2024 Election News: ବ୍ରହ୍ମପୁରରେ ପଲଟିଗଲା ବାଜି ! Berhampur Election | BJD | BJP | Congress | Odia News

แชร์
ฝัง
  • เผยแพร่เมื่อ 21 พ.ย. 2024

ความคิดเห็น • 709

  • @surendranathsatapathy8654
    @surendranathsatapathy8654 6 หลายเดือนก่อน +41

    ବ୍ରହ୍ମପୁର ସହର ର ରାସ୍ତା ଘାଟ ବହୁତ କଦର୍ଯ୍ୟ. ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ. ଜୟ ହିନ୍ଦ.

  • @BharatiHati-f7n
    @BharatiHati-f7n 6 หลายเดือนก่อน +17

    ଜୁନ ମାସ 8 ତାରିଖ ଦିନରୁ ଏଲେକ୍ଟ୍ରି ବିଲ ବନ୍ଦ କରିବାକୁ ପାଣ୍ଡିଆନ କହିଥିଲେ କିନ୍ତୁ 13 ତାରିଖ ହୋଇନି ଏଲେକ୍ଟ୍ରୀ ବିଲ ମାଗି ଆସିଲେଣି ଛି ଛି ନବୀନ ଛି ଛି ପାଣ୍ଡିଆନ ଜୟ ମୋଦି ଜୟ ଶ୍ରୀ ରାମ

  • @raghunathpanda5000
    @raghunathpanda5000 6 หลายเดือนก่อน +56

    ବିଜେଡି ହାରିବା ଭୟ ରେ ମିଛ କହିବାକୁ ପଛଉନି।

  • @neelsworld4867
    @neelsworld4867 6 หลายเดือนก่อน +7

    ଉଭୟ BJP ଓ BJD ପ୍ରତାରଣା କରୁଛନ୍ତି। ଦେଶ ଓ ରାଜ୍ୟର ପରିସ୍ଥିତି ଶୋଚନୀୟ। ଦକ୍ଷିଣ ଓଡ଼ିଶାର ସ୍ଥିତି ଆହୁରି ଖରାପ୍।

  • @ullashkumarswain4487
    @ullashkumarswain4487 6 หลายเดือนก่อน +5

    ଅବିଭକ୍ତ ଗଞ୍ଜାମ ଜିଲ୍ଲା ଏସିଆ ମହାଦେଶର ଦାଦନ ପ୍ରବଣ ଜିଲ୍ଲା ଭାବେ ପରିଚିତ ହୋଇଛି ।

  • @pramoddalai5182
    @pramoddalai5182 6 หลายเดือนก่อน +5

    ମଦର ସିନ୍ଧୁ। ଦାଦନର ଜର୍ଜରିତ ରକ୍ତ ବିନ୍ଦୁ।

  • @trinathmahanta7322
    @trinathmahanta7322 6 หลายเดือนก่อน +2

    ଯାହାମୁଁ ଦେଖିଲି ବିଜେଡି ହଟା ଯଉ

  • @pravatmandal6602
    @pravatmandal6602 6 หลายเดือนก่อน +75

    CM ର ନିର୍ବାଚନ ମଣ୍ଡଳୀରେ ରାସ୍ତା କଡ଼ରେ ଝାଡ଼ା ଫେରୁଛନ୍ତି, ସୋରଡ଼ା ର ଗୌଡୋଠ ବାଲିନାଳରେ ରାସ୍ତା ନାହିଁ । ଏଇଟା ହିଁ ନବୀନ ର ବିକାଶ

    • @musicsanjimusic6430
      @musicsanjimusic6430 6 หลายเดือนก่อน +7

      ଓଡ଼ିଶା ଲୋକଙ୍କୁ ହାଗେଇ ବାକୁ BJP ଯୋଜନା କରୁଛି

    • @AmarLenka-m6v
      @AmarLenka-m6v 6 หลายเดือนก่อน +1

      Thik katha

    • @gopumotivator
      @gopumotivator 6 หลายเดือนก่อน +1

      ​@@musicsanjimusic6430😂😂😂😂😂😂

    • @SarbeswarNayak-hz4uh
      @SarbeswarNayak-hz4uh 6 หลายเดือนก่อน

      ​@@gopumotivator.1tttttttty4rmym4ym4m4hm4hk4k4krrjktjkyytmiimimikkmiiikiiiiiimimikikiķ 1:21

    • @abnaik1958
      @abnaik1958 6 หลายเดือนก่อน

      Aa,😊ls​@@musicsanjimusic6430

  • @umakantapatra471
    @umakantapatra471 6 หลายเดือนก่อน +43

    ଦାଦନ ଅଧିକ

  • @prakashmajhi7201
    @prakashmajhi7201 6 หลายเดือนก่อน +2

    Jay sriram

  • @ramakantpadhi3803
    @ramakantpadhi3803 6 หลายเดือนก่อน +3

    କଂଗ୍ରେସ ଶାସନ ବେଳେ ସାରା ଭାରତରେ ଭିକାରୀ ସଂଖ୍ୟା ବୃଦ୍ଧି ହୋଇଥିଲା, ଯାହାକି ଜମ୍ମୁ -କାସ୍ମିର୍ ପାକିସ୍ତାନ ନେଇଯାଇଥାନ୍ତା। ମୋଦୀଙ୍କ ଯୋଗୁଁ ତାହା ଭାରତର ହୋଇପାରିଲା ଓ ପାକିସ୍ତାନ ଥାଳ ଧରିବାକୁ ବାଧ୍ୟ ହୋଇଛି ।

  • @santoshkumarsamantaray5389
    @santoshkumarsamantaray5389 6 หลายเดือนก่อน +33

    BJP BJP BJP BJP BJP BJP 🔥🔥🔥

    • @AmarLenka-m6v
      @AmarLenka-m6v 6 หลายเดือนก่อน

      I love BJP ❤️

    • @SubashMallick-pv7rn
      @SubashMallick-pv7rn 6 หลายเดือนก่อน +1

      Balo

    • @evll_yt
      @evll_yt 2 หลายเดือนก่อน

      ​@@AmarLenka-m6v😊pj

  • @sudeepdeepak2905
    @sudeepdeepak2905 6 หลายเดือนก่อน +49

    ଆଜ୍ଞା ବାଜି ପଲଟିଗଲା। ଏଥର ବିଜେପି କ୍ଲିନ୍ ସ୍ବିପ୍ ମାରିବ ବ୍ରହ୍ମପୁର ରେ। 👍👍👍👍👍👍👍👍

  • @narayansahu2157
    @narayansahu2157 6 หลายเดือนก่อน +3

    Thaks.medam

  • @MalatiKisku-ri2db
    @MalatiKisku-ri2db 6 หลายเดือนก่อน +4

    Right kohichhonti bhai

  • @GdvbHuyan-cc8mg
    @GdvbHuyan-cc8mg 6 หลายเดือนก่อน +40

    ଆମେ BJP କୁ 100% ଭୋଟ ଦବୁ,ଜୟ ଶ୍ରୀ ରାମ

  • @SatrughanNayak-qf1rt
    @SatrughanNayak-qf1rt 6 หลายเดือนก่อน +37

    ସାରା ଓଡ଼ିଶା ୨୫ବର୍ଷ ପଛରେ ପଡ଼ି ରହିଛି, 2000ମସିହା ରେ ଓଡ଼ିଶା ଯେଉଁଠି ଥିଲା ଏବେବି ସେଇଠି ଅଛି

  • @debendranarayandash9040
    @debendranarayandash9040 6 หลายเดือนก่อน +35

    ୨୫ 0: ବର୍ଷ ହୋଇଗଲା ଥରେ ସରକାର ପରିବର୍ତ୍ତନ କରି ଦେଖ

  • @gopinathsahu4343
    @gopinathsahu4343 6 หลายเดือนก่อน +1

    କେହି ନୁହଁନ୍ତି ଓଡିଶାର ବିକାଶ ପାଇଂ

  • @PankajDash-im9nw
    @PankajDash-im9nw 6 หลายเดือนก่อน +61

    ବିଜେପି ଜିତିବ ଲେଖିଦିଅ

    • @dpapeyapatra9771
      @dpapeyapatra9771 6 หลายเดือนก่อน +5

      bjp jindabad

    • @kushalokai2138
      @kushalokai2138 6 หลายเดือนก่อน +1

      ଜୟ ଶ୍ରୀ ରାମ ❤❤❤

    • @Banamalinanda-fg5ll
      @Banamalinanda-fg5ll 6 หลายเดือนก่อน

      😅😅😅😊​@@kushalokai2138

    • @TapanMandal-sx6pn
      @TapanMandal-sx6pn 6 หลายเดือนก่อน

      ​@@kushalokai2138କରିବାକୁ ତାଙ୍

  • @balaramodiavlogs9747
    @balaramodiavlogs9747 6 หลายเดือนก่อน

    ଜୟ ଜଗନ୍ନାଥ ଏଥର ବିଜେପି

  • @hrusikeshgadtia6332
    @hrusikeshgadtia6332 6 หลายเดือนก่อน +31

    ବ୍ରହ୍ମପୁର ସହର ଭିତର ରାସ୍ତା ବୋଧେ ବିଜେଡି ନେତା ଦେଖି ନାହାଁନ୍ତି ।

  • @SudhakarJena-x4v
    @SudhakarJena-x4v 6 หลายเดือนก่อน +4

    Jaysriram

  • @samirsethi3803
    @samirsethi3803 6 หลายเดือนก่อน +7

    ବିଜେଡି ଶାସନ କାଳରେ କେବଳ ଦାଦନ ସଂଖ୍ୟା ଅଧିକ ବଢ଼ିଛି

  • @ODISHA-VOLG
    @ODISHA-VOLG 6 หลายเดือนก่อน +54

    New ସରକାର bjp ❤️❤️❤️ଜୟ ଶ୍ରୀରାମ

    • @8.1ksubscribes
      @8.1ksubscribes 6 หลายเดือนก่อน +1

      Madar Chad BJP ku kn pai deuchha

  • @sanjaybhanja5986
    @sanjaybhanja5986 6 หลายเดือนก่อน +35

    BJP Sarkar abiki bar

    • @anandrout9784
      @anandrout9784 6 หลายเดือนก่อน +3

      Chatua khaiba bjdjiteiba

  • @NewSuperMusicofficial
    @NewSuperMusicofficial 6 หลายเดือนก่อน +3

    ଆଜ୍ଞା ଓରିଶା ରେ କୋଉଠି ଗୋଟେ ଭଲ ଶିକ୍ଷକ ନାହାନ୍ତି କି ସ୍ବାସ୍ଥ୍ୟ ଦେଖିଲେ ଗୋଟେ ଡାକ୍ତର ନାହାନ୍ତି
    ଏହାକୁ ଦୟାକରି ଠିକ୍ କର ।
    ଆଇତ ଅଭିଯୋଗ କନ୍ଧମାଳରୁ

  • @kalisankarrath8404
    @kalisankarrath8404 6 หลายเดือนก่อน +11

    ପଣ୍ଡା ବାବୁ ତମ ସରକାର ର ପାରିବା ପଣିଆ ଦାଣ୍ଡ ରେ ପଢି ହାଟ ରେ ଗଡୁଛି
    ତମ ସରକାର ତେଲ ମରା ସରକାର ତମ ସରକାର ମଦୁଆ ବେଧୁଆ ନାରି ହତ୍ୟାକାଣ୍ଡ କରିବାର ସରକାର
    ବିକାଶ ନା ରେ ବିନାଶ
    ବିକାଶ ନା ରେ ମଦ ଦୋକାନ ଖୋଲିବା
    ବାହାର ରାଜ୍ୟ ରେ ଦାଦନ ଶ୍ରମିକ ଙ୍କ ଖଟି ଜାହା ରୋଜଗାର କରି ପରିବାର ପରିପୋଷକ କରିବା
    ଏ ହେଉଛି ୨୫ ବର୍ଷ ର ସରକାର ଛି ଛି

  • @Akashforyou07
    @Akashforyou07 6 หลายเดือนก่อน +3

    MKCG ମେଡିକାଲ୍ ରେ ବେଡ୍ ନଥିବାରୁ ଦୁଇଦିନ ଧରି ମୋ ସମ୍ପର୍କୀୟ ପଡି ରହିଥିଲେ ଓ ପରେ ତାଙ୍କୁ ବେଡମିଳିଲା କିନ୍ତୁ ଭଲ ସୁବିଧା ନ ଥିବାରୁ ସେ ପ୍ରାଣ ତ୍ୟାଗ କଲେ । ଧନ୍ୟାବାଦ

  • @ghasirammurmu6544
    @ghasirammurmu6544 6 หลายเดือนก่อน +3

    ଏଥର କଂଗ୍ରେସ ନିଶ୍ଚୟ ଭଟ ପାଇବ l BJP BJD ଦୁଇ ଭାଇ ଲୋକମାନଙ୍କୁ 20 ବର୍ଷ ବହୁତ ରକ୍ତ ଶସିଛନ୍ତି l

  • @karanrout8635
    @karanrout8635 6 หลายเดือนก่อน +68

    ଫଳାଫଳ kn କହିବ??? ସାଧାରଣ ଲୋକଙ୍କୁ ମାନଙ୍କୁ ପଇସା, ମଦ ଏବଂ ମାଂସ ଦେଇ ଭୋଟ ନେଉଛି ବିଜେଡି??? 👆🏻👆🏻👆🏻

  • @subratbeura6735
    @subratbeura6735 6 หลายเดือนก่อน +41

    Boycotting bjd

  • @hemantakumarmohanty849
    @hemantakumarmohanty849 6 หลายเดือนก่อน +9

    ବିଜେଡି ପ୍ରଵକ୍ତା ମହା ଗାଲୁଆ

  • @HemaPradhan-op9lm
    @HemaPradhan-op9lm 6 หลายเดือนก่อน +2

    24, ବର୍ଷ ପରେ ଆଉରି,ବାକି, ରହିଲା,bjd, ସରକାର, ଦରକାର, ନାହିଁ

  • @ABCDE-s4k
    @ABCDE-s4k 6 หลายเดือนก่อน +6

    ବିଗତ କୌଣସି ସରକାର ଶିକ୍ଷା କୁ ଗୁରୁତ୍ୱ ଦେଲେନାହିଁ। ଏବେ ଆମେ ବିଜେପି କୁ ଭୋଟ ଦେଇ ଦେଖିବା।

  • @kararokikumar7289
    @kararokikumar7289 6 หลายเดือนก่อน +5

    ବିକାଶ ଆସ୍କା ସୂତାକଳ ବନ୍ଦ ଅଛି ଦୀର୍ଘ 12ବର୍ଷ ହେଲା ସେଟା ଦେଖା ଯାଉନି ବିଜେଡି ସରକାର କୁ ଯୋଉଠି 1200ସହ ରୁ 1500ଲୋକଙ୍କୁ କାମ କରୁଥିଲେ 😂😭😭

  • @tmcreation26
    @tmcreation26 6 หลายเดือนก่อน +5

    ବିଜେଡ଼ି ପାଇଁ ପଦେ
    ଉପରେ ଚିକଣା ଭିତରେ ଫମ୍ପା
    ଉଦାହରଣ- ମୂଳ ଦ୍ୟୁଆର ହେଲା ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଭିତରୁ ବୁଲି ଆସନ୍ତୁ ।
    ଆପଣ ମାନେ ଖୁସିତ 🤔❓
    I love Modi 🎉

  • @Manojsahukrishna
    @Manojsahukrishna 6 หลายเดือนก่อน +10

    ଜୟ ଶ୍ରୀ ରାମ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ ଜି 🙏🪷🙏🌲🇮🇳🚩

  • @bhagabanapolei2304
    @bhagabanapolei2304 6 หลายเดือนก่อน +3

    👍👍 right

  • @pratapnayak8499
    @pratapnayak8499 6 หลายเดือนก่อน +4

    Berhampur re BJP win Kariba 100% Jay ho Modi ji

  • @asitpatnaik6135
    @asitpatnaik6135 6 หลายเดือนก่อน +11

    Education system Zero

  • @pramoddalai5182
    @pramoddalai5182 6 หลายเดือนก่อน +3

    ପୁରାତନ ଗଞ୍ଜାମ ସ୍ଵର୍ଣ୍ଣମୟ ଇତିହାସରେ ଲିପିବଦ୍ଧ।କିନ୍ତୁ ଆଜିର ଗଞ୍ଜାମ ମଦମୃତ୍ୟୁ,ଦାଦନ ଶ୍ରମିକ ଅନ୍ୟ ଜିଲ୍ଲା ଲୋକ ଆମକୁ ମାଟିଆ ବୋଲି ଡାକନ୍ତି।ଜାତୀୟ ରାଜପଥ ଓ ରଜ୍ୟରାଜପଥ ଦେଇ ଗଲାବେଳେ ରାସ୍ତା କଡ଼ରେ ଲୋକ ମଳତ୍ୟାଗ କରିବା ବଡ ଲଜ୍ଜ୍ୟାର କଥା ।ଏହା କଣ ଗଞ୍ଜାମ ଜିଲ୍ଲାର ଉନ୍ନତୀକରଣ ।ଆଉ ଗାଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ସଂଯୋଗ ହେଇଛି।

  • @SPShort7422
    @SPShort7422 6 หลายเดือนก่อน +2

    ଦାଦନ ଖାଉଛନ୍ତି କାହିଁକି

  • @abanipradhan
    @abanipradhan 6 หลายเดือนก่อน

    BJD ହଟିଲେ ଓଡ଼ିଶା ସୁଧୁରିବ

  • @pramoddalai5182
    @pramoddalai5182 6 หลายเดือนก่อน +5

    କୌଣସି ସରକାର ଉନ୍ନତି କରିପାରିବେ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ଆମେ ସଚେତନ ହୋଇନାହାନ୍ତି।

  • @ashokpati4792
    @ashokpati4792 6 หลายเดือนก่อน +4

    ମୋଟାମୋଟି ଭାବେ ଆପଣ ଏତିକି ଅବଶ୍ୟ ବିଶ୍ୱାସ କରିବେ ଯେ ଆଗ ସରକାରଙ୍କ ଅପେକ୍ଷା ବର୍ତ୍ତମାନର ସରକାର ବହୁଗୁଣରେ ଭଲ କାମ କରିଛନ୍ତି ଏବଂ ଆଗକୁ ଡବଲ ଇଞ୍ଜିନ ସରକାର ବର୍ତ୍ତମାନର ସରକାରଙ୍କ ଅପେକ୍ଷା ରାଜ୍ୟରେ ଶତଗୁଣ ଭଲ ଶାସନ ତଥା ବିକାଶ କରିବ ।

  • @freefirebhooyah48996
    @freefirebhooyah48996 6 หลายเดือนก่อน +4

    Right 100% mam

  • @PATITAPABANPRADHAN-jd6nt
    @PATITAPABANPRADHAN-jd6nt 6 หลายเดือนก่อน +8

    ONLY BJD, କଂଗ୍ରେସ ୭୦ଵର୍ଷରେ କଣ କରିଛି? ବିଜେପି ଦେଶ ବିକିବା ରେ ନମ୍ବର ୧

  • @Sambalpur955
    @Sambalpur955 6 หลายเดือนก่อน +10

    ସବୁଠୁ ଅଧିକ ମଦ ଦୋକାନ ଗଞ୍ଜାମ ରେ, ସବୁଠୁ ଅଧିକା ଦାଦନ ଶ୍ରମିକ ଗଞ୍ଜାମ ରୁ, ଏଇଟା ବିକାଶ, ଲଷ୍ମୀ ବସ ର ମାଲିକ ବି ତାମିଲନାଡୁ ରୁ, ଏଥର ପରିବର୍ତନ ହେବ ଆଉ ସବୁଆଡେ ପଦ୍ମ ର ସୁନାମି ଆସିବ

    • @gopinathdas790
      @gopinathdas790 2 หลายเดือนก่อน

      ଧୋକା ଦଳ BJP michkathre bhasigale gajam ବାସି

  • @rout-family3030
    @rout-family3030 6 หลายเดือนก่อน +4

    Last 25years A dark period।

  • @abhimanyujena4275
    @abhimanyujena4275 6 หลายเดือนก่อน +15

    Padma asiba

  • @mohandassundarbhoi9261
    @mohandassundarbhoi9261 6 หลายเดือนก่อน +9

    ଦେଶର କୌଣସି ପାର୍ଟି ବିକାଶ କରି ନାହାନ୍ତି କି କରିବେ ନାହିଁ କାରଣ ସେମାନେ ତିନୋଟି ରଙ୍ଗର ବସ୍ତ୍ର ପରିଧାନ କରିଥିବା ଗୋଟିଏ ବ୍ୟକ୍ତି

  • @freefirebhooyah48996
    @freefirebhooyah48996 6 หลายเดือนก่อน +2

    BJD ର ଅଳିଆ ହଟାଅ ଭାଇ

  • @pramoddalai5182
    @pramoddalai5182 6 หลายเดือนก่อน +6

    5t ସ୍କୁଲ ଯଦି ଏକ ଆଦର୍ଶ ବିଦ୍ୟାଳୟ ତେବେ 5t ସଚିବ/5ଟି ଅଧ୍ୟକ୍ଷ V.K.Pandiyan ଙ୍କ ଝିଅ କାହିଁକି Sai International School ରେ ପଢୁଛି। ତାମାନେ 5ଟି ଅଧ୍ୟକ୍ଷ ଙ୍କ ମଧ୍ୟ 5ଟି School ଉପରେ ଭରସା ନାହିଁ।

  • @rajnikant3255
    @rajnikant3255 6 หลายเดือนก่อน +2

    25 ବର୍ଷ ହେଲା law and order ପରିସ୍ଥିତି ସୁଧାରି ପାରିଲେ ନାହିଁ......

  • @educationlearningritu3601
    @educationlearningritu3601 6 หลายเดือนก่อน +1

    Samaya badalila salary bi change hebo

  • @ganeshpradhan3052
    @ganeshpradhan3052 6 หลายเดือนก่อน +12

    Right katha kahile madam

  • @kalicharanmishra6309
    @kalicharanmishra6309 6 หลายเดือนก่อน +3

    Kichhi vikash nahi.... ଏ ସରକାର କିଛି କରିନି.... ଏ ପଣ୍ଡା ବାବୁ ସବୁ ମିଛ କହୁଛନ୍ତି.... ଯଦି କହିବ ଆମେ picture send କରିବୁ

  • @Rohitmixingvideo
    @Rohitmixingvideo 6 หลายเดือนก่อน +1

    ନବୀନ ମରିବ ଲେଖାଛିଡ଼ିବ 😂😂 ଆଉ 2ବର୍ଷ ଭିତରେ ଚାଲିଯିବ 😂😂

  • @karunakarkisan1143
    @karunakarkisan1143 6 หลายเดือนก่อน +2

    ବିଜେଡି କିଛି କରିପାରୁନି BJP ସବୁ ଭଲ କରିପାରିବ ସେ ଗ୍ୟାରେଣ୍ଟି କିଏ ଦେବା ,?

  • @asitpatnaik6135
    @asitpatnaik6135 6 หลายเดือนก่อน +6

    Employment totally nhi

  • @brundabansahoo8860
    @brundabansahoo8860 6 หลายเดือนก่อน +2

    ପ୍ରକୃତର ଭାଇ କହିଲ ଏକ ମାତ୍ର ମୁଖ୍ୟମନ୍ତ୍ରୀ ନବିନା ଯିଏ ଏକ ନମ୍ବର ମଦୁଆ ଯିଏ ମଦପିଇ ଘରେ ଶୋଇ ବିଧାନସଭା ଯାଏ ନାହିଁ ।

  • @Gamingofficiallife4194
    @Gamingofficiallife4194 6 หลายเดือนก่อน +1

    କଂଗ୍ରେସ party ଜିନ୍ଦାବାଦ

  • @trinathmahanta7322
    @trinathmahanta7322 6 หลายเดือนก่อน +2

    ସବୁ ଏଠିଚୁର ଆମ ଗାଁ ରେ ଘରେ ଘରେ ପାଣି ସୁବିଧା ନାହିଁ ରାସ୍ତା ଯଉ କରିଛନ୍ତି ସିମେଣ୍ଟ ଧଇଁ ଗଲାଣି 😭😭ନଈରେ ଚେକ ଡେମ ତିଆରି କରୁଛ କିନ୍ତୁ ପାଣି ନାହିଁ ବିଜେଡି ଵାଲା କାମ କରି ମଦ ମାସ ଖାଇ ଲୁକଙ୍କୁ ଭକୁଆ ବନେଇ ଧନ୍ଧା ଚଲେଇଛନ୍ତି

  • @mohandassundarbhoi9261
    @mohandassundarbhoi9261 6 หลายเดือนก่อน +3

    ଜନତାଙ୍କ ନିର୍ଦଳିୟ ଜବାବ୍ , ବହୁତ୍ ସୁନ୍ଦର୍

  • @naratamosahu2961
    @naratamosahu2961 6 หลายเดือนก่อน +2

    Berhampur re ରହିକି କହିଲେ କଣ ହେବ ଟିକେ ଉପାନ୍ତ ଇଲାକା କୁ ଆସି ଦେଖନ୍ତୁ

  • @sanianayak3925
    @sanianayak3925 6 หลายเดือนก่อน

    କଗ୍ରେସ୍ , ବିଜେଡି ମିସିକି ଲୁଚିଲେ ,ବିଜେପି ସରକାର ବିକାଶ ଜାଣିବା

  • @arunkumarpani1491
    @arunkumarpani1491 6 หลายเดือนก่อน +2

    ବିଜେପି କୁ ମୋର ପ୍ରଶ୍ନ ପୃଥିବୀର ପଞ୍ଚମ ଅର୍ଥନୀତି ବୋଲି କହି ମୁଣ୍ଡପିଛା ଋଣ ବଢ଼ାଇଲେ , ଋଣରେ ଥାଇ କି ବୃହତ ଅର୍ଥ ବ୍ୟବସ୍ଥା କହିବାଟା ବାହାସ୍ପଟ ଅଟେ l

  • @LovelyLaboratory-fv1lb
    @LovelyLaboratory-fv1lb 6 หลายเดือนก่อน +1

    Thik kahichhanti

  • @pramoddalai5182
    @pramoddalai5182 6 หลายเดือนก่อน +2

    ଶିକ୍ଷିତ ଶିକ୍ଷକ ନିୟୋଜିତ ହୋଇନାହାନ୍ତି।୧୦ରୁ ୧୫ଲକ୍ଷ ଦେଲେ High School ଶିକ୍ଷକ।

  • @hemantakumarmohanty849
    @hemantakumarmohanty849 6 หลายเดือนก่อน +2

    ବିଜେପି ହିଁ ଜିତିବ

  • @user-rdbabu143
    @user-rdbabu143 6 หลายเดือนก่อน +25

    ଭାଇ ମାନେ ଗୋଟେ କଥା କହିବି, ଗୋଟେ ଦଳ 21 ବର୍ଷ ଶାସନ କଲାଣି, ଆଉ ତା ଶାସନ ଆମେ ଦେଖି ସାରିଲୁଣି, ଆଉ ଗୋଟେ ଦଳ କୁ ଚାନ୍ସ ଦବା ଦରକାର୍, ମୋର କହିବା ମାନେ ଗୋଟେ ସାଇଡି ର କଥା ଶୁଣି କିଏ ଠିକ୍ କିଏ ଭୁଲ୍ ବିଚାର କରା ଯାଏନି, ଆଉ ମୋ ମତ ରେ ଗୋଟେ ଥର ଆମ ଓଡ଼ିଶା କୁ bjp ଆସିବା ଦରକାର୍ ଆଉ ତା ଶାସନ କେମିତି ଆମେ ଦେଖିବା, ତା ପରେ ଆମେ ବିଚାର କରିବା କିଏ ଠିକ୍ ଆଉ କିଏ କଥା କହିବା କପିଳା

    • @mangalmangal6629
      @mangalmangal6629 6 หลายเดือนก่อน

      Right

    • @sunilrao3961
      @sunilrao3961 6 หลายเดือนก่อน +1

      Right Andhra re 5 years re jemiti change heuchi Semitic kora jau

    • @Boombastic-pe9ri
      @Boombastic-pe9ri 6 หลายเดือนก่อน

      100% ଠିକ୍ କହିଲ

  • @abhimanyujena4275
    @abhimanyujena4275 6 หลายเดือนก่อน +14

    BJD govt karichhi kan? Schoolre teacher nahanti Medical re Doctor nahanti bahut bikas karichhi.

  • @DhabaleswarPanigrahi
    @DhabaleswarPanigrahi 6 หลายเดือนก่อน

    Jay congress jay brahmpur

  • @prabhatpradhan7300
    @prabhatpradhan7300 6 หลายเดือนก่อน +2

    ଆମର ସବୁ ସୁରତ ବଦଳରେ ଆମର ସବୁ ଓଡିଶା କରିବାର ଦିନ ଆସିଛି l ଓଡିଶାବାସୀ ଓଡ଼ିଶା ମାଟିରେ ବଞ୍ଚିବା ମାରିବା ଚାଁହୁଛି l ନିଜର ଆତ୍ମୀୟସ୍ୱଜନଙ୍କୁ ଛାଡି ପଦାରେ ଜାଇ କାହା ପାଦତଳେ ମୁଣ୍ଡ ନୁଆଇଁବା ଚାଁହୁନୁ l ଆମେ ହେଲୁ କଳିଙ୍ଗ ବୀର l କଳିଙ୍ଗ ଭୀରୁ ନୁହଁ l

  • @niranjanpradhan4911
    @niranjanpradhan4911 6 หลายเดือนก่อน +3

    After the election, can laxmi bus go on roads or stay in garrage thanks.

  • @Mr.CTG.krishna.
    @Mr.CTG.krishna. 6 หลายเดือนก่อน +6

    ସତ କଥା କହିଲେ ମାଉସୀ ❤️

  • @rabiparida9482
    @rabiparida9482 6 หลายเดือนก่อน +2

    ସତରେ ଏ ବିଜେଡି ନେତାଙ୍କ ର ଲାଜ ସରମ ବୋଲି କିଛି ନାହିଁ। ନିଜେ କିର୍ତଦାସ ଏବଂ ଓଡିଆ କୁଂ କିର୍ତଦାସ କରିବାପାଇଁ ଲାଗି ପଡିଛନ୍ତି। ସେଇଥିପାଇଁ ତ ଗଂଜାମ ଜିଲ୍ଲା କୁ ଏମିତି ଜଣେ ମହିଳା କୁଂ ସାଂସଦ କରିଦେଲେ ଯିଏ କି ଶାସନ କଣ ଯାଣିନାହାଁନ୍ତି।

  • @anandaparida5966
    @anandaparida5966 6 หลายเดือนก่อน

    ଭାଈ ତମ କଥା କେଏ ଶୁଣୁଛି ବିଜେଡି ବିଧାୟ କର

  • @amiya1k
    @amiya1k 6 หลายเดือนก่อน

    କଂଗ୍ରେସ କୁ ଭୋଟର ଦିଅନ୍ତୁ

  • @jayakrishnapanda5424
    @jayakrishnapanda5424 6 หลายเดือนก่อน +15

    Bjd party destroyed the economy of Odisha

  • @dwarikanathmishra3818
    @dwarikanathmishra3818 6 หลายเดือนก่อน

    Au kehi nuhein onlyBJD, onlyBJD,BJD

  • @sunilranjanbhol1805
    @sunilranjanbhol1805 6 หลายเดือนก่อน +9

    ବିକାଶ ଏକ ନିରନ୍ତର ପ୍ରକ୍ରିୟ । ଏକାଳ କଥା ଆମେ ୨୫ ବର୍ଷ ହେବ ସୁଣୁଛି

  • @mangulidehuri5553
    @mangulidehuri5553 6 หลายเดือนก่อน +2

    କିଆଫୁଲ ର ମହକ କୁ ପଛରେ ପକେଇ ଆସ୍କା -40 ସାରା ଓଡ଼ିଶାକୁ ଦୂର୍ଗନ୍ଧ ମୟ କରିବା ସହିତ ରାଜସ୍ବ ନାଆଁ ରେ ନବୀନା ଦଳର ପାଣ୍ଠି ସ‌ହିତ ନେତା , ମନ୍ତ୍ରୀ କୁଜି ନେତାଙ୍କ ପାଣ୍ଠିର ବିକାଶ ବୃଦ୍ଧି କରିବାରେ ସହାୟକ ହୋଇଛି।😢

  • @arajkarad4392
    @arajkarad4392 6 หลายเดือนก่อน +3

    Odisha sabu state tharu pachare rahichi karana sabu tanka Tamil , Andhra jauchhi odisha lakar dadana jibata thik

  • @Rajibkumar3868
    @Rajibkumar3868 6 หลายเดือนก่อน

    Only congress is great

  • @GokulchandraSamal
    @GokulchandraSamal 6 หลายเดือนก่อน

    ମିଛୁଆ ନେତା ଭଲ ଅଭିନୟ କରୁଛି

  • @sobhasundarpatra4824
    @sobhasundarpatra4824 6 หลายเดือนก่อน +21

    ନମ୍ୱର୍ ପ୍ଲେଟ ଚେଇଞ୍ଜି କଲେ ଟଙ୍କା ପାଉଛନ୍ତି ଫାଇନ୍ ପାଇଛନ୍ତି ରାସ୍ତା ଆମ ଟଙ୍କାରେ ହେଲା

    • @Gamingofficiallife4194
      @Gamingofficiallife4194 6 หลายเดือนก่อน

      କଂଗ୍ରେସ ପାର୍ଟି ଜିନ୍ଦାବାଦ

    • @gopumotivator
      @gopumotivator 6 หลายเดือนก่อน

      ​@@Gamingofficiallife4194bjp jindabad

  • @manojlakra4441
    @manojlakra4441 6 หลายเดือนก่อน

    ବିଜେପି ଜିତିବ

  • @sanianayak3925
    @sanianayak3925 6 หลายเดือนก่อน

    Jai Sri ram

  • @sushilmarndi5995
    @sushilmarndi5995 6 หลายเดือนก่อน

    Congress can change the odisha

  • @tapanswain2686
    @tapanswain2686 6 หลายเดือนก่อน +6

    B j p west on odsa

  • @BabulaPradhan-t7w
    @BabulaPradhan-t7w 6 หลายเดือนก่อน +1

    BJP jindabad Jay sri ram jai jagarnath

  • @gopinathkhandei6207
    @gopinathkhandei6207 6 หลายเดือนก่อน

    Nice saar

  • @Akhilpandit-t2y
    @Akhilpandit-t2y 6 หลายเดือนก่อน

    Jai shree Ram Jai BJP

  • @AbhiBharhia
    @AbhiBharhia 6 หลายเดือนก่อน

    Right madam

  • @debadutta3481
    @debadutta3481 6 หลายเดือนก่อน +7

    ଓ ବାବୁ ରାଜ୍ୟ କିଏ ଚଳଉଛିକି ?

  • @PankajDash-im9nw
    @PankajDash-im9nw 6 หลายเดือนก่อน

    ବିଜେଡି ନେତା ଗୁଡାକ ଗାଲୁଆ ଙ୍କ ବାରବାଟୀ ଚାଷ

  • @pugulusutar3569
    @pugulusutar3569 6 หลายเดือนก่อน

    ଗାଲୁଆ ବିଜେଡି ।

  • @suryanarayanpanigrahi1386
    @suryanarayanpanigrahi1386 6 หลายเดือนก่อน

    Ethara Odisha re BJP 100% Jjitiba