Dalema Returns//Odia Comedy//4K//Funny Angulia//Khordha Toka
ฝัง
- เผยแพร่เมื่อ 7 ก.พ. 2025
- Experience the joy of trading on Binomo and earn up to 5000 INR per day: binomoindia.in/...
👉Transparent trading, fast deposits and withdrawals, unlimited demo account and more!
With care from Binomo : your capital may be at risk 🙌
Promotion via: ( / vpmediaindia )
Story ,Direction & Edit : Dibyajyoti Udayasingh
Dop: Dibyajyoti Udayasingh
Ass Dop: Kirti Ranjan Rout
Cast:
ଗୋବର୍ଦ୍ଧନ ପଙ୍କ -Bunty r samal
ଡାଲେମା- Sidharth Das
18 ବର୍ଷ ଝିଅ- Mili
Director Milu D - Bapi
Milu D (assistant)- Kirti
ସମାଜ ସେବୀ ଦୀନେଶ ପାଣି- Sridhar Martha
Anchor Kishor Mohapatra- Subham Romy
Advocate- Srikant Singh
ସମାଜ ସେବୀ- Nila madhab Nayak
ବଙ୍ଗାଳି ମିସ୍ତ୍ରୀ- Somanath Behera
ଓଡ଼ିଆ ମିସ୍ତ୍ରୀ- Sipun
ଡ଼ାଲେମା ଭାଇ- Mastre
Doctor- Milan Jaysingh
Special Cameo- Dibyajyoti Udayasingh
Dance- Biju Dance Group
Makeup: Pupun
Masa Dhupa Full song- • MASA DHUPA || Humane S...
Thanks to Everyone
Experience the joy of trading on Binomo and earn up to 5000 INR per day: binomoindia.in/funny_angulia24_yt
👉Transparent trading, fast deposits and withdrawals, unlimited demo account and more!
With care from Binomo : your capital may be at risk 🙌
Promotion via: (instagram.com/vpmediaindia/)
Love From ଚଣ୍ଡିଖୋଲ ❤
Love form balasore bunty bhai
❤❤❤❤❤
Bhai ame love karuchhu.. 😂tuma pari 😂😂 dalema ku
ମୋତେ କେହି ମୋନେ ରଖିଚ ନା ଭୁଲିଗଲଣି❤
ବହୁତ ଭଲ କମେଡି ଏବଂ ଶେଷ ରେ ଗୁରୁତ୍ଵ ବାର୍ତ୍ତା ❤❤ ବହୁତ ଭଲ ଲାଗିଲା ❤
Mate kintu bhai tama roasting bhala lage khas kari sahu Bhauja nka call 😂
Love you Bhai ❤️
mo banda pati
You are best comedy roast
Good
ଶେଷରେ ଏଇଆ ଶିକ୍ଷା ମିଳିଲା ଯେ କଳା ଗୋରାରୁ କିଛି ମିଳି ନଥାଏ ,ଜୀବନରେ ସୁଖରେ ରହିବାକୁ ହେଲେ ନିର୍ମଳ ହୃଦୟ ଥିବା ଜୀବନସାଥି ଟିଏ ଥିବା ନିହାତି ଆବଶ୍ୟକ ❤❤ (ବହୁତ ସୁନ୍ଦର କାହାଣୀ ଟିଏ) ଏହାର ପରବର୍ତ୍ତୀ ଅଧ୍ୟାୟ ଆସିଲେ ଭଲ ହୁଅନ୍ତା 🎉
ଆପଣଙ୍କ ଲେଖା ଅତି ସୁନ୍ଦର 🙏
@villagekingnarensuna3483 ଧନ୍ୟବାଦ ଅର୍ପଣ କରୁଛି
Pura 💯 right 👍👍👍👍
Lekha bhuto sundar satore 🙏🙏🙏
ଜୀବନ ସାଥି ସୁନ୍ଦର କିମ୍ବା ଟଙ୍କା ବାଲା ହେବା ଉଚିତ୍ ନୁହେଁ । ବରମ୍ ସ୍ୱଚ୍ଛ ଓ ସୁନ୍ଦର ମୋନ ଥିବା ଜୀବନ ସାଥିଟେ ଦରକାର।
ଅତି ସୁନ୍ଦର କାହାଣୀ ଶେଷେ ରେ କାନ୍ଦ ଲାଗିଲା ଡାଲମା ବହୁତୁ ସୁନ୍ଦର ଭାବରେ ଅଭିନୟ କରୁଛି
Jay jagannath 🙏🏻
ସବୁ ପରିଶେଷରେ ସତ୍ୟର ହିଁ ଜୟ ହେଇଥାଏ।। ବୁଝିଲା ବେଳକୁ ଆଉ କିଛି ବି ନଥାଏ,, ବହୁତ୍ ସୁନ୍ଦର୍ ଭାବରେ କାହାଣୀ ଟିକୁ ରୂପ ଦିଆଗଲା ଶେଷରେ ଅତି ସୁନ୍ଦର୍ ସତ୍ୟ ନିଛକ ବାର୍ତ୍ତା ମାଧ୍ୟମରେ ଆଜିର ଦୁନିଆ ପାଇଁ ଏହା ଏକ ଜରୁରୀ ବାର୍ତ୍ତା।
ସବୁ ଚକ୍ ମକ୍ ଜିନିଷ ହୀରା ହେଇ ନଥାଏ।
Right didi 😢
Right 👍🏻
ସତରେ ମିଠା ପାଣିଟା ପାଟିକୁ ସ୍ଵାଦ ଲାଗିପାରେ କିନ୍ତୁ ଶଷ ମେଣ୍ଟାଇପାରେନା....ବହୁତ ସୁନ୍ଦର ବାର୍ତା ଏ ସମାଜ ପାଇଁ .....❤
Right
Hello
Kn aapan ghare Rahi
income karibaku chahunchhnty ki
Yes or No
Part time -10k-15k
Full time -15k-20k
Interested candidate DM me "yes"
@@jhunaranijhunarani6452 yes
❤
Yes @@jhunaranijhunarani6452
ସତରେ କେତେ ସୁନ୍ଦର ବାର୍ତ୍ତା ଟିଏ ଶେଷରେ ସିଖେଇଦେଲ। ଆଖିରେ ଲୁହ ଆସିଗଲା, ହାତ ର ରୁମ ଟାଙ୍କୁରି ଉଠିଲା । ଧନ୍ୟବାଦ
ହୀରାକୁ ପରଖିବାର ଅଛି ତ ଅନ୍ଧାର ର ଅପେକ୍ଷା କର ନହେଲେ ଖରାରେ ତ କାଚ ବି ଚମକେ
ଖରାପ ସମୟରେ ସାଥ୍ ସେ ହିଁ ଦିଏ ଯିଏ ତୁମକୁ ନିଃସ୍ୱାର୍ଥ ଭାବେ ଭଲ ପାଇଥାଏ❤❤
Absolutely right 👍🏻
Right
❤❤❤❤
Social message for good things
Bhai bahuta badia bichara
ଡାଲମା ର ଚରିତ୍ର ଦେଖିବାକୁ ଅତି ସୁନ୍ଦର ଲାଗୁଚି ♥️♥️♥️ ହେଲେ ପରବର୍ତୀ ଚରିତ୍ର ରେ କିଛି ଅଲଗା କରିବେ 🙏🙏🙏
Bhai end ku pura kandei dela. Heart touching scene 🥰🥺
Hn bahut Kanda lagila
କମେଡି ମାଧ୍ୟମରେ ସମାଜ ପାଇଁ ସୁନ୍ଦର ବାର୍ତ୍ତାଟିଏ। ଦେଖିକି ବହୁତ୍ ଖୁସୀ ଲାଗିଲା।❤❤❤
ବହୁତ୍ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି ଏହି ଭିଡ଼ିଓ
ଆଜିକା ସମାଜ ପାଇଁ ଗୋଟେ ଶିକ୍ଷଣୀୟ ବାର୍ତା ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤
This is called comedy ❤
Everyone acted so well
Banty bhai nka acting❤❤
Last message ❤
ସେ ଯାହା ବି ହେଇଯାଉ ଡାଲମା ଆଉ ବଣ୍ଟି ଭାଇ ପାଇଁ ଗୋଟେ 👍👍ଲାଇକ ହଉ 🥰🥰🥰❤❤❤❤❤❤❤
ପ୍ରେମ ର ସୁନ୍ଦରତା ମୁହଁ ର ରଙ୍ଗ ରେ ନଥାଏ । ମନ ର ଭାବ ରେ ଥାଏ । Nice act dalema mam ❤❤❤
❤❤❤❤ right. Peram sundrta re no taye
Baut bol lagila video
Dhanyavad Bhai 😁
So super video.❤❤❤
Dalema sir😂
ବହୁତ ଭଲ ହେଇ ଛି ଭିଡ଼ିଓ... ସମାଜ ପାଇଁ ଏହା ଏକ ବଢିଆ ବାର୍ତା....❤✨😍ପରିଶ୍ରମ ଡା ସ୍ୱପଷ୍ଟ ଜଣା ପଡୁଛି..... 🎀😍
Starting 😂😂😂😂 ending 😭😭😭😭😭bahut bahut dhanyawad debi Banty bhai au sabu Saha jogyi mananku ....Sundar story ❤❤❤❤
ବହୁତ୍ ସୁନ୍ଦର୍ ଭାବରେ ବୁଝେଇ ଚୋନ୍ତି କାହାଣୀ କୁ , ବହୁତ୍ ଭଲ ଲାଗିଲା ❤❤❤
ବହୁତ୍ ସୁନ୍ଦର ହେଇଛି କମେଡି ଟା ହସିଲା ପରେ ଶେଷରେ କାନ୍ଦିପାଇଲି ।
😢😢😢 great 👍👍👍
ଭଲ କାହାଣୀ ଟେ, ସମାଜ ପାଇଁ ଭଲ ଶିକ୍ଷା ଗୋଟେ। ଜୀବନ ସାଥି ଟେ ଭଲ ହୃଦୟ ଥିବା ଭଲ ମଣିଷ ଟେ ହେବା ଦରକାର , ସୁନ୍ଦର ତ ବନ ବି ଅଛି।
ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ anugulia bunty team nku bahut sundar story auh kichi loko nku bahut kichi ei story ru ଶିଖିବାକୁ ମିଳିବ ❤
Sabu actor pura oscar level acting karichanti... Pura emotional kari dela
ଛୋଟ ଭିଡିଓ ବହୁତ ବଡ଼ କଥା ଶିଖେଇ ଦେଇ ଗଲା ଏ ଭିଡିଓ ସମାଜ କୁ ନିଶ୍ଚୟ ପ୍ରଭାବ ପକାଇବ ❤ keep it up 👍
ଭାଇ vdo ତ ବହୁତ ଭଲଥିଲା କିନ୍ତୁ last seen ରେ ସତ କହୁଚି ମୋ ଆଖିରେ ଲୁହ ପଳେଇଆସିଲା 🥺 comedy vdo ହେଲେ ବି ଗୋଟେ ଭଲ ଶିକ୍ଷା ଟେ ଶିଖିବାକୁ ମିଳିଲା... 👍🏻 ଝିଅ ଗୋରା ହୋଉ କି କଳା / ଝିଅ ଶିକ୍ଷିତ ନ ହେଇଥାଉ ପଛେ କିନ୍ତୁ ଗୁରୁଜନ ମାନଙ୍କୁ ସମ୍ମାନ ଦେଉଥିବା ଦରକାର ! Thankyou so much 🙏🏻🥰 comedy vdo ମାଧ୍ୟମରେ ଏମିତି ଭଲ ଶିକ୍ଷା ଦେଉଥିବାରୁ ! ଧନ୍ୟବାଦ 🙏🏻😊
Jai jagannath
Jai jagannath
😂😂Bohut Sundar
Bhaii ❤
Bhai❤@@djhbbbsr..2735
Bada bhai ❤
😁😁😁
Bhai ❤
ପୃଥିବୀରେ ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷର ମନ , ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ରହିବ❤ love you Banti Bhai video taa Bahut bhala heichi😊
ହୃଦୟ କୁ ଛୁଇଁଲା ପରି ଏ ବିଷୟରେ କରିଛନ୍ତି ଖୁବ୍ ସୁନ୍ଦର ହୋଇଚି ❤
ସତ କହିବାକୁ ଗଲେ ଦୁନିଆ ଟା ଇମିତି ହିଁ ଚାଲିଛି 😢😢 ବହୁତ୍ ବଢିଆ ଲାଗିଲା
Superb superb award winning bas ei Vali darkar odia industry ku proud of u guys . love you all❤❤❤❤❤❤❤❤❤❤❤❤❤❤❤❤
ଭାଇ ବହୁତ ଭଲ ଲାଗିଲା ସମଜ ଉପରେ ଏହାର କିଛି ପ୍ରଭାବ ପଡିପାରେ କିଛି ଲୋକ ଏହା ଦେଖି ସୁଧୁରି ଯିବେ ଆଉ ଗୁଟେ ଅନୁରୋଧ ଭାଇ କିଛି ଟଙ୍କା ଯଦି ଗୋବର୍ଧନ ପରିବାର କୁ ଦିୟା ଯାନ୍ତା ବହୁତ ଖୁସିଲାଗନ୍ତା ଜୟ ଜଗନ୍ନାଥ 🙏🙏🙏🙏🌹🌹
Yes Team give some gift to Gobardhan
Aau hogeiba muteiba pain gote Loko b rakhidionte😂
ବହୁତ୍ ବହୁତ୍ ବଢିଆ ଲେଖା ଯାଇଛି ଷ୍ଟୋରି ଦିବ୍ୟ ଭାଇ ବୋଧେ ଲେଖିଛନ୍ତି କିନ୍ତୁ ବହୁତ୍ ଭଲ ଭାବେ ଅଭିନୟ କରାଯାଇଛି ଯା ହଉ ଏତେ ଭଲ Team ଟେ ପାଇଛନ୍ତି ଆଉ ନିର୍ଦ୍ଦେଶନା ବହୁତ୍ ଭଲ ଅଛି ଜୟ ଜଗନ୍ନାଥ ଭାଇ ମାନେ❤
Satare gote bohut badhiya prayash aapanamankara, khub sikshyaniya kahani tie.... Bina ashlilata re aau Bina kharap bhasa re bi comedy video banei huye, taha aapanamanka tharu samstanku sikhiba darkar. 👏👏👏👏👏
Dalema bahut sangharsha Kari finally Tara Swami ku nijar Kari dela , god bless you Dalema❤
ଭାଇ ବହୁତ୍ ଭଲ ଲାଗିଲା
ଆଊ ଶେଷରେ ସମାଜକୁ ଯୋଉ ବାର୍ତ୍ତା ଟି ଦେଲେ ସେଟା ହୃଦୟକୁ ଛୁଇଁ ଗଲା ଭାଇ
Love from ଆଠଗଡ, କଟକ ❤❤
Bahi mu tigiria
Bhai Mu Banki
ମଶା ଧୂପରେ, Love 😂😂
Dalema Tame Mahila Commition re complained kara😂😂😂
ଖୋର୍ଦ୍ଧା ରୁ 👍👍👍👍ଲାଇକ ହଉ 😘😘😘😘😘😘😘😘😘🥰🥰🥰🥰🥰
ସମାଜ ପାଇଁ ଏକ ଭଲ ଶିକ୍ଷା ପ୍ରଦାନ କରିଛନ୍ତି ବହୁତ୍ ସୁନ୍ଦର 👏👏👏👏
Last scene re emotional heigali really heart touching video❤❤❤❤👍👍👍👍🙏🙏🙏🙏thanks Bhai a video kechhi loka dekhile huato bujhiparibe
ମୁଁ ଯେତେ ଭଲ କମେଡି ହେଲେ ବି କେବେ ହେଲେ କିଛି ତା ଉପରେ କିଛି ଲେଖିନଥିଲି କିନ୍ତୁ ବହୁତ୍ ଭଲ ହେଇଛି ଭାଇ ପୁରା ସମାଜ କୁ ବାର୍ତ୍ତା ପ୍ରଦାନ କରିଚ l
A GREAT MESSAGE FOR OUR SOCIETY. ବହୁତ ବହୁତ ଭଲ ଲାଗିଲା।।
"ଶଳାକୁ ପାହାଡ଼ରୁ ଠେଲିକି ମାରିଦେବ.. ଯାହା କେସ ହେବ ମୁଁ ବୁଝିବି ଆଉ..." Was epic😂😂😂
କମେଡି ହେଲେ ବି ବହୁତ କିଛି ଶିଖବାପାଇଁ ମିଳିଲା
Thanks bonty bhai
ଓଡ଼ିଆ vs ବଙ୍ଗାଳୀ scene awesome 😄 😂
Satare bobal heichi sabubele heart touching ♥️ lage comedy and it's beautiful msg our society 😊❤
Excellent Banti Bhai ସବୁଠାରୁ ବଢିଆ
Laughed hard, but the ending hit deep 💔True love returns with 'Dalema Returns' 💎❤
ବହୁତ ଭଲ ଏବଂ ଏବେକାର ସମାଜ ପାଇଁ ଶିକ୍ଷଣୀୟ । ଧନ୍ୟବାଦ
35:48 ଏତେ ହସେଇ ଲୋ ଶେଷରେ କନ୍ଦେଇ ଦେଲ ଭାଇ😢
😢
Right
Satare Last seen re kanda asigla😢
Han vai, ae banti vai jamaa vala nuhan😢😢😢
ମଣିଷ ମନରେ ଥିବା ଧଳା ଓ କଳା ସୁନ୍ଦରତା କୁ ନେଇ ଏବଂ ପ୍ରକୃତ ରେ କିଏ ନିଜର ଆଉ କିଏ ପର ତାହା ସମୟ ଆସିଲେ ଜଣା ପଡ଼ିଯାଏ ଯାହା କି ଏହି ଭିଡିଓ ମାଧ୍ୟମରେ ଅତି ସରଳ ଭାଷାରେ ଉପସ୍ଥାପିତ କରିଛନ୍ତି ..... 😊👍
😊😊😊😊
Bhai last seen ta bohut most emotional lagila bhai 😢
We love you dibya bhai N bunty bhai....❤ Love you so much 😘
Memes comedy dekha balo ହସି ହସି ଗଡିଜିବେ 😂 only ସିଲିଦା ଟକା କମେଡି 👌
Dalema Khali hasi deuchhi 😂😂
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଭାଇ ମାନେ ବହୁତ୍ ସୁନ୍ଦର୍ ଲାଗିଲା❤
Hasi hasi Pati batha 😂😂😂😂 dalemaa au love au melody d
❤️Dalema ku jete Jana bhala pauchanti like karantu❤️
24:17 ହିନ୍ଦୁ ନାରୀ ହେଇ ସିନ୍ଦୁର ସହିତ ଖେଳେନି,,,,, nyc line heart touching
❤
Bhai next part ଆଣିଲେ ଭଲ ହବ😂😂😂
Mr.gulua ku 100 % katidela bhalia comedy 😂😂😂
Se jou comedy karuchi seita gote comedy ki tanka comedy ra gandi nahi Munda nahi na script bhala na acting
ଗଳୁଆ କମେଡି ର ଷ୍ଟୋରି ଭଲ ଲାଗେନା
ରାଜୁ ଦାସ
ଅନୁଗୁଲିଆ bunty
ଭଲ ଲାଗେ
@@Jayshreram-d2f Raju das bi ebe tike tike aau Kain aga pori bhala laguni
Chandan Biswal bi@@Gjfjg-x4e
Gulua agoru bhla thila abe au bhls nai
Finally ଗଲୁଛୁଆ କୁ ପୂଜା ଦିଦି ମିଳିଗଲେ 😂😂
Love you bro 😘. Comedy video hle b ethire bahut kichhi sikhibaku milila 🙏🙏🙏..
ବହୁତ ଭଲ ଲାଗିଲା ଭିଡିଓ ଟି ..ଯାହା ହେଉ ଶେଷ ରେ ଗୋବର୍ଧନ ବୁଝିପାରିଲା ❤❤❤
ଡାଲେମା ହଉଛି ଡାଲେମା 🎉🎉🎉so beautiful and 😅😅😅
Dalema Panka Muha bahuta sundara ,Bhai badhia comedy 😅😊
ବହୁତ ସୁନ୍ଦର ବିଷୟ ହେଇଛି . ବଣ୍ଟି ଭାଇ bahut ଭଲ ଅଭିନୟ କରିଛନ୍ତି
ଭାଇ ଏଇଟା ତମେ ଗୋଟେ ବଢ଼ିଆ social message ଦେଲ it's absolutely good bro ❤
Bhaii bahut badhiaa...😢😢😢 Mast maja last kuu manisa emotional heigali...😅
ବହୁତ୍ ସୁନ୍ଦର ଅଭିନୟ। ଲେଖକଙ୍କୁ ବହୁତ୍ ସାରା ଧନ୍ୟବାଦ।
First time gote comedy vdo tmra dekhi ki aakhi ru luha bahari gala bhai❤️
😢 ଫାଉଡା, କୁଦାଳ, ଶାବଳ
ଡିବି ଲିଭେଇକି....😂😂😂😂
Last seen sup lagila😂😂😂😂❤❤❤
Luha asigala akhire really nice msg and nice act ❤️😍🔥👍👍
ସମାଜକୁ ଗୋଟେ ସଠିକ୍ ବାର୍ତ୍ତା ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ବଣ୍ଟିଭାଇ
ଏଠି କେହି ନୁହଁ କାହାର ଭାଇ, ସବୁବେଳେ ଏକା ରୁହ ଭଲ ରେ ରୁହ🥲😥
ସମାଜ ପାଇଁ ବହୁତ ସୁନ୍ଦର ବାର୍ତ୍ତା
Last diolog it' us amazing guys ❤
Love ra acting ❤ jia kharap time re sathe ruhe se really😮😢😊
Sabu positive comment but mrg time asile sabu gora sundar khojanti... Aita 100 percent
Thik katha kahicha bhauni
ଠିକ୍ କଥା ଟି
That's because the cinemas have romanticized the fairness a lot .
Jemit apana mane prema kala bele handshome mrg kala bele sarkari khojucha 😂
ବହୁତ୍ ବଢିଆ ଲାଗିଲା ❤
ଅଭିନନ୍ଦନ ଭାଇ ଅପାଙ୍କର 2m ହବାକୁ ଯାଉଛି 😍🎉🎉
ଅତି ସୁନ୍ଦର ବିଡ଼ିଓ
ବହୁତ ବଢିଆ ଲାଗିଲା ❤❤❤
😢 ଡାଲମା 😢 😢😢
ଜୟ ଜଗନ୍ନାଥ
Very NYC Khorda Toka and Angulia banti Bhai Team.....All ..Dalma 3 parts Sabu must lagila Bhai ...Super B...Thank you for your Smile wala Comedy....😂🎉❤
ଧନ୍ୟବାଦ ଭାଇ ଫୁଣି ମୁହଁରେ ହସ ଦେଇଥିବାରୁ 😂😂😂😂
Bhai jaha kuha sei jou rasogola amara conversation ta pura mana neigala .pura video re jetiki na hasichi se video re sabu besi hasichi . Sei bhai jana nka bahut agaku jauntu Jay Jagannath 🙏
What a creativity yarrr👏👏
ସତରେ Last section ଟା ପୁରା mind-blowing ଥିଲା 😊
Bhai bahut sundar story, aji ra duniya re aheipari video pain mu tamaku dil se thanks bhai. 👍
ଅତି ସୁନ୍ଦର କଥାଟେ କହିଲ❤
Dalema is back 😂
Bhai ki comedy
Pura jabardast
❤️ Form Angul
ବହୁତ୍ ଭଲ ଲାଗିଲା ଶେଷକୁ ସମାଜକୁ ଶିକ୍ଷ୍ୟା ସହ କନ୍ଦେଇଦେଲ
ଶ୍ରୀଧର ମାର୍ଥାଙ୍କ ଅଭିନୟ❤🔥❤🔥
Jaha hau hero au heroeni no 1 😂
ଏଇ ଛୋଟ ଷ୍ଟୋରୀରେ ଓଡ଼ିଆର ବାସ୍ନା ଆସୁଛି.... ଭଲ ଲାଗିଲା 😁😂
Mote smell houni
Hou
😂@@MaheswarBindhani-q5e
@priyadarshinisoumya tumo bogicha bholo lagila 😋😋😋
@@MaheswarBindhani-q5e thank you so much
ଆକାଶରୁ ବର୍ଷା ହୁଏ, ଝରଣାରୁ ନୁହଁ,
ହୃଦୟରୁ ପ୍ରେମ ହୁଏ, ଚେହେରାରୁ ନୁହଁ❤
❤
💞💞💞💞💞💞💞💞
Bohut sunder 😂🎉❤
ପୁରା ଓଡ଼ିଆ ଭଷା ଓଡ଼ିଆ ମୌଳିକ କାହାଣୀ... ଅଭିନୟ ପୁରା ଚମତ୍କାର 🥰🥰
😅😅😅
😂😂
Chhoto story nuhe madam eita bahut bada story ama pain...Tama pain chhoto heithiba.
Hasa+kanda ra lahari kheligala angulia bhai..bahut badhia lagila...au gote song dekhibaku chhanhichhu apananka kantha ru
Aakhi.. ru luha jharigala😢😢ho❤