ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ସୁନ୍ଦର ସାକ୍ଷାତକାର ଟିଏ।ଯିଏ ଯେଉଁ ଦଳରେ ବି ରହୁ ସେ ଅଲଗା କଥା।କିନ୍ତୁ ରାଜନୀତି ରେ ଏହିପରି ସୌଜନତା ରହିବା ଦରକାର।
ଅତି ଗର୍ବ ଅହଙ୍କାର ଯୋଠି ବିନାଶ ସେଠି । ନବୀନ ପଟ୍ଟନାୟକ ଠାରୁ ଗାଁ ପଞ୍ଚାୟତର କୁଜିନେତା ସବୁ ଗର୍ବ ଅହଙ୍କାର । କଥା ପଡ଼ିଲେ କହୁଥିଲେ କାଠ ଗଣ୍ଡି ଟିଏ ଯଦି ବିଜେଡ଼ିରେ ଭୋଟରେ ଛିଡ଼ା ହବ 100% ଜିତିବ । ଜିତିଗଲେ ସତ କିନ୍ତୁ ଗୋଟିଏ ହେଲେ MP-0 ପାଣ୍ଡିଆ ତିଲେ ସନ୍ୟାସୀ ଯୋଗିନୀ ପିଚାଶିନୀ ହୋଇଗଲେ 🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣
ଠିକ୍ କହିଲେ ଆଜ୍ଞା
ଏକଦମ୍ ଠିକ୍ କହିଛନ୍ତି ।
Absolutely correct
ଅତି ଲୋଭେ ତନ୍ତୀମରେ. ପଦବୀ ଲୋଭ ଯୋଗୁ ଏ ଭଦ୍ରବ୍ଯକ୍ତି ଦଳରୁ ତଡାଖାଇ ଚାରି ପାଞ୍ଜିରୁ ଗଲା. ଛି ଲଜ୍ଜା .
Bhai ama ku kain badnam karuchanti 😢
ଏ ଭଳି ଲୋକ bjp ରେ ଥିଲେ ବୋଲି bjp ହାରୁଥିଲା
Bhrugu . Lekhashree nani .
True' fact
ଏ ଟିକେଟ ପ୍ରେମୀ ନେତା ଟିକେଟ ଯିଏ ଦେବ ଏ ନେତା ସେ ଦଳକୁ ଯିବ ବିଚାର ଧାରା ଆଦର୍ଶ ମୂଲ୍ୟ ଏମାନେ ବୁଝି ପାରନ୍ତି ନାହିଁ ଏମାନେ ରାଜନୀତି କୁ ଏହିପରି ନେତା କଳୁଷିତ କରୁଛନ୍ତି
ଭୃଗୁ Baxipatra ଜଣେ ସ୍ୱାର୍ଥବାଦୀ ନେତା, ମୋଦୀ ସରକାରଙ୍କ 10 ବର୍ଷ ଶାସନ କାଳରେ ବିଜେଡି ଦଳ କାହିଁକି ଆକୁଣ୍ଠ ସମର୍ଥନ କରୁଥିଲା ସେ ବିଷୟରେ ଭୃଗୁ ବାବୁ କହିବେ କି, ଭୃଗୁ ଯୋଉଠି କି ଯିବେ ସେଠାରେ ଦଳ ହାରିବ, ଏ ନେତାଙ୍କ କୌଣସି ଅରିଜିନାଲିଟି ନାହିଁ
ଗର୍ବରେ ଭାଙ୍ଗି ପଡୁଛି ବିଜେଡି । ଲୋକେ ଉଚିତ ଜବାବ ଦେଇଛନ୍ତି ।
ଭୃଗୁ ବାବୁ ବର୍ତ୍ତମାନ ଅନୁତାପ କରୁଥିବେ ନିଶ୍ଚୟ।
ଏଟାକୁ ହୁଦଘାତ ହେଇଯିବ।
ଓଡ଼ିଆ ଅସ୍ମିତା କଥା କୁ ଭୃଗୁ ବାବୁ ବୁଝି ପାରୁନାହାନ୍ତି ନା ଜନିକି ଲୁଚାଇବାକୁ ଚାହୁଁଛନ୍ତି । ପଣ୍ଡିଆନ୍ ବି ଜେ ଡି ର ଜଣେ ସାଧାରଣ କର୍ମୀ ଚାକିରି ଛାଡ଼ିବ ପରେ ।କୌଣସି ବି ଜେ ଡି ପଦ ପଦବୀ ରେ ନଥିଲେ ।ସେ ବି ଜେ ଡି ଲୋକ ପ୍ରତିନିଧି ମାନଙ୍କୁ ଯେପରି ବେଇଯତ କରୁଥିଲେ ସେ କଥା କଣ୍ ଭୃଗୁ ବାବୁ ଦେଖି ନାହାନ୍ତି ।ତେଣୁ ଏଇଥିରୁ ଅସ୍ମିତା କଥା ବୁଝିପାରିଲେ ଭଲ ।
BJD କହୁଥିଲା ପରା ଆମେ ଜୀବନ ଭରି ଶାସନ କରିବୁ selagi ଗର୍ବରେ 🌼🌿 ମହାପ୍ରଭୁଙ୍କୁ🌿🌼 ଙ୍କୁ ଭିକ୍ଷା ମଗେଇ ଦାଣ୍ଡେ ଦାଣ୍ଡେ ବୁଲେଇଲେ ଶେଷରେ ପରିଣତି ଭୋଗିଲେ ଆହୁରି ଯିବେ ମାଟିରେ ମିଶି
ମୂଳକଥା କହୁନ ଆଜ୍ଞା ପାଣ୍ଡିଆ ଅଧିନସ୍ଥ ସ୍ଵତନ୍ତ୍ର ଗୋଲାମ ହୋଇ ରହି ଯାଇଅଛି ଯହିଁ ହାରିବା କାରଣ ପାଣ୍ଡିଆର ନାମ ନେବାକୁ ଭୟ ଥିବାରୁ ବିଜେଡି ହାରିବା ଘଟଣାର କଥା କହିପାରୁନି ଭୃଗୁ ବକ୍ସିପାତ୍ର 🎉ଗୋଲାମ ଗିରି କରି ଦେହମନଦେଇଛନ୍ତି ଲେଖା ଶ୍ରୀ ସାମନ୍ତ ସିଂହାର🎉❤😢❤🎉
ଭାଗ୍ୟ କୁ ଦାୟୀ କରିବା କଥା...
ଏପରି ଦଳ ତ୍ୟାଗୀ ବକ୍ସିପାତ୍ର, ଲେଖାଶ୍ରୀ ମାନଙ୍କୁ ଆଉ ଯେପରି ଦଳକୁ ପ୍ରତ୍ୟାଗମନ ନକରନ୍ତି, ସବୁଦଳରେ ଏପରି ବହୁ ନେତା ଓଡିଶା ରେ ଅଛନ୍ତି
ନିଜ ଉପରେ ଭରଷା ନଥିବା ଲୋକ ହିଁ ଏମିତି ସ୍ବାର୍ଥ ବାଦି ହୋଇ ହଇରାଣ ହୁଏ,ଜନତାଙ୍କୁ ବୋକା ନିଜକୁ ଅତି ଜ୍ଞାନୀ ଭାବୁଥିବା ଲୋକ ଆଜି କୁମ୍ବୀର କାନ୍ଦଣା କାନ୍ଦୁଛି😁
ହଜିଯିବ ବିଜେଡି।
ମନ ଖୁସି କରିଦେଲେ ଭ୍ରୁଗୁ ସାର ❤️❤️❤️ 👌👌👌
ବିଜେଡି ଲୋକ ଭୋଟ ଦେଇନଥିଲେ ବିଜେପି ଏତେ ବିପୁଳ ସଂଖ୍ୟାର MLA ଜିତିଲେ କିପରି?
କେଉଁଠୁ କାହାକୁ ଡ଼ାକିଆନି ବସେଇ ଦଉଛ ଏମାନଙ୍କ ଠାରୁ ସମାଜ କିଛି sikhiparibani ଏମାନେ ଗୋଟେ ଗୋଟେ ଗବର୍
Tu megha BerhampuriankA ghua khailu
ତୁମ ଭଳି ଦଳ ବଦଳୁ ସ୍ୱାର୍ଥପର ନେତାଙ୍କ ମୁହଁ ଫୁଟାଣି କୁ ଧନ୍ୟ ।ଏତେ ଦିନ ଯାହାର ଲୁଣ ଖାଇଥିଲ ତାକୁ ବେଈମାନ କରି ଦଳଡିଆ କରିଛ ।ସେଥିପାଇଁ ହାରିଲ ।ଏବେ ସୁଧାରି ଯାଅ ।
ହାରାମି ଟା
ଆପଣ ଯୋଉ ପାର୍ଟିକୁ ଯିବେ ସେ ପାର୍ଟି ହାରିବାଟା ବାଧ୍ୟ
କାହିଁକି ବିଜେପି ଛlଦୁଥିଲ l ଫସ୍ତାଉଛ 😢😢😢
Bhrugu . Lekhashree
ଜୟ ବିଜେଡି
ଅନ୍ୟାୟରୁ ଅଧ ପତନ
Yes ur absolutely right 👍👍👍👍
Bhrugu baxy kebe neta heiparibni
ଆ କଥାରେ ଜଣା ପଡୁଛି, ବିଜେପି କୁ ଫେରିବ ବୋଲି
ଗାଲୁଆଙ୍କର ବାରବାଟୀ ଚାଷ ତୁ ବିଜେପି ରୁ ଯାଇଛୁ ଭଲ ହେଇଚି ଅଳିଆ ସଫା ହେଇଯାଇଛି
Sala sabu ଅଳିଆ bjp re
Mote kehi ନେତା dekhajaunahanti bjp re
Bhrugu babu nka statement khub sundar,bahut badhya
ଭାଇନା ଙ୍କ ମନରେ ଟିକେ ଦୁଃଖ ରହିଛି,,, ପଶ୍ଚାତାପ ବି ହେଉଥିବ,,,,🤪
Nabin hatao
ଆଙ୍କର ଠିକ୍ ପ୍ରଶ୍ନ ପଚାରି ଠିକ୍ ଉତ୍ତର ଦେଇ ପାରୁ ନାହାନ୍ତି
ଏଇଟା ମୁଣ୍ଡରେ ଗୋବର ପସିତି
ବିଜେଡି ଲୋକ ଭୋଟ ଦେଇନଥିଲେ ବିଜେପି ଜିତ ନଥାନ୍ତା ଜୟ ଜଗନ୍ନାଥ
BJ P ଠିକା ନେଇଛି
କ୍ଷମତା ଲୋଭ ରେ ତୁ ବିଜେଡି କୁ ଆସିଲୁ ଆଉ କିଛି କାରଣ ନାହିଁ
ଏ ବାବୁ ଙ୍କ ର ଔଷଧ ବିକଳରେ ତାଟିଆ କାମୁଡ଼ା ହେଉଛି!!!!
Stright mirror reflection of OTV and OR
ଏମାନେ ସ୍ବାର୍ଥ ପାଇଁ କିଛି ବି କରି ପାରନ୍ତି ଏମାନଙ୍କ ଠାରୁ ଆଗାମୀ ପିଢ଼ି କଣ ଶିଖିବେ
ଲୋକ ମାନେ ଚାହୁଁ ଥିଲେ ବଦଲିବା ପାଇଁ
Baxibhrugu Babu no dout a seasoned politician.He should keep patience in that party for his future sake.
ତୁମେ ପଳେଇ ଆସ ଭାଇ ବିଜେପି କୁ ଆପଣଙ୍କୁ ସ୍ୱାଗତ
ଶେଷ ସମୟରେ ଭୃଗୁ ବକ୍ସିପାତ୍ର ଙ୍କ ବେଳା ଖରାପ ପଡ଼ିଗଲା
ଦଳ ୟାଙ୍କୁ ବହୁତ ସୁଯୋଗ ଦେଇଛି, କିନ୍ତୁ ସେ ସବୁ ସୁଯୋଗ ହାତ ଛଡ଼ା କରିଛନ୍ତି।
ଭୁରଗ ଉ ବାବୁ ବିଜେପି କୁ ଆସନ୍ତୁ
ଓଡିଶା 50ବର୍ଷ ପଛରେ ରହିଗଲା, ଦାୟୀ ବିଜେଡି
Well said!
Right katha kahile bhurugu babu
Jai Bjp Jai odisha jai jagarnnath 🙏 ❤❤❤❤🎉🎉🎉🎉🎉
ଓଡ଼ିଶାର ବିଶ୍ବାସ ଓ ଭରସା ଯାହା ହୋଇଛି,ସମୟ ଚକ୍ରରେ ବଦଳିଯାଇଛି, ତଥାପି ସମୟ କହିବ ଫଳ କ'ଣ ହେବ ?
ଠିକ କଥା ଏବେ ବିଜେପି ଭଲ କରୁଛି... ୟେ ଦରମା କଣପାଇଁ ଦେଇପାରୁନି.. ୟାର ବି ପେଣ୍ଟ ଖୋଲିଦେବେ.. ଅପେକ୍ଷା କର
କୌଣସି ରାଜନୈତିକ ଦଳ ସବୁଦିନ ଶାସନ ରେ ରହିପାରେନା ଜନତାଙ୍କ ମାନସିକତା ବଦଳିରେ ସରଟାରର ପରିବର୍ତନ, ଯାହା ରାଜ୍ୟ ତଥା ଦେଶର ବିକାଶରେ ସହାୟକ .ଆଉ ଅହଂକାର ଗର୍ବ ରେ ଲଙ୍କା ସର୍ବଶାନ୍ତ, କୌରବ ପତନ ଅତି ଗର୍ବରେ, ଏହାତ କଳିଯୁଗ ଜନତା ହିଁ ସରକାର. ତେଣୁ ଏତେ ଅଧରଯ୍ୟ କଣପାଇଁ. ଅତିତରେ ବିଜେଡିର ଦୀର୍ଘ ଦିନର ଶାସନ ରେ ତ ଅନ୍ୟମାନେ ବିରୋଧୀଥିଲେ, ଏବେ ଏମାନେ ଅଛନ୍ତି, କଣ ତୃଟି ରହିଲା.
ବିଜେଡି ଠିକା ନେଇନଥିଲା କିନ୍ତୁ ଆଗୁଆ ମୁଖ୍ୟ ମନ୍ତ୍ରୀ ଶପଥ ତାରିଖ ଘୋଷଣା କରିଥିଲା
ମୋଦି କଣ ଠିକା ନେଇଛି..
ଲୋକେ ଚାହିଁ ନ ଥିଲେ ବିଜେଡ଼ି କୁ ପରନ୍ତୁ ପଇସା ବଳରେ କିଛି ସିଟ୍ ବିଜେଡି ଜିତିଲା ଲୋକଙ୍କୁ ଭାଜଭିତ୍ ବି କଲେ ତା ସତ୍ବେ ସତ୍କାର କୁ ଆସିପାରିଲା ନାଇ
ଜ୍ଞାନ ନାଇ ଦେଉନ୍ ସାର୍ ଆପଣ ଗୋଟେ ସ୍ୱାର୍ଥ ବା ଦି ନେତା ଇଟା ମାନୁନ୍
ଭୃଗୁ ସାର୍ ଆପଣ ଯେଉଁ ଚେୟାର ବସି ଛନ୍ତି ସେ ଚେୟାର ଓଡ଼ିଶା ରିପୋଟର ତୋ ଆପଣ ଙ୍କ କଥା କୁ ସେ ତଛଲ୍ୟ କରିବାକୁ ଚେଷ୍ଟା କରିବେ ଆପଣ ଙ୍କ କଥା କୁ ଅଲଗା ପ୍ରକାର ରେ କହିବେ ସେ ଆପଣ ଙ୍କ ଠାରୁ କିଛି କଥା ନେବା ପାଇଁ ଚେଷ୍ଟା କରୁଛନ୍ତି
One of the finest politician ever in Odisha.
Thik katha
ଭୃଗୁ ବକ୍ସିପାତ୍ର ୨୦୨୪ ନିର୍ବାଚନର ଶେଷ ମୂହୁର୍ତ୍ତ ରେ ଜୀବନର ସବୁଠାରୁ ବଡ଼ ଭୂଲ୍ କରିଦେଲେ , ଯାହାକି ଆଉ କେଭେଁ ଫେରି ଆସିବ ନାହିଁ !!!! ମୋ ଜାଣିବା ରେ ଓଡ଼ିଶା ବିଜେପିର ପ୍ରମୁଖ ଦୁଇ ଜଣ ନେତା ବହୁତ ବଡ଼ ଭୂଲ୍ କରି ଦେଲେ , ଜଣେ ହେଲେ ଐର ଖାରବେଳ ସ୍ବାଇଁ ଓ ଅନ୍ୟ ଜଣେ ଭୃଗୁ ବକ୍ସିପାତ୍ର । ଏହି ଦୁଇ ଜଣ ବିଜେପି କୁ ଫେରିଲେ ମଧ୍ୟ ପୂର୍ବର ତାଙ୍କର ସେହି ଦବା ଦଳରେ ଆଉ କେଭେଁ ରହିବ ନାହିଁ ଏବଂ ବିଜେପି ଦଳରେ ଶୃଙ୍ଖଳିତ କର୍ମୀ ହୋଇ ରହିଲେ ସେମାନଙ୍କର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହେବ ।
ଆପଣ କୋଉ ଲୋଭରେ ଯାଇଥିଲେ
ୟାଙ୍କର ହାତରେ ସଂଘଠନ କିଛି ନାହି .... 😂
ଭୁଶୁଡି ନାହିଁ ଯଦି ସମସ୍ତେ ହାରିଲ କେମିତି
Good 👍👍👍👍👍👍👍
ଅସ୍ମିତା ହେଉଛି ରାଜ୍ୟର ସବୁ ଜିନିଷକୁ ନେହିକି ଜତା ଭାଷା, ଓଡ଼ିଆ ସଂସ୍କୃତି, ଓ ରାଜ୍ୟର ଖଣି କାଦାନ କୁ ନେହିକି ଅସ୍ମିତା କୁହାଯାଏ l
ଲୋକ ଯାହା ଚାହିଁଲେ ନୁହେଁ,ଲୋକଙ୍କୁ ଯେଉଁ ଅଧିକ ଦେବା କଥା କହି ଭ୍ରମ ସୃଷ୍ଟି କରାଗଲା । ସେଇ ମରୀଚିକା ଦେଖେଇ BJP ଆସିଲା।ଯାହା ଆଜି କେନ୍ଦ୍ରୀୟ budget ରେ ଦୃଶ୍ୟମାନ ହେଇଛି ଓଡ଼ିଶା ପାଇଁ । ମୋଦି ଜଣେ ଅସୁର ପ୍ରବୃତ୍ତି ର ଲୋକ । ତାଙ୍କର ଲୋକଙ୍କ ଶବ ଉପରେ ବସି କ୍ଷମତାକୁଉପଭୋଗ କରିବା । ଏମାନେ ବି ସେଇ ଘରର ପରା । ଏଠି naretive set କରି ଏମାନେ ଭୋଟ ନେଲେ।
ମୁଁ କହିଥିଲି ପଞ୍ଚାୟତ ନିର୍ବାଚନ ବେଳେ ବିଜେପି 50 ପାର୍ ନହେଲେ ଆଗକୁ ସରକାର କରିବ ଗତ ନିର୍ବାଚନ ଠାରୁ ପୂର୍ବ ପଞ୍ଚାୟତ ନିର୍ବାଚନ ରେ ତିନି ଅଙ୍କ ବିଶିଷ୍ଟ ଜିଲ୍ଲାପରିଷଦ ପାଇଥିଲା ମୋର ବିଶ୍ବାସ ଥିଲା ବିଶ୍ବାସ ହେଲା ସତ
Bjadi,, no,, odesha
ନିଜ ଭବିଷ୍ୟତ ଗଢି ଆମୋଦ ପ୍ରମୋଦ ଦାୟକ ଜୀବନ ଅତିବାହିତ କରିବାକୁ କାହାର ଇଚ୍ଛା ହେବନି ? ଦୀର୍ଘ ଦିନ ଅତିବାହିତ କରିବା ପରେ ନିଜ ଦଳର ଗୁରୁତ୍ବ ପଦବୀ ତ୍ୟାଗକରି ଯେଉଁମାନେ କ୍ଷମତା ପ୍ରତି ଆକର୍ଷିତ ହୋଇ ଯୋଗ ଦିଅନ୍ତି , ସେମାନଙ୍କ ଅନ୍ତିମ ପରିଣତି କଣ ହୁଏ ସେମାନେହିଁ ଶ୍ରେଷ୍ଠ ଅନୁଭବୀ । କ୍ଷମତା ଲାଳସାରେ ଯେଉଁ କେତେଜଣ ଜଣାଶୁଣା ପ୍ରଖ୍ୟାତ ନେତା ଦଳ ତ୍ୟାଗକଲେ ସେମାନଙ୍କର ଲାଳସା କେତେଦୂର ଫଳବତୀ ହେବ , ସମୟ କହିବ । ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବାପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ପରିଚୟ ପାଇନଥିବା ଏକ ହାସ୍ୟାସ୍ପଦ ମନ୍ତବ୍ୟ, ଜଣେ ବରିଷ୍ଠ ରାଜନୈତିକ ନେତା ମୁହଁରୁ ଶୋଭା ପାଏନି । ତେବେ, ସ୍ପଷ୍ଟହୁଏ ରାଜନୀତି ଉପରେ ଶ୍ରୀ ବକ୍ସିପାତ୍ରଙ୍କର ଆଦୌ ଆଗ୍ରହ ନଥିଲା କିମ୍ୱା ଗଞ୍ଜାମ ଜିଲ୍ଲାରେ ତାଙ୍କର ସମ୍ପର୍କ ହିଁ ନଥିଲା ।
Kk mo km in am mo no. Am.
.Nn mm ji
ପ୍ରଭୁ ଜଗନ୍ନାଥ ଙ୍କୁ ଭିକ ମଗେଇଥିଲ ତମ ଗର୍ବ ରହିଲାନି
ଲୋକେ ଠିକା ଦେଇଛନ୍ତି, ନେତା ଦେଇ ନାହାନ୍ତି, ପୁଣି ଶାସନ କୁ ଫେରିବା ନିଶ୍ଚିତ।
ତୁ ଗୋଟେ କୁକୁର, ତ କଥାରେ ଦାମ ନାହିଁ
୨୯ ରେ ଜଣାପଡିବ
@@PankajSabar-hu7rw hai dekhiba 2029 re
ବିଜେପିର ଗେରେଣ୍ଟି ଫେଲ
Balo BJD , @@PankajSabar-hu7rw
ସେଇ ଶଙ୍ଖ ଫୁଙ୍କି ଫୁଙ୍କି ଜୀବନ ଶେଷ ହଇ ଯିବ 25 ବର୍ଷ
Ahita number one chora ta
ରଙ୍ଗ ବଦଳେଇବା ନେତା l
ବିଜେଡି ଠିକା ନେଇ ନଥିଲା ଓଡିଶା ଶାସନ କରିବାପାଇଁ ତ କଣ ପାଇଁ ବିଜେପି ଛାଡି ବିଜେଡି ରେ ଯୋଗ ଦେଲ। ତୁମେ ଠିକ୍ କଥା କହିଛ ତୁମେ ଓ ଲେଖାଶ୍ରୀ କଂ ଯୋଗୁଁ ବିଜେପି ଓଡିଶା ରେ ଜିତିପାରିନଥିଲା। ତୁମେ ଦି ଜଣ ବିଜେପି ପାଇଁ ଅମଗଂଳିଆ ଥିଲ।
Manoj Ahuja hele Jane IAS officer, jadi chaakiri chhadi BJP ra hartakarta daibabidhata hoithante tebe kahithile sova paaithanta, puni sarakarare rahi darama nei dala chaleiba tebe kanna thik?
Bjp ସବୁବେଳେ ଧର୍ମର ରାଜନୀତି କରୁଛି ଏଇଟା clear ଓଡିଶା ପାଇଁ
❤Jay Jagannath Jay nabin babu ❤
ବଡ଼ କୁହା ଆମ ରାଜ୍ୟର ଭାଇ
ୟାର ମୁଣ୍ଡ କାମ କରୁନି
To Munda chuliku de thik hobo
Odisaku nijanare patakarithanta jakicchi banchichhi sabugilipkethanta B.J.D Gunda lenabina khachaulachuna Jay jagannath bhai B.J.p 🙏🌹
ଭୃଗୁ ବକ୍ସିପାତ୍ର ଗୋଟେ ଅସରପା
ନେତା ଏଇଭଳି
❤❤❤
ଗଣତନ୍ତ୍ର ରେ ଜମିଦାରୀ ଆଇନ ଚଳେ ନାହିଁ।
Very good👍
jay Nabin babu
Jay Jagannath 🙏
ପଣ୍ଡିଆକୁ ନବୀନ ଛାଡ଼ିବ ନାହିଁ
Jay nabin babu
Bhrugubabu is a matured politician... Has choosen the ryt party... Need to keep patient... He can represent odisha in several forum...
ଗାଲୁଆ ଙ୍କ ବାରବାଟି ଚାଷ।ଅତି ଗର୍ବୀ ହେଲେ ଏଇଆ ହେବ।
BJD jindabad
Right 👍ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻
କାମ କରିବାରେ ମନ ଦିଆ ।କଥା ରେ ନୁହେଁ କାମ ଦରକାର ।
ଭାରି କଷ୍ଟ ହେଉଛି
ନେତା ମାନେ ଦଳ ବଦଳ କଲା ପରେ ଯେଉଁ ଦଳକୁ ସମାଲୋଚନା କରୁଥଲେ, ସେହି ଦଳ ରେ ମିଶିଲା ପରେ ସେ ଦଳର ଗୁଣ ଗାନ କରିବା ଏକ ସାଧାରଣ କଥା।
ହ ବିଜେଡି ଦଳ ଓଡିଶାର ଷନ୍ ବ୍ଜ୍ପ୍ ହେଉଛି ଚୋର ସରକାର
ଉଛିତ ଶିକ୍ଷା ଦେଲେ ଓଡ଼ିଶା ବାସୀ ଦଲବଦଲୁ ଙ୍କୁ

ଲୋକ ଯାହା ଚାହିଁଲେ ନୁହେଁ,ଲୋକଙ୍କୁ ଯେଉଁ ଅଧିକ ଦେବା କଥା କହି ଭ୍ରମ ସୃଷ୍ଟି କରାଗଲା । ସେଇ ମରୀଚିକା ଦେଖେଇ BJP ଆସିଲା।ଯାହା ଆଜି କେନ୍ଦ୍ରୀୟ budget ରେ ଦୃଶ୍ୟମାନ ହେଇଛି ଓଡ଼ିଶା ପାଇଁ । ମୋଦି ଜଣେ ଅସୁର ପ୍ରବୃତ୍ତି ର ଲୋକ । ତାଙ୍କର ଲୋକଙ୍କ ଶବ ଉପରେ ବସି କ୍ଷମତାକୁ
ଉପଭୋଗ କରିବା । ଏମାନେ ବି ସେଇ ଘରର ପରା । ଏଠି naretive set କରି ଏମାନେ ଭୋଟ ନେଲେ।
ମୁଁ କହିଥିଲି ପଞ୍ଚାୟତ ନିର୍ବାଚନ ବେଳେ ବିଜେପି 50 ପାର୍ ନହେଲେ ଆଗକୁ ସରକାର କରିବ ଗତ ନିର୍ବାଚନ ଠାରୁ ପୂର୍ବ ପଞ୍ଚାୟତ ନିର୍ବାଚନ ରେ ତିନି ଅଙ୍କ ବିଶିଷ୍ଟ ଜିଲ୍ଲାପରିଷଦ ପାଇଥିଲା ମୋର ବିଶ୍ବାସ ଥିଲା ବିଶ୍ବାସ ହେଲା ସତ
Bjadi,, no,, odesha
ନିଜ ଭବିଷ୍ୟତ ଗଢି ଆମୋଦ ପ୍ରମୋଦ ଦାୟକ ଜୀବନ ଅତିବାହିତ କରିବାକୁ କାହାର ଇଚ୍ଛା ହେବନି ? ଦୀର୍ଘ ଦିନ ଅତିବାହିତ କରିବା ପରେ ନିଜ ଦଳର ଗୁରୁତ୍ବ ପଦବୀ ତ୍ୟାଗକରି ଯେଉଁମାନେ କ୍ଷମତା ପ୍ରତି ଆକର୍ଷିତ ହୋଇ ଯୋଗ ଦିଅନ୍ତି , ସେମାନଙ୍କ ଅନ୍ତିମ ପରିଣତି କଣ ହୁଏ ସେମାନେହିଁ ଶ୍ରେଷ୍ଠ ଅନୁଭବୀ । କ୍ଷମତା ଲାଳସାରେ ଯେଉଁ କେତେଜଣ ଜଣାଶୁଣା ପ୍ରଖ୍ୟାତ ନେତା ଦଳ ତ୍ୟାଗକଲେ ସେମାନଙ୍କର ଲାଳସା କେତେଦୂର ଫଳବତୀ ହେବ , ସମୟ କହିବ । ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବାପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ପରିଚୟ ପାଇନଥିବା ଏକ ହାସ୍ୟାସ୍ପଦ ମନ୍ତବ୍ୟ, ଜଣେ ବରିଷ୍ଠ ରାଜନୈତିକ ନେତା ମୁହଁରୁ ଶୋଭା ପାଏନି । ତେବେ, ସ୍ପଷ୍ଟହୁଏ ରାଜନୀତି ଉପରେ ଶ୍ରୀ ବକ୍ସିପାତ୍ରଙ୍କର ଆଦୌ ଆଗ୍ରହ ନଥିଲା କିମ୍ୱା ଗଞ୍ଜାମ ଜିଲ୍ଲାରେ ତାଙ୍କର ସମ୍ପର୍କ ହିଁ ନଥିଲା ।
Kk mo km in am mo no. Am.
.
Nn mm ji
.
Nn mm ji
ପ୍ରଭୁ ଜଗନ୍ନାଥ ଙ୍କୁ ଭିକ ମଗେଇଥିଲ ତମ ଗର୍ବ ରହିଲାନି
ଲୋକେ ଠିକା ଦେଇଛନ୍ତି, ନେତା ଦେଇ ନାହାନ୍ତି, ପୁଣି ଶାସନ କୁ ଫେରିବା ନିଶ୍ଚିତ।
ତୁ ଗୋଟେ କୁକୁର, ତ କଥାରେ ଦାମ ନାହିଁ
୨୯ ରେ ଜଣାପଡିବ
@@PankajSabar-hu7rw hai dekhiba 2029 re
ବିଜେପିର ଗେରେଣ୍ଟି ଫେଲ
Balo BJD ,
@@PankajSabar-hu7rw
ସେଇ ଶଙ୍ଖ ଫୁଙ୍କି ଫୁଙ୍କି ଜୀବନ ଶେଷ ହଇ ଯିବ 25 ବର୍ଷ
Ahita number one chora ta
ରଙ୍ଗ ବଦଳେଇବା ନେତା l
ବିଜେଡି ଠିକା ନେଇ ନଥିଲା ଓଡିଶା ଶାସନ କରିବାପାଇଁ ତ କଣ ପାଇଁ ବିଜେପି ଛାଡି ବିଜେଡି ରେ ଯୋଗ ଦେଲ। ତୁମେ ଠିକ୍ କଥା କହିଛ ତୁମେ ଓ ଲେଖାଶ୍ରୀ କଂ ଯୋଗୁଁ ବିଜେପି ଓଡିଶା ରେ ଜିତିପାରିନଥିଲା। ତୁମେ ଦି ଜଣ ବିଜେପି ପାଇଁ ଅମଗଂଳିଆ ଥିଲ।
Manoj Ahuja hele Jane IAS officer, jadi chaakiri chhadi BJP ra hartakarta daibabidhata hoithante tebe kahithile sova paaithanta, puni sarakarare rahi darama nei dala chaleiba tebe kanna thik?
Bjp ସବୁବେଳେ ଧର୍ମର ରାଜନୀତି କରୁଛି ଏଇଟା clear ଓଡିଶା ପାଇଁ
❤Jay Jagannath Jay nabin babu ❤
ବଡ଼ କୁହା ଆମ ରାଜ୍ୟର ଭାଇ
ୟାର ମୁଣ୍ଡ କାମ କରୁନି
To Munda chuliku de thik hobo
Odisaku nijanare patakarithanta jakicchi banchichhi sabugilipkethanta B.J.D Gunda lenabina khachaulachuna Jay jagannath bhai B.J.p 🙏🌹
ଭୃଗୁ ବକ୍ସିପାତ୍ର ଗୋଟେ ଅସରପା
ନେତା ଏଇଭଳି
❤❤❤
ଗଣତନ୍ତ୍ର ରେ ଜମିଦାରୀ ଆଇନ ଚଳେ ନାହିଁ।
Very good👍
jay Nabin babu
Jay Jagannath 🙏
ପଣ୍ଡିଆକୁ ନବୀନ ଛାଡ଼ିବ ନାହିଁ
Jay nabin babu
Bhrugubabu is a matured politician...
Has choosen the ryt party... Need to keep patient... He can represent odisha in several forum...
ଗାଲୁଆ ଙ୍କ ବାରବାଟି ଚାଷ।ଅତି ଗର୍ବୀ ହେଲେ ଏଇଆ ହେବ।
BJD jindabad
Right 👍
ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻