smrutiDesign
    @Lisa_smrutiDesign 27 วันที่ผ่านมา +5

    ଭାଇ ଆମପାଇଁ ଏତେ ପରିଶ୍ରମ କରୁଛ ଭଗବାନ ତୁମକୁ ତୁମ ପରିବାରକୁ ଭଲରେ ରଖନ୍ତୁGod bless you❤❤

  • @KumarLipun92
    @KumarLipun92 3 หลายเดือนก่อน +263

    ଆଜି ରେକର୍ଡ କରିଦେଲୁ ଲବ ଭାଇ.... ମାନିବାକୁ ପଡିବ ଭାଇ ତତେ.... ତୁ ସତରେ ବହୁତ ହିମତଵାଲା ଭାଇ....
    Love you ଭାଇ..... Keonjhar ରୁ....
    ମୁଁ ଚାଁହୁଛି ଆଉ ଥରେ Bhubaneswar Airport ରେ Welcome ହେଲେ ଭଲ ହୁଅନ୍ତା.... Please ଭାଇ... ଆଉ ଥରେ Welcome କରିବୁ ଭାବୁଛୁ.... ଆଉ କିଏ କିଏ ଲବ ଭାଇ କୁ ଭୁବନେଶ୍ୱର Airport ରେ ଦେଖିବାକୁ ଚାଁହୁଛନ୍ତି comment କରିକି ଜଣାନ୍ତୁ

  • @SambhuGkPoint
    @SambhuGkPoint 3 หลายเดือนก่อน +350

    ଆଜି କିଏ ମୟୂରଭଞ୍ଜ ଜିଲ୍ଲାରୁ ଦେଖୁଛ 😂

  • @pruthibiitihas
    @pruthibiitihas 3 หลายเดือนก่อน +156

    ଲବ ଭାଇର videos ରେ comments ପଢ଼ିବାକୁ କେଉଁମାନେ ପସନ୍ଦ କର likes କର

  • @jibanjyotinayak8505
    @jibanjyotinayak8505 3 หลายเดือนก่อน +23

    ବହୁତ ସୁନ୍ଦର ଭାଇ ଆପଣଙ୍କ ପ୍ରଚେଷ୍ଟାରେ ଆମ୍ଭେ ମାନେ ବହୁତ କିଛି ତଥ୍ୟ ଜାଣିବାକୁ ପାଇଛୁ ଧନ୍ୟବାଦ ଭାଇ ..

  • @smartodiaentertainment1974
    @smartodiaentertainment1974 3 หลายเดือนก่อน +22

    Khordha ru kie lava bhainka video dekhuchha lava bhainka pain gote like hau ❤😘❤😍❤🙏❤🙏❤🙏❤🙏❤🙏❤🙏❤🙏❤

  • @saibpvlogs
    @saibpvlogs 3 หลายเดือนก่อน +107

    ଯାହାବି କୁହ ଲବ ଭାଇ ଙ୍କ କଥା ଗୁଡ଼ା ଶୁଣିବାକୁ ବଢିଆ ଲାଗେ ପୁରା ମସ୍ତ 😊

    • @jitendradash4134
      @jitendradash4134 3 หลายเดือนก่อน +1

      Really so excited yar Lab bro.salute for ur bravery heart

  • @chittaranjannaik4831
    @chittaranjannaik4831 3 หลายเดือนก่อน +99

    ଦୁନିଆ ର ସବୁଠୁ ଅଦ୍ଭୁତ ଜାଗାରୁ ଭିଡ଼ିଓ ଦେଖୋଉ ଥିବାରୁ ଧନ୍ୟବାଦ୍ ଜଣାଉଛୁ ଲବ ଭାଇ

  • @dasavlogs
    @dasavlogs 3 หลายเดือนก่อน +193

    ଆପଣଙ୍କ ପାଖରେ ଅର୍ଥ କମ୍ ଥାଉ କି Qualification କମ୍ ଥାଉ Behaviour ଓ Character ଭଲ ତା ହେଲେ ମଣିଷ ହିସାବରେ ଏଇଟା ହିଁ ସବୁଠାରୁ ବଡ଼ ସମ୍ପଦ❤

    • @satyawallah
      @satyawallah 3 หลายเดือนก่อน

      We love lobobhai,mu swapnare dekhila bhalia laguchi

    • @bajuramsamad9009
      @bajuramsamad9009 3 หลายเดือนก่อน

      ବହୁତ ବହୁତ ଭଲ ପାଇବା

    • @sanjuktabiswal1569
      @sanjuktabiswal1569 2 หลายเดือนก่อน

      👌🏽👌🏽👌🏽ଧନ୍ୟବାଦ ❤️❤️❤️👌🏽👌🏽❤️❤️

  • @anupamasahoo3208
    @anupamasahoo3208 2 หลายเดือนก่อน +2

    ଅତି ସୁନ୍ଦର ଭ୍ରମଣ ଭିଡିଓ,
    ସାହସ ହେଉନି ଦେଖିବାକୁ ।
    ତଥାପି ମଣିଷ ଜୀବନକୁ ପାଣି
    ଛଡ଼ାଇ ଯାଇଛି ଶିଖିବାକୁ ।।
    ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ।

  • @kuidinakandhamal7070
    @kuidinakandhamal7070 3 หลายเดือนก่อน +8

    ଚାଇନାରେ ହିଁ ଅଦ୍ଭୁତ ଜିନିଷ ଦେଖିବାକୁ ମିଳେ ❤ଲବ ଭାଇ

  • @Jy_215
    @Jy_215 3 หลายเดือนก่อน +174

    ଭାଇ ସତରେ ତମକୁ ମାନିବାକୁ ପଡ଼ିବ director ରୁ କମ୍ ନୁହଁ ତୁମେ ତମକୁ salute 🫡🥰❤🙏

  • @sambit_samal_123
    @sambit_samal_123 3 หลายเดือนก่อน +370

    କିଏ କିଏ କଟକ ରୁ ଲବ ଭାଇଙ୍କ ଭିଡିଓ ଦେଖୁଛ ଗୋଟେ ଗୋଟେ like ହଉ ❤❤❤

  • @biswasisoy6540
    @biswasisoy6540 3 หลายเดือนก่อน +115

    ଲୋକ ମାନେ ଭାବନ୍ତି ଆମ ଆଦିବାସୀ ମାନଙ୍କୁ ବହୁତ ଦୁର୍ବଳ ଭାବନ୍ତି, ଲବ ଭାଇ ଦେଖନ୍ତୁ,👌👌❤️

    • @MalatiHembram-sk7qm
      @MalatiHembram-sk7qm 3 หลายเดือนก่อน

      jiye amiti bhabe narrow minded loko

    • @rojalinsahoo1737
      @rojalinsahoo1737 3 หลายเดือนก่อน

      Aare na na kiye kahila aadibaasi durbala....Droupadi Murmu...Mohan Majhi...emane kan sabu kan durbala ki???

  • @gobindanaik8362
    @gobindanaik8362 3 หลายเดือนก่อน +17

    ଭାଇ ଆମର ବହୁତ୍ ଭଲ english କହୁ ଚନ୍ତି👌👌

  • @RINKU.0143
    @RINKU.0143 3 หลายเดือนก่อน +6

    Love you laba bhai ମୁଁ ଓଡିଶା ସମ୍ବଲପୁର ରୁ ତମ ଭିଡିଓ ଦେଖୁ ଛି କିଏ କିଏ sambalpur district ରୁ ଦେଖୁଛ .... ?

  • @ganeshbhr5352
    @ganeshbhr5352 3 หลายเดือนก่อน +135

    ମୁଁ ଭାଇ ଗର୍ବିତ ଯେ ମୁଁ ଓଡ଼ିଆ, ଆଉ ତମେ ବି ଜଣେ ଓଡ଼ିଆ ହେଇ କି ଏତେ ଭିଡ଼ିଓ ଦେଖେଇ ପାରୁଛ,, ଆଉ ଆମ ଓଡିଶା ର ନା କୁ ଉଜ୍ଜଳ କରି ପାରୁଛ,, ସେତିକି ତମ କୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ 🙏🙏❤️🙏🙏🙏

  • @ଫୁଲମତି
    @ଫୁଲମତି 3 หลายเดือนก่อน +476

    ଓଡ଼ିଶା ରୁ କିଏ କିଏ ଦେଖୁଛ 👍କର

  • @SunilOfficial-rt2cz
    @SunilOfficial-rt2cz 3 หลายเดือนก่อน +130

    ଲବ ଭାଇ Dangerous Theme Park ରେ ଡରୁଛନ୍ତି ତାଙ୍କ ପାଇଁ ଗୋଟେ like କର 😂😂

  • @rameshchampiya3042
    @rameshchampiya3042 3 หลายเดือนก่อน +6

    Beautiful Fark ଲବ ଭାଈ ❤❤❤❤

  • @SunilKumar-xz6rx
    @SunilKumar-xz6rx 3 หลายเดือนก่อน +5

    Totally awesome bro keep it up .the video felling me real travelling with you in china park by the camera

  • @duniyarangamancha230
    @duniyarangamancha230 3 หลายเดือนก่อน +107

    ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤

  • @JssardarLife
    @JssardarLife 3 หลายเดือนก่อน +1140

    ଭାଇ କୁ ଟିକେ ସପୋର୍ଟ କର ଭ୍ୟୁ ଯାଉନି ଯେ ଆମ ପାଇଁ ଏତେ କଷ୍ଟ କରି video uplod କରୁଛନ୍ତି ଆମେ ବୁଝି ବା ଦରକାର ଜେ ଆମେ ଘରେ ବସି ଥାଇ ସବୁକିଛି ଦେଖି ପାରୁଛୁ ❤❤❤❤❤

    • @Stayyy_rohan
      @Stayyy_rohan 3 หลายเดือนก่อน +57

      Bai tomo khotha mo hrudayore chuila Bai Tq ❤❤❤

    • @Stayyy_rohan
      @Stayyy_rohan 3 หลายเดือนก่อน +19

      Support nichoyo hobo bai

    • @chunapatra
      @chunapatra 3 หลายเดือนก่อน +13

      ବେ ମୂର୍ଖ content ଯଦି unique ଆଉ ଭଲ ଥିବ ତାହାଲେ automatic youtube ସମସ୍ତଙ୍କୁ ପାଖକୁ subscriber & non subscriber ପାଖକୁ ମଧ୍ୟ ଭିଡ଼ିଓ ପଠେଇବ

    • @mamatadas7018
      @mamatadas7018 3 หลายเดือนก่อน +7

      U r right ✅️ ❤

    • @SibuSahoo-nq9tp
      @SibuSahoo-nq9tp 3 หลายเดือนก่อน +5

      ​@@Stayyy_rohan❤❤❤❤

  • @Lx-seema
    @Lx-seema 3 หลายเดือนก่อน +281

    ବାରିପଦା ରୁ କିଏ କିଏ ଦେଖୁଛ 👍 କର ❤️🙏

  • @priyankanayak9543
    @priyankanayak9543 3 หลายเดือนก่อน +1

    Jay jagannath bhai

  • @BiranchiJena-wg9th
    @BiranchiJena-wg9th 3 หลายเดือนก่อน +2

    ଭାଇ ଆପଣଙ୍କୁ ଦୁରରସହେସଲାମ ପ୍ରଭୁ ଜଗନ୍ନାଥ
    ଆପଣଙ୍କର ସହାୟ ହୁଅନ୍ତୁ ଜୟ ଜଗତର ନାଥ ପ୍ରଭୁ ଜଗନ୍ନାଥ🪔🪔🪔🪔🪔🪔

  • @sundarmohanmarndi7979
    @sundarmohanmarndi7979 3 หลายเดือนก่อน +38

    ବହୁତ ସୁନ୍ଦର ଲାଗୁଛି ଏହି ପାର୍କର ଭିଡିଓ 🎉🎉🎉🎉🎉

  • @santoshsujatakhushi2745
    @santoshsujatakhushi2745 3 หลายเดือนก่อน +39

    ଲବ ଭାଇଠୁଁ ବହୁତ କିଛି ଶିଖିବା ପାଇଁ ମିଳୁଛି କାହିଁକି ନା ମଣିଷର ମନ ବଳ ଥିଲେ ସବୁ କିଛି କରିପାରେ ସମସ୍ତ ଙ୍କ ପାଇଁ ଲବ ଭାଇ ଉଦାହରଣ love you bro ❤❤❤❤❤❤❤❤

  • @chandramanimahanta8332
    @chandramanimahanta8332 3 หลายเดือนก่อน +47

    ବହୁତ ସୁନ୍ଦର ଲାଗିଲା ମୁଁ ଜୀବନ ରେ କେବେ ବଞ୍ଜିଜମ୍ପିଙ୍ଗ କରିବି ନାହିଁ ଜୀବନ ଛାଡିଜିବରେ ଭାଇ

  • @ipsitakmarsamanta
    @ipsitakmarsamanta 2 หลายเดือนก่อน +1

    love you bhai ଖୁସିରେ ରୁହ ସବୁବେଳେ ଭଗବାନ ମଙ୍ଗଳ କରନ୍ତୁ ତୁମର ସବୁ ଦୁଃଖ କଷ୍ଟ ଆଜି ଦୂର ହୋଇଛି ତୁମର!! ସମସ୍ତ ର ଭଲ ପାଇବା ଅଛି ତୁମ ପ୍ରତି

  • @Freefireodisha075
    @Freefireodisha075 3 หลายเดือนก่อน +4

    Amo Mayurbhanj ❤ ro laba hasda❤ Jia jia mayurbhanj ru bhai ku support korucho like koro❤💗

  • @kilogram382
    @kilogram382 3 หลายเดือนก่อน +77

    ଯୋଉଟା ମୁଁ short video's ମାନଙ୍କରେ ଏଇ video ଗୋଡ଼ାକ ଦେଖୁଥିଲି, ଏବେ ମୁଁ real ଓଡ଼ିଆ ଭାଇଙ୍କ ଠୁ ଦେଖୁଛି wow 😳 Amazing😂 ଲବ ଭାଇ ସତ କହୁଛି ଆପଣଙ୍କ ଜାଗାରେ ଯଦି ମୁଁ ହେଇଥିଲେ ହଗି ମୂତି ହୋଇ ମରିଗଲି।😂

    • @RajeshKumar-vj8oj
      @RajeshKumar-vj8oj 2 หลายเดือนก่อน +1

      Odisha mati ra Garba

    • @kilogram382
      @kilogram382 2 หลายเดือนก่อน

      @@RajeshKumar-vj8oj 👍

  • @AmDADA
    @AmDADA 3 หลายเดือนก่อน +74

    ସାଙ୍ଗ ମାନେ କିଏ କିଏ ଏଇଥର ରଜ ରେ ଦୋଳି ରେ ଝୁଲିଛ କମେଣ୍ଟ କର like କର

  • @anupamadas6512
    @anupamadas6512 3 หลายเดือนก่อน +25

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଖୁବ୍ ସୁନ୍ଦର ଭିଡିଓ ବହୁତ ଭଲ ଲାଗୁଛି । ଅଜବ ଦୁନିଆର ଗଜବ କାହାଣୀ । ଓଃ ବହୁତ ମଜା ଆସିଗଲା ।

  • @MsRadhashyam
    @MsRadhashyam 3 หลายเดือนก่อน +1

    ବହୁତ୍ ସୁନ୍ଦର ଲବ ହଂସଡା

  • @D.J.entertainment30692
    @D.J.entertainment30692 3 วันที่ผ่านมา

    ମହା ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ଏମିତି ସଦା ସର୍ବଦା ରହିଥାଉ

  • @DurgaHansdah-n5i
    @DurgaHansdah-n5i 3 หลายเดือนก่อน +46

    ବାଲେଶ୍ବର ର ଲବ ଭାଇଙ୍କ ଭିଡିଓ କିଏ କିଏ ଦେଖୁଛନ୍ତି ଗୋଟେ Like କର❤❤

  • @NandakiswarMallick
    @NandakiswarMallick 3 หลายเดือนก่อน +18

    ଜୟ ଶ୍ରୀ ରାମ ଚାଇନା ରେ ଗଛ ଲତା ସଦାସବୁଜ ବୁଢାବୁଢି ସଦା ନବଜଉବନା ଭିଡିଓ ବହୁତ ସୁନ୍ଦର କନ୍ଧମାଳ ରୁ ଧନ୍ଯବାଦ❤❤❤❤❤❤❤

  • @chunarambehera9454
    @chunarambehera9454 3 หลายเดือนก่อน +40

    ଆମ ମୟୁରଭଞ୍ଜ ରୁ ଯୋଉ ଭାଇ ମାନେ ଏ ଭିଡ଼ିଓ ଦେଖୁଛ ଲବ ଭାଇ କୁ ସପଟ କର 😍

  • @pewds6164
    @pewds6164 3 หลายเดือนก่อน +4

    Very nice. Lord Hanuman bless you Odishara Garba and Gourab Laba Hansda.Hanuman always with you..

  • @MinatiPradhan-e3j
    @MinatiPradhan-e3j 3 หลายเดือนก่อน +3

    Vai video bahuta vala lagila wait karichhu new video au nest place ku TQ

  • @sureshmajhi4280
    @sureshmajhi4280 3 หลายเดือนก่อน +18

    ଲବ ଭାଇ,, ଚାଇନା ର ବହୁତ ସୁନ୍ଦର ସୁନ୍ଦର ଯାଗା ଦେଖାଇ ଥିବା ରୁ ଆପଣଙ୍କୁ ଅଭିନନ୍ଦନ🙏 ଆପଣ ସବୁବେଳେ ଭଲ ରେ ରୁହ ଆମ ଦର୍ଶକ ମାନଙ୍କୁ ଏମିତି ଦେଶ ଦୁନିଆ ର ସୁନ୍ଦର ସୁନ୍ଦର ଯାଗା ଦେଖାଇ ଚାଲ,..🎉🎉

  • @nakulabhumia2165
    @nakulabhumia2165 3 หลายเดือนก่อน +22

    ଲଭ ଭାଈ ଆପଣ କଥା ବହୁତ ସୁନ୍ଦର ଲାଗେ

  • @Pradipbehera-yo3gi
    @Pradipbehera-yo3gi 3 หลายเดือนก่อน +37

    କିଏ କିଏ ଲବ ଭାଇଙ୍କୁ ହୃଦୟରୁ ଭଲ ପାଅ ❤❤❤❤❤❤❤❤❤

  • @PadmaLochan-v6x
    @PadmaLochan-v6x 3 หลายเดือนก่อน +2

    Ati sundar laguchi video 👌

  • @Soundlever
    @Soundlever 3 หลายเดือนก่อน +7

    TH-cam ରୁ ଓଡ଼ିଶା ରୁ କିଏ କିଏ ଦେଖୁଛ👍କର

  • @upendrahembram5547
    @upendrahembram5547 3 หลายเดือนก่อน +19

    ଏଇଟା ଲବ ଭାଇର China ରେ ସବୁଠୁ best ଭିଡିଓ ❤

  • @judhisthiranaik2503
    @judhisthiranaik2503 3 หลายเดือนก่อน +10

    ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର wounderful place ଦେଖାଇଲେ, ମନ ପୁରା ଖୁସି ଲାଗିଲା, ଏତେ କଷ୍ଟ କରି ଆମ ମାନଙ୍କ ପାଇଁ ଭିଡ଼ିଓ ଦେଖାଉ ଥିବାରୁ, ଏପରି ଜିନିଷ କେବେ ଦେଖି ନ ଥିଲୁ, ବହୁତ ସୁନ୍ଦର ଲାଗିଲା 🙏ଜୟ ଜଗନ୍ନାଥ 🙏

  • @DBGSV426
    @DBGSV426 3 หลายเดือนก่อน +7

    ବହୁତ ବହୁତ ଧନ୍ଯବାଦ ଭାଇ ଆପଣଙ୍କୁ ଆମକୁ ତ ବହୁତ ଡର ଲାଗୁଥିଲା ଆପଣଙ୍କ ର ଡର କୁ ଦେଖି ଯାହା ହେଉ ବହୁତ କଷ୍ଟକର ବିପଦକୁ ସାମନା କରିଚନ୍ତି Congratulations 👍👍👍👍👍

  • @binodtudu832
    @binodtudu832 3 หลายเดือนก่อน

    ବହୁତ ସୁନ୍ଦର ❤❤❤

  • @hollikatanty3466
    @hollikatanty3466 3 หลายเดือนก่อน +3

    God bless you bhai
    Jay Jagannath 🙏

  • @Pradipbehera-yo3gi
    @Pradipbehera-yo3gi 3 หลายเดือนก่อน +25

    ଭଗବାନ୍ ତୁମକୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ❤❤❤❤❤❤❤❤❤

  • @subanya2018
    @subanya2018 3 หลายเดือนก่อน +11

    ଭିଡିଓ ବହୁତ ଭଲ ଲାଗିଲା କିନ୍ତୁ ଡର ବି ଲାଗିଲା ଜୟ ଜଗନ୍ନାଥ

  • @hemantabahera8047
    @hemantabahera8047 3 หลายเดือนก่อน +41

    ଶୁଭ ସକାଳ ଆରେ ଭାଇ ତୁମେ କଉ କଉ ଜାଗାରେ ଜାଇ ବୁଳୁଛ ଏତେ Dangerous ଜାଗାରେ ବୁଲୁଚ୍ଛ ଭାଇ ମାନିବାକୁ ପଡିବ,, ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤

  • @DeeptiShree
    @DeeptiShree 3 หลายเดือนก่อน +4

    Bahut badhiya❤❤❤❤

  • @A_lil_dove
    @A_lil_dove 3 หลายเดือนก่อน +3

    Ete sundar dunia ku explore kariba, ete sundar jinisa sabu experience kariba, au new friends baneiba. Ae sabu ebe bahut loka nka dream. And you're living it already Laba bhai. May god fulfill all your wishes.

  • @dasarathimohapatra618
    @dasarathimohapatra618 3 หลายเดือนก่อน +12

    ଜୟ ଜଗନ୍ନାଥ, ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, ତୁମ ଦେଖି ଡର ଲାଗୁଥିଲା ଆଊ ହସ ବି ଲାଗୁଥିଲା, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,

  • @hrudanandasankhua5824
    @hrudanandasankhua5824 3 หลายเดือนก่อน +8

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @bdillipk
    @bdillipk 3 หลายเดือนก่อน +10

    ବହୁତ ଭଲ ଜାଗା। ଜୀବନରେ ସବୁକିଛି ଚେଷ୍ଟା କରିବା କଥା

  • @minusingh6506
    @minusingh6506 3 หลายเดือนก่อน

    Wow so interesting maza agya😮❤👌

  • @harishchandrasoye4264
    @harishchandrasoye4264 3 หลายเดือนก่อน +2

    Good nice chaina and beautiful errya

  • @villagestarsrikanta
    @villagestarsrikanta 3 หลายเดือนก่อน +17

    ଲବ ଭାଇ ବହୁତ୍ ମଜା ଲାଗିଲା ତୁମ ରିଏକ୍ସନ ଦେଖିକି ମୁଁ ହସି ହସି ଗଡିଗଲି ଆମ ଘରେ କହିଲେ ଏଟା ପାଗଳ ହେଇଯାଇଛି । ଜୟ ଜଗନ୍ନାଥ ⭕‼️⭕ ଲବ ଭାଇ

  • @Happyfamilyvlog05
    @Happyfamilyvlog05 3 หลายเดือนก่อน +16

    ବଡ଼ ଭାଇ ଓ ଭାଉଣୀମାନେ ମୋତେ ଟିକେ support karantu 🙏

  • @ramachandrabehera4696
    @ramachandrabehera4696 3 หลายเดือนก่อน +5

    ❤❤❤ ଅତି ସୁନ୍ଦର ବନ୍ଧୁ ଜୟ ଶ୍ରୀ ଜଗନ୍ନାଥ

  • @RabirayMahji
    @RabirayMahji 2 หลายเดือนก่อน +2

    Thank you very much labha bhai Amo phai Ate kastore video karucha seti phai apnanku bahut bahut dhanyawad Bhai

  • @sakhinakhora4983
    @sakhinakhora4983 3 หลายเดือนก่อน +3

    Video bohut bhala laguchi Labo bhi.. bohut Sundar hechi video

  • @khemrajamgat9603
    @khemrajamgat9603 3 หลายเดือนก่อน +9

    ପ୍ରଭୁ ଜଗତର ନାଥଜଗନ୍ନାଥଙ୍କ କୃପା ରୁଆପଣ ,ସବୁ ବେଳେ ,ଭଲରେ ରହିବେ, ଆଉ ଆମ ଓଡ଼ିଶା ରୋ ନାମ କୁ, ସାରା ବିଶ୍ବରେ,ପରିଚିତ କରିବେ,ଆପଣ ଆଗକୁ ବଢନ୍ତୁ , ଭଗବାନ୍ ଆପଣଙ୍କ ପଛରେ ଅଛନ୍ତି❤❤❤

  • @SURIYABABU-pi5px
    @SURIYABABU-pi5px 3 หลายเดือนก่อน +6

    ଲବ ଭାଇ ତୁମକୁ କେହି ପାରିବେନି।
    ତୁମର tumara bahut talented achii.
    Tqq. Broo. God bless you broo

  • @nayakbhaiyt5665
    @nayakbhaiyt5665 3 หลายเดือนก่อน +5

    ଲବ ଭାଇ ଅତି ସୁନ୍ଦର ଦୃଶ୍ୟ ହୋଇଛି ❤

  • @kuriraita7608
    @kuriraita7608 10 วันที่ผ่านมา

    Bahut bhala lagila video dekhiki❤❤❤❤

  • @SumiHembram-cz2ze
    @SumiHembram-cz2ze 2 หลายเดือนก่อน

    Very interesting video
    Baripoda

  • @kabisoy
    @kabisoy 3 หลายเดือนก่อน +12

    ବହୁତ wolowood boliwood denjorios ଫିଲ୍ମ୍ ଦେଖିଛି ଜମାବି ଡର ଲାଗେ ନାହିଁ,କିନ୍ତୁ ଏଇ ଭିଡିଓ ରେ first time really video bahut ଡର ଲାଗିଲା,

  • @basensoren3785
    @basensoren3785 3 หลายเดือนก่อน +8

    ବହୁତ ସୁନ୍ଦର ଲବ ଭାଇ। ତମର ସାହା କୁ ହୃଦୟ ରୁ ସ୍ୟାଲୁଟ❤❤❤

  • @rakeshchandrapradhan114
    @rakeshchandrapradhan114 3 หลายเดือนก่อน +11

    ଯେତିକି କରିଛ ବହୁତ କରିଛ ଭାଇ 👍🏻👍🏻👍🏻

  • @ArunArunAmbikanaik
    @ArunArunAmbikanaik 23 วันที่ผ่านมา

    A video dekhi bahut maza lagila

  • @arunkumarswain5029
    @arunkumarswain5029 3 หลายเดือนก่อน +1

    Very ❤ Beautyful ❤Intresting ❤ Video.

  • @baburajnahakbaburajnahak8425
    @baburajnahakbaburajnahak8425 3 หลายเดือนก่อน +7

    ଅତି ସୁନ୍ଦର 😅

  • @Army_boy_990
    @Army_boy_990 3 หลายเดือนก่อน +9

    Baleshwar pila ❤ ଲବ ଭିଡିଓ ଲାଇକ କର❤️🇮🇳🌹🎁🎇👍

  • @sambitmahali5561
    @sambitmahali5561 3 หลายเดือนก่อน +6

    ମାନି ଦେଲି ଲବ ଭାଇ ତୁମକୁ ତୁମର ଯେତେ ପ୍ରଶଂସା କଲେ ବି କମ୍ ହବ 🙏Love from bhubaneswar odisha ♥️🙏

  • @narayantripathynarayantrip2865
    @narayantripathynarayantrip2865 3 หลายเดือนก่อน +2

    Beautiful place of china safe ride safe travels 🧳🧳 happy journey God bless you

  • @sunarammurmu3132
    @sunarammurmu3132 3 หลายเดือนก่อน +1

    Lovely adventure video
    ❤️❤️❤️

  • @swapnilraja1409
    @swapnilraja1409 3 หลายเดือนก่อน +27

    ଚୀନ ଅଦ୍ଭୁତ ଖେଳ ସୁବିଧା କରିଛି😮😮😮

    • @gajendraprasadsahu703
      @gajendraprasadsahu703 3 หลายเดือนก่อน +1

      Ama odisare Kan pain ehipari kichhi Kari nahin bjd sarakara..

  • @Suniel07
    @Suniel07 3 หลายเดือนก่อน +46

    କେନ୍ଦୁଝରରୁ କିଏ କିଏ ଦେଖୁଛ 👍 କର ❤️

    • @bijaypatra7254
      @bijaypatra7254 3 หลายเดือนก่อน +1

      Kjr kou jaga

    • @Suniel07
      @Suniel07 3 หลายเดือนก่อน

      @@bijaypatra7254 Sirishpal

    • @Suniel07
      @Suniel07 19 วันที่ผ่านมา

      @@bijaypatra7254 sirishpal

  • @BramhanandaKanhar-tn5eh
    @BramhanandaKanhar-tn5eh 3 หลายเดือนก่อน +23

    ଫାଷ୍ଟ ଭିୟୁ ଲାଇକ ❤❤ ଲବ ଦାଦା

  • @baburammuduya1169
    @baburammuduya1169 4 วันที่ผ่านมา +1

    Labo brother you are great international vloger. You are brave hero of international khatro ka khiladi. You are achieve of Talent of Indian. Best of luck your happy ✈️journeys.

  • @RekhaSruti
    @RekhaSruti 9 วันที่ผ่านมา +1

    Bhai super hero 🧑‍🎓👑🎈

  • @KhagapatiSanta-fr5dd
    @KhagapatiSanta-fr5dd 3 หลายเดือนก่อน +18

    Bahut sunder video bro 👍😁😊

  • @Amarff-geming12
    @Amarff-geming12 3 หลายเดือนก่อน +7

    ଭାଇ ତୁମପାଇ ଆଜି ମୁଁ ଘରେ ବସି ସଵୁଦୁନିଆ ଭୁଲୁଛି ଧନ୍ୟବାଦ ଭାଇ❤❤❤❤❤❤❤

  • @JssardarLife
    @JssardarLife 3 หลายเดือนก่อน +10

    Pls laba bhai ku hard support kara all friends view milion upore jau ❤❤❤❤

  • @SomuSk-hl1rb
    @SomuSk-hl1rb หลายเดือนก่อน

    Very nice and beautiful I am happy

  • @pinkibadai8115
    @pinkibadai8115 3 หลายเดือนก่อน +2

    Sabu video dekhe kintu Jana nhh kebe dekha haba laba Bhai nka saha , love you laba bhai❤❤❤❤

  • @mangarajgadangi3606
    @mangarajgadangi3606 3 หลายเดือนก่อน +6

    ଲବ ଭାଇ ଆପଣ ଢେଉଁତିଳ ଆମ ସାଥୀ ଥରୁଥିଲା ଏତେ କଷ୍ଟ କରି ଆମୋ ମାନଙ୍କ ପାଇଁ ବିଡ଼ିଓ କରୁଛ , ଜୟ ଜଗନ୍ନାଥ ଲବ ଭାଇ ଏମିତି ନୂଆ ନୂଆ ବିଡ଼ିଓ ବନାନ୍ତୁ love you laba bhai Jay Jagannath, Jay Jagannath.jay Jagannath

  • @uttampradhan8783
    @uttampradhan8783 3 หลายเดือนก่อน +12

    ଲବଭାଇ ଆଉ ଜେତେନୂଆଜାଗା ଦେଖାଅ ଆମେ ଯାଇତ ପାରିବୁନି ତୁମ ଦୟାରୁ ଟିକେ ଦେଖି ଦେବା ନା କଣ ଭାଇ ❤❤❤

  • @hutarbahaproduction
    @hutarbahaproduction 3 หลายเดือนก่อน +11

    Wow Adi khatarnak video

  • @SukantaPradhan-zn2ng
    @SukantaPradhan-zn2ng 3 หลายเดือนก่อน +4

    Super bhai

  • @debusujaexpress8800
    @debusujaexpress8800 3 หลายเดือนก่อน +1

    Nice brother 🥰🥰🥰🥰