ଓଡିଶା ରୁ ଦୁବାଇ ମାଗଣା I PHONE ପାଏ ଆସୀ ଲି ତା’ପରେ କଣ ହେଉଛି ??? 🇦🇪DUBAI ODIA VLOG

แชร์
ฝัง
  • เผยแพร่เมื่อ 30 ม.ค. 2025

ความคิดเห็น • 2.8K

  • @SunilStatus-k7e
    @SunilStatus-k7e ปีที่แล้ว +241

    ଭାଇ ସେ mobile free ଦଉ କି ନ ଦଉ କିଛ କଥା ନାହିଁ but ଏତିକି ଖୁସି ଲାଗିଲା ତମେ ଦୁବାଇ ରେ ରହିକି ଆମ ଓଡ଼ିଆ ଭାଷା use କରୁଛ... Love u so much ମୋ ଭାଇ ❣️💞🌹

  • @sangram__ff_143
    @sangram__ff_143 ปีที่แล้ว +1155

    ଆମ ଓଡ଼ିଆ ଭାଇ ଦୁବାଇ ରେ ଅଛନ୍ତି 😊 ଆଉ ଓଡ଼ିଆ ଭାଷା ରେ ବି ଆମକୁ କହୁଛନ୍ତି ☺️ ଭାଇଙ୍କ ପାଇ ନିହାତି like/comment/share କରନ୍ତୁ 🙏🏻🙏🏻🙏🏻

    • @Sammy-tl2ik
      @Sammy-tl2ik 10 หลายเดือนก่อน +2

      Au kana Arabic re katha hei thante

    • @subashbarik4076
      @subashbarik4076 9 หลายเดือนก่อน +2

      Se kn aka kete odia loka achhanti mu bi achhi but kareni blog

    • @GaluaToka2494
      @GaluaToka2494 9 หลายเดือนก่อน

      Kou bandaku to mas janma karithila e maghian jaiki bhika maguchi lajja nai e bedha chua ku tu puni taku Bhai kahuchu aaaa thu

    • @mr_ram2075
      @mr_ram2075 6 หลายเดือนก่อน +1

      🙏Jay jagannath ❤

  • @Princesubha143
    @Princesubha143 ปีที่แล้ว +239

    ସେ ଯାହା ବି ହଉ ଭାଇଙ୍କ ପାଇଁ ଗୋଟେ like/comments କାଁହିକି କି ନା ଆମ ଓଡିଶା ର ଭାଷା ଦୁବାଇ ରେ ବି.....😢❤

  • @harizKhan506
    @harizKhan506 9 หลายเดือนก่อน +23

    ଓଡିଆ ଭାଷା ସବୁଆଡ଼େ ବ୍ୟାପୁଚ ଭାରି ଖୁସି ଲାଗେ ଏମିତି ଗୋଟେ ଭାଇ ଅଛନ୍ତି କୋଣ କୋଣ ଆମ ଭାଷା ପହଚେଇଛନ୍ତି

  • @gnanewsodisha474
    @gnanewsodisha474 ปีที่แล้ว +84

    ଭାଈ ବହୁତ କଷ୍ଟରେ ସୁନ୍ଦର ଭିଡିଓ ଛାଡୁଛନ୍ତି ବହୁତ ବହୁତ ଧନ୍ୟବାଦ

  • @DurgaPrasad-tj3wv
    @DurgaPrasad-tj3wv ปีที่แล้ว +2217

    କେବଳ ଓଡ଼ିଆ ଭାଷା ର ପ୍ରଚାର ହଉ ଜୟ ଜଗନ୍ନାଥ ଜୟ କଳିଙ୍ଗ ❤🎉

    • @Thevillagers-l1h
      @Thevillagers-l1h ปีที่แล้ว +4

      Mane mane 😂😂

    • @solemankhan5258
      @solemankhan5258 ปีที่แล้ว +3

      😂

    • @DurgaPrasad-tj3wv
      @DurgaPrasad-tj3wv ปีที่แล้ว +2

      @@solemankhan5258 kn

    • @DurgaPrasad-tj3wv
      @DurgaPrasad-tj3wv ปีที่แล้ว +1

      @@Thevillagers-l1h mane kichi nuha

    • @Sonu-gr5jb
      @Sonu-gr5jb ปีที่แล้ว +7

      Tujhe hindi nii ata toh khali odia chaleee bol raha ky…thoda hindi b bolna sikh le warna bharat me hi na rehhh tuuh…jay shree ram🚩jay hind❤️

  • @rajkishorvlogs212
    @rajkishorvlogs212 ปีที่แล้ว +134

    ଖାଲି ଗୋଟିଏ ନାମ ସତ ଜୟ ଜଗନ୍ନାଥ ‼️⭕️⭕️‼️🙏🙏🙏

    • @srfacts7193
      @srfacts7193 2 หลายเดือนก่อน

      Jay jagannath 🙏

  • @studytechodia3723
    @studytechodia3723 ปีที่แล้ว +29

    ଧନୀ ରାଷ୍ଟ୍ର ଦୁବାଇ, ସମସ୍ତେ କାମ କରିବା ପାଇଁ ଦୁବାଇ ଯାଉଛନ୍ତି, ଯେମିତି ଓଡିଶା ଲୋକେ କେରଳ ଯାଉଛନ୍ତି

  • @paribabuvlog219
    @paribabuvlog219 ปีที่แล้ว +9

    Bhai tamaku hats off nd thank you eithi pai dubai re bi tame odia vlog karucha

  • @hiteshsagar6141
    @hiteshsagar6141 ปีที่แล้ว +6

    Nice bro..keep growing. Jai odisha jai bharat.

  • @ranjanmajhi7890
    @ranjanmajhi7890 ปีที่แล้ว +715

    ଭାଇ ସେଠି ଜାଇକି ଦୁଇ ଭାଇ ର ପରଦା ଫାସ କରିଦେଇ ଚ ସେଥି ପାଇଁ ଧନୀୟ ବାଦ

    • @RajeshSahu-me1ig
      @RajeshSahu-me1ig ปีที่แล้ว +1

      Sat katha

    • @SrinibasKumar5656
      @SrinibasKumar5656 ปีที่แล้ว +1

      Really nice bro ମୁଁ ବି ଜାଣୀଲି ଭାଉ 😃😃😀😀😄😄😁😁😆😆😄😃😀

    • @KeshabchandraSahoo-x1k
      @KeshabchandraSahoo-x1k 3 หลายเดือนก่อน

      😂

  • @samaimarndi4769
    @samaimarndi4769 ปีที่แล้ว +63

    ବହୁତ ଭାଗ୍ୟବାନ ତୁମେ । ପୃଥିବୀ ଯାକ ବୁଲି ଦିଅ । ଆମକୁ ବି ଦୁନିଆ ବିଷୟରେ ସୂଚନା ଦେଉ ଥା ଅ । ଆଡି କଡା ଗେ । ଚାଲୁ ଚାଲୁ । ଆଗକୁ ବି ଚାଲୁ ।

  • @Itismita_Life_Style
    @Itismita_Life_Style ปีที่แล้ว +3664

    ମୁଁ ଭାବୁ ଥିଲି ଯେମିତି ସେମିତି ହିଁ ହେଲା 🥺🥺 ସେ ଦୁଇ ଭାଇ ପୁରା ମିଛୁଆ ଖାଲି Marketing ବାହାନାରେ ଭିଡ଼ିଓ upload କରନ୍ତି। 😞 ଧନ୍ୟବାଦ ଭାଇ ସତ କଥା ଆଗକୁ ଆଣି ଥିବାରୁ 🙏🙏

  • @nabinkumar888
    @nabinkumar888 ปีที่แล้ว +6

    Thank u..bahi give for more important information..well done

  • @labhaofficial1436
    @labhaofficial1436 ปีที่แล้ว +4

    Sabu sata katha janila pare bahut vala lagila bhai greet vlog 👌😍

  • @cartunguys-T
    @cartunguys-T ปีที่แล้ว +82

    କିନ୍ତୁ ଧନ୍ୟବାଦ୍ ଭାଇ ତମେ ଆମକୁ ସାତ ଜନେଇଲେ ତୁମର ଏତେ ଟଙ୍କା ଖର୍ଚ୍ଚ ହେଇଗଲା 🙏🫡 odisha is a great of our wold 🌎

  • @keyboardkinggaganofficial
    @keyboardkinggaganofficial ปีที่แล้ว +29

    ଭାଇ ମୁଁ ବି ମିଛ ଭାବୁଥିଲି ଗୋଟେ ଭିଡ଼ିଓ ରେ କମେଣ୍ଟ ଦେଇଥିଲି ସେଠି ବହୁତ୍ ଗାଳି ମିଳିଲା କିନ୍ତୁ ଆପଣ ସତ୍ କହିଲେ ଧନ୍ୟବାଦ୍ ❤

    • @Basudev-t1i
      @Basudev-t1i ปีที่แล้ว +3

      Pathan ku kebe bharasha nahi

  • @Sudeshkumar-yu8mj
    @Sudeshkumar-yu8mj ปีที่แล้ว +50

    ଆମେ ତୋ ଆଗରୁ ଜାନୀତିଲୁ ମିଛ ବୋଲି ଧନ୍ୟବାଦ ଭାଇ

  • @sampurnasinu5354
    @sampurnasinu5354 ปีที่แล้ว +33

    Welcome to Dubai ଚାଲ ଯିବା ଫୋନ୍ ଆଣିବାର ପାଇଁ.... ଏଇ କଥା ଟା ଭାରି ଭଲ ଲାଗିଲା ❤❤❤❤

  • @lalitasingh9649
    @lalitasingh9649 ปีที่แล้ว +96

    ଭାଇ ଆପଣ ଙ୍କୁ ଡର ମାଡିଲାନି ଏତେ ସାରା ସାପ ଭଲରେ ରୁହନ୍ତୁ ମାଁ ତାରିଣୀ ଆପଣଙ୍କୁ ଘଣ୍ଟ ଘୁଡେଇ ରଖନ୍ତୁ

  • @itzsabya
    @itzsabya ปีที่แล้ว +504

    ରଥଯାତ୍ରା ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
    ଏ ହଉଛି ଜଗନ୍ନାଥ ମାଟି ||ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ||🙏🙏❤️❤️❤️❤️

    • @sukantdubaivlog
      @sukantdubaivlog ปีที่แล้ว +2

      ଜୟ ଜଗନ୍ନାଥ

    • @sukantdubaivlog
      @sukantdubaivlog ปีที่แล้ว +2

      ଆଉ ଯଦି କହିବ ମଁ ଓଡ଼ିଆରେ ବନେଇବି vlog

    • @basukumar3035
      @basukumar3035 ปีที่แล้ว

      Tui nikil bo sala...Jena dekhle nahela katha khali

    • @rajibmishra3228
      @rajibmishra3228 ปีที่แล้ว +1

      ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

    • @laxmidharbarik8868
      @laxmidharbarik8868 ปีที่แล้ว +1

      Bhai Oman asa dekha heba mu achi dekha heba pilz❤

  • @Rajabhai-ms4zi
    @Rajabhai-ms4zi ปีที่แล้ว +126

    ହେମାନକୁ ପିଟିବା ପାଇଁ ଇଛା ହଉଛି ମାକସମ୍ ଭାଇ😊.....I LOVE YOU DADA😊

  • @RespectShorts-op1xt
    @RespectShorts-op1xt ปีที่แล้ว +35

    ଧନ୍ୟବାଦ ତୁମକୁ ତାଙ୍କର କଳାକାରନାମା ଜଣାଇବା ପାଇଁ

  • @mitunayak6115
    @mitunayak6115 หลายเดือนก่อน +2

    Sir mu abudhabi re achii kintu apan jah kahile pura sata Katha thank you so much sir God bless you

  • @sumitdash39
    @sumitdash39 ปีที่แล้ว +1

    Life story video dekhila pare jete bele aee video ta dekhe, lageni je Laba bhai ra kichi dina tala ra past kichi kharap thila bhalia, bahut badhia athi transformation heichi, life ra family/personal matter ku gote side re and nija passion ku gote side re rakhi bhai agei chalichanti…
    Anyway wishing a very happy journey to you Laba bhai, move ahead, achieve everything in life whatever you want and planned to…
    Happy Travel/journey to the next destiny Indonesia…🎉🎉🎉
    Jay Jagannath 🙏🏻

  • @montytaria9543
    @montytaria9543 ปีที่แล้ว +30

    U exposed the hyped duo brothers, now i will comment on their reels for such marketing . Thanks bhai

    • @palaihuika2343
      @palaihuika2343 หลายเดือนก่อน +1

      No brother... don't do that.. Don't make your hand dirty by commenting on there videos...just ignore them... Don't watch there reels or video...

    • @palaihuika2343
      @palaihuika2343 หลายเดือนก่อน

      Do not waste ur time❤

  • @sunilbehera4157
    @sunilbehera4157 ปีที่แล้ว +22

    ସତ ଜନେଇବାରୁ thank you ଭାଇ ❤🙏🙏🙏

  • @rabindrakumarsahu1766
    @rabindrakumarsahu1766 ปีที่แล้ว +6

    Bhai tamaku dhanyabad....etiki sata ta viral karithibaru...... ଧନ୍ୟବାଦ ଆପଣଙ୍କୁ। ଏତିକି ସତ କହିଥିବାରୁ।

  • @RajeshMajhi-sj4om
    @RajeshMajhi-sj4om 5 หลายเดือนก่อน +2

    ମୁଁ ଜାଣିଥିଲି ଭାଇ ସେମାନେ କାହା 12:20 କୁ କିଛି ଦେବେନି ଏମାନେ ପୁରା ମିଛୁଆ ଲୁକ.....ତମର ବି ମନ ଦୁଃଖ ହେଇଥିବା ନା ❤❤

  • @NanduMunda-c3t
    @NanduMunda-c3t 2 หลายเดือนก่อน +4

    HiiThanks!

  • @Learn_in_odia098
    @Learn_in_odia098 ปีที่แล้ว +159

    I Really Proud To Be An Indian 🇮🇳

  • @dkdraked1159
    @dkdraked1159 ปีที่แล้ว +26

    ବହୁତ୍ ଭଲ କାମ କରିଲ ଭାଇ, ସତ କୁ ସାମ୍ନା କୁ ଅନିକି 😊 ଜୟ ଜଗନ୍ନାଥ

  • @bhumijdanguakola8671
    @bhumijdanguakola8671 ปีที่แล้ว +203

    He also famous as a tribal santali vloger..❤❤❤ keep it up bro 👍🏻

    • @zed42gamer91
      @zed42gamer91 8 หลายเดือนก่อน

      He is not a santhali he it's odia

  • @jaysivasankar4268
    @jaysivasankar4268 ปีที่แล้ว +11

    ଆରେ ଭାଇ ତମେ ଯାଣିନ ମୁଁ ଜାଣିଛି ଭାଇ ସବୁ ମିଛୁଆ ଭାଇ ସେଇ ଦୁଇଯଣ

  • @armylover_48
    @armylover_48 ปีที่แล้ว +8

    ଭାଇ ଜଗନ୍ନାଥ ମହାପ୍ରଭୁ ତମକୁ ଆଶୀରବାଦ କରୁନ....🙏🙏🙏
    ବହୁତ୍ mehenat କରୁଛ....

  • @JCupload
    @JCupload ปีที่แล้ว +200

    ସବୁ କିଛି ମିଛ ପ୍ରମାଣିତ ହୋଇ ସାରିଛି
    ପଲେଇ ଆସ ଭାଇ
    iPhone ମିଳିଲା ନାହିଁ
    କିଡନୀ ବିକି କରି iPhone କିଣିବା😂😂😂
    Love From କେନ୍ଦୁଝର

  • @akashmurmu382
    @akashmurmu382 ปีที่แล้ว +25

    Apono amoro Indian Hero dada ate dure jaiki ate sata katha amoku jonauchhonti thank you dada👍👍👍👍👍

  • @babukhatua3880
    @babukhatua3880 ปีที่แล้ว +30

    ଯାହା ହଉ ଭାଇ ଭଲ ଲାଗିଲା ଆମ ଓଡ଼ିଆ ଭାଷା ରେ ତୁମେ କରୁଛ ଭଲ ଜୟ ଜଗନ୍ନାଥ 🙏🙏🙏🙏

  • @dipakjena8884
    @dipakjena8884 10 หลายเดือนก่อน +13

    ଛୋଟା ଭାଇ ତା ବୋଉ ଵିଆ ଭାଇ ମହାଗିଆ ବେଧ ମଙ୍ଗଳ 2 ଟାକ ସମସ୍ତଙ୍କୁ ଏମିତି ଠକୁଛନ୍ତି ,,,,,,,,,, sorry Bhai mu coment re Amiti gali Kali sethilagi I am really sorry 😔 mu bi Amiti a 2 janaka thakeire padithili sethilagi aau mo nijaku control kariparilini gali Kali ,,,,,,But I love you bro 💞💞 thanks

  • @EkadasiaaGanda
    @EkadasiaaGanda 8 หลายเดือนก่อน +1

    ଧନ୍ୟବାଦ ଭାଇ ସତ ବାହାର କୁ ଆଣି ବା ପାଇଁ

  • @Respectprabhu
    @Respectprabhu ปีที่แล้ว +13

    ଧନ୍ୟବାଦ ଭାଇ ସତ କଥା ଆଗକୁ ଆଣି ଥିବାରୁ👍🙏

  • @sbodiaculture
    @sbodiaculture ปีที่แล้ว +18

    ମୁଁ ଆଗରୁ ଜାଣିଥିଲି ତାଙ୍କ ଦୁଇ ଭାଇ ଙ୍କର କଥା ସେଠି ଖାଲି promotion ଆଉ ପ୍ରୋହାସନ

  • @DurgaPrasad-tj3wv
    @DurgaPrasad-tj3wv ปีที่แล้ว +165

    ଓଡ଼ିଆ ଭାରି ବଢିଆ ❤

    • @rpspcreations6985
      @rpspcreations6985 ปีที่แล้ว +1

      ଜୟ ଜଗନ୍ନାଥ, ବନ୍ଦେ ଓଡ଼ିଶା

    • @mrcreationxyz2005
      @mrcreationxyz2005 ปีที่แล้ว +1

      Jay Kalinga 🙏 Jay sanatan ⛳

  • @prativadas6835
    @prativadas6835 ปีที่แล้ว +5

    ଧନ୍ୟବାଦ ସତ ସାମ୍ନାକୁ ଆସିଲା ସେମ।ନଙ୍କୁ ଆଉ କମେଣ୍ଟ ଦେବା ନି

  • @biswanathpatra7761
    @biswanathpatra7761 ปีที่แล้ว +2

    Jay jagannath bhai 👍👍👍👍👍good job Dil se love you bro

  • @ATTITUDESAYARIVideo_
    @ATTITUDESAYARIVideo_ ปีที่แล้ว +18

    ଯାହା ହେଉ ଆମ ଓଡ଼ିଆ bloger ବହୁତ୍ ସୁନ୍ଦର୍ ଭାଈ 🎉🎉🎉❤❤

  • @chidanandabej206
    @chidanandabej206 ปีที่แล้ว +9

    Finally Odia toka se sola 2 bhainko bol kholila jai Jagannath ❤❤❤

  • @swarupsuvampanda
    @swarupsuvampanda ปีที่แล้ว +30

    Your confidence is awesome love from Kendujhar

  • @anilkhadia2488
    @anilkhadia2488 10 หลายเดือนก่อน

    Thank you so much bhi aamo odiaa bhasa ku bebahar karu Cha bali God bless you Amen Amen

  • @badmininaik1754
    @badmininaik1754 ปีที่แล้ว

    Bhai dino sara tumo video dekhuchi kahikina tume nua nua jinisa dekhaucha sethipai bahut khusi

  • @smartboysantoshkumar1431
    @smartboysantoshkumar1431 ปีที่แล้ว +12

    କିନ୍ତୁ ଭାଇ ତୁମକୁ ବହୁତ୍ ଧନ୍ୟ ବାଦ ସତ କଥା ଟା ସମସ୍ତଙ୍କୁ ଜଣାଇଥିବାରୁ ଭାଗବନ ତୁମର ମଙ୍ଗଳ କରନ୍ତୁ

  • @airstar8142
    @airstar8142 ปีที่แล้ว +10

    Thank ଭାଇ ସତ କଥା ଜଣେଇଥିବାରୁ

  • @ajayhalba4675
    @ajayhalba4675 ปีที่แล้ว +7

    ବହୁତ ବଢିଆ ଭାଇ ଭଲ କାମ କରିଲ ନହେଲେ ଏ ଦୁଇ ଭାଇ ଙ୍କ ପଛରେ ହଜାରେ ପାଗଳ ହୋଇଥାନ୍ତେ ମତେ ମଧ୍ୟ ଦିନେ ଫୋନ୍ କରି ଭକୁଆ ବନାଉଥିଲେ ମତେ କହିଲେ ତମେ 6000 ଟଙ୍କା ଫୋନ୍ ପେ କର ଆମେ ତମକୁ ଆଇ ଫୋନ ପୋଷ୍ଟ ଆଲ୍ ରେ ପଠେଇ ଦେବୁ

  • @affbhaskar
    @affbhaskar ปีที่แล้ว +32

    Proud to be odia,, ❤

  • @PapunaBarik-o4q
    @PapunaBarik-o4q 7 หลายเดือนก่อน +2

    Bhai vala laguchi tame dekhaya ame enjoy karibu

  • @DurgaPrasad-tj3wv
    @DurgaPrasad-tj3wv ปีที่แล้ว +367

    ଜୟ ଜଗନ୍ନାଥ ଜୟ କଳିଙ୍ଗ ଓଡିଶା ❤🎉

    • @gangadharmallick8287
      @gangadharmallick8287 ปีที่แล้ว +4

      Bahuth bhala kama kala bhai ame jani no thilu amaku thoki chhanti fake karu chanti age chala bhai ame achhi 👍👍👍👍👍👍👍

    • @mrcreationxyz2005
      @mrcreationxyz2005 ปีที่แล้ว +2

      Jay Kalinga ⛳ Jay sanatan 🙏

    • @srikrishna20
      @srikrishna20 ปีที่แล้ว +1

      Hii

  • @prabhuprasadswain6667
    @prabhuprasadswain6667 ปีที่แล้ว +63

    Free iPhone ପାଇଁ ଲୋକ କିଡିନ ବିକି ଦେଉଛନ୍ତି ମୁଁ ୨/ ୩ ଘଣ୍ଟା ଅପେକ୍ଷା କରିପାରିବିନି is Epic 😮😅

  • @satyamalik6252
    @satyamalik6252 ปีที่แล้ว +38

    ବହୁତ ଭଲ ଲାଗିଲା❤❤❤😊😊❤

  • @DhaneswarDas-v6q
    @DhaneswarDas-v6q 25 วันที่ผ่านมา

    ବହୁତ ଭଲ ଲାଗିଲା, ଧନ୍ୟବାଦ

  • @BikashBalyarsingh
    @BikashBalyarsingh ปีที่แล้ว +7

    ୱା ଭାଇ ତମେ ସେ ଦୁବାଇ ଯାଇକି ସମସ୍ତଙ୍କୁ ସତ ଜଣେଇ ଦେଇଛନ୍ତି ସେଥିପାଇଁ ବହୁତ୍ ଖୁସି ମୁଁ ଆଉ ଆପଣ ଭଲରେ ସବୁ ଜାଗାର ସବୁ କିଛି ବୁଝାନ୍ତୁ Thank you ଭାଇ

  • @sksidharthofficial3263
    @sksidharthofficial3263 ปีที่แล้ว +397

    ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ ଆଶୀର୍ବାଦ ଦରକାର -🙏😚

    • @GAMECONTENT2023
      @GAMECONTENT2023 ปีที่แล้ว +12

      Bless you

    • @Asim7684
      @Asim7684 ปีที่แล้ว +5

      ଆମେ କଣ ଆଶୀର୍ବାଦ ଦବୁ ଆମେ କଣ ଭାଗବାନ ଯାଅ ଭାଗବାନ ଙ୍କୁ ପୂଜା କରେ ଆଶୀର୍ବାଦ ମିଳିବ

    • @debashishpradhan2269
      @debashishpradhan2269 ปีที่แล้ว +5

      Vlogging au Blogging Vitare bahut farak thai bhai. First difference jana ta pare kariba 🤣

    • @kamalakantajena7913
      @kamalakantajena7913 ปีที่แล้ว +2

      3

    • @Odia_vlogs_by_jyoti
      @Odia_vlogs_by_jyoti ปีที่แล้ว +1

      Same bro..

  • @pravatsahu5545
    @pravatsahu5545 ปีที่แล้ว +9

    ଭାଇ ଭିଡ଼ିଓ ଟା ଭଲ ହେଇଛି । ଜୟ ଜଗନ୍ନାଥ ❤❤❤

  • @jagannathjay9915
    @jagannathjay9915 ปีที่แล้ว +15

    ଧନ୍ୟବାଦ୍ ଭାଈ zam zam ଭାଈ ଆଜି ଖମ୍ ଖମ୍ ହେଇଗଲେ😂😂😂😂

  • @dubaientertainment7433
    @dubaientertainment7433 9 หลายเดือนก่อน

    ଜୟ ଜଗନ୍ନାଥ 🙏 ଭାଇ ଏଠି ଅମ ଓଡ଼ିଆ ଭାଇ ମାନେ କେମିତି କାମ କରୁଛନ୍ତି ଅଉ କେମିତି ରହୁଛନ୍ତି ସେମାନେ ଙ୍କ ଉପରେ ଗୋଟିଏ ଭିଡ଼ିଓ ବନାନ୍ତୁ

  • @LichuBelstar
    @LichuBelstar ปีที่แล้ว +7

    ଭାଇ ତମକୁ ଠକିଦେଲେ 😂😂😂😂

  • @beniakhageswar2315
    @beniakhageswar2315 ปีที่แล้ว +6

    Dil Se salute 🙏 he brother ,tame ,,ama mana pain Dubai jiba ru,,

  • @IMABHIy
    @IMABHIy ปีที่แล้ว +12

    ବହୁତ୍ ବଢିଆ VLOG ଭାଇ ❤😊

  • @Feelthelyric2025
    @Feelthelyric2025 ปีที่แล้ว +6

    Thank you very much Bhai ସତ କଥା ଜଣାଇ ଥିବାରୁ

  • @arriver_soumya8418
    @arriver_soumya8418 10 หลายเดือนก่อน +15

    ଭାଇ dunia ରେ କିଛି ବି free ନୁହଁେ

  • @StromiyoRomio
    @StromiyoRomio 6 หลายเดือนก่อน

    Thanks you amiti videos bonaithhibaru Loba Bhai Soto kono jona podila

  • @ZainAyaaz23
    @ZainAyaaz23 ปีที่แล้ว +16

    Woohh bro I'm revert Muslim from Odisha I love my India.❤❤ Love for all Indians.
    Mu Odia mo bhasa Odia beautiful language. So sad about your expectation they both are cheater for marketing.

  • @ab.artist91
    @ab.artist91 ปีที่แล้ว +4

    ଧନ୍ୟବାଦ ଭାଇ ମୁଁ ଯିବାକୁ ରେଡ଼ି ଥିଲି 🙋‍♂️

  • @basantamohanty304
    @basantamohanty304 ปีที่แล้ว +6

    Think you bhai 🙏🙏ସତ କଥା ଆଗକୁ ଅଣିଥିବାରୁ

  • @shashankashekharpatra7518
    @shashankashekharpatra7518 ปีที่แล้ว +1

    Hansda Bhai ,mana dukha karani,odisa asile iPhone katha bujhiba❤😀 continue Kara👍👍

  • @Deepak____9
    @Deepak____9 ปีที่แล้ว

    Thanks Bhai 🎉 amaka dher Sara jankari dei thibaru

  • @explorewithanurag2196
    @explorewithanurag2196 ปีที่แล้ว +40

    ଜୟ ଜଗନ୍ନାଥ ⭕️‼️⭕️
    ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା

  • @Hack_heijaiche
    @Hack_heijaiche ปีที่แล้ว +7

    I truly love your channel. Keep doing the best work❤❤❤

  • @RamGaneshd2986
    @RamGaneshd2986 ปีที่แล้ว +11

    କିଛି ତ କୁହ ଭାଇ ମୁଁ ତୁମକୁ ହାତ ଜୁଡୁଛି🙏🙏🙏

  • @ABHIVIEWS1105
    @ABHIVIEWS1105 10 หลายเดือนก่อน

    Odisha ra garba and gauraba. Bhai salute u..

  • @MahendraGolari-hs7wx
    @MahendraGolari-hs7wx 10 หลายเดือนก่อน

    Most enjoy karuchu bhaina good luck 👍🏻👍🏻

  • @MrMKS-kt1of
    @MrMKS-kt1of ปีที่แล้ว +184

    Your confidence level 🔥 ❤

  • @engineersvlogofficial
    @engineersvlogofficial ปีที่แล้ว +34

    ମୁଁ ବି ଦୁବାଇ ରେ ରହୁଚି ଭାଇ, ଗୋଟେ ଦିନ ଯାଇଥିଲି ସେଠିକି but ସେ 2 ଭାଇ ନଥିଲେ so ମୁ ଫେରି ଆସିଥିଲି, ଯାହା ହେଉ ତୁମ ଭିଡିଓ ରୁ ସତ ଟା ଜଣା ପଡ଼ିଗଲା

    • @animalsloverbhagban7218
      @animalsloverbhagban7218 ปีที่แล้ว

      Bhai mu bi dubai jibi

    • @sukantdubaivlog
      @sukantdubaivlog ปีที่แล้ว

      ଜମା ଯାଓନି ମୁଁ ବି ଯାଇକି ଅଛି କିଛି ଲାଭ ନାଇ ଭାଇ ଦୁବାଇ ଯାଇ

    • @sukantdubaivlog
      @sukantdubaivlog ปีที่แล้ว +1

      ତୁମେ ଖାଲି ଦୁବାଇ ବୁଲିବା ଦେଖୁଚ କେହି କେବେ କାମ କରିବାର ଦେଖାଉ ନାହାନ୍ତି ନା

  • @sumitrapreetiprajya7463
    @sumitrapreetiprajya7463 ปีที่แล้ว +49

    ଭାବୁଥିଲି ମୁଁ ଯାଇଥାନ୍ତି ଫ୍ରୀ iphone ଅନିତେ ହେଲେ ଆଉ ଜିବିନୀ

    • @Sangitaentertainment
      @Sangitaentertainment ปีที่แล้ว

      Na mo Bhai tm jao mo pain gote aniba please mu banglore re rahuchi daba mate don't mind ❤

  • @ManojSahu-m143
    @ManojSahu-m143 ปีที่แล้ว

    Thanks bhai 💖 sata katha samna ku ani thibaru

  • @kartikmajhi9338
    @kartikmajhi9338 9 หลายเดือนก่อน

    Satare laba bhai tame odia bhai bhauni nk hrudayare jaga nei sarichha, Tama prati samastankara emiti bhala paiba thau aau tame sabu bele khusire ruha, satare bhai mu tumara gote bhala fan

  • @mrutyu100
    @mrutyu100 ปีที่แล้ว +43

    As a odia you are only one in Dubai, U rock, ur videography also very good

  • @samalofficestationery5244
    @samalofficestationery5244 ปีที่แล้ว +10

    Also proud of odisha ❤ mo bhasa odia mo jaga badhiaa❤❤🎉

  • @Web-Himansu
    @Web-Himansu ปีที่แล้ว +7

    you exposed the origional hype bro I am from odisha
    love you bro.

  • @Sanjukutadadare
    @Sanjukutadadare 9 หลายเดือนก่อน

    Super bhai mein bahut Khushi Dilip per chhote bhai bade bhai thank u thank u veri Mach❤❤❤

  • @abhisheknaik7679
    @abhisheknaik7679 5 หลายเดือนก่อน +2

    ବହୁତ୍ ଭଲ ଲାଗିଲା...? ତମୋ ଭିଡିଓ ଦେଖିକି- ଆଇ ଲଭ ଦୁବାଇ..?(CONTRY)-⭕‼️⭕-ଜୟ ଜଗନ୍ନାଥ-⭕‼️⭕

  • @sambitcivil8991
    @sambitcivil8991 ปีที่แล้ว +116

    For the first time seeing a Odia guy in ZAMZAM!! ❤

    • @taanisandil7531
      @taanisandil7531 9 หลายเดือนก่อน

      Zamzam ka parda fash hohya

  • @prabhuprasadswain6667
    @prabhuprasadswain6667 ปีที่แล้ว +40

    ଭାଇ ତମ କଥା ବହୁତ୍ ମଜା ଲାଗୁଛି ମୁଁ i phone 14 ନେଇକି ଯାଇଥାନ୍ତି ମନ ଦୁଃଖ ହେଇଗଲା😅

  • @bahadurtudu7530
    @bahadurtudu7530 ปีที่แล้ว +5

    Bahut bholo lagila Laba Bhai from West Bengal, India.

  • @Sethibhaivlogs666
    @Sethibhaivlogs666 7 หลายเดือนก่อน

    ମୁଁ ବାଲେଶ୍ଵର ଜିଲାର ଭାଇ ଜମଜମ ଇଲୋକ୍ଟ୍ରୋନିକ୍ସ ବିଷୟରେ ସତ ଜଣେଇଥିବାରୁ ଧନ୍ୟବାଦ

  • @timatmajhicreation
    @timatmajhicreation 11 หลายเดือนก่อน +1

    LOVE FROM KANDHAMALA ❤

  • @_m_a_d_h_u3334
    @_m_a_d_h_u3334 ปีที่แล้ว +92

    Thanks you so much for your information, LOVE from ODISHA, BALANGIR ❤🙏

  • @sibanihati1861
    @sibanihati1861 ปีที่แล้ว +7

    ଭାଈ ଆମ ଓଡ଼ିଆ ମାନଙ୍କର ଆଖି ଖୋଲିଦେଲ ଏ ଭିଡିଓ ହିନ୍ଦୀ ରେକର୍ଡିଙ୍ଗ କର ଭାଈ 🙏

    • @Basudev-t1i
      @Basudev-t1i ปีที่แล้ว

      Sata kahile Milliun view jiba Hindi re

  • @marandi041
    @marandi041 ปีที่แล้ว +6

    Congratulations 🎉🎉🎉 1M view fast Odia channel 😍

  • @nagpurifamily9764
    @nagpurifamily9764 ปีที่แล้ว

    Ye video dekhi ki mote bohut rago hela Zumzum ro 2bhai upore.🙁 Thanks for this valuable information brother 🙏

  • @ashoksethi6694
    @ashoksethi6694 ปีที่แล้ว

    Dhanyawad Bhai sata Katha samastanka samna ku anithibaru❤