ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Great Sir..Bahut bahut vala lagila..apanka video
"ବୁଡି ବୁଡି ଗଲା ଆମ ଏ ସଂସ୍କୃତି ବଦଳିଲା ଲୋକାଚାର ଦେଖି ଦେଖି ଏହି ଦୁର୍ଦ୍ଧିନ ସ୍ଥିତିକୁ ଆପେ ବୋହେ ଲୁହ ଧାର "... ସତରେ ବହୁତ ଦୁଃଖ ଏବଂ ଭୟ ମଧ୍ୟ ଲାଗେ ଆଜିର ଏହି ପରିବର୍ତ୍ତନଶୀଳ ସମାଜକୁ ଦେଖିଲେ.. ସତରେ ସାର୍..ଅଧୁନା ସମାଜର ବାସ୍ତବ ସ୍ଥିତିକୁ ଉପଲବ୍ଧି କରି ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି... ପ୍ରଣାମ ସାର୍....👃👃
ସତରେ ଏଇ ଅଧୋପତ୍ତନ ସମାଜ ର ଶେଷ କେଉଁଠି.... ଆଜ୍ଞା ଜଣା ପଡୁନି......
ଅତି ସୁନ୍ଦର।
ସାର୍ ପ୍ରଣାମ 💐🙏 ଖୁବ୍ ସୁନ୍ଦର ଭାବେ ବୁଝେଇଦେଲେ ❤️ ଆଶା ଆଜିର ସମାଜ ଆପଣଙ୍କ କଥାକୁ ଗ୍ରହଣ କରି ଗୋଟିଏ ନୂତନ ଦିଗରେ ଆଗେଇ ଯିବ 🙏 ଜୟ ଜଗନ୍ନାଥ 🚩🙏
ଅତି ସୁନ୍ଦର କଥା କହିଲେ ସାର୍ 🙏👌
ଜୟ ଜଗନ୍ନାଥ ସ୍ବାମୀଆପଣ ଏହି ପରି ସମାଜ କୁ ପରିବର୍ତ୍ତନ ବାର୍ତ୍ତା ଉପସ୍ଥାପନ କରୁଥାନ୍ତି ଧନ୍ୟବାଦ୍ 👍👍👍👍👍👍👍
ପୁରା ସତ କଥା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏହି ପରି ଭିଡ଼ିଓ ବହୁତ କରି ପଠା ନ୍ତୁ ଓମ୍ ଶାନ୍ତି
ବୈଷ୍ଣବ ବାବୁ!ସତରେ କେତେ ନିଚ୍ଛକ ସତ୍ୟର ଅବତାରଣା. ପ୍ରତିଟି ଉପସ୍ଥାପନା ରେ ମୋର ପ୍ରତ୍ୟକ୍ଷ ଅନୁଭବ ଆଉ ଅନୁଭୂତି. ଅତ୍ୟନ୍ତ ମନଛୁଆଁ ତଥା ଆନନ୍ଦ ପ୍ରଦାୟକ. ଆପଣଙ୍କର ପ୍ରତିଟି ଉଦାହରଣମୋର ଅସ୍ଥି ମଜ୍ଜାଗତ. ଧନ୍ୟବାଦ ଓ ଶୁଭେଚ୍ଛା.
Great Sir Bahut bhala.lagila ❤❤💙🩷️🩷️🌺🌺🌺🌺🌺🌺🌺🌺
ଆଜ୍ଞା ସେକାଳର ପଖାଳର ସ୍ବାଦ ସେ ହିଁ ଜାଣେ ଯେ ଖାଇଛି। ଆଜିର ଦୁନିଆ ଫମ୍ପା ପ୍ରଚାର୍ରେ ମାତିଛି । ମୁଁ ପିଲା ବେଳୁ 'ଜେଜେବାପା' ଓ 'ଜେଜେ ମା'ଙ୍କୁ ଦେଖି ନାହିଁ। ଆପଣ ମୋର୍ ଅନ୍ଲାଇନ୍ ଜେଜେ । ଆପଣଙ୍କୁ ମୋର୍ 🙏🙏🙏🙏🙏🙏🙏♥️♥️♥️♥️♥️♥️♥️ଜୟ୍ ଜଗନ୍ନାଥ୍।
Sundar ati Sundar
ଖୁବ୍ ସୁନ୍ଦର ଉପସ୍ଥାପନା ସାର,ପ୍ରଣାମ🙏🙏
ଏ channel ra ସବୁ ଭିଡ଼ିଓ ଖୁବ୍ ହୃଦସ୍ପର୍ଶି
ଧନ୍ୟବାଦ, ଆପଣଙ୍କ ପ୍ରୀୟଜନଙ୍କୁ ସେୟାର କରିବାକୁ ଭୁଲିବେନି।
Namaskar, khub Sundar katha
Baishnab Sir nka katha khub sundor
ସତରେ ଆମେ ପୁରା ସଂସ୍କାର ରେ ଗରିବ ହେଇ ଗଲୁଣି.....
Yes mdm🙏🙏🙏🙏
Jay Jaganath Mahaprabhu Jay Jaganath Sir
Pranama sir jay Jagannath swami very nice
Sundar barta thanks
ପ୍ରଣାମ ମହାଶୟ 🙏🙏❤️
Very nice 👍
Jay jagannath 🙏🙏🙏🙏
ବାଃ ବହୁତ ବଢିଆ କଥା ନମସ୍କାର
Very nice
Thank you so much sir.💕💕💕💕💕
ଜୟ ଜଗନ୍ନାଥ ମହାପ୍ରଭୁ
Sir , ki sundar manalobha katha.Aaha ki hrudaya sparshi🙏🌹. Kemiti samaj banchiba ..
ଏକ ଦମ ସତ୍ୟ, ଯୁବ ବର୍ଗକୁ କାହାଣି ପରି ଲାଗିବ।
ମୁ ଆପଣଙ୍କ କଥା ରେ ଏକମତ, ଲୋକ ସଵୁ ଉପର ମୁହା ହୋଇ ଗଲେଣି ଼
👏👏👏ଆମମାନଙ୍କୁତ ଜାଦୁ-କାଛୁ ପ୍ରବଳମାତ୍ରାରେଦେହସାରା ମାଡିଗଲାଣି କୁଣ୍ଡେଇବାକାମକି ରୋକି ହୁଏ ? 🙏🙏🙏
Sir aapana nku Mora pranam🙏🙏..
Sundar katha. Aha.... Pranam
Many many thanks to you sir. Very good thought and talk.
ପୁରୁଣା ଅନୁଭୂତି ପାଇଁ ଧନ୍ୟବାଦ୍
Still life going sir chill apana nku pranama kon karihaba solution batantu 🙏
Jay jagannath🙏🙏🙏. Sir Aapanaka udeswa purana heu.
Sir 100/right
ଅଂଗ୍ରେଜ୍ ମାନେ କେବେଠାରୁ ଆମ ଦେଶ ଛାଡ଼ି ପଳେଇଛନ୍ତି ସତ କିନ୍ତୁ ତାଙ୍କ ଛାପା ଟା ଅଜିପର୍ଯ୍ୟନ୍ତ ଆମ ଦେଶରେ ରହି ଯାଇଛି
ଜୟ ଜଗନ୍ନାଥ 🙏
You are so inspiring sir😊
Nice vlog
Salute to U for Ur's valuable. exhortations to ameliorate the modern vitiated socities of India. PRANAM SIR. JAI SREERAM
ପରିବର୍ତ୍ତନ ପକୃତିର ନିୟମ।ଭଲ ପରିବର୍ତ୍ତନ ପାଇଁ ଉଚିତ୍ ପ୍ରୟାସ ଆବଶ୍ୟକ ।
ପ୍ରଣାମ, ମୁଁ ସବୁବେଳେ ଆପଣଙ୍କ ଭିଡିଓ ଦେଖେ । ଲୋପ ପାଇବାକୁ ଯାଉଥିବା ଆମର ସଂସ୍କୃତି ଓ ଆମର ଚଳଣୀ କୁ ଉଜ୍ଜୀବିତ କରି ରଖିବା ପାଇଁ ଆପଣଙ୍କ ଉଦ୍ୟମ ପ୍ରଶଂସନୀୟ ଓ ଆଜିକାର ଯୁବ ବର୍ଗଙ୍କ ପାଇଁ ଅତି ଶିକ୍ଷଣୀୟ ( ହେମା)
Sata katha kahuchanti
Namaskar sir keep telling the truth our old rich culture and the present pretending culture
ସାର୍ ଆପଣ ପୁରା ଠିକ୍ କଥା କହିଛନ୍ତି।ମୁଁ ଧିରେ ଧିରେ ସେହି ପୁରୁଣା ଦିନ କୁ ଫେରିବା ପାଇଁ ଚେଷ୍ଟା କରୁଛି।ଜୟ ଜଗନ୍ନାଥ
B.c.mohanty sir, absolutely right.
Sir, very nice. Good morning/namaste
ଆପଣଙ୍କ ସମୟରେ ସରକାରୀ କର୍ମଚାରୀ ମାନେ ଠିକ୍ ଭାବେ କାମ କରୁଥିଲେ ନା ଜନଶାଧରଣ ମାନଙ୍କୁ ହଇରାଣ କରୁଥିଲେ ?
ଶତପ୍ରତିଶତ ସତ୍ୟ କଥା ଗୁଡିକ
Absolutely right sir❤
ସରକାର ଏବେ ସବୁ ଗାଁ ରେ ପାଠାଗାର କରିବେ ମାନେ ତା ପଛରେ ସରକାରୀ ରାଜସ୍ବ ଖର୍ଚ୍ଚ କରି PC ସଂଗ୍ରହ କରିବା।
ଜୟ ଜଗନ୍ନାଥ sir ଆପଣଙ୍କ ଭିଡ଼ିଓ ଏଇଥର ଟିକେ late ହେଲା..... ମୁଁ ଆପଣଙ୍କ ଭିଡ଼ିଓ ଦେଖିବାକୁ ଭାରି ଭଲ ପାଏନିରାଟ ସତ କଥା କୁହନ୍ତି....
Thank you for old story
Thanks you sir
🙏🙏🙏🙏🙏🙏🙏
100 percent correct 😊
ଦେଖିବାକୁ ସୁନ୍ଦର ଭିତରୁ ଫମ୍ଫା ଓ ରୋଗଣା ହେଇ ଗଲୁଣି. 😆
👌.
କମ୍ବଳ ଯାକ ବାଳ l ଏ ସବୁ ଆଜିକାଲି ଯୁବ ପିଢ଼ି ଙ୍କ ପାଇଁ ଆଇ ମା କାହାଣୀ l
You are right sir
ଏକଦମ ସତ
super tricks sir
ଏବେକାର brown rice ମାନେ brown ରଙ୍ଗ ଦିଆ ଚାଉଳ। ଯାହା ବେମାର ମଞ୍ଜି।
Sete bela ra lifestyle Vala thila
Bodo loko hobaro nisha re masgul hei moho maya re chandi hei aame mane bipothogaami heuchu..Kintu aesabu ra aarombho aaponoko generation ra moniso manonku tharu heichi..Eha hin apriyo satya
everywhere white rice has increased sugar patients
ନାମ ବଦଳି ବଡ଼ ବଡ଼ିଆ ଦେଖେଇ ହେବା ଆଉ ଇରାଜୀ କଥା କହି ବଡ଼ ବଡ଼ିଆ,
Sir Namaskarଆପଣ ଯାହା କହୁଛନ୍ତି ଠିକ୍ କିନ୍ତୁ ଆପଣ ଭୁବନେଶ୍ୱର ବାହାରକୁ ଯାନ୍ତୁ । ନୂଆ ପିଢ଼ି ସବୁ କରିପାରିବେ । କିନ୍ତୁ ସେମାନଙ୍କ ପାଖରେ ଆପଣଙ୍କ ବୋଉ ଭଳି ଲୋକ ନାହାଁନ୍ତି। ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ଆପଣ ଭୁବନେଶ୍ୱର ବାହାରକୁ ଯାଇ କିଛି ସେଇଭଳି ବ୍ୟକ୍ତିତ୍ୱ ଙ୍କ ସହ ସାକ୍ଷାତକାର କରି ପ୍ରସାରଣ କଲେ , ଅନେକ ପ୍ରେରଣା ପାଇବେ ଓ ସମାଜ ଓ ସଂସ୍କୃତି ର ଉତ୍କର୍ଷ ପ୍ରତିପାଦନ କରିବେ ।
Destroy
'Manja' Katha Kahanti Mo Jeje.
What a chutiya pa program...some people can't accept change in society...magia bala katha kahani...jauni roga hele...seyi... Tantrika baba pauku
Great Sir..Bahut bahut vala lagila..apanka video
"ବୁଡି ବୁଡି ଗଲା ଆମ ଏ ସଂସ୍କୃତି
ବଦଳିଲା ଲୋକାଚାର
ଦେଖି ଦେଖି ଏହି ଦୁର୍ଦ୍ଧିନ ସ୍ଥିତିକୁ
ଆପେ ବୋହେ ଲୁହ ଧାର "...
ସତରେ ବହୁତ ଦୁଃଖ ଏବଂ ଭୟ ମଧ୍ୟ ଲାଗେ ଆଜିର ଏହି ପରିବର୍ତ୍ତନଶୀଳ ସମାଜକୁ ଦେଖିଲେ.. ସତରେ ସାର୍..ଅଧୁନା ସମାଜର ବାସ୍ତବ ସ୍ଥିତିକୁ ଉପଲବ୍ଧି କରି ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି... ପ୍ରଣାମ ସାର୍....👃👃
ସତରେ ଏଇ ଅଧୋପତ୍ତନ ସମାଜ ର ଶେଷ କେଉଁଠି.... ଆଜ୍ଞା ଜଣା ପଡୁନି......
ଅତି ସୁନ୍ଦର।
ସାର୍ ପ୍ରଣାମ 💐🙏 ଖୁବ୍ ସୁନ୍ଦର ଭାବେ ବୁଝେଇଦେଲେ ❤️ ଆଶା ଆଜିର ସମାଜ ଆପଣଙ୍କ କଥାକୁ ଗ୍ରହଣ କରି ଗୋଟିଏ ନୂତନ ଦିଗରେ ଆଗେଇ ଯିବ 🙏 ଜୟ ଜଗନ୍ନାଥ 🚩🙏
ଅତି ସୁନ୍ଦର କଥା କହିଲେ ସାର୍ 🙏👌
ଜୟ ଜଗନ୍ନାଥ ସ୍ବାମୀ
ଆପଣ ଏହି ପରି ସମାଜ କୁ ପରିବର୍ତ୍ତନ ବାର୍ତ୍ତା ଉପସ୍ଥାପନ କରୁଥାନ୍ତି ଧନ୍ୟବାଦ୍ 👍👍👍👍👍👍👍
ପୁରା ସତ କଥା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏହି ପରି ଭିଡ଼ିଓ ବହୁତ କରି ପଠା ନ୍ତୁ ଓମ୍ ଶାନ୍ତି
ବୈଷ୍ଣବ ବାବୁ!ସତରେ କେତେ ନିଚ୍ଛକ ସତ୍ୟର ଅବତାରଣା. ପ୍ରତିଟି ଉପସ୍ଥାପନା ରେ ମୋର ପ୍ରତ୍ୟକ୍ଷ ଅନୁଭବ ଆଉ ଅନୁଭୂତି. ଅତ୍ୟନ୍ତ ମନଛୁଆଁ ତଥା ଆନନ୍ଦ ପ୍ରଦାୟକ. ଆପଣଙ୍କର ପ୍ରତିଟି ଉଦାହରଣ
ମୋର ଅସ୍ଥି ମଜ୍ଜାଗତ. ଧନ୍ୟବାଦ ଓ ଶୁଭେଚ୍ଛା.
Great Sir Bahut bhala.lagila ❤❤💙🩷️🩷️🌺🌺🌺🌺🌺🌺🌺🌺
ଆଜ୍ଞା ସେକାଳର ପଖାଳର ସ୍ବାଦ ସେ ହିଁ ଜାଣେ ଯେ ଖାଇଛି। ଆଜିର ଦୁନିଆ ଫମ୍ପା ପ୍ରଚାର୍ରେ ମାତିଛି । ମୁଁ ପିଲା ବେଳୁ 'ଜେଜେବାପା' ଓ 'ଜେଜେ ମା'ଙ୍କୁ ଦେଖି ନାହିଁ। ଆପଣ ମୋର୍ ଅନ୍ଲାଇନ୍ ଜେଜେ । ଆପଣଙ୍କୁ ମୋର୍ 🙏🙏🙏🙏🙏🙏🙏♥️♥️♥️♥️♥️♥️♥️ଜୟ୍ ଜଗନ୍ନାଥ୍।
Sundar ati Sundar
ଖୁବ୍ ସୁନ୍ଦର ଉପସ୍ଥାପନା ସାର,ପ୍ରଣାମ🙏🙏
ଏ channel ra ସବୁ ଭିଡ଼ିଓ ଖୁବ୍ ହୃଦସ୍ପର୍ଶି
ଧନ୍ୟବାଦ, ଆପଣଙ୍କ ପ୍ରୀୟଜନଙ୍କୁ ସେୟାର କରିବାକୁ ଭୁଲିବେନି।
Namaskar, khub Sundar katha
Baishnab Sir nka katha khub sundor
ସତରେ ଆମେ ପୁରା ସଂସ୍କାର ରେ ଗରିବ ହେଇ ଗଲୁଣି.....
Yes mdm🙏🙏🙏🙏
Jay Jaganath Mahaprabhu Jay Jaganath Sir
Pranama sir jay Jagannath swami very nice
Sundar barta thanks
ପ୍ରଣାମ ମହାଶୟ 🙏🙏❤️
Very nice 👍
Jay jagannath 🙏🙏🙏🙏
ବାଃ ବହୁତ ବଢିଆ କଥା ନମସ୍କାର
Very nice
Thank you so much sir.💕💕💕💕💕
ଜୟ ଜଗନ୍ନାଥ ମହାପ୍ରଭୁ
Sir , ki sundar manalobha katha.Aaha ki hrudaya sparshi🙏🌹. Kemiti samaj banchiba ..
ଏକ ଦମ ସତ୍ୟ, ଯୁବ ବର୍ଗକୁ କାହାଣି ପରି ଲାଗିବ।
ମୁ ଆପଣଙ୍କ କଥା ରେ ଏକମତ, ଲୋକ ସଵୁ ଉପର ମୁହା ହୋଇ ଗଲେଣି ଼
👏👏👏ଆମମାନଙ୍କୁତ ଜାଦୁ-କାଛୁ ପ୍ରବଳ
ମାତ୍ରାରେଦେହସାରା ମାଡିଗଲାଣି କୁଣ୍ଡେଇବା
କାମକି ରୋକି ହୁଏ ? 🙏🙏🙏
Sir aapana nku Mora pranam🙏🙏..
Sundar katha. Aha.... Pranam
Many many thanks to you sir. Very good thought and talk.
ପୁରୁଣା ଅନୁଭୂତି ପାଇଁ ଧନ୍ୟବାଦ୍
Still life going sir chill apana nku pranama kon karihaba solution batantu 🙏
Jay jagannath🙏🙏🙏. Sir Aapanaka udeswa purana heu.
Sir 100/right
ଅଂଗ୍ରେଜ୍ ମାନେ କେବେଠାରୁ ଆମ ଦେଶ ଛାଡ଼ି ପଳେଇଛନ୍ତି ସତ କିନ୍ତୁ ତାଙ୍କ ଛାପା ଟା ଅଜିପର୍ଯ୍ୟନ୍ତ ଆମ ଦେଶରେ ରହି ଯାଇଛି
ଜୟ ଜଗନ୍ନାଥ 🙏
You are so inspiring sir😊
Nice vlog
Salute to U for Ur's valuable. exhortations to ameliorate the modern vitiated socities of India. PRANAM SIR. JAI SREERAM
ପରିବର୍ତ୍ତନ ପକୃତିର ନିୟମ।
ଭଲ ପରିବର୍ତ୍ତନ ପାଇଁ ଉଚିତ୍ ପ୍ରୟାସ ଆବଶ୍ୟକ ।
ପ୍ରଣାମ, ମୁଁ ସବୁବେଳେ ଆପଣଙ୍କ ଭିଡିଓ ଦେଖେ । ଲୋପ ପାଇବାକୁ ଯାଉଥିବା ଆମର ସଂସ୍କୃତି ଓ ଆମର ଚଳଣୀ କୁ ଉଜ୍ଜୀବିତ କରି ରଖିବା ପାଇଁ ଆପଣଙ୍କ ଉଦ୍ୟମ ପ୍ରଶଂସନୀୟ ଓ ଆଜିକାର ଯୁବ ବର୍ଗଙ୍କ ପାଇଁ ଅତି ଶିକ୍ଷଣୀୟ ( ହେମା)
Sata katha kahuchanti
Namaskar sir keep telling the truth our old rich culture and the present pretending culture
ସାର୍ ଆପଣ ପୁରା ଠିକ୍ କଥା କହିଛନ୍ତି।
ମୁଁ ଧିରେ ଧିରେ ସେହି ପୁରୁଣା ଦିନ କୁ ଫେରିବା ପାଇଁ ଚେଷ୍ଟା କରୁଛି।
ଜୟ ଜଗନ୍ନାଥ
B.c.mohanty sir, absolutely right.
Sir, very nice. Good morning/namaste
ଆପଣଙ୍କ ସମୟରେ ସରକାରୀ କର୍ମଚାରୀ ମାନେ ଠିକ୍ ଭାବେ କାମ କରୁଥିଲେ ନା ଜନଶାଧରଣ ମାନଙ୍କୁ ହଇରାଣ କରୁଥିଲେ ?
ଶତପ୍ରତିଶତ ସତ୍ୟ କଥା ଗୁଡିକ
Absolutely right sir❤
ସରକାର ଏବେ ସବୁ ଗାଁ ରେ ପାଠାଗାର କରିବେ ମାନେ ତା ପଛରେ ସରକାରୀ ରାଜସ୍ବ ଖର୍ଚ୍ଚ କରି PC ସଂଗ୍ରହ କରିବା।
ଜୟ ଜଗନ୍ନାଥ sir ଆପଣଙ୍କ ଭିଡ଼ିଓ ଏଇଥର ଟିକେ late ହେଲା..... ମୁଁ ଆପଣଙ୍କ ଭିଡ଼ିଓ ଦେଖିବାକୁ ଭାରି ଭଲ ପାଏ
ନିରାଟ ସତ କଥା କୁହନ୍ତି....
Thank you for old story
Thanks you sir
🙏🙏🙏🙏🙏🙏🙏
100 percent correct 😊
ଦେଖିବାକୁ ସୁନ୍ଦର ଭିତରୁ ଫମ୍ଫା ଓ ରୋଗଣା ହେଇ ଗଲୁଣି. 😆
👌.
କମ୍ବଳ ଯାକ ବାଳ l ଏ ସବୁ ଆଜିକାଲି
ଯୁବ ପିଢ଼ି ଙ୍କ ପାଇଁ ଆଇ ମା କାହାଣୀ l
You are right sir
ଏକଦମ ସତ
super tricks sir
ଏବେକାର brown rice ମାନେ brown ରଙ୍ଗ ଦିଆ ଚାଉଳ। ଯାହା ବେମାର ମଞ୍ଜି।
Sete bela ra lifestyle Vala thila
Bodo loko hobaro nisha re masgul hei moho maya re chandi hei aame mane bipothogaami heuchu..
Kintu aesabu ra aarombho aaponoko generation ra moniso manonku tharu heichi..
Eha hin apriyo satya
everywhere white rice has increased sugar patients
ନାମ ବଦଳି ବଡ଼ ବଡ଼ିଆ ଦେଖେଇ ହେବା ଆଉ ଇରାଜୀ କଥା କହି ବଡ଼ ବଡ଼ିଆ,
Sir Namaskar
ଆପଣ ଯାହା କହୁଛନ୍ତି ଠିକ୍ କିନ୍ତୁ ଆପଣ ଭୁବନେଶ୍ୱର ବାହାରକୁ ଯାନ୍ତୁ । ନୂଆ ପିଢ଼ି ସବୁ କରିପାରିବେ । କିନ୍ତୁ ସେମାନଙ୍କ ପାଖରେ ଆପଣଙ୍କ ବୋଉ ଭଳି ଲୋକ ନାହାଁନ୍ତି। ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ଆପଣ ଭୁବନେଶ୍ୱର ବାହାରକୁ ଯାଇ କିଛି ସେଇଭଳି ବ୍ୟକ୍ତିତ୍ୱ ଙ୍କ ସହ ସାକ୍ଷାତକାର କରି ପ୍ରସାରଣ କଲେ , ଅନେକ ପ୍ରେରଣା ପାଇବେ ଓ ସମାଜ ଓ ସଂସ୍କୃତି ର ଉତ୍କର୍ଷ ପ୍ରତିପାଦନ କରିବେ ।
Destroy
'Manja' Katha Kahanti Mo Jeje.
What a chutiya pa program...some people can't accept change in society...magia bala katha kahani...jauni roga hele...seyi... Tantrika baba pauku