ଚାଖଣା | Samaj O Sanskruti | Baishnaba Charan Mohanty | Chakhana | Odisha 365
ฝัง
- เผยแพร่เมื่อ 11 ต.ค. 2024
- ଏ ଚାଖଣା ସେ ଚାଖଣା ନୁହେଁ ଟିକେ ଭଲକି ଦେଖନ୍ତୁ
--------------
|| ODISHA 365 ||
|| ODISHA 365 Channel ||
|| Odisha 365 New Video ||
|| Subscribe ODISHA 365 & Share with your Family & Friends ||
#odisha365 #samajosanskruti #baishnabacharanmohanty
ସମାଜକୁ ଅତି ସୁନ୍ଦର ସଚେତନତାର ବାର୍ତ୍ତା ଦେଇଥିବାରୁ ବହୁତ ଧନ୍ୟବାଦ। ନମସ୍କାର
ନମସ୍କାର
ଧନ୍ୟବାଦ୍ ବାପା 🙏🙏🙏
Nirata sata Katha agyan. Samaj ku Ela upadeya barta deithibaru apanku koti koti 🙏
Jay Jagannath 🌼🙏🌼
❤❤❤ apananka katha bahut bhala lagila❤
କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ଆମ ସମାଜ ପରା ଆଗଉଛି, ଆମେ ସବୁ ଆଜି ଉଚ୍ଚ ଶିକ୍ଷିତ। ତେଣୁ ଡ଼ରିବାର ନାହିଁ..
ଏଇ ମାତ୍ର କୁଣ୍ଢେଇ ହବା ଆରମ୍ଭ ହୋଇଛି ଜ୍ବଳନ ଆରମ୍ଭ ହୋଇନି।
ଖୁବ ଶିକ୍ଷଣୀୟ ଉପାଦେୟ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।🙏
Baishnab Sir nka katha khub sundor.
Sir you are great. Thanks for giving this blog.
ଜୟ ଜଗନ୍ନାଥ 🙏👌
ଆଗେ ଯେଉଁ ସଣ୍ଠଣା ଶିଖା ଯାଉଥିଲା ଯାହାକି ସଂସ୍କାର ବୋଲି କୁହାଯାଏ ସେ କଥା ଏବେ ପରିବାରରୁ ବିଲୁପ୍ତ ହୋଇଗଲାଣି, ପିଲା ସ୍କୁଲ ଗଲା ପରେ କଲେଜ ଗଲା, ଶିକ୍ଷକ ଯାହା ପଢ଼େଇଲେ ବା ନ ପଢ଼େଇ ଲେ ସେ କଥା ବୁଝିବାକୁ କାହାରି ସମୟ ନାହିଁ l ପିଲାକୁ ତାଗିଦ୍ କରିବାକୁ କେହି ପସନ୍ଦ କରୁ ନାହାନ୍ତି l ତା ପରେ ପିଲାର ଭବିଷ୍ୟତ ଯାହା ହେବା କଥା ସେଇଆ ହେଉଛି, ତେଣୁ ଏତେ ସବୁ ବିଭ୍ରାଟ l ଆପଣ ସାମାଜକୁ ଦିଗ୍ଦର୍ଶନ ଦେଉଛନ୍ତି ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ l
Jai Jagannath sir🙏🙏
Sir good 👍 advice.
Om Sai ram 🙏🏻🙏🏻🙏🏻
ଧନ୍ୟବାଦ
Beautiful analysis sir.
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏❤️
Respected Sir, many many thanks for your this episode. This episode is full of lessons. This high time to correct ourself.
Thank you sir
Bahut sundar presentation 🙏🌹❤
Respect to you sir
जय श्री राम जय सियाराम जय सनातन धर्म
ସାର୍ 🙏🏾 u r right କଥା 😊
ସାର୍ ନମସ୍କାର 🙏 ଖୁବ୍ ସୁନ୍ଦର ବିଷୟ । ଆମ ସମାଜକୁ ବ୍ୟବସ୍ଥିତ କରିବାରେ ସହାୟକ ହେବ।
ଧନ୍ୟବାଦ
ନମସ୍କାର
Sir 🙏🙏🙏🌹 Jay Jagannath Swami 🙏🙏🙏🙏🙏🙏🙏🌹❤️
Thanku sir 🎉
ପ୍ରଣାମ ମହାଶୟ 🙏❤️
ପ୍ରଣାମ
Right sir...🙏🙏🙏
Chamatkar 🙏🙏🙏Sir
Kya videoo hai sir 💥💥
ସାର୍ ନମସ୍କାର🙏.. ଆଜି ମୁଁ ଠିକ ଏ ଭଳିଆ ଗୋଟି ଛୋଟ ଆଲେଖ୍ୟ ଲେଖିଛି
Jay Jagannath 💕
ନମସ୍କାର
ଧନ୍ୟବାଦ ମହାଶୟ ାଏହିଭଳି ସଚେତନତାର ଆବଶ୍ୟକତା ସମାଜରେ ଯଥେଷ୍ଟ ରହିଛି ା
ଯେଉଁ ମାନେ ନିୟମ ମାନି ଚଳୁଥିଲେ ସେଇମାନେ ଆଗ ନିୟମ ଭଙ୍ଗ କରୁଛନ୍ତି।
ମହାଶୟଙ୍କୁ ଥରେ ସାକ୍ଷାତ କରିବାକୁ ଚାହୁଁଛି।
ଆଜ୍ଞା ସହର ର ଆପାର୍ଟମେଂଟରେ ଏକାକୀ ରହିଥିବା ଅବସର ପ୍ରାପ୍ତ ବୃଦ୍ଧା ଦମ୍ପତିଙ୍କ ଖାଦ୍ୟଶୈଳୀ ର ଚିନ୍ତାଧାରା ଆଧାରିତ ଏକ ଅଧ୍ୟାୟ ହେଲେ ଭଲ ହୁଅନ୍ତା ,🙏
ଜୟ ଜଗନ୍ନାଥ 🌿🌼🌿🌼🙏🏽🛐
ଆଜ୍ଞା, ନମସ୍କାର 🙏🏽ଆପଣ ଯାହା କହିଲେ ଠିକ ଅଛି, ହେଲେ କହିବ କାହାକୁ, ଶୁଣିବ କିଏ, ସମୟ ସ୍ରୋତରେ ସମସ୍ତେ ଭାସୁଛନ୍ତି, ହଉ ଚାଲୁ 👾👍🏽
🙏🙏
Right
ମହାନ୍ତି ସାର, ଆପଣ ସତ୍ୟ କଥା କହିଛନ୍ତି, ବର୍ତ୍ତମାନ r ଲୋକମାନେ ଏ କଥା ଶୁଣିଲେ , ଏ ଲୋକଟା ନିହାତି ପୁରୁଣା କାଳିଆ ଲୋକ ବୋଲି କହିବେ, 🙏🙏🙏🙏🙏🙏🙏
Pranam Sir.
ପ୍ରଣାମ
ନିଛକ ସତ କଥା।
Sabu adhunikata gati puratanaku apaneiba ehahin heu aajira mantra.
Paisa adhik hele kana karajib, kharcha karibaku bata kholib.
ଆପଣ କିପରି ଜାଣିଲେ ମଦ କ'ଣ ଚାଖଣା କ'ଣ? ଆପଣ ଠିକ୍ ଜାଣିଛନ୍ତି। ଧନ୍ୟବାଦ।
ସମାଜର ବର୍ତ୍ତମାନ ଘଟୁଥିବା ଅନେକ କଳl କାହାଣୀ l
ସଶକ୍ତିକରଣ କରଣ ରେ ମହାଦେବୀ କାଳୀ ମହାଦେବ ଙ୍କ ଛାତି ଉପରେ ଚଢି ଯାଇଥିବା ଚିତ୍ର,ବର୍ତ୍ତମାନ ସମୟ କୁ ଦର୍ଶାଉଛି।। 😂
Bola mankara galu uthilani,kana karebe😂😢😮😅😊
Sir pension mililani
Nua govt try karantu
Nua govt ok but officer same 😢😢 office re total new staff dele kichhi sambab
ନାଇଁ ଆଜ୍ଞା। ଲାଞ୍ଚ ଦେଇଥିଲେ ବାରବର୍ଷ ଆଗରୁ ପାଇସାରନ୍ତିଣି। ବହୁତ ସହିଲିଣି, କିନ୍ତୁ ଧୈର୍ଯ୍ଯ ହରାଇନି।
😂
Sir apnaka katha ku mu saman kare, dunia sahita tala dei chalibaku pade,emti criticize way re kahiba kete dur thik!!!??
Sir apana bhul kahuchanti. Aji bi jhia mane sasu ghare sanman pau nahanti.nija bapa gharaku jai paru nahanti.jhia ku tanka pain torture kara heuchi.
ପ୍ରଣାମ ବୁଡ଼ିଲା ଗୋଡ଼ ଗୋଡ଼ ତଳକୁ ତଳକୁ
ପ୍ରଣାମ