Naveen Patnaik Criticizes BJP for Rebranding BJD's yojana: ବଜେଟକେ ନେଇକିନା କାଣା କହୁଛନ୍ ନବୀନ ପଟ୍ଟନାୟକ

แชร์
ฝัง
  • เผยแพร่เมื่อ 6 ก.ย. 2024
  • ରାଏଜନେ ବିଜେପି ସରକାର ଶାସନକେ ଆଏଲା ଉତାରୁ ବିଧାନସଭାନେ ପହେଲା ବଜେଟ ଉପସ୍ଥାପନ କରାଯାଇଛେ । ଇଟା ହେଉଛେ ମୋହନ ସରକାରଙ୍କର ପହେଲା ବଜେଟ । ବିଧାନସଭାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ୨୦୨୪-୨୫ ଆର୍ଥିକ ବରଷର ପୂର୍ଣ୍ଣାଙ୍ଗ ବଜେଟ୍ । ଇ ବଜେଟନେ ବହୁତ କିଛି ହଟିଛେ ଆର ବହୁତ କିଛି ନାଁ ବଦଲିଛେ । ଆଘର ସରକାରଙ୍କର ବହୁତଟେ ଯୋଜନା ମୋହନ ସରକାର ସେନ୍ତା ରଖିଥିଲା ବେଲକେ ପାଖାପାଖି ୪୨ଟା ଯୋଜନାର ନାଁ ବଦଲେଇଛନ୍ । ମୋହନ ସରକାରନେ ହଟିଛେ ବିଜୁ ନବୀନ ଛାପ୍ । ବଦଲିଲା କାଳିଆ ନାଁ । ଗଲା ବିଏସକେୱାଇ । ଆଏଲା ଗୋପବନ୍ଧୁ ଜନ ଆରୋଗ୍ୟ । ମହିଲାଙ୍କୁ ଭେଟିଦେଲେ ସୁଭଦ୍ରା । ଅର୍ଥ ବିଭାଗ ଦାୟିତ୍ୱନେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିଥିଲେ । ମୋଟ ଉପରେ ୨ ଲାଖ ୫୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛେ । ବିଜେପି ସରକାରର ପହେଲା ପୂର୍ଣ୍ଣାଙ୍ଗ ବଜେଟନେ ଆଘରର ସରକାରଙ୍କର ଯୋଜନାର ବହୁତଟେ ନାଁ ପରିବର୍ତ୍ତନ କରାଯାଇଛେ । ବଜେଟକେ ନେଇକିନା ଡବଲ ଇଞ୍ଜିନ,ଡବଲ ନିରାଶ ବୋଲି କହିଛନ୍ ବିରୋଧୀ ଦଲ ନେତା ଆର ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ରାଏଜର ବଜେଟନେ ସେମାନେ ଖାଲି ମୋ ସରକାର ସମିୟାଁ ୪୦ନୁ ଅଏଧକା ଯୋଜନାର ଖାଲି ନାଁ ବଦଲେଇଚନ୍ ବୋଲି କହିଥିଲେ ନବୀନ ।
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #OdishaBudget #NaveenPatnaik #BJD #BJP #ProjectRenaming #PoliticalControversy #OdishaNews #StatePolitics #BudgetDebate #PolicyCritique

ความคิดเห็น • 2

  • @Riyasmile143
    @Riyasmile143 หลายเดือนก่อน

    BJD bahut bhal sabu nu no 1

  • @Riyasmile143
    @Riyasmile143 หลายเดือนก่อน

    Bjp Ki6i kam ne karbar Ki6i