ପାଣ୍ଡିଆନଙ୍କୁ ପୁଣି ଟାର୍ଗେଟ କଲେ ବିଜେଡି ନେତ୍ରୀ ମୋନାଲିସା ,ବିଜେଡ଼ିକୁ ନେଇ କହିଦେଲେ ବଡ଼ କଥା Pandian

แชร์
ฝัง
  • เผยแพร่เมื่อ 24 มิ.ย. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

ความคิดเห็น • 546

  • @sarojrout9173
    @sarojrout9173 7 วันที่ผ่านมา +60

    ଆଗକୁ ବିଜେଡି ଆଉ ଥଳକୂଳ ପାଇବନି

  • @sunilrauto5923
    @sunilrauto5923 7 วันที่ผ่านมา +42

    ପଞ୍ଚମ ଶ୍ରେଣୀ ପାଠ ପଢ଼ି ନ ଥିବା ଲୋକ MLA, ଆଉ MP ହୋଇଛନ୍ତି ସେମାନେ poltical science କଣ ବୁଝିବେ କେମେତି

    • @pitambarkhamari5572
      @pitambarkhamari5572 5 วันที่ผ่านมา +3

      ତମର ପ୍ରମିଳା ବିଶୋଇ କେତେ ପାଠ ପଢିଥିଲେ ,ତମର ସାଙ୍ଗଠନିକ ସମ୍ପାଦକ ଦାସ କେତେ ପାଠ ପଢ଼ିଚି କହିବେ?

  • @nareshmaharana6786
    @nareshmaharana6786 7 วันที่ผ่านมา +110

    ତମେ BJD ରେ ଥିଲା ବେଳେ କଣ ପାଇଁ ପାଟି ଫିଟେଇ ନଥିଲ ଏବେ ବିଜେଡି ହାରିଲା ପରେ ତମେ କଣ ପାଇଁ ଏତେ ଗପୁଚ

    • @kshitishpanda5288
      @kshitishpanda5288 7 วันที่ผ่านมา +3

      Yes

    • @susamadash3483
      @susamadash3483 7 วันที่ผ่านมา +3

      ସମସ୍ତେ ସବୁ ଜାଣିଛନ୍ତି,ଅଧିକ କଣ କହୁଚନ୍ତି ।

    • @Biru135
      @Biru135 7 วันที่ผ่านมา +3

      ପାଣ୍ଡିଆଁ କିଳା ଦେଇଥାନ୍ତା 😂

    • @dipusing9439
      @dipusing9439 7 วันที่ผ่านมา

      Right

    • @prafullakpattnayak3012
      @prafullakpattnayak3012 วันที่ผ่านมา

      ପାଣ୍ଡିଆନ୍ ଦଳ ରୁ ବାହାର କରିଦେଇଥାଆନ୍ତେ ା

  • @user-go4co4mo6e
    @user-go4co4mo6e 7 วันที่ผ่านมา +53

    ମୋନାଲିସା ମ୍ୟାଡ଼ାମ ସେତେବେଳେ କରୁଥିଲେ କଣ ? କେବେବି ସ୍ୱର ଉତ୍ତୋଳନ କରୁନଥିଲେ , ପାଣ୍ଡିଆନ ବିରୁଦ୍ଧରେ , ନିଜେ ନବୀନବାବୁ କହିଲେ ପାଣ୍ଡିଆନ ଠିକ ତାର ଉତ୍ତର କଣ ରଖିବେ ମୋନାଲିସା ମ୍ୟାଡ଼ାମ, ନିଜକୁ କିଛି ମିଳିଲାନି ଏଣୁ ଉଦାଗାରିଲେ , ବିଜେଡି ଦଳର ସବୁ ନେତା ଦୃନୀତି ରେ ଲିପ୍ତ ରହିଲେ , ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ?

    • @bijayprakashpanda6583
      @bijayprakashpanda6583 7 วันที่ผ่านมา

      ବନ୍ଧୁ, ପାଣ୍ଡିଆନ୍ କୁ ବିରୁଧ କରିବାର ସାହାସ ଆଚ୍ଛା ଆଚ୍ଛା ବିଜେଡ଼ି ନେତାଙ୍କର ନଥିଲା। ୟାଙ୍କ କଥା ପଚାରୁଛି କିଏ।

    • @balunkeswarprusty6499
      @balunkeswarprusty6499 7 วันที่ผ่านมา

      Pandian chamacha

    • @NandiniguruNandiniguru-qg1wf
      @NandiniguruNandiniguru-qg1wf 6 วันที่ผ่านมา

      ସରକାରୀ ଦୁର୍ନୀତି କଲେ ପୋଲିସ୍ ତାଙ୍କର ହାତ ବାରିଶୀ ତେଣୁ ଲୋକ କହିବାକୁ ଡରିଲେ

  • @kabitapradhan-pj7kq
    @kabitapradhan-pj7kq 7 วันที่ผ่านมา +48

    ଦିଦି ଏବେ ଲାଗୁଛି ବିଜେପି ଆଡେ ଯିବାକୁ ଇଛା କଲେଣି. ସେଥିପାଇଁ ବିଜେଡି ଏବେ ପିତା ଲାଗୁଛି.

  • @swagatikanayak550
    @swagatikanayak550 7 วันที่ผ่านมา +13

    ଶିକ୍ଷକ ମାନଙ୍କ ଅଭିଶାପ, ଆଗରୁ teacher protest ବେଳେ ବହୁତ କଥା କହୁଥିଲେ ଆପଣ, ଆତ୍ମା ରୁ ବାହାରିଥିବା ଅଭିଶାପ କେବେ ବି ଖାଲି ଯାଏନି

  • @AlineOp
    @AlineOp 7 วันที่ผ่านมา +47

    ପାଣ୍ଡୁ ବିଜେଡି ଓ ନବିନା କୁ ଶେଷ କଲେ ଯାଇ ଏରାଜ୍ୟରୁ ଯିବ

  • @SanjayDas-bv4qf
    @SanjayDas-bv4qf 7 วันที่ผ่านมา +76

    ମୋନାଲିସା ଦିଦି ଠିକ୍ କହୁଛନ୍ତି

  • @srisaidesignvastu9209
    @srisaidesignvastu9209 7 วันที่ผ่านมา +52

    ଶିକ୍ଷକ ମାନଙ୍କ ଅଭିଶାପ

    • @anantaramachandrarao4284
      @anantaramachandrarao4284 7 วันที่ผ่านมา +3

      💯 right

    • @dlkrishna3095
      @dlkrishna3095 7 วันที่ผ่านมา

      Matric fail fortuner chadhibey dami dami gadi but teacher mane cycle au kuta ghare rahiibe aeii BjD sarker ro system

  • @arabindasahoo3615
    @arabindasahoo3615 7 วันที่ผ่านมา +12

    ମାଡାମ, ଆପଣ Elction ପୂର୍ବରୁ କାହିଁକି ପାଣ୍ଡିଆନ ବିଷୟରେ କହୁ ନ ଥିଲେ

  • @dilipsahoo5165
    @dilipsahoo5165 7 วันที่ผ่านมา +16

    ଏ didi କଣ କହୁତ୍ତଛ ଜାଣି paruchata ତମେ ପରା ଶିକ୍ଷକ ମାନଙ୍କୁ ଏ ବିଜେଡି ସରକାର ପାଇଁ marideichha🎉

  • @narayandas369
    @narayandas369 7 วันที่ผ่านมา +15

    ଦିଦି ଧନ୍ୟବାଦ

  • @AlineOp
    @AlineOp 7 วันที่ผ่านมา +40

    ମହାଭାରତ ର ଦୃଯୋଧନ ଓ ଶକୁନି ଓଡ଼ିଶାର ନବିନ ଓ ପାଣ୍ଡୁ

  • @dillipkumarsahoo1133
    @dillipkumarsahoo1133 7 วันที่ผ่านมา +13

    କାଇଁ ଆଉ ଖାଇବାକୁ ମିଲୁନି କି, ମେଡମ୍
    ଯୋଉ ଲେବଲ୍ ରେ ପଇସା ଓଡ଼ିଶା ବାସୀ ଙ୍କ ଖାଇଚ, ଭଗବାନ ବି ସମ୍ଭାଳି ପାରିଲେ ନାହିଁ, ସେଥି ପାଇଁ ସରକାର ଚେଞ୍ଜ ହେଲା 🐚👎😭🤪😂🤣

  • @PramodKumarPradhan-mw8vp
    @PramodKumarPradhan-mw8vp 7 วันที่ผ่านมา +7

    ମୋହନ ସାରେ ସମସ୍ତଙ୍କୁ କହିବାର ସୁଜୋଗ ଦେଇଛନ୍ତି ରାଇଟି କଥା,ରେ ତୁଣ୍ଡ ଖୋଲିଲେ ଆଜି ଭୟନାହିଁ ସେଥି ପାଇଁ କହିବାକୁ ସୁଜୋଗ ପାଇଛନ୍ତି

  • @sandhyaranidhal1709
    @sandhyaranidhal1709 7 วันที่ผ่านมา +12

    You are right 👍

  • @anantaramachandrarao4284
    @anantaramachandrarao4284 7 วันที่ผ่านมา +11

    ଏଇ ଥର ଯଦି bjd ଜିତିଥlନ୍ତl, ପlଣ୍ଡିଅlନ ଓଡ଼ିଶାରୁ ବହୁତ୍ ପଇସା କମାଇ ନିଜ ଜନ୍ମ ମାଟି କୁ ପଳାଇଯାଇଥନ୍ତା

  • @dibakarnayak4530
    @dibakarnayak4530 7 วันที่ผ่านมา +9

    ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ବେଳର ଜ୍ଞାନ ଓ ଏବେର ପ୍ରବଚନ ଭିତରେ ଆକାଶ ପାତାଳ ଫରକ। ସେତେବେଳେ ସରକାରକୁ ତ ବହୁତ ଟେକୁଥିଲ। ଏବେ କାହିଁକି ଏତେ ବିଳେଇ ବିଳେଇ ହେଉଛ।

    • @user-br8it6lk3z
      @user-br8it6lk3z 5 วันที่ผ่านมา +1

      Thik kahichhnti sir

    • @tejranluv3324
      @tejranluv3324 4 วันที่ผ่านมา +2

      ପକ୍କା ହାରାମି ଇ ଏ ..... ବର୍ଷା ଯୁଆଡେ ଛତା ସିଆଡେ ଭଳିଆ ଇଏ ...... ସେତେବେଳେ କି ଉତ୍ପାତ ହଉଥିଲା ଆଉ ଏବେ ...... 😡😡😡😡😡😡

    • @gourisankarsahoo1729
      @gourisankarsahoo1729 4 วันที่ผ่านมา

      Setebele ie ati utpata heuthila

    • @gangadharsatapathy316
      @gangadharsatapathy316 2 วันที่ผ่านมา

      ବାସ୍ତବରେ

  • @omkarrout4242
    @omkarrout4242 2 วันที่ผ่านมา +1

    କେଉଁଠି ଥିଲା ଏତେ ସୁନ୍ଦର ବିଶ୍ଳେଷଣ? ଗତକାଲି ବିଜେଡି ଆଜି ବିଜେପି ସପକ୍ଷରେ, ପୁଣି କାଲି କଂଗ୍ରେସ, ଏଇଟା ମନେ ରଖିବା ଦରକାର, ନାରୀ ଆଉ ଗୁରୁଙ୍କ ଉପରେ ଯେତେବେଳେ ଅତ୍ୟାଚାର ହୋଇଛି, ସେତେବେଳେ ସର୍ବନାଶ ହୋଇଛି, ତୁମର ବି ହେବ |

  • @trilochanjena9614
    @trilochanjena9614 7 วันที่ผ่านมา +9

    BJD - ବିଶ୍ଵର ସର୍ବ ବୃହତ୍ କଳଙ୍କିତ ସରକାର ଥିଲା
    ସେଥିପାଇଁ ପ୍ରଭୁ ଜଗନ୍ନାଥ ଧ୍ୱଂସ କରି ଦେଲେ

    • @cute6405
      @cute6405 7 วันที่ผ่านมา +2

      Right 👍

    • @anandamohakuda4943
      @anandamohakuda4943 7 วันที่ผ่านมา

      Agoku jadi bjp harijaye tahale kn kahibe.......

    • @suniltanty2811
      @suniltanty2811 3 วันที่ผ่านมา

      Bjp...party gote chora party

  • @manoranjan34680
    @manoranjan34680 7 วันที่ผ่านมา +4

    ମାଡାମ 2014 ଓ 2019 ଟଙ୍କା ଖର୍ଚ୍ଚକରି ଯେତେପ୍ରକାର ଦୁର୍ନୀତି କରି ଜିତିଥିଲେ, କିନ୍ତୁ 2024 ସେ ଟଙ୍କା ଖର୍ଚ୍ଚ ହୋଇପାରିଲା ନାହିଁ କି ସେ ଦୁର୍ନୀତି କରିବାକୁ ବିଜେପି ଦଳ ଖୁବ ସତର୍କତାର ସହିତ ପ୍ରତିହତ କରିପାରିଲା ଏବଂ ଲୋକେ ଚାହିଁଲେ ପରିବର୍ତନ, ତେଣୁ ବିଜେଡି ହାରିଲା

  • @abhiramsahoo5642
    @abhiramsahoo5642 7 วันที่ผ่านมา +4

    ଏବେ ଆପଣ ଯେପରି କହୁଛନ୍ତି ନିହାତି ବାସ୍ତବ ! ଯଥାର୍ଥ ଆଲୋଚନା ! ଧନ୍ଯବାଦ !

  • @biramhembram2124
    @biramhembram2124 7 วันที่ผ่านมา +31

    ବିଜେଡି ଓଡିଶାରୁଧୁଳିସାତ ହୋଇଗଲାଣି

    • @user-lm6hj4yj7k
      @user-lm6hj4yj7k 7 วันที่ผ่านมา

      ବିଜେପି ର ଅବସ୍ଥା କ'ଣ ହେବ

    • @user-lm6hj4yj7k
      @user-lm6hj4yj7k 7 วันที่ผ่านมา

      ତୁ ଭିକାରୀ ହୋଈଯିବୁ

  • @mrmadan1996
    @mrmadan1996 7 วันที่ผ่านมา +17

    ମତେ ଲାଗୁଛି ମୋନାଲିସା ମାଡାମ୍ ଙ୍କର ଗୋଟେ ବଡ଼ ଇଚ୍ଛା ପାଣିରେ ଭାସିଗଲା । Bjd ହାରିଲା ପରେ ବାଉଳେଇ ହେଉଛନ୍ତି । ଇଲେକ୍ସନ ଆଗରୁ ସେ କାହିଁକି ମୁହଁ ଖୋଲୁ ନ ଥିଲେ ।

  • @kalpanasahookalpana2691
    @kalpanasahookalpana2691 7 วันที่ผ่านมา +9

    ଦିଦି ଠିକ୍ କହୁଛନ୍ତି ଦିଦି ତୁମକୁ ନମସ୍ତେ

  • @bikashkumarnayak6249
    @bikashkumarnayak6249 7 วันที่ผ่านมา +5

    ଅହଂକାର ସବୁ ବେଳେ ପରାସ୍ତ ହେଇଚି

  • @manabpreminilabhaula7048
    @manabpreminilabhaula7048 7 วันที่ผ่านมา +4

    ଏତେଦିନ ହେଲା କୋଉଠି ଶୋଇଥିଲୁ।

  • @sunakarpradhan2466
    @sunakarpradhan2466 วันที่ผ่านมา

    🙏ଓଁ ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା ନମସ୍କାର ପାଣ୍ଡିଆ ବାବୁଙ୍କ ପାଖରେ କିଛି ନା କିଛି ଦୁର୍ବଳତା ନବୀନ ବାବୁଙ୍କର ମାଲିସ୍ ମାଡାମଙ୍କ ସହ ଏକ ରହସ୍ଯ ମୟ ଘଟଣା ନିଶ୍ଚିତ ବାରିହେଉଛି ସମୀକ୍ଷା ଦରକାର ଧନ୍ୟବାଦ 🎉🎉🎉🎉🎉🎉

  • @subhransumaharana3691
    @subhransumaharana3691 7 วันที่ผ่านมา +1

    Ma'am U ar 💯 % Right Speech..... Great Personality Ji 👌 ... ବହୁତ୍ ପ୍ରେସର ଭିତରେ ପୂରା ଓଡ଼ିଶା ଥିଲା କିନ୍ତୁ କୌଣସି ବେକ୍ତୀ ଯଦି କିଛି କହିବାକୁ ଭାବୁଥିଲେ ତାହାଲେ EOW ଠାରୁ ଯାହା ସବୁ ଦଫା ଅଛି ତାହାକୁ ବେବହାର କରିକି ଚୁପ୍ କରୁଥିଲେ ।
    ଯାହା ବି ହେଲା ସବୁ ପ୍ରଭୁ ଶ୍ରୀ ଜଗନ୍ନାଥ ଟିକେ ବି ସମସ୍ତଙ୍କର ଆତ୍ମାରେ ପ୍ରବେଶ କରିବାରୁ ଆଜି ସରକାର ପରିବର୍ତ୍ତନ ହେଲା
    ଏବଂ
    ଏହାର ଭରପୁର ଭୋକରେ ଥିବା ବେଳେ ସବୁ କଥା କହିବାର ସୁଯୋଗ ପାଇଲେ ।
    ଆଗେ ମାନସ ବସ୍ତିଆ
    ତାପରେ
    ଖୋଲା କଥାରେ Maam ଆସିଲେ
    ସତ୍ୟ ବଚନ
    କିନ୍ତୁ
    ଆମର ଏଠାରେ ମୁଣ୍ଡ ବିହୀନ ନେତା ,,,,

  • @SureshPusti
    @SureshPusti 7 วันที่ผ่านมา +13

    ଆଗାମୀ ୫ ବର୍ଷ ପରେ ବିଧାନସଭା ଭୋଟ୍ ଆସିଲାବେଳକୁ ବିଜେଡି ଦଳର କେହି ନେତା ନଥୂବେ, ବି ଜେ ଡି ଦଳନଥୂବ,

  • @purnachandrasahoo2847
    @purnachandrasahoo2847 วันที่ผ่านมา

    ଧନ୍ଯବାଦ୍ ବହୁତ ବହୁତ ଧନ୍ୟବାଦ୍

  • @UtkalikaPradhan-ds6bl
    @UtkalikaPradhan-ds6bl 7 วันที่ผ่านมา +4

    Absolutely true

  • @AntaryamiNayak-j1t
    @AntaryamiNayak-j1t 21 ชั่วโมงที่ผ่านมา

    Thanks a lot for your fearless and realistic criticism

  • @sankarnathmaharana7859
    @sankarnathmaharana7859 7 วันที่ผ่านมา +2

    ଯେତେବେଳେ ବିଜେଡିର ଶାସନ ଚାଲିଥିଲା ସେତେବେଳେ ଏମିତି କଥା ବାହାରୁନଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ କଣ ଓଡ଼ିଆ ଭାଷା ଆବଶ୍ୟକ ନଥିଲା ଏବେ ବିରୋଧୀ ଦଳର ନେତା ହେଲେ ସେତେବେଳେ ଦରକାର ପଡୁଛି ତୁମ ମୁହଁକୁ ଟିକେ ଲଜ୍ଜା ଥାନ୍ତା ଏଭଳି କହି ନଥାନ୍ତା ତୁମେ ଗୋଟେ ଗୋଟେ ବହୁରୂପୀ ଏଣ୍ଡୁଅ ତୁମକୁ ଆମେ ସବୁ ଚିହ୍ନି ସାରିଲୁଣି

  • @maanandakisworicreation
    @maanandakisworicreation 7 วันที่ผ่านมา +3

    ମାଡାମ ଆପଣ ବିଜେଡି ର ମୁଖପାତ୍ର ଥିଲେ କଣ କରୁଥିଲେ ହୁଏତ ବିଜେଡି ବଞ୍ଚି ଥାନ୍ତା 👌

  • @shankarshanasahoo9331
    @shankarshanasahoo9331 7 วันที่ผ่านมา +1

    ଓଡ଼ିଆରେ ଗୋଟେ କଥା ଅଛି,ମଦମ୍ କାଉ ଖାଇବା ପଣସ ହେଲେ ବାଗ ମୁଣ୍ଡରେ ଅଠା,ଧନ୍ୟ

  • @narendramallick9856
    @narendramallick9856 5 วันที่ผ่านมา

    ଧନ୍ୟବାଦ ସବୁ ବିଜେଡି ନେତା କର୍ମୀ ଏହା ବୁଝି ବା ଆବଶ୍ୟକ 👍👍👍

  • @ganeswarbehera-fj6yu
    @ganeswarbehera-fj6yu 7 วันที่ผ่านมา

    ଧନ୍ୟବାଦ ଜଣାଉଛି ଭଉଣୀ । ଠିକ୍ କଥା କହିଛନ୍ତି । କିନ୍ତୁ କହିବାଟା ବହୁତ ଡେରିହୋଇଗଲା । ଭଉଣୀ କଣ କହିବା,
    ଆମ ଭଉଣୀ,ମା ମନେ ଏମିତି ବାୟାହେଲେ ଯେ ନିଜ ଘର ସ୍ବାମୀ ଛାଡି ଲାଭ ପାଇଁ ପାଣ୍ଡିଆନନା ପଛରେ ଧାଇଁଲେ । ଆମେ ଭାବିଲୁ ଏମାନେ ନିଜ ସ୍ବାମୀଙ୍କୁ ମନେ ଭୁଲି ଜିବେ । ଭଉଣୀ ଆମେ ବା ଓଡିଆ ରୁଟି ଖଣ୍ଡେପାଇଲେ ମୁଁଣ୍ଡ ବିକିଦେବା ।ଆମର ସ୍ବାଭିମାନ କଣ । ଓଡ଼ିଶା ଆଜି ବିଚାର ହରେଇବସିଛି ।ରାତା ରାତି କପରି ବଡଲୋକ ହେବା ସେ ଭାବନା ଆମମୁଣ୍ଡରେ
    ପସିଛି ।ଜୟ ଜଗନ୍ନାଥ ।

  • @debrajbehera8341
    @debrajbehera8341 วันที่ผ่านมา

    Thanks Bhaskar channel and Monalisa bhauni for your presentation.🎉

  • @sudhansurout451
    @sudhansurout451 7 วันที่ผ่านมา +3

    Right ✅️

  • @debarajnanda7130
    @debarajnanda7130 7 วันที่ผ่านมา +3

    ଆଗରୁ ଟିକେ କହିଥିଲେ ଭଲ ହୋଇ ଥାନ୍ତା

  • @DushmonthNayak
    @DushmonthNayak 7 วันที่ผ่านมา +2

    ମନା ଲିସା ଦିଦୀ ଏବେ BJP ମୂହା ହେଉ ଛନ୍ତି ଆଗରେ vk Pandian ଙ୍କୁ prasamksa କରୁଥଲେ ଏବେ କଣ ହେଲା
    ଏମିତି ବେକାର argument କରନ୍ତିନି madam ଆପଣଙ୍କୁ ଲକେ ହସିବେ

  • @sriprabhat
    @sriprabhat 3 วันที่ผ่านมา

    ଠିକ୍ କଥା। ଅଭିନନ୍ଦନ ଆପଣଙ୍କର ଉନ୍ନତ ମତାମତ ଶୁଣି
    ଏହିପରି ଭାବରେ ଆଉ ବକ୍ତବ୍ୟ ପ୍ରସାରିତ କରନ୍ତୁ

  • @Chasihopon782
    @Chasihopon782 7 วันที่ผ่านมา +2

    Right ✔️☑️✅

  • @felixnayak6317
    @felixnayak6317 7 วันที่ผ่านมา +1

    ଏ ମାଡାମ୍ କୁଆଡେ ଯାଇଥଲା ଯେତେବେଳେ ନବୀନ ପଟନାୟକ ପାନଣ୍ଡିଆନ କୁ ତାର ପ୍ରତିନିଧି ଭାବେ ପଠାଉଥିଲା?

  • @rajalaxmi1414
    @rajalaxmi1414 2 วันที่ผ่านมา

    A great difference i marked with you.

  • @kirttanmahanta9806
    @kirttanmahanta9806 7 วันที่ผ่านมา +1

    Right statement given to the peoples.

  • @rabibiswal7201
    @rabibiswal7201 7 วันที่ผ่านมา

    Bhai thanks for your brave your are always right

  • @sritansws
    @sritansws 6 วันที่ผ่านมา +1

    କଥାରେ ଅଛି କାଉ ଚତୁର ହେଲେ ଭି ସେ ସିଙ୍ଗାଣି ଖାଏ ଏ ବେଧେଇ ସେମିତି ନିଜକୁ ରାଜନୀତି ବିସ୍ଲେସଣ ଭାବୁଛି 😂

  • @prabinakumarmuduli7573
    @prabinakumarmuduli7573 2 วันที่ผ่านมา

    ଅନ୍ୟାୟ ଓ ଅତ୍ୟାଚାର ଯେତେବେଳେ ଓଡିଶା କୁ ଗ୍ରାସ କରିଥିଲା ଆପଣମାନେ କଣ କରୁଥିଲେ ? ଆଇନ୍ ପରା ତା ବାଟରେ ଯାଉଥିଲା? କାହାକୁ ଭୟ ନକଲେ ନାହିଁ ଭଗବାନଙ୍କୁ ଭୟକର କାହିଁକି ନା ଇଶ୍ବର ସର୍ବଶକ୍ତିମାନ । ଡୟ ଜଗନ୍ନାଥ ।

  • @chandrapanda7222
    @chandrapanda7222 7 วันที่ผ่านมา +1

    Madam, କ୍ରୀତଦାସ ଯେଉଁ ସରକାରୀ ଘର ଭାଙ୍ଗିଲେ ଯେ, ତାଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଓଡିଶା ସରକାରୀ କଳ ନେବା କଥା ନା ନାହିଁ.

  • @bijaykumarparida1936
    @bijaykumarparida1936 7 วันที่ผ่านมา

    Thank u mam for open analysis

  • @uddhabadibaka7476
    @uddhabadibaka7476 7 วันที่ผ่านมา +1

    You are absolutely right mam

  • @duryodhannayak73
    @duryodhannayak73 วันที่ผ่านมา

    ଧନ୍ୟବାଦ ମ୍ୟାଡମ

  • @kshetrabasidas9682
    @kshetrabasidas9682 7 วันที่ผ่านมา +2

    💯👌 Right mam

  • @abhishekcl-xiadityacl-viii3578
    @abhishekcl-xiadityacl-viii3578 7 วันที่ผ่านมา

    Very good speech in all my politics members of odisha.

  • @pramodbhue1986
    @pramodbhue1986 7 วันที่ผ่านมา +1

    You are right

  • @OFFICIALDOROMAN
    @OFFICIALDOROMAN 7 วันที่ผ่านมา +1

    You Are Right

  • @sarojdas5357
    @sarojdas5357 7 วันที่ผ่านมา +2

    Right

  • @upendramalik-sq9rs
    @upendramalik-sq9rs 7 วันที่ผ่านมา

    Thanks

  • @srisaidesignvastu9209
    @srisaidesignvastu9209 7 วันที่ผ่านมา +2

    ତୁମେ ଭାଷା କିଛି କିଛି ବଦଳା ବଦଳାଇ ଲାଗୁଛି ତୂମେ ଟିକେଟ ପାଇଲି କାହିଁକି ?

  • @fearless4421
    @fearless4421 5 วันที่ผ่านมา

    ମାଡାମ ଆପଣ ଯାହା କହିଲେ ଶହେ ଶହେ ରେ ସତ । ଲୋକମାନେ ନବୀନ ଙ୍କୁ ଭରସା କରି ଭୋଟ ଦେଉଥିଲେ। କିନ୍ତୁ ସତକଥା ହେଲା ବିଜେଡିରେ ନବୀନଙ୍କ ପରେ ନେତା ନାହାନ୍ତି। ଜଦୀ ବିଜୟ ମହାପାତ୍ର ଙ୍କୁ ଦଳକୁ ଅଣାଯିବ ତେବେ ବିଜେଡି ଆଗକୁ ବଢିବ ।

  • @subhabratamishra4465
    @subhabratamishra4465 6 วันที่ผ่านมา

    ନବୀନ୍‌ ପଟ୍ଟ୍‌ନାୟକ୍ ଆଖି ବୁଜି ରାଜ୍ୟ‌ ଦାୟୀତ୍ବ ପାଣ୍ଡିଆନ୍‌କୁ ଦେଇଦେଲେ । ସେ ବହୁତ୍ ବଡ଼ ଭୂଲ୍‌ କରିଛନ୍ତି । ୨୪ ବର୍ଷରେ ଓଡ଼ିଆ ଶିଖିଲେନି । ଓଡ଼ିଆ ଭାଷା ପ୍ରତି ଅବମାନନା ଅସହ୍ୟ । ବହୁତ୍ ଅନ୍ୟାୟ କରିଛନ୍ତି ନବୀନ୍‌ । ରାଜଗାଦିରେ ବସିବା ପରେ ପ୍ରକୃତ କର୍ମୀଙ୍କ ପ୍ରତି ବହୁତ୍ ଅନ୍ୟାୟ କରିଛନ୍ତି। ସେ ନିଜ ବାପାଙ୍କର ତ ହେଲେନି ଓଲ୍‌ଟି ବାପାର‌ ସେବା କରିଥିବା ଲୋକଙ୍କୁ ଦଳରୁ ବାହାର୍‌ କରିଦେଲେ । ତାଙ୍କୁ ଚିହ୍ନିବା ବହୁତ୍ କଷ୍ଟ । ସେ ବହୁତ୍ ଭୋଗିବେ । ଏ କଥା ମନେ ରଖ ।

  • @BasisthaMallick-pd1fj
    @BasisthaMallick-pd1fj 2 วันที่ผ่านมา

    Dhanyabad Madam

  • @prakashswain8674
    @prakashswain8674 4 วันที่ผ่านมา

    Madam I agree nd respect with your opinion .

  • @uttamsethy2832
    @uttamsethy2832 7 วันที่ผ่านมา

    All write observations point

  • @BasantaRout-su5jh
    @BasantaRout-su5jh 4 วันที่ผ่านมา

    ଆପଣ ମାନେ ଭୁଲିଜାଉଛନ୍ତି ଯେ ମହାଭାରତରେ ଶଙ୍ଖ ବାଜିଥିଲା ପୁଣି ସମୟ ଆସିବ ଆଉଥରେ sankhaବାଜିବ ଅପେକ୍ଷା କର

  • @gangadharsatapathy316
    @gangadharsatapathy316 2 วันที่ผ่านมา

    Really Mam

  • @user-ij7lx4wn3t
    @user-ij7lx4wn3t 7 วันที่ผ่านมา

    Thik kahichhanti Madam. Apana sabubela Truth nhi kahanti. Thank you Madam

  • @bijayadas1200
    @bijayadas1200 7 วันที่ผ่านมา +2

    Yes Right 👍

  • @narayandalai8414
    @narayandalai8414 5 วันที่ผ่านมา

    dhanyabad Ma'am

  • @JPTPRODUCTIONJPTPRODUCTION
    @JPTPRODUCTIONJPTPRODUCTION 7 วันที่ผ่านมา

    ମୋନାଲିସା ମେଡମ୍ ଆପଣ ଯାହା କହୁଛନ୍ତି ଠିକ୍ ହେଲେ ଡେରି କରିଦେଲେ କ'ଣ ପାଣ୍ଡିଆନ ଭୟରେ ସେତେବେଳେ ସତ କହିବାକୁ ଡରୁଥିଲେ ଏଇ ଯେଉଁ ସତ କହୁଛନ୍ତି ଟିକେ ଆଗରୁ କହିଥିଲେ ହୁଏତୋ କିଛି ହୋଇଥାନ୍ତି ବେକାର ସମୟ ନଷ୍ଟ କାଇଁ କରୁଛନ୍ତି

  • @kajalbrahma3822
    @kajalbrahma3822 7 วันที่ผ่านมา +1

    Ur right madam

  • @raghunathpradhan7193
    @raghunathpradhan7193 7 วันที่ผ่านมา +1

    You are right madam

  • @nimainjena5901
    @nimainjena5901 2 วันที่ผ่านมา

    Mu janithili 2020 ru pandian ra khela jahau sister janaka mo manara katha
    Kahidele thanks

  • @News77India
    @News77India 4 วันที่ผ่านมา

    Nice information

  • @SmashEnough
    @SmashEnough 7 วันที่ผ่านมา +1

    ପାଣ୍ଡିଆ ନ ବିଜେଡ଼ିର ସର୍ବନାଶ କରିବା ପାଇଁ ବିଜେପି ଦଳ ସହ ଡିଲ କରିଥିଲା ନବୀନ ପଟ୍ଟନାୟକ ବିଜେଡି ଦଳ ଜାଣି ପାରିଲା ନାହିଁ କେମିତି

  • @PramodSamal-se6ke
    @PramodSamal-se6ke 4 วันที่ผ่านมา

    ଯାହା ଏ ଝିଅ କହୁଛନ୍ତି ତାହା ସଂପୂର୍ଣ୍ଣ ସତ୍ୟହୋଇପାରେ, କିନ୍ତୁ ମୁଁ ଭାବୁଛି ବିଜେପିର ଏଜେଣ୍ଟ ଭାବରେ ପାଣ୍ଡିଆନ କାମ କରୁଥିଲେ କାରଣ ସେ ଇସ୍ତଫ।ଦେବା ସାଥେ ସାଥେ କେନ୍ଦ୍ର ଅନୁମୋଦନ କରିବାପଛର ଉଦ୍ଦେଶ୍ୟ ଅଲଗା ପରି ଜଣା ପଡୁଛି ।

  • @anadipadhan3104
    @anadipadhan3104 7 วันที่ผ่านมา

    Right voice Right dialogues and Right answer

  • @sriprabhat
    @sriprabhat 3 วันที่ผ่านมา

    Monalisha Politcs ଏଵଂ political science ବିଷୟରେ କୁହନ୍ତୁ

  • @naraharipanigrahi6582
    @naraharipanigrahi6582 7 วันที่ผ่านมา

    Very good analysis thankyou madam.

  • @SmrutiranjanMschiku-fi5wd
    @SmrutiranjanMschiku-fi5wd 7 วันที่ผ่านมา

    Good msg mam🙏

  • @kalpanasahookalpana2691
    @kalpanasahookalpana2691 7 วันที่ผ่านมา +1

    ଠିକ୍

  • @HrusikeshNath-tn6vu
    @HrusikeshNath-tn6vu 6 วันที่ผ่านมา

    Thanks Madam

  • @aravindapattanayak2966
    @aravindapattanayak2966 7 วันที่ผ่านมา

    You are right Madam
    Thanks a lot

  • @prabirkumarnayak7773
    @prabirkumarnayak7773 7 วันที่ผ่านมา

    Really

  • @rituparnaparida8615
    @rituparnaparida8615 7 วันที่ผ่านมา

    Very good quchin

  • @Akpt209
    @Akpt209 7 วันที่ผ่านมา

    Very well explained

  • @ganeshwarpradhan6543
    @ganeshwarpradhan6543 5 วันที่ผ่านมา

    Very nice analysis.

  • @user-ph3vn6fn2h
    @user-ph3vn6fn2h 6 วันที่ผ่านมา

    Thinku.sister

  • @Pratapkumarmaharana2518
    @Pratapkumarmaharana2518 4 วันที่ผ่านมา

    ହେ ମାଡାମ, ତୁମେ ଯଦି ଏତେ ସବୁ ଜାଣିଥିଲ ସେତେବେଳେ କଣ ପାଇଁ କୋଉ ସ୍ୱାର୍ଥ ପାଇଁ ନିରବ ରହିଥିଲ

  • @brajakishorsahoo7148
    @brajakishorsahoo7148 7 วันที่ผ่านมา

    U r right

  • @user-fq5gb9ep9e
    @user-fq5gb9ep9e 2 วันที่ผ่านมา

    ସାସନ ଠିକ ଚାଲିଲେ ବିରୋଧ କରିବ କିଏ ନା ବିରୋଧୀ ଦଳ ରହିବ ?
    ୨ --ଆମରି ଭାଷାରେ ଆମ ସାସନ
    ନକଲାରୁ ମୁଳରୁ ଯିବ ନବିନ ।
    ଯେଉଁ ଲୋକ ନିଜର ତୁଣ୍ଡର ଭାଷାକୁ ଆପଣାର ବୋଲି କହି ପାରୁନି ସେ ତା ରାଜ୍ୟର କାହାକୁ ବା ନିଜର କରିବ ।

  • @motilalpradhan2288
    @motilalpradhan2288 7 วันที่ผ่านมา

    ସମସ୍ତ ଗୁପ୍ତ ଧନ ପାଣ୍ଡୁ ପାଖରେ।
    ୭୪୦ କୋଟି ଟଙ୍କା କେବଳ ଲୋକଦେଖାଣିଆ।
    ଯେ ପର୍ଯ୍ୟନ୍ତ ଗୁପ୍ତ ଧନ ନ ମିଳିଛି, ପାଣ୍ଡୁକୁ କ୍ଲିନ୍ ଚିଟ୍ ମିଳି ଚାଲିଥିବ। ତୁମେ ଯେତେ ସବୁ ବୋଲକରା କ୍ରୀତଦାସ ଚାକର ଚାକରାଣୀ ଚାଟୁକାର ଓ ବୁଚୁକାବୁହା ଅଛ, ତୁମ କଥା ଶୁଣେ କିଏ ?

  • @bijaykumarsahoo7918
    @bijaykumarsahoo7918 7 วันที่ผ่านมา

    Very Nice Presentation

  • @sankarsansahoo47
    @sankarsansahoo47 6 วันที่ผ่านมา

    Jay shree jagannath prabhu jagannathnka apannkar Mangal karantu sister monalisa

  • @gopabandhupradhan7791
    @gopabandhupradhan7791 7 วันที่ผ่านมา

    Science means the systematic study of things around us. Political science means it is the study of politics.

  • @tutulnana5794
    @tutulnana5794 2 วันที่ผ่านมา

    Madam thanku au thare

  • @padmalayasarangi3907
    @padmalayasarangi3907 7 วันที่ผ่านมา

    Very gud

  • @theniharika06
    @theniharika06 6 วันที่ผ่านมา

    ପାଣ୍ଡିଆନ ଙ୍କ ଉପରେ କିଛି ଆକ୍ସନ ହେବ କି? ରାଜନୀତି ପଙ୍କ ରେ ସବୁ party ଉବୁଟୁବୁ. ପାଣ୍ଡିଆନ ବାବୁ ବହୁତ ମାଲ କମାଇଛନ୍ତି ଓଡିଶା ରୁ, ସେଥିରୁ କିଛି ଛିଞ୍ଚି ଦେଲେ ସବୁ ଚୁପଚାପ ହେଇ ବସିପଡିବେ.