Auu RSS kuu bii baba saheb pura birodha karuthile... RSS Hindu rastra na ree jou political game kheluthila seiita ku babasaheb hiin birodha karuthile... Auu sete bele RSS wala bii birodha karuthile
@@buntyskbachha, tame mane andha boli sara hindu jati ta kana andha... Aau kete gapa gapiba punya mahaputusa nka na re. Jadi semane kichi kari parileni.. Ebe ba BJP tama hindu sarkaar achi 2014 ru, n odisha re ba ai barsha jiteicha tamemane.. Kana sunibaku milila car, motor cycle miluchi odisha police ku.. 😂😂😂
Hele bjp savidhan ku change karini congress jemiti waqf board minority community pai sabu kichi dauthila aeta baba saheb savidhan re lekhi nahanti seta kana pai achi
Se samoyara paristiti upare nirbhara kare au desa swadhin karichi kahi sabu na nela pare ta biradhi na thile au katha rahila congress ticket kn pain delani baba saheb nku chinta dhara kn...
@@BhagabanMajhi-ry7sh Acha bhala loko nku party ru bahar Kari tanka against re candidate dei hareiba kn thik.Se kn normal candidate thile ?Baba saheb constitution anila pare b tanka against re candidate daucha.Tume nihati congress supporter.
Na kara baba saheb congress ru istifa kana pai dele seta b tike bhab dalita ,adiwasi manka congress b kichi bhal karini abe se kumbhir kanduna kanduchi taku aamar chinta hauchi
ଯାହା କହିଛନ୍ତି ପୁରା ଠିକ୍ ଧନ୍ୟବାଦ ସାର୍
Bharat Mata ki Jay
ଯାହା ଆପଣ ଠାରୁ ଶୁଣୁଛୁ କଂଗ୍ରେସ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି
ଧନ୍ୟବାଦ ସାର୍
ଆଉ କଂଗ୍ରେସ ଏବେ ଡ୍ରାମା କରୁଛି
Tu balo janichu. Amit shaha kn kohile dekh
ଶଳା ମାନେ କଂଗ୍ରେସ ତ ହରାଇଥିଲା କିନ୍ତୁ ସବୁଠାରୁ ବଡ ଯୋଗଦାନ ଥିଲା Sc/St ମାନଙ୍କର । ଆଜି ଭଗଵାନ ମାନୁଛନ୍ତି କିନ୍ତୁ ତାଙ୍କୁ କଂଗ୍ରେସ କେତେ ହଇରାଣ କରୁଥିଲା ଏମାନେ ସିନା ବହି ପଡ଼ିଲେ ଜାଣିବେ ଯିଏ ଯାହା କହିଲା ତାଆ ପଛରେ ହରିବୋଲ ପକାଇ ତାଙ୍କୁ ଭଗବାନ ବନେଇବେ । କିନ୍ତୁ ନିଜେ କେବେ ଆମ୍ବେଦକର ବନିବାକୁ କେବେ ଭାବିବେନି। r@@tempamajhi8574
Jai shree Ram 🚩 BJP jindabad
@@tempamajhi8574 Tu balo janichhu ago Amit shah nka full video dekhe ta pore jani paribu..
Jay Veem Jay adivasi
ଶୁଣ ହେ କଂଗ୍ରେସୀ ତୁମ ପାଇଁ ମୋତେ ଲଯା ଲାଗୁଛି । 2. କଂଗ୍ରେସ ହିନ୍ଦୁସ୍ଥାନରୁ ଲିଭି ଯାଉ।
ଲଜ୍ଜ୍ୟା ଲେଖିପାରୁନୁ ମୁହଁ ଫୁଟାଣି ବହୁତ୍
Auu RSS kuu bii baba saheb pura birodha karuthile... RSS Hindu rastra na ree jou political game kheluthila seiita ku babasaheb hiin birodha karuthile... Auu sete bele RSS wala bii birodha karuthile
@@parthasarathipatra1241ଜୋଉ rss ର କଥାକହୁଚ ସେହି rss କରୋନାସମୟରେ ଲକ୍ଷ ଲକ୍ଷ ଲୋକଙ୍କସେବା କରିଥିଲେ ହେଲା ସେଇଥିପାଇଁ ସମ୍ବିଧାନରେ ବି ଶ୍ରୀରାମଙ୍କ ଫଟୋ ଲଗେଇଥିଲେ
ଆଉ ବିଜେପି କେବଳ ଜେଏନୟୁ ପାଇଁ ଗରିବ ଦଳିତ ଉଚ୍ଚ ଭଲ ଶିକ୍ଷା ପାଉଛି
Right@@saiashispanda6599
ମହାତ୍ମା ଗାନ୍ଧିଙ୍କ ପାଇଁ ତୋ ଆମର
ଏହି ଅବସ୍ଥା
କଂଗ୍ରେସ ନ ଥିଲେ ଆଜି ପୋଲିଓ ହେଇ ଜନ୍ମ ହେଇ ଥାନ୍ତୁ 😂
@@Sached299ଶ୍ରୀଲଙ୍କା ଭୁଟାନ ନେପାଳ ରେ CONGRESS ନାହି ସେମାନେ କଣ ଶବୁ ପୋଲିଓ ରୋଗୀ
@@manojparida2852 କଂଗ୍ରେସ ଜିନ୍ଦାବାଦ
@@Sached299woowh excellent reply 😅
କଂଗ୍ରେସୀ ଇଣ୍ଡି ଗୋଟବନ୍ଧନ ନେତା ଓ କର୍ମୀ ସମ୍ବିଧାନ ବିରୋଧୀ, ସେମାନେ ସତ୍ୟକୁ ଗ୍ରହଣ କରିପାରିବେ ନାହିଁ କାରଣ ନିଜ ସ୍ୱାର୍ଥ ପାଇ ସେମାନେ ଗୁରୁତ୍ୱ ଦିଅନ୍ତି 🧡🌹❤️
ରାଜନୀତିର ରୁଟି ସେକିବା ପାଇଁ କଂଗ୍ରେସ
ବାବା ସାହେବ ଆଂବେଦକର ଙ୍କୁ ନେଇ ଗୋଟି ଚାଳନା କରୁଛି। କିନ୍ତୁ ସେହି କଂଗ୍ରେସ ଆମ୍ବେଦକରଙ୍କୁ ପାର୍ଲିଆମେଣ୍ଟକୁ ନ ଆଣିବାକୁ ଆଗରୁ ଚେଷ୍ଟା କରିଥିଲା ଓ ହରେଇଥିଲା। ପ୍ରମାଣ ମିଳୁଛି । ତେଣୁ ଏକଥା ସ୍ପଷ୍ଟ ପ୍ରମାଣିତ ହେଉଛି ବର୍ତ୍ତମାନ ପରିସ୍ଥିତିରେ ଶାହଙ୍କ ମନ୍ତବ୍ୟ ଅମୁଳକ ନୁହେଁ।
ଗୋଟେ ସାମାଜିକ ବିଷୟବସ୍ତୁ ଉପରେ ଗଭୀର ଆଲୋଚନା ହେଉଛି । ସତ୍ୟତା କୁ ସାମ୍ନାକୁ ଆଣୁଥିବାରୁ ଉଭୟଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।
କଂଗ୍ରେସ କୁ ଭୁଲ ରେ ବି ଜିତେଇ ଦେବୁନି
ଧନ୍ୟବାଦ ସତକଥା କହିଛନ୍ତି ସାର
🙏ଆଂଜ୍ଞା, ଅତି ଉତ୍ତମ ଭାବରେ ବୁଝାଇ ଥିବାରୁ 🙏🙏🙏
କେବେ ବୁଝିବେ ହିନ୍ଦୁ ସମାଜ ଓ ରାଷ୍ଟ୍ରଭକ୍ତ ତଥା ଅଣଗଦ୍ଦାର ବ୍ୟକ୍ତି ବିଶେଷମାନେ ???!!!...
ସାରଙ୍କୁ ମୋର ଶୁଭେଛା ସହ ଶୁଭକାମନା
Good news
ଦେଶଦୃହୀ ଜାତୀ ଦୃହୀ ଆମ୍ବେଦକର ବିରୋଧି କଂଗ୍ରେସ ଏକଦେଶ ଏକ ନିର୍ବାଚ଼ନ ବିରୋଧି କଂଗ୍ରେସ ସ୍ଵାର୍ଥପର ହିନ୍ଦୁ ବିରୋଧି କଂଗ୍ରେସ ବିଧର୍ମି ଅବାସ୍ତବିକଅବାସ୍ତବିକ ସମାଜ ପାଇଁ ସ୍ଵାର୍ଥ ଚାହେଁ କଂଗ୍ରେସ ସବୁଠୁ ଦୃନୀତୀଖୋର ସର୍ବାଧିକ କଂଗ୍ରେସ ଦଳ ଭାରତ ବିରୋଧି ପାରିବାରିକ ଦଳ😮❤😮😮🎉❤😮😢🎉❤😂😊😅😮😢😂😊😮❤
Good news sir thanks
Yes you are right sir
ଜୟୀ ଭିମି 🙏
Jay bhim Jay ho
ମୂଳ ମୁଦ୍ଦା ରୁ ଲୋକ ମାନ ଙ୍କୁ ଜାଣିକି ଦୂରେଇ ରଖା ଯାଉଚି, ଆମ୍ବେଦକର କୋ ଦିନ ଠୁ ମଲେଣି,ଏବେ ଜେଉ ଆଇନ darkar ଦେଶ ପାଇଁ ସେ ଆଇନ ଅଣାଯାଉ,on constitutional amendment heu,
Right
Alu Khali le ta mahadev Baharibe na bhai
Bhai good analysis
You are right
ପୁରା ଠିକ୍।
🙏ହୋମଗାର୍ଡ ମାନଙ୍କୁ ଗଲା ସରକାରର ପୋଲିସ ଡିପାର୍ଟମେଣ୍ଟ ଆମମାନଙ୍କୁ ବିଭିନ୍ନ ମିଛ କେଶ ରେ ଯୋଡି, ଅନ୍ୟ ଜଣେ କରିଥିବା ଦୋଷରେ ସେଥିରେ ଆଉ ଜଣକୁ ଯୋଡି, କିଛି କେଶ ଵାସ ନଥାଇବି ହୋମଗାର୍ଡମାନଙ୍କୁ ଚାକିରିରୁ ବହିଷ୍କାର କରୁଥିଲେ.ହୋମଗାର୍ଡମାନଙ୍କୁ କଣ ଖାଲି ଚାକିରିରୁ ବହିଷ୍କାର କରିବାର ପ୍ରାଧାନ୍ୟ ଅଛି ବଡ଼ବଡିଆବାବୁମାନଙ୍କୁ କଣ ଖାଲି କ୍ଷମତା ଦିଆଯାଇଛି ବହିଷ୍କାର କରିବାକୁ. ଭୁଲଥିଲେ ତା ପାଇଁ କଣ ହୋମଗାର୍ଡ ରୁଲ୍ସ ରେ ଖାଲି ବହିଷ୍କାର ଲେଖାଅଛି ଆଉ କିଛି ଦଣ୍ଡବିଧାନ ନାହିଁ, ପୋଲିସ ଡ଼ିପାର୍ଟମେଣ୍ଟ ର ରେଗୁଲାର କର୍ମଚାରୀ ଜେଲ ଯାଇ ଜେଲରୁ ଫେରି ଚାକିରୀ କରୁଛନ୍ତି. ଜଣଙ୍କ ନାମରେ FIR ଥିଲେ ବି ସେ ସରକାରୀ ଚାକିରୀ କରିପାରିବ ହେଲେ ହୋମଗାର୍ଡ ଭୁଲ କଲେ କେବଳ ଚାକିରିରୁ ବହିଷ୍କାର ହେବେ,ଏହି ଆଇନ ଅଛି ଆଉ କିଛି ଦଣ୍ଡ ନାହିଁ.ଏହାକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ନ୍ୟୁଜ ଚ୍ୟାନେଲ କେହି ଏବିଷୟରେ କହୁନାହାନ୍ତି. ସେଥିପାଇଁ ପୋଲିସ ଡିପାର୍ଟମେଣ୍ଟ ମନଇଛା ହୋମଗାର୍ଡ ମାନଙ୍କ ଉପରେ ଜୁଲମ ଚଲାଇଛନ୍ତି. କେବେ ହୋମଗାର୍ଡ ମାନେ ଆମ ଦେଶର ଇଂଗ୍ରେଜ ପୋଲିସବାବୁମାନଙ୍କଠାରୁ ସ୍ୱାଧୀନତା ପାଇବ. ସରକାରଙ୍କୁ ଅନୁରୋଧ ଆମ ପ୍ରତି ହୋଇଥିବା ଅନ୍ୟାୟକୁ ପୁନଃ ବିଚାର କରି ଆମକୁ ନ୍ୟାୟ ଦିଅନ୍ତୁ. 🙏
Apanka nka katha thik hele athi kie kn kariba sabu politics au neta manka ichha re police chaluchi ta...?
BJP government yaupare action nebi kahuthile
🇮🇳⚖️🏹🏹🏹🏹🏹🏹🚩🏹🏹🏹🏹🏹
Excellent explanation.Babasaheb amar rahe.
ଏମିତି ଭଲ ଭିଡ଼ିଓ କେହି କରି ନାହାନ୍ତି, ବାବା ସାହେବ ନ ଥିଲେ ଅଧିବାସୀ ମାନେ ସ୍କୁଲ ଦ୍ୱାର ଦେଖି ନ ଥାନ୍ତେ.. ଜୟ ଭୀମ..।
Hele congress baba saheb nku ticket deinathile au tanka biradhare tanka loka nku chhida kari horei thile
Super topic, excellent
ଏମାନେ ଦେଶକୁ କେବଳ ବିଭାଜନ କରିବାରେ ଅଛନ୍ତି କଂଗ୍ରେସ ପାଟି।
ଖୁବ୍ ସୁନ୍ଦର
Good
A thiru bharat basi jani lu j ପୂର୍ବରୁ କଂଗ୍ରେସ ଆମ୍ବେଦକର ଙ୍କ ବିରୋଧୀ କିନ୍ତୁ ମିଛାରୁ ଗୋଟେ ବାହାନା କରି ଦାଦା ଗିରି କରୁଛନ୍ତି a ମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯାଉ
बिल्कुल सही कहा सार् , आपको बहुत बहुत धन्यवाद ।
ଅତି ସୁନ୍ଦର ଲାଗିଲା
Wow
ବହୁତ ସୁନ୍ଦର
କାନରେ ଭଲ ତେଲ ପଖାଇ ଶୁଣନ୍ତୁ କଂଗ୍ରେସ କେତେ ଜଣ କୁଜି ନେତା ଯାକ , ତୁମେ ସବୁ ଦେଶ ଦ୍ରାହି ଯାକ
Tuma purbaja desha pain bodhe sima re jeeban deuchhanti? Ebe ketejana saheed hoichha?
Thanks Odisha Reporter
କେହି କେହି ପ୍ରଭୁ ରାମଚନ୍ଦ୍ର ଙ୍କୁ ମଧ୍ୟ ନିନ୍ଦନ୍ତି ତେଣୁ ଗାନ୍ଧୀ ଙ୍କୁ ନିନ୍ଦିବା ବଡ଼ କଥା ନୁହେଁ
Absolutely Right 👍
ମହାତ୍ମା ଗାନ୍ଧୀ ନେହରୁ ନୁହେଁ ଭୋଟର ମାନେ ଯିତାଇଥାଉ।ହରାଇ ଥାଉଁ ।
Setebele congress re sit kn pain deinathile ticket na debara karan kn au desa swadhin hela ta sabu na congress nela ta biradhare kemiti jiti thante...
କଂଗ୍ରେସ କୁ ମୂଳପୋଛ କରିଦିଅ. ଓଡିଶା ବାସି. ଶଳା ରାହୁଳ ଓଡିଶା ଆସିଲେ ଲଙ୍କା ଧୂଆଁ ଦେଇଦିଅ. ଜୟ ଜଗନ୍ନାଥ.
Came back 2029
ତତେ ବି ଗୁଳି କରାଯାଉ
କଂଗ୍ରେସ ମୁଳପୋଛ ହେଉ । ଆଉ ବିଜେପି ସମ୍ବିଧାନକୁ ବଦଳାଇ ଦେଉ😂😂😂
Right. Cancer ko Katkar fenkana padta hai.congrasi ko
ତଥାପି କିଛି ଭେଜାଲ ହିନ୍ଦୁ ଜୟ କଂଗ୍ରେସ ଜୟ ରାହୁଲ୍ ହଉଛନ୍ତି😂😂
sei bhalia fr aud au chhaka hindu mananku mada drkr. ama odisha re v sei bhalia namuna achanti
@@buntyskbachha, tame mane andha boli sara hindu jati ta kana andha... Aau kete gapa gapiba punya mahaputusa nka na re.
Jadi semane kichi kari parileni.. Ebe ba BJP tama hindu sarkaar achi 2014 ru, n odisha re ba ai barsha jiteicha tamemane.. Kana sunibaku milila car, motor cycle miluchi odisha police ku.. 😂😂😂
😅😂😂😂😂😂😂
କେବଳ Past tense କୁହନ୍ତୁ.... ଆଉ Present ବିଷୟରେ କିଛି କୁହନ୍ତୁ ନାହିଁ...
All rights sir 👌❤
Jatiyo pita Babasaheb Ambedkar
ଜୟ ଭୀମ।
Absolutely right 👍👍👍
Thank you sir
Jay Bheem
ପୁରା କଥା କୁହ ଭାଇ...Ambedkar congress ପାର୍ଟୀ ଛାଡି ଅନ୍ୟ ପାର୍ଟୀ ରୁ ନିର୍ବାଚନ ଲଢ଼ି ଥିଲେ , congress କଣ କରିଥାନ୍ତା ?? ନିଜ ଦଳ ଛାଡ଼ି ଅନ୍ୟ ଦଳ ର ପ୍ରଚାର କରିଥାନ୍ତା..ପରବର୍ତ୍ତୀ ପର୍ଯ୍ୟାୟ ରେ ଆମ୍ବେଦକର ଙ୍କୁ congress ହିଁ ମହାରାଷ୍ଟ୍ର ବିଧାନସଭା ରୁ ରାଜ୍ୟସଭା ପଠାଇ ଥିଲା sitting mp କୁ ଇସ୍ତଫା ଦେଇ ..ଲୋକଙ୍କୁ ଭୁଆଁ ବୁଲନ୍ତୁ ନାହିଁ 😂😂😂😂😂😂😂😂😂😂😂
100% Right sirw
Very good sir
ଆରେ କଂଗ୍ରେସ ଆମ୍ବେଦକରଙ୍କ କଥା କହୁନି ସମ୍ବିଧାନ କଥା କହୁଛି ଯଦି ଆମ୍ବେଦକର ଠିକ ତେବେ ସାହା କଣ ପାଇଁ ବକଵାସ କରୁଥିଲେ
Absolutely right sir
Congratulations for telling the truth.
ଭୋଟର ଭୋଟ ନ ଦେଵା ହେତୁ ଆମ୍ବେଦକର ହାରିଥିଲେ
ନା କଂଗ୍ରେସ ଯୋଗୁଁ ହାରିଥିଲେ
Jay Bhim❤
ବିଜେପି ହୀନ ରାଜନୀତି କରୁଛି, ଲଜ୍ଜା
କଂଗ୍ରେସ କଣ ଭଲ ରାଜନୀତି କରୁଛି ବୋଲି ଛାତିରେ ହାତ ରଖିକି କହିପାରିବ କି?
ଆଉ କଂଗ୍ରେସ
Congress mukt bharat
Au congress
କଂଗ୍ରେସ ବହୁତ୍ ଯାତୀୟା ରାଜନୀତି କରୁଛି
All right Jay vim
ଆପଣ ବୋଧେ ଥିଲେ ଭାରତ ସ୍ୱାଧୀନତା ନ ହେବା ପୂର୍ବରୁ 😅😅😅
Right 👍👍 sir
ଦୀର୍ଘ ବର୍ଷ ଧରି କଂଗ୍ରେସ ଶାସନ କରି ମଧ୍ୟ Dr ambedkar ଙ୍କୁ କୌଣସି ସମ୍ମାନ ଦେଇ ନ ଥିବା କଂଗ୍ରେସ ଏବେ ବାବା ସାହେବ୍ କୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ, ଇ ଏ ସେଇ ଦଳ ଯିଏ ଦେଶର ରାଷ୍ଟ୍ର ପତି ଙ୍କୁ ରାଷ୍ଟ୍ର ପତ୍ନୀ କହି ଆକ୍ଷେପ କରିପାରେ, ତାଙ୍କ ଠାରୁ କଣ ଆସା
Madhab babu is speaking truth in nature. You are genius.
ବ୍ରାହ୍ମଣବାଦୀ ବିଜେପି ଲେଟରାଲ୍ ଏଣ୍ଟ୍ରିରେ ଦଳିତ ର ଆରକ୍ଷଣ କରି ଠିକ୍ ନ୍ୟାୟ କରିଛି
ମୁଁ ଆପଣଙ୍କ କଥାରେ 100%ମତ
କଂଗ୍ରେସ ର କୁମ୍ଭୀର କାନ୍ଦଣା
A very good information!
Right,
ସବୁ ଦଳ ରାଜନୀତି କରୁଛନ୍ତି
Jay sriram Jay jagannath Jay BJP 💐💐💐💐
Jay puspyamitra sungha Jay budhha, Jay bhramana janata Party.
କେବଳ ମିଛ କଥା, ମିଛ ପ୍ରଚାର କରି ବିଜେପି ଲାଭ ଉଠାଏ
ସତୁଆ ଗୁଡାକ ଭାରତ କୁ ମଜଭୁତ କରିପାରୁନ ବିଜେପି ମିଛ କହୁଛି ଯଦି ତମ କଂଗ୍ରେସ କାହିଁକି ମଜଭୁତ କରିପାରୁନ ମାଳମାଳ ଦୁର୍ନୀତି ଏ ପରିବାର ପାଟି ନୁହଁ ବିଜେପି ଦଳ ନେଇ ନେତା ମନ୍ତ୍ରୀ
ଠକବେଇମାନ ପରିବାର ଦଳ ରାହୁଲ
Sala kichi padhicha
କଂଗ୍ରେସ ବଡ଼ ସତିଆ ଦଳ ବୋଧେ ଭାରତର ଲୋକମାନେ ସବୁ ମୂର୍ଖ କି ଟିକେ କହିବେ
Congrasa asila muslim haba pai radey haijaithibu satabala gomansa khaibu@@sankarnathmaharana7859
Congres bharata ku bhag bhag , hinsa, hindu biradhi re kama karuchi.
Gooood
My god is Ambedkar.
ଯିଏ ଆମ୍ବେଦକର ନାମ କୁ ଫେସନ ବଳି କହୁଛି ସେ କେଡ଼େମହାନ ଲୋକ, ଆରେ ଦେଶ ପାଇଁ ସେ ଭଗଵାନାଂ ଠୁ କମ ନୁହେ !...
Congress ହରେଇ ଦେଲା ନା ଲୋକ ହରେଇ ଦେଲେ
Congress against ରେ କହିଲେ ଠିକ୍।
କିନ୍ତୁ ବିଜେପି କୁ protect କରିବା ଟା କେତେ ଠିକ୍? ବିଜେପି ବି ଆମ୍ବେଡକ ଙ୍କ ଘୋର ବିରୋଧୀ
Hele bjp savidhan ku change karini congress jemiti waqf board minority community pai sabu kichi dauthila aeta baba saheb savidhan re lekhi nahanti seta kana pai achi
Virodhi thanta savidhan ku mani nathanta congress bhali kari thanta
100%R8Sir
ଯଦି ମୁଁ ଠିଆ ହୋଇ ଥାଏ ଆଉ ହାରିଯାଏ ତେବେ,କିଏ ଦୋଷୀ ହେବ😂
Se samoyara paristiti upare nirbhara kare au desa swadhin karichi kahi sabu na nela pare ta biradhi na thile au katha rahila congress ticket kn pain delani baba saheb nku chinta dhara kn...
ରାସ୍ତା ରେ ଝିଅ ଟିଏ ଚାଲି ପାରୁନି ତମେ ଏମିତି ଆଇନ୍ ତିଆରି କରିଛ। ଲାଜ ଲାଗୁନି ଛି
Thank saita katha
Ambedkar was ek number disputed person.So since 1947 till today discrimination is going on.
କୋଉଠୁ ଇତିହାସ ପଢ଼ିଲେ
ଭାଇ ମନେ ଏବେ କାହିଁକି କଂଗ୍ରେସ ବାବା ସାହେବ ଆମ୍ବେଦକର କୁ ମନେ ପକାଇଲେ ତାଙ୍କ ସରକାର ସମୟ ରେ ତୋ ଭୁଲି ଯାଇଥିଲି 2014 ରୁ କଣ ଦଳିତ ଗଠନ ହେଲା.। ମୁଁ ବି ଗୋଟିଏ ଦଳିତ ପୁଅ । Congress ଭୋଟ ପାଇଁ ରାସ୍ତା କୁ ଉଲାଈଛନ୍ତି
Bhai namaskar
jay ambhed kore
Congress use nakach vote method to defeated BR Ambedkar
ଭାରତ ରତ୍ନ ରେ ସମ୍ମାନିତ କିଏ କରିଥିଲେ
କଂଗ୍ରେସ/ ବିଜେପି
ସେତେବେଳେ ଯାହା ହେଉଥିଲା.... କଂଗ୍ରେସ ତା ପାଇଁ ଭଗୁଛି..... ବର୍ତ୍ତମାନ୍ BJP କଣ ପାଇଁ ଆମ୍ବେଦକର ଙ୍କୁ ତାତ୍ସଲ୍ୟ କରୁଛି ? ନା BJP ର ଧାରଣା କଂଗ୍ରେସ୍ ସେବେ କରିଥିଲା ଆମେ ଏବେ କରିବୁ....
ଗଣତନ୍ତ୍ରରେ ଭୋଟ ହେବା ହାରିବା ଜିତିବା ଏହା ଗଣତନ୍ତ୍ରର ନିୟମ। ବାବା ସାହେବ ଆମ୍ବଦକରଙ୍କୁ,ଅମିତ ସାହା ଅପମାନ କରିଚନ୍ତି ସାରା ଦଶ ଦେଖୁଛି, ଏହି ବାବୁ ଅମିତ ସାହା କୁ ସମର୍ଥନ କରୁଛି, Bjp ର ନିଶ୍ଚୟ କର୍ମୀ ହୋଇଥିବେ।
Ambedkar gote hutiya thila
Au bjp bhi gote hutiya party gote murkha ko CM baneichi. General caste pain best kejriwal
@@BhagabanMajhi-ry7sh Acha bhala loko nku party ru bahar Kari tanka against re candidate dei hareiba kn thik.Se kn normal candidate thile ?Baba saheb constitution anila pare b tanka against re candidate daucha.Tume nihati congress supporter.
Right.sir
Real history sir
ଇଏ ବିଜେପି ବିଜେପି ବେଶୀ ବାଉଳୁଛି
ଏଇ କଥା ଅନ୍ଧ ଭକ୍ତ ମାନେ ଶୁଣିଲେ ତାଙ୍କର କଣ ହେଇଯିବ😂
ଭାଇ ତୁମେ କହୁଛ କଂଗ୍ରେସ ଆମ୍ବେଦକର ଙ୍କୁ ହରେଇଦେଲେ ଯଦି ଆମ୍ବେଦକର ଙ୍କ ଆତ୍ମଜୀବନୀ ରେ ଏ କଥାଟିକୁ ଆପଣ ଦେଖେଇ ଦେବେ ମୁଁ ମଧ୍ୟ କଂଗ୍ରେସ ବିରୋଧୀ ହୋଇଯିବି ଏବଂ ନେହେରୁଙ୍କ ଚିଠି ମାଉଣ୍ଟବ୍ୟାଟେନ୍ ଙ୍କ ପାଖକୁ ପଠାଇଥିବା
Na kara baba saheb congress ru istifa kana pai dele seta b tike bhab dalita ,adiwasi manka congress b kichi bhal karini abe se kumbhir kanduna kanduchi taku aamar chinta hauchi
ଭାଇ ମନେ ଏବେ କାହିଁକି କଂଗ୍ରେସ ବାବା ସାହେବ ଆମ୍ବେଦକର କୁ ମନେ ପକାଇଲେ ତାଙ୍କ ସରକାର ସମୟ ରେ ତୋ ଭୁଲି ଯାଇଥିଲି 2014 ରୁ କଣ ଦଳିତ ଗଠନ ହେଲା.। ମୁଁ ବି ଗୋଟିଏ ଦଳିତ ପୁଅ । Congress ଭୋଟ ପାଇଁ ରାସ୍ତା କୁ ଉଲାଈଛନ୍ତି
@hrusikeshrana4953 bjp toh baba saheb na neiki savidhan dhariki bulu nahanti jemiti congress buluchi mu b gote adiwasi jhia
Sorry @gayatrisabar7135 ଲେଖିବାରେ ଟିକେ ଭୁଲ ଥିଲା 🇸 🇴 🇷 🇷 🇾
🇯 🇦 🇮 🇸 🇷 🇪 🇪 🇷 🇦 🇲
Yup are right sir
ବୌଦ୍ଧ ଧର୍ମ ଓ ବୈଦିକ ଧର୍ମ ର combination ହେଲା ସନାତନ ଧର୍ମ,ହିନ୍ଦୁ ଧର୍ମ ନୁହେଁ ଗୋଟେ ଜୀବନ ଜିଁବା ଶୈଳୀ ଅଟେ ସନାତନ ହିନ୍ଦୁ କୁ କବଜା କରିଛି , ଆର୍ଯ୍ୟ ମାନେ ହିଁ ବର୍ଣ୍ଣ ବେବସ୍ଥାଆ କୁ ସ୍ଥାପିତ କରିଛନ୍ତି , ମଧ୍ୟ କାଳ ରେ ଯେତେବେଳେ ଜ୍ଞାନ ର ଭାଷା ର ବିକାଶ କରିଥିଲା ସେତେବେଳେ ଆର୍ଯୟମାନେ ଭାରତ ରେ ପ୍ରବେଶ କରି ଥିଲେ ଓ ପୋଥି ପୁରାଣ ଲେଖିବା ଆରମ୍ଭ କରିଥିଲେ ତା ପୁର୍ବ ରୁ ଭାରତିୟ ମାନେ ପ୍ରକୃତି ଉପାସକ ଥିଲେ ଯଥା ସୂର୍ଯ୍ୟ,ଚନ୍ଦ୍ର,ପାହାଡ ଗଛ ଲତା ନଦୀକୁ ପୂଜା କରୁଥିଲେ , ଆର୍ଯୟମାନେ ଭଗବାନ୍ ଙ୍କ ଭକ୍ତି ନାମ ରେ ବୈଦିକ ନୀତି ପ୍ରଚଳନ କରି ପୂଜା ପାଠ ହୋମ ଯଜ୍ଞ କୁ ଆରମ୍ଭ କରିଥିଲେ ତା ପରେ ଅଲଗା ଅଲଗା ସଙ୍ଗଠନ ସବୁ ବାଣ୍ଟି ହୋଇ ଈଶ୍ୱର ସନ୍ଧାନ ରେ ଲାଗି ପଡ଼ି ନିଜ ନିଜ ର ଈଶ୍ୱର କୁ ଦର୍ଶାଇ ଧର୍ମ ନାମ ରେ ଭଗଵାନ ଙ୍କ ଦେବ ଦୂତ କହି ପ୍ରଚାର କରିଥିଲେ ଯେମିତି ମହମ୍ମଦ ଇସଲାମ ଧର୍ମ ର ଓ ଯୀଶୁ ଖ୍ରୀଷ୍ଟିଆନ ର ବୌଦ୍ଧ ଙ୍କ ର ବୁଦ୍ଧ ଶିଖ ର ଗୁରୁନାନଙ୍କ ଏମିତି ,ବୈଦିକ ଧର୍ମ ରେ ମୂର୍ତ୍ତି ପୂଜା ପଖାଣ୍ଡ ଓ ଅନ୍ଧ ବିଶ୍ବାସ ଭାରି ରହି ଥିବାରୁ ଓ ମାନବ ବାଦ୍ ର ମାତ୍ରା କମ୍ ଥିବାରୁ ଏହି ଧର୍ମ କେବଳ ଭାରତ ରେ ସୀମିତ ରହିଗଲା ,ଓ ଅନ୍ୟ ଧର୍ମ ର ପ୍ରଭାବ ପଡ଼ିଲା ସେହି ସମୟ ରେ ଭାରତ ରେ ଗୌତମ ବୁଦ୍ଧ ଙ୍କ ଆବିର୍ଭାବ ହୋଇଥଲା ସେ ବୌଦଧଧର୍ମର ପ୍ରଚାର ପ୍ରସାର କରିଥିଲେ ପରେ ସମ୍ରାଟ ଅଶୋକ ଗୁପ୍ତ ଶାସକ ମାନେ ପ୍ରଚାର ପ୍ରସାର କରିଥିଲେ , ଗୌତମ ବୁଦ୍ଧ ଙ୍କ ପୁର୍ବ ରୁ ବି ଅନ୍ୟ ପ୍ରାନ୍ତ ରେ ବୌଦ୍ଧ ଧର୍ମ ର ଆବିର୍ଭାବ ହୋଇ ସାରିଥିଲା ,ପ୍ରାୟ ଏକା ସମୟ ରେ ସନାତନ ଓ ବୌଦ୍ଧ ଧର୍ମ ର ଆବିର୍ଭାବ ହୋଇଥିଲା କିନ୍ତୁ ଭାରତ ରେ ସନାତନ ମାନେ ପ୍ରଥମେ ବୈଦିକ ନୀତି ଓ ଧର୍ମ କୁ ପ୍ରଚଳନ କରିଥିଲେ ,
ଇଏ କଉ ବୁଦ୍ଧିଜୀବି କି କିଛି ନୁହେଁ what's app University ର ୨ ଟଙ୍କିଆ ବେଠି ଖଟା । ସଂଘ ଅଫିସ୍ ରୁ ଇତିହାସ ପଢ଼ିଲେ ଏମିତି ହୁଏ।
Right katha sir
ଆପଣ ଯାହା କହୁଛନ୍ତି ପୁରା ପୁରି ଠିକ
ଗଣତନ୍ତ୍ର ଠିକ ରେ ଲେଖିପାରୁନଥିବା ବିଜେପି ଚ୍ୟାନେଲ ଆଜି ସମ୍ବିଧାନ ବିଷୟରେ ଜ୍ଞାନ ବାଣ୍ଟୁଛି
ମୁ ଜାଣିବାରେ ଆଜି ସୁଧା ଦଳିତ ମାନଙ୍କର ଆଖି ଦେଖା ଉର୍ନତି ହୋଇନାହିଁ. ଯେପର୍ଯ୍ୟନ୍ତ ଗାନ୍ଧୀ. ସହିତ କଂଗ୍ରେସ. ଉପର ଲେବୁଲ ବାକ୍ୟ ବୀର. ଜାତି ର ବୀର.ର ଧାରା ସହି. ନହୋଇ ଛି ସେତେଦିନ ଦଳିତ କଣ ହିନ୍ଦୁ ଧର୍ମ ର ଉର୍ନତି ହୋଇ ପାରିବ ନାହିଁ....
Only for Resevation Ambedkar popular. Political parties fight to get vote.
ଏ ଲୋକ ଟି କହୁଛି ମହାତ୍ମାଗାନ୍ଧୀ sc st ମାନଙ୍କ ପାଇଁ କିଛି କରିନାହିଁନ୍ତି ଠିକ ଏତିକି ବେଳେ ସାମ୍ବାଦିକ ପୁନଃଚ ପ୍ରଶ୍ନ କରି କହୁଛନ୍ତି ଯେ ଆମେ ତ ଇତିହାସ ଆଉ ଅନେକ ପ୍ରତିକାର ରେ ଶୁଣିଛି ଯେ ଗାନ୍ଧୀଜୀ ବହୁତ କିଛି କରିଛନ୍ତି ମାତ୍ର ଏ ଲୋକ ଟି ପୁଣି କହୁଛି ନା ସେ ସବୁ ମିଛ ଲେଖା ଆଉ ଭଷାଣ ବାଜି, ମୋ ମତ ରେ ଏ ଲୋକ ଟି କୁ କଣ ମୋଦୀଜୀ ଙ୍କ ସମସ୍ତେ ବିଜେପି ଲୋକ କାମ ଅପେକ୍ଷା ବହୁତ ଭଷାଣ ବାଜି କରୁଛନ୍ତି ଏଇଟା ଦେଖା ଯାଉନୀ ତେବେ ଏମାନ ଙ୍କୁ ଭବିଷ୍ୟତ ଇତିହାସ ରେ କଣ କୁହାଯିବ