If aparajita madam join bjd then bjp goes downward in odisha politics.odisha people vote to bjp only for Aparajita madam not for any bjp odisha leader.
Aparajita is an opportunistic lady, doesn't has morality.Gone were the years, when she was frequently transferred from one department to other under Naveen's governance.Then she meticulously, diligently planned for Delhi assignment.But now for power she is approaching Naveen Patnaik.Shameless lady.
Odisha re amar Chief minister Aparajita sarangi hebar thila ..... Gote remote wala CM ku choose kale jie ki dharmendra Pradhan katha uthu bas hauchhanti
ଅପରାଜିତା ଯେଉଁ ଆଡେ 60% ରାଜ୍ୟ ବାସୀ ମଧ ସେଇଆଡ଼େ।
Balo na
କେତେବେଳେ survey କଲ ଜାଣିପାରିଲୁନି.. 😂
Aparajita CM heithile bhalo heithanta
Se jane high educated women
welcome Mam,we will support whole heartedly,you will be future CM
Thank you
ଭବ୍ୟ ସମ୍ବର୍ଦ୍ଧନା ଦେବୁ BJD ରେ ମିଶିଲେ
Thank you
ଅସମ୍ଭବ ସୁଦ ମିଛ ମିଛ ସେ ବିଜେପି ରେ ରହିବେ । ସେ ବିଜେପି ର ସବୁଠାରୁ ଟାଣଆ ନେତା।
ଅପରାଜିତା ଷଡ଼ଙ୍ଗୀ ଜଣେ ଉଚ୍ଚ ବିଚାରାଧୀନ ସେ କେବେବି ଏମିତି ନିଷ୍ପତି ନେବେନି
ବହୁତ ଭଲ ପଦେକ୍ଷପ ଯେଶା କୁ ତେଶା
@@chinmayadhal7082 thank you
ଯଦି ଅପରାଜିତା ମାଡାମ BJD କୁ ଯାଆନ୍ତି ତେବେ, ବି ଜେ ପି ର କ୍ଷତି ହେବ.
ଭଲ ହେବ ଚାଲି ଆସନ୍ତୁ
ଅପରାଜିତା କ'ଣ, ମୋଦୀ ବିଜେଡିରେ ସାମିଲ ହେଲେ ବି ବିଜେଡିକୁ ଆଉ ଭୋଟ ଦେବାର ନାହିଁ.. ଭଲକାମ କଲେ ପୁଣି ବିଜେପି ନହେଲେ କଂଗ୍ରେସ..
ଜୟ ଜଗନ୍ନାଥ ଜୟ ନବୀନ ପଟ୍ଟନାୟକ ❤
Our Pride Odisha'S Pride Our Aparajita Sarangi 🙏
ରାତିରେ ଶୋଇଲା ପରେ ଯାହା ସ୍ବପ୍ନ ଦେଖୁଛ ସକାଳୁ ନ୍ୟୁଜ୍ ବନେଇ ଦଉଚ କି? ନା ବାୟା ପାଗଳ ହେଇଗଲଣି?
Welcome ❤ aparajita Madam 🎉
Apàrajita.madam.always.perfect and.dynamic.person.good politician❤
ବହୁତ ଭଲ କଥା । ଅପରାଜିତା ବିଜେଡ଼ି ରେ ଯୋଗ ଦେଲେ ବିଜେପି ଦଳ ମୂଳ ପୋଛ ହୋଇଯିବ ।
Thank you
ଯଦି ବି ଯୋଗ ଦିଅନ୍ତି
ସ୍ବାଗତଯୋଗ୍ଯ ପଦକ୍ଷେପ !
ହୀରା ର ମୂଲ୍ୟ ଜୋହର୍ ହିଁ
ଜାଣିପାରିବ ! କଙ୍କଡା ବେପାରୀ ନୁହେଁ !
ଚାମଚାଙ୍କୁ ଏବେ ବିହାରୁଣୀ ବି ଖାଣ୍ଟି ଓଡ଼ିଆ ଲାଗିବ..😂
ମୋଦିଜୀ ବିଜେଡି ରେ ଯୋଗ ଦେବେ
ବିଶେଷ ସୂତ୍ରରୁ ପ୍ରକାଶ
Only Aprajita jindabad
Aparajita madam next CM
Thank you
b jd ରେ ମିଶିଲେ chief minister ହେବେ
Amiti hele bhala haba
ଅପରାଜିତା ଙ୍କ ପାଇଁ ଓଡ଼ିଶାରେ ବିଜେପି ସରକାର ଏହାକୁ ମାନିବାକୁ ପଡିବ। ପ୍ରଥମେ ଓଡ଼ିଶାର ମୁଣ୍ଡ ବୋଲାଉଥିବା ଭୁବନେଶ୍ଵର କୁ ଅକ୍ତିଆରରେ ନେବା ଓ ଦୀତିୟରେ ରାଷ୍ଟ୍ରପତି Draupati murmu ହେବା ରେ ଓଡ଼ିଶାରେ ବିଜେପି ସରକାର କରିବାର ସୁଯୋଗ ପାଇଲା। ଅପରାଜିତା ଙ୍କୁ କଣଷ୍ଠେଷା କଲେ ଆଗାମୀ ନିର୍ବାଚନରେ ବିଜେପି ନିଶ୍ଚୟ ପରାଜୟ ହେବ ବୋଲି ଜଣାପଡ଼ିଛି।
good disition
Aprajita Deputy CM to Naveen pattnaik soon .
Hira B.j.d Right Aperajita sarangi .main Aapan nku bartaman B j d. Saamil okay thanks Aperajita sarangi .
ଅପରାଜିତା ଯଦି election ପୂର୍ବରୁ BJD ରେ join କରିଥାନ୍ତେ ତେବେ ନବୀନବାବୁ CM ହୋଇଥାନ୍ତେ
ଡହରା ଚାନେଲ ଅପରାଜିତା ଡାକି ତତେ କହୁଥିଲେ କାହିଁକି ବେକାର କଥା ଗୁଡାକ ଗପୁଛୁ
This news may bring serious damage to BJD.
If aparajita madam join bjd then bjp goes downward in odisha politics.odisha people vote to bjp only for Aparajita madam not for any bjp odisha leader.
Thank you
Yes, BJP value less without Aparajita
Sampurna Micha
ତୁମେ ଯେତେ ମିଛ ଆକଳନ କଲେ ମଧ୍ୟ ଅପରାଜିତା ଛୋଟିଆ ମଣିଷ ନୁହନ୍ତି
Aparajita madam nua party karantu,odisa basi tanka chhare achhanti
Welcome aparajita sarangi
Madam welcome
Thank you
Welcome to BJD ❤
Aparajita is an opportunistic lady, doesn't has morality.Gone were the years, when she was frequently transferred from one department to other under Naveen's governance.Then she meticulously, diligently planned for Delhi assignment.But now for power she is approaching Naveen Patnaik.Shameless lady.
Aparajita madam should immediately join bjd and be the next CM of odisha. She will succeed to naveen sir.
Thank you
Right
@@CrimeCapital ଆରେ ଚୁଡି ନ୍ୟୁଜ ବାଲା ଅପରାଜିତା bite ରେ କହୁ ତାପରେ ସତ କଣ ଜଣା ପଡିବ
ଏ ଖବର ସତ କି ମିଛ ଅଲଗା କଥା କିନ୍ତୁ ବାସ୍ତବରେ ଆଜି ବିଜେପି ଯାହା ପାଇଁ ସରକାର କୁ ଆସିଲା ତାଙ୍କୁ ଅଣଦେଖା କରୁଛି ଏଇଟା ଜମା ଉଚିତ ନୁହେଁ ଯେମେତି ଅପରାଜିତା ସରଙ୍ଗୀ,ପ୍ରଦୀପ ପାଣିଗ୍ରାହୀ,ସମୀର ଦାସ,ପ୍ରଶାନ୍ତ ଜଗଦେବ ଏଭଳି ଇଂଫ୍ଲୁଏନ୍ସର ଲିଡର କୁ ଅଣଦେଖା କରିବା ବିଜେପି ପାଇଁ ଶୁଭକର ହେବନି...
Bjd re join karijaao
Aparajita would have been better CM of odisha
Naveen sir 🎉🎉🎉🎉
It is false
She was honest in her service period.
Further future cm naveen pattanaik no doubt. Who wants to join in bid ,come soon make the party stronger. Party well come you ,bande utkal janani. ,
ଭଲ
Pandian khela no1
Good aprajita
Aparajita madam ak nua dal karantu
ତମକୁ ଅପରାଜିତା କହୁଥିଲେ ବୋଧେ ?
Prosses for kursi
Aparajita nku CM karibar thila
Thank you
No
Odisha re amar Chief minister Aparajita sarangi hebar thila ..... Gote remote wala CM ku choose kale jie ki dharmendra Pradhan katha uthu bas hauchhanti
Thank you
Congratulations ma'am
Aparajitamadam.jindabad
ମିଛ ଖବର
ଆଉ କଣ ଜାଣିଛନ୍ତି ପ୍ରକାଶ ହେଉ। ହାୟରେ ବିଜେଡି ବିକଳ।
Apatajita Madam may lead BJD IN FUTURE..SHE IS ONE EFFICIENT LEADER...
Bhal heba bjp chhoda
Something is possible in politics
Future is always a supense. Wait and see.
Thank you
Bhala heba
Jaldi BJD re join karanty madam. Bhala heba
Come with 20 MLA and become deputy chief minister
Thank you
Bahut bhala .Jay bjd
Thank you
Pura perfect.......but we love aparjita
Bahat badhia bahat achhe ati sundar baat hai Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤🎉❤🎉❤🎉❤🎉❤🎉
Thank you
WelComeToAparajitaFormBjd
Thank you
Good 👍
Dhurmendra can't tolerate Aparajita's popularity & success.
Good
ମିଛ ପ୍ରଚାର କରନ୍ତୁନି 😊
ଏ କଥା ସତ ନୁହେଁ ଅପପ୍ରଚାର ଚାଲିଛି, ଅପରାଜିତା ଙ୍କୁ ଏତେ ଶୀଘ୍ର ଦଳ କାଢ଼ିପାରିବେ ନାହିଁ ଯଦିକାଢିବେ ମୂଳ ଉପୁଡି ଯିବ,ବି ଜେ ପି ର ଯିଏ ମେଣ୍ଟ ସପକ୍ଷ ରେ ଥିଲେ ସେ ବ୍ୟକ୍ତି ଜଣେ, ଠିକ ସମୟରେ ଧରାପଡ଼ିବେ, ଲୋକ ଚାଁହୁ ଥିଲେ ପରିବର୍ତନ ହେଲା, ନେତା ଯଦି ଭାଙ୍ଗିବେ ଭାଙ୍ଗନ୍ତୁ ଏଥିରେ କାହାର କ୍ଷତି ହେବ ସମୟ କହିବ.
Thank you
100%Right.
She is good leader.
ରାଜନୀତିରେ ସବୁ ସମ୍ଭବ କିନ୍ତୁ ଏମିତି ହେବଭଳି ଲାଗୁନି। ସେ ଜଣେ ଉଚ୍ଚ ଶିକ୍ଷିତା ନେତ୍ରୀ, ତେଣୁ ତାଙ୍କର ଆଦର ସବୁଠି ରହିବ। ପ୍ରତିଟି ଦଳ ପାଇଁ ସେ ଆବଶ୍ୟକ ମନେହୁଅନ୍ତି।
Bhout badhiya haba...
💯 Percent sarkar Kariba BJD
Bjd re bala achi
କାମ
ବିଜେଡି ବୁଡିବ ଖାଲି ଦେଖ ଅଁପରାଜିତା ଙ୍କୁ କିଛି ମିଳୁନି ସେ ପୁଣି ବିଜେଡିରେ ଣିଶିବେ ତମେ ସବୁ ପାଗଳା ହେଇଗଲଣି ୫ ବର୍ଷ ବେଳକୁ ପୁରା ପାଗଳା ହେଇଯିବ
ବେକାର ନିୟ୍ଯୁଜ ଫାଲତୁ ନିୟୁଜ
ନବୀନ BJP ରେ ମିଶିବେ ମିଡ଼ିଆ କହୁଛି
Good dicission 👍🔥
Amiti kale au BJP asibani
Vala heichi
Aparajita 10 MLA anantu BJD ra CM hebe
Nabin sir satargra ruha misantu khusi kintu husiar
Jay Navin babu
Aparajita bjd gale bjp lop paijiba
Thank you
Samal pain bjp budiba
BJD asile balahabha Madam
❤bjp ra dasa kharap heba jau bjp ପ୍ରତିଶ୍ରୁତି କୁ ପାଣି ର ଗାର ବୋଲି ଭାବୁ ଛି ଲୋକେ ଏହାକୁ ଠିକ୍ ଜବାବ ଦେବେ ଆଉ ହାରୁ ନେତା ମନମୋହନ ବୈଜୟନ୍ତ ପଣ୍ଡା dharmendra BJP ku budei ଦେବେ
Thank you
Without her bjp will be lost their power
Aparajita popular in all over ODISHA.
Thank you
ଅପରାଜିତା ବିଜେଡି କୁ ନ ଆସିବା ଭଲ ହେବ
ବେଲଜ୍ୟାଙ୍କ ଖବର
Good job
Very body knows she is dynamic ledy.best politician. Kehi bjp sadashya hebeni.
Jay Mohan majhi n Jay manmohan samal🎉
Excellent Decission if it is true.
Thank you
Aparajita mdm jane IAS officer tanku kichhi b padamililani.aau se kandha mohan ku cm karidele