ବିଜେପି ସରକାର ଯେଉଁ ପ୍ରତିଶୃତି ଦେଇକି ଲୋକଙ୍କଠୁ ଭୋଟ ନେଇଥିଲେ.. କୁଆଡେ ଗଲା ସେ ସବୁ.. | Nandighosha TV

แชร์
ฝัง
  • เผยแพร่เมื่อ 3 พ.ย. 2024

ความคิดเห็น • 509

  • @KuberSahu-nu4xt
    @KuberSahu-nu4xt 2 หลายเดือนก่อน +38

    ବିଜେପି ଠକ ସରକାର

  • @ODISHABHAI-eq8jq
    @ODISHABHAI-eq8jq 2 หลายเดือนก่อน +19

    ଜୟ ନବୀନ 🙏🏻🙏🏻🇮🇳🇮🇳

  • @AlokMishra-w3e
    @AlokMishra-w3e 2 หลายเดือนก่อน +54

    BJP vote ପାଇବା ପାଇଁ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଲୋଭ ଦେଖାଇ ସରକାର କୁ ଆସିଛି । ସରକାର କୁ ଆସିଲା ପରେ ଏବେ ଶସ୍ତା ରାଜନୀତି ସବୁ କରୁଛି ଜଉଥିରେ କମ୍ ଖର୍ଚ୍ଚ ହେବ ଯେମିତି ଭତା ବଢେଇବା ରେ ପାତର ଅନ୍ତର ନୀତି କରିଛନ୍ତି ଖାଲି କଥା ବଡ଼ ବଡ଼ କାମରେ ନାହିଁ ଲୋକଙ୍କୁ ଠକେଇ ବା ନୀତି । ଜୟ ଜଗନ୍ନାଥ 🥲🥲🥲

  • @sureshanmajhi352
    @sureshanmajhi352 2 หลายเดือนก่อน +88

    ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଯୂକ୍ତନବୀନବାବୁ ଯାହା କହୁଥିଲେ
    ସାଙ୍ଗେ ସାଙ୍ଗେ କରୁଥିଲେ
    ମାତ୍ର ବିଜେପିର ନେତାମାନେ କହୁଥିଲେ ଗୋଟିଏ କଥା
    କରୁଛନ୍ତି ଅଲଗା

    • @bijaykumarrout4161
      @bijaykumarrout4161 2 หลายเดือนก่อน +1

      Jute bag not given yet

    • @ullasato5358
      @ullasato5358 2 หลายเดือนก่อน +2

      BJD neta jhuta party

    • @pratapkumarjena1310
      @pratapkumarjena1310 2 หลายเดือนก่อน

      Bjp ଓଡିଶାପାଇଁ ବିପଦ ​@@ullasato5358

    • @BrundabanPujari-k2h
      @BrundabanPujari-k2h 2 หลายเดือนก่อน

      100% michua sarkar bjp​@@ullasato5358

    • @DhirendranathBaskey
      @DhirendranathBaskey 2 หลายเดือนก่อน +1

      Nobin bjd sarkar bi michua sorkar thila

  • @RanajitKumar-p1b
    @RanajitKumar-p1b 2 หลายเดือนก่อน +42

    Jay BJD ❤❤❤❤❤❤❤❤

    • @SkKajal-f9b
      @SkKajal-f9b 2 หลายเดือนก่อน

      Jai bjp

  • @santoshjena5811
    @santoshjena5811 2 หลายเดือนก่อน +31

    ଜୟ ନବୀନ ପଟ୍ଟନାୟକ❤

  • @gourangapattanayak
    @gourangapattanayak 2 หลายเดือนก่อน +112

    ଅପା ଠିକି କହିଲେ ଲୋକ ଗାଁ,ଗହଳି ରେ ଲୋକେ ଜାଣିସାରି ଲେଣି ବିଜେପି ସରକାର ର ମିଛୁଆ ଦଳ ବିଜେଡି ଲୋକମାନଙ୍କୁ ସଚେତନ କରିଵା ସମୟ ଆସିଛି ଗାଁ ଗହଳିରେ ପଡ଼ିଛି ଭାଳେଣି ଏଥର ବିଜେପି ଙ୍କୁ ଦେବେ ପାନେ ଜୟେ ଵିଜୁଯନତାଦଳ

    • @SatyabanNaik-mt2ze
      @SatyabanNaik-mt2ze 2 หลายเดือนก่อน +3

      Absolutely not

    • @amarbag5933
      @amarbag5933 2 หลายเดือนก่อน

      BJD କୁ BJP ତଡ଼ ପାଉଛି
      BJP ସୁଭଦ୍ରା ଯୋଜନା ପାଇଁ ସଜ ହେଉଛି
      ଭତା 3500 ଦେବା ପାଇଁ ସଜ ହେଉଛି
      ଓଡ଼ିଶା ରେ ରିଙ୍ଗ ରୋଡ଼ ପାଇଁ ସଜ ହେଉଛି
      BJD କୁ ସବୁ ଜଣା ଅଛି

  • @jayantaswain8686
    @jayantaswain8686 2 หลายเดือนก่อน +44

    ସବୁ ରେଟ୍ ବଢିଲା ବିଜେପି ଆସିଲା

    • @godgift4711
      @godgift4711 2 หลายเดือนก่อน +3

      Kintu kete Loko abe jain andha bhakta ochonti...bhujhi parunahanti

    • @santanusahoo-wz5qq
      @santanusahoo-wz5qq 2 หลายเดือนก่อน +1

      Right

  • @SumitraDas-eh1ky
    @SumitraDas-eh1ky 2 หลายเดือนก่อน +31

    Jay Bjd...🎉🎉🎉

  • @bibhutiapata3785
    @bibhutiapata3785 2 หลายเดือนก่อน +47

    Jaya Naveen sir

  • @dukhishyampradhandukhishya3024
    @dukhishyampradhandukhishya3024 2 หลายเดือนก่อน +31

    Jay Nabin sir ❤, Jay BJD, bande utkal janani.

  • @AlokMishra-w3e
    @AlokMishra-w3e 2 หลายเดือนก่อน +44

    ପ୍ରଥମେ ଭତା ବଢିବା ଜରୁରୀ । 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

    • @biswajitbehera7977
      @biswajitbehera7977 2 หลายเดือนก่อน +2

      Panchayat election achhi pa 😂😂😂

    • @anandamohakuda4943
      @anandamohakuda4943 2 หลายเดือนก่อน

      Sabu election istahar ra kama kahi

  • @SinuDasOdiaVlogs
    @SinuDasOdiaVlogs 2 หลายเดือนก่อน +56

    ଜୟ ନବୀନ

  • @baidyabiharigiri9439
    @baidyabiharigiri9439 2 หลายเดือนก่อน +55

    ଓଡିଶା ଇତିହାସ ରେ ବିଜେପି କଥା କୁହା ସବୁ ରହିଗଲା ବୁଢ଼ା ଵୁଢୀ ଙ୍କ ନିଃଶ୍ବାସ ପଡ଼ିଵ

    • @ashoksend1717
      @ashoksend1717 2 หลายเดือนก่อน +1

      baha naheunu ru pila janma keridebe ?

    • @amarbag5933
      @amarbag5933 2 หลายเดือนก่อน +2

      BJP କହିଛି 3000ଟଙ୍କା ଦେବୁ ବୋଲି
      BJD ଖାଇଛି ଚିଟ୍ ଫଣ୍ଡ ଟଙ୍କା
      କିଏ ଭଲ କରିଛି କୁହ

    • @kalicharanmahapatra885
      @kalicharanmahapatra885 2 หลายเดือนก่อน

      ଏମାନେ ସବୁ ନବୀନ କୁ ନୁହ ପାଣ୍ଡୁ କୁ ଖୋଜୁଛନ୍ତି

  • @maushumisoy904
    @maushumisoy904 2 หลายเดือนก่อน +13

    ଲୋକେ ବାମ୍ଫ ନେବା ଛଡ଼ା ଉପାୟ ନାହିଁ,

  • @BijaykumarSahoo-mx5tc
    @BijaykumarSahoo-mx5tc 2 หลายเดือนก่อน +26

    ଗୋଟିଏ କଥା ସ୍ପଷ୍ଟ ନିରାଟ ସତ୍ୟ ୧୦୦ % ପ୍ରତିଶତ ସତ୍ୟତା ଯେ ନବୀନ ପଟ୍ଟନାୟକ ଯାହା କୁହେ ତାହା ହିଁ କରେ ଓ ଦେଇଥାଏ,2024 ରେ ଆସିଥିଲେ ନବୀନ ପଟ୍ଟନାୟକ ଆହୁରି 140 ଯୋଜନା ଦେଇଥାନ୍ତେ ଓଡ଼ିଶା ଲୋକଙ୍କର ଭାଗ୍ୟ ଖରାପ୍, ଶିବଙ୍କ ବରଦାନ ଅନ୍ଧକୁ ସୁନା କଳସ ଦେଲା ଭଳି ଓଡ଼ିଶାର ଲୋକମାନେ ଧନ୍ୟବାଦ

  • @gurucharanmohapatra4508
    @gurucharanmohapatra4508 2 หลายเดือนก่อน +12

    Wah!! You are Great 👍😃.This is one type, one type and last time BJP.Never shall come again.peoole of odissa is repenting now. Jay BJD, jay Nabeen patnaik 🎉😂❤❤

  • @kalpanaparidavlogchanel9693
    @kalpanaparidavlogchanel9693 2 หลายเดือนก่อน +21

    Jay Jagannath Jay bjd Jay Nabin sir

  • @UpendraParida-l1x
    @UpendraParida-l1x 2 หลายเดือนก่อน +1

    Good

  • @brajasundarsahoo1590
    @brajasundarsahoo1590 2 หลายเดือนก่อน +20

    BJP bala କହୁଛନ୍ତି ନବୀନ ପଟ୍ଟନାୟକ ୨୪ ବର୍ଷ ରେ କଣ କରିଛନ୍ତି? ସେ କଣ କରିଛନ୍ତି ନ କରିଛନ୍ତି ଓଡ଼ିଶାବାସୀ ଜାଣିଛନ୍ତି ତମେ ବି ଜାଣିଛ l ତମେ ତ କହିଛ ୫ ବର୍ଷରେ ୫୦ ବର୍ଷର ବିକାଶ କରିବ l ଏଥିରୁ ଜଣl ପଡୁଛି ତମେ କୋଳି ଖାଇ ମଞ୍ଜି ପୋତି ଦେଲ l

    • @NayakRakesh-i5g
      @NayakRakesh-i5g 2 หลายเดือนก่อน

      Ha pa odisha basi janichhani😂 odisha ku poo state baneichhi 😂🎉 bjd😂🎉 odisha population 4.7 crore gdp 110 billion gdp per capita 2315 😂

    • @MrKabu80
      @MrKabu80 2 หลายเดือนก่อน

      Right bro

    • @saroj3483
      @saroj3483 2 หลายเดือนก่อน

      @@NayakRakesh-i5g bjp kn ta choduchi 10 yr hela bjd sabu karuchi andha bia magya

  • @bijayparida8085
    @bijayparida8085 2 หลายเดือนก่อน +13

    ବିଜେପି ଟମ୍ପିଗି କରୀ ଜିତିଛି

  • @lokanathjena1868
    @lokanathjena1868 2 หลายเดือนก่อน +1

    ଆସନ୍ତା ପାଞ୍ଚ ବର୍ଷ ଏମିତି ନିଜ ନିଜ ଭିତରେ ଗପ କୁହା କୁହି ହେଇ ମାଡିଚାଲ ।

  • @truptilatabarik8806
    @truptilatabarik8806 2 หลายเดือนก่อน +6

    Very good Madam, 👍👌🥰

  • @basantkumarmohanty5588
    @basantkumarmohanty5588 2 หลายเดือนก่อน +1

    ଏସବୁ news ନନ୍ଦୀଆ tv ବ୍ୟତୀତ କୋଉ tv ରେ ବି ଦେଖିବାକୁ ପାଇବେନି...କାହିଁକି ନା bag budget ରେ chennel ବଞ୍ଚି ରହିଛି

  • @maakitchenette
    @maakitchenette 2 หลายเดือนก่อน +19

    Thank you mam 🙏👏🙏🙏🙏🐚,🐚🐚🐚🐚🐚🐚🐚🐚🐚🐚🐚🐚🐚🐚🐚🐚🐚🐚🐚🐚

  • @Babaphakiryoutube
    @Babaphakiryoutube 2 หลายเดือนก่อน +5

    ପିଠା ଯୋଜନା ବିଜୁ ଯୁବ ବାହିନୀ ବଳରାମ ଯୋଜନା କାଳିଆ ଯୋଜନା କୁଆଡ଼େ ଗଲା

  • @kishoreraj8399
    @kishoreraj8399 2 หลายเดือนก่อน +13

    Correct 💯

  • @AlokMishra-w3e
    @AlokMishra-w3e 2 หลายเดือนก่อน +22

    ପ୍ରଥମେ ଅସୁବିଧାରେ ଅଛନ୍ତି ୫୦% ରୁ ୭୮ ଥିବା ଭିନ୍ନକ୍ଷମ । ୬୦ ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି । ବିଧବା । ଏମାନଙ୍କର ଭାତ ବଢିବା ଜରୁରୀ । ଜୟ ଜଗନ୍ନାଥ 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

    • @Birabhue-t7s
      @Birabhue-t7s 2 หลายเดือนก่อน

      ଭାତ ବଢିବ 😅😅😅

  • @reetap4008
    @reetap4008 2 หลายเดือนก่อน +16

    ଅନ୍ଧ ଭକ୍ତ ମାନେ ଏବେ ବି ସମୟ ଅଛି,ଦେଖ ଶିକ୍ଷିତ ନେତା ଶାସନ ଆଉ ମୁର୍ଖ ମନ୍ତ୍ରୀ ମଣ୍ଡଳ ଶାସନ😢 ମାଆ ଶିକ୍ଷିତ ଥିଲେ ଛୁଆ ଶିକ୍ଷିତ ହେବେ,ଘର ଉନ୍ନତି କରିପାରିବ।
    ସେମିତି ନେତା ଶିକ୍ଷିତ ନିହାତି ଜରୁରୀ

    • @NayakRakesh-i5g
      @NayakRakesh-i5g 2 หลายเดือนก่อน

      WhatsApp University student lajanahi😂 poor state odisha ku bjd baneichhi congress jitiba 2029 not bjd😂😂😂

    • @Tusarkantswain
      @Tusarkantswain 2 หลายเดือนก่อน

      Lajja nahi re genda jaha bi kichhi development heichi sabu congress au bjp pain congress 60 percent bjp 40 percent bjd kichi bi karini gna road sabu congres time ra bjd repair bi Karini 20 Barsha hela bujhilu jeteka highway sabu nh au state highway Paisa gala kuade ?

  • @THE.RSS_BOY
    @THE.RSS_BOY 2 หลายเดือนก่อน +1

    ହଁ ବା ଆମ ବିଜେଡି ସରକାର 25 year re ଏତେ ବିକାସ ଏତେ ବିକାସ କରିଛି ଯେ ଆମେ ଏବେବି network ପାଇଁ ଗାଁ ବାହାରକୁ ଯିବାକୁ ପଢୁଛି 😢

  • @Babaphakiryoutube
    @Babaphakiryoutube 2 หลายเดือนก่อน +5

    କଂଗ୍ରେସରୁ ମାଡ଼ ଖାଈ BJD ଘଇତା କଲୁ ଦୟାରେ ମେୟର ହେଲୁ ଏବେ ମାଳିସାହି ଭରସା

  • @s.kbehera2828
    @s.kbehera2828 2 หลายเดือนก่อน +3

    ନନ୍ଦିଘୋଷ ଚାନେଲ ବିଜେଡି ର ନିଉଜ୍ ଚାନେଲ ।
    ଏଥିରେ ସବୁ ବେକାର କଥା ମିଛକଥା ।
    ୨୪ ବର୍ଷ କାଳ ଗାନ୍ଡିମାରି ଖାଇଲେ ଆହୁରି ଖାଇଥାଆନ୍ତି

  • @samiramohanty9959
    @samiramohanty9959 2 หลายเดือนก่อน

    Ok sir

  • @amarkumardas9972
    @amarkumardas9972 2 หลายเดือนก่อน +3

    ମାଗଣା ଖାଇବାର ଅଭ୍ୟାସ ଏତେ ବଢ଼ିଗଲାନି ଏମାନଙ୍କୁ କେବଳ ସବୁକିଛି ମାଗଣା ଦରକାର। ଦେଶ ପଛେ ଦରିଦ୍ର ଅବସ୍ଥାକୁ ଯାଉ। ସରକାର ର କାମ ଶିକ୍ଷା,ସ୍ବାସ୍ଥ୍ୟ, infrastructure, defences, manufacturing, employement, ଏସବୁ create କରିବା ମାଗଣା ଦେଇକି ରାଜସ୍ବ ଖାଲି କରିବା ନୁହଁ। ତମେ bjd ବାଲା ସେ ମୂର୍ଖ ରାଜନୀତି ବନ୍ଦ କର । ମୁର୍ଖ ଗୁଡ଼ାକୁ ମୂର୍ଖ ବନେଇ ପାରିବ ।

    • @dilipkumarjena4468
      @dilipkumarjena4468 2 หลายเดือนก่อน

      Magana khaiba katha padini athi
      Vote pain micha allowance kn pain karibe
      Bjp jebe nathila loke bahut khusi re thile
      Aau magana miliba katha
      Kia kaha gharu aani douni aame douthiba tax ra 02% paisa re aamaku dianti
      Aau 98% hisab kaha pakhare nai
      Bhai aamara defence system ku khali strong kari dele hebani
      Samasta nku dekhiba ku padiba
      Bjp ra 1st allowance thila per year 2 core job
      Koaade gala 😊

  • @kunujanikunujani8347
    @kunujanikunujani8347 2 หลายเดือนก่อน +8

    ଯେଉ ସରକାର ଗରିବଙ୍କୁ କିଛି ଯୋଜନା ଉନ୍ନତି କଲେ,ଆମେ ଯିବା ସେ ଆଡେ, ପାଞ୍ଚ ବର୍ଷ ଦେଖିବା,।

  • @jollyrouts.s.r633
    @jollyrouts.s.r633 2 หลายเดือนก่อน +2

    Satare nabin sir 😢😢😢😢😢bahut miss karuchu

  • @ashisswain8499
    @ashisswain8499 2 หลายเดือนก่อน +2

    Right maushi

  • @SonuMaharana-lf8pt
    @SonuMaharana-lf8pt 2 หลายเดือนก่อน +6

    ମେଡମ୍, ନିର୍ବାଚନ ଆଗରୁ ଯଦି ଏମିତି ବିଜେଡି ର ନେତାମାନେ ଯଦି ଏହି ପରି ବିଜେପି ର ମୁଖା ଖୋଲିଥିଲେ ହୁଏତ ଆଜି ନବୀନ ବାବୁ ହିଁ ମୁଖ୍ୟ ମନ୍ତ୍ରୀ ଥାନ୍ତେ କିନ୍ତୁ ଆପଣ ମାନେ କେବଳ ପାଣ୍ଡିଆନ କୁ ଦଳର ପ୍ରଚାର କରିବା ପାଇଁ ପଠାଇ ଦେଲେ ଏହା ଫଳରେ ଲୋକ ଭାବିଲେ ଏଇ ପାଣ୍ଡିଆ ଆମ ନବୀନ କୁ ନିଶା ଦେଇ ମାରିଦେବ ଏବଂ ତାଙ୍କର ସବୁକିଛି ଛଡ଼ାଇ ନେବ ତେଣୁ ସମସ୍ତେ ନବୀନ ବାବୁଙ୍କୁ ଭଲ ପାଉଥିଲେ ମଧ୍ୟ ସେମାନଙ୍କ ମନ ବଦଳି ଯାଇଥିଲା।

    • @NayakRakesh-i5g
      @NayakRakesh-i5g 2 หลายเดือนก่อน

      Central party Congress BJP odisha re jitiba darakaar not bjd Odisha re jouta development karichhi 😂population 4.7 crore gdp 110 billion gdp per capita 2310 Kerala population 3.66 gdp 153 billion gdp per capita 4521 Jay congress🎉

  • @gurucharanmohapatra4508
    @gurucharanmohapatra4508 2 หลายเดือนก่อน +6

    Sulachana Madam , you are Great. People have committed as Great mistake.people are now repenting by giving votes to BJP wrongly.

  • @jagannathdas3307
    @jagannathdas3307 2 หลายเดือนก่อน

    Right

  • @sagarpradhan5724
    @sagarpradhan5724 2 หลายเดือนก่อน +1

    ମାଉସୀ ଯାହାବି କହିଛନ୍ତି ସମ୍ପୁର୍ଣ୍ଣ ଠିକ୍, କିନ୍ତୁ ଯେଉଁମାନେ ଏହି ବିଷୟରେ ଜାଣିଛନ୍ତି ସେମାନେ ହିଁ ଏହି ସମସ୍ୟାକୁ ବଢ଼େଇ ଦେଇ ଚୁପ୍ ଚାପ୍ ବସିଛନ୍ତି, ଏହା ଓଡ଼ିଶା ବାସୀଙ୍କ ଅତି ବୁଦ୍ଧିଆ କାମ, କହିଲେ ନ ସରେ ।

  • @rupanandachand5494
    @rupanandachand5494 2 หลายเดือนก่อน +6

    ନାକରେ କଥା କହିବଛାଡ, 24 ବର୍ଷରେ 500ଟଙ୍କା ଭତା ବଢ଼େଚ୍ଛ ତାହା ବି ଇଲେକ୍ସନ 2 ମାସ ଆଗରୁ , ଚାଷୀଙ୍କୁ 100 ଟଙ୍କା ବୋନସ ପାଣ୍ଡିଆ ମୁଖ୍ୟମନ୍ତ୍ରୀ ହୋଇ ହେଲିକପ୍ଟର ରେ ବୁଲୁଥିଲେ, ନବୀନ କଣ କରୁଥିଲେ ଟଙ୍କା, ମଦ, ମାଂସ, ଗୁଣ୍ଡା, ନୀୟ ଜିତି କି ଆସ ମୁ ସୋଇ ଥିବି ,ପାଣ୍ଡିଆ ସବୁ ବୁଝିବ, ସବୁ ଏମ ଏଲ୍ ଏ, ମନ୍ତ୍ରୀ ଉଠ ବସ ହେବ, ଏଇଆ ତ ଗାଦି ଗଲା ପରେ ନଚୁଛ , ଧୀରେ ଚଳ ପ୍ରାଣ ଚାଲିଯିବ,ମାତ୍ର 2ମାସ ହୋଇଛି

  • @sarojiniparida7112
    @sarojiniparida7112 2 หลายเดือนก่อน

    Good 👍 right

  • @reetap4008
    @reetap4008 2 หลายเดือนก่อน +32

    24ବର୍ଷ ହେଲା ଆମେ ଶାନ୍ତି ରେ ଥିଲୁ। ନବୀନ ବାବୁ ଙ୍କ ଶାସନରେ ଆମେ ମିଛ ପ୍ରତିଶ୍ରୁତି ଶୁଣିନୁ, ଗାଳୁଆ ମାଡୁଆ କଥା,ବାଜେ ରାଜନୀତି ଆମେ କେବେ ଶୁଣି ନୁ।ଏବେ ତ TV ବିଲକୁଲ ଖୋଲିବାକୁ ଇଚ୍ଛା ହେଉନି କାରଣ ସବୁଠି ମିଛ ପ୍ରତିଶ୍ରୁତି, ମିଛ ନାଟକ।ସବୁ BJP କୁ ବିକ୍ରି ହୋଇଯାଇଛନ୍ତି 😠

  • @dayanidhibeheragb7943
    @dayanidhibeheragb7943 2 หลายเดือนก่อน +1

    ଏମିତି ବିରୋଧୀ ଦଳରେ ରହି ଥାଉ ।

  • @dayanidhibeheragb7943
    @dayanidhibeheragb7943 2 หลายเดือนก่อน +1

    ତମକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି ଟିକେ ସମୟ ଦିଅ ଖାଲି ରାଊ ରାଊ ହୁଅନି ।

  • @sridharbehera2704
    @sridharbehera2704 2 หลายเดือนก่อน +1

    ଟିକେ ଧର୍ଯ୍ୟ ଧର

  • @rabijena4494
    @rabijena4494 2 หลายเดือนก่อน +8

    Jay jagannath jay Naveen sir

  • @ଅଭୟ
    @ଅଭୟ 2 หลายเดือนก่อน +1

    Bjp ସରକାର ଠକି କି ଭୋଟ ନେଇଛି ଇଲେକ୍ସନ ଆଉ ଥରେ ହେଉ ରାଜ୍ୟପାଳ ଙ୍କୁ ଦରଖାସ୍ତ ଦିଅ

  • @BapunukumarBapunukumar
    @BapunukumarBapunukumar 2 หลายเดือนก่อน

    ନବୀନ ପଟ୍ଟନାୟକ କୁ ୫୦୦ବଡେଇବା ପାଇଁ ୨୪ବରଷ ଲାଗିଲା

  • @sibarammajhi8037
    @sibarammajhi8037 2 หลายเดือนก่อน +1

    ଓଡ଼ିଆମାନଙ୍କର ବେଳ ଖରାପ, ସେଥିପାଇଁ ଭାରତୀୟ ଜନତା ପାର୍ଟି କୁ ଭୋଟ ଦେଇଛନ୍ତି,ଠିକ କହିଲି ନା ଓଡିଆ ଭାଇମାନେ ,ଏମିତି ଆଶା କରିବେ କିଛି ପାଇବେ ନାହିଁ ବିବେକ ଖଟାଇ କାମ କରନ୍ତୁ ମିଛରେ ପଡ଼ି ଭଲ ଲୋକକୁ ଭୁଲି ଗଲେ

  • @SAIKanhaofficel
    @SAIKanhaofficel 2 หลายเดือนก่อน

    Right 100%

  • @godgift4711
    @godgift4711 2 หลายเดือนก่อน +1

    Pani ro garo thila se sobhu ki?

  • @khusipal2088
    @khusipal2088 2 หลายเดือนก่อน +9

    B.j.d jindabat

  • @deepakpallai9307
    @deepakpallai9307 2 หลายเดือนก่อน +2

    5 ବର୍ଷ = 60 ମାସ ଅରଥାତ୍ 60ଟି ଡ୍ରାମI ଉଦାହରଣ ---
    ୧*: ପ୍ରଥମ ମାସ ରତନ ଭଣ୍ଡାର କହି କହି ଗଲା > ଫଳାଫଳ କଣ ଶୂନ 😂
    ୨ୟ*: ୨ୟ ମାସ ଆଳୁ ଆଳୁ >ଫଳାଫଳ କଣ ଆଳୁ 😂
    3ୟ*: ତୃତୀୟ ମାସ ହେଲିକପ୍ଟର ହେଲିକପ୍ଟର >ଫଳାଫଳ କଣ ହେବ ହେଲିକପ୍ଟର ରେ ଉଡି .... 😂
    4ର୍ଥ*: 4ର୍ଥ ମାସ ନାଟକ ଶୀଘ୍ର ଆସୁଛି ... 😂😂

  • @shantidevi7848
    @shantidevi7848 2 หลายเดือนก่อน +4

    Jay jagannath 🤩🤩🤩🤩🤩🤩🤩

  • @binatigajendra1493
    @binatigajendra1493 2 หลายเดือนก่อน +5

    ଅର୍ଗୁସ news kuade gala

  • @sagardas3777
    @sagardas3777 2 หลายเดือนก่อน +1

    ଲୋକେ,, ଆମର ଠିକି ଆଶୀର୍ବାଦ କରିଥିଲେ, ନବିନି sir ଙ୍କୁ,,,
    କିନ୍ତୁ EVM ଆଶୀର୍ବାଦ କଲାନି,,,
    ଆଉ ଯାହା ସବୁ ହେଲା ଭିତିରିଆ ପାଣ୍ଡିଆନ
    କୁ ପଚାର,,,?????

  • @karunakarmohanty89
    @karunakarmohanty89 2 หลายเดือนก่อน

    ବିଜେପି ମିଛ ପ୍ରତିଶ୍ରୁତି ପୁଣି ନବୀନ

  • @kanhahomedecorating6602
    @kanhahomedecorating6602 2 หลายเดือนก่อน

    କିଛି ଦିଆ ହବନି

  • @chaturbhujabag5095
    @chaturbhujabag5095 2 หลายเดือนก่อน +6

    କାନ୍ଦିବା ଆରମ୍ଭ ହୋଇଗଲା ଆଗରୁ ପାଞ୍ଚ ଶହ ମିଳୁଥିଲା

  • @DeepakKumarMallick-n9q
    @DeepakKumarMallick-n9q 2 หลายเดือนก่อน +1

    60 ବର୍ଷ ପରେ କେହିବି ଚାକିରି କରିପାରିବେ ନାହିଁ ସେମାନେ କ'ଣ ଖାଇବେ କ'ଣ ଆଉ 20 ବର୍ଷ ପାଣି ପିଇ ବଞ୍ଚିବେ ଆଉ ଖାଦ୍ୟରେ ଏତେ ଦମ ନାହିଁ ଯେ ତାକୁ ଖାଇ ଏତେ ବର୍ଷ ବଞ୍ଚିବେ ଖାଦ୍ୟ ସବୁ ବିଷାକ୍ତ ହୋଇ ଚାଲାଣି । ଏସବୁ ମିଛ ପ୍ରତି ସୃତି ଛାଡ

  • @mitupaikroysrijagannath6356
    @mitupaikroysrijagannath6356 2 หลายเดือนก่อน

    ଜୟ ନବୀନ ସାର 🙏🙏🙏❤️❤️❤️

  • @dharanidharmohantaasishmoh7950
    @dharanidharmohantaasishmoh7950 2 หลายเดือนก่อน

    ୨୪ବର୍ଷ ରେ ବିଜେଡି
    କଅଣ କରିଛି

  • @riteshnayak8824
    @riteshnayak8824 2 หลายเดือนก่อน +6

    Joy bjd❤❤

  • @ranaananta2546
    @ranaananta2546 2 หลายเดือนก่อน

    ଆଉ ଭୁଲ୍ ହେବ ନାହିଁ

  • @Jotrimay
    @Jotrimay 2 หลายเดือนก่อน

    ମନ୍ମଥ ଭାଇ ଠିକି କହିଛନ୍ତି 🙏💐👍

  • @sakunthalabhatra977
    @sakunthalabhatra977 2 หลายเดือนก่อน

    ଜୟ ନବୀନ ପଟ୍ଟନାୟକ ❤❤❤❤❤

  • @basantkumarmohanty5588
    @basantkumarmohanty5588 2 หลายเดือนก่อน

    ନବୀନ bag କରି ୧୪୦୦ କୋଟି ଖାଇଗଲ

  • @subhransudalai8360
    @subhransudalai8360 2 หลายเดือนก่อน +3

    ପ୍ରତାରଣା ର ଫଳ ମିଳିବ

  • @mangalmarndi7428
    @mangalmarndi7428 2 หลายเดือนก่อน +1

    60 years to bhala haba Rs.3,500

  • @kanhahomedecorating6602
    @kanhahomedecorating6602 2 หลายเดือนก่อน

    ଏ ବୟସରେ କାହିଁକି ମିଛ କହୁଚୁ ମାଉସୀ ଯାହାକହୁଚୁ ତୋତେ ଧର୍ମ ସହିବନି ତୁ ଯେଉଁ ଲୋକ ଉପରେ ଦୋଷ ଦେଉଛୁ ତୋତେ କେବେ ହେଲେ ଖାଇବାକୁ ମିଳିବନି କାଳେ କାଳେ ଧର୍ମର ହେବ ଜୟ ଜଗନ୍ନାଥ 🙏🙏🙏

  • @FAKIRJENA-du2zs
    @FAKIRJENA-du2zs 2 หลายเดือนก่อน

    ଗତ ନିର୍ବାଚନ ରେ BJD ୧୦୦ ରୁ ଅଧିକ Evm tampering କରି ବାଜିମାତ କଲା। ମାତ୍ର ଚଳିତ ନିର୍ବାଚନ ରେ BJP ମାତ୍ର ୭୮ Evm tampering କରି ବାଜିମାତ କଲା। ମାନେ chaluni କହୁଛି ଛୁଞ୍ଚିକୁ। ସେ ଯାହା ହେଉ ପାଣ୍ଡୁ ନବିନ ଯୋଡ଼ି କୁ ନ ଧରି ଖୋଲା ଛାଡି ଦେଲେ BJP କୁ ଶୀଘ୍ର ପତନ ରୋଗ ଧରିବା ଥୟ।

  • @raghunarhkarjee947
    @raghunarhkarjee947 2 หลายเดือนก่อน +1

    ସବୁ ଦଳ ର କୁଜିନେତା କେତେକ ଲୋକଙ୍କୁ ଭଡାରେ ନେଇ ଏମିତି ନାଟକ କରନ୍ତି !

  • @ManojBerera
    @ManojBerera 2 หลายเดือนก่อน

    ଶୁଆ❤ପାଠ❤କାମ ଦେବନି❤❤❤

  • @brahmendramallik6712
    @brahmendramallik6712 2 หลายเดือนก่อน

    very good 👍

  • @MukundaShoo
    @MukundaShoo 2 หลายเดือนก่อน

    ଓହୋ, ଏ ସୁଲୋଚନା କୁ ନନ୍ଦିଘୋଷ, ଆରେ ନନ୍ଦିଘୋଷ ତୁମ ପାଇଁ ନବୀନ କୁଳ ବୁଡିଗଲା, ୨୦.୮.୨୦୨୪ରେ ନିର୍ବାଚନ ହେଲେ ବିଜେପିର୨୧MP ଓ ୧୩୭MLA sit ଜିତିବ।

  • @JogeswarMajhi-lt7hj
    @JogeswarMajhi-lt7hj 2 หลายเดือนก่อน +2

    ସରକାର ମାଗଣା ଯୋଜନା କୁ ଅଗ୍ରାଧିକାର ନ ଦେଇ କର୍ମ ସଂସ୍ଥାନ ସୃଷ୍ଟି କରି ତୁରନ୍ତ ପ୍ରତ୍ୟେକ ବେକାରୀ ଯୁବକ (ମାନବ ସମ୍ବଳ) ଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରନ୍ତୁ,,,ନ ହେଲେ ଓଡ଼ିଶା କେବେ ବି ଆଗକୁ ଯାଇ ପାରିବ ନାହିଁ,,,

  • @sakarsansarafsankar9235
    @sakarsansarafsankar9235 2 หลายเดือนก่อน +5

    ନବୀନ ପଟ୍ଟନାୟକ ମନ୍ତ୍ରୀ ଗୋଟିଏ ❤❤

  • @SureshChandraSahoo-qs4bp
    @SureshChandraSahoo-qs4bp 2 หลายเดือนก่อน +2

    Jumula michhua radhua rangadia sarakar bjphatao odishaku banchatu ❤❤

  • @BinodiniRoutBinodiniRout
    @BinodiniRoutBinodiniRout 2 หลายเดือนก่อน +1

    Right mam ❤❤Jay Nabeen

  • @bikashpatra4644
    @bikashpatra4644 2 หลายเดือนก่อน

    Ekdam Thik katha jaga abe

  • @prakashchandrapattnaik9214
    @prakashchandrapattnaik9214 2 หลายเดือนก่อน +1

    ବେକାର କଥା ଏହି ପ୍ରକାର ଓଡ଼ିଆଙ୍କୁ ପାଣ୍ଡୁ ଶାସନ ଦରକାର

  • @skmustakin5343
    @skmustakin5343 2 หลายเดือนก่อน +3

    Bjp ku vote dele bhala 😂😂😂

  • @ManojPatel-ue3ju
    @ManojPatel-ue3ju 2 หลายเดือนก่อน

    Bjd ବାଲାଙ୍କ ୨୪ ବର୍ଷ ଶାସନ vs BJP ର ୨ ମାସର ଶାସନ କିପରି ତୁଳନୀୟ

  • @SanjuktaLenka-e6b
    @SanjuktaLenka-e6b 2 หลายเดือนก่อน +10

    ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ପୁଣିଆସିବେ ୨୦୨୯ ହରହରମହାଦେବକରନୁ୍ 🎉🎉🎉🎉 ଜଗତରନାଥ ଜଗତନାଥ କରନ୍ତୁ

  • @purnachandrasahoo4780
    @purnachandrasahoo4780 2 หลายเดือนก่อน +1

    Pandu Nirds re Chalichi

  • @KartikchandraPati-r3r
    @KartikchandraPati-r3r 2 หลายเดือนก่อน +1

    Vote payni 500 deaythil. 24barsa pare adhika kana kala

  • @Babaphakiryoutube
    @Babaphakiryoutube 2 หลายเดือนก่อน +5

    ଶଙ୍ଖ କୁ ମାଉସୀ ଭୋଟ ଦେଇଚୁ ମୋଦୀ ନା ଧରିବୁ ନାହିଁ ନବୀନ ପଟ୍ଟନାୟକ ଘରକୁ ଯାଆ ମାଗିବୁ

    • @gitarani2831
      @gitarani2831 2 หลายเดือนก่อน

      ଆରେ, ମାଗିଆ, ତୁମେ, କେତେ, ଜଣ, ପାଇଁ, ଓଡିଶାବାସୀ, କଷ୍ଟ, ପାଉଛନ୍ତି, ତମକୁ, ଦିଶୁନୀ, ମାଗିଆ, ବିଜେପି, କଣ, କରୁଛି, ତମକୁ, ବିଜେପି, ପେଳ, ଦବ, ଅନେକ, ରହ, କୁକୁର, ଶଳା

    • @Babaphakiryoutube
      @Babaphakiryoutube 2 หลายเดือนก่อน +1

      @@gitarani2831 ବୋଲେ ବୋଲେ ଢ଼ାବା ବବି ଦାସ ରଙ୍ଗଶାଳା କୁସୁମା ବେଶ୍ୟାଳୟ ଆଉ ଯାଇ ପାରୁନୁ ଗଲୁ ହେଉଚି ବେଶୀ ଏବେ ମାଳିସାହି ଯା ଗଲୁ ମାରିବୁ

    • @Babaphakiryoutube
      @Babaphakiryoutube 2 หลายเดือนก่อน +1

      @@gitarani2831 କ୍ରୀତଦାସ ଥିଲୁ ରହିବୁ ଘଇତା ପାରିଲା ନାହିଁ ତାମିଲ୍ ଘଇତା କଲୁ ଏବେ ଫାଟୁଛି ପ୍ରବଳ ଭିଡ଼ ନେତାଙ୍କ

    • @NayakRakesh-i5g
      @NayakRakesh-i5g 2 หลายเดือนก่อน

      ​@@gitarani2831re WhatsApp University bjd student👩‍🎓 bjd odisha ru gala congress 2029 paka 🎉 odisha ku poor state bjd gadar baneichhi 😂 Kerala tharu kichhi sikha

  • @prasantapattanaik862
    @prasantapattanaik862 2 หลายเดือนก่อน +8

    ମୋଦୀଙ୍କର ୧୫ ଲକ୍ଷ, ସାହାରା ଟଂକା, ଚିଟଫଣ୍ଡ ଟଂକା,ଭାରତ ଆୟୁଷ୍ମାନ କାର୍ଡ, ଚାକିରି, ଚାଷୀଂକୁ ଟକା୩୦୦୦/- ଭତ୍ତା,ମାଗଣା ବିଜୁଳି, ବର୍ଦ୍ଧିତ ମଜୁରୀ,ଏ ସବୁ କେବେ ହେବ? ସମସ୍ତଙ୍କୁ ମିଳିବ କହିଥିଲେ ନିର୍ବାଚନ ବେଳେ। ଏବେ ଵୁଲୈଇ ବଙ୍କେଇ ନ ଦେବାକୁ ଉପାୟ କରୁଛନ୍ତି। ବାଃ ରେ ବିଜେପି।

  • @sagarkumarnaik585
    @sagarkumarnaik585 2 หลายเดือนก่อน

    ପୁଣି ସ୍ଵାଗତମବିଜେଡି ସରକାର ଓଡ଼ିଶା ❤

  • @kanhumaharana4376
    @kanhumaharana4376 2 หลายเดือนก่อน

    Right 👍👍👍

  • @THE.RSS_BOY
    @THE.RSS_BOY 2 หลายเดือนก่อน

    Hoo BJP ଶାସନରେ ବର୍ଷେ ନ ହେଉଣୁ ଜଦି ଏତେ ପ୍ରଶ୍ନ , ତାହାହେଲେ ମୁ ଭାବୁଛି ସେହି ୨୫ବର୍ଷ ସରକାରରେ କେତେ ପ୍ରଶ୍ନ 😂

  • @KrishnaJena-xx8up
    @KrishnaJena-xx8up 2 หลายเดือนก่อน +16

    BJPODISHA KU LUTIBA

  • @FAKIRJENA-du2zs
    @FAKIRJENA-du2zs 2 หลายเดือนก่อน

    ବୁଢ଼ା ବୁଢ଼ୀ ଅଭିଶାପ ପଡୁ ପଛେ ମହିଳା ଓ ଚାଷୀ ର ଆଶୀର୍ବାଦ ତ ପଡିବ। ସେତିକିରେ BJP କୁ ଯାହା ଭୋଟ ଆସିବ ଯଥେଷ୍ଟ। ପାଣ୍ଡୁ ନବୀନ ଯୋଡ଼ି ବୁଢ଼ା ବୁଢ଼ି କୁ ୩୦୦୦ ନ ଦେଲେ କାହିଁକି?

  • @kalicharanmahapatra885
    @kalicharanmahapatra885 2 หลายเดือนก่อน

    ଏ ମୀତୀ 24ବର୍ଷ ଚାଲିଥିଲା ଲୋକେ24ବର୍ଷ ହେଲା କଂଗ୍ରେସ କୁ ବା bjp କୁ ଭୋଟ ଦେଲେ ସବୁ ଯାଉଥିଲା ସେଇ bjd କୁ ଏବେ ଲୋକେ ଓ ସବୁ ରାଜନୈତିକ ଦଳ bjd କୁ ଚିହ୍ନି ଦେଲେ ଟ ତାତୁଛି ଏରେ ତମେ ନିଜକୁ ପ୍ରଚାର ତମେ ନବୀନ କୁ ଭୋଟ ଦେଇଥିଲା ନା ପାଣ୍ଡୁ କୁ ଆଉ bjp ଭୁଲ କରୁଛି କହିବା କଥା ବଡ଼ ବଡ଼ bjd ନେତା ଅଫିସର ମାନେ ହଡ଼ପ କରି ଥିବା ଓଡ଼ିଶା ଧନ ବାହାରକୁ ଆସିଯାଇଛି ଲୋକେ ଜାଣିଛନ୍ତି,ଆଗରୁ କେବଳ ପାଣ୍ଡୁ ଜାଣିଲା ସବୁକାମ ସରିଲା

  • @Sitalhansdaofficialchanel2024
    @Sitalhansdaofficialchanel2024 2 หลายเดือนก่อน

    ମରିଯିବ BJD

  • @JayasenMallick
    @JayasenMallick 2 หลายเดือนก่อน

    କାଳିଆ ଯୋଜନା ରେ 10ହଜାର କହି bjd 4000ଦେଲେ, ସେତେବେଳେ କାଇଁ ଏ ଭଳି ସଚେତନ କରୁ ନ ଥିଲେ ତ?

  • @kanhudas3308
    @kanhudas3308 2 หลายเดือนก่อน

    ଆଉ ଥରେ evm ତ୍ରୁଟି ଜଗୁ ବିଜେପି ଜିତିଛି ଆଉ ଥରେ vot ହବା ଦରକାର

  • @bhagabansahu6811
    @bhagabansahu6811 2 หลายเดือนก่อน +1

    ବୁଦ୍ଧ ଭତା 3000ଆଗେହେଉ ,, 80ବରଷ କିଏ ନଥିବ 60 ବରଷ କରାଯାଉ