Srabana re Srabana....mp4

แชร์
ฝัง
  • เผยแพร่เมื่อ 7 ก.พ. 2025
  • this one of my fav. song which i m looking 4m my school days....its all for u my luv...cn't see ur tears...

ความคิดเห็น • 1.8K

  • @abinashchandrarath3045
    @abinashchandrarath3045 2 ปีที่แล้ว +289

    ପିଲାଦିନ ସ୍ମୁତି କୁ ମନେ ପକେଇଦେଉଛି.....ଯେଉଁ ଗୀତ ଶୁଣି ପ୍ରେମିକା କୁ ମନେ ପକୋଉଥିଲୁ,,
    ଆଜି ସ୍ତ୍ରୀ ରୂପେ ପାଇଁ,,ତା'' ରେ ପାଖରେ ବସି ଶ୍ରାବଣ ମାସ ରେ ଗୀତ ଶୁଣିବାର ଅନୁଭୂତି ଖୁବ ନିଆଁରା.......❤️

  • @manojkumarmishra492
    @manojkumarmishra492 ปีที่แล้ว +17

    ଏହି ମନଛୁଆଁ ଓଡିଆ ଆଧୁନିକ ଗୀତଟିରେ ଆମ ଭଞ୍ଜନଗର ଗଞ୍ଜାମ ଭଞ୍ଜ ମାଟିର ସୁନାମଧନ୍ୟ ବଂଶୀ ବାଦକ ଏବଂ ସାକ୍ସଫୋନ୍ ପ୍ଲେୟାର ଏମ , ସିମାଦ୍ରୀ ଭାଇ ଏଇ ସଙ୍ଗୀତର ପ୍ରଛଦପଟରେ ଅଛନ୍ତି

  • @bandhuanayak7525
    @bandhuanayak7525 2 ปีที่แล้ว +50

    ସତରେ କେତେ ସୁନ୍ଦର ଥିଲା ସେ ଦିନ। ସେଦିନର ଦୃଶ୍ୟ ବହୁତ ମନେପଡୁଛି ଆଜି ଏ ଗୀତ ଶୁଣିଲା ପରେ।ଆଉ ଲୋକଙ୍କ ମନରେ ମଧ୍ୟ ଏମିତିକା ଗୀତ ଶୁଣିବା ପାଇଁ ଆଗ୍ରହ ଥିଲା । ପୁରା ବଦଳି ଯାଇଛି ସବୁ କିଛି। ଇଛା ହେଉଛି ସେ ସମୟ କୁ ଫେରିଯିବାକୁ।

  • @jogendrakumarnayak2618
    @jogendrakumarnayak2618 3 ปีที่แล้ว +62

    ପିଲା ଦିନର ସ୍ମୃତି ମନେ ପଡ଼ି ଯାଉଛି.......ଏହି ଗୀତ ଶୁଣିଲା ପରେ.......ଆଜି ବି ଚିର ସବୁଜ ହୋଇ ଆଖି ଆଗରେ ନାଚି ଯାଉଛି......

  • @seshadevsahoo4856
    @seshadevsahoo4856 3 ปีที่แล้ว +144

    ଅଭୁଲା ସ୍ମୃତିର ଅବସାଦ ନାହିଁ, ଓଃ ଏହି ଗୀତ ଶୁଣିଲେ ମନ ହାଲକା ହେଇଯାଏ...

    • @santoshkumarmallick6785
      @santoshkumarmallick6785 ปีที่แล้ว

      Bahut kasta Lage a Gita sunile.

    • @sunitabehera1849
      @sunitabehera1849 10 หลายเดือนก่อน +1

      Jete sunu thile Mane pade se pila dina❤❤❤

    • @girijakantasahoo3414
      @girijakantasahoo3414 5 หลายเดือนก่อน

      ଅଭୁଲା ସ୍ମୃତି ର ଅବସାନ ନାହିଁ
      ଯେତେ ଶୁଣୁଥିଲେ ନୂଆ ଲାଗୁଥାଇ

  • @swadeshbehera8121
    @swadeshbehera8121 3 ปีที่แล้ว +151

    କାଇଁ କେଜାଣି, ଏ ଗୀତ ଶୁଣିଲେ ପିଲା ଦିନ କଥା ବହୁତ ମନେ ପଡେ ଆଉ ଦେହରେ ଏକ ଅଲଗା ପ୍ରକାର ଶିହରଣ ଖେଳିଯାଏ।ସେତେବେଳେ ସମସ୍ତଙ୍କ ମୁହଁରେ ଏ ଗୀତଟି ଥିଲା। ସତେ ସେ ପୁରୁଣା ଦିନ ଗୁଡିକ ଫେରି ଆସନ୍ତା କି!!❤️

  • @sudarsanpatra109
    @sudarsanpatra109 2 ปีที่แล้ว +45

    ଏ ଗୀତ ଶୁଣିଲେ ପିଲା ଦିନ କଥା ସବୁ ମନେ ପଡିଯାଏ....ସତରେ ବୋହୁତ ଭଲ ଥିଲା ସେ ପିଲାଦିନ ❤️❤️

  • @satyabratasamantaray2241
    @satyabratasamantaray2241 2 ปีที่แล้ว +6

    ମୋର କଲେଜ ପଢିଲା ସମୟର ଗୀତ. ବୋଧେ 2001/02 ହେବ. ରୋମାଣ୍ଟିକ ଗୀତ ସାଙ୍ଗକୁ ରୋମାଣ୍ଟିକ ଲାଇଫ. କେଡେ ସୁନ୍ଦର ଦିନ ଗୁଡିକ ସେତେବେଳେ ଥିଲା ସତରେ. ଏଭଳି ଗୀତ ଏବେ ସ୍ବପ୍ନ.

  • @rakeshpadhan8904
    @rakeshpadhan8904 2 ปีที่แล้ว +98

    ଏ ଗିତ ଶୁଣିଲେ କେଜାଣେ କାହିଁକି ଦେହରେ ଶିହରଣ ଖେଳିଯାଏ ଓ ମନ ପରିବର୍ତ୍ତନ ହୋଇ କେମିତି କେମିତି ଲାଗେ ,,ସତରେ କି ସେ ସମୟ ଫେରି ଆସନ୍ତା #ପିଲାଦିନ

  • @pankajparida7023
    @pankajparida7023 2 ปีที่แล้ว +151

    ମୋର ମାନେ ଅଛି ମୋତେ 8 ବର୍ଷ ହେଇଥିଲା ମୁ ସ୍କୁଲ୍ ରେ 4 କ୍ଲାସ ରେ ପଢୁଥିଲି ଏ ଗୀତ ମୁ ଶୁଣିଥିଲି ଓଃ ବହୁତ ମାନେ ପଢୁଛି ପିଲା ଦିନ କଥା ମାନେ ପଡିଲେ କାନ୍ଦ ଲଗୁଛି 😭😭

    • @sipunuperei4455
      @sipunuperei4455 ปีที่แล้ว +4

      Right bohut mane paduchi se dina kass palei asu se dina

    • @SoloLucifer_0692
      @SoloLucifer_0692 ปีที่แล้ว +1

      😭😭😭😭

    • @binayjena8044
      @binayjena8044 10 หลายเดือนก่อน +1

      Me too

    • @203lincolin5
      @203lincolin5 8 หลายเดือนก่อน +1

      Au se bela nahin se pila Dina se jamana .sedina katha mana padile Kanda laage jemti puni asijaanta ki time. Ebe sabu thike kichi bhala lagu nahin kemti age chalijiba duniya ru chalijibaku icha

    • @narottamdeep9202
      @narottamdeep9202 7 หลายเดือนก่อน

      Same brother ,I was also in class 4th at that time . I used to sing it

  • @saratmuduli9656
    @saratmuduli9656 3 ปีที่แล้ว +52

    ଏ ଗୀତ ମୋ ପିଲା ଦିନର ଗୀତ । ଅତି ସୁନ୍ଦର ଗୀତ ବର୍ଣ୍ଣନା କରିବାକୁ ଶବ୍ଦ ପାଉନି।

  • @anni1561
    @anni1561 2 ปีที่แล้ว +57

    ଛୋଟ ବେଳେ ଏ ଗୀତର ବୁଝି ପାରି ନ ଥିଲି, ବାସ୍ ମୁଖସ୍ଥ କରି ଦେଇଥିଲି। ଏବେ ବଡ଼ ହେଲା ପରେ ବୁଝି ପାରିଛି। One of my most favourite song from childhood 🎶.😍😍😍😍

  • @THORYTGAMING
    @THORYTGAMING 11 หลายเดือนก่อน +4

    Sa ପିଲା ଦିନ ର ସ୍ମୃତି କିଛି ଅଲଗା ଥିଲା🥰

  • @ajaybehera1370
    @ajaybehera1370 2 ปีที่แล้ว +55

    କାହିଁକି କେଜାଣି ଏ ଗୀତ ଯେବେବି ମୁଁ ଶୁଣେ ଆଖିରେ ଆପେ ଆପେ 😭😭 ଲୁହ 😭😭 ଝରି ଯାଏ ଫେର ବି ଶୁଣିବାକୁ ବହୁତ ଭଲ ଲାଗେ i♥️this song 👌👌👌 ଚିରନ୍ତନ ଚିରସବୁଜ 🌹🌹🌹

    • @gourangamallick9588
      @gourangamallick9588 ปีที่แล้ว

      Bhai sata katha kahila....luha asijauchi ..pila dinara feleings asigala Sethi pain...😢

  • @rkmusic9790
    @rkmusic9790 2 ปีที่แล้ว +110

    ସତର ବର୍ଷ ପରେ ଏହି ଗୀତ ଶୁଣୁଛି , Miss my childhood

  • @rajendrakumarnayak5023
    @rajendrakumarnayak5023 2 ปีที่แล้ว +37

    ସ୍କୁଲ ବେଳ ବହୁତ ସୁନ୍ଦର। ସ୍କୁଲ ଛୁଟି ହେଲେ ସଙ୍ଗୀତ ଦୁନିଆ 3,30 ରେ ଦିଏ ଶେଷକୁ ଏହି ଗୀତ ଥାଏ ଟିକେ ଦେଖିବାକୁ। ବହୁତମଜ଼ା ଲାଗେ। ସ୍କୁଲ ରେ ମନ ଭିତରେ ନୂଆ ନୂଆ ପ୍ରେମ କୁ ଆହୁରି ବଢ଼ାଇ ଦିଏ। ବହୁତ ସୁନ୍ଦର ଥିଲା ସେ ଦିନ।

    • @Dipak_Unboxer
      @Dipak_Unboxer ปีที่แล้ว +1

      Sandhya re 7:15 re ghungura dea national re Sethi re b baje e song

  • @sisirpatro5892
    @sisirpatro5892 2 ปีที่แล้ว +15

    ଆଜିଭି ସେହି ସ୍କୁଲ ବେଳର ପ୍ରେମ କାହାଣୀ ମନେପଡୁଛି ମନେ ପଡୁଛି ସେହି ଅଭୁଲା ସ୍ମୃତି କାହିଁକି ନା ଏ ଗୀତ ସେତେବେଳେ ମୋତେ ପ୍ରେମ ଆଡକୁ ଟାଣି ନେଇଥିଲା ।।💓💓💓

  • @gautammalik.8480
    @gautammalik.8480 2 ปีที่แล้ว +7

    ସତରେ ଶ୍ରାବଣ ରେ ଶ୍ରାବଣ ଗୀତ ଟି ବହୁତ୍ ମଧୁର ହୋଇଛି ,ମୋର ପିଲା ଦିନେ ସବୁ ବେଳେ ଶୁଣୁ ଥିଲି ,ବହୁତ୍ ବଢିଆ ଲାଗୁଥିଲା।।ଆଉ ଆଜି ମୁଁ ଶୁନୁଚି,ସତରେ ଗୀତ ରେ ଗୋଟେ ହୃଦୟ ସ୍ପର୍ଷୀ ଅଛି ।।ଏଇ ଗୀତଟି ସବୁ ବେଳେ ସମସ୍ତଙ୍କୁ ବହୁତ ଭଲ ଲାଗିବ । ଏଇ ଏତେ ରୋମାଣ୍ଟିକ ସୁନ୍ଦର ଗୀତ କୁ କେହି ଭୁଲି ପାରିବେ ନାଇ ।🙏🙏❤️❤️

  • @alekhachandrabehera7315
    @alekhachandrabehera7315 4 ปีที่แล้ว +248

    ଚୀର ସବୁଜ ଗୀତ... ଆମ ପିଲା ବେଳକୁ ମନେ ପକେଇ ଦିଏ 💝

  • @anupamjena8416
    @anupamjena8416 ปีที่แล้ว +1

    ଯେତେ ଶୁଣିଲେ ଗୀତ ଟି ନୂଆ ଲାଗେ
    ଧନ୍ୟବାଦ୍ ଦେବି ଯାତ୍ରା ଇଣ୍ଡଷ୍ଟ୍ରି ଯିଏକି ଏଇ ଭଳି ପୁରୁଣା ଗୀତ ଗୁଡ଼ିକୁ ପରିବେଷଣ କରୁଛନ୍ତି ❤

  • @manasisamantaray4503
    @manasisamantaray4503 ปีที่แล้ว +4

    ଅସରନ୍ତି ଆଶା ହଜାରେ ସପନ ଆଖି ତାର ନଈ ଆକାଶ ତା ମନ nice line ❤❤❤❤

  • @jagannathelectronic5713
    @jagannathelectronic5713 ปีที่แล้ว +1

    ପିଲା ବେଳ କଥା ମନେ ପଡୁଛି ଏହି ଗୀତ ଶୁଣିଲା ପରେ ,

  • @TheOdiaTrader
    @TheOdiaTrader 3 ปีที่แล้ว +1564

    *ପିଲାଦିଲେ ସ୍କୁଲ ରେ ପଡ଼ିଲା ବେଳେ ଏ ଗୀତ ଶୁଣିବା ପାଇଁ ମୁଁ ଯେତେ ବ୍ୟାକୁଳ ହୁଏ ଟିଭି କି ରେଡ଼ିଓ କି କାହା ବାହାଘର ରେ ଏ ଗୀତ ବାଜିଲେ ମୁ ଧାଇଁ ଯାଏ ଶୁଣିବାକୁ , ଆଜି ବି ସେ ସ୍ମୃତି ରେ ଦେହ ଶିହରି ଉଠୁଛି କୁଆଡେ ଗଲା ସେ ପିଲାଦିନ, ଖାଲି ଟଙ୍କା ପଛରେ ଗୋଡେଇ ଜୀବନ ଗଲା* 😢

  • @akanshapurtyeats7599
    @akanshapurtyeats7599 ปีที่แล้ว +1

    A Gita mu class -4re 2001 re suni thili, mo sanga mane gai thile... Bahut bhal lagi thila .. Bahut bhal lage...

  • @jagannathprusty4446
    @jagannathprusty4446 2 ปีที่แล้ว +9

    ସବୁବେଳେ ସୁପର ହିଟ ଗୀତ ଯେତେ ପୁରୁଣା ହେଲେ ମଧ୍ୟ ନୁଆ ପରି ଲାଗେ।

  • @biswanathpanda9379
    @biswanathpanda9379 ปีที่แล้ว +1

    ହୃଦୟ କଣ ହେଇ ଯାଉଛି ଏ srumuti ଏ ଗୀତ ଶୁଣିଲେ 😢

  • @1990s_songs
    @1990s_songs ปีที่แล้ว +37

    ଏ ଗୀତ 90 ଦଶକ ର ସବୁ ସୁପରହିଟ ଗୀତ। ପ୍ରତି ଦିନ ସମାଚାର ପରେ 15 ମିନିଟ ଶୁଣି ବାକୁ ଯୋଉ ବ୍ୟାକୁଳତା ଥିଲା ଆଜି 1•5 gb ଡାଟା ରେ ନାହିଁ।
    ଏ ଗୀତ ଶୁଣି ଦେହ ରେ ଶିହରଣ ଆସି ଯାଏ। ପ୍ରତି ସପ୍ତାହ ରେ ନୂଆ ନୂଆ ଗୀତ ଆଲବମ୍ ଆସିବା ଆଉ ସବୁ ଦୋକାନ ବଜାର ରେ ଟେପ୍ ରେ ବାଜିବା ଯେମିତି ଅଭ୍ୟାସ ରେ ପଡ଼ି ଯାଇଥିଲା। ସେ ଦିନ ଏବେ ଆଉ ନାହିଁ। ଚାକିରି ଆଉ ପଇସା କମାଇବା ପାଇଁ ଘରଠୁ ଦୁର ରେ ରହି ମଣିଷ ଆଜି ନିଜ ଠିକଣା ଖୋଜୁଛି। ସତରେ ବହୁତ୍ ବ୍ୟସ୍ତ ଲାଗେ ସେ ଦିନ କଥା ଭାବିଲେ। ଜୟ ଜଗନ୍ନାଥ ❤

  • @mrspapunlovepromise8877
    @mrspapunlovepromise8877 11 หลายเดือนก่อน +1

    ଉଦିତ ନାରାୟଣ ଙ୍କ ଗୀତ,,,, ରୋମାନିଆ ଗୀତ।।।। ଧନ୍ୟବାଦ

  • @gkhandei2973
    @gkhandei2973 3 ปีที่แล้ว +111

    ୨୦୦୦ ମସିହାରେ ରିଲିଜ୍....
    ସମ୍ରାଟ କ୍ୟାସେଟ ରେ ମୁକ୍ତିଲାଭ କଲା ଓଡ଼ିଆ ରୋମାଣ୍ଟିକ ଆଲବମ୍,ସେଇ ଝିଅଟି... କଣ୍ଠ ଉଦିତ ନାରୟଣ

  • @susantabehera3859
    @susantabehera3859 11 หลายเดือนก่อน +2

    ମନକୁ ଛୁଇଁଲା ଭଳି ଗୀତଟିଏ ଶୁଣିଲେ ଦେହରେ ଶିହରଣ ଖେଳିଯାଇଛି ।

  • @Biswajitchanel123
    @Biswajitchanel123 3 ปีที่แล้ว +7

    ଏଇ ଗୀତ ସାରା ଜୀବନ ପାଇଁ ମନେ ରହିବ ଆଜିବି ମନେ ଅଛି ..ସ୍କୁଲ ଟାଇମ ର ଗୀତ mind blowing

  • @sibashankapradhan
    @sibashankapradhan ปีที่แล้ว +1

    ଏ ଗିତ ଶୁଣିଲେ ସେଇ ପିଲା ବେଳ କଥା ମନେ ପଡି ଯାଉଛି କି ସୁନ୍ଦର ସେ ପିଲା ବେଳ ଥିଲା

  • @sanjayswain1625
    @sanjayswain1625 2 ปีที่แล้ว +14

    ପିଲା ଦିନ ସବୁ କଥା ମନେ ପକେଇ ଦେଲା, ଯାହା ହେଉ ଆଜିବି proud feel ହେଉଛି ନିଜ story ମନେ ପଡିଲେ, ପବିତ୍ର ସମ୍ପର୍କ ଥିଲା,

  • @odiaprincessblog
    @odiaprincessblog ปีที่แล้ว +2

    ଏହି ସବୁ ଗୀତ ଯେତେବେଳେ ମୁଁ ଶୁଣିଛି ମତେ ଲାଗେ ଏଇ ଗୀତ ମୁଁ ନୁଆ ଶୁଣିଲି ❤ ଏ ଗୀତଟି ଯେତେ ପୁରୁଣା ହଉଛି ସେତେ ନୂଆ ଲାଗୁଛି ❤

  • @chakanayana7842
    @chakanayana7842 2 ปีที่แล้ว +4

    ଏ ଗୀତ ଶୁଣିବାକୁ ଶୁଣି ବାକୁ ମୁ ଯେତେ ପାଗଳ ହେଇଚି ପିଲା ଦିନେ ପାଠ ନ ପଡ଼ି ୟେ ଗୀତ ଶୁଣିବାକୁ ଧୌଡି ଯାଏ ହେ ଭଗବାନ କୁଆଡେ ଗଲା ସେ ପିଲା ଦିନ

  • @chholebhature8002
    @chholebhature8002 3 ปีที่แล้ว +1

    Pila dino ktha mane padi gala e song suni.
    Amo gaan dando re TV bhoda ani baba maa ku lu chu luchi dekhiba ktha mane padi gala 🥰🥰🥰

  • @mysimplevarietycooking
    @mysimplevarietycooking ปีที่แล้ว +20

    Jaha pain a song suparhit se ta duniare nahi 😢Kia kia . bhainku Miss karucha
    Really nice song ❤❤❤❤❤❤

  • @ErTapas-nz1vw
    @ErTapas-nz1vw ปีที่แล้ว +1

    ସତରେ ସେବେ ଏହି ଗୀତ ଶୁଣିବାକୁ କେତେ ଯେ କଷ୍ଟ ନ କରିଛୁ ଏବେ ତ ଟେକ୍ନୋଲୋଜି ହୋଇଗଲା ସେବେ କ୍ୟାସେଟ୍ ଯୁଗ ଥିଲା ଯଦି କୌଣସି କାରଣରୁ କ୍ୟାସେଟ୍ ରୁ ରିଲ୍ସ ବାହାରି ଗଲା ଦିନ ଯାଗ ଘୁରେଇ ବାକୁ ପଡୁଥିଲା ତଥାପି ଇଛା ବହୁତ ଥାଏ ଶୁଣିବାକୁ କୁଆଡେ ଗଲା ସେଦିନ

  • @RamDas-zs7qe
    @RamDas-zs7qe 3 ปีที่แล้ว +7

    ଓଡ଼ିଆ ଗୀତ ସଂଗୀତ ନିର୍ଦ୍ଦେଶନା ଦାୟିତ୍ଵ ନିର୍ବାହ କରିଥିବା ବ୍ୟକ୍ତି ଉପରେ ନିର୍ଭର କରିଛି ଏଗୀତ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି

  • @rasmirekhapradhan3067
    @rasmirekhapradhan3067 หลายเดือนก่อน

    ସତରେ old is gold ....... ସେତେବେଳର album songs ଦେଖିବାକୁ, ଶୁଣିବାକୁ ବହୁତ ଭଲ ଲାଗୁଥିଲା ......

  • @jagannath6233
    @jagannath6233 4 ปีที่แล้ว +557

    ସ୍କୁଲ ବେଳେ ପ୍ରେମିକା ପାଇଁ ଗାଉଥିଲୁ ଆଉ ଆଜି ଅନେକ ବର୍ଷ ପରେ ବି ଏ ଗୀତ ସେମିତି ରୋମାଣ୍ଟିକ ହେଇ ରହିଛି, ସେମିତି ନୂଆ ପରି ଲାଗୁଛି ❤️❤️

  • @sr_bikram_b74
    @sr_bikram_b74 2 ปีที่แล้ว +5

    ସତରେ ବହୁତ ସନ୍ଦର ଏ ଗୀତ। ଆଜି ବି ଏ ଗୀତ ମୁଁ ମୋ ପ୍ରିୟା ପାଇଁ ଗାଉଛି ❤

  • @tariniprasadraj534
    @tariniprasadraj534 2 ปีที่แล้ว +360

    ବର୍ଷା ଦିନେ ଏ ଗୀତ ଶୁଣିବା ପାଇଁ ଯିଏ ଭଲ ପାଅ like କର 🥰🥰🥰

  • @parthasarathibeher1995
    @parthasarathibeher1995 3 ปีที่แล้ว +74

    ମୁଁ ଛୁଟ ଥିଲା ବେଳେ ଏହି ଗୀତ ଝଙ୍କାର ଚାନେଲେ ରେ ଦେଖିଥିଲି ଆଜି ଗୀତ ଶୁଣି ଛୁଟା ବେଳରେ କଥା ମନେ ପଡିଯାଉଛି 😭😭😭😭

  • @badaljit999
    @badaljit999 11 หลายเดือนก่อน +268

    2024 ରେ କିଏ କିଏ ଏ ଗୀତ ଶୁଣିଛ

    • @jeevangahir6817
      @jeevangahir6817 10 หลายเดือนก่อน +3

      ❤❤❤❤❤ ମୁ

    • @jeevangahir6817
      @jeevangahir6817 10 หลายเดือนก่อน +1

      ଗିତ ର ଅନ୍ତରା ବହୁତ ବହୁତ ସୁନ୍ଦର ଲାଗେ ❤❤❤

    • @priyankakunmunpradhan8033
      @priyankakunmunpradhan8033 10 หลายเดือนก่อน

      ❤❤❤❤

    • @sibaprasaddas7393
      @sibaprasaddas7393 9 หลายเดือนก่อน

      ​@@jeevangahir6817😊

    • @abinashparamanik7492
      @abinashparamanik7492 9 หลายเดือนก่อน

      Mu sunuchhi😂

  • @sasmitadash2470
    @sasmitadash2470 ปีที่แล้ว

    ଗୀତ ଟି ମୋର ବହୁତ ପସନ୍ଦ। କାହିଁକି ଜାଣିନି।। ବାସ୍ ଭଲ ଲାଗେ।।

  • @dillipkumarbarik9135
    @dillipkumarbarik9135 2 ปีที่แล้ว +7

    ଆଜି ବି ଯେତେଥର ଏ ଗୀତକୁ ଶୁଣିଲେ ନୂଆ ନୂଆ ଆଉ ବୋହୁତ୍ ବୋହୁତ୍ ରୋମାଣ୍ଟିକ୍ ଲାଗେ 😊ଇଛା ହୁଏ ପ୍ରେମିକା କୋଳରେ ଶୋଇକି ଏ ଗୀତ ଶୁଣିବାକୁ ଆଉ ଗାଈବାକୁ ପୁଣି ଥରେ ସେ ସମୟ କୁ ଫେରିଯିବାକୁ ଇଛା ହୁଏ ଆଉ ପ୍ରେମିକା ସାମ୍ନା ରେ ବସିରହି ତାକୁ ଦେଖିବାକୁ, ଇଛା ହୁଏ ଅସରନ୍ତି ପ୍ରେମ, ଭଲପାଇବା ଦେବାକୁ ଓ ପାଇବାକୁ

  • @DharamanandaNayak-cl8il
    @DharamanandaNayak-cl8il 5 หลายเดือนก่อน +1

    ଏ ଗୀତ ଶୁଣିଲେ ପିଲା ଦିନର କଥା ମନେ ପଡେ❤❤❤❤ସେ ସମୟର ଗୀତ ବହୁତ ମଧୂର ❤

  • @umakantasasmal1033
    @umakantasasmal1033 2 ปีที่แล้ว +5

    ଗୋଟେ ଦଶନ୍ଧୀ ତଳ ର ମୋ ପ୍ରେମ ରେ ମିଠା ରଙ୍ଗ ଭାରିଦେଇଥିବ ଗୀତ ❤️❤️❤️❤️

  • @igamemixentertainment279
    @igamemixentertainment279 ปีที่แล้ว +511

    କିଏ କିଏ ଏହି ରୋମାଣ୍ଟିକ ଗୀତକୁ..2023ରେ ଶୁଣୁଚ plz like ଆଉ କମେଣ୍ଟ କରନ୍ତୁ..😜😇💞💞

  • @sambitpatra4763
    @sambitpatra4763 2 ปีที่แล้ว +20

    This is not a song. this is an emotion of all odia people. What a master piece.

  • @balarambehera.3371
    @balarambehera.3371 2 ปีที่แล้ว

    Mo school time re tution re bahut thara ehi gita tiku gaithibi ... All time my favorite song

  • @swaratirthamusicchannel
    @swaratirthamusicchannel 2 ปีที่แล้ว +18

    ମୋର ଅତି ପସନ୍ଦର ଗୀତ ଟିଏ, ଅନେକ ଥର ମଞ୍ଚରେ ଏଇ ଗୀତଟି ମୁଁ ଗାଇଛି, ଗୀତ ଟି ଗାଇଲା ବେଳେ କଲେଜ ବେଳର ମୋ ପ୍ରେମିକା କଥା ମନେ ପଡ଼ିଯାଏ.....ସିଏ ମନେ ପଡିଲେ ହିଁ ଗାଇବା ପାଇଁ ଫିଲ ଆସେ......

  • @Rajeshkumar-yy3xy
    @Rajeshkumar-yy3xy 9 หลายเดือนก่อน +1

    ଏ ଗୀତ ଶୁଣିଲେ ପିଲାଦିନର କଥା ମନେ ପଡେ ମୋର ବହୁତୁ ପଶନ୍ଦ ଏ ଗୀତ 🥰🥰🥰🥰🥰

  • @rudranarayan9587
    @rudranarayan9587 4 ปีที่แล้ว +4

    Bhai 10 yrs back upload kia hai,salute

  • @chitrasen4873
    @chitrasen4873 ปีที่แล้ว +2

    ଏହି ଗୀତ ସୁଣିଲେ ପିଲାଦିନ କଥା ମନପଙୁଚି 😢😢😢,, ସମୟ ରହୁନି ସ୍ତୁତି ରହିଜାଉଚି 😢

  • @DEEPAKKUMAR-oi3gw
    @DEEPAKKUMAR-oi3gw 2 ปีที่แล้ว +49

    Proud to be a 90 s child.......and fresh the memory of childhood.

  • @kanhucharanabehera5335
    @kanhucharanabehera5335 ปีที่แล้ว +2

    Bhai satare old is gold. I realize now. I remember my childhood time miss uu😢😢😢😢😢😢😢😢😢😢😢

  • @Lambodar87
    @Lambodar87 4 ปีที่แล้ว +3

    E Gita setebele bahut famous thila jete bele mu schoolre thili ..ebe e gita sunile sete bela ra Jhankar, Sangita dunia DD Odia channel katha mane padi jauchi.. aou kie sunucha e gita 🎵 2021 re.?

  • @codreaper3057
    @codreaper3057 2 ปีที่แล้ว

    This is the perfect example of .. Sunder tript ra abasad nhi
    Jete sunu thile nua laaguthaaib 🥰🥰🥰

  • @villageboybitu1523
    @villageboybitu1523 2 ปีที่แล้ว +4

    ସ୍କୁଲ ବେଳେ ଏ ଗୀତ ଭାରି ଭଲ ଲାଗୁଥିଲା କିନ୍ତୁ ଏବ ହିଉମାନ ସାଗର ଗୀତ ଖାଲୀ ଯେ ଭଲ ଲାଗୁନି ବୋଲିବା ପାଇଁ ବାଧ୍ୟ ହଉଛି 😭😭😭

  • @sidpole1714
    @sidpole1714 ปีที่แล้ว

    କାହାର ସବୁ ବର୍ଷ ମୌସୁମୀ ଆସିଲେ ଏହି ଗୀତ ମନେ ପଡ଼େ

  • @hanshitadash2958
    @hanshitadash2958 ปีที่แล้ว +3

    Today's kid will never understand the worth of this song

  • @sunflowermeme1718
    @sunflowermeme1718 3 ปีที่แล้ว +2

    So soothing and romantic track . Jetebele mo yelder sis 4yr ra thila setebele se e Gita sunithila o first ei song hi githila. Mu pilabele sabubele ta muhan ru e Gita sune. Aji bi e Gita ame Misiki dekhuchu o bahut khushi hauchu. Evergreen song 🎵🖤

  • @prahalladnayak9436
    @prahalladnayak9436 2 ปีที่แล้ว +3

    ଆଜି ଏ ଗୀତ ଶୁଣି ବହୁତ ଦୁଃଖ ଲାଗିଲା |

  • @bkmanik731
    @bkmanik731 11 หลายเดือนก่อน +1

    ଏ ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡ଼ିଯାଏ

  • @Vippinku9
    @Vippinku9 2 ปีที่แล้ว +76

    ଏଇ ଗୀତ ଟି କୁ ମୁ କେବେ ଭୁଲି ପାରିବିନି ,,,ମୋ ପିଲା ଦିନେ ଯେତେ ବେଳେ ମାମୁ ଙ୍କ ଘର କୁ ଯାଏ ସେତେବଳେ ଏଇ ଗୀତ ଟି ମୁ music box re କ୍ୟାସେଟ ଭର୍ତି କରି ଶୁନେ,,

    • @trilochansahoo2030
      @trilochansahoo2030 2 ปีที่แล้ว

      Mu bi mo mamu ghare sune bro sei dina bahut Mane paduchi ,mu au kn kahi msg debi mu bi janiparuni ,i miss my childhood 😭😭😭

    • @namratanayak7738
      @namratanayak7738 ปีที่แล้ว

      Hm

    • @sidharthpattnayak
      @sidharthpattnayak 10 หลายเดือนก่อน

      Bhai mu bi se bhitaru jane apana manaka pari purunua smruti ku mane pakei akhi ru mitha mitha luha jharauthiba pila.... Missing those Golden days... Sayad se time au kebe feribani... Smruti hindi nane pakei khusi heba au luha jhareba...

  • @abinashdhalofficial7277
    @abinashdhalofficial7277 2 ปีที่แล้ว +10

    Evergreen Album song.. memories till 2000 .. srabana re srabana...waahh 👌

  • @anilmahapatra8672
    @anilmahapatra8672 6 ปีที่แล้ว +25

    Favorite song of my college days.Even today when I hear this particular song I feel nostalgic.Long live odia music.

  • @deepakbiswal5144
    @deepakbiswal5144 ปีที่แล้ว

    Nowadays songs come n go,but this song has stayed in my heart since my childhood ❤

  • @pankajjena4783
    @pankajjena4783 2 ปีที่แล้ว +9

    No nudity, no 2ble meaning words no use of slang ,no auto tune used still far better than today's songs

  • @RaniDas-xw7jb
    @RaniDas-xw7jb ปีที่แล้ว

    My❤❤❤ heart this songs 😂😂😂😂😂 ମୋ ପିଲାଦିନ କଥା ମନେ ପକେଇ ଭାରି ଦୁଃଖ

  • @SOUMYARANJANSAHOO-x4u
    @SOUMYARANJANSAHOO-x4u 6 หลายเดือนก่อน +3

    ଆଜିବି ଏହି ଗୀତ କୋଉଠି ବାଜୁକି ନବାଜୁ କିନ୍ତୁ ଓଡ଼ିଶା ରେ ଯତେ ପୁରୁଣା ସେଲୁନ୍ ଅଛି ଏହି ଗୀତ ସବୁ ସେଲୁନ୍ ରେ ବାଜୁଛି

    • @panutanla
      @panutanla 6 หลายเดือนก่อน

      Thik kahichhanti

  • @rosan94
    @rosan94 2 ปีที่แล้ว +1

    ମୋ ବାବା ବହୁତ୍ ବଡ ବଡ 2ଟା music box କିଣି ଆଣିଥିଲି, ଆଉ ସେ ଡେକ୍ କ୍ୟାସଟ୍ ମୁଁ ପକେଇ ଏ ଗୀତ ଶୁଣିବାର। ହେଲେ ଆଜି ଅନେକ ବର୍ଷ ବିତି ଯାଇଛି। ମୁଁ ବହୁତ୍ ବଡ ହୋଇଯାଇଛି ଆଉ ଆମ ଘରେ ଡେକ୍ କି music box ନାହିଁ। ତଥାପି ଏ ଗୀତ ଟେ ଶୁଣିଲେ ମୋ ଦେହରେ ଗୋଟେ ଅଲଗା ପ୍ରକାରର ଶିହରଣ ସୃଷ୍ଟି ହୋଇଯାଏ। ଆଉ ମୋ ବାବା ମୋ ପାଇଁ କେତେ କଣ କରିଛନ୍ତି ସେ ସବୁ ଆଜି ବହୁତ୍ ମନେ ପଡେ। ଆଖିରୁ ଝର ଝର ହୋଇ ଲୁହ ଅସିଯାଏ। Love u baba।। ଆଉ ମୁଁ ଗ୍ରଵିତ ଯେ ମୁ 90s ପିଲା

  • @elorapriyadarshy1275
    @elorapriyadarshy1275 3 ปีที่แล้ว +15

    Why today these type of songs we don't get. This song is soothing and soulfull with a meaningful lyrics. But today meaningless songs are made unnecessary. The song is wonderfully and evergreen,such was the talent of odia music industry at that time.

  • @nityanandamaharana9183
    @nityanandamaharana9183 6 หลายเดือนก่อน

    ଏଇ ଶ୍ରାବଣ ମାସରେ ୟେ ଗୀତ କିଏ ଦେଖୁଛନ୍ତି ❤❤❤

  • @samarballav8584
    @samarballav8584 7 ปีที่แล้ว +60

    As we can't forget our childhood, in the same way can't forget this song. so many memories are attached with this song . With love. ..!!!

  • @statustudio627
    @statustudio627 5 หลายเดือนก่อน

    ସତରେ ପ୍ରଥମ ପ୍ରେମ ବହୁତ୍ ଖୁସିଦେବା ସହିତ ସ୍ମୃତି ଭରା ସ୍ନେହ ଏବଂ ବହୁତ୍ ଯନ୍ତ୍ରଣା ଦେଇ ଥାଏ

  • @jaydevmohantybaya4291
    @jaydevmohantybaya4291 2 ปีที่แล้ว +5

    ବହୁତ ଖୁସି ଲାଗିଲା ଏହି ଗୀତ ଶୁଣି🥰🥰🥰🥰🥰🥰🥰🥰🥰🥰

  • @arlexnaiktuku7884
    @arlexnaiktuku7884 6 หลายเดือนก่อน

    ଏହି ଗୀତଟି ମୋ ମନ ପସନ୍ଦ ର,, ବହୁତ୍ ସୁନ୍ଦର୍ ଏବେ ବି ମୁଁ ଶୁଣିଛି ବହୁତ୍ ଟାଇମ୍ ❤❤❤❤❤❤❤❤

  • @ssethy4
    @ssethy4 4 ปีที่แล้ว +151

    ଏ ଗୀତ ଟି କୁ ଶୁଣିଲା ବେଳେ କିଛି କିଛି ମନ ଭିତରେ ହେଇଯାଉଛି ସତରେ କିଏ ଫେରେଇ ଦିଅନ୍ତା କି ସେ ଦିନ ଗୁଡିକ କୁ

  • @asishkumarnayak5873
    @asishkumarnayak5873 5 หลายเดือนก่อน

    ଆଧୁନିକତାର ଚାକଚକ୍ୟରେ ହଜି ଯାଇଛି ସେ ପିଲାଦିନ। ଅତୀତର ସ୍ମୁତ୍ରୀକୁ ସାଉଣ୍ଟିବାକୁ ହେଲେ ଏହି ସଙ୍ଗିତଟି ଅତ୍ୟନ୍ତ ଆଦୃତ। କୋଉଠି ହଜିଲା ସେ ମୋ ପିଲା ଦିନ ...... Anyone listening to this masterpiece in 2024 at midnight hours

  • @Sasmitadigal290
    @Sasmitadigal290 2 ปีที่แล้ว +4

    Meaningful song by Udit Narayan sir Thanks for your team God bless all of you

  • @sridharasahu1750
    @sridharasahu1750 ปีที่แล้ว +1

    Mu 7 class re padhu thili..ae gito relese hai thila ..au aji mo pua 6th class re padhuchi ..hele bi nu aji ae gito sunuchi😢😢😢😢..bahut valo thila se dino..😢😢😢😢...

    • @sridharasahu1750
      @sridharasahu1750 8 หลายเดือนก่อน

      Same 2 same bro😭😭😭🙏🙏🙏

  • @suvendusekhar7856
    @suvendusekhar7856 4 ปีที่แล้ว +11

    One of my favourite song in my childhood days .thnks to the whole team for this beautiful song

  • @sagarandreas
    @sagarandreas 3 ปีที่แล้ว +41

    oh....God ..listening it to after almost 25 years or more ...this song used to play at Ganesh puja or Durga puja .

  • @Priyajubli
    @Priyajubli 4 ปีที่แล้ว +45

    One of the beautiful Odia album songs. Ever green!

  • @chandankumarpati9738
    @chandankumarpati9738 ปีที่แล้ว +1

    ଏମିତି ଗୀତ କାଇଁ ଆଜି କାଲି ଆଉ ଶୁଣିବାକୁ ମିଳୁନି.

  • @akashpradhan8705
    @akashpradhan8705 2 ปีที่แล้ว +5

    ସତରେ ଏ ଗୀତ ସବୁବେଳେ ନୁଆଁ ପରି ଲାଗେ କାହିଁକି କେଜାଣି ଆଜି ଏ ଗୀତାଶୁଣୀଲାପରେ ଅଫେରା ଦିନ କଥା ମନେପଡ଼ିଗଲା ଯିଏ ମୋଜୀବନରେ ଆସିଥିଲା ସେ ଏବେକାଇଠି କେମିନ୍ତି ଅଛି ମୁଜଣିନି ସିଏ ମୋର ସାଥି ଥିଲା 2008 ରେ ତାର ବାହାଘର ହେଇଥିଲା ଆଜିକୁ ହେଲାନି 7 27 2022 ତାକୁ ମୁ ଦେଖିନି କାହିଁକି ଆଜି ତକଥା ବହୁତୁ ମନେ ପପଡୁଛି ସେ ସୃତିକୁ ମନେ ପକେଇ ମୋ ଆଖିରୁ ଲୁହ ଆସିଗଲା ସେ ମୋର କ୍ଲାସେମେନ୍ତେ ଝିଅ ଆମେଦୁଇଜଣସ୍କୁଲରେ ଗୀତଗାଇବାରେ ଫାଷ୍ଟ ପାଠ ହଉ କି ନ ହଉ

  • @rajanikantanaik213
    @rajanikantanaik213 ปีที่แล้ว

    This is a not song . This is an emotion of all odia people. What a master piece song❤❤❤❤❤❤❤❤

  • @tanmayranjanroul9494
    @tanmayranjanroul9494 3 ปีที่แล้ว +12

    Srabana re srabana,
    Megha anibu,
    Se meghare priya ku,
    Bhijei dabu.
    Srabana re srabana,
    Megha anibu,
    Se meghare priya ku,
    Bhijei dabu.
    Bhijiba ku haere,
    Se bhalapae,
    Khusi hela premare,
    Mate bhijae,
    Se bhijile mu bhijibi,
    Tu dhekhibu.
    Srabana re srabana,
    Megha anibu,
    Se meghare priya ku,
    Bhijei dabu.
    Ta akhire tike,
    Khusi dekhibaku,
    Kete kathe mane,
    Pade bhabibaku.
    Bhari se abujha,
    Bujhe nahin kichhi,
    Aji jake taku,
    Parilini bujhi.
    Phaguna phaguna,
    Ranga anibu,
    Se rangare Priya ku,
    Rangei dabu.
    Phaguna phaguna,
    Ranga anibu,
    Se rangare Priya ku,
    Rangei dabu.
    Ranga khelibaku,
    Se bhalapae.
    Ta rangare mate se,
    Rangei die,
    Ta akhire ta othare,
    Hasa dekhibu.
    Srabana re srabana,
    Megha anibu,
    Se meghare priya ku,
    Bhijei dabu.
    Asaranti asa,
    Hajare sapana,
    Akhitara Nai,
    Akasha sapana.
    Mana mani thile,
    Se ati nijara,
    Mane raga thile,
    Nuhe se kahara.
    Rajani lo rajani,
    Jahna anibu,
    Se jahna ku mo priya,
    Hatare debu.
    Rajani lo rajani,
    Jahna anibu,
    Se jahna ku mo priya,
    Hatare debu.
    Hate jahna paile,
    Se heba khusi,
    Khusi he mate,
    Chanhiba hasi,
    Se hasile mu hasibi,
    Tu dekhibu..
    Srabana re srabana,
    Megha anibu,
    Se meghare priya ku,
    Bhijei dabu.
    Srabana re srabana,
    Megha anibu,
    Se meghare priya ku,
    Bhijei dabu.
    Bhijiba ku haere,
    Se bhalapae,
    Khusi hela premare,
    Mate bhijae,
    Se bhijile mu bhijibi,
    Tu dhekhibu.
    Srabana re srabana,
    Megha anibu,
    Hun hun hun hun,
    Hun hun hun,
    La la la la,
    La la la,
    Hun hun hun hun,
    Hun hun hun,

  • @kishorkumarbhitiria323
    @kishorkumarbhitiria323 9 หลายเดือนก่อน +2

    2024 re kia kia a gitaku dekhuchha... Bhagaban tanku bhalare rakhantu👍

  • @biswajitsahoo878
    @biswajitsahoo878 4 ปีที่แล้ว +19

    Ta aakhire tike khusi dekhibaku, kete katha mote pade bhabibaku.... What a line...

  • @sunilsangramdalai7864
    @sunilsangramdalai7864 2 ปีที่แล้ว

    Satare eee song au emt sunibaku miluni 90s kid ame bht lucky ❤️❤️

  • @priyaranjanpradhan1435
    @priyaranjanpradhan1435 3 ปีที่แล้ว +136

    Listening in 2022 ... Still romantic still charming as ever.. 🤗

    • @LenkaPrabhasini
      @LenkaPrabhasini ปีที่แล้ว

      Nothing can be more romantic than this song

  • @debiprasaddas8807
    @debiprasaddas8807 2 ปีที่แล้ว

    Sei Gita , sei memory, sei actor aau actress samaste sabudina pai jibanta..............😌😌😌

  • @ronitnanda1930
    @ronitnanda1930 8 ปีที่แล้ว +51

    the more you listen the more you fall in love with this songs

  • @apnanaresh
    @apnanaresh ปีที่แล้ว

    ଏହି ଗୀତ ଶୁଣିବା ପରେ ପୁରୁଣା ଦିନ ମାନେପଡ଼ିଗଲା।

  • @leenagouda2281
    @leenagouda2281 4 ปีที่แล้ว +123

    Bahut mane pade a song sunile piladina Katha one of my best album song😘😘😘

  • @pratappradhan2390
    @pratappradhan2390 2 ปีที่แล้ว +2

    ଏଇ ସ୍ମୃତି କେବେ ବି ଭୁଲି ହେବନି. ଛୋଟ ବେଳ ସ୍କୁଲ ବେଳର ପ୍ରେମ ମନେ ପଡ଼ିଯାଏ