OTV’s Prabhat Sinha Who Miraculously Survived ODRAF Boat Mishap Narrates What Happened In Mundali

แชร์
ฝัง
  • เผยแพร่เมื่อ 29 ก.ย. 2021
  • OTV’s Prabhat Sinha Who Miraculously Survived ODRAF Boat Mishap Narrates What Happened In Mundali
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 594

  • @diptiranjandas7419
    @diptiranjandas7419 2 ปีที่แล้ว +75

    ଅରିନ୍ଦମ ଙ୍କୁ ସେଦିନ ମୃତ୍ୟ କୋଳେଇ ନେବାର ହିଁ ଥିଲା,,ତାହା ହିଁ ବିଧିର ବିଧାନ ଥିଲା,,ନା ଓଟିଭି ନା ଓଡ୍ରାଫ କାହାର ଭୁଲ ଧରନ୍ତୁ ନାହିଁ।କେବଳ ନିଷ୍ଟୁର ନିୟତି ଦି ଦିଟା ସଂସାର ଉଜାଡ଼ିବାକୁ ପଣ କରିଥିଲା

  • @generaliquest4397
    @generaliquest4397 2 ปีที่แล้ว +130

    ଗୋଟେ ଲୋକ ନୁହଁ ଦୁଇଟା ଲୋକ ଚାଲିଗଲେ।ମୁର୍ମୁ ଭାଇ ଙ୍କ ଜୀବନ କଣ ଜୀବନ ନୁହଁ।

    • @PositiveGomeyaVibes
      @PositiveGomeyaVibes 2 ปีที่แล้ว

      Emane..Nija lokanku Hin..Chinhanti..
      Media re.. At least..Swarthaparata..Ku Bhuli..
      Sitaram Murmu .Katha B Uthei thante..Tk First re

    • @smphotography2592
      @smphotography2592 2 ปีที่แล้ว +6

      Right

    • @alokbehera3925
      @alokbehera3925 2 ปีที่แล้ว +7

      Nice message

    • @alokbehera3925
      @alokbehera3925 2 ปีที่แล้ว +5

      Right

    • @alokbehera3925
      @alokbehera3925 2 ปีที่แล้ว +5

      Desha ra jaban katha tike mo ne pakantu

  • @Deepakctc
    @Deepakctc 2 ปีที่แล้ว +36

    Missing one Hero Murmu Bhai 🙏🙏ODRF Team Hero 🙏🙏

    • @roastingcity789
      @roastingcity789 2 ปีที่แล้ว +5

      Bhai Amana akhi re se dekha jau nahati. Kebala trp utheiba Kama yankara, news na re bhandami karichhanti

    • @mch259
      @mch259 2 ปีที่แล้ว +2

      MURMU BHAI AMAR RAHE

  • @pranabkumarsarangi2934
    @pranabkumarsarangi2934 2 ปีที่แล้ว +21

    ସବୁ ସ୍ୱାର୍ଥପର ସବୁ ନିଜ ପାଇଁ ଲାଗିଛନ୍ତି.

  • @am9519
    @am9519 2 ปีที่แล้ว +42

    ପ୍ରଭାତ ବାବୁ ଙ୍କ କଥା ଅନୁସାରେ ଯଦିଓ ଅନ୍ୟ ମେଡ଼ିଆ ଵାଲା ଥିଲେ ସେଠି... କିନ୍ତୁ ଅରିନ୍ଦମ ଭାଇ ଆଗଭର ହେଇ ଓଡ୍ରାଫ ସାଙ୍ଗରେ କଥା ହେଇ boat ରେ ବସିଗଲେ.... କାହିଁକି??? ଅଧିକ କଣ ଦେଖେଇବାକୁ ଚାଁହୁଥିଲେ ସେ ଲୋକଙ୍କୁ ନିଜ ଜୀବନକୁ ପାଣି ଛଡେଇ???

    • @sabitaswain1774
      @sabitaswain1774 2 ปีที่แล้ว +2

      Thik thik

    • @cricketupdates5392
      @cricketupdates5392 2 ปีที่แล้ว +7

      Are bhai arindam bhai eke jiba pain chanhi nthile.. Anya media reporter mane bhii jiba pain kahithile hle tanaka pakhre life jacket nthila boli samane galenii

    • @gouraharipradhan9517
      @gouraharipradhan9517 2 ปีที่แล้ว +1

      @@cricketupdates5392 thik Katha bhai kahila

    • @jyotshnamayee9964
      @jyotshnamayee9964 2 ปีที่แล้ว +1

      It is total negligence of the part of the NDRF team

    • @jyotshnamayee9964
      @jyotshnamayee9964 2 ปีที่แล้ว +1

      They should have kept emergency stuff ready for this calamity

  • @sanataniodia1463
    @sanataniodia1463 2 ปีที่แล้ว +13

    ଲୋକ ଙ୍କୁ ghaudeibara ଦାୟିତ୍ଵ ପ୍ରଶାସନ ର କିନ୍ତୁ ପ୍ରଶାସନ ସେଇ କାର୍ଯ୍ୟ କୁ ତୁଲେଇ ପାରି ନଥିଲା

  • @bikashsahu_official
    @bikashsahu_official 2 ปีที่แล้ว +24

    Media re only arindam bhai kotha kuha jauchhi. Odraf ro bi jone bhainko jiban jaichhi. Tanko jiban ro value kon kichhi nahin.

    • @subhasmitamohapatra7245
      @subhasmitamohapatra7245 2 ปีที่แล้ว +3

      Are bhai se para OTV Ro kuade bhala reporter thile se pai tanka name highlight... Odraf member yanakara Kan ki....

  • @padmanguru9035
    @padmanguru9035 2 ปีที่แล้ว +16

    ଭାଇ ଆଉ କିଛି ଦେଖାଅନାଇଁ କି କୁହନାହିଁ କିଛିବି କାହିଁକିନା ଆମେ ଧୀରେଧୀରେ ସବୁ ଭୁଲିବାକୁ ଯାଉଛୁ ଆପଣ ଆଉ ମନେପକାଉଛନ୍ତି 😭😭ଆମ ଆଖିରୁ ଲୁହ ଶୁକିବନି ଓଟିଭି ର ସାହସି ରିପଟ ଅରିନ୍ଦମ ଭାଇ ଅମର ରହେ

    • @sasmitarout2215
      @sasmitarout2215 2 ปีที่แล้ว +1

      Right

    • @sasmitarout2215
      @sasmitarout2215 2 ปีที่แล้ว +2

      ୟେ news ଦେଖିଲେ ଆଖିରୁ ଲୁହ ଆସିଯାଉଛି,ଆମେ ଏ ଦୁର୍ଘଟଣା କୁ ଭୁଲିବାକୁ ଚାଁହୁଛୁ please ଆଉ ଦେଖାଅନି,

  • @pravatbiswal397
    @pravatbiswal397 2 ปีที่แล้ว +22

    ଭଗବାନ ସେଇ ପୁଣ୍ୟ ଆତ୍ମା କୁ ଶାନ୍ତି ଦିଅନ୍ତୁ।🙏🙏🙏

  • @sasmitarout2215
    @sasmitarout2215 2 ปีที่แล้ว +7

    Sitaram Murmu sir nka bisayare kichi kuhantu tanka jibana kan jibana nuhe,

  • @utkaldash8025
    @utkaldash8025 2 ปีที่แล้ว +53

    Otv nija dosa safeidauchi nija trp pnai patheichi camerman au reporter ku Kan jibar thila sethi ki

  • @vloggerwalapraveen6112
    @vloggerwalapraveen6112 2 ปีที่แล้ว +102

    Media persons should not have gone in that boat... It's a fault by them for sure
    Don't try to blame only odraf.. they have also loss

    • @parasdas1521
      @parasdas1521 2 ปีที่แล้ว +4

      Yes, exactly who gave you that permission to enter into such a dangerous location ? From which Goverment authority you got the permission ? And are you qualified enough to be part of such a dangerous rescue operation. It is not a mishappeing or an accident. It's a suicide .By entering into that boat also you put their life at stake .Tike pahanara sikhithili , wah wah wah

    • @Zer0Hunger
      @Zer0Hunger 2 ปีที่แล้ว +2

      It's 50/50
      Why odraf team don't have back up
      Why odia people watching Jatra
      Why no one taking ownership

    • @pranjan6819
      @pranjan6819 2 ปีที่แล้ว +1

      Right

    • @biswajeetsahu7173
      @biswajeetsahu7173 2 ปีที่แล้ว +1

      Right bro

    • @narayanmoharana39
      @narayanmoharana39 2 ปีที่แล้ว

      Right

  • @diptiojha2908
    @diptiojha2908 2 ปีที่แล้ว +8

    U r right prabhat ..... ଏଇଟା କଳିଯୁଗ ଭାଇ କେହି କାହାର ହେଇ ନାହାନ୍ତି

  • @tapurinkucreation8438
    @tapurinkucreation8438 2 ปีที่แล้ว +5

    Proud of odisha... Arindam vai

  • @getguide6536
    @getguide6536 2 ปีที่แล้ว +107

    Why you are trying to blame odraf again n again ..one odraf person also lost his life

    • @Jaysriram203
      @Jaysriram203 2 ปีที่แล้ว +5

      Khali TRP paine haechii

    • @pranjan6819
      @pranjan6819 2 ปีที่แล้ว +4

      Right

    • @rajeswarpani9018
      @rajeswarpani9018 2 ปีที่แล้ว

      The odraf team should not allow the media person.

    • @getguide6536
      @getguide6536 2 ปีที่แล้ว +3

      @@rajeswarpani9018 that's true ..but these days Media you know ...If odraf team refuse to take them they may make news on them - that odraf team is doing nothing to rescue. Not impossible

    • @rajeswarpani9018
      @rajeswarpani9018 2 ปีที่แล้ว

      To save one's life we have to face difficult.

  • @odiapila340
    @odiapila340 2 ปีที่แล้ว +1

    Otv odisha ro no 1 news channel I Miss u arindom bhai

  • @KalicharanMajhi-gs3pq
    @KalicharanMajhi-gs3pq 2 ปีที่แล้ว +26

    What is the necessity of journalist to entry in river

  • @nabajyotimohanty8851
    @nabajyotimohanty8851 2 ปีที่แล้ว +7

    ତମେ ମିଡ଼ିଆ ବାଲା ଏମିତି ହାଇଲାଇଟ କଲ ଲୋକ ଦେଖିବାକୁ ଭିଡ଼ ଜମାଇଲେ।ଆଉ ଏବେ ନିଜ ଉପରୁ ଦୋଷ ଖସଉଛ।

  • @arunkumarmohanty6292
    @arunkumarmohanty6292 2 ปีที่แล้ว +19

    ଆରେ ଭାଇ, ତୁମକୁ ଲଜ୍ୟା ଅଛି ତ? ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛ ! ଅନ୍ୟକୁ ଦୋଷ ଦେଉଛ??? ସାରା ରାଜ୍ୟ ଜାଣିଛି ଭୁଲ କାହାର... କିନ୍ତୁ ଗୋଟେ ସମ୍ବେଦନଶିଳ ଘଟଣା ବୋଲି କେହି କିଛି କହୁନାହାନ୍ତି, କାରଣ ଆମେମାନେ ମଣିଷ, ତୁମମାନଙ୍କ ପରି ଅମଣିଷ ନୁହନ୍ତି. ଏପରିକି ଅନ୍ୟ ମିଡ଼ିଆ ମଧ୍ୟ ତୁମର ଭୁଲ ବୋଲି କେବେ ଆଲୋଚନା କରୁନାହାନ୍ତି, ଯେହେତୁ ତାଙ୍କ ଜାତିଭାଇ କଥା. ତୁମର ସୁରକ୍ଷା ପାଇଁ ଓଡ୍ରାଫ ଭାଇମାନେ ଖାଲିରେ ରହି ତୁମକୁ ଜ୍ୟାକେଟ ଦେଲେ, ହେଲେ ତୁମେ କହୁଛ ତାଙ୍କର ତଥା ସରକାରର ଭୁଲ???ବରଂ କୁହ ଯେ ଜଣେ ନିରୀହ ଆଦିବାସୀ ଯବାନର ଜୀବନ ତୁମ ପାଇଁ ଗଲା...ତା ପରିବାର କଣ ଯାଯାବର ଆଉ ତୁମମାନଙ୍କ ପରିବାର ରଜାଘର??? ମୋତେ ଲାଗୁଛି ଅରିନ୍ଦମ ପରିବାର ଠିକ ବୁଝିଛନ୍ତି, ଆଉ ପ୍ରଭାତ ଯେହେତୁ ନୂଆ ଜୀବନ ପାଇଛି ତା ପାଟିରୁ ମଧ୍ୟ ଠିକ କଥା ବାହାରୁଛି, କିନ୍ତୁ ଆର ଜଣକ ଯିଏ ଧଳା ଡ୍ରେସ ପିନ୍ଧି ବସିଛି ଏବଂ ଭବାନୀ ପରି ଆଉ ଯେଉଁମାନେ ଓଟିଭି ଷ୍ଟାଫ ବାହାରେ ରହିଲେ ସେମାନେ ଏମିତି ଘଟଣା ଅନୁଭବ କରି ନାହାନ୍ତି ତ, ତେଣୁ ଏବେ ଵି ତାଙ୍କର ନପୁଂସକତା ପାଇଁ ଯଦି ତାଙ୍କ ସ୍ତ୍ରୀ ର ଛୁଆ ନହୁଏ ତେବେ ସେମାନେ ସରକାର କିମ୍ବା ଅନ୍ୟ ମିଡ଼ିଆ କୁ ଦାୟୀ କରିବେ.ଆଉ ଗୋଟେ କଥା ଓଟିଭି କୁ ଅନୁରୋଧ କରୁଛି ଯେ ଏହି ଅଘଟଣ ପାଇଁ ପ୍ରକୃତ ଦାୟୀ କିଏ ତାହା ଲୋକମାନେ ଜାଣନ୍ତି ଏବଂ ତୁମେ ମଧ୍ୟ ଜାଣ, କିନ୍ତୁ ଗୋଟେ ସମ୍ବେଦନଶୀଳ ଘଟଣା ଲାଗି କେହି କିଛି କହୁନାହାନ୍ତି, ଏପରିକି ଅନ୍ୟ ମିଡ଼ିଆ ମଧ୍ୟ. ତେଣୁ ଆଉ ଘଟଣାକୁ ନ ଉଖୁରାଇ ମିଡ଼ିଆର ଧର୍ମ ପାଳନ କର, ଯଦି ଅରିନ୍ଦମ ପାଇଁ ପ୍ରକୃତ ଦରଦ ଥାଏ... ନଚେତ ଲୋକ ତାଙ୍କ ପରିବାରକୁ ସମବେଦନା ଦେଖାଇବା ପରିବର୍ତ୍ତେ ଓଡିଶା ସରକାର ଦେଇଥିବା ଚାରି ଳକ୍ଷ୍ୟ ଟଙ୍କା ଅଯଥାରେ ଜନସାଧାରଣଙ୍କ ପଇସାକୁ ଜଣେ ଆତ୍ମହତ୍ୟା କରିଥିବା ଲୋକକୁ ଦିଆଗଲା ବୋଲି ଚିତ୍କାର କରିବେ. ବାସ୍ତବରେ ଲୋକମାନେ ଓଡ୍ରାଫ ଯବାନଙ୍କ ପାଇଁ ଦୁଃଖିତ,କାରଣ ସେମାନଙ୍କ ସେବା ଓ ସାହାସିକତା ପାଇଁ ଓଡିଶା ସୁରକ୍ଷିତ ଏବଂ ଗର୍ବିତ 👋👋👋ତଥାପି ତୁମ ହାତରେ ମାଇକ ଅଛି ବୋଲି ତୁମେ ଯାହା ନାଇଁ ତାହା କହିଯିବ ତାହା ଲୋକେ ଗ୍ରହଣ କରିବେନି. ଲୋକେ କହିବେ' ଅଲାଯୁକ ମୁହେଁ ବଥ ନା ମୋତେ ଛାଇ କରିଛି ' ନଚେତ live telicast ରେ ଗୋଟେ ଏହି ଘଟଣାକୁ ନେଇ ଜନମଞ୍ଚ କର... ଉତ୍ତର ପାଇଯିବ. ଭବାନୀ ପରି ଗାଲୁଆ ଆଙ୍କର ମାଡ଼ ଵି ଖାଇପାରନ୍ତି ଆଉ ଲୋକେ ଵି ଚାହିଁବେ ଯାହା ହୋଇଛି ଭଲ ହୋଇଛି,, ଆଗକୁ ଆହୁରି ଏମିତି ଘଟୁବୋଲି.... ଶେଷରେ ମୁର୍ମୁବାବୁ ଙ୍କୁ ସଲାମ ସହ ଅରିନ୍ଦମ ର ନିଷ୍ପାପ ପୁଅ ଓ ସ୍ତ୍ରୀ, ଯିଏକି ଆମର ଜଣେ ଦୁଃଖିନୀ ଭଉଣୀ, ତାଙ୍କୁ ଗଭୀର ସମବେଦନା ଜଣାଉଛି 👋👋👋ମୁର୍ମୁବାବୁ ଅମର ରହେ 🙋‍♀️🙋‍♂️🙋💐💐💐

  • @ACTIVE_BOY_
    @ACTIVE_BOY_ 2 ปีที่แล้ว +12

    ଭିଡ଼ିଓ କରିବା ପାଇଁ ନିଜ ଜୀବନକୁ ବିପଦକୁ ପକାନ୍ତୁ ନାଇଁ l
    ଏତେ ପାଖକୁ ଯିବା କି ଦରକାର ଥିଲା 🥺

  • @kanchannayak9515
    @kanchannayak9515 2 ปีที่แล้ว +8

    ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନେଇ ନ ପାରେ ଜନ୍ତୁ ରାଣ ।

  • @getguide6536
    @getguide6536 2 ปีที่แล้ว +22

    No one can do anything in that type of situation .they tried their best to save

  • @adityajena4165
    @adityajena4165 2 ปีที่แล้ว +8

    arre vai arindam vai saha au jane vai bi chali jaichanti tanka katha tk ta kain utheilani.....kn taank jibana ra mulya kichhi nai.....sitaram murmu ......vai amra rahe

    • @parasdas1521
      @parasdas1521 2 ปีที่แล้ว

      Yes exactly

    • @roastingcity789
      @roastingcity789 2 ปีที่แล้ว

      Bhai tanka Katha utheile auu odrf ku dosa kemiti debe

  • @saubhagyaranjandas6691
    @saubhagyaranjandas6691 2 ปีที่แล้ว +4

    ମୁଁ ଏ କାର୍ଯକର୍ମ ୨ ଥର ଦେଖିସାରିଲିଣି ,ମୁଁ ମୋ ଅନ୍ତରରୁ ଅରିନ୍ଦମ୍ ଙ୍କୁ ବହୁତ୍ ଭଲ ପାଏ ଆଉ ମୁଁ ବି ମର୍ମାହତ ।ଭବାନି ବାବୁ ଆପଣଙ୍କ କର୍ମଚାରୀ କହୁଛନ୍ତି କିଛି ବି ସୁରଖ୍ୟା ନଥିଲା ଆଉ ଅନ୍ୟ ମିଡିଆ ଗଲେନି ତ ଏମାନେ ଗଲେକାହିଁକି,2 ରେ ମୁଣ୍ଡଳୀ ରୁ scb 25 ମିନିଟ୍ ର ବାଟ ଇଏ କହୁଛନ୍ତି 45 ମିନିଟ୍ ଆଉ ଯାତ୍ରା କହୁଛନ୍ତି ତ ଯାତ୍ରା କିଏ ଆଉ କାହା ପାଇଁ ହଉ ଥିଲା back up ନଥିଲା ତାହେଲେ ଏ ଦେବାଷିଷ୍ କାହିଁକି ଅରିନ୍ଦମ୍ ଙ୍କୁ ଅଟକାଇ ନଥିଲେ କିନ୍ତୁ ଏବେ ପୋଲିସ୍ ,ଆଉ ଓଡ୍ରାଫ୍ ର ଦୋଷ ଦଉଛନ୍ତି ନିଯେ ଖାଲି କହିଛନ୍ତି କଣ୍ କରିଛନ୍ତି ? ସବୁଠୁ ବଡ କଥା ଆମ ଗାଁ ର ସାନ ଭାଇ ମାନସ ବେହେରା କଥା ଏମାନେ କିଛି ବି କହିନାହାଁତି ଏସବୁ ଓଟିଭି କୁ ସୁହାଇଲା ଭଳି କହୁଛନ୍ତି ,ମାନସ କଥା କୁ ସମ୍ପୁର୍ନ ଭୁଲିଯିବା ଆଉ ତାର କର୍ତବ୍ୟ କୁ ଆଲୋଚନାକୁ ନ ଆଣିବା ଭଲ ହେଲାନି
    ଅନ୍ୟକୁ ଦୋଷ ଦେବା ଆଗରୁ ନିଜ ଦୋଷ କୁ ଟିକେ ଦେଖାଯାଉ ।ଯଦି ମୋ ମତାମତ ରେ କିଛି ତୁର୍ଟି ଥାଏ ଖିୟମା କରିବେ

    • @prakashghose7518
      @prakashghose7518 2 ปีที่แล้ว +1

      Journalist ra kama hin anyara dosa khojiba.

  • @bibhumusictv691
    @bibhumusictv691 2 ปีที่แล้ว +4

    ଜୟ ଜଗନ୍ନାଥ

  • @pyaarakrishu927
    @pyaarakrishu927 2 ปีที่แล้ว +55

    Still I am having tears in my eyes, it's an unforgettable incident, very sad...😭😭

    • @gelhipatra2723
      @gelhipatra2723 2 ปีที่แล้ว

      Aridam bhai sabudina manepaduchanti

    • @gelhipatra2723
      @gelhipatra2723 2 ปีที่แล้ว

      Aghatana

    • @gelhipatra2723
      @gelhipatra2723 2 ปีที่แล้ว

      A durghatana kebebi bhuliparibini

    • @gouraharipradhan9517
      @gouraharipradhan9517 2 ปีที่แล้ว +1

      @@gelhipatra2723 thik Katha kahila tame mora bi Arindam bhai mane paduchanti

    • @starindiadigitalcreation8644
      @starindiadigitalcreation8644 2 ปีที่แล้ว +1

      Au sitaram bhai jiye ki paniru 500 loko ku udharo korichanti tanko kotha kichi mone poduni..... chi

  • @ramachandratripathy6776
    @ramachandratripathy6776 2 ปีที่แล้ว +1

    ଜଯ ଜଗନ୍ନାଥ,
    ମୋର ଅନୁରୋଧ ରିପୋର୍ଟର ବନ୍ଧୁ ଙ୍କୁ ଯେ କେବଳ ଅରିନ୍ଦମ ବାବୁ ଙ୍କ ର ବ୍ଯତୀତ ଆଉ କାହାରି ଯିବନ ମୁଲ୍ୟବାନ ନଥିଲା କାରଣ ଓ ଟିଭିର ରିପୋର୍ଟର ଆଗରେ ଆଉ କେହି ତୁମକୁ ଦେଖାଯାଏ ନାହିଁ ,
    ଏ ଅପରେସନ୍ ରେ ତ ଆପଣଙ୍କ ପଦାଧିକାରୀଙ୍କ ମତ ଆସିଲା ଏପ୍ରକାର ଅପରେସନ ରେ ମିଡିଆ ର ଭୂମିକା ସଂମ୍ପୂର୍ଣ୍ଣ ଭୁଲ୍ ବୋଲି।
    କାରଣ ମିଡିଆ ର କାମ ଯାହା , ତାହା ମିଡିଆ ନକରି , ମନ ଇଚ୍ଛା ଯାଇଥିଲେ ,
    ଯାହା ଆପଣଙ୍କ କ୍ୟାମେରାମ୍ୟାନ ଉତ୍ତର ଦେଉଛନ୍ତି, ନହେଲେ କ୍ୟାମେରାମ୍ୟାନ କହୁନାହାନ୍ତି, ତାଙ୍କୁ ଯିବାପାଇ କିଏ କହିଥିଲା।

  • @tatineebiswal7425
    @tatineebiswal7425 2 ปีที่แล้ว +6

    Kahiki jaithile "Hati bahariba mu baharibi" na hati baharila na bhai tame baharila 😭 Miss u Arindam Bhai

  • @seemapatnaik4521
    @seemapatnaik4521 2 ปีที่แล้ว +3

    God bless you and your family

  • @honeymehendiart5054
    @honeymehendiart5054 2 ปีที่แล้ว +2

    It's good point Sir 👌....

  • @urmilasahoo5807
    @urmilasahoo5807 2 ปีที่แล้ว +12

    Very sad news🙏🙏😔😭Miss u great Arindam Sir 🙏🙏

    • @crazyboyrajib9449
      @crazyboyrajib9449 2 ปีที่แล้ว +2

      Balo arindam, niriha 🐘 ta jibana gola kehi chinta karu nahanti😡

  • @ayashkantaray1483
    @ayashkantaray1483 2 ปีที่แล้ว +2

    ଭାଇ!!! ଭାବିଲେ ବୋହୁତ୍ ଦୁଃଖ ଲାଗୁଛି

  • @drvicky1729
    @drvicky1729 2 ปีที่แล้ว +25

    All loss is only due to otv n team. Don't blame odraf

    • @roastingcity789
      @roastingcity789 2 ปีที่แล้ว +1

      Bhai dosa chadeibare otv ostad

  • @bhagirathimohapatra3604
    @bhagirathimohapatra3604 2 ปีที่แล้ว +6

    ଅରିନ୍ଦମଙ୍କୁ ମୁଁ ବହୁତ ମିସ କରୁଛି 😌😌😌
    ମୋ ସାଥିରେ କେରଳ ରେ ଗୋଟେ ରାତି ତାଙ୍କ ସାଥିରେ ବିତେଇଛି
    ପ୍ରଭାତ ଆପଣଙ୍କୁ ଧନ୍ୟବାଦ 🙏🙏🙏
    କେମେରା ଓ ବୂମ ମିଳିଲା??

  • @abinasbehera8495
    @abinasbehera8495 2 ปีที่แล้ว +20

    A thila bhagya ra likhana.....
    Se dina mu bbsr ru rkl feru thaye aau jaha nija akhire dekhili aau boat budibara 2ta main karana jani paili seta hauchi...
    se boat sua re khasi jiba pare b....kichi ghati na thila....boat thik thila kintu....
    Boat budi bara 2ta main karan hela
    1.engine bandh hei gala...aau jete chesta kale b start helani.....
    (Tathapi boat lahari re khelu thila budi na thila)
    2. Hati boat ro sidha re asi thia heigala...jouthiru ki pai ra sua jor hei gala aai sei lahadi jai boat bhitare padibaru boat budi alati gala.
    Semane thiktak bahari jaithante aau 2jibana b jai nathanta jadi...
    1.engine bandh hei na thanta...
    2.engine bandh hela pare b jadi hati ti boat ro sidhare asi thia hei na thanta.

    • @uuunika9995
      @uuunika9995 2 ปีที่แล้ว +1

      Hmm

    • @kalyanmohanta9392
      @kalyanmohanta9392 2 ปีที่แล้ว

      Jadi ambulance thanta au sange sange oxigen lagithhanta tahele sabu thhik thhak heithanta

    • @funnyodia317
      @funnyodia317 2 ปีที่แล้ว +1

      Such Boat is not designed for such High Turbulence of Water, So engine stopped due to high Turbulence water

  • @Surendra0707
    @Surendra0707 2 ปีที่แล้ว +3

    God bless you Prabhat Bhai

  • @prasantabehera1986
    @prasantabehera1986 2 ปีที่แล้ว +4

    ହାତୀ ଗଲା ମଣିଷ ବି ଗଲା। 😭😭😢😢😟😟😧😧😦😞😓

  • @KalicharanMajhi-gs3pq
    @KalicharanMajhi-gs3pq 2 ปีที่แล้ว +5

    Bhavani babu please ask about sitaram murmu

  • @supriyaparida9307
    @supriyaparida9307 2 ปีที่แล้ว

    Jai jagannatha 🙏

  • @jyotiorissabbsr
    @jyotiorissabbsr 2 ปีที่แล้ว +6

    ❤️Arindam ❤️
    Jinda dil ho tum
    Tum aaj nehi ho
    Phir bi aankh tum ko
    Dhund ta reheta he
    Such mooch tum jinda ho
    Yaad rahega yeah pal
    Aaj parso aur kal
    Bhagban aapka paribar ko
    Sada sarbada ashribad deta rahe
    Hamari yeah bhagban ke paas gujarish ho.... 💖💖💖

  • @girijashankarmishra7131
    @girijashankarmishra7131 2 ปีที่แล้ว

    Heartfelt incidents,

  • @samsen4194
    @samsen4194 2 ปีที่แล้ว +19

    Otv odia smartly putting all the blames onion odraf. First of all
    1. who allowed these news reporter to go inside river?
    2. This footage can be shooted by using drones
    3. There is a bridge which can be used for crossing the news reporter still why they went inside boat for river crossing?
    4. Why there was no backup for this operation including odraf team rescue backup team?

    • @parasdas1521
      @parasdas1521 2 ปีที่แล้ว

      Yes exactly.

    • @roastingcity789
      @roastingcity789 2 ปีที่แล้ว

      Bhai ea news channel bi bahut uturileni. Amane dhua muga. Sala sabu dosa odrf ku dakuchhanti

  • @indumallick8298
    @indumallick8298 2 ปีที่แล้ว +3

    Arindam bhai aji jaye apana nka katha bhuli hauni hele apana jouthi b ruhantu bhala re ruhantu bhai au apanka family member nku sai baba himmat diantu ai situation ku sambhali baku

  • @manasranjanpati7710
    @manasranjanpati7710 2 ปีที่แล้ว

    Jay jagannath

  • @maitreyaranjanpanda1384
    @maitreyaranjanpanda1384 2 ปีที่แล้ว +6

    Odraf also lose a brave person , Mr sitaram murmu , why not any channel discuss about murmu Bhai , our real hero

  • @Sumantallcreatesllvision2023
    @Sumantallcreatesllvision2023 2 ปีที่แล้ว +25

    When a mission got successfull there is no question ,but many questions will arise when a person or a mission get unsuccessful.

    • @rajeswarpani9018
      @rajeswarpani9018 2 ปีที่แล้ว

      Brother first u have to know the situation. Can u handle situation or over come it.

    • @baidyanath90
      @baidyanath90 2 ปีที่แล้ว

      Bhai re sucsess ta positive aproch.... Failure ta negative aproch. Obviously sucsess heke prasansa mile ,fail Hele coment, se jou case b heu . Ethi totaj system failure . Vul kahara b heu

  • @kavitaentertainment4473
    @kavitaentertainment4473 2 ปีที่แล้ว +2

    Kn aw achhi.. Upare thaiki Sabu jatra Dekhithile.. Ama arindam bhai samastanka akhi samna re chaligale.. Kehi kichhi karileni... 😭😭😭😭

  • @ajitrana8303
    @ajitrana8303 2 ปีที่แล้ว +20

    Presence of mind should be activated by meditation .pant kholiba gote presence of mind.

  • @abhaydas2812
    @abhaydas2812 2 ปีที่แล้ว

    Jay jagannatha

  • @Theearthyexplorer
    @Theearthyexplorer 2 ปีที่แล้ว +10

    Blaming others doesn't hide your fault otv. What was necessity to send journalists with rescue operation? Odrf team are professional doesn't mean accidents will never happen. God bless the family members of the departed souls.

  • @Americangirlivanika123
    @Americangirlivanika123 2 ปีที่แล้ว +2

    Bhala aau.. sabu odraf team ra dosa👍🏻.. story ta kiye lekhi chhi 👌tame mane video trp pai madi jaithila ebe show karuchha

  • @ShriKshetraPurusottama
    @ShriKshetraPurusottama 2 ปีที่แล้ว +4

    This guy is really a fighter

  • @prithvirajnaik6100
    @prithvirajnaik6100 2 ปีที่แล้ว +2

    କଥା ରେ ଅଛି ' ନିଜ ହିସାବ ରେ ଘାସ କାଟିବ, ପର କଥା ରେ ଘୋଡ଼ା ଚଢ଼ିବନି" ଭାଇ ମାନେ ଆମେ ଯୋଉ adventurous news ଦେଖୁଛୁ କୋଉଠି ନା କୋଉଠି ଏ ମାନଙ୍କୁ ଆହୁରି ପ୍ରେରଣା ଦଉଛି ସେ ଭଳି କାମ କରିବାକୁ।
    ପ୍ରଭାତ ଭାଇ ଙ୍କୁ ବି ମୋର ଅନୁରୋଧ ସେମାନେ ନିଜେ ବି ଚିନ୍ତା କରିବା ଦରକାର ଥିଲା କୋଉଟା କରିବ ଠିକ୍ ଆଉ ଭୁଲ
    R. I . P mr. Arindam das 🙏🙏😔
    R.I.P Mr. Sitaram murmu 🙏🙏😔

  • @avasiparida33
    @avasiparida33 2 ปีที่แล้ว +9

    These persons statement is so biased.plz stop to blame odraf

  • @itishreesahoo5087
    @itishreesahoo5087 2 ปีที่แล้ว +6

    This world is based on trust n truth when trust is break the life is over 💔

  • @SIDHARTHSPARADISE
    @SIDHARTHSPARADISE 2 ปีที่แล้ว +7

    In my opinion it's completely a wrong decision of otv reporter cz they have no reason to go with them where no one can survive in this situation

  • @priti1184
    @priti1184 2 ปีที่แล้ว +2

    Miss you arindam sir 😭😭😭😭😭😭😭😭😭😭😭😭🙏🙏🙏🙏🙏

  • @Destroyer_S
    @Destroyer_S 2 ปีที่แล้ว +8

    The well trained man can not survive, imagine what much be difficult the situation...
    Bloody fools..

  • @pritilagnadas
    @pritilagnadas 2 ปีที่แล้ว +18

    Why media went for rescue operation???

    • @cricketupdates5392
      @cricketupdates5392 2 ปีที่แล้ว

      Media rescue pain jainthilaa.. Live coverage pain jaithilaa...

    • @parasdas1521
      @parasdas1521 2 ปีที่แล้ว

      @@cricketupdates5392 Yes who gave you that permission to enter into such a dangerous location ? From which Goverment authority you got the permission ? And are you qualified enough to be part of such a dangerous rescue operation. It is not a mishappeing or an accident. It's a Suicide .By entering into that boat also you put their life at stake .

    • @cricketupdates5392
      @cricketupdates5392 2 ปีที่แล้ว

      @@parasdas1521 kain jeteble cyclone time re bharikii update diantii sete ble kn hue kehi ta kuhanti nahii... Au tame kahucha se kahara permission se pa govt odraf team ra support re sethakuu jaichntiii semane ekathii nuhaa... Sethii kn kehi govt authority thila nii kii mana kalenii semannkuu

    • @pritilagnadas
      @pritilagnadas 2 ปีที่แล้ว +1

      Dura ru b kari parithaanta !!

    • @cricketupdates5392
      @cricketupdates5392 2 ปีที่แล้ว

      @@pritilagnadas duraru jadi sabu visual nei huanta tahle pakhkuu kehi janaante nahii.. Hati kii ta durare rahi ki ghuodei deithante hle pakhkuu kn pain jauthile

  • @gayatrimahapatra3785
    @gayatrimahapatra3785 2 ปีที่แล้ว +1

    Jea jetebele jiba katha jibe.... Seta Bhagawan nak ichha

  • @omsainath1465
    @omsainath1465 2 ปีที่แล้ว

    Jay jaganath

  • @sivay6413
    @sivay6413 2 ปีที่แล้ว +2

    TRP pain kete tala ku jiba ,2ti mulyaban jibana gala puni camera manku pathe safedeucha,arindam nka jibana jibana sitaram nka jibana jibana nuhenki.Dhik tama manabikataku abe ta sudhuri jaa plz...🙏🙏🙏🙏

  • @misskiranbehera5714
    @misskiranbehera5714 2 ปีที่แล้ว +5

    Dont blem ODRAF, murmu is also lost his life

  • @yuvarajdutta5249
    @yuvarajdutta5249 2 ปีที่แล้ว +6

    Bhabani sir nka questions...how did you feel...when u under water...

  • @arabindatripathy115
    @arabindatripathy115 2 ปีที่แล้ว +1

    Arindam bhainku banchei heithanta.uparu jane team rasi ra sahajya nei olhei thante tanku atleast kichhi time pain teki pari thante

  • @mahendraff6746
    @mahendraff6746 2 ปีที่แล้ว +6

    I miss you Arindam sir

  • @punammishra8396
    @punammishra8396 2 ปีที่แล้ว +8

    Helicopter hin thile kehi bi emiti mari na thaante 😭😭😭

  • @sunakarmalik2188
    @sunakarmalik2188 2 ปีที่แล้ว +8

    ଗାଣ୍ଡି ମରା OTV ସବୁ TRP ର ଖେଳ ରେ ମାଗିଆ ଚାନେଲ

    • @samitasahoo4376
      @samitasahoo4376 2 ปีที่แล้ว +2

      Tu kie be pagala

    • @kabitanaik6447
      @kabitanaik6447 2 ปีที่แล้ว

      Laza laguni amit katha kahucha tama saha amit hei thile jani thanta na

  • @swarupabal3621
    @swarupabal3621 2 ปีที่แล้ว +2

    Miss you Arindam sir 😭😭😭😭😭

  • @pritirajandas8482
    @pritirajandas8482 2 ปีที่แล้ว

    Right bro

  • @gangadharnaik5873
    @gangadharnaik5873 2 ปีที่แล้ว +3

    Lack of Proper planning & no backup of team

  • @parasdas1521
    @parasdas1521 2 ปีที่แล้ว +18

    Yes who gave you that permission to enter into such a dangerous location ? From which Goverment authority you got the permission ? And are you qualified enough to be part of such a dangerous rescue operation. It is not a mishappeing or an accident. It's a Suicide .By entering into that boat also you put their life at stake .Tike pahanara sikhithili , wah wah wah. Bhai taku banchai dia bhai taku banchai dia , bhai jauthila kain ?? Bipada bele aga nija jebana banchaebe na para katha bhabibe - Murtu samna re asile kou loka nija family nija jebana katha na bhabiki duniya katha bhabiba . Just talking rubbish .
    Bhai jatra hauthila loka ta runda hebe , kain murkha bhali aae sabu faltu discussion and Annya mananku blame ?

    • @Suryakanta11
      @Suryakanta11 2 ปีที่แล้ว +1

      Yes, they self put their life in danger as well the ODRF member. They completely responsible for death of the elephant 🐘. I have no sympathy with OTV person who lost his life.

  • @rajendragouda9074
    @rajendragouda9074 2 ปีที่แล้ว +1

    Moro favourite jodi thile. Prabhat bhai au Arindam das..🙏😥

  • @debabrata6663
    @debabrata6663 2 ปีที่แล้ว +2

    There should be strong enquiries with Odisha police and ODRF officials ..

  • @rupallinonechannel
    @rupallinonechannel 2 ปีที่แล้ว +1

    Arnidam das related Sabu news mu dekhuchi....bahut kasta laguchi....dnt knw why but tanka chota pua stree maa kemit banchibe...semane tanka family member nd mu ta jane viewer .....bahut emotional e news dekhiki

  • @sujataranikhatua5396
    @sujataranikhatua5396 2 ปีที่แล้ว

    Dhanyabad pravat bhai

  • @aeitajeevan513
    @aeitajeevan513 2 ปีที่แล้ว

    ହରି ଓଁ ଶାନ୍ତି 😥😥😥🙏🙏🙏

  • @pitabashsahoo263
    @pitabashsahoo263 2 ปีที่แล้ว +1

    Media ବାଲାଙ୍କର କଣ ଦରକାର ଥିଲା ପାଣି ଭିତରେ ପଶିବା ? Odraf ର ଜଣେ ଯବାନ ମରିଗଲେ କାଇଁ ତୁମର ପାଟି ଫିତୁନି । Odraf ବାଲାଙ୍କୁ ଦୋଷ ଦଉଚ କଣ ? ତୁମର ତ ସବୁ ଭୁଲ୍ । ନିଜ ଭୁଲ୍ ପାଇଁ ନିଜର ଦୋଷ ଦିଅନି । Media ବାଲାଙ୍କ ଭୁଲ୍ ଯୋଗୁଁ ଦୁଇଜଣ ଲୋକଙ୍କର ଜୀବନ ଗଲା, ହାତୀ ବି ମରିଗଲା । Odraf ବାଲାଙ୍କର କିଛି ଭୁଲ ନାହିଁ ସବୁ media ବାଲାଙ୍କର ଭୁଲ୍ ।

  • @rajashreetupu8836
    @rajashreetupu8836 2 ปีที่แล้ว +2

    Miss you Arindam bhai😭😭😭😭😭😭😭😭

  • @akshayaswain1505
    @akshayaswain1505 2 ปีที่แล้ว

    Odisha sarakar Dai

  • @sunilkumarsethi488
    @sunilkumarsethi488 2 ปีที่แล้ว

    Thans pravat you are very lucky person, thanks your life.

  • @techycldadi3554
    @techycldadi3554 2 ปีที่แล้ว

    Really very sad moment 😔😔

  • @pradeepkumarpkp1360
    @pradeepkumarpkp1360 2 ปีที่แล้ว +5

    I think OTV chief editor Radha Madhav or any of the senior officials ordered them to go with odraf team for TRP, OTV completely responsible for Arindam's death now they blaming odraf team and govt shame on u OTV, for the shake of TRP they taken one person's life

  • @worldvisionkhordha944
    @worldvisionkhordha944 2 ปีที่แล้ว +2

    Arindam bhai nka biyoga Sara Rajyaku Dukha deichhi.....but Haire Otv News Sale Tamaku kia Permission dela Odraf Boat re Jibaku...............Arindam Bhai Amar Rahe.....Jay Jagannath 🙏🙏🙏

    • @roastingcity789
      @roastingcity789 2 ปีที่แล้ว

      Bhai janina ki birodhi dala pa, nahele dhamak debe aeya karibu seya karibu. Dareibe khali

  • @pradeepkumarpkp1360
    @pradeepkumarpkp1360 2 ปีที่แล้ว +10

    100% OTV responsible why they send them with odraf team

  • @lnpattnaik
    @lnpattnaik 2 ปีที่แล้ว

    ହେଲିକ୍ୟାପ୍ଟର ଟିଏ ଥିଲେ ସେଦିନ ଅରିନ୍ଦମ ନିଶ୍ଚୟ ଉଦ୍ଧାର ହେଇ ପାରିଥାନ୍ତେ । ନଦୀ ଭିତରକୁ ଏଭଳି ସ୍ରୋତ ସମୟରେ ଓଡ୍ରାଫ ବୋଟ ଛାଡିବା ପୂର୍ବରୁ ଅତିକମରେ ଉପରେ ଗୋଟିଏ ହେଲିକ୍ୟାପ୍ଟର ମୃତୟନ ରହିବା ଜରୁରୀ ଥିଲା ଓ ପାଞ୍ଚ ସାତୋଟି ରଶି ସିଡ଼ି ପ୍ରସ୍ତୁତ କରି ରଖିବା ମଧ୍ୟ ଜରୁରୀ ଥିଲା । ଏହି ରେସକ୍ୟୁ ଟିମ କୁ ଯିଏ ପରିଚାଳନା କରୁଥିଲେ, ସେ ଜଣେ ଅନଭିଜ୍ଞ ବ୍ୟକ୍ତି ଥିଲେ । ତାଙ୍କୁ ଚାକିରୀରୁ ବହିଷ୍କାର କରିବା ଦରକାର ।

  • @sriyapuspa5079
    @sriyapuspa5079 2 ปีที่แล้ว

    Arindam das ଙ୍କ ଉପରେ special report ବନାନ୍ତୁ।

  • @brundabansahoo5787
    @brundabansahoo5787 2 ปีที่แล้ว

    Omm shanti

  • @imsd8093
    @imsd8093 2 ปีที่แล้ว +2

    1 nuhn 2 ti amulya jiban chaligala tame khali Arindam katha kuhani debasis

  • @Surendra0707
    @Surendra0707 2 ปีที่แล้ว +9

    RIP Arindam Hero Chief Reporter Otv

  • @coolsaibal
    @coolsaibal 2 ปีที่แล้ว +10

    I would like to ask a question to Otv that after the boat mishap why Otv as a news channel only telecasted about Arindam sir, Otv didn't telecast much about the elephant. Is it a right thing to do? The moment was very emotional but that doesn't mean only one news has to be rolled. They totally deviated off the elephant news which was very unprofessional.

  • @ShantanuDasVlogs
    @ShantanuDasVlogs 2 ปีที่แล้ว +1

    Very sad 😭😭😭😭

  • @nagendrapanigrahi2041
    @nagendrapanigrahi2041 ปีที่แล้ว

    We never forget you arindmsir😭🥺😰😔😔😔😔😔😔😔😏😏😌

  • @AnilKumar-uo3rs
    @AnilKumar-uo3rs 2 ปีที่แล้ว

    ପାଣି ପବନ ଆଗରେ ବାହାଦୁରି ମାରିବା ଭୁଲ 👍🏿
    ସମୟ ଗୋଟେ ଗୋଟେ ଏମିତି ଆସେ
    ସମୟ ଆଗରେ ସମସ୍ତେ ହାର ମାନିଥାନ୍ତି
    ଯାହାହେଲେ ବି ତମେ ଦୁଇ ଜଣ ସେଠିକି ଯିବାଟା ପୁରା ଭୁଲ
    ଦୁଇ ଦୁଇଟା ଜୀଵନ ବେକାରେ ଚାଲିଗଲା 😂😂
    ହାତୀ ବି ମଲା ଦୁଇ ଦୁଇ ମଣିଷ ଜୀଵନ ବି ଗଲା 😂😂😂

  • @rajashreetupu8836
    @rajashreetupu8836 2 ปีที่แล้ว +2

    Kehi bi help kaleni Arindam bhai nku khali dekhuthile jadhi udraf tem chahithile Arindam bhai Banchijaithante 😭😭😭😭😭

  • @subhalaxmeebehera9372
    @subhalaxmeebehera9372 2 ปีที่แล้ว +1

    Val Manisha te thile Arindam sir

  • @rajeshkumar-cm5fl
    @rajeshkumar-cm5fl 2 ปีที่แล้ว +4

    O tv is fully responsible for this incident

  • @mukeshjena95
    @mukeshjena95 2 ปีที่แล้ว

    Very sad Situation.Daily remember on TH-cam

  • @kartikbhuyantapu9031
    @kartikbhuyantapu9031 2 ปีที่แล้ว

    ମୁଁ ଭାବୁଛି ଉପରେ ଥିବା odraf ଯଦି ରଶି ସାହାଯ୍ୟରେ bridge ତଳକୁ ଯାଇକି ଅରିନ୍ଦମ ଭାଇ ଙ୍କୁ ବଞ୍ଚାଯାଇ ପାରିଥାନ୍ତା। କାରଣ ସେମାନେ ତ ରସି ସାହାଯ୍ୟ ରେ କିପରି ତଳକୁ ଯିବେ ତାହା training ପାଇଥିବେ। ସେ ନିଜେ ତ ବୁଡ଼ିକି ହାଲିଆ heijaithile ।ରସି ଅଣ୍ଟା ରେ ବାନ୍ଧି ତଳକୁ ଯାଇ କରି ତାଙ୍କୁ ଅନିପରିଥାନ୍ତେ ।

  • @kirtiranjanswain5097
    @kirtiranjanswain5097 2 ปีที่แล้ว

    Very Sad😭😭