Patra babu apananka chintadhara bahut badhia ,hele kathare achhi mote jete mathibu math mu sei darapoda kath, emane sudhuribeni sakala paile emiti aneka jhia bhul karibe puni police ku kahibe amaku help kalani,police ra au anya kama achhi ki ei gote kama se pate naxal mananka sahita ladhibe ki amiti sabu guhari sunibe,se bhul karichhi karana se prapta bayaska kintu ya dwara au kichhi jhia sudhurijibe,thanks
ଭୁଲ୍ ତ ସେ କରିଛି BUT ଏଠି ସେ ଝିଅ କୁ ROAST କରିବା ଠିକ୍ ହବନି...THINK POSITIVE 🙏🙏🙏
Bhai tame bi gote chhatari pain amiti kahucha🎉
Bhai Rasmika prati tk lalo onso Rahuchhi tamara
@@Mr.BikashKumar-d5d I totally agree with you bro. 👍👍
Ebe gote comment karila edit kariki bi hau pache vala lagila padhibaku thanks bro
@@Mr.BikashKumar-d5d mazak re prathama comment karithili tama mananku bhala lagilani so...edit karideli
ଭାଇ କି ସୁନ୍ଦର ଚିନ୍ତାଧାରା...ଆଉ ବୁଝେଇବା ଶୈଳୀ ❤ବୋହୁତ୍ ସୁନ୍ଦର....
ପାତ୍ର ବାବୁ ନମସ୍କାର, ବହୁତ ବଢିଆ ଭଲ ସୁନ୍ଦର କଥା କହୁଛନ୍ତି କିନ୍ତୁ ଆଜିକାଲି ପିଲା କଣ ଏ କଥା ଗୁଡ଼ିକ ଏ କାନରେ ପୁରେଇ ସେ କାନରେ ବାହାର କରିଦେଉଛନ୍ତି, ଵଡସାନ ସିନା ମାନିଲେ ହଵ
Good information bhai jhio ମାନଙ୍କୁ 🎉🎉
ଭାଇ 100% Right କତା Hart କୁ ଛୁଇଁଲା ❤❤❤❤
Jaha kuha patra bhai.... Aji sabu to the point katha guda kahicha👏👏👏
Aji Ta Muhnare Kapada.. 😂😂..Tanka Saha Heijaechhi Bohut Bada Lafda..😂😂..This Line Was Epic.. 😂😂
ତୋ କେରିୟର ନଷ୍ଟ ହେଈନି ଲୋ। ତୁ ଧନ୍ଦା କର ସଲିଡ ମାଲ୍ କମେଇ ବୁ
To bapa ku taa pakha pathei de
ପୁଅ, ଝିଅ ମାନେ କେହି କାହାକୁ ଭଲ ପାଓନି,ସବୁ ଝିଅ ସାବିତ୍ରୀ,ଆଉ ପୁଅ ସତ୍ୟବାନ୍ ହେଇ ରହିବ
ଆପଣଙ୍କ ସବୁ ଭିଡିଓ ଦେଖିବାକୁ ଭଲ ଲାଗେ ଅପେକ୍ଷା ରେ ଥିଲୁ ❤❤❤❤❤
ଭାଇ ଯାହା କହୁଛ ବହୁତ ସୁନ୍ଦର କଥା
ତମକୁ ବହୁତ ଧନ୍ୟବାଦ 🙏🏼
Magia to bou bia tora kn hela
ଭାଇ..? ସରକାର ନାରୀ saskti କରଣ କରିଲେ.. ନାରୀ ମାନେ ଅବୀ ଏତେ ଶକ୍ତି ଶାଳୀ ହେଇଗଲେ ଯେ ପୁରା oyo ରେ ପହଞ୍ଚିଲେନି 😂 ଗୋଟେ ପୁଅ ଯଦି ଗୋଟେ ଏମିତି ଭୁଲ କାମ କରି ଥାଆନ୍ତା ତମେ ରୋଷ୍ଟର ମାନେ ତା ଚଡ଼ି ଖୋଲି ସାରନ୍ତଣି. , ଯାହା ବି ହଉ ବହୁତ୍ ଭଲ ଲାଗିଲା ତୁମ ଭିଡ଼ିଓ mb ସାରି ଦେଖିଲି କିଛି ସମାଜ କୁ ଭଲ ଶିକ୍ଷ୍ୟା ଦେଲ (ଭଲ ଲାଗିଲା) ଯିଏ ଭୁଲ କରିବ ସିଏ ରୋଷ୍ଟ୍ ହେବ କହାକୁ ଅନ୍ତର ପାନ୍ତର ନାହିଁ (jay jagarnath)🙏
Right bhai 🙏🙏
Right
Se video social media re chadi ki bhala kala ki.khali jhia ra bhul dekhuchha.
ଆଉ ପୁଅ ମାନେ ତ ଭାରି ସତ୍ୟବାନ୍ ଗୁଡା ଖରାପ ଲାଗୁନି ଆହୁରି ଯେତେ ବେଳେ ନିଜ ୱାଇଫ ଥାଉ ଥାଉ ଆଉ ଗୋଟେ ଝିଅ ସହ ଖରାପ ସମ୍ପର୍କ ରଖୁଛନ୍ତି ସେଇ ପୁଅ ମାନ ଙ୍କୁ ଆଉ ପୁଣି ଆଜି ଯଦି ଏତେ rafe ହୋଉଛି କେବଳ ପୁଅ ମାନଙ୍କ ପାଇଁ ତମ ପୁଅ ମାନ ଙ୍କୁ ସବୁ କଥା କହି ଆସେ ଯଦି ଗୋଟେ ଝିଅ ଟେ ଗୋଟେ ପୁଅ କୁ love କରୁଥିବ ଆଉ ସେ ପୁଅ ପାଇଁ ସେ ଝିଅ ଘରେ ରାଜି ନହେଲେ ଆଉ ଜଣ ଙ୍କୁ ସେ ଝିଅ marriage କଲେ କହିବ କଣ ନା ଧୋକେବଜ୍ ଝିଅ ଆଉ ଯଦି ବାପା ମାଆ ଙ୍କ କଥା ନ ଶୁଣି କି ସେ ପୁଅ ସହ ପଳେଇ ଆସିଲା କହିବ ଯିଏ ବାପା ମାଆ ଙ୍କ ର ହେଲାନି ସିଏ ଆଉ କାହାର ହବ
ଆଉ ଯେତେ ବେଳେ rafe houchi Kohucha ଝିଅ ମାନେ choto dress ପିନ୍ଧୁଛନ୍ତି ବୋଲି ହୋଉଛି ଗୋଟେ ଡକ୍ଟର ସେ କଣ ଛୋଟ ଡ୍ରେସ ପିନ୍ଧିକି ଟ୍ରିଟମେଣ୍ଟ କରିଥିଲେ କି actually ଯୋଉ ପୁଅ ମାନ ନଙ୍କର ନଜର ଖରାପ ସେମାନେ ଏମିତି କରିବେ
Bhai Apana ku 💯 Salute
Aasigale Bhai 😂😂 love you 💗
ସୁନ୍ଦର କଥା କହିଛ, ଭାଇ❤
🙏 ଜୟ ଜଗନ୍ନାଥ 🙏
Thanks bhai
Aji a video mu delite kali
Thank you bro 🙏 bahut vl katha kahile
ବୁଝେଇଲ ଭାଈ... ମନ ଛୁଆଁ ଲାଗିଲା ❤
ସାହୁ ଭାଉଜ ଦୁଃପ୍ଲିକେଟ 😄
Jay Jagannath bhai ❤ bahut vala chintadhara apana nkara 🫶🏻♥️
ଭାଇ ବୋହୁତ roast ଦେଖିଛି କିନ୍ତୁ ପ୍ରଥମ ଥର ତମ ଭିଡ଼ିଓ ଦେଖିଲି ସତରେ ବୋହୁତ ଭଲ ଲାଗିଲା.....
Perfect roast!!
ଭାଇ କୁକୁର ମାନେ ନୁହଁ ସବୁ ପ୍ରାଣୀ, ଜୀବ ଜନ୍ତୁ ମାନଙ୍କର ଋତୁ ଅନୁସାରେ ସମ୍ପର୍କ ରଖନ୍ତି, କେବଳ ମଣିଷ ପାଖରେ କିଛି ନାହିଁ
Nice Bhai bahutu badhiaa
Nice ଭାଇ
What a motivation.... I like you bro ❤❤
Mo Bhai perfect Katha kahichanti👍❤️
ପତ୍ର ବାବୁ good news for girls
କି ସୁନ୍ଦର୍ ଭାବରେ ହୋଇଛି ଭିଢିଓ ,କେହି ବାହା ନହେଲେ ମୁଁ ଅଛି
Aeita ac cast jhia taa
Dhanyabad bhai,emt katha kahithibaru,se bhul kala boli kn taku nyaya milibani,tq for ur video
ଆସିବ ଓକିଲ ଆସିବ ପେଲା ଓକିଲ
Bahut sundar katha bhai aapananku aithu pranam bhai🙏🙏akadum sata katha bhai aame jhia aama ijat kebala aamari hatare ,kichhi kariba purbaru aamaku 100 thara bhabiba Darkar bhai
Right 👍 bro bhaut bhala lagila tama Katha
Good Bhai,❤❤❤ Kaha Kharp time re trol na Kari support Kariba Ame
Wo bhai tumo katha bahut sundor
Ekdam thik kahila Bhai ❤
Right 👍, Now it's time to help the girl and search the villain of this episode.... Arrest him and get him set with this girl...👌
Bahut bhala lagila Bhai tuma chinta dhara..
Bhai video funi asila 😂 love u ❤
Thanks 💯
Right analysis
Sataekatha bhai odisha ❤❤
Vahi Tama katha mate vare vala lagila
ଯାହା ହେଇଛି 👍🏻👍🏻👍🏻
ଭାଇ ତୁ ତାକୁ ମନ ଦେଏନା। ଘରକୁ ଗଲେ ଭାଉଜ ଝାଡୁରେ ପିଟିବ। 😂
Patra Babu Great
😊nice information bro ❤I like it 👍
Good advice bro..u r right 👍❤
Bhai pura super katha kahicha a video re Dil se love you Bhai ❤
Bhai pura thiki kahichanti ❤❤
3:35 ଛୁଞ୍ଚି ହଲ ହଲ 😂 ହେଲେ ସୂତା ପଶିବନି 😂😂😂
କେବଳ ଏହି ଭାଇ କଥା ଭଲ ଲାଗେ
ପ୍ରତିଲୋଭନ। ପ୍ରଲୋଭନ ଦେଇ ଅନେକ ଭୁଲ କରିଛି ସେ ପୁଅ। ଫୁଲ ଇନଭେଷ୍ଟିଗେସନ ଦରକାର।
ଭାଇ ଜୋରଜବରଦସ୍ତ କେମିତି କଲା ମୁତ କିଛି ବୁଝିପାରୁନି ଇଏ ତ ଟୋକା ଉପରେ ଥିଲା
😂😂😂
Bhai ❤❤❤❤kichi kahi paruni bass tamaku ❤❤❤❤❤👍👍👍
Supar bhai supar message
Nice Video Jay Maa Tarini 🙏🙏
ସପ୍ନ ପାଇଁ ବସ୍ତବକୁ ଭୁଲିଲେ ହିନସ୍ଥା ହୁଏ ସିଏ😂😂😂
ଏଇଟା ପେନ୍ଦି ଗେହୀ ଝିଅଟା ୟା କଥା ରୁ ଜଣାପଡୁଛି 😂
Hm paa 😂 nije camera agare... 😁 aithi j kahuchi mo saha jabardasti kala 🤭
@@baatupatra6885 😂
ସ୍ୟାଲୁଟ୍ ଭାଇ 🫡🫡
Jaha hau bhai bahut sundar katha kahile apana ❤nahale au jete sabu roaster jou type ra roasting karuchanti chii
Bhai nice...😊
Sabu paisa ra khela...aau bhasibeni kemiti😀
Au roast karani❤❤taku
Bada Bhai Ur always right✅ 👍👍👍👍❤❤❤
ISLIYE BALTE HAIN KI EDUCATION IS THE MOST IMPORTANT THING..
JAY JAGANNATH 🙏
ବଗ ବସିଛି ହୁଡାରେ ତେଜୁକୁ ଜସ୍ମିନ ତେଲ ଲୋଡ଼ରେ ପାତ୍ର ଭାଇ
keonjhar ପିଲା କଣ କଲା ରେ 😅😅
Pelila aau😝😝😝
Hnn correct kahi6 bro....
ଭାଇ ଇ ଏ କଣ ପାଇଁ ମୁହଁ ରେ କପଡା ଦେଇଚି 😄
Perfect bro❤❤❤❤
କାଉ କଣ ଆଜି କୋଇଲି ଭଳି କୁହୁ କହୁ ହେଲାଣି
I am your big fan's brother 😇
A ଝିଅ life ଏବେଠୁ କ୍ଲିଅର ହୋଇଗଲା ଆଘକୁ ନିଶା ମହା ରଣା ଭଳି ହୋଇ ଯିବ ଆଉ ଟଙ୍କା ଟା ଖାଲି ଗଛରୁ ପଡ଼ିବ
ଭାଇ ଆଜି ଜାଣିଲି ଝିଅ ମାନଙ୍କବୁଦ୍ଧି ଆଣ୍ଠୁରେ ଅଛି😮
Bhuta badhiya video bro
ବେଶୀ ଉପର୍ କୁ ଉଡ଼ିଲେ କଣ ହବ ଟିକ୍ ସେମିତି ଉଡିଲା ଟାଇମ୍ ରେ କିଏ ଜଣେ ଆସିକି ବାଡେଇ ଦେଲା 😅 papa ke pari aur nahin ud Paya😂😂😂
Bhai 100 💯 right bro madi chal bhai
ବହୁତ ଭଲ କଥା କହିବା ସହ ଭଲ msg ବି ଦେଲେ sir କିନ୍ତୁ ଏହି msg ku ଆଜିର ଯୁବପିଢ଼ି ମାନିଲେ ହେଲା
Bhai jaha kahila ekdam sabu point sata katha
Au hm aguku emiti na huye .tejaswini madam .abe tike sudhuri jaya.Jay jagannath swami nayan patha gami bhaba tume ❤❤❤❤❤❤❤❤❤📿📿📿📿📿🌸🌸🌸🌸🌸
ମୋ ପାଖରେ ଭିଡ଼ିଓ ଥିଲା.
kon kahila bro love you ❤
Nice video bhai
Fast COMENT ❤
କେହି ଅଛ କି?? ମୁଁ ବି ବାହା ହେବାକୁ ପ୍ରତିଶୃତି ଦଉଛି କିନ୍ତୁ କିନ୍ତୁ କିନ୍ତୁ କାମ ସରିଲା ପରେ ଗ୍ୟାରେଣ୍ଟି ନାହିଁ କେହି ଅଛ କୀ 😂😂😂
ସବୁ ଝିଅ ମାନଙ୍କୁ ମୋର ଗୋଟେ ଅନୁରୋଧ bf gf ଜାହାବି କର କିନ୍ତୁ ଭିଡିଓ କରନି ପ୍ରେମ କର କିନ୍ତୁ ସତର୍କ ରହି ନହେଲେ ପରେ ପସ୍ତାଇବ ୟା ପରି😊
Nice speech ebe video link de
ଜୀବନରେ ବେଳେବେଳେ ଏମିତିକା ଭୁଲ ହେଇଯାଏ।
ନା ଆଗକୁ ଯାଇ ହୁଏ ନା ପଛକୁ ଫେରି ହୁଏ।
ଆଖିର ସପନ ସବୁ ଲୁହ ହେଇ ବୋହିଯାଏ।
ଏମିତିକା ମଣିଷ କେ ନାହିଁ ଜମା ଯିଏ ଭୁଲ କରିନାହିଁ।
ଏ ଦିନ ବିତିଯିବ। ଧୈର୍ଯ୍ୟର ସହ ଅପେକ୍ଷା କରିବେ। ଆପଣଙ୍କୁ ନ୍ୟାୟ ମିଳିବ। ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବ।
ବହୁତ ହେଇଗଲା।
ଏ ସାନ ଭଉଣୀଙ୍କୁ ଆଉ ରୋଷ୍ଟ ନ କରି ଯଦି ପ୍ରକୃତରେ ସାହସୀ ଯିଏ ଅନ୍ୟର ସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି ତାଙ୍କୁ ଲୋକଲୋଚନକୁ ଆଣି ସେମିତି ଦଣ୍ଡ ଦିଅନ୍ତୁ, ଆଉ କେହି ଯେମିତି ଏ ପରି କରିବାକୁ ସାହସ କରିବେ ନାହିଁ।
ତା ହେଲେ ସାହସୀ ଭାଇମାନଙ୍କର ବୀରତ୍ବ ଜଣା ପଡିବ।
ଦୂର୍ଘଟଣା କାହା ସହ ବି ଘଟିପାରେ।
ଆପଣ ଆଜି ଯାହା ଉପରେ ବିଶ୍ବାସ କରିଛନ୍ତି ସେ କେବେ ମଧ୍ୟ ସୁଯୋଗ ପଡିଲେ ବା ସ୍ବାର୍ଥ ହାସଲ ନ ହେଲେ ଆପଣଙ୍କୁ (ଗାଳି ଦେଉଥିବା ଯେ କେହି ଲୋକଙ୍କୁ) ମଧ୍ୟ ଦୁନିଆ ଆଗରେ ଲଙ୍ଗଳା କରିପାରେ।
କାହା ଦୁଃଖ ସମୟରେ ତାଙ୍କ ପାଖରେ ଠିଆ ହୁଅନ୍ତୁ, ସମବେଦନା ଜଣାନ୍ତୁ , ତାର ଲଢେଇରେ ତାର ସାଥ ଦିଅନ୍ତୁ, କିଛି ନ କରି ପାରିଲେ ତାକୁ ସମାଲୋଚନା କରି, ବଦନାମ କରି, ତା ଗୋଡ ଟାଣନ୍ତୁ ନାହିଁ। ତା ଲଢେଇ ସେ ଏକା ଲଢୁଛି ତାକୁ ଲଢିବାକୁ ଦିଅନ୍ତୁ।
ଖରାପ ସମୟ ଆପଣଙ୍କର ବି ଭବିଷ୍ୟତରେ ଆସିପାରେ।
Patra babu apananka chintadhara bahut badhia ,hele kathare achhi mote jete mathibu math mu sei darapoda kath, emane sudhuribeni sakala paile emiti aneka jhia bhul karibe puni police ku kahibe amaku help kalani,police ra au anya kama achhi ki ei gote kama se pate naxal mananka sahita ladhibe ki amiti sabu guhari sunibe,se bhul karichhi karana se prapta bayaska kintu ya dwara au kichhi jhia sudhurijibe,thanks
Your right bro 👍
So beautiful ❤❤❤❤
❤you.. bhai... Dil,,,se🙋❤❤❤❤❤
Satare Bhai 🙏♥️
Nice bhai❤❤❤
Bhai Tama katha bht bhala laguchi karana jhianku tame support karucha samaste kintu jhianku hi bhul dauchanti puanku kehi kichi kahunahanti
Both bhul na ea sati sabitri na se satyabadi harishchadra
ସାନ ଭାଇ ତୁ ଭୁଲ କହୁଚୁ 😊
ଭିଡ଼ିଓ ଦେଖିକି ଜଣା ପଡୁଛି ଝିଅ କୁ ପୁଅ କରୁଛି ନା ପୁଅ କୁ ଝିଅ karuchi😂
Bhai Tama katha ra mu 💯 agree
Vai ate loka rost karuchhanti kintu mate apanka katha valalagila apana se jhia tara emotions ku bujhiparila thank you vai❤
ତୋତେ ବି oyo ନିଆ ହେବ
ଆଉ ଗାଣ୍ଡିରେ ପେଟ୍ରୋଲ ଢାଳୀକି ଗୀହା ହେବ
ଓଡ଼ିଶାର BP heroine 😂😂😂