'Who Is He?': Dharmendra Pradhan Response To VK Pandian's Pressmeet | Discussion

แชร์
ฝัง
  • เผยแพร่เมื่อ 7 พ.ค. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #DharmendraPradhan

ความคิดเห็น • 1.3K

  • @karunakarbarik8956
    @karunakarbarik8956 21 วันที่ผ่านมา +34

    ,ଉତ୍କଳର ନେତା ନିଳେ ନାରାୟଣ , ଉତ୍କଳ ନେତାର ନାହିଁ ପରୟୋଜନ। ପ୍ରଭୁ ଜଗନ୍ନାଥ କୋଟି ଓଡ଼ିଆଙ୍କର। ସେ କାହାକୁ ତାଙ୍କ ପ୍ରତି ନିଧି ବାଛିବେ, ସେ ଜାଣିଛନ୍ତି। ଜୟ ଜଗନ୍ନାଥ।

  • @saratmishra7100
    @saratmishra7100 21 วันที่ผ่านมา +43

    ଆମେ ଭି ପଚାରୁଛୁ, Pandian କିଏ?
    ଛି ଛି କୁଳାଙ୍ଗାର ସରକାର।
    BJD ରେ ଆଉ କେହି ନେତା ନାହାନ୍ତି???

    • @reetap4008
      @reetap4008 7 วันที่ผ่านมา +7

      ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ
      18 ବର୍ଷ ହେଲା ନବୀନ ବାବୁ ଙ୍କ ସହ ରହି ଓଡ଼ିଶା ର ବିକାଶ କରିବା ରେ pandian ଙ୍କ ଭୂମିକା ବୁଝପାରୁନାହିଁ 😡
      Pandian କୁ ତାମିଲ ତାମିଲ୍ କହି ଅପରାଜିତା ଓଡ଼ିଶା ବାସୀ ଙ୍କ ମୁଣ୍ଡ ରେ ବିଷ ପୁରାଉଚି,ସିଏ ବି ବିହରୁଣି ନା ତାର ଶାଶୁ ଘର ଓଡିଶା ଆଉ pandian ର ଶାଶୁ ଘର ଓଡିଶା
      ବିକାଶ ଦେଖ ,ଗୁଣ୍ଡା ଗର୍ଦ୍ଦୀ, ମିଛ ପ୍ରତିଶ୍ରୁତି BJP ଦଳର ସଂସ୍କାର 😡😡

    • @KAMULUKANWAR-in6ru
      @KAMULUKANWAR-in6ru 3 วันที่ผ่านมา

      ​@@reetap4008❤❤❤

    • @swainbaikuntha7648
      @swainbaikuntha7648 2 วันที่ผ่านมา

      @reetap4008

    • @dubrajhembram2019
      @dubrajhembram2019 วันที่ผ่านมา

      ତୁ କିଏ ବେ ମତେ କହ 😊😊😊

  • @Vijjan648
    @Vijjan648 19 วันที่ผ่านมา +5

    ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| 1999 ସୁପର ସାଇକ୍ଲୋନ୍, ଫାଇଲିନ୍, ହୁଡ୍ ହୁଡ୍, ଫନି, ତିତଲି ଇତ୍ୟାଦିରୁ ଓଡ଼ିଶାର ପୁନରୁଦ୍ଧାର ହୋଇଥିବା ସହ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଶକ୍ତିଶାଳୀ ବିପର୍ଯ୍ୟୟ ପରିଚାଳନା ମଡେଲ ଜାତିସଂଘ ଦ୍ୱାରା ଏକାଧିକ ଥର ପ୍ରଶଂସିତ ହୋଇପାରିଛି। ଆଜି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଏହାର ଅନନ୍ୟ ସ୍ଥିତିକୁ ପ୍ରମାଣ କରିଛି । ଆଇଟି କମ୍ପାନୀ Accenture, Dellotte, IBM, Cognizant, Pwc, EY, Capgemini, Mindtree,Wipro,LTI, Concentrics, Infosys2 ଠାରୁ Core କମ୍ପାନୀ ଯେମିତିକି JSPL,JSW, Bhusan, AM/NS,Vedant etc ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି ।ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ। ଜୟ ଜଗନ୍ନାଥ🙏🏻

    • @anandamohakuda4943
      @anandamohakuda4943 19 วันที่ผ่านมา

      Jay jagannath 🙏🙏🙏 Jay BJD

  • @ratikantanahak5424
    @ratikantanahak5424 21 วันที่ผ่านมา +11

    ଜୟ ଜୟ ଶ୍ରୀ ରାମ

  • @LambodarPradhan-sj6uy
    @LambodarPradhan-sj6uy 16 วันที่ผ่านมา +29

    ଓଡ଼ିଶାର ଚାକର ହୋଇଥିବା ଲୋକ ଏବେ ମାଲିକ ହେବାକୁ ଚାହୁଁଛି। ଛି ଛି ଛି

    • @reetap4008
      @reetap4008 7 วันที่ผ่านมา +2

      ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ

    • @reetap4008
      @reetap4008 7 วันที่ผ่านมา +1

      ଶିକ୍ଷା ଥିଲେ ଏମିତି ବିଚାର ଆସି ନ ଥାଆନ୍ତା,😡😡

  • @krushnasabar2201
    @krushnasabar2201 21 วันที่ผ่านมา +71

    ଆମ ପ୍ରିୟର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅସୁସ୍ଥ କି କେଉଁଠି କେବେ ପ୍ରେସ ମିଟ କି କାଉଣ୍ଟର attack କରୁନାହାନ୍ତି ସବୁ pandian sir କରୁଛନ୍ତି bjd re neta nahi କି

    • @elizabehera6454
      @elizabehera6454 21 วันที่ผ่านมา +2

      BJD re neta dishunahanti

    • @debarchanbiswal9565
      @debarchanbiswal9565 21 วันที่ผ่านมา +3

      Tama BJD dalare ghaita nahanti. Tamil ghaita karucha. Nija dehare Odia rakta thile Panduku support karantani.

    • @rajkumardandapat1748
      @rajkumardandapat1748 21 วันที่ผ่านมา +1

      ​@@debarchanbiswal9565abe language ra difference dekhauchu tu ta hele india re Achu kahiniki.

    • @sk_creation496
      @sk_creation496 21 วันที่ผ่านมา +1

      Right question

    • @anantaswain6117
      @anantaswain6117 20 วันที่ผ่านมา +3

      ସୁଲତା ମାଡାମଙ୍କର ପାଣ୍ଡ୍ୟାନ କେମିତି ସାର ହେଲେ ଭୋଟର ସବୁ ଗାନ୍ଧିଜୀ ଙ୍କ ତିନି ମାଙ୍କଡ଼

  • @user-rdbabu143
    @user-rdbabu143 21 วันที่ผ่านมา +24

    ଭାଇ ମାନେ ଗୋଟେ କଥା କହିବି, ଗୋଟେ ଦଳ 21 ବର୍ଷ ଶାସନ କଲାଣି, ଆଉ ତା ଶାସନ ଆମେ ଦେଖି ସାରିଲୁଣି, ଆଉ ଗୋଟେ ଦଳ କୁ ଚାନ୍ସ ଦବା ଦରକାର୍, ମୋର କହିବା ମାନେ ଗୋଟେ ସାଇଡି ର କଥା ଶୁଣି କିଏ ଠିକ୍ କିଏ ଭୁଲ୍ ବିଚାର କରା ଯାଏନି, ଆଉ ମୋ ମତ ରେ ଗୋଟେ ଥର ଆମ ଓଡ଼ିଶା କୁ bjp ଆସିବା ଦରକାର୍ ଆଉ ତା ଶାସନ କେମିତି ଆମେ ଦେଖିବା, ତା ପରେ ଆମେ ବିଚାର କରିବା କିଏ ଠିକ୍ ଆଉ କିଏ କଥା କହିବା କପିଳା

  • @rajendrarajput8469
    @rajendrarajput8469 21 วันที่ผ่านมา +31

    ଓଡିଶା ରେ କଣ ଆହୁ କେହି BJD ର ନେତା ନ ଥିଲେ

    • @dinabandhunaik7332
      @dinabandhunaik7332 17 วันที่ผ่านมา +4

      ବିଜେଡି ନେତା ସବୁ ମେଣ୍ଢା,

    • @reetap4008
      @reetap4008 7 วันที่ผ่านมา +1

      ଶିକ୍ଷା ଥିଲେ ଏମିତି ବିଚାର ଆସି ନ ଥାନ୍ତା😡

    • @RanjitSamal-ej6gc
      @RanjitSamal-ej6gc วันที่ผ่านมา

      Sulata bf pandu

  • @nayanakandi4776
    @nayanakandi4776 21 วันที่ผ่านมา +18

    ଯଦି ବିଜେପି ଜିତି ଯାଇଛି ଭୋଟ କାହିଁକି ହଉଛି ସମୟ କହିବ କିଏ ଗଢ଼ିବ ସରକାର ଅପେକ୍ଷାକାର ଜୁନ 4ପରେ

  • @panchanansahoo8417
    @panchanansahoo8417 21 วันที่ผ่านมา +5

    Kanak news ନିରପେକ୍ଷ ରହିଲେ ଭଲ ହେବ, ବିଜେଡି ଚାନେଲ ହୁଅନ୍ତୁ ନାହିଁ, denkanal ଆସନ୍ତୁ ଆମେ ଲୋକ ମାନେ ଜବାବ ଦେବୁ ଧର୍ମେନ୍ଦ୍ର ପ୍ରଧାନ କଣ କରିଛନ୍ତି, ପାଣ୍ଡିଆନ କଣ କହିବେ, ଭୋଟ ଆମେ ଦବୁ,NTPC 660 Mgwatt, FCI plant, medical collage, central school,ଆହୁରି ଅନେକ ଅଛି ! ଚାକ୍ରନ୍ତ୍ କରି ବିଜେଡି ସରକାର medical collage admission ନେଲେ ନାହିଁ, ground zero report id best, I suggest to kanak news plz come.

  • @just4funindia869
    @just4funindia869 21 วันที่ผ่านมา +17

    ଆପଣ କହୁଛନ୍ତି ପାଣ୍ଡିଆନ ବେଜେଡି ନେତା ହେଲେ କେତେ ଦିନରୁ ସେ ବିଜେଡି ରେ
    ମାତ୍ର 4 ମାସ ରେ ତାଙ୍କୁ ଏତେ ଗୁରୁତ୍ୱ ଦଳରେ କଣ ପାଇଁ
    କାରଣ ସେ ଆଗରୁ ଗୁପ୍ତରେ ସରକାରୀ ଚାକିରୀ ରେ ଥାଇ ବି ବିଜେଡି ଦଳ ପାଇଁ କାର୍ଯ୍ୟ କରୁଥିଲେ

    • @pk-xt8km
      @pk-xt8km 20 วันที่ผ่านมา

      Amit Saha...kahi gaputhila

  • @bhumijsahoo4737
    @bhumijsahoo4737 21 วันที่ผ่านมา +3

    Strategy maker ପ୍ରଥମେ ପ୍ୟାରିମୋହନ ମହାପାତ୍ର ଥିଲେ କିନ୍ତୁ ସମୟ ଅନୁସାରେ ପ୍ରଥମେ ସେ ହିଁ ବଳିପଡିଥିଲେ। ଏ ଓଡ଼ିଶା ନା ନବୀନ , ନା ରାହୁଲ ଓ ନା ମୋଦୀ ର ଆମ ଜଗନ୍ନାଥଙ୍କ ର । ତେଣୁ ତା ରାଜ୍ୟ ର ଭାର କାହାକୁ ଦେବ ସେ ନିର୍ଣ୍ଣୟ ତାର ,ତମେ ସବୁ କାହିଁକି ହେଉଛ ଭାକୁ ଭାକୁ ସଳା ଦଳ ବଦଳ ନେତା ।ଜୟ ଜଗନ୍ନାଥ 🙏

  • @supriyasahoo4400
    @supriyasahoo4400 21 วันที่ผ่านมา +20

    ସବୁ ଠିକ୍ ମାଡ଼ମ କିନ୍ତୁ ଆପଣଙ୍କୁ କଣ କେହି ଓଡ଼ିଆ ଲୋକ ମିଳି ଲେନିକି pamdian ଙ୍କ ଆବଶ୍ୟକତା ପଡ଼ିଲା । ତାହେଲେ ଆପଣଙ୍କ ସରକାର ଗୋଟେ ଭଲ ନେତା ୨୫ ବର୍ଷରେ କରିପାରିଲେନି । ବର୍ଷ ବର୍ଷ ଧରି କର୍ମୀ ଅପେକ୍ଷା ରେ ଅଛନ୍ତି।

    • @Sabyasachi_94
      @Sabyasachi_94 18 วันที่ผ่านมา

      Babi das achanti.

  • @supriyasahoo4400
    @supriyasahoo4400 21 วันที่ผ่านมา +42

    ରବି ବାବୁ ବରିଷ୍ଟ ସାମ୍ବାଦିକ,ହେଲେ ନିରପେକ୍ଷ କଥା କହୁନାହାନ୍ତି କି ଓଡ଼ିଶା ର ସ୍ବାର୍ଥ , ବିଷୟରେ କହିନାହାନ୍ତି

    • @pradippradhan4388
      @pradippradhan4388 21 วันที่ผ่านมา

      ସରକାରୀ ସରକାରୀ ଘର ପାଇଛନ୍ତି

  • @Kalki6940
    @Kalki6940 21 วันที่ผ่านมา +23

    ପ୍ରଥମ ହିନ୍ଦୁ ଥିଲା ଖତରେ ମେ ଏବେ ଓଡ଼ିଆ ଖତରେ ମେ
    ଏବେ ଦେଶ ଲୁଟେରା ଗୁଜରାଟୀ ଓଡ଼ିଆ ଆଉ ଓଡ଼ିଶାର ଅସ୍ମିତା ବିଷୟରେ ଜ୍ଞାନ ପେଲୁଚି କିନ୍ତୁ ମଣିପୁରରେ ଶହଶହ ସସ୍ମିତାଙ୍କ ଇଜ୍ଜତ ନିଲାମ ହେଉଚି।

    • @anandamohakuda4943
      @anandamohakuda4943 19 วันที่ผ่านมา

      Right 👍 absolutely

    • @Kumbhakarna9
      @Kumbhakarna9 19 วันที่ผ่านมา

      Magena khia 😂😂😂

    • @digitalheman1288
      @digitalheman1288 19 วันที่ผ่านมา

      Tu bala besi ka janichu😅

    • @sirazulkhan8820
      @sirazulkhan8820 19 วันที่ผ่านมา

      Right jay navin. Navin odisa

    • @subratmohapatra638
      @subratmohapatra638 18 วันที่ผ่านมา

      Bokachoda Manipur re kebalo Jone mohila..hela..tumo odisha re kn houchi dekh

  • @Kalki6940
    @Kalki6940 21 วันที่ผ่านมา +6

    ପ୍ରଶ୍ନ ଗୁଡିକୁ ବି ଟିକେ ନ୍ୟୁଜ କର ବିଜେପି ନେତା ଓ ତୁମ
    ମୁହଁରେ କାଳି ବୋଳିବେ ସାଧାରଣ ଜନତା...😀😀😀
    ୧-2 କୋଟି ନିଯୁକ୍ତି କୁଆଡ଼େ ଗଲା..??
    ୨-15 ଲକ୍ଷ କୁଆଡେ ଗଲା..??
    ୩- ସବୁ କଳାଧନ କୁଆଡେ ଗଲା..??
    ୪-100 ଟା ସ୍ମାର୍ଟ ସିଟି କୁଆଡେ ଗଲା..??
    ୫-ପେଟ୍ରୋଲ ଦାମ କେତେ ଥିଲା କେତେ ହେଲା..??
    ୬-ଡିଜେଲ ଦାମ କେତେ ଥିଲା କେତେ ହେଲା..??
    ୭-LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା..??
    ୮-ଉଜ୍ୱଳା ଯୋଜନା ପ୍ରହସନ ନୁହେଁ କି..??
    ୯-ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା..??
    ୧୦-ରାଫେଲ ଦୁର୍ନୀତି କିଏ କରିଛି..??
    ୧୧-Air india କୁ କିଏ ବିକିଲା ଓ କାହିଁକି..??

  • @AdityaSahu-sn3yc
    @AdityaSahu-sn3yc 21 วันที่ผ่านมา +50

    ଚାଷୀଙ୍କ ପାଇଁ ଏମାନଙ୍କର ସତରେ କଣ ଏତେ ଦରଦ? ତାହା ହେଲେ ଦିଲ୍ଲୀ ରାଜରାସ୍ତାରେ ବର୍ଷାଧିକ କାଳ କାହିଁକି ଖରା ବର୍ଷାରେ ବସାଇ ହନ୍ତସନ୍ତ କଲ? କାହିଁକି ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଲ?

    • @belalsensenapati1300
      @belalsensenapati1300 21 วันที่ผ่านมา +10

      ସେମାନେ ସମସ୍ତେ ଚାଷୀ ନୁହଁନ୍ତି, ସେଥିରେ ବିରାଟ ଷଡଯନ୍ତ୍ର ରହିଛି। ଯେଉଁମାନେ ଖୋଲାଖୋଲି ସେମାନଙ୍କୁ ସମର୍ଥନ କରୁଛନ୍ତି ସେମାନଙ୍କ ବିଷୟରେ ଜାଣିଲେ ଚାଷୀ ଆନ୍ଦୋଳନ କଥାଟା ବୁଝିହେବ।ଆଉ ଯୋଉ କିଛି ଚାଷୀଙ୍କୁ ନିଆଯାଇଛି

    • @belalsensenapati1300
      @belalsensenapati1300 21 วันที่ผ่านมา +9

      ଆଉ ରାଜ୍ୟ ସରକାର ଜଳସେଚନ, ଶୀତଳ ଭଣ୍ଡାର, କୃଷି ଜାତ ଫଳ ଓ ଫସଲ ପାଇଁ କୃଷି କ୍ଷେତ୍ରରେ କି ବିକାଶ କରିଛନ୍ତି ଭାଇ?

    • @kakun63
      @kakun63 21 วันที่ผ่านมา +3

      Then why did bjp won again seems like ur a fool all paid protests

    • @bapisadangi3373
      @bapisadangi3373 21 วันที่ผ่านมา +7

      25ବର୍ଷଭିତରେ,ଓଡ଼ିଶାରେ ବିଜେଡ଼ି ଏମିତି କୋଣକରିଚି ଭଲକାମ

    • @bbhabanipatra4018
      @bbhabanipatra4018 21 วันที่ผ่านมา

      Sethire kiye thhile tike kohi paribe Bhai.....tike kuhontu semane kiye.....sobu chashi nuhontu tahele kete Loko sethire chasi thhile kuhontu......... ​@@belalsensenapati1300

  • @SwayamSantosh4u
    @SwayamSantosh4u 21 วันที่ผ่านมา +14

    ଲୋକେ ଦେଖୁଛନ୍ତି ନବୀନ ପଟନାୟକର ବଳ ବୟସ ଆଉ ନାହିଁ, ନିଜେ କଣ କହୁଛି ସେ ନିଜେ ଜାଣିପାରୁନି। ପାଣ୍ଡିଆନ ଯାହା କୁହଉଛି ନବୀନ ପଟନାୟକ ତାକୁ ବି ଠିକରେ କହି ପାରୁନି। ଭାଷଣ ଦେବା ତ ଦୂରର କଥା। ଶଳେ ଲୋକେ ଏ ସବୁ ନିଜ ଆଖିରେ ଦେଖୁଛନ୍ତି। ତଥାପି ଯଦି ମାଗିହେ ନବୀନ ପଟନାୟକକୁ ମୁଖ୍ୟମନ୍ତ୍ରୀ କରେଇକି ଜଣେ ତାମିଲ ଲୋକଠୁ ଶାସିତ ହେବାପାଇଁ ଭୋଟ ଦେବେ, ତାହେଲେ ଏ ଓଡ଼ିଆ ଜାତିକୁ ଭଗବାନ ଆସିଲେ ବି ରକ୍ଷା କରି ପାରିବେ ନାହିଁ।

  • @MaheswarJena-ed6db
    @MaheswarJena-ed6db 21 วันที่ผ่านมา +16

    ବିଜେଡି ଦଳ ହତାସ. ହେଲାଣି. ତୋ

  • @MukeshKumarSahu-gw4sq
    @MukeshKumarSahu-gw4sq 21 วันที่ผ่านมา +9

    ମୁଁ ବୁଝି ପାରୁନି କାହିଁକି ସମସ୍ତେ pandian sir ଙ୍କୁ ବାହାର ଲୋକ ବୋଲି କହୁଛନ୍ତି
    ଆମ ଦେଶରେ ଏକକ ନାଗରିକ ପ୍ରଥା ପ୍ରଚଳିତ ଏହି ପ୍ରଥା ଅନୁଯାୟୀ ଆମେ ସମସ୍ତେ ଭାରତୀୟ ନାଗରିକ ଅଟୁ ଆମେ ଓଡ଼ିଶା ର କୌଣସି ସ୍ଵତନ୍ତ୍ର ନାଗରିକତ୍ବ ଗ୍ରହଣ କରିନାହୁଁ ଆମେ ସମସ୍ତେ ଭାରତୀୟ
    ଆଜି ଆମେ ରାଜ୍ୟ ରାଜ୍ୟ ମଧ୍ୟରେ ଭେଦ ଭାବ ରଖୁଛନ୍ତି କାଲି ଜିଲ୍ଲା ଜିଲ୍ଲା ମଧ୍ୟରେ ରଖିବା ପୁଣି ଗାଁ ଗାଁ ମଧ୍ୟରେ ଭେଦ ଭାବ ରଖିବା ଆମେ ବଞ୍ଚି ପାରିବା ତ

    • @adjustablevideo
      @adjustablevideo 21 วันที่ผ่านมา

      Jilla kathha chhada bhaina goan goan b chhada ghare bhai bhai bheda bhaba hei galani loka Mane ke Jane kemiti hei gale emiti j mun b jani paruni

    • @anandamohakuda4943
      @anandamohakuda4943 19 วันที่ผ่านมา

      Right 👍

    • @KaliaSethi-ym9rg
      @KaliaSethi-ym9rg 17 วันที่ผ่านมา +1

      Kahunu tu odisha re election ladhibaku se magia pandu pane na dabu ki

    • @rupeshnaik9027
      @rupeshnaik9027 6 วันที่ผ่านมา

      Kintu. Swabhab. Kabi. Gangadhar mehernku. Santha. Kabi. Kahuchhanti. Sei ta. Kana. Thik.

  • @ManishKumar-743
    @ManishKumar-743 21 วันที่ผ่านมา +43

    ମାଗଣାରେ ସିଲିଣ୍ଡର ଦେଉଛ ବୋଲି ଭାରି ଜୋରରେ ଡିଣ୍ଡିମ ପିଟୁଥିଲ, କିନ୍ତୁ ସେହି ଖାଲି ଗ୍ୟାସ ଟାଙ୍କିରେ କିଏ କେମିତି ରୋଷେଇ କରିବ ଭାବିଛ? ଗ୍ୟାସ ଦର ଏତେ ବଢାଇ ଦେଲେଣି ଯେ, ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ନକରି ଲୋକେ ଉପାସରେ ଶୋଉଛନ୍ତି ପରା

    • @RajeshKumar-vk8qp
      @RajeshKumar-vk8qp 21 วันที่ผ่านมา +1

      Bhai agaru chuli re rosei heuthila eave karunahanti upas kana pain rahuchhanti jadi Paisa nahi gas aniba pain tahale se lokanku apana tike paramarsa diantu

    • @tarachandpanda9481
      @tarachandpanda9481 21 วันที่ผ่านมา +3

      Salary increase heichi na heini kuha ta

    • @user-vz1db9ub7g
      @user-vz1db9ub7g 21 วันที่ผ่านมา

      Vai chuli Jalibaku Para mana kala gyara randhibaku ujwala dala aba ta amara chuli nahi​@@RajeshKumar-vk8qp

    • @rajeshbrahma.
      @rajeshbrahma. 21 วันที่ผ่านมา +6

      ଶଳା ଚାଉଳ ନବୀନ ଦୌଚି ବୋଲି କହୁଥିଲୁ ରେ ତାମିଲ୍ ହଳିଆ ଶଳା ଜୁନ୍ 4 ତାରିଖ ରେ ଗାଣ୍ଡୀ ରେ ବାଉଁଶ ପଶିବ

    • @bapisadangi3373
      @bapisadangi3373 21 วันที่ผ่านมา +3

      ନବୀନ ପଟ୍ଟନାୟକ ଧୁଆଁ,10,000କାଳିଆଟଙ୍କାଦେବ, ବୋଲି କହୁଥିଲା, ଉତ୍ତର ଦିଅନ୍ତୁ

  • @PujaKumari-xe6kc
    @PujaKumari-xe6kc 21 วันที่ผ่านมา +15

    ବିଜେପି ସରକାରରେ ହିଁ ଦେଶରେ ବେକାରୀ ହାର ସବୁଠୁ ଉପରେ,ଏକଥା କଣ ଅନ୍ଧଭକ୍ତ ମାନିବେ

    • @brahmanandam7370
      @brahmanandam7370 20 วันที่ผ่านมา

      Tu chora besi janichhu murkha kauthi kara, aji bjp achhi boli desa etiki develop karichhi, Odisha re chori Kari chalichhi nabina, bapa jamiku bikri kariki khusi re banchithiba pua kebe jogya nuha

    • @anandamohakuda4943
      @anandamohakuda4943 19 วันที่ผ่านมา

      Right 👍

  • @prafullakumarsahoo2639
    @prafullakumarsahoo2639 2 วันที่ผ่านมา +1

    ଆମେ ସବୁ ବି,ଜେ,ଡି ର ସମର୍ଥକ।ହେଲେ ବିଜେଡି କାହି?ଏତ ଟିଟି ଡି(ତାମିଲ୍ ତୋରାଣିଆ ଦଳ)ଆଉ ଏ ସୁଲତା!ଏଟାର ନିଜତ୍ବ ନାହିଁ।ଦଳୀୟ ଆଦର୍ଶ ୟା ପାଇଁ କିଛି ନୁହେଁ।ଏ ସ୍ଵାର୍ଥବାଦିନୀ ମହିଳାଟି ନିଜର ସ୍ବାର୍ଥ ପାଇଁ ଦଳ ବଦଳୋଉଛି।ଏଣୁ ୟା କଥାରେ କିଛି ମୂଲ୍ୟ ନାହିଁ।

  • @prafullakumarsahoo2639
    @prafullakumarsahoo2639 2 วันที่ผ่านมา +1

    ପଡିଶାଘର ସାହାଯ୍ୟ କାରୀ ଲୋକକୁ ଯିଏ ନିଜ ଘରର ମୁରବୀ ବୋଲି ସ୍ଵୀକାର କରୁଛି,ତାକୁ ପ୍ରଶ୍ନ ---ତା ପିଲାଛୁଆଙ୍କର ଲୋକଟି ବାପା ହୋଇପାରିବ କି?

  • @rabindrasahoo1394
    @rabindrasahoo1394 21 วันที่ผ่านมา +13

    Who is sulata De
    Sulata de is Tamil pandu pet in Tamilnadu 😊

    • @Aviator_7940
      @Aviator_7940 21 วันที่ผ่านมา

      😂😂😂😂

  • @AdityaSahu-sn3yc
    @AdityaSahu-sn3yc 21 วันที่ผ่านมา +15

    ସବକା ସାଥ୍‌, ସବକା ବିନାଶ ଏହା ହିଁ ବିଜେପିର ପ୍ରକୃତ ଲକ୍ଷ୍ୟ

  • @premkumarbehera9224
    @premkumarbehera9224 2 วันที่ผ่านมา

    ରାଜ ନୀତିରେ କାହାକୁ ଗୁମାସ୍ତା କହିବା ଠୀ କି ନୁହଁ ବରଂ ଏହା ଅନେକଙ୍କ ମନରେ ଏକ ଭାବନା ଜାଗ୍ରତ ହୁଏ ନାହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ପରିବାର ସଦସ୍ୟଙ୍କ ଗହଣରେ ଥିଲେ ଏବଂ ତାଙ୍କୁ ଶାନ୍ତ ସରଳ ଭାଷାରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରି ଯୋଜନାର ପରିକଳ୍ପନା ମନ୍ଦିର ଅବସ୍ଥିତ ନିକଟସ୍ଥ ଏକ ପ୍ରାନ୍ତର ପ୍ରସିଦ୍ଧ ଏହାଛଡା ଏଠାରେ ଶିକ୍ଷା ଲାଭ କରି ବ୍ରିଟିଶ୍ ଆଇନ୍ ଅନୁଯାୟୀ ଅଲଗା ଅଲଗା ନାମ ଅନୁସାରେ କହିବା ଠିକ୍ ନୁହେଁ

  • @SUBHAMROUT444
    @SUBHAMROUT444 5 วันที่ผ่านมา +1

    ବିରୋଧୀଦଳର ନେତାମାନେ ଆଉ କିଛି ଦିନ କହିବାର ସମୟ ଅଛି, କାରଣ 4ତାରିଖ ପରେ ସେମାନଙ୍କ ପାଟି ଆଉ ଖୋଲିବ ନାହିଁ|

  • @pauldigi8867
    @pauldigi8867 21 วันที่ผ่านมา +14

    BJD madam ତମକୁ ଟିକେ ଲାଜ ଲାଗୁନି, ନବୀନ ଆଉ କିଛି କାମ କରି ପାରୁନାହାନ୍ତି, ଆଉ କେହି ପାରୁନି,ସେ ବୁଢା ହେଲେଣି, ତାମିଲ ଗୁହ ଖାଇବାକୁ ଇଛା ହେଉଛି। ଓଡ଼ିଆ ହୋଇ କି ଓଡ଼ିଆ ନେତା front line ରେ ରହି ପାରିଲ ନାହିଁ, ତମେ ଏତେ ତଳିଆ ଲୋକ, ନବୀନ ର ଯଦି ଏତେ ଦମ୍ ଅଛି କି କେବେ ଥୋର 20 ବର୍ଷରେ କେତେ ତୋର ଓଡ଼ିଆରେ pressmet କରିଛନ୍ତି, ଲୋକଙ୍କ କେତେ ଥୋର openly କଥା ହୋଇଛନ୍ତି ans ଦିଅ

    • @rajkumardandapat1748
      @rajkumardandapat1748 21 วันที่ผ่านมา

      Modi kn pressmet deichi.

    • @pauldigi8867
      @pauldigi8867 21 วันที่ผ่านมา

      @@rajkumardandapat1748 modi kn amora cm ki? Ame politics karunu ki interest b nhi hele apana tike vabsntu cm hoi kete thora lokanka pakha ku asi ground zero ru lokanka saha katha hoi chanti ki? Tankara au kahibara energy b nhi. BJD dala kharap nuhe, naveen ra au energy nhi. Sasana chaleiba ku.

  • @PulakitDhal
    @PulakitDhal 21 วันที่ผ่านมา +12

    ଯୁବବର୍ଗଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଛି ବିଜେପି

    • @shivdurgaenterprise
      @shivdurgaenterprise 21 วันที่ผ่านมา +1

      Thik bhai

    • @laxmidharhasda6209
      @laxmidharhasda6209 21 วันที่ผ่านมา +2

      ​@@shivdurgaenterpriseତମେ ପାଣ୍ଡୁକୁ ଗାଣ୍ଡୀ ଦେଖାଅ ହେଲା ଭଲ ପୁରେଇବ

    • @Sambit1575
      @Sambit1575 20 วันที่ผ่านมา

      Tk describe kriki kuha

    • @anandamohakuda4943
      @anandamohakuda4943 19 วันที่ผ่านมา

      Ekdam thik katha

  • @umapatra1958
    @umapatra1958 2 วันที่ผ่านมา

    Vkpa sir very good🌹 💙💚❤🇧🇴🇧🇴🇧🇴🇧🇴👍🏽

  • @arjunpangijindabad6747
    @arjunpangijindabad6747 12 วันที่ผ่านมา

    ଜୟ ଜଗନ୍ନାଥ 🙏🙏❤️

  • @ManishKumar-743
    @ManishKumar-743 21 วันที่ผ่านมา +15

    ଦେଶର ବଡ ବଡ ସଂସ୍ଥାର ଘରୋଇକରଣ କରି ଭିତରୁ ପୂରା ଖୋକଲା କରି ସାରିଲାଣି ଏ ବିଜେପି ଦଳ । ଏମାନଙ୍କୁ ସୁଯୋଗ ମିଳିଲେ ଦେଶକୁ ପୂରା ବିକିଦେବେ

    • @kakun63
      @kakun63 21 วันที่ผ่านมา

      First they should sell u

    • @bmcreation1302
      @bmcreation1302 21 วันที่ผ่านมา

      ମାଗିହା ତ ବଉ ବିଆରେ ପାଣ୍ଡିଆନ ଗେହିଁ ଛୁଆ କଲାଣି ତଥାପି ଜାଣି ପାରୁନୁ 7000କୋଟିର ମାଲିକ, କାହାର ପଇସା ଭାବିଛୁ ସବୁ ଶଳେ ଓଡ଼ିଆ ମେଣ୍ଢା

    • @debabratanayak5526
      @debabratanayak5526 21 วันที่ผ่านมา

      Study imf 1991 reform norms
      Sethi privatisation upare kan lekha heichi

    • @anandamohakuda4943
      @anandamohakuda4943 19 วันที่ผ่านมา

      Right 👍

  • @Raudysha5714
    @Raudysha5714 21 วันที่ผ่านมา +38

    କୋଭିସିଲଡ଼ ଭାକସିନ ବିଷୟରେ ବିଜେପି କାହିଁକି କିଛି କହୁନାଇଁ କୋଟି କୋଟି ଲୋକକୁ ହାର୍ଟଫେଲ, ବ୍ରେନଡେଡ, ଭଳିଆ ବଡ଼ବଡ଼ ରୋଗ ଦେଇ ମରଣ ମୁହଁ କୁ ଠେଲି ଦେଇ ବଡ଼ ବଡ଼ ଭାଷଣ ମାରୁଛନ୍ତି ଯେତେବେଳେ କୋଭିସିଲଡ଼ ଭାକସିନ ବନେଇବା କମ୍ପାନୀ ତାର ଭୁଲ ମାନିଲା ସେତେବେଳେ ଫୋଟ ଗାଏବ

  • @santoshbehera1687
    @santoshbehera1687 2 วันที่ผ่านมา

    ଭାରତର ବଂଶଧର ହୋଇ ଯଦି ଇଂଲଣ୍ଡ ର ପ୍ରଧାନ ମନ୍ତ୍ରୀ ହୋଇପାରୁଛନ୍ତି ତାହାଲେ ପାଣ୍ଡିଆନ ବାବୁ ଏଠି ମୁଖ୍ଯ ମନ୍ତ୍ରୀ ହେଲେ କେଉଁଠି ଅସୁବିଧା ଅଛି । ଯଦି ବି ସେ ହୁଅନ୍ତି ତା ହେଲେ ଆମ ମାନଙ୍କର ଅଯୋଗ୍ୟ ପଣିଆ ହେତୁ ହେବେ । ନୁତନ ପରିକଳ୍ପନା ଆଣନ୍ତୁ । ଅଯଥା କଥା କହି ସାଧାରଣ ଙ୍କ ମନରେ ପ୍ରଶ୍ନ ଆଣନ୍ତୁ ନାହିଁ ।

  • @AdityaSahu-sn3yc
    @AdityaSahu-sn3yc 21 วันที่ผ่านมา +48

    ବର୍ଷକୁ ୨ କୋଟି ଚାକିରି, ଆକାଉଣ୍ଟରେ ୧୫ ଲକ୍ଷ... ଗପ କହିବ ତ ବିଜେପି ନେତାଙ୍କ ଭଳି । ଲାଜ ଟିକେ ନାହିଁ, ନିଜ ପଛରେ ମଳ ଲଗାଇ ଅନ୍ୟକୁ କହୁଛ ଗନ୍ଧାଉଛି ।

    • @tariniprasadpanigrahi2440
      @tariniprasadpanigrahi2440 21 วันที่ผ่านมา

      PANDU ra chamcha au kamadebani

    • @laxmidharhasda6209
      @laxmidharhasda6209 21 วันที่ผ่านมา

      ଶଳା ତମେ ମାନେ ପାଣ୍ଡୁର ଗାଣ୍ଡୀ ଚଟା କୁକୁର।ମାଗିଆ ପାଣ୍ଡୁ ଓଡ଼ିଶା କୁ ଖାଇ ସାରିଲାଣି ତଥାପି ବିଜେଡି ବିଜେଡି ହଉଛ

    • @rajkumardandapat1748
      @rajkumardandapat1748 21 วันที่ผ่านมา +1

      Right 👍

    • @sirazulkhan8820
      @sirazulkhan8820 20 วันที่ผ่านมา

      Right

    • @Himanshusekharsethi
      @Himanshusekharsethi 20 วันที่ผ่านมา

      Bhai tame ete Magana khaibaku kahinki Chinta karuchha

  • @mrutunjaymohanty8262
    @mrutunjaymohanty8262 21 วันที่ผ่านมา +19

    ସୁଲୋଚନା ଦେବୀ ପାଡୁକିଣାଚାକର

    • @jullysamal6626
      @jullysamal6626 20 วันที่ผ่านมา

      ବିହାରୀ ପାଦ ଚଟା ତୁ

  • @JayantaPrakash726
    @JayantaPrakash726 21 วันที่ผ่านมา +26

    ବିଜେପି ହେଉଛି ଭାରତୀୟ ଜାଲିଆ ପାର୍ଟି, ଏମାନଙ୍କୁ ବିଶ୍ୱାସ କଲେ ସବୁ ନେଇଯିବେ ଲୁଟି

    • @bapisadangi3373
      @bapisadangi3373 21 วันที่ผ่านมา +2

      ବିଜେଡି ଧୁଆଁ ଯୋଜନା କାର୍ଯ୍ୟକାରୀ, କରିବାରେ, ଏକ ନମ୍ବର,ପବନ, ଘଡଘଡି,ବର୍ଷା, ଆଦିବାସୀ, ଶ୍ରମିକଙ୍କୁ ଚାଷୀ ଦଳିତ ଗରିବ ବୁଣାକାର ବ୍ୟବସାୟୀ, ଶିକ୍ଷିତ ଯୁବତୀଙ୍କୁ, ଯୁବକ ଙ୍କୁ, ବିଜେଡିଦଳ ଯୋଜନା ମାଳମାଳ, ପିଠା କୁର କାଳିଆ ହାଲିଆ ବ୍ୟାଗ୍,ଚପଲ,ଘାଶକଟା, ମାଛ 🐟 ଡୁଢାଛେଦାଇବାଯୋଜନା, ଏମିତି ବହୁତ ଯୋଜନା କରିଚି, ଏଥରକ ବିଜେଡି ଆସିଲେ ଗ୍ୟାରେଣ୍ଟି ଜାପାନୀ ତେଲ କଣ୍ଡମ୍ ଯୋଜନା ହବ ହାରାମି ବେଶ୍ୟା ଗନ୍ତାଘର ବିଜେଡିଦଳ ନବୀନ ଧୁଆଁ ପାଣ୍ଡୁ ବ୍ୟବସାୟ ପାକିସ୍ତାନ ଶାସନ ଚାଲିଛି, ବିଜେଡିଦଳ ଓଡ଼ିଶାକୁ ବିନାଶ କରିଛି ବିଜେଡି

    • @mitumishra3216
      @mitumishra3216 21 วันที่ผ่านมา

      Sethi Pain B J D Odisha Ku 2 Ta Rajya Ku Bikideichi Gote Hela Andhra Pradesh Hataku Koraput Ra Kotia Au Baki Sabu Tamilnadu Ra Pandian Ku Bikideichi Jouthi Pain Jagannath Mandira Ku Apabitra Karichi Beaf Ba Gomansa Khauthiba Mahila Ku Neiki Jaithila Dalal Heuchi B J D Party

    • @rajkapoor9830
      @rajkapoor9830 21 วันที่ผ่านมา +1

      Kuade? Tamilnadu?

    • @ashwinisahu6584
      @ashwinisahu6584 21 วันที่ผ่านมา +2

      JEMITI PANDU LUTUCHHI

    • @rajkumardandapat1748
      @rajkumardandapat1748 21 วันที่ผ่านมา

      ​@@bapisadangi3373JHUMLA GUARANTEE.

  • @AmrjitDas-qq2ep
    @AmrjitDas-qq2ep 21 วันที่ผ่านมา +2

    Biharuni kie kahibaki ??

  • @niranjanpanda8574
    @niranjanpanda8574 21 วันที่ผ่านมา +1

    ତାମିଲବାବୁ ୩ୟ ଧନୀ, ତାମିଲ କଣ୍ଟାକ୍ଟର ମାଧମରେ ଲୁଟ ଚାଲିଛି । ଖଣିଲୁଟ , ଚିଟଫଣ୍ଡ, ୫ଟିକୁ ପେଟ ପୁରିଲାନି ଶେଷରେ ପ୍ରଭୁ ଜଗନ୍ନାଥ ଜମି ବେଦାନ୍ତକୁ ଦେଲେ ।ଚାଉଳ ଆଦାୟ କଲେ। ଏ ବେସରମ ଓଡିଆ ତାମିଲ ପାଦ ଚାଟିବେ।

  • @EntertainmentAlok-856
    @EntertainmentAlok-856 21 วันที่ผ่านมา +7

    ଅରେ ଭାଇ ଯେଉଁ ମାନେ ମୋଦୀଙ୍କ ସହ ନବୀନ ପଟ୍ଟନାୟକ ଙ୍କୁ ସମକକ୍ଷ କରୁଛନ୍ତି ସେମାନଙ୍କୁ ମୋର ଏକ ପ୍ରଶ୍ନ?
    ୨୫ ବର୍ଷ ଶାସନ କଲଣି ଗାଁ କୁ ରାସ୍ତା ଅଛି, ଘରକୁ ଛାତ ଶୌଚାଳୟ ଅଛି ପିଇବା ପାଇଁ ପାଣି ଅଛି ଉତ୍ତର ନାହିଁ କିନ୍ତୁ ମୋଦି ଏକ ମରୁଭୂମିରେ Dolera city ତିଆରି କରିଦେଲେ ଯେଉଁଠି ଯୁବକ ମାନଙ୍କୁ ରୋଜଗାର ମିଳିବ, ନିବେଶ ଆସିବ ଭାରତ ବିକଶିତ ହେବ। ଗାଲୁଆ ଶଳା bjd ଦଳ ଆଉ କର୍ମୀ ଉତ୍ତର ଦିଅ

    • @rajkumardandapat1748
      @rajkumardandapat1748 21 วันที่ผ่านมา +1

      Balo ta heba 10 barsa vitore 20core job modi dei dela,

    • @user-ud1lp4oh5t
      @user-ud1lp4oh5t 20 วันที่ผ่านมา

      Tame dela jataka industries hela jau nijukti milila kaha pai

  • @BharatSahu390
    @BharatSahu390 21 วันที่ผ่านมา +5

    Aji 100 video chhadiba kanka lata

  • @nirmalnayak799
    @nirmalnayak799 3 วันที่ผ่านมา

    ବିଜେଡି ସରକାର୍ ର ୨୫ ବର୍ଷ ର Anti Incumbency, ମୋଦି ଙ୍କ ଗ୍ୟାରେଣ୍ଟି ଓ ନିଜେ ତିନି ଥର କେନ୍ଦ୍ରରେ ମନ୍ତ୍ରୀ ହେଇ ଭି ନିର୍ବାଚନ ଜିତି ପାରିବାର ଆତ୍ମବିଶ୍ବାସ ଏଯାଏ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଆସିପାରିଲା ନାହିଁ । 🙄🤔

  • @prakashchandraacharya119
    @prakashchandraacharya119 วันที่ผ่านมา

    ରବୀଦାସ ଗୋଟିଏ ପାଗଳ ପାଗଳ ମାନଙ୍କୁ କାହିଁକି ଡାକିଛନ୍ତି ଶଳା ବାଇମନ କୁ

  • @deepenkumarsahu2047
    @deepenkumarsahu2047 21 วันที่ผ่านมา +8

    ଡର ଆସିଗଲାଣି କାଳେ bjp, ସରକାର ଭାଙ୍ଗିଦେବ

  • @jyotiranjanmishra101
    @jyotiranjanmishra101 21 วันที่ผ่านมา +7

    ଭାଇ ତମେ ଯେତେ ନେତା ଅଛ ଆମ ଅରୁଣ ଭାଇ ହଉଚି ନେତା ଭିତରେ ନେତାଟିଏ , ଆମ ନୟାଗଡ଼ରେ ସିଏ ଯୋଉ ଭଳି ବିକାଶ କରିଛନ୍ତି ଏଇ ଭଳି କୌଣସି ନେତା କୋଉଠି କରିନଥିବେ , ବିକାଶର ଅନ୍ୟ ନାମ ନୟାଗଡ କହିଲେ ଭୁଲ ହବନି

    • @HaklowdaBakra
      @HaklowdaBakra 21 วันที่ผ่านมา

      Maagiha Arun Gehu

    • @user-vn8yp8ey2s
      @user-vn8yp8ey2s 19 วันที่ผ่านมา

      Dubble engine 🚂🚂🚂 odisha re.

  • @manasmohanty2711
    @manasmohanty2711 21 วันที่ผ่านมา +1

    Aam mukhyamantri continuous 10 minute press mit dei paribe ki?

  • @educationfun1977
    @educationfun1977 17 วันที่ผ่านมา

    medam apanaka ra post ta kn j

  • @prafullakumarraut8835
    @prafullakumarraut8835 21 วันที่ผ่านมา +10

    ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ?

  • @AkashCivilServicesPoint
    @AkashCivilServicesPoint 21 วันที่ผ่านมา +13

    ଆଜି ଓଡିଆ ଅସ୍ମିତା ବାସ୍ତବରେ ପରାଜିତ କ'ଣ ଆମ ଓଡ଼ିଶାରେ କେହି ଓଡ଼ିଆ ପୁଅ / ଝିଅ ନାହାନ୍ତି ଓଡ଼ିଶାକୁ ଚଳେଇବା ପାଇଁ I

    • @user-rv8pk6tf2k
      @user-rv8pk6tf2k 21 วันที่ผ่านมา

      Sulata mem.. apna kar neta sabu bikri huanti ki😊

  • @banshidharpatra5160
    @banshidharpatra5160 13 วันที่ผ่านมา

    ସମସ୍ତ କେନ୍ଦ୍ର ନେତା ମାନଙ୍କୁ ଶ୍ରୀଯୁକ୍ତ VK ପଣ୍ଡିଆଁନ ଘାଇଲା କରି ସାରିଲେଣି ମନ୍ତ୍ରୀ
    ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଙ୍ଗଳା କରିସାରିଲେଣି କେନ୍ଦ୍ର ର ଯେତେ ନେତା ଆସୁଛନ୍ତି ସେମାନେ
    ବହୁତ୍ ଟେନ୍ ସନ୍ ଥିବା ଦେଖା ଯାଉ ଛନ୍ତି
    ଧର୍ମେନ୍ଦ୍ର ପ୍ରଧାନ ଦସ କିଲୋ ଉଜନ କମିଗଲଣି ଚେହେରା କଳା ପଡ଼ି ବିକୃତ
    ଦେଖା ଯାଉଛି l ପଣ୍ଡିଆଁନ ଏକୁଟିଆ ସମସ୍ତ
    କେନ୍ଦ୍ର ଙ୍କୁ ମୁକାବିଲା କରୁଛନ୍ତି, କିନ୍ତୁ ଟିକେ ବି ଟେନସନ୍ ଦେଖା ଯାଉ ନାହାନ୍ତି l BJD
    ର କୌଣସି ନେତା ଟେନ ସନ୍ ଦେଖା ଯାଉ ନାହାନ୍ତି l
    ଏବେ

  • @kanhucharanprusty1487
    @kanhucharanprusty1487 17 วันที่ผ่านมา

    ଲୋକଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧିଙ୍କ ଉପରେ ଜଣେ ଅଣଓଡ଼ିଆ ଙ୍କୁ ଥାପନା କରିବା ପାଇଁ ସମସ୍ତ ପ୍ରତିନିଧି ଭୂଲି ଯାଉଛନ୍ତି ଯେ ସେମାନେ ନିର୍ବାଚିତ ହେଲାବେଳେ ପାନ ଦିଆନ ୩କି ୧୩ କଉଠି ନଥିଲେ ଏବେ ନୂତନ ଯୁବ ଭୋଟର କହିଲେଣି ଶଙ୍ଖ ରେ ଭୋଟ ଦେଇ କ ଣ ଦାଦନ ଖଟିବାକୁ ଯିବୁ ନହଲେ ଆଉଟସୋର୍ସିଂ ରେ ଅଣଓଡ଼ିଆ ମାଲିକ ମାନଙ୍କ ପାଖରେ କାମ କରବୁ❓❓❓❓❓ଏବେ ତ ବିଜୁ ଜନତାଦଳର ସବୁ କୁହାଳିଆ ମାନସିକ ରୋଗୀ ହୋଇ ଚିକିତ୍ସକ ଭଳି ବାଚାଳ ଅଭିନୟ କରୁଛନ୍ତି, ଜଗନ୍ନାଥ ଙ୍କୁ ଭୀକାରିଟିଏ ସଜେଇ ମ୍ଯୁନିସିପାଲଟି ମଇଳା ବୁହା ଗାଡିରେ ବୁଲେଇ ଥିବା ନେତାମାନଙ୍କ ଦଣ୍ଡ ସଂରକ୍ଷିତ ରହିଛି, ଖୁବ ଶୀଘ୍ର ସେମାନେ ଲୁଙ୍ଗି ପିନ୍ଧି ବୁଲିବେ🤖🤖🤖🤖😎🤓

  • @hemantakumarsrichandan1181
    @hemantakumarsrichandan1181 21 วันที่ผ่านมา +6

    ଆରେ ଇଏ ମାନସ ଦାସ ଖାଲି ହେଁ ହେଁ କ'ଣ ହଉଛି କଥା ମଝିରେ
    ଏଇଟାକୁ ନ୍ୟୁଜ୍ କୋର୍ଡିନେଟର କିଏ କଲା ।?

  • @GobindaPanda22
    @GobindaPanda22 21 วันที่ผ่านมา +3

    ଦରକାର ନାହିଁ ଅଚ୍ଛେ ଦିନ, ବହୁତ ଭଲ ଥିଲା ପୁରୁଣା ଦିନ । ଗ୍ୟାସ୍ ଦର ୧୦୦୦ ଟପିନଥିଲା, ୧୦୦ ଟଙ୍କାରେ ପେଟ୍ରୋଲ ୨ ଲିଟର ମିଳୁଥିଲା । ବିଜେପିର ଅଚ୍ଛେ ଦିନରେ ସେ ସବୁ ସ୍ୱପ୍ନ ପାଲଟିଗଲାଣି ।

  • @mamatass
    @mamatass 2 วันที่ผ่านมา

    ପଣ୍ଡିଆଁ କିଏ ଆମ ଓଡ଼ିଶା ଖଣି ବିକୀ ବର୍ତ୍ତମାନ ସିଏ ତାମିଲନାଡୁର 1ନ ଧନୀ

  • @user-cs9nc5pk2f
    @user-cs9nc5pk2f 21 วันที่ผ่านมา +1

    ଯୁବବର୍ଗଙ୍କୁ ଚାକିରି ନାହିଁ, ମହଙ୍ଗା ମାଡରେ ଜନତା ହାଇଁପାଇଁ । ଇଏ କଣ ଅଚ୍ଛେଦିନ

  • @Prasanna-892
    @Prasanna-892 21 วันที่ผ่านมา +4

    ବର୍ଷକୁ ୨ କୋଟି ଚାକିରି । ଘୋଷଣା ବୋଧେ ବିଜେପି ନେତାଏ ଭୁଲିଗଲେଣି ।

    • @tarachandpanda9481
      @tarachandpanda9481 21 วันที่ผ่านมา

      Agni veer, postal re ta pila job paichanti

    • @RajeshDas-mz5ci
      @RajeshDas-mz5ci 21 วันที่ผ่านมา

      ଓଡିଶା ର govt କେତେ ଚାକିରୀ ଦେଲେ ସବୁ ତ ଦାଦନ ଖରାପ ଲାଗୁନି ଛି ଛି

    • @ashutoshpadhiary
      @ashutoshpadhiary 21 วันที่ผ่านมา

      Tumaku kn ips chakiri darkarki...

    • @ashutoshpadhiary
      @ashutoshpadhiary 21 วันที่ผ่านมา

      Anda hoijaichiki

    • @SouravDas-mz6jf
      @SouravDas-mz6jf 21 วันที่ผ่านมา

      ​@@tarachandpanda9481😂😂😂contractual chakiri nuhe regular job darkar

  • @hadibandhubiswal1869
    @hadibandhubiswal1869 21 วันที่ผ่านมา +10

    ସିଏ ତୋ ଘଇତା । ତୁ ତା ରକ୍ଷିତା ମାଇପ । ଧର୍ମେନ୍ଦ୍ରଟା ବି ଶିଖଣ୍ଡୀ ।

  • @aiamoodisha
    @aiamoodisha 21 วันที่ผ่านมา +1

    ସୁଲତା ଲଜ୍ଜ୍ୟା ଲାଗୁନି ସେ ଆମ ନେତା ବୋଲି କହିବାକୁ । ତମ ଭଳି ବେହିଆ ଦୁନିଆ ରେ ନାହାଁନ୍ତି

  • @SangramSinghSamant
    @SangramSinghSamant วันที่ผ่านมา

    Right say by muku bhai

  • @user-rm1jm9ft4i
    @user-rm1jm9ft4i 21 วันที่ผ่านมา +4

    ନିଜ ପୁଅ ନିଜ ସମ୍ପତି ର ମାଲିକ ନା ଆଉ କିଏ, ଓଡ଼ିଶା ରେ କଣ ପୁରସ ଲୋକ ନାହାନ୍ତି କି ନବୀନ ବାବୁ ଜଣେ ବାହାର ଲୋକ ଙ୍କ ସାହାରା ନେଉଛିନ୍ତି

    • @user-zc4ec4qk8z
      @user-zc4ec4qk8z 21 วันที่ผ่านมา +1

      Bhai nabeen janichanti je odisa jete mp mla achhanti lahari v odisaku chalaibara mundanahi Mane dimag so pandian au apajita ta bihari Dharmendra hela koila cr toh odisa ku sambhaliba kie nabeen janichanti je pandian pari vejja kahari nahi . Au p panigrahi kichi kamanahi Khali lekhata chidiba bala chidiba .jitiba sankha n next cm pandian

    • @meherhendloom3088
      @meherhendloom3088 21 วันที่ผ่านมา +1

      ତୋର ପୁଇତ ଟା ଫାଟିଗଲା

  • @somuskofficial2084
    @somuskofficial2084 21 วันที่ผ่านมา +21

    ୧୨୮+ ନୁହେଁ ଏଥର ବିଜେଡି ୪୮/ ୫୮ ରେ ଅଟକିବ
    ଜୁନ ୪ ରେ ଦେଖିବ

    • @soumyaranjan9060
      @soumyaranjan9060 21 วันที่ผ่านมา +1

      Bala na

    • @user-nt4vl6yp3g
      @user-nt4vl6yp3g 21 วันที่ผ่านมา +2

      ସେ ଟାକୁ ଓଲଟେଇ ଦିଅ ସେଟା ହୁଏତ bjp ra ହୋଇପାରେ।

    • @milandash4705
      @milandash4705 21 วันที่ผ่านมา +2

      Bjd 50 parei bani...😅😅

  • @sadanandasahoo3707
    @sadanandasahoo3707 21 วันที่ผ่านมา +1

    5:48 ବିଜେପିର ବକ୍ତାଙ୍କର ଅବାନ୍ତର ଯୁକ୍ତି। ପାଣ୍ଡିୟାନ ଯଦି କିଏ? ତୁମେ କିଏ କି? ସତ କହିଲେ ଫାଟୁଛି।ବିଜେପିର ପ୍ଲାନ୍ ରାଜ୍ୟର ମୂଖିଆଙ୍କୁ ବି ଜଣା ଥାଏ କି? ମୋଦୀ ନଡ୍ଡା ଏମାନଙ୍କୁ କେଉଁ -ରେ କିଏ ପଚାରେ

  • @BIBHUJYOTIDAS-qf1tt
    @BIBHUJYOTIDAS-qf1tt 3 วันที่ผ่านมา

    ଅନ୍ୟ ରାଜ୍ୟରେ ଯୋଉଠି ବିଜେପି ସରକାର ଅଛି ସେଠି. ଓଡିଶା ସରକାର ଠୁ ଅଧିକ ଯୋଜନା ଅଧିକ ସୁବିଧା ସୁଯୋଗ ମିଳୁଚି କି ଯଦି ହଁ ତେଵେ. କଣ କଣ ଟିକେ କୁହ ବିଜେପି ନେତା ଯଦି କିଏ ଅଛ.......

  • @meherhendloom3088
    @meherhendloom3088 21 วันที่ผ่านมา +5

    ବିଜେପି ର ମୁଖ ପାତ୍ର କୁ ମୋର ଅନୁରୋଧ ମୋଦୀ ଗେରେଣ୍ଟି କଣ ତୋ ମୋଦୀ ଘଇତା କୁ କହିବୁ କଣ ପୂରଣ କରିଛି ଶଳା ମାଗିହା 1500000 କେବେ ପୂରଣ ହେବ

    • @user-sf9ur8mh6y
      @user-sf9ur8mh6y 21 วันที่ผ่านมา +1

      Bhai tanku bharatiya janata pati na kahi belajya jatra pati kahiba dara kar

    • @AkeshKumarmahakur-cb5eg
      @AkeshKumarmahakur-cb5eg 21 วันที่ผ่านมา

      Chuhi bu pandu ra ta hen tur lagi nta hau chhu tui kichhu rum chhat kari nai paru bujhu lu Jay Shri Ram Jay Modi

  • @chetanbehera1596
    @chetanbehera1596 21 วันที่ผ่านมา +3

    Odisha re bjp hatiba

  • @santoshbarik1143
    @santoshbarik1143 20 วันที่ผ่านมา

    Vote ଆମେ ଦେବୁ not politician କିନ୍ତୁ ଆମେ ପରିବର୍ତ୍ତନ ଚାହୁଁଚୁ

  • @Tandikana
    @Tandikana 10 วันที่ผ่านมา

    ଓଡିଶାରେ ସରକାର ପରିବର୍ତ୍ତନ ଦରକାର
    25 ବର୍ଷ ଶାସନ କାଳରେ କଣ ଓଡ଼ିଆ ପୁଅ ମିଲିଲାନାହି ତାମିଲ୍ ହାତରେ ଓଡ଼ିଶା

  • @AdityaSahu-sn3yc
    @AdityaSahu-sn3yc 21 วันที่ผ่านมา +31

    ଏସବୁ ପ୍ରଶ୍ନ ପଚାରିଲେ ଲାଙ୍ଗୁଡ ଜାକି ପଳାଇବେ ବିଜେପି ନେତା ।

  • @manoj6726
    @manoj6726 21 วันที่ผ่านมา +8

    Rabi das gote sambadika asarapa gote chadhei.

    • @rjsoy4432
      @rjsoy4432 21 วันที่ผ่านมา

      ପାଗଳ ଟା 😂

  • @MaheswarJena-ed6db
    @MaheswarJena-ed6db 21 วันที่ผ่านมา

    ଵିଜେଡି ଵଡଦଳଥାଇସେ କାହି୰କି ଅନ୍ୟ ଦଳରୁନେତା ଆଣୁଛନ୍ତି. ଆମ ଓଡିଶାରେ
    ନେତାନାହାନ୍ତି. ପରପୁଅରେ ପୋଇତି ଵିଜେଡି
    ବଡ. ଭାଗ୍ୟବତୀ

  • @reetap4008
    @reetap4008 7 วันที่ผ่านมา

    Plz BJP ଵାଲେ ଓଡ଼ିଶା ଛାଡ଼ି ଜଲଦି ଯାଅ 😡😡
    ଆମ BJD ଦଳ ବହୁତ୍ ଭଲ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଦ୍ର ଉଚ୍ଚ ଶିକ୍ଷିତ ଅଟନ୍ତି ସେ ଶାନ୍ତ ସରଳ ଅଟନ୍ତି ତାଙ୍କ ଉପରେ ଆମର ଭରଷା ଅଛି ରହିବ ମଧ୍ୟ 🙏🙏🙏

  • @GirlSweety-yl5bk
    @GirlSweety-yl5bk 21 วันที่ผ่านมา +47

    Win BJD

  • @dilliprana6772
    @dilliprana6772 21 วันที่ผ่านมา +5

    ବିଜେଡ଼ି ହାରିବା ଭୟରେ ମିଛ ପ୍ରଚାର କରୁଛି

    • @meherhendloom3088
      @meherhendloom3088 21 วันที่ผ่านมา +1

      ବିଜେପି ମାଟି କାମୁଡ଼ିବ ଓଡିଶା ରେ ଦେଖିବୁ

  • @RakeshSahu-rx6vq
    @RakeshSahu-rx6vq 19 วันที่ผ่านมา +1

    Shame on People of Odisha who have given vote by taking money and slave for 5 years

  • @kailashjena4330
    @kailashjena4330 3 วันที่ผ่านมา

    Jhakassssssss

  • @binodkumarbarik4075
    @binodkumarbarik4075 21 วันที่ผ่านมา +5

    Gumasta is Vairav Pandiyan

  • @sumantapattnayak4443
    @sumantapattnayak4443 17 วันที่ผ่านมา +1

    ତମେ,କିଏ,ଜାନିତ୍ସ,କିତ୍ସି,କରି,ପାରିବେ,ନାହିଁ,singal,enjini,kama,kari,paribaa

  • @NarayanGond-gz3bn
    @NarayanGond-gz3bn 10 วันที่ผ่านมา

    ପାନଡିଆନ କିଏ କାହିଁକି ଓଡ଼ିଶାରେ ଅଛି ତାକୁ Vigilance Raid, ED Raid ପରେ ଗୁଳି ମାଡ଼ କରାଯାଉ

  • @arunmishra-gn2ts
    @arunmishra-gn2ts 21 วันที่ผ่านมา +7

    Kartikeyan pandian but not kartik pandia

  • @PrasantaMalik-nx6yn
    @PrasantaMalik-nx6yn 21 วันที่ผ่านมา +3

    ମୁଁ କନକ ନ୍ୟୁଜ ମାଧ୍ୟମରେ ସୁଲତା ମାଡାମ ଙ୍କୁ ପଚାରି ବାକୁ ଚାହୁଁଛି ପାଣ୍ଡିଆନ କିଏ ଯଦି ତମେ ପାଣ୍ଡିଆନ କୁ ଜାଣିଛ ତାହାହେଲେ ମୋତେ ଏହି କମେଣ୍ଟ ମାଧ୍ୟମରେ reply ଦେବ. ପାଣ୍ଡିଆନ ର ଜନ୍ମ କେଉଁଠି ପାଣ୍ଡିଆନ ର ବାପା ଙ୍କ ନାମ କଣ ପାଣ୍ଡିଆନ ର ଅରିଜିନାଲ ଗାଁ ଅରିଜିନାଲ ପୋଷ୍ଟ ଅଫିସ ଅରିଜିନାଲ ବ୍ଲକ ଅରିଜିନାଲ ଜିଲ୍ଲା ଅରିଜିନାଲ ରାଜ୍ୟ କେତେ ନମ୍ବର୍ ଓଆର୍ଡ କେତେ ନମ୍ବର ଜୁନ୍ ଆଉ ତାଙ୍କ ପରିବାର ର କେତେ ଜଣ ସଦସ୍ୟ । ନିହାତି reply ଦେବ . ଖାଲି ବିଜୁ ଜନତା ଦଳ ର ନେତା କହିଲେ ହେବନି।

    • @Unnecessarily_Honest
      @Unnecessarily_Honest 21 วันที่ผ่านมา

      Same to you with same question about aparajita sarangi

  • @arjunsahu9278
    @arjunsahu9278 17 วันที่ผ่านมา

    Sir Repoter...pandu ra photo dekhile bahut kharap laguchhi...But reporter bhabe mu apananka chenal ku bahut bhal pae..Namaskar sir

  • @nirmalnaik4786
    @nirmalnaik4786 15 วันที่ผ่านมา

    Jay Jagannath 🙏🙏🙏

  • @allodiatech1913
    @allodiatech1913 21 วันที่ผ่านมา +28

    110% ବଜେପି ହରିବ

  • @laxmipriyasahoo6706
    @laxmipriyasahoo6706 21 วันที่ผ่านมา +29

    ନବୀନ କିଛି କହନ୍ତି ନାହିଁ
    କିନ୍ତୁ ଏଥର କାହିଁ କହୁଛନ୍ତି
    କଣ ବିଜେପି କୁ ଦେଖି ଛାନିଆ

    • @user-zc4ec4qk8z
      @user-zc4ec4qk8z 21 วันที่ผ่านมา

      Madam Naveen janichaanti odisare jete mp mla achhanti lahari v Munda nahin odisa ku chaleibara so pandian

    • @moodisha7635
      @moodisha7635 21 วันที่ผ่านมา

      Naveen pattanayak chup rahigale kukura mane kemiti bhukibe

    • @adityarecipe8917
      @adityarecipe8917 21 วันที่ผ่านมา

      Tate gandi maruchanti

  • @pradeepkumarjena4162
    @pradeepkumarjena4162 17 วันที่ผ่านมา

    ପାଡିଆନ ଓଡ଼ିଶା ବାସି ଗହଣ କରିବେନାହିଁ
    ପାଡିଆନ ରିମଟରେ ନବିନି ପଟନାୟକ
    ଛାଲୁଛି ପାଡିଆନ ଋ ଅବଦାନ କଣ ଓଡ଼ିଶା
    ପଚି ସେ କିଏ ବିଜେଡି ନବିନି ପଟନାୟକ ନାମକୁମାତ୍ର ମାତ୍ର ସବୁ ପାଡିଆନ କରୁଛି
    ଏଥର୨୦୨୪ ବିଜେପି ସରକାର କରିବ

  • @Dasjyoti421
    @Dasjyoti421 13 วันที่ผ่านมา

    Change is inevitable 💐👍

  • @SudhansuSwain-cm4gi
    @SudhansuSwain-cm4gi 21 วันที่ผ่านมา +3

    ତମ ପରି ରାଣ୍ଡି ଙ୍କ ଘଇତା ସେ ହେଇପାରେ ହେଲେ ଓଡିଶା ରେ ନେତା ବହୁତ ଅଛନ୍ତି

  • @RajalaxmiBehera-wn1ku
    @RajalaxmiBehera-wn1ku 21 วันที่ผ่านมา +5

    Modi guarantee na odisha ku khaiba boli kahuchha emiti

    • @bijaykhuntia8298
      @bijaykhuntia8298 21 วันที่ผ่านมา +1

      BJP ❤️👑

    • @saisusanta5329
      @saisusanta5329 21 วันที่ผ่านมา

      Only bjp

    • @ashutoshpadhiary
      @ashutoshpadhiary 21 วันที่ผ่านมา

      Odisha re kn bala ta achi sabu tamilnadu palailani....anaetha pachile khaibu bela

    • @SouravDas-mz6jf
      @SouravDas-mz6jf 21 วันที่ผ่านมา

      ​@@ashutoshpadhiary😂😂😂up bihar dadan mukhta kara ta pare asibu odisha bisaya re kahibaku

  • @srikantpatnaik2849
    @srikantpatnaik2849 10 วันที่ผ่านมา

    ଯଦି ପାଣ୍ଡିଆନ ଙ୍କୁ "ତାମିଲ ଲୋକ "ବୋଲି ବିଜେପି କହିବ, ତେବେ ବିଜେଡି କହିବେ ମୋଦୀ, ସାହା ହେଉଛନ୍ତି " ଗୁଜୁରାଟ ଲୋକ" l ଲୋକ ସମସ୍ୟା ବିଷୟରେ ଆଲୋଚନା ବିଜେପି କରୁ l

  • @asishpradhan7587
    @asishpradhan7587 21 วันที่ผ่านมา +4

    Only ନବୀନ ପଟ୍ଟନାୟକ ସାର୍

  • @madhabapatra8919
    @madhabapatra8919 21 วันที่ผ่านมา +7

    Odisha re only BJD Jay Naveen 🌹🙏💐💐

  • @prasantsahoo3088
    @prasantsahoo3088 19 วันที่ผ่านมา +1

    Gujurati kahibe odia asmita kana?? Gujurat asmita kete developed?? Purba election re odia asmita kuade jaithila?? Kain prime minister nka vote short padila ki ebe odisha ku asila?? Nabin deithiba sei jhoto bag re sabu gujurat paleiba..

  • @babunanda8558
    @babunanda8558 10 วันที่ผ่านมา

    Jay jagannath

  • @SudhansuSwain-cm4gi
    @SudhansuSwain-cm4gi 21 วันที่ผ่านมา +9

    ବିଜେଡି ଏବେ ଭାଙ୍ଗି ସାରିଛି,ତାଙ୍କ ଦଳରୁ ଅନେକ ନେତା ମନ୍ତ୍ରୀ ଇସ୍ତଫା ଦେଇ ସାରିଲା ପରେ ଆଉ କଣ ପ୍ରମାଣ ଦେଇ ହବ

  • @bandanaeducation877
    @bandanaeducation877 21 วันที่ผ่านมา +9

    BJD government choro No1

    • @user-sf9ur8mh6y
      @user-sf9ur8mh6y 21 วันที่ผ่านมา +3

      Bjp ku belajya jatra pati kuhantu samasta

  • @user-ul9ey7ot2p
    @user-ul9ey7ot2p 2 วันที่ผ่านมา

    ବିଜେଡି ବାଉଳା ରାଗେର ଓଟ ଭଳି କଂଟାଗଛ ଚୋବୋଉଛି ଆଉ ନିଜ ରକ୍ତ ଖାଇ ଖୁସି ହେଉଛି

  • @ItsOkguys392
    @ItsOkguys392 18 วันที่ผ่านมา

    ମାନସ ଦାସ୍ ମୁଁ ଆପଣଙ୍କୁ ଗୋଟେ କଥା ପ୍ରଶ୍ନ ପଚାରୁଛି ।। Practically କାହିଁକି ହେଇ ପାରିବନି ବୋଲି ଆପଣଙ୍କୁ ଲାଗୁଚି

  • @gangadharparida2961
    @gangadharparida2961 21 วันที่ผ่านมา +4

    Bjp win

  • @mrsina3880
    @mrsina3880 21 วันที่ผ่านมา +6

    Pandu Odisha ku lutuchi