ଲାଞ୍ଚ ନଦେବାର ଫଳ | Samaj O Sanskruti | Baishnaba Charan Mohanty | Odisha 365
ฝัง
- เผยแพร่เมื่อ 17 ม.ค. 2025
- ହଣା ଖାଉଥିବା ଏକ ଛେଳିର ଆତ୍ମକାହାଣୀ
|| ODISHA 365 ||
|| ODISHA 365 Channel ||
|| Odisha 365 New Video ||
|| Subscribe ODISHA 365 & Share with your Family & Friends ||
#odisha365 #samajosanskruti #baishnabacharanmohanty
ଯାହା ଜଣାଯାଇଛି, ନାୟାଳୟ ଅବମାନନା ର ଶକ୍ତି ହଜିଯାଇଛି। ଧିକ୍ ସରକାର, ଧିକ୍ ତୁମ ବ୍ୟବସ୍ଥା।
ଏତେବଡ଼ ବ୍ୟକ୍ତି ଙ୍କ ଅବସ୍ଥା ଯଦି ଏମିତି ତେବେ ସାଧାରଣ ଲୋକ ଙ୍କ ଅବସ୍ଥା କଣ ହଉଥିବ
ଆଜିକାଲି ଲାଞ୍ଚ ନଦେଲେ କୌଣସି କାମ ହୋଇପାରୁନି । ଶାସକ, ପ୍ରଶାସକ, ସାମ୍ବାଦିକ ... ... ... ସମସ୍ତଙ୍କର ଲାଞ୍ଚ ଦରକାର ।
ନମସ୍କାର ସାର୍, ଆପଣଙ୍କ ଭଳି ମୋର ସମାନ ଅବସ୍ଥା । ନବୀନ ବାବୁଙ୍କ ଶାସନ ର ଏସବୁ ଜ୍ଵଳନ୍ତ ଉଦାହରଣ ।
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏ବହୁତ୍ କଷ୍ଟ ଲାଗିଲା ଶୁଣିକି,ଆପଣଙ୍କ ହୃଦୟର କୋହ ନିଶ୍ଚୟ ମହାପ୍ରଭୁ ବୁଝିବେ,ସେମାନଙ୍କୁ ନର୍କରେ ବି ସ୍ଥାନ ମିଳିବନି।ସତ୍ ରେ ଥିବା ମଣିଷଟିଏ ଉପାୟଶୂନ୍ୟ ହୋଇ ଅନ୍ୟାୟ ସହିବା କେତେ ଯେ ଯନ୍ତ୍ରଣା ଦାୟକ ସେକଥା କେବଳ ଜଣେ ଭୁକ୍ତଭୋଗୀ ହିଁ ଜାଣେ..
ମୁଁ ଭୋଗିଛି ଓ ଭୋଗୁଛି ସାର। ଆପଣ ଜାଣନ୍ତି ମୋ କଥା। ଏବେ ବି ଦରମା ପାଉନି। କିଛି ନୃଶଂସ ଓ ଉତ୍ପୀଡକ ବ୍ୟକ୍ତି ହିଁ ସରକାର।
ଆପଣଙ୍କ ଦୁଃଖରେ ମୁଁ ଦୁଃଖିତ ସାର୍।ଭଗବାନ କରନ୍ତୁ ଆପଣ ଶୀଘ୍ର ନିଜର ପ୍ରାପ୍ଯ ପାଇ ଯାଆନ୍ତୁ।ଇଂରେଜ ଶାସନଠୁ ବଳି ଗଲାଣି ବର୍ତ୍ତମାନର ଶାସନ।
ସାଧୁତା ର ପୁରସ୍କାର କଣ ଏଇଆ, ଧୀକ୍ ଏହି ପ୍ରଶାସନ କୁ ଧୀକ୍ ଏହି ଅଧିକାରୀ ମାନଙ୍କୁ ଯେଉଁମାନେ ପେନସନ ଦେବାରେ ଅସୁବିଧା କରୁଛନ୍ତି।
ଓଡ଼ିଶା ଯଦି ନିଜର ଜଣେ ମହାନ ସାରସ୍ବତ ପୁରୁଷଙ୍କୁ ନ୍ୟାୟ ଦେଇପାରିଲା ନାହିଁ, ତେବେ ଏହାଠାରୁ ବଳି ଦୁର୍ଭାଗ୍ୟଜନକ କଥା କ'ଣ ହୋଇପାରେ? ମହାବାହୁ ସବୁ ଦେଖୁଛନ୍ତି।
ଆପଣ ସତ କଥା କହିଛନ୍ତି | ସରକାରୀ କାର୍ଯ୍ୟଳୟ ରେ କିଛି କିରାଣୀ (clerks) ଙ୍କର ପ୍ରାଦୁର୍ଭାବ ଯୋଗୁଁ ସତପଥ ରେ ଥିବା ଲୋକମାନେ ହଇରାଣ ହୋଇ ଚାଲିଛନ୍ତି ୲
ବିନା ଲାଞ୍ଚରେ କିଛି ହେବନି, ନବୀନ ସରକାରରେ ପାଣ୍ଡିଆନ ମୂଖ୍ୟ ଥିଲେ ଓ ଏବେ ମୋହନ ସରକାରରେ ବି ସେହି ପାଣ୍ଡିଆନ ନିର୍ଦ୍ଦେଶରେ ଚାଲିଛି !!! ବିଶ୍ୱାସ ହେଉନାହିଁ ନା !!! RTI ଓ ଗଣମାଧ୍ୟମ ରିପୋର୍ଟରେ ପାଣ୍ଡିଆନ ଦୁର୍ନୀତିର ଯେତେ ପର୍ଦ୍ଦାଫାଶ ହେଲେ ବି ମୋହନ କ'ଣ ମୋଦିର ବୋପା ଆସିଲେ ବି କିଛି କରିପାରିବନି !!! ଏବେ ବି ଚାଲିଛି ପାଣ୍ଡୁ ରାଜ୍ !!! ପାଣ୍ଡିଆନ ବିରୋଧୀ ବିଜେପି ନେତାମାନେ ଯଥା ଅପରାଜିତା, ପ୍ରଦିପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ଜୟନାରାୟଣ ମିଶ୍ର ଆଦି ବିଜେପିରେ ଥିଲା ଭଳି ଲାଗୁନାହିଁ !!! ଆଉ ଆପଣ !!! The most powerful man in indian history !!!
ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ। ଆପଣ ମୂଖ୍ୟମନ୍ତୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶେଷ ପ୍ରଚେଷ୍ଟା ସ୍ବରୂପ ଥରେ ମାତ୍ର ସାକ୍ଷାତ କରନ୍ତୁ, ଯେତେ ଦୂର ଆଶା ନିଶ୍ଚିତଭାବେ ସମାଧାନର ସୂତ୍ର ମିଳିଯାଇ ପାରେ।
ସାର୍ ଦେଖନ୍ତୁ ଆପଣଙ୍କୁ ଯେଉଁମାନେ ହଇରାଣ କରୁଛନ୍ତି ସେମାନେ ଭଲରେ ନଥିବେ।ତାଙ୍କ ଭାରିଜା କୁ ରୋଗ,ପୁଅ ମଦ୍ୟପ,ଝୀଅ କେଉଁଠି ରୋଗଗ୍ରସ୍ତ ହୋଇଥିବେ।ଅନ୍ୟାୟ କଲେ ଆପଣାର ଖ୍ୟତି।
ଓଃ ଭଗବାନ ସଦୟ ହୁଅ 🙏
ଦେଖନ୍ତୁ ସରକାର ବଦଳିଛି, ଆପଣଙ୍କ ପ୍ରତି ହୋଇଥିବା ଅନ୍ୟାୟର ଅନ୍ତ ନିଶ୍ଚିତ ହେବବୋଲି ଆଶା ଓ ବିଶ୍ଵାସ
ମହାପ୍ରଭୁଙ୍କ ଦୟାରୁ ଆପଣଙ୍କୁ ପେନସନ ମିଳିଯାଉ🙏
You are a great fighter 👍Ultimately YOU WILL WIN YOUR CASE and the HEARTS ♥️♥️♥️ of a lot of people. You have set an unique example of honesty & truthfulness. Please don’t think yourself a goat, you are a strong lion. Hats off to you 🙏🙏🙏
EVERYBODY KNOWS VERY WELL., BUT THE WAY YOU ARE PRESENTING IS V... V.. VERY IMPRESSIVE. THANK YOU. 🙏
ଦୟାକରି ଓଡ଼ିଶା ବିଧାନ ସଭାରେ ଆସେମ୍ବ୍ଲି question କରାନ୍ତୁ l ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଇଁ ଦରଖାସ୍ତ କରାନ୍ତୁ l ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠ କୁ ଦରଖାସ୍ତ କରାନ୍ତୁ l ଖବରକାଗଜ ରେ ସମସ୍ତ ବିଷୟ ବାହାର କରାନ୍ତୁ l ସଫଳ ନିଶ୍ଚିତ ହେବେ
Beautiful presentation sir thank you for your wonderful eye opening narration. 😊🙏🏻
ବୈଷ୍ଣବ ଭାଇ ବଢିଆ ଉପାଖ୍ୟାନ।୩୮ବରଷ ଚାକିରି କରି ଅବସର ପରେ ସାଧାରଣ ଜନତା କୁ ପେନସନ ଦେବା ଏ ସରକାର ବିଚାର କରୁନାହାନ୍ତି । କିନ୍ତୁ ଥରେ ରାଜନେତା ରାଜସରକାରରେ ସାମିଲ ହେଲେ ପେନସନ ପାଇବେ। ଆମେ କ'ଣ ନିଆଁ ରେ ମୁତୁଛୁ। ହେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ଦୁଃଖ ବୁଝନ୍ତୁ।
Thik kahile sir...a dunia re sachot loka Miliba bahut kast sir .
Thank you sir 🎉
ଜୟ ଜଗନ୍ନାଥ ଆପଣଙ୍କୁ ଶୀଘ୍ର ପେନସନ ମିଲିଯାଉ
ବହୁତ ସତ କଥା କହିଲେ sir....... ବର୍ତ୍ତମାନ ସମାଜ କେଉଁ ଆଡକୁ ଗତି କଲାଣି.... ସାଧାରଣ ସଚ୍ଚୋଟ ଲୋକ ଟିଏ ଏଇଭଳି ପରିବେଶ କେମିତି ବଂଚିବ..... ସେଇଟା କାଳିଆ ସାଆନ୍ତେ ଙ୍କୁ ଜଣା ଆଜ୍ଞା 🙏
Jay sriram Jay jagannath Jay Odia 🙏🙏🙏🙏🙏🙏
ସାର୍ ସତ କଥା। 😢
ବଡ ଅଫିସର ମାନେ ହିଁ ସରକାରୀ କଳରେ
ବହୁତ ଦୁର୍ନୀତିଗ୍ରସ୍ତ। ବଡ ଅଫିସର ଓ ବଡ ନେତା ମାନେ ଦୁର୍ନୀତିଗ୍ରସ୍ତ ହେବାରୁ ଆଜି
ଦେଶର ଏ ଦୁର୍ଦ୍ଦଶା ।
" କହିବା କାହାକୁ
କପାଳେ ମାରିବା ହାତକୁ " ।
ଆପଣଙ୍କ କଥା ଶୁଣି ବହୁତ କଷ୍ଟ ଲାଗିଲା ଭଗବାନ କରନ୍ତୁ ଆପଣଙ୍କ ପେଣ୍ଡିଙ୍ଗ କାମ ହେଇଯାଉ ଆଉ ଯେଉଁମାନେ ଏହିଭଳି ଅନ୍ୟାୟ କରିଛନ୍ତି ନିଶ୍ଚୟ ଦଣ୍ଡ ପାଇବେ
Sir
Namaskar. Maa Tarini nkusmaran karuchi sighra apan Manaskamana purna heu 🙏 Jai Maa Tarini🙏
ଶାସନର ଅତ୍ୟନ୍ତ ବିକଟାଳ ରୂପ। ଆଶ୍ଚର୍ଯ୍ୟର କଥା ସେହି ବିଭାଗ କେମିତି ହାଇ କୋର୍ଟ ଙ୍କ ଆଦେଶ ମାନୁ ନାହାନ୍ତି। ମୋ ମତରେ ହାଇକୋର୍ଟ ସଂପୃକ୍ତ ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କଠୋର ଦଣ୍ଡ ଦେବା ଦରକାର।
ଏ ବାବୁ ମାନେ ପଇସା ପାଇଁ ନିଜ ଝିଅ ଆଉ ବୋହୂର ଇଜ୍ଜତ ବିକିବାକୁ ପଛାନ୍ତି ନାହିଁ।ଆଉ ଆପଣଙ୍କ ପିଲାମାନଙ୍କୁ ସୁଶିକ୍ଷିତ ଆପଣ କରିଛନ୍ତି।ଆପଣ ଜଣେ ପ୍ରକୃତ ସଂଗ୍ରାମୀ ଆପଣ ଧୈର୍ଯ୍ଯର ସହିତ ଲଢନ୍ତୁ। 🙏🙏🙏
You are absolutely correct sir. We are living in such a system. I have faced such type of humiliation in my service career. Now retired . Hearty regards to a honest and perfect principle and discipline man.
ଭଗବାନ ଆପଣଙ୍କୁ କୁଶଳରେ ରଖନ୍ତୁ, ଜୟ ଜଗନ୍ନାଥ। ସବୁ ଆଡ଼େ corruption 🙏
ମୁଖ୍ୟମନ୍ତ୍ରୀଙ୍କୁ ଜନ ଶୁଣାଣୀ ଦିନ ସାକ୍ଷାତ୍ କରି ଦୁଃଖ ଜଣାନ୍ତୁ।
Dhanyabad
Sir namaskar thank you for video
ପ୍ରଣାମ ମହାଶୟ 🙏🙏💚
ନୀଚ୍ଚ ଲୋକ ଥିଲେ ଉଚେ ଆସୀନ
ବଢ଼େ ଗୁଣୀଜନ ଙ୍କର କଷଣ
ସ୍ୱାଭିମାନ ହୀନ ଦୀନ ଜୀବନ
ମୂଳ ପୁଞ୍ଜି ତାଙ୍କ ପଦ ଲେହନ
ମାଝୀ ସରକାର ଦିଅ ଗୁରୁତ୍ତ୍ୱ
ସାଧୁ ଲୋକଙ୍କର ରହୁ ମହତ
😢😢
Good news but yeithi pujya puja khojile milibani sir thanq
ବହୁତ ଦୁଃଖ ଲାଗୁଛି ...ଜଗନ୍ନାଥ ମହାପ୍ରଭୁ ଆପଣ ଙ୍କ ସମସ୍ୟା ବୁଝିବେ
ଆପଣଙ୍କ କଥା ଶୁଣି ବହୁତ ଦୁଃଖ ଲାଗିଲା। ଆପଣ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧା ସଳଖ କଥା ହୁଅନ୍ତୁ। ଜୟ ଜଗନ୍ନାଥ 🙏
Mu Ghanashyam kahuchhi, baishnaba sir, ae dunian re banchiba bahut kasta hei Golani, amo paena duniya ta fit nahun bodhe, koke kohantu pachhe duniya paen ame fit nahun.a jibanare jaha heuchhi heu ame kon ta karipariba nishyahaya,kinkartabyabimda, a duniya amaku santire banchibaku debani .amapori sachhat manisa guda dine daineswar poari bilupta heijiba. Sei bhagabananku ashra Kari banchiba kotha.jai jagannath...
ଭାଇ ଏ ପର୍ଯ୍ୟନ୍ତ ଆପଣଙ୍କର ଏ ପର୍ଯ୍ୟନ୍ତ ପେନ୍ସନ୍ ହୋଇନାହିଁ, ବହୁତ ଦୁଃଖର କଥା ଏ କି ସରକାର, ହେ ଭଗବାନ୍ କଳିର ସରକାର, ଧର୍ମ ନାହିଁ
ଭାଇ ଯାହା ଥିଲା ନବୀନ ବାବୁ ଙ୍କ ସରକାର ସମୟରେ ଦୁର୍ନୀତି ଶେଷ ସୀମା ପାର। ନବୀନ ବାବୁ ଅଦାଲତ ଅବମାନନା କରି ବିଶ୍ବସ୍ତରୀୟ।
ସାର୍ ଆପଣ ଙ୍କ କଥା ଶୁଣି ବହୁତ୍ ଲୋକ ବିଗତ ସରକାର କୁ ଉଚିତ୍ ଜବାବ ଦେଇଥିଲେ ।ଯଦି ଏ ସରକାର ଆପଣଙ୍କ ଦୁଃଖ ନବୁଝେ ଆମେ ହଜାର ହଜାର୍ଜନତା ଉଚିତ୍ ଜବାବ ଦେବେ ନମସ୍କାର।
Baishnab sir nka katha khub sundor.
ଭାଇ ନମସ୍ତେ, ଏତେ ସବୁ ଘଟଣା ଅଛି ଆପଣଙ୍କ ଭିତରେ
Nice,Respected Sir.
Rt analysis. Thanks
Jay jagannath ❤
Very nice
Jay Jagannath shree Swami ❤
You are right sir this is the trend of odisha govt.
Jay Jagannath sar
ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ।କିନ୍ତୁ ବର୍ତ୍ତମାନ ସମାଜର ଏ ଏକ ବାସ୍ତବ ଚିତ୍ର🙏🏻
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ଆପଣଙ୍କର ଅସୁବିଧାକୁ ଦୂର କରନ୍ତୁ।🙏
Jay shree krishna
Thankumydearsiragudharahashyaunmochanka
Salute sir.dhik e prasanaku
ଦୁଃଖ ଓ ପରିତାପର ବିଷୟ।
ଯେଉଁ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ସେହିମାନଙ୍କ ଦରମା ଟଙ୍କାକୁ ଵା ପେନସନ ଟଙ୍କା ଦିଅନ୍ତୁ।
This is real reflection of working system of govt.
ଆପଣଙ୍କ କଥା ସେମାନଙ୍କ ପାଖରେ ପହଞ୍ଚାଇବାକୁ ସମସ୍ତ ଙ୍କୁ ଅନୁରୋଧ
❤❤❤❤❤
Pranam Sir🙏
Jagannath kebebi emananku kshyama debeni sir
💯 Right Sir ♥️🙏Ea Dash Ka Duruvag HA Kanuoo Adha HA Garib Mahante Students ku Justice Nahe Melaga Bena Rupay Ma Kucu Nahe Hoga Ea Dash Ma ♥️🙏😭😭😭
ଓଡ଼ିଶାର ଶାସନ ପଦ୍ଧତି ବିଚିତ୍ର. ଜଣେ କିରାଣୀ କ'ଣ ପାଇଁ ପେନସନ ଗଣ୍ଡେ ପାଇଁ ହନ୍ତସନ୍ତ..... ଏବେ ଶ୍ରୀଯୁକ୍ତ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ବଂଶୀଧର ମହାନ୍ତିଙ୍କ ପ୍ରତି ଦୟା କରନ୍ତୁ... 🙏
Director office ଓ secretariat office ରୁ retired staff ଙ୍କୁ ନୂଆ ସରକାର ବାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ କାହିଁକି ପାଳନ କରୁନାହାନ୍ତି😢
Actually here is nobody to listen these things,I support you sir
ସରକାରୀ କଳରେ ସଚ୍ଚୋଟତା ର ଚାକ୍ଷ୍ଯୁସ ପ୍ରମାଣ। ସମସ୍ତେ ଅବସର ନେବେ ଯେଉଁମାନେ ଏପରି କର୍ମ କରନ୍ତି ସେମାନଙ୍କୁ କେବଳ ଭଗବାନ ହିଁ ଭରଷା।
ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ର ନମୁନା
ନ୍ୟାୟ କୁ ଯେ କେବଳ ନ୍ୟାୟ ରେ ହାସଲ କରାଯାଏ!!?? ଅନ୍ୟାୟ ପଥ ରେ ବି ନ୍ୟାୟ ହାସଲ କରାଯିବାର : ଅନେକ ଦୃଷ୍ଟାନ୍ତ ରହିଛି ❤️🌹👁️🏌️
ଠିକ୍ କିନ୍ତୁ ଅନ୍ୟାୟ ପଥ !!! କିଛି ମଣିଷ ନିଜ ସ୍ବାଭିମାନ କୁ ନେଇ ବଞ୍ଚିଛନ୍ତି !!!
It is right.
ସତ ହୋଇଥିଲେ - ରେଭେନ୍ସା ଙ୍କୁ ସମାଲୋଚନା କଲାବେଳେ ମୁଁ ଏକଥା କ'ଣ ଶୁଣୁଛି।
ଗୋରା ଖରାପ୍ ଆମେ ଭଲ।
ବାସ୍ତବ ସତ୍ୟ କଥା ପ୍ରକାଶ କଲେ,ଆପଣଙ୍କ ଭଳି ଏମିତି ବହୁତ୍ ଲୋକ ଅବହେଳିତ
ଅଭିନନ୍ଦନ
ନବୀନ ସରକାର ଗଲାଣି, ନୂଆ ମୋହନ ସରକାର ଙ୍କୁ ଥରେ ଅନୁରୋଧ କରନ୍ତୁ। ଆଶାକରେ ଆପଣଙ୍କର କଷ୍ଟ ଲାଘବ ହେବ। ଜୟ ଜଗନ୍ନାଥ !
ସରକାର ବଦଳିଲେ କଣ ହେବ ? ସରକାରୀ କର୍ମଚାରୀ ବଦଳୁଛନ୍ତି କି?
ଆଜ୍ଞା ଗୋଟିଏ ଏ କେ ଫଟିସେଭେନ କିଣନ୍ତୁ, ବିରାପାନ ର କାମ ଆରମ୍ଭ କରନ୍ତୁ, ସେଇ ସେଇ ଅଫିସର ମାନଙ୍କ ମାଇପ କୁଁ ରାନଡ କରନ୍ତୁ।
You are right sir
ସାର ଆପଙ୍କୁ ଅନୁରୋଧ ଦୟାକରି ଆପଣ O T V ଆପଣ ଏକା ନୁହନ୍ତି ରେ ଯୋଗା ଯୋଗ କରନ୍ତୁ ।
Otv ର ଆପଣ ଏକା ନୁହଁନ୍ତି ରେ ଯୋଗାଯୋଗ କରନ୍ତୁ,ହେଇଯିବ
ଲୋକେ କହନ୍ତି ଆପେ ବଞ୍ଚିଲେ ବୋପାର ନାଁ, ତେଣୁ ଅନ୍ୟର କଥାକୁ ଦୃଷ୍ଟି ଦଉ ନାହାନ୍ତି
Sir pranm
Sar apana jepari rokthok loka mu thik sehipari loka naya kahin a samayare mohan sarakarata asile try karantu thare modinkar bachana sata ki micha janapadiba
🙏🙏
Respected sir, very Sad
ଯେଉଁ ଅଫସରମାନେ ଆପଣଙ୍କ ଭଳି ଲୋକଙ୍କୁ ହଇରାଣ କରୁଛନ୍ତି,ସେମାନେ ବୋଧହୁଏ ଅଯୋଗ୍ୟ ଅପଦାର୍ଥ episode ସହିତ ଆଜିର episode ଦେଖିଥିବେ । ସେଇ ଅଫସରମାନେ ପ୍ରକୃତରେ ଅଯୋଗ୍ୟ ଅପଦାର୍ଥ। ନିଜକୁ ହରି ବ୍ରହ୍ମା ମନେକରୁଛନ୍ତି । ଯଦି ସେମାନଙ୍କ ପାଖରେ ମନିସତ୍ଵ ବୋଲି କିଛିଥିବ ତେବେ ଏହି episode ଦେଖିବାପରେ ତୁରନ୍ତ ଆପଣଙ୍କୁ କ୍ଷମା ପ୍ରାର୍ଥନା କରି ଆପଣଙ୍କୁ ନ୍ୟାୟ ଦେବେ ।
ହେ ଭଗବାନ !
ଏ ଭଳି ବ୍ୟକ୍ତିଙ୍କର ଏପରି
ଆଉ କେତେ ପରୀକ୍ଷା କରିବୁ?
Namaste
Thanks.
@cmodisha Minister, please take immediate action to release his pension. This is the request of citizen of Odisha
ବୈଷ୍ଣବ ଚରଣ ମହାନ୍ତି ଙ୍କୁ ଓଡିଶା ରେ ପ୍ରାୟ ସମସ୍ତେ ଜାଣନ୍ତି! ଉଚ୍ଚଶିକ୍ଷା ମନ୍ତ୍ରୀ ନିଶ୍ଚୟ ଜାଣିଥିବେ! ଥରେ ତାଙ୍କୁ ଦେଖା କରି ସମସ୍ତ କଥା କୁହନ୍ତୁ, ମୋର ବିଶ୍ୱାସ ନିଶ୍ଚିତ ସମାଧାନ ହୋଇଯିବ
SAME THING HAPPENED IN MY LIFE.I HAVE NOT GOT ERROR TILL NOW'.
ri8 sir
ଲାଞ୍ଚ ରୋଗ କେବେ ଭଲ ହେବନାହିଁ। ଏ ପାଇଁ ମାନସିକତା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦରକାର।
Apan jaha kahu chhanti sabu thik but bhala manisa khoja chalichhi,jeun manak katha kahu chhanti ajika dinare semane bhalre nathibe.apanku harkat ta bahut mahaga padiba.❤
ଯାହା ହେଉ ପଛେ ସାର ଏ ଦୁନିଆ ରେ କେବେ ବି ପରିବର୍ତନ ହେଇ ପାରିବ ନାଇ
Naked truth of administration. Not only Baishnaba Baboo ,but also there are so many retired employees are leaving their life without pension. Very sad story.
ଆପଣଙ୍କ କଥା ହୂଦୟକୁ ଛୁଇଁଲା ଭଳି କଥା
Minister, please take immediate action to release his pension. This is the request of citizen of Odisha
What is the worst can happen to the Odia people, writer, language, culture....
Last year I personally meet him at his residence. He is a rare person with many qualities and one of the few with highest contribution to Odia writings, language, culture ....
This is too much.... he should not have been treated this way.
I wish I could have done something.
I pray for Mr Mohanty's good health and peace of mind.
Best
ସବୁଆଡେ clerck ମାନକ ଚର୍ଚ୍ଚା
ଲଜ୍ଜା ଲାଗିବା କଥା କିରାଣୀ ମାନକୁ
ସବୁବେଳେ ଲାଞ୍ଚ ଏବଂ ଲାଞ୍ଛନା