Chinha Batare Achinha Jhia | Odia romantic | Babul Supriya | Samir | Pram Anand | Sabitree Music

แชร์
ฝัง

ความคิดเห็น •

  • @pehchanparesh3180
    @pehchanparesh3180 2 ปีที่แล้ว +115

    ଏବେ ବି ମୋ ଫୋନ୍ ରେ ସବୁ ପୁରୁଣା ପୁରୁଣା ଆଲବମ ସାଇତି ରଖି ଶୁଣେ ।। ହେଇପାରେ ଆଜିକାଲି ପିଲା ପସନ୍ଦ ନ କରି ପାରନ୍ତି କିନ୍ତୁ ମୋ ପାଇଁ ସେ ଗୀତ ନଥିଲା ପିଲା ଦିନ ମନେ ପକେବାର ସ୍ମୃତି ଥିଲା ❤️❤️❤️....କି feel କି lirycs କି acting ସତରେ ଫେରିଯାନ୍ତା କି ମୋ ପିଲାଦିନ 😫

    • @Jaybadam1
      @Jaybadam1 11 หลายเดือนก่อน +3

      Sata kahilo bhai❤❤❤❤

    • @SurajKumar-fg3sr
      @SurajKumar-fg3sr 8 หลายเดือนก่อน +3

      Bhai mu ajikali ra pila but mote bahut bhala Lage

    • @SantoshDas-ke9zh
      @SantoshDas-ke9zh 8 หลายเดือนก่อน +2

      Puruna album song re jou feel thae abe ka song re tahaa milibani

    • @pratapmishra7616
      @pratapmishra7616 7 หลายเดือนก่อน

      ok ok jay ho

    • @santoshmoharana3991
      @santoshmoharana3991 6 หลายเดือนก่อน

  • @rakeshsahoo144
    @rakeshsahoo144 3 ปีที่แล้ว +59

    ସେତେବେଳେ 2000-2005 ଓଡିଆ ଆଲବମ ଗୀତର ଯେଉଁ ଭଲ ପାଇବା ଥିଲା ଆଜିର ଗୀତ ରେ ଆଉ ସେ ନାହିଁ ।

    • @dibya63
      @dibya63 7 หลายเดือนก่อน

      କିଏ କହିଲା ଆଜିର ଗୀତ ରେ ନାହିଁ, human sagar, kuldeep, mantu churia, ଅମାନଂକର କୋଉ gotia ଗୀତ ତ ଖରାପ ନାହିଁ, milion milion view ତାଙ୍କ ଗୀତରେ ଯାଉଛି କେମିତି

    • @sagarsir6320
      @sagarsir6320 6 หลายเดือนก่อน

      Balle balle hotel bali

    • @TapanDas-ip4gz
      @TapanDas-ip4gz 4 หลายเดือนก่อน

      Right

    • @TapanDas-ip4gz
      @TapanDas-ip4gz 4 หลายเดือนก่อน

      ତମେ ଯାହା କୁହ ଯେତେ ବି ସିଙ୍ଗର ଆସିବେ କିନ୍ତୁ ପୁରୁଣା ଗୀତ ଆଉ ପୁରୁଣା ସିଙ୍ଗର ଙ୍କ ପରି କିହିବି ହେଇ ପାରିବେନି ହିମଂଶଗର ଯୋଉ ବାଳ ଗୀତ ଗାଉଛି ସମସ୍ତେ ଜାଣନ୍ତି, old is gold, best babul supriyo, best srikant gontam

    • @651563
      @651563 4 หลายเดือนก่อน

      ​@@dibya63😂😂😂😂😂

  • @SoniSoni-u2i
    @SoniSoni-u2i ปีที่แล้ว +13

    ସେତେବେଳର ଗୀତ ବହୁତ୍ ଭଲ ଲାଗୁଥିଲା
    ଆଉ ଆଜି ବି ସେଇ ଗୀତ ଶୁଣିଲେ ପଛ ଦିନକୁ ଫେରିଗଲା ଭଳି ଅନୁଭବ ହୁଏ...ଆଗରୁ ବହୁତ୍ ସୁନ୍ଦର ଗୀତ ଲେଖା ହେଉଥିଲା ଆଉ ଶୁଣିବାକୁ ବି ବହୁତ ମନ ହେଉଥିଲା.. ଆଉ ଏବେକାର ଗୀତ କିଛି ବି ଭଲ କରୁନାହାନ୍ତି ଶୁଣିବାକୁ ଭଲ ଲାଗୁନି....OLD IS GOLD❤❤❤

  • @Sportsms-k2f
    @Sportsms-k2f 2 ปีที่แล้ว +90

    ଯେତେ ମନ ଦୁଃଖ ଥିଲେ ମଧ୍ୟ ଏ ଗୀତ ଶୁଣିଲେ ମନ ହାଲକା ହେଇଯାଏ .. ଆଉ ପ୍ରଥମ love କଥା ମନେ ପଡେ ... Miss you 😔😔😔 ... RITA ... RACHANA ❤️😭

    • @rakeshsasmal4545
      @rakeshsasmal4545 ปีที่แล้ว +1

      I miss you

    • @rajasamantara8480
      @rajasamantara8480 6 หลายเดือนก่อน +1

      Hau hau

    • @missontoride3152
      @missontoride3152 หลายเดือนก่อน

      Bhai tome bhi Love 💕💕💕💕💕 korithhilo.......

    • @Sportsms-k2f
      @Sportsms-k2f หลายเดือนก่อน

      @@missontoride3152 hm bhai

  • @collectioncorner7679
    @collectioncorner7679 2 ปีที่แล้ว +185

    ଏ ସମୟର ଗୀତ ପୁରୁଣା ସମୟକୁ ପୁଣି ଫେରେଇ ନେଇଯାଏ...ବଞ୍ଚିଥିବା ପର୍ଯ୍ୟନ୍ତ ଭୁଲି ହେବନି...💕

  • @sujatasbarsa7938
    @sujatasbarsa7938 4 ปีที่แล้ว +68

    ସତ ରେ ଏ ଗୀତ ସହ ଜଡିତ ପିଲାବେଳ ର ସେଇ ସ୍ମୃତି ମନେ ପଡିଯାଏ ଆଜି ଖୁବ୍ ଆନନ୍ଦଦାୟକ ❤️❤️❤️❤️

  • @jayaprakashbehera7523
    @jayaprakashbehera7523 ปีที่แล้ว +19

    Always Fav ❤️
    ଆଜି ବି ଏ ଗୀତ ଶୁଣିଲେ ନୂଆ ପରି ଲାଗେ
    ମନ କୁ ଛୁଇଁ ଲା ପରି ଗୀତ

  • @binodsabar-t9t
    @binodsabar-t9t ปีที่แล้ว +8

    ଏହାକୁ ହିଁ କହନ୍ତି Old is Gold ❤️❤️ ଆଜି ବି ଏହି ଗୀତକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି

  • @santrusreema112
    @santrusreema112 2 ปีที่แล้ว +4

    ଏ ସମୟ ର ଗୀତ ରେ ସ୍ୱର ସଙ୍ଗୀତ ଏବଂ ଅଭିନୟ ଉଚ୍ଚ କୋଟୀର । ଏ ଗୀତ ଶୁଣିଲେ ମୁଁ ପୁରୁଣା ଦିନ କୁ ଫେରିଯାଏ । ଏ ସମୟ ରେ ଅଭିନେତ୍ରୀ ମାନେ ସୁନ୍ଦରୀ ଥିଲେ , ନାଗ୍ନତ। ନଥିଲା👍

  • @deepakkumarbarik5667
    @deepakkumarbarik5667 11 หลายเดือนก่อน +117

    ଏଇ ମନ ଛୁଆଁ ଗୀତ ଟି 2024 ରେ କିଏ ଶୁଣୁଛ

    • @dillkirani397
      @dillkirani397 9 หลายเดือนก่อน +1

      Mu 🙋🏻‍♀️

    • @sonitamanna7926
      @sonitamanna7926 9 หลายเดือนก่อน +2

      Mu

    • @createdbyme-2268
      @createdbyme-2268 8 หลายเดือนก่อน

      I also ❤😊

    • @iti14385
      @iti14385 8 หลายเดือนก่อน +1

      Mu

    • @satyajitrout6127
      @satyajitrout6127 5 หลายเดือนก่อน

      ମୋ ମନ ପସନ୍ଦର ଗୀତ

  • @kaibalyadash2173
    @kaibalyadash2173 4 ปีที่แล้ว +74

    ଏତେ ସୁନ୍ଦର ଗୀତ ମନ ଛୁଇଁଗଲା❤️❤️

  • @sibanimahapatra4117
    @sibanimahapatra4117 2 ปีที่แล้ว +28

    2004 ra ei 🎵songs. Very beautiful❤❤. Ebe bi mo hrudaya re achhi. Elina mora very favorite album heroine.

  • @sishirnaik1866
    @sishirnaik1866 5 ปีที่แล้ว +712

    ସେତେବେଳେ ଏ ଗୀତ ଶୁଣିବାକୁ ବହୁତ ଭଲ ଲାଗୁ ଥିଲା ଓ ଏବେବି ଭଲ ଲାଗୁଛି ହେଲେ ସେ ବେଳର ଗୀତ ଓ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ କିଏ ତୋ ଆମ ପାଖରେ ଅଛନ୍ତି ଓ କିଏ ତୋ ଆମୋକୁ ଛାଡ଼ି ଚାଲିଗଲେଣି I love you All

  • @aliyambhuyan8142
    @aliyambhuyan8142 2 ปีที่แล้ว +21

    ମତେ ମନେ ପଡେ ପଛ ଦିନ କଥା , ଯେତେବେଳେ ମୁଁ old song 🎵🎵ଦେଖେ 😊☺☺love ❤❤u all

  • @surendrabag750
    @surendrabag750 4 ปีที่แล้ว +13

    ମୁଁ ନିଜକୁ ଗର୍ବିତ ଯେ ଏହି ସମୟରେ ଏତେ ସୁନ୍ଦର ଗୀତ ଗୁଡ଼ିକ ଥିଲା ମୋ ସମୟରେ,,, missing that moment ।,babulsuprio love u

  • @futureodia1611
    @futureodia1611 11 หลายเดือนก่อน +10

    ଯେତେ ଦିନ ପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି ସେତେ ଦିନ ଏ ଗୀତ ମଧ୍ୟ ସମସ୍ତେ ଶୁଣି ଆନନ୍ଦ ଅନୁଭବ କରୁଥିବେ...

  • @kaibalyabaral1822
    @kaibalyabaral1822 5 ปีที่แล้ว +84

    Golden period of odia albums .....
    Request to Production House ..plz Remake this type of song again...

    • @devraazbarik1833
      @devraazbarik1833 5 ปีที่แล้ว +1

      Satare bohut bhala huanta.....

    • @sankarsenapati7876
      @sankarsenapati7876 3 ปีที่แล้ว

      Ha satare

    • @Politics78900
      @Politics78900 3 ปีที่แล้ว

      I also requesting them to back again those songs , the soul of ODIA album industry , when I heard these songs , I back to my old days ................
      Really that was the golden period of ODIA album.....

    • @vlogger2332
      @vlogger2332 3 ปีที่แล้ว +2

      Remake na hau brother.remake hele human sagar ki aau kehi eve ka singer gaibe.jauta ki se maja lagibani sunibaku jaha original gita re maja laguchi

    • @pdlite4101
      @pdlite4101 3 ปีที่แล้ว +1

      Ebe bi bhala gita hauchhi ...kintu bhala gita Sankhya tike kamijaichhi..

  • @SURYA1997
    @SURYA1997 ปีที่แล้ว +4

    ପୁରୁଣା ଗୀତ ଶୁଣିଲେ ମୋ ପ୍ରଥମ ପ୍ରେମ କଥା ମନେ ପଡେ.....

  • @r.naik.haribol
    @r.naik.haribol 5 หลายเดือนก่อน +3

    ହଇରେ ସମୟ ସେଦିନ କେତେ ମଜା ଲାଗୁଥିଲା ଏଭଳି ଗୀତ କୁ ନୂଆ ନୂଆ ପିଲାଳିଆମୀ ମୋନ କେତେ ଆନନ୍ଦ ଲାଗେ l ଆଜି ଏ ଗୀତ ଶୁଣିଲେ ଲାଗେ କାସ ସେ ସମୟ କୁ ଫେରି ଯାଆନ୍ତି 😔

  • @SureshNayak-ok2ds
    @SureshNayak-ok2ds 4 ปีที่แล้ว +34

    Ae gita ti jete sunilebi nua nua lage 👌👌my old memories 🎶song🎸🎸🎻🎸

    • @PravatkuSethy
      @PravatkuSethy 3 ปีที่แล้ว +1

      Thanks for this opinion.

  • @gangarambindhani5235
    @gangarambindhani5235 2 ปีที่แล้ว +2

    Mu ditiyo srenire podhu thili. Kanak prabha Mahanta didi ei gitoku suni class re kohu thile bohut bodhia gitota. Mu kanak didi nku 2008 ru auu dekhini. Se mote bohut vol Pau thile. I miss her. Se ebe kou school re ochhonti Janini. She is very very careful teacher.

  • @anilkumarmallik8478
    @anilkumarmallik8478 3 ปีที่แล้ว +67

    ପୁଣି ଆଉ ଥରେ ପୁରୁଣା ଏ ଗୀତ ସହ ପୁରୁଣା ଦିନ ପେରି ଆସନ୍ତା ତ କେତେ ଭଲ ହୁଅନ୍ତା

    • @sibananda.mahanta
      @sibananda.mahanta 11 หลายเดือนก่อน

      Mu bi chahen Bhai love you all

    • @reetusrebarik7760
      @reetusrebarik7760 8 หลายเดือนก่อน

      Definitely come back kariba

    • @soumyadas6066
      @soumyadas6066 7 หลายเดือนก่อน

      Right

    • @kumarmitanofficial9631
      @kumarmitanofficial9631 7 หลายเดือนก่อน

      ପୁରୁଣା ଗୀତ ସିନା ଫେରିଆସି ପାରିବ, ହେଲେ ସେ ପୁରୁଣା ଦିନ କି ସେ ପୁରୁଣା ନାୟିକା ଆଉ କେବେବି ଫେରିବ ନାହିଁ. ମୁଁ ବି ବହୁତ miss କରୁଛି ସେ ଦିନ ଆଉ ସ୍ମୃତି ସବୁ

    • @GaneshDas-rl7hs
      @GaneshDas-rl7hs 7 หลายเดือนก่อน

      Right katha bhai

  • @KPLTV
    @KPLTV 3 ปีที่แล้ว +40

    The legendary song steel hit in 2021..😍

  • @rashmiranjansahoo9076
    @rashmiranjansahoo9076 หลายเดือนก่อน +3

    2024ରେ ଗୀତ ଶୁଣିଥିଲେ ଲାଇକ କର

  • @sudarshanbehera5748
    @sudarshanbehera5748 2 ปีที่แล้ว +2

    ପୁରୁଣା ସ୍ମୃତି ମନେପକାଇ ଦେଉଛନ୍ତି ଏ ସୁନ୍ଦର ଗିତ ଟି❤️❤️❤️❤️❤️

  • @pradeepkumarpkp1360
    @pradeepkumarpkp1360 3 ปีที่แล้ว +26

    Babul Supriyo best singer very soothing voice, today's singer can't match his level of singing

  • @sripatimohanty2015
    @sripatimohanty2015 5 ปีที่แล้ว +70

    ଆପଣ ମାନେ ବହୁତ ସୁନ୍ଦର ଆଧୁନିକ ଗୀତ ଛାଡିବେ ମତେ ପୁରୁଣା ଗୀତ ଭଲ ଲାଗେ

    • @ronnikronnik104
      @ronnikronnik104 5 ปีที่แล้ว

      tame 90s ra ki

    • @mukti664-r4z
      @mukti664-r4z 3 ปีที่แล้ว

      ହଁ ୯୦ଦଶକ ର ସଂଙ୍ଗୀତ ଶୁଣିବାକୁ ଭଲ ଲାଗେ ଆଉ ମନେ ପଡ଼ିଯାଏ ସେଇ ପିଲାଦିନ ସ୍ମୃତି😥😥

    • @lalindrabhoi249
      @lalindrabhoi249 3 ปีที่แล้ว

      Mu b Sabubele puruna album sune

  • @Freetimetravels
    @Freetimetravels 3 ปีที่แล้ว +42

    Missing album era of odisha..
    2000-2009

  • @MsTatasasa
    @MsTatasasa 4 ปีที่แล้ว +35

    A nostaglic composition... Cannot be faded till ages....

  • @malayakumarbiswal5445
    @malayakumarbiswal5445 10 หลายเดือนก่อน +3

    ଏହି ଗୀତଟି ହୃଦୟ ସ୍ପ୍ରସି ଧନ୍ୟବାଦ୍ ବାବୁଲ ସୁପ୍ରୀୟ ସାର

  • @mansi_1dec
    @mansi_1dec 5 ปีที่แล้ว +150

    ସେତେବେଳେ ପ୍ରକୃତ ରେ ଅଭିନୟ ଥିଲା setebelara heroine mane ବାସ୍ତବରେ sundar ଥିଲେ ନଗ୍ନ ନଥିଲେ, ଆମେ ଆପଣକୁ miss କରୁଛୁ ଏଲିନା mam ଆଉ ସମୀର ଭାଇ

  • @kumarkumar-bs8qq
    @kumarkumar-bs8qq 6 หลายเดือนก่อน +1

    କେତେ ଭଲ ସେ ପୁରୁଣା ଦିନ ଆଜି ମନେ ପଡିଲେ ଆଖିରୁ ଲୁହ ଆସି ଯାଉଛି.. କେବେ ଭୁଲି ହବନି 🫡🫡🫡....🙏🙏🙏

  • @mr.soumya8368
    @mr.soumya8368 2 ปีที่แล้ว +55

    Babul Supriyo is the emotion of 90s kids ❤️

  • @aaa-r9w9s
    @aaa-r9w9s ปีที่แล้ว +1

    ଗୀତ ଶୁଣି ଲାଗୁଛି ଆଯିବି ତ ମନରେ ମୋ ପାଇଁ କଛି ଅଛି ,ଯାହା କୁ ସେ କହି ପାରୁନି ❤❤

  • @SDnayak07
    @SDnayak07 5 ปีที่แล้ว +31

    Sate Bale loka nkara mind makeup vla thila vla gita jmt music semt aau voice super thila abe loka kharap hale kharap gita kharap vdo. Income pai ijat bikri kari dauchanti Film industry .really i love Old is the gold. I really salutes

  • @munathewriter1234
    @munathewriter1234 ปีที่แล้ว +1

    ଅର୍ଚ୍ଚିତା ଦେଖିବା ପାଇଁ ଭଲ ଯେ ହେଲେ ଉଧଣ୍ଡି ଆଉ ଚେଗିନି ଆଉ ବେଶ୍ୟା କହିଲେ ବି ଅତୃପ୍ତି ହେବ ନାହିଁ କାରଣ ବର୍ଷା ଦେଖିବା ପାଇଁ ଇଆ ଠାରୁ ସୁନ୍ଦର୍ ବହୁତ ସୁନ୍ଦର୍ ଆଉ ତାର ଶରୀର ଯେମିତି ସୁନ୍ଦର ତା ପ୍ରକୃତ ଚରିତ୍ର ବି ସେମିତି ହେଲେ ଅର୍ଚ୍ଚିତା ବହୁତ୍ ଅସଭ୍ୟ ହିରୋଇନ୍ ଆଉ ଚରିତ୍ର ହୀନ ସେଇଥି ପାଇଁ ଦିତ୍ୟ ବିବାହ କରିଥିବା ହିରୋ ସଭ୍ୟାସଚି କୁ ବାହା ହେଲା haa haaaaaaaaaàa 😜😜😜🤪😜 ବିବାହ ମାନେ ନୁହଁ characterless Ku ବାହା ହୋଇ ଜିବନ କୁ ନଷ୍ଟ କରିବା ok

  • @priyambadamishra7687
    @priyambadamishra7687 6 ปีที่แล้ว +16

    Old is always gold & melodious 😍😍😍😍😍😍

  • @ranjitpalatasingh6648
    @ranjitpalatasingh6648 3 ปีที่แล้ว +1

    ଆଜି କାଲି କ। ପିଲା ଏ ଗୀତ ର emotion ବୁଝିବେ ନାହିଁ ସେମାନେ foreign culture ku follow କରୁଛନ୍ତି

  • @rkdtoka6385
    @rkdtoka6385 3 ปีที่แล้ว +25

    ବାବୁଲ ସୁପ୍ରି୍ୟୋ ଓଡ଼ିଆ ଆଲବମ ଜଗତର ବାଦଶାହ

  • @akshayakumar8712
    @akshayakumar8712 ปีที่แล้ว +2

    So Beautiful Song ❤️💝❤️ ଅତି ସୁନ୍ଦର ଗୀତଟି ମନକୁ ଛୁଇଁଲା ଭଳୀ ଗୀତଟି 💝💖💝💖

  • @Kituparaja
    @Kituparaja 6 ปีที่แล้ว +34

    Old is Gold ..Album ..👍🎸
    Jaha ki Ajikali This type Odia Cinema re hehunahi....

    • @shaktisekhardash118
      @shaktisekhardash118 2 ปีที่แล้ว

      Ajikali gita ra kichhi bi meaning nahin.
      Odia, English, hindi langage mix kari deuchhanti.

  • @hinapradhan4273
    @hinapradhan4273 ปีที่แล้ว +2

    ଅତି ସୁନ୍ଦର ସଙ୍ଗ ଟିଏ ❤❤

  • @sagardas4098
    @sagardas4098 3 ปีที่แล้ว +4

    Evergreen song my favorite
    Babul Supriyo my favorite singer Love u Babul Supriyo

  • @lijupradhan3037
    @lijupradhan3037 11 หลายเดือนก่อน +1

    ପିଲା ଦିନ ତଥା ସ୍କୁଲ୍ ଦିନର ଅନେକ ଅଭୁଲା ସ୍ମୃତି ଏ ଗୀତ ସହ ଯୋଡ଼ି ହୋଇ ରହିଛି

  • @janmejayanayak4113
    @janmejayanayak4113 5 ปีที่แล้ว +8

    It's best music editing .this period golden period of odia music industry .any one listen many as song feal super cool..........if I God any miracle power and return past for feel better ........

  • @kodandareddy4984
    @kodandareddy4984 2 ปีที่แล้ว +2

    ଏମିତି ଗୀତ ଆଉ ଆସିବ ନାହିରେ ଭାଇମାନେ ଏବେ sabu ଗୀତ ବେକରିଆ

  • @NarendraSingh-sz1df
    @NarendraSingh-sz1df ปีที่แล้ว +4

    2023 ଜଉ ଲେଜେଣ୍ଡ ମାନେ ଏଇ ଗୀତ ଶୁଣୁଛନ୍ତି ସେଇମାନେ like କରନ୍ତୁ 👍❤🥰 old is gold ❤️🥰 love this song

  • @tapaswinipatra6904
    @tapaswinipatra6904 4 ปีที่แล้ว +2

    Mo childhood ra song...but mu aji b sunibaku vala pae ....bohut badhia lage ...Babul suprioy hv a amazing voice ...😁

  • @govindsaroj6037
    @govindsaroj6037 4 ปีที่แล้ว +28

    Prem Anand always evergreen...

  • @ergyanaranjanpintu1573
    @ergyanaranjanpintu1573 2 ปีที่แล้ว +1

    Sabitri music all album super hit.
    Also movie super hit.
    Sahar jaluchi,
    Samaya kheluchi chaka bhaunri,
    To akhi mo Aina,
    Tu eka ama Saha bharasa.

  • @prakashbiswalbhadrak5460
    @prakashbiswalbhadrak5460 5 ปีที่แล้ว +82

    ମୁଁ ଚାହୁଁଛି ଏହି ପୁରାତନ ଗୀତ ଆଉ ଥରେ ପୁନର୍ବାର ହ‌ଉ

  • @jagaroyoti
    @jagaroyoti 9 หลายเดือนก่อน +2

    it was around 2004 2005 my dad brought cd casette and we listened to this masterpiece in our phillips dvd and bpl tv

  • @sisirasahu7817
    @sisirasahu7817 2 ปีที่แล้ว +4

    In every situation u feel better when U listen these golden period song even better than today's song👌👌👌👌👌👌👌👌

  • @shubhranshusahu2297
    @shubhranshusahu2297 2 ปีที่แล้ว +1

    ପିଲା ବେଳର କଥା ମନେ ପଡିଯାଉଛି ଏ ଗୀତ ଶୁଣି। ❤️❤️❤️❤️

  • @dilipsahu8054
    @dilipsahu8054 5 ปีที่แล้ว +20

    We lost our very important times those days

  • @pkstar158
    @pkstar158 2 ปีที่แล้ว +1

    Pura odia.... Bohut sundor gito te
    Aji.. Bi sunile mono khusi heijae..... Emiti gito ebe auu nahin....

  • @sangitamahapatro2903
    @sangitamahapatro2903 4 ปีที่แล้ว +7

    Beautiful song as always....my favourite...

  • @prasannanaik5979
    @prasannanaik5979 ปีที่แล้ว +1

    2004 metric exam time,my friend himanshu sekhar swain singing at exam centre at tarikund Jagatsinghpur exam centre,😊😊😊😊

  • @rinkustatusguru5749
    @rinkustatusguru5749 2 ปีที่แล้ว +4

    Babul Suprio is my favourite singer forever 🙏🙏🙏

  • @ameeyasamal681
    @ameeyasamal681 4 ปีที่แล้ว +2

    Ehi song dekhile College life bahut manepade. Heart ku chhuin jae

  • @myodisha678
    @myodisha678 2 ปีที่แล้ว +17

    At that time, Babul Supriyo was the king of Odia Album industry 🎧🎧🎧

  • @debabratamishra9633
    @debabratamishra9633 2 หลายเดือนก่อน

    ଅକ୍ଟୋବର ୨୦୨୪ ରେ କିଏ କିଏ ଶୁଣୁଛନ୍ତି ଏ ଗୀତ ❤🙏❤

  • @ajayabehera2188
    @ajayabehera2188 5 ปีที่แล้ว +4

    Bahut sundar ea music voice bahut sundar songs My favourite

  • @babusahoo1345
    @babusahoo1345 หลายเดือนก่อน +1

    ଯାହାବି ହଉ ପୁରୁଣା ଗୀତ ସୁଣିବାର ମଜା ଅଲଗା

  • @bikrambehera6922
    @bikrambehera6922 5 ปีที่แล้ว +4

    Nice romantic song by Babul Supriyo

  • @manasrsnjanbehera5577
    @manasrsnjanbehera5577 ปีที่แล้ว +1

    ପିଲା ଦୀନ ପ୍ରେମ କଥା ମନେ ପଡ଼ିଲା,, ଛାତି ଧକ୍ ଧକ ହେଇଗଲା,,

    • @santoshchand7288
      @santoshchand7288 8 หลายเดือนก่อน

      Bro ebe au prema karunaki 😀😁😁

  • @jitendrasahoo8803
    @jitendrasahoo8803 5 ปีที่แล้ว +15

    Aama belara gita kete sundar thila 👌👌

  • @Mit007
    @Mit007 ปีที่แล้ว +1

    Old is Gold❤❤❤❤❤❤❤❤🎉🎉🎉🎉🎉🎉🎉

  • @jairaj8085
    @jairaj8085 4 ปีที่แล้ว +13

    🔐 down re kia kia sunucho hit like

  • @chandanparida8379
    @chandanparida8379 ปีที่แล้ว +1

    ବହୁତ ସୁନ୍ଦର ❤

  • @prasantapatra3220
    @prasantapatra3220 ปีที่แล้ว +6

    We all forgot the name of the lyrics behind this beautiful song Arun mantri sir he is so special to write ✍️ this type of Marvelous song felling nostalgic 🙏🙏

  • @arnapurnasethi9229
    @arnapurnasethi9229 4 ปีที่แล้ว +19

    This song was refresh my childhood memory

  • @SagarKumar-bh9bm
    @SagarKumar-bh9bm 2 หลายเดือนก่อน +1

    2024 re kie kie sunucha like kara ❤👍....

  • @kumarswadhinbapun
    @kumarswadhinbapun 5 ปีที่แล้ว +8

    Babul supriyo my heart...i love u dada..ky voice he.

  • @somanshusekharnayak18
    @somanshusekharnayak18 3 หลายเดือนก่อน +1

    Nice 👍 action Song and music 🎵.

  • @tapanpanda5870
    @tapanpanda5870 6 ปีที่แล้ว +25

    The real definition of sweet music

  • @arvindbehera1113
    @arvindbehera1113 7 หลายเดือนก่อน

    In each Odia song, Babul Supriyo's expressive voice conveys profound emotions, creating a heartfelt connection with listeners.❤

  • @dinabandhumahakud6697
    @dinabandhumahakud6697 5 ปีที่แล้ว +10

    Always my favorite.

  • @balrampradhan5283
    @balrampradhan5283 4 ปีที่แล้ว +1

    Odisha. ଗଞ୍ଜାମ. ଓଡ଼ିଆ. ସାଙ୍ଗ.🍁

  • @basudevojha7189
    @basudevojha7189 5 ปีที่แล้ว +7

    heart touching yar 😍😍👌👌👌 2019,4.16. 12.30 am

  • @manojdalai9402
    @manojdalai9402 8 หลายเดือนก่อน

    ଏହି ଗୀତ ଶୁଣିଲେ ପୁରୁଣା ଦିନ ଗୁଡ଼ିକ ମନେ ପଡ଼ି ଯାଉଛି...

  • @vedkashyap8839
    @vedkashyap8839 8 ปีที่แล้ว +17

    quality hai aapke production mai

  • @jagadash2211
    @jagadash2211 8 ปีที่แล้ว +18

    one of my fav song of all time from my childhood.

  • @seshadevsahoo4856
    @seshadevsahoo4856 2 ปีที่แล้ว

    ବାବୁଲ ସୁପ୍ରିଓ ସବୁବେଳେ ସପରହିଟ ଓଡ଼ିଆ ଆଲବମ ପାଇଁ ❤🌹💞👍...

  • @sambitnayak515
    @sambitnayak515 7 ปีที่แล้ว +13

    this is my favorite song.... old is gold

  • @SoumyaRanjanSenapati-tt4vh
    @SoumyaRanjanSenapati-tt4vh ปีที่แล้ว

    ଏ ଗୀତଟି ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ ମୋ ପିଲା ଦିନ କଟିଛି ଏ ଗୀତ ଶୁଣିକି

  • @sanchitadas8752
    @sanchitadas8752 5 ปีที่แล้ว +8

    Simply Too Good .....

  • @Kundubidusmita143
    @Kundubidusmita143 10 หลายเดือนก่อน +1

    What a beautiful voice of B.supriyo

  • @Villageboy530
    @Villageboy530 6 ปีที่แล้ว +6

    Very nice song
    Plz make more Oriya album
    Why fully stop album song.

  • @rajuganik1643
    @rajuganik1643 ปีที่แล้ว +1

    ବହୁତ ସୁନ୍ଦର ଗିତ---😊👌

  • @lopamudrapattanayak3772
    @lopamudrapattanayak3772 6 ปีที่แล้ว +6

    Really heart touching % meaningful song

  • @anilprabhakargouda5231
    @anilprabhakargouda5231 7 หลายเดือนก่อน

    yesterday = "yes tera day" , thought process, root of life, memory of the time, time line of the mood etc..... there are lots of word i cant speak ..... its all evergreen

  • @monymishra6537
    @monymishra6537 6 ปีที่แล้ว +4

    sameer sir really super song

  • @surjyapanda7674
    @surjyapanda7674 ปีที่แล้ว +2

    Best Voice of Babul supriyo 👌

  • @1993pradip
    @1993pradip 2 ปีที่แล้ว +1

    Really old song sinile alaga dunia re hajigala pari lage

  • @JustFun-zt7ew
    @JustFun-zt7ew 6 ปีที่แล้ว +7

    ମୋର ସବୁଠାରୁ ପ୍ରିୟ ,💓💓💓💓💓💓💓💓 ଚିହ୍ନା ବାଟରେ

  • @Kanha07ShortVideo
    @Kanha07ShortVideo 2 หลายเดือนก่อน +2

    Nice bro 👌👌👌👌

  • @santoshbehera8616
    @santoshbehera8616 6 ปีที่แล้ว +4

    Babul supryio heart touching voice

  • @tapanmishra1655
    @tapanmishra1655 2 ปีที่แล้ว

    Pila dina ra smruti sabu mane padi jae ehi Gita guda sunile.... forever 💚💚 green song

  • @sriharibhutia74
    @sriharibhutia74 5 ปีที่แล้ว +6

    Really heart touch song old memories